Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବାର ବର୍ଷ ଧରି କାର୍ଯ୍ୟ କରୁଛନ୍ତି କଳା କ୍ରୀଡା ଶିକ୍ଷକ,୨୦୧୩ ରୁ ୨୦୨୪,୨୪୦୦ ଟଙ୍କାରୁ ୭୮୮୮ ଟଙ୍କା ହୋଇଛି, ଆଜିର ମହଙ୍ଗା ଦୁନିଆରେ ଚଳିବା କଷ୍ଟ ହେଉଛି, ସ୍କୁଲରେ ପ୍ରଧାନ ଶିକ୍ଷକ ଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରି ସରକାରଙ୍କ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରି ଆସୁଛୁ, ଲୋକପ୍ରିୟ ସରକାର୍ ନ୍ୟାୟ ପ୍ରଦାନ କରନ୍ତୁ, ଜୟ ଜଗନ୍ନାଥ।
ମୋହନ ସାର୍ ଜୁନିଅର ଶିକ୍ଷକ ମାନଙ୍କୁ ରେଗୁଲାର କରିପାରିବ ନାହିଁ ସବୁଠାରୁ ଦୁର୍ବଳ ସରକାର୍ ଓଡ଼ିଶାର ବିଜେପି ସରକାର୍, ନିଯୁକ୍ତି ପତ୍ର ଦେବାପାଇଁ କଳିଙ୍ଗ ଷ୍ଟାଡିୟମ୍ କୁ ଡାକିଲେ ସମସ୍ତ ନୂତନ୍ ଶିକ୍ଷକ ଶିକ୍ଷୟତ୍ରୀ ଖୁସୀରେ ଖୁସୀରେ ଯାଇଥିଲେ କିନ୍ତୁ ସମସ୍ତେ ଫେରିଲାବେଳେ ଦୁଃଖରେ ଫେରିଥିଲେ, କାରଣ ଜଣେ ଛେଳି ଚରାଲି ଠାରୁ କମ୍ ଦରମା ସେଥିରେ ଘରଭଡ଼ା ସହିତ ଚାଳିବେ କିପରି? ଆଉ ବାପା ମା ଙ୍କୁ କେତେ ସାହାଯ୍ୟ କରିପାରିବେ,
ରେଗୁଲାର ହେଲ ରେ ପିଲେ, ଆଉ କିଛି tension ନାହିଁ, ସମସ୍ତେ ଖୁସି ହୁଅ, ହସି କାନ୍ଦି ଗଡି ଯାଅ
ଦୁର୍ଦ୍ଦିନ ରେ 194 left out elagebule high school ଅନୁଦାନ ସରକାର ଙ୍କ ପୁରୁଣ ଫାଇଲ bjd 10 ବର୍ଷ ହେଲା ଖେଳିଛି BJP ବି ଖେଳିବ କେତେ ଦିନ ଅପେକ୍ଷା କରି କରି ଅବସର ନିଏଲାଣି ପଞ୍ଚାୟତ ନିର୍ବାଚନ ରୁ attak ହାବା ଦରକାର। ଆହୁରି ଭେଳିକି ବିଜେପି ର ବିଧାନ ସଭାର ରୁ ପଞ୍ଚାୟତ ନିର୍ବାଚନ
Leftout lecturer ka nmadhia
Higher secondary School news nahi
ବାର ବର୍ଷ ଧରି କାର୍ଯ୍ୟ କରୁଛନ୍ତି କଳା କ୍ରୀଡା ଶିକ୍ଷକ,୨୦୧୩ ରୁ ୨୦୨୪,୨୪୦୦ ଟଙ୍କାରୁ ୭୮୮୮ ଟଙ୍କା ହୋଇଛି, ଆଜିର ମହଙ୍ଗା ଦୁନିଆରେ ଚଳିବା କଷ୍ଟ ହେଉଛି, ସ୍କୁଲରେ ପ୍ରଧାନ ଶିକ୍ଷକ ଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରି ସରକାରଙ୍କ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରି ଆସୁଛୁ, ଲୋକପ୍ରିୟ ସରକାର୍ ନ୍ୟାୟ ପ୍ରଦାନ କରନ୍ତୁ, ଜୟ ଜଗନ୍ନାଥ।
ମୋହନ ସାର୍ ଜୁନିଅର ଶିକ୍ଷକ ମାନଙ୍କୁ ରେଗୁଲାର କରିପାରିବ ନାହିଁ ସବୁଠାରୁ ଦୁର୍ବଳ ସରକାର୍ ଓଡ଼ିଶାର ବିଜେପି ସରକାର୍, ନିଯୁକ୍ତି ପତ୍ର ଦେବାପାଇଁ କଳିଙ୍ଗ ଷ୍ଟାଡିୟମ୍ କୁ ଡାକିଲେ ସମସ୍ତ ନୂତନ୍ ଶିକ୍ଷକ ଶିକ୍ଷୟତ୍ରୀ ଖୁସୀରେ ଖୁସୀରେ ଯାଇଥିଲେ କିନ୍ତୁ ସମସ୍ତେ ଫେରିଲାବେଳେ ଦୁଃଖରେ ଫେରିଥିଲେ, କାରଣ ଜଣେ ଛେଳି ଚରାଲି ଠାରୁ କମ୍ ଦରମା ସେଥିରେ ଘରଭଡ଼ା ସହିତ ଚାଳିବେ କିପରି? ଆଉ ବାପା ମା ଙ୍କୁ କେତେ ସାହାଯ୍ୟ କରିପାରିବେ,
ରେଗୁଲାର ହେଲ ରେ ପିଲେ, ଆଉ କିଛି tension ନାହିଁ, ସମସ୍ତେ ଖୁସି ହୁଅ, ହସି କାନ୍ଦି ଗଡି ଯାଅ
ଦୁର୍ଦ୍ଦିନ ରେ 194 left out elagebule high school ଅନୁଦାନ ସରକାର ଙ୍କ ପୁରୁଣ ଫାଇଲ bjd 10 ବର୍ଷ ହେଲା ଖେଳିଛି BJP ବି ଖେଳିବ କେତେ ଦିନ ଅପେକ୍ଷା କରି କରି ଅବସର ନିଏଲାଣି ପଞ୍ଚାୟତ ନିର୍ବାଚନ ରୁ attak ହାବା ଦରକାର।
ଆହୁରି ଭେଳିକି ବିଜେପି ର ବିଧାନ ସଭାର ରୁ ପଞ୍ଚାୟତ ନିର୍ବାଚନ
Leftout lecturer ka nmadhia
Higher secondary School news nahi