Special Chart । Masala chart । Natia Camedi 6

Поделиться
HTML-код
  • Опубликовано: 11 фев 2025
  • Special Chart । Masala chart । Natia Camedi 6
    Welcome to our astrology channel.Get knowledge and advice on your 💘 LOVE LIFE
    🤔BHAGYA PARIBARTAN and other special information by astrologer Narayan Nath
    ମୋର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣ ମାନଙ୍କ ମନରେ ଥିବା ନକରାତ୍ମକ ଶକ୍ତି କୁ ସକରାତ୍ମକ ଶକ୍ତି ରେ ପରିଣତ କରିବା ବା ଆପଣଙ୍କ ମାନଙ୍କ ମନରେ କିପରି positive‌ ଆଣିବା ମୋର ମୂଖ୍ୟ ଉଦ୍ଦେଶ୍ୟ।
    ଆପଣ ମାନଙ୍କ ମଧ୍ୟରେ କେହିନା କେହି ଜାଣିଥିବେ ଲକ୍ଷ୍ମୀ'ମା କହିଥିବା କଥା - ଯାଣେନାହିଁ, ପାରିବିନି, ନାହିଁତଘରେ ଏ ତିନି ଙ୍କୁ ଦେବତା ଡରେ ।
    ଏ ସବୁ vdo ମୋ ମନ ଗଢ଼ା କାହାଣୀ ନୁହେଁ। ପିତା ମାତାଙ୍କ, ଗୁରୁ ଓ ଦେବତାଙ୍କ ଆର୍ଶୀବାଦ ରୁ ବିଭିନ୍ନ ପ୍ରକାରର ପୁସ୍ତକ ପଢ଼ି continue research ଜାରି ରହିଛି ଓ practical ପରୀକ୍ଷା ରେ ମନସ୍କାମନା ପୂର୍ଣ୍ଣ ବା ସଫଳ ହେବା ପରେ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଗଛ ଲତା ପାଣି ପବନ କାଚ କାଗଜ ଗୁଡ଼ି....etc ଇତ୍ୟାଦି ଦ୍ରବ୍ୟ ମାନଙ୍କୁ ନେଇ ବା ପ୍ରାକୃତିକ ସମ୍ପଦ ଦ୍ଵାରା ଭାଗ୍ୟ ପରିବର୍ତ୍ତନ ଚ୍ୟାନେଲ ନାମରେ ପରିଣତ କରିଛି।
    ଆପଣ positive ରହିଲେ ଆପଣ ମାନଙ୍କର ସବୁ ଇଚ୍ଛା
    ଖୁସିରେ ହୋଇଯାଏ। ଏହା ଈଶ୍ବରଙ୍କ ମତ ।
    ମୋର ଚେଷ୍ଟା ଓ ଆପଣଙ୍କ ମାନଙ୍କ ସହଯୋଗ ଦ୍ଵାରା ସଫଳ ରୂପେ ରୂପାନ୍ତରିତ କରିହେବ ଏବଂ ଆମର ଓଡ଼ିଶାକୁ ସୁନାର ଓଡ଼ିଶା ଓ ଭାରତକୁ ସୁନାର ଭାରତ ପରି ଗଢ଼ି ତୋଳିବା ।

Комментарии • 3