@RiajKhan-c2v Tame thik kahicha bhai amari loka hin bikuchanti kintu Jia bikuchanti se gariba loka gariba loka kintu muslim Mane kana cows na khaile habani. Jadi Hindu bhai mananku kasta hauchi ta ame khaibani . Khaiba kana nihati darkar ki bhai loka vegetarian heiki banchi paruchanti kana ame macha chicken mutton anda khai banchi paribani
ପୋଲିସ ବାବୁଙ୍କୁ ଧନ୍ୟବାଦ୍ କୋଟି କୋଟି ହିନ୍ଦୁମାନଙ୍କର ଆଶ୍ରୀବାଦ୍ ଆପଣଙ୍କ ଉପରେ
Koti koti naman
Prabhu Nije Asile Go Mata Nku Bancheiba Pain
Jay gau mata
ଜୟ ଶ୍ରୀ ସଂକଟ ମୋଚନ ହନୁମାନ ଜୟ ଶ୍ରୀ ରାମ
ଧନ୍ୟବାଦ ସାର ପ୍ରତିକ ସିଂ. ଜଗନ୍ନାଥ ମଙ୍ଗଳ କରନ୍ତୁ 🙏
ଧନ୍ୟବାଦ୍ ସାର୍ ଗୋରୁ ମାନଙ୍କୁ ଉଦ୍ଧାର କରିଥିବାରୁ। ଭଗବାନ୍ ତମର ମଙ୍ଗଳ କରନ୍ତୁ।
ଗୁଳି ମାଡ ଦରକାର ଏ କଂସେଇ ମାନଙ୍କୁ
Jiye bikuchhi
Tame kinani
@@anjandash1727 first hela tama loko dalal achanti gote hata re tali kebe bajeni
@RiajKhan-c2v Tame thik kahicha bhai amari loka hin bikuchanti kintu Jia bikuchanti se gariba loka gariba loka kintu muslim Mane kana cows na khaile habani. Jadi Hindu bhai mananku kasta hauchi ta ame khaibani . Khaiba kana nihati darkar ki bhai loka vegetarian heiki banchi paruchanti kana ame macha chicken mutton anda khai banchi paribani
@pashupati55 sure but amara yade jiye goru gadi chalauchhi .se bjp ra jane member brhana ta na swadhin mishra
Thank you so much sir 🙏
ବହୁତ ବହୁତ ଧନ୍ୟବାଦ ଯେତେ ବି ଅଫିସର ଅଛନ୍ତି, ସମସ୍ତେ ଙ୍କୁ ଧନ୍ୟବାଦ 🙏🙏🙏🙏🙏
ବହୁତ୍ ବହୁତ ଧନ୍ୟବାଦ୍
Jay shree Ram 🙏🙏
ଜୟ ଗୋମାତା 🙏🙏
ପ୍ରତିକୀ ଶୀଙ୍ଗି DCP ଙ୍କୁ ମୋର କୋଟି କୋଟି ପ୍ରଣାମ ଯାହା ହେଉ ଆମ ଗୋମାତା ଙ୍କ ଜୀବନ ବଞ୍ଚିଗଲା ତାଙ୍କ ପାଇଁ ଆଜି ଜୟ ହେଉ ଆମ ଓଡ଼ିଶା ପୋଲିସ୍ ଙ୍କର❤❤❤
ରାତି ବସ୍ ରେ ଖେର୍ଦ୍ଧା ରୁ ଦଶପଲ୍ଲା ଜଙ୍ଗଲ ରାସ୍ତା ରେ ଚାରିଛକ ଦେଇ ଆସୁଥିବା ଯାତ୍ରୀ ଦେଖୁଥିବେ ରାତି ୨ ରୁ ୪ ମଧ୍ଯରେ ଶହ ଶହ ବୁଢା ଗୋରୁ ଆଉ ତାଙ୍କ ମଧ୍ଯରେ ୪ କି ୫ ଜଣ ଲୋକ ପାଞ୍ଚଣ ଧରି ଚାଲୁଥିବେ।
୫ ବର୍ଷ ପ୍ରତି ସପ୍ତାହରେ ବସ୍ ରେ ଭୁବନେଶ୍ୱର ରୁ ବଲାଙ୍ଗୀର ଗଲାବେଳେ ଏ ଦ୍ରୁଶ୍ଯ ମୁଁ ଦେଖିଛି।
ଏ ତ ଗୋରୁ ଚାଲାଣ !
