ରାମଙ୍କ ପାଇଁ ବିଦାହେବେ ମୋଦୀ ! shankar mada | khati

Поделиться
HTML-код
  • Опубликовано: 25 июн 2024
  • ରାମଙ୍କ ପାଇଁ ବିଦାହେବେ ମୋଦୀ ! shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 429

  • @kailashparhi5037
    @kailashparhi5037 13 дней назад +114

    ଆପଣଙ୍କର ସଠିକ ବିଶ୍ଳେଷଣ ମୂଳକ ତଥ୍ୟାବଳୀ ଭାରତବାସୀଙ୍କ ଆଖି ଖୋଲି ଦେବାରେ ସମର୍ଥ।ଅଶେଷ ଧନ୍ୟବାଦ୍ ଭାଇ।

    • @rajendraswainswain6878
      @rajendraswainswain6878 13 дней назад +4

      Ci grstulation.to.sll.participsnts fir their intereston.nation.but nit the cheat citizens on religions.

  • @DolamaniBagarty-dc3bw
    @DolamaniBagarty-dc3bw 13 дней назад +77

    ବିଜେପି ଖାଲି ଭଗବାନ ନେଇ ରାଜନିତି କରୁଛି ସେଥିପାଇଁ ଭଗବାନ ଦେଖେଇ ଦଉଛନ୍ତି।

    • @Chandinia-qn4hh
      @Chandinia-qn4hh 13 дней назад +4

      ମୋଦି ପରା ରାମ ଯୋଗି ହେଉଛି ହନୁମାନ

    • @Chandinia-qn4hh
      @Chandinia-qn4hh 13 дней назад +3

      ଓଡିଶା ରେ ଜଗନ୍ନାଥ ହେଉଛନ୍ତି ମୋଦି ଭକ୍ତ ଏବେର ମୂଖ୍ଯ ମନ୍ତ୍ରୀ କହୁଛନ୍ତି

    • @rkn-904
      @rkn-904 13 дней назад +1

      Correct 💯

  • @user-wr5vg7jx3e
    @user-wr5vg7jx3e 13 дней назад +90

    ବିଜେପି ଶାସନ କାଳରେ ବହୁତ ଦଙ୍ଗା ହେଉଛି ଭାଇ

  • @VillageMastiAllVideo6947
    @VillageMastiAllVideo6947 13 дней назад +55

    ଓଡ଼ିଶାରେ ପ୍ରବଳ ଅନ୍ଧ ଭକ୍ତ

    • @rkn-904
      @rkn-904 13 дней назад +3

      Kn kahibo bhai odisha basi kehi bujhi parile nai 😢modi kete michha kahuchi😂 kehi bujhi parile nai

    • @CUTIE-sc9ry
      @CUTIE-sc9ry 12 дней назад

      Jouthhi murkho loko ochonti seithhi BJP ochi😂😂😂😂

  • @pramodpradhan3395
    @pramodpradhan3395 13 дней назад +54

    ଆଉ ଜୟ ଶ୍ରୀରାମ ଶୁଭୁନି ତ କାହିଁ/ଅନ୍ଧଙ୍କ ପାଟିରୁ

    • @Dev-jk6rr
      @Dev-jk6rr 13 дней назад +1

      ଆରେମାଘିଏତୁମେବିଟ୍ରିସିବଂସଗତଜାରଜକିତୁମେଚାହୁଂନକିହିଦୁଂରାସ୍ଟ୍ରହଉରାମରାଜ୍ଯହଉବିସୋଗୁରୁହଉଭାରତ

    • @PureTraditionalLife
      @PureTraditionalLife 13 дней назад

      ତୁ ପାଠ ପଡ଼ିଛୁ ନା ଅଙ୍ଗନବାଡି ଯାଇନୁ ତୁ କଣ ଲେଖିଛୁ ପଡ଼ିଲୁ ​@@Dev-jk6rr

    • @soumyaranjansahoo6214
      @soumyaranjansahoo6214 13 дней назад

      ଯଦି ଜୟ ଶ୍ରୀ ରାମ କହିଲେ ଅନ୍ଧଭକ୍ତ ହେଇଯାଆନ୍ତି,ତେବେ ତ ଗାନ୍ଧୀ ହଉଛନ୍ତି ବଡ଼ ଅନ୍ଧ ଭକ୍ତ

    • @Balubhai-xm8mh
      @Balubhai-xm8mh 13 дней назад

      Modi andh​@@soumyaranjansahoo6214

  • @MNDIGITALSARAKANA
    @MNDIGITALSARAKANA 13 дней назад +44

    ଅନ୍ଧ କି ଜାଣେ ଦର୍ପଣ ମୂଲ୍ୟ

  • @SubratSarangi-lh5iz
    @SubratSarangi-lh5iz 13 дней назад +68

    କହୁଥିଲେ ପୁରୀ ରେ 4 ଟା ପାଇଖାନା ରେ 4000 କୋଟି ଖର୍ଚ୍ଚ କରିଛନ୍ତି... ନିଜେ ରାମ ମନ୍ଦିର ରେ ନିମ୍ନ ମାନର କାମ କରି ପଇସା ଖାଇଛନ୍ତି...

    • @biprasideaexecutionsuccess4795
      @biprasideaexecutionsuccess4795 13 дней назад

      Bjd bjp ku hatao

    • @soumyaranjansahoo6214
      @soumyaranjansahoo6214 13 дней назад

      Bhai ram mandir kn bjp tiari karichhi

    • @dipudas5900
      @dipudas5900 13 дней назад +1

      Congress bjp ko hatao

    • @BenevolentPatriot
      @BenevolentPatriot 13 дней назад

      Budget re kouthi mention heichi dekheila

    • @BenevolentPatriot
      @BenevolentPatriot 13 дней назад

      ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି ଟିକେ ନିଜେ ତର୍ଜମା କର ମୂର୍ଖ ଙ୍କ ଭଳି ଯୁକ୍ତି କରନି

  • @user-wr5vg7jx3e
    @user-wr5vg7jx3e 13 дней назад +55

    ଗର୍ବ କଲେ ଖର୍ବ ମିଳେ ଭାଇ

    • @rkentertainment3226
      @rkentertainment3226 13 дней назад +2

      56 ଇଞ୍ଚ ଛାତି ବାଲା ସରକାର

    • @sradhamihir5552
      @sradhamihir5552 13 дней назад

      ​@@rkentertainment3226ଭାଇ ଆମର ମାପିକି ଆସିଛ ଆଉ 🎉

  • @user-hq2zw2pw4j
    @user-hq2zw2pw4j 13 дней назад +28

    କଥାଟା ଏକବାରେ ସତ କହିଲ ଶଙ୍କର ଭାଇ ବହୁତ ଧନ୍ୟବାଦ୍

    • @rkn-904
      @rkn-904 13 дней назад

      Congress 👍 party 🥳 🎉 Rahul gandhi 🥳

  • @user-bo9vm6xt6v
    @user-bo9vm6xt6v 13 дней назад +28

    ଧନ୍ୟବାଦ ଆଜ୍ଞା ଆପଣଙ୍କ ଭାବନକୁ ବିଜେପି ବାଲା ଲଗ୍ରହଣ କଲେ ହୂଏତ ଦେଶରେ ପରିବର୍ତ୍ତନ ଆସନ୍ତା ।

  • @prasodasahoo1505
    @prasodasahoo1505 13 дней назад +17

    ମୋଦୀ ଏବେ ଜଗନ୍ନାଥଙ୍କୁ ନିଜର କରି, ରାମ ଙ୍କୁ ଛାଡ଼ିଲେ ପା,ସେଠୁ ପାଣି ଗଲିଲା,ତାଙ୍କର dho।

  • @debasissahu2637
    @debasissahu2637 13 дней назад +5

    ଶ୍ରୀରାମ ମୋଦିଙ୍କ ହାତ ଛାଡ଼ିଦେଇଛନ୍ତି। ସେଥି ପାଇଁ ମୋଦି ବର୍ତ୍ତମାନ ଆଉ ଜୟ ଶ୍ରୀରାମ କହୁ ନାହାଁନ୍ତି। ବର୍ତ୍ତମାନ ସେ ଜୟ ଜଗନ୍ନାଥ କହୁଛନ୍ତି।

  • @user-xh8lw5th4h
    @user-xh8lw5th4h 13 дней назад +4

    Otv ନ୍ୟୁଜ ରେ ଏହି ଭଲି ମନ୍ତବ୍ୟ ଦେଖିବାକୁ ମିଳୁନାହିଁ ଧନ୍ଯବାଦ୍ ସଂକର ଭାଇ

  • @tudurusika3131
    @tudurusika3131 13 дней назад +17

    ଭାଇ ଅଯୋଧ୍ୟା ରୁ ବିଜେପି ହାରିଲା ଏଇଥି ପାଇଁ ଏମାନଙ୍କର ପ୍ରଭୁ ରାମ ଙ୍କ ପ୍ରତି ଭକ୍ତି ନାହିଁ, କେବଳ ରାମ ରାମ କହି ରାଜନୀତି କରୁଛନ୍ତି, ଧର୍ମ ସହିଲା ନାହିଁ ବୋଲି ତ ରାମ ଜନ୍ମ ଭୂମିରେ ବିଜେପି ହାରିଲା ତା ଠାରୁ ଦୁର୍ଭାଗ୍ୟ କଣ ଥାଇ ପାରେ, ଯିଏ ଜନ୍ମ ମା ମଲା ପରେ ଶୁଦ୍ଧି ହେଲା ନାହିଁ ସେ କୋଉ ମା ର ପୁଅ, ସେ ହିନ୍ଦୁ ଧର୍ମ ର ଲୋକ ନୁହେଁ, ହିନ୍ଦୁ ଧର୍ମ ର ହେଇଥିଲେ ନିଶ୍ଚୟ ଦଶାହ କରିଥାନ୍ତା, ଶୁଦ୍ଧି ହେଇଥାନ୍ତା, ମୁଣ୍ଡ ବାଳ ଦାଢ଼ି ନିଶ କାଟି ଥାଆନ୍ତା,, ଏଇଟା ହିନ୍ଦୁ ଧର୍ମ ର ପରମ୍ପରା ନୁହେଁ, ସେଇ ଲୋକକୁ ଆପଣ ମାନେ ହିନ୍ଦୁ ରେ ଗଣନା କରୁଛନ୍ତି, