Exactly sir.. mo matare a gote thara nua sarkar ku chance dia jau.. jani bjd sarkar bhali te b bhandile..jordar strike hou.. jemiti kebe agaru odisha re amiti hei nathiba.. Elementary teacher mananka ate association kana pain .. sabu association kana gote hei paribeni.. ak hei ladhile nischaya haba.. #JaiJagannath❤
ଝାଡାଖଣ୍ଡ ଭଳି ରାଜ୍ୟ କେନ୍ଦ୍ରୀୟ ହାରରେ ଦରମା ଦେଇ ପାରୁଛି କିନ୍ତୁ ଓଡିଶା କଣ ଝାଡାଖଣ୍ଡ ଠାରୁ ଏତେ ହୀନ ଯେ ଦେଇ ପାରିବ ନାହିଁ?
ଆରେ ମୂର୍ଖମାନେ, ଆଲୋଚନା ସକରାତ୍ମକ ହୋଇନାହିଁ, ଆଦୌ ହୋଇନାହିଁ। ପୂର୍ବରୁ ବି bjd period ରେ ଆପଣଙ୍କ ଦାବୀ ନ୍ଯାର୍ଯ ଦାବୀ ବୋଲି ସଚୀବ ଓ ଅନ୍ୟମାନେ କହୁଥିଲେ ଓ ବର୍ତ୍ତମାନର ସଚୀବ ଆଲୋଚନା ସକରାତ୍ମକ ବୋଲି କହୁଛନ୍ତି । ଏହାର ଉଦ୍ଦେଶ୍ଯ ସମୟ ଗଡେଇ ଦେବା, ଆଉ କିଛି ନୁହଁ । strike କର ନାହିଁ ବୋଲି ସଚୀବ କହୁଛନ୍ତି, ଏଥିରୁ କଣ ବୁଝୁଛୁ? ଯଦି ଶିକ୍ଷକମାନଙ୍କ ପାଇଁ କିଛି କରିବାର ଉଦ୍ଦେଶ୍ଯ ଅଛି, ତେବେ mass rally ହିଁ ଏକମାତ୍ର ରାସ୍ତା, ଏହାର ଅନ୍ୟ ବିକଳ୍ପ ରାସ୍ତା ନାହିଁ ।
Exactly sir.. mo matare a gote thara nua sarkar ku chance dia jau.. jani bjd sarkar bhali te b bhandile..jordar strike hou.. jemiti kebe agaru odisha re amiti hei nathiba.. Elementary teacher mananka ate association kana pain .. sabu association kana gote hei paribeni.. ak hei ladhile nischaya haba.. #JaiJagannath❤
Right
4200 GP ସରକାର ଦେବେ ନାହିଁ । ଶୀତ ଅଧିବେଶନ ରେ ଶିକ୍ଷକ ସଂଘ ଗୁଡ଼ିକୁ ଷ୍ଟ୍ରାଇକ ନ କରାଇଦେବାର ଗୋଟିଏ ପନ୍ଥା ଚାଲିଛି ।
ଆରେ ମୂର୍ଖ ନେତା ମାନେ ମହନ ମାଝୀ ମଧ୍ୟ ଜାଣିଛି, ସେ cm ହେଲା ପରେ ସିଧା 4200/ Gp କରିବା ପାଇଁ କୁହ
Lalipop 🎉
ସଚିବାଳୟ ଜାଣିଛନ୍ତି କିନ୍ତୁ ସରକାର କଣ ଜାଣିଛନ୍ତି ତ, ପୂର୍ବ ସରକାର ଭଳି ହବନାହିଁତ
ପେଳ କରିବ
Chhi... Chhi.. Chhi.... Tumadwara Khada Sijibani.
😂 😂 😂 😂
Sachiba mane agru e sau patha padhichanti aga sarkar pakharu
Bala ହେବ,,,,,5 years ଏମିତି ଚାଲିବ
Primary teacher nku oas scale dea jau
High school teacher nku sub collector scale dea jau
Sabu sachiba sarkara tautar
Sunil bhai tama ku katha re kei paribeni
We want upper-primary headmaster....
ପୂର୍ବ ବର୍ଷ ପରି ultimet ଦେଇ ଆସିଛନ୍ତି ତ
Good
January 2025 dabi purana hele khusi lagiba sahita bahut praimary teacher manankra family upakrita hebe
Old penson 1st demand
ଦଲାଲ ଓ ତେଲ ମାରି କେତେବେଳେ କାର୍ଯ୍ୟ ହାସଲ କରିଛ କି ତେଲ ମରା ଗୋଷ୍ଠୀ. ଆ ଥୁ.
Agami bidhanasabha ku kemiti bhalare chaleibe andholana hebani sethipai govt.neta nku daki just alochana Kari michha re Khali positive achhu GP badhiba darkar kahi bidhansabha chaleile gala.
Kichi kariparibani tamemane ,tamara voice nahi nahele sabu bibhago ru contractual uthigala thatapi tame soicho,chudi pindhi bulo bholo lagibo
ମୂଳ grade pay ପ୍ରଥମ ଦାବି ରଖ
ଜମାରୁ ଗ୍ରେଡ଼ ପେ ବଢିବାର ନାହିଁ, ଆଉ ଭାଲୁ ଧରାଅ ନାହିଁ l ପୂର୍ବରୁ ଶିକ୍ଷକ ମାନେ 1500/- ରେ ଖଟିଛନ୍ତି...... 6ବର୍ଷରେ ରେଗୁଲାର ହୋଇଛନ୍ତି l ତୁମେ କୋଉ କାଢ଼ୁଆ ଗୁଡାକ ଯେ ଚାକିରୀ ଆରମ୍ଭରୁ 4200
Bhasana deuchanti sabu gotie gotie bada charo nirlaja neta
କେବଳ ଆଲୋଚନା କଲେ ହେବ ନାହିଁ ରାଲି ଦରକାର
Bhakua baneiki bidhanasabha chaleile gala.
5200grade pay kar
10increment kar
4200 grade pay kan sabu primary teacher paibe
Iye Teacher na Peon😢😢😂😂😂😂
10500 GP hela sabu aamar primary Teachers manakar charulata aau Rajesh randi aau bedha bjd Sarkar thu karichhanti lagu heba wait kar charu Lata aau Rajesh bedha devea
Kichhi bi heba nai
BJD sabu nata KARICHHI.
Only strike Kara jau
Jutisc for p t i reghular karantu
Primary ସ୍କୁଲରେ ପଢ଼ୁଥିବା ପିଲାମାନଙ୍କର ମୂଳଦୁଆ ସଜଡା ହେଇପାରୁନାହିଁ. ଛତୁ ଫୁଟିବା ପରି school ଗଢିଉଠିଛି. ଶିକ୍ଷକ ସଂଖ୍ୟା ରେ ଅନେକ, କାମ କାହିଁ? Training ନିଆଯାଉଛି. Classroomre ପ୍ରୟୋଗ ନାହିଁ. କେବଳ ଦରମା ହିସାବ ଚାଲିଛି, ଦରମା ବଢ଼ା ଅ, ଶିକ୍ଷକତା ଚାକିରୀ ନୁହଁ, ସେବା, ପିଲାମାନଙ୍କୁ ତିଆରିକରନ୍ତୁ..