କେତେ ଥର ସୋସିଆଲ୍ ମିଡିଆରେ ଲେଖିଛି ବି।
ଏ ଗୋଚାଲାଣକାରୀ କି'ଏ?
ଅଧିକାଂଶ ଗରିବ ହିନ୍ଦୁ !
ଏ ବୁଢା ଗୋରୁ ଆସନ୍ତି କେଉଁଠୁ ?
ଗ୍ରାମାଞ୍ଚଳରୁ !
ବିକନ୍ତି କି'ଏ ?
ଅଧିକାଂଶ ହିନ୍ଦୁ !
( ମୁସଲମାନ୍ ଗୋରୁ ପାଳନ୍ତିନି,ଯଦି ପାଳନ୍ତି,ବୁଢା / ଅକର୍ମଣ୍ଯ ହେବାପରେ ,ବୁଝିଯାଆନ୍ତୁ କ'ଣ କରୁଥିବେ )
ୟୁ. ପି ର କାନପୁର ଯାଇଥିଲି।
ଜଣେ ଟ୍ଯାକ୍ସି ଡ୍ରାଇଭର ଙ୍କୁ ପଚାରିଲି ଏ ଯାଗାର ବିଶେଷତ୍ୱ କ'ଣ ?
ସେ କହିଲେ " ଆଉ କ'ଣ !
ଗୋରୁ ଚମଡା...."
ନା ଗୋ ହତ୍ଯା ବନ୍ଦ ହେବ ,
ନା ଚମଡା ନିର୍ମିତ ସାମଗ୍ରୀ ର ବ୍ଯବହାର କମିବ ।
ଚିଡିଆଖାନାର ବାଘ,ସିଂହ କୁମ୍ଭୀର ଙ୍କୁ କ'ଣ ଘାସ ଖୁଆଯିବ !
କାହାକୁ ଅଟକେଇ ହେବ !
କ'ଣ ନିଷେଧ କରିବ !
ଛେଳି ,ଘୁଷୁରୀ ଏମାନଙ୍କୁ ବି ତ ଦିନରାତି ମାଂସ ,ଚମଡା ,ହାଡ ପାଇଁ ହତ୍ଯା କରାଯାଉଛି !
ତେବେ କ'ଣ କରାଯାଇପାରେ !
୧. ବୁଢା ଗୋରୁଙ୍କ ପାଇଁ ଗୋଶାଳା ।
ମନେଥିବ ମୁମ୍ୱାଇ କି ପୁଣେ ର ଜଣେ କ'ଣ କରି ସୁନାମ ଅର୍ଜିଥିଲେ !
ପରିବା ବଜାରୁ ଫୋପଡା ପରିବା ସଂଗ୍ରହ---- ବୁଢା ଗୋରୁଙ୍କ ଭରପେଟ ଭୋଜନ--- ଗୋବର --- ଗୋବର ଗ୍ଯାସ୍---ଜିଆ ଖତ।
ୱେଷ୍ଟ ଟୁ ୱେଲଥ୍।
୨. ଗୋ ହତ୍ଯା ଯଦି ଅପରିହାର୍ଯ୍ଯ, ହତ୍ଯା ଯନ୍ତ୍ରଣାମୁକ୍ତ ହେଉ।
ହୁଏତ ୱେଷ୍ଟର୍ଣ କଣ୍ଟ୍ରି ମାନଙ୍କରେ ହେଉଛି।
ଇଲେକ୍ଟ୍ରିକ୍ ସକ୍- କ୍ଷଣକ ମଧ୍ଯ ରେ ସଂଜ୍ଞାହିନ ଅବସ୍ଥା-- ଯନ୍ତ୍ରଚାଳିତ ସୁତୀକ୍ଷ୍ଣ ବ୍ଲେଡ-- ଏକ ଝଟକା ରେ ବହୁ ଅଚେତ୍ ଗୋରୁଙ୍କ ହତ୍ଯା।
ଧନ୍ଯବାଦ ପ୍ରତୀକ ସିଂ ମହାଶୟ।
ଯେତିକି ସମ୍ଭବ,ଆପଣ କର୍ତବ୍ଯ କରିଛନ୍ତି।
ଜଣେ ସନାତନୀ ହିନ୍ଦୁ ଓ ସଂପୂର୍ଣ ସାକାହାରୀ " ମୁଁ" କ୍ଷୋଭ ର ସହ କହିବାକୁ ଚାହେଁ ଯେ " ଗୋ ହତ୍ଯା ଯଦି ଦୋଷାବହ ,ହିନ୍ଦୁ ସେ ଦୋଷରେ ସମଭାଗୀ।
ଆଜି କେହି ହିନ୍ଦୁ ବୁଢୀ /ବାଞ୍ଝ ଗାଈ କୁ ମରିବା ଯାଏ ଗୁହାଳରେ ରଖୁନି।
ଆଜି ଆଉ ଅଣ୍ଡିରା ବାଛୁରୀ ବଡ ହୋଇ ବଳଦ ହେଉନାହାନ୍ତି। ବୟସ୍କ ହେବାର ଯଥେଷ୍ଟ ପୂର୍ବରୁ କଂସେଇକୁ ବିକା ହୋଇଯାଉଛି।
କ୍ୱଚିତ୍ ଷଣ୍ଢ କାଁ ଭାଁ ମଫସଲ ରେ ଦିଶୁଛନ୍ତି।
ଆପଣଙ୍କ କଥା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ
Thik katha
Khub Sundar chintadhara❤️
ସମସ୍ତେ ଟ୍ରାକ୍ଟର ଚାଷ କଲେ, ବଳଦର ଆବଶ୍ୟକତା ନାହିଁ, ଅଣ୍ତିରା ବାଛୁରୀ ଯିବ କୁଆଡେ, ରାସ୍ତା ରେ ଛାଡିଲେ ଅସାମାଜିକ ଲୋକେ କସେଇକୁ ବିକିଲେ
ଗରିବ ହିନ୍ଦୁ ନୁହେଁ ବରଂ ଧନୀ ହିନ୍ଦୁ ଏସବୁ କାମ କରୁଛନ୍ତି।
Thank you sp sir. God bless you
ଧନ୍ୟବାଦ ସାର
ବର୍ତମାନ ଡିସିପି ଙ୍କ ଏହି କାର୍ଯ୍ୟାନୁଷ୍ଠାନ ବହୁତ୍ ବଢିଆ, କିନ୍ତୁ ଆଗରୁ ଏତେ ଭଲ ...........
Pratik sir jindabad salute . Bhagaban asribad karibe
ଜୟ ଶ୍ରୀରାମ
ଏଥିରେ ସଂପୃକ୍ତ ଥିବା ଲୋକଙ୍କୁ କୋଠରରୁ କୋଠର ଦଣ୍ଡ ଦିଆଯାଉ। ପୋଲିସ ଟିମ କୁ ଏବଂ ପ୍ରତିକ୍ ସାର୍ ଙ୍କୁ ବହୁତ ବହୁତ ଧନ୍ୟବାଦ
God bless you sir ❤🫂🙏🪔🙊🙉🙈 Jay jagannath Swami
ସୁପର ସେ ଉପର ଵାଲା କାମ
We salute you pratek singh
Hatsoff Pratik Sir 🎉❤
ଏପରି ଚାଲିବାଦରକାର
ଜୟ ଜଗନ୍ନାଥ ❤❤❤❤
Very sir
Bahut Babut Dhanyavaad PRATIK sir.
ଧନ୍ୟବାଦ sp pratik singh. Jay hind
Jay Jagannath
Dhanyabad Sir. Apananku Mara Koti Koti Juhar. Ehi Pabitra Karjya
Lagi. Swaynga. Narayan Rupa Re
Manisa .Apananku Mara Koti Juhar.
Thankyou sir
Thank you sir
Jay Jagannath 🙏 baba ❤❤❤❤❤❤❤
Thanks to total police Team for save Gomata.. Strictly taken action against them who are involving all that illegal Gomata challan activities....
Very good news
Hats off sir
The best IPS officer. prateek sir.
Pratik sir ,you God.saved these lives. You stop wine in villages.
Dhanyvad
ହେ ଭଗବାନ
Many many thanks sir and your team leader great 👍
Jay shree jagannath 🙏🙏🙏😢
ଏଥିପାଇଁ ସମ୍ପୂର୍ଣ ପୂର୍ବତନ ସରକାର ଦାୟୀ। କାରଣ 25 ବର୍ଷ ରାଜମୁକୁଟ ପିନ୍ଧି ବି ରାଜ୍ୟବାସୀଙ୍କୁ ଖାଇବା ଆଳୁ ର ବ୍ୟବସ୍ଥା କରାଇ ପାରିଲା ନାହିଁ ଆଉ ପଶୁ ମାନଙ୍କୁ କିପରି ସୁରକ୍ଷା ଦେଇଥାନ୍ତା। ଏବେ ସରକାରଙ୍କୁ ନିବେଦନ ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋ ଶାଳା ତିଆରି କରନ୍ତୁ। ଗାଈ ଗୋରୁଙ୍କ ଅନ୍ତିମ ଅବସ୍ଥାରେ ସେମାନେ ଗୋ ଶାଳାରେ ନେଇ ଛାଡ଼ି ଆସିବେ ନଚେତ୍ ଯଦି କଂସେଇ କୁ ବିକ୍ରି କରିବାର ପ୍ରମାଣ ମିଳେ ସେହି ଘର ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଜରୁରୀ ଅଟେ।
Babut bahut dhanyawad sir apananku
Jay shree jagannath.🙏🙏
Dhanyawad. Mahaprabhu. Jagannath. Udharakarantu. Sadasarbhda. Mangala karantu.
Jay shree Ram sir
ପୋଲିସ୍ ବାବୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 💞🙏🙏🙏🙏🙏🙏🙏
God bless you Pratik sir 🙏🙏🙏 Jay Gomata...
ପୂଜା ଆଧ୍ୟାତ୍ମିକ ସାଧନା ମନ୍ଦିରରେ ନାହିଁ ଭାଇଟି ଆମ ପୋଲିସ ସାରେ ଯେଉଁ କାମକଲେ ସର୍ବଶ୍ରେଷ୍ଠ ଧର୍ମ. ଭଗବନ ଆପଣଙ୍କ ପରିବାର କୁ ଆଶୀର୍ବାଦ ନିଶ୍ଚିତ ଦେବ ଆମେ କହିବୁ କଣ କେବଳ କୃତଜ୍ଞତା
ଧନ୍ୟବାଦ ସାର ଭଗବାନ ଆପଣଙ୍କ ର ମଙ୍ଗ ଳ କରନ୍ତୁ ଗୋମାତାଙ୍କୁ ରଖ୍ୟ କରିଥିବାରୁ
Very. Thank. You. Dsp. Sir
ବହୁତ ବହୁତ ଧନ୍ୟବାଦ ସାର ❤
Jay jaganatha varasa huya
ପ୍ରତୀକ ସାର୍ ଙ୍କୁ ହୃଦୟରୁ ଧନ୍ୟବାଦ।🎉🎉
😢😢😢😢
Thank you so much pratik singh with all police staff🙏🙏🙏🙏🙏 and God bless you all 👏👏👏👏👏👏❣💕💞❤❤🎺👍❣
Sir apanku salute
SP sir I salute u.
You are great sir Love you bhaijaan
ଧନ୍ୟବାଦ ସାରଙ୍କୁ
Mahaprabhu Sri Jagannatha will bless Sri Pratik Singh IPS for saving the lives of many holy cows.
ଧନ୍ୟବାଦ୍ sp sir।
God bless you sir..
ଏହା କେବେ ଠାରୁ ଚାଲୁ ଥିଲା, କୋଉ ମାନେ ସମ୍ପୃକ୍ତ୍ ଅଛନ୍ତି, ତାଙ୍କ ବିଷୟରେ ଲୋକେ ଜାଣିବା ଦରକାର ।
Thank u very very much Pratik Singh Sir. God bless u🙏
Jay Shree Krishna
Thanks u sir
Ei punya ta Pratik sirnku
Bahut uparuku nei jiba ❤❤
Jai Radhe Krishna❤
Thanks Police Department.
Salute to you sir for your brave attitude, everybody should discharge duty like this sir
No words, how to convey my thanks.. SP,
God bless you
ଧନ୍ୟବାଦ sp sir
Thank you Pratik sir..great job ❤❤❤
One of the best offers
Salut heart ru sir
ଜୟ ଜଗନ୍ନାଥ।।। ଏଥିରେ ଯିଏ ସାମିଲ ଅଛି ତାକୁ ହାନିଦିଆ ଜଉ ।।।ଯିଏ ଆମ ଗୋମାତାଙ୍କୁ ଏତେ କଷ୍ଟ ଦଉଛି ତାଙ୍କୁ ଛାଡନ୍ତି ନାହିଁ।।
🙏🙏🙏🙏🙏🙏 good job sir
Gomata jaggnatha
Great salute sir ❤
Thank you s.p sir
God bless you sir❤❤❤
Thank you so much sir, 💐💐💐💐💐🙏🙏🙏🙏🙏🙏
Thanks for your duty and mission....
ଧନ୍ୟବାଦ୍ ।
Jay siyaram ❤❤❤❤
Jay ho sir
Love you Sir🎉🎉🎉
Sabas Pratik sir , you are the pride of Odisha Police. Thank you sir.
ଭ ଗ ବା ନ... ଆ ପ ଣ ଙ୍କ ର.. ମଙ୍ଗଳ କ ର ନ୍ତୁ... 🙏🙏.. ଜୟ ଶ୍ରୀରାମ
Salute prateek sir
ବିନାଶ ଆଗକୁ 🔥 ହେ ପ୍ରଭୁ ଜଗନ୍ନାଥ 😭 ତମେ ସାହା ଭରସା 😭 🙏 😭 🙏 😭
very good sir❤❤❤❤🎉🎉🎉
ଆମେ ପ୍ରତୀକ ସାର୍ ପାଇଁ ଧନ୍ୟବାଦ୍ ଓ ଜଗନ୍ନାଥ ଆପଣଙ୍କୁ ସତ୍ ସାହସ ଦିଅନ୍ତୁ
First time I'm going to salute Indian police officer IPS ❤🫡🫡🫡🫡🫡❤❤❤❤❤❤❤ Thank you sir 😇🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟବାଦ୍ ଏସ ପି ସାର୍ ।
Jay Jay shree Ram 🚩🚩🚩🚩🚩 good job sp sir❤❤
pratik sir is the best a c p best kama karichanti sir I am salute karuchi very good hara hara mahadev tamaku khusrre rakhantu sir 🙏🙏🙏🙏🙏
Good work partik sir..Jay Sri Ram...
Dhanyawad sir🙏
Thank you SP sir mahanniat pain apanku ko ti koti dhanaya bad God bless you
Jay sriram
ସାର୍ ଆପଣଙ୍କୁ ଧନ୍ୟବାଦ ଓଡ଼ିଶା ବାସୀଙ୍କୁ ଆସି ବାଦ୍ ଅଛି ଜୟ ଶ୍ରୀ ରାମ 🙏🙏🙏🙏🚩🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🚩🙏🙏🙏🚩🌺🙏🙏🙏🙏🙏🙏🙏
Thanks, Sir 🙏👏🌹🙏
Great sir 🙏🙏🙏🙏🙏 bhagwan apanku khusi re rakhantu 🙏🙏🙏🙏