This is a legendary politics of hon'ble CM NABIN PATTANAYAK....Thank god , Our govt seems now taken a step towards transparency......no minister ever try to be linked in criminal activities in presence of NABIN.....and never try to down his image...as..well as odisha's swabhiman
CM action was need based as it was known fact that most of the Ministers in the cabinet have not good track record and they were required for drop from Ministry.
ଜୟ ନବୀନ ସରକାର ଏଇ କାମ ଆଗରୁ କରିଥିଲେ ଏତେ ଦିନ ଆମ ଓଡିଶା ବହୁତ ଆଗରେ ଯାଇଥାନ୍ତା
ଜୟ ଜଗନ୍ନାଥ
Bhai agaru karithile Naveen vote painathanta 😂
ହ ଭାଇ ତମେ ସତ କଥା କହିଲ
ପ୍ରତାପ ଜେନା କୁ ଗିରଫ କରାଯାଉ।
ବରାଳ ପରିବାରରୁ ହତ୍ୟା ମାମଲାରେ ମୁଦାଲା ନଂ ରେ ତା ନାଁ ଅଛି।
ଜୟ ନବୀନ
Thik katha
Right
ଠିକ୍ କଥା କହିଛନ୍ତି 👍
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଜାଆ କହନ୍ତି ଠିକ ତାର ଓଲଟା ତାଙ୍କର ମନ୍ତ୍ରୀ ବିଧାୟକ କୁଜି ନେତାମାନେ କରନ୍ତି
Thik se ketebdekhiba ekutia e tala loka mane bada harami
ଏଇ ଅଯୋଗ୍ୟ ମାନଙ୍କୁ ଦଳ ରୁ ବହିଷ୍କାର କରନ୍ତୁ. ଏମାନେ ବିଜେଡି ପାଇଁ କଳଙ୍କ. ଏମାନଙ୍କୁ ଜୋତା ମାଳ ଦରକାର ଆଉ ତିହାର ଜେଲ ରେ ରଖିବା ଦରକାର. ନୂଆ ମନ୍ତ୍ରୀ ମଣ୍ଡଳ ରେ ଭି କିଛି ଦାଗି ଅଛନ୍ତି.
Right
Right
Right
Right
ଯାହା କର BJP ଆସିବ ଓଡ଼ିଶା ରେ ❤❤❤❤❤❤❤❤
ଆମ ମୁଖ୍ୟମନ୍ତ୍ରୀ ଏମିତି ହବା ଦରକାର ଜୟ ନବୀନ ଜୟ ଓଡିଶା
ଯଦି ସତରେ ଏହି ୪ ଜଣ ଦୋଷୀ, କେବଳ ମନ୍ତ୍ରୀ ମଣ୍ଡଳ ରୁ ବାହାର କଲେ ହେବନାହିଁ। କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମାନିବୁ କି ନ୍ୟାୟ କଲେ।
ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଜୟ ଜଗନ୍ନାଥ 🙏
🙏 Jay Gopal 🙏
ନବୀନ ବାବୁ ଆଇ ଲଭୟୁ ❤❤❤
ନବିନ ଓଡିଆ ଙ୍କୁ 100/100 ରେ ଜି ମାରୁଥିଲା ବୋଲି ଓଡିଆ ୨ ବର୍ଷ ପରେ ଜାଣିବେ
କିଏ ଠିକ କାମ କରୁଛି 🤔🤔 କୁହନ୍ତୁ sir
କେବଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କଣ ହେବl ଦୋଷୀମନ୍ତ୍ରୀ ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର l
Jiye Jemiti Karile , Semiti Bhogile 🙏 Jai Jagannath
Jat bhabam tat bhabate
ସଠିକ୍ କାର୍ଯ୍ୟଷ୍ଠାନ ହେଲା କି? ନାଈଁ....
ଜୟ ଜଗନ୍ନାଥ 🙏🙏🙏❤️
Satyameba joyote 🙏🙏
ଯାହା ହେଲା ଭଲ ହେଲା, ବହୁତ୍ ଧନ୍ୟବାଦ୍ ନବୀନ ବାବୁ କେ....
🌹ଵ୍ୟଙ୍ଗ ବାଣ 🌹
ଏଇଥର ଗ୍ରୀସୀ ଦେଇକି
ବସନ୍ତୁ,,,,
ଇନ୍ଦ୍ର ଚନ୍ଦ୍ର ମାନୁ ନ ଥିଲେ,,
ମୁଳୁ ମାଇଲେ ଯିବ ସରି,,,
ଦେବଙ୍କ ସାଥେ କିମ୍ପା କଳି,,
ଜୟ ଜଗନ୍ନାଥ
🙏🙏🙏
ହେଲେ ରାତି ଅଧିଆ ପୋଷ୍ଟମଟମ ନାଟକ ର ନାୟକ ଙ୍କୁ ଛାଡି ଦେଵାର ରହସ୍ୟ ଟା ଵୁଝି ହେଲାନି।
i miss you Naveen sir 🙏
ଏମାନଙ୍କୁ ଫାସୀ ଦରକାର ସମ୍ପତି ବାଜ୍ୟାପ୍ତି ନିହାତି
ବହୁତ ଧନ୍ଯବାଦ ନବିନ୍ ସରକାର ଚାରି ଜଣ କୁକର୍ମ କରିଥିବା କାର୍ୟ୍ଯ କତ୍ତୃା ମ
ଅଗୋରୁତ ଓଡିଶା ଗରିବ ଆଉ କେବେ ବି ଓଡ଼ିଶା ଆଗକୁ ଯିବନି।
Thank you... Naveen patnayak, Sir.
God bless you...
We are happy with our Naveen babu decession
This is a legendary politics of hon'ble CM NABIN PATTANAYAK....Thank god ,
Our govt seems now taken a step towards transparency......no minister ever try to be linked in criminal activities
in presence of NABIN.....and never try to down his image...as..well as odisha's swabhiman
Good Nabin pattanayk
Navin pattnayak hele silent killer 👍🏻 best CM Odisha ra🙏🏻🙏🏻🙏🏻
We are with u our beloved CMO ❤️🙏
ଇସ୍ତଫା ଦେଇଥିବା ମନ୍ତୀ ମାନେ ଦୁର୍ନୀତି ରେ ଲିପ୍ତ ରହିଲେ || ରାଜ୍ୟ ର ଉର୍ନତୀ କଥା ଚିନ୍ତା ନ କରି ସେମାନେ ତାଙ୍କ ନିଜସ୍ୱ କାମରେ ବ୍ୟସ୍ତ ରହିଲେ || ଆଉ କିଛି ବର୍ଷ ରହିଲେ ରାଜ୍ୟ ର ଉର୍ନତୀ ନ ହୋଇ ଅବନତି ଦିଗକୁ ଗତି କରନ୍ତା || ବୋଧେ ଏଇ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ରେ, ଆମ ରାଜ୍ୟ ର କିଛି ପରିବର୍ତ୍ତନ ଆସିବ ||
ମୁଁ ଖୁସି, ଆଉ' ଆପଣ ମାନେ ଖୁସିତ ||
ଧନ୍ୟବାଦ... ଜୟ ଜଗନ୍ନାଥ 🙏🙏🙏
ଜେ ପାଁଚେ ପରର ମନ୍ଦ
ତା ମନ୍ଦ ପାଞ୍ଚନ୍ତୀ ଗୋବିନ୍ଦ 🙏🙏🙏
ଜୟ ଜଗନ୍ନାଥ 🙏🙏🙏
ଧିରପାଣି ପଥର କାଟେ ନବିନ ବାବୁ ଙ୍କ ନାୟ ଓଡ଼ିଶା ବାସିଙ୍କ ମନରେ ଦୁଃଖ ଦିଏ ନାହିଁ ନାୟ ପାଇବା ପର୍ଯ୍ୟନ୍ତ ଧର୍ଯ୍ୟ ଧରିବାକୁ ପଡ଼ିବ
ବିଜେଡି ନେତା ସବୁ ଚୋର
ଏମାନଙ୍କ ପଛର ମାଷ୍ଟର ନବୀନ
ଉପରେ କିଛି ଭିତରେ କିଛି
କୋଉ ନେତା ଭଲ ଟିକେ କହିବେ କି ସାର 🙏
good cm sir 🙏👍🙏
Thank you so much ..CM SIR..🙏🙏🙏🙏
Pada khia 4 mantri.......🤔🤔🤔🤔😁😁😁
😀😀😁😁😆😂🤣🤣
Good dicission 👍
ନବୀନଙ୍କୁ ଧନ୍ଯବାଦ
Wonderful plan
Thank you Naveen sir
Jai jagannath🙏💐
Very good decision 🙏🙏🙏
Saabas ......mast action ❤️❤️❤️❤️❤️❤️
Naveen ete belake kichi step nele saabs ❤️❤️❤️❤️👍
Thank you cm sir
ଓଡିଶାର ପୁର ପଲ୍ଲୀରେ ସମସ୍ତେ ଜାଣନ୍ତି ନବୀନ ପଟ୍ଟନାୟକ ଙ୍କର ଗୋଟିଏ କଥା ଆଇନ୍ ତା ବାଟରେ ଯିବ.କଥା କମ କହନ୍ତି କାମ ଅଧିକ କରନ୍ତି.ସବୁ ସମୟରେ ଚୂପ ରୁହନ୍ତି.ସେ ସବୁ ବେଳେ ସବୁ କଥାକୁ ଧର୍ଯ୍ଯର ସହ କାମ କରନ୍ତି.ସେଥିପାଇଁ ସେ ଓଡିଶାରେ ଜିନ୍ଦା ତାଙ୍କ ଆଗରେ କେହି କରନ୍ତିନି ନିନ୍ଦା.ଜୟ ଜଗନ୍ନାଥ .
Great cm ❤️
ନବୀନ କେବେ ଇସ୍ତଫା ଦେବ, ହରାମି ରାଜ୍ୟକୁ ବିଦେଶୀ ହାତରେ ଟେକିଦେଲା,
ବହୁତ ଆଗରୁ ହେବାର ଥିଲା
ବହୁତ ଭଲ ହେଇଛି
Naveen Sir is great 🙏🙏🙏🙏
ବହୁତ ଭଲ ହେଲା
CM action was need based as it was known fact that most of the Ministers in the cabinet have not good track record and they were required for drop from Ministry.
Very good Navin Babu tumoku salute 🙏🙏
Gud Design
ଗୋଟିଏ ମଞ୍ଚରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହିତ ବସି ତାଙ୍କୁ ଆହୁରି ଉତ୍ସାହିତ କଲେ ମୁଖିଆ ! ବିଚିତ୍ର ଶାସନ ଏ ରାଜ୍ୟରେ !
Good disison Nabin sir 🙏🌺🙏 love my Odisha cm
ନଵିନୀ ସାରେ ଭଲ ପଦ ଖେପ ନେଇଚତୀ ଏ ଥୀଲେ ଆମ ଓଡ଼ିଶାର କଳକ
Jai BJD ❤️
Thanks sir 🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺ଜାହାହେଇଛି ଜଗନ୍ନାଥ ଙ୍କ କୃପାରୁ ହେଇଛି ଏ କଳିଯୁଗର ରାବଣ ମାନେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି
ଜବରଦସ୍ତ କାମ କରିଛନ୍ତି cm
Good decision
Good👍👍🙋🙋 working🇮🇳🇮🇳
Good nabin🙏🙏🙏🙏🙏🙏🙏
Jay.Jaganatha
🙏 Naveen Patnaik
ରାଜା ତ ସମବାୟ ଘୋଟଲା ରେ ଥିଲେ । ସ୍ମିତାରଣୀ ହତ୍ୟାରେ ବାବୁ ବଲବନ୍ତରାଏ ବି ଥିଲେ ।।।।
Absolutely right Navin 🙏🙏🙏🙏
Aji Mamita Meher ra unsatisfied soul ku kichhi ta mukti milithiba R. I. P Mamita Meher 🙏🏻🙏🏻🙏🏻🙏🏻😢
ସତ କଥା
Jay shree Krishna 🙏🙏🙏
What a Justified person he is!
100%👍👍👍👍
Nice Naveen sir🙏🙏🙏
The favorite four of thr Mr CM Sir.
Very good job sir
Vlo hoichi
Ur right 🙏🙏
Satyameva jayate❤❤❤Kam se kam baharile ta 😆😆😆
We love ❤️Navin Babu 🙏
Good 🙏🙏🙏👌👌👍
💯% right 👍
ବିଶ୍ଳେଷଣ ଏକଦମ ଠିକ୍
ଏତ ଅତି ଭୟଙ୍କର ରାଜନିତୀ.🙈🙉🙊
Excellent plan 👍👌
Excellent Sir
Jay Jagannath
Yes sir 🙏 CM sir 🙏 CM odisha 🙏
ନବୀନ ପଟ୍ଟନାୟକ ଜିନ୍ଦାଵାଦ
Apanaa Mane khusita Jaya Jaganth
ନବିନା ବୟଷାଧିକ ଦ୍ବାରା କାନକୁ ଶୁଣାଯାଉ ନାହିଁ । ଯାହା ଟିକେ ଶୁଣାଯାଆନ୍ତା ବେକରେ ଲାଗିଥିବା ପାଣ୍ଡିଆନ ଘଣ୍ଟି ଦ୍ବାରା କିଛି ଶୁଭୁନାହିଁ।
Thanks Naveen Patnaik agaru bahar kariba. Katha jay b. J. D
ଆରେ ଅଲଜ୍ୟାଣି ଡାଲିଚୋରଣୀ କୁଆଡେ ଗଲା
Jey Nobin Sarkar, Good Descison
100% correct
We demand resignation of CM
Right Right Right
Nabin jee shikhita [CM] tenu samasta(MLA)mane entrance dai yogyata anusare mantri hebe ODISHA nua kicchi kariba
Thanks Naveen Patnaik jay Jaganath
Good Design.
Odisha...out.BJD..forBJPodisha
Argus 🙏🙏🙏
ନବିନ ଆଉ ସ୍ୱଚ୍ଛ ନାହାନ୍ତି
Super se upre
ଇଞ୍ଜିନ୍ ବଦଲ ଖାଲି ବଗି ଚେଞ୍ଜ କଲେ ହେବାକେଁ କୁହା ଇଞ୍ଜିନ୍ ଘିଚିନେଈ ପାରେନ
ନବୀନ ଠିକ୍ କାମ ଦେଖାଉଛନ୍ତି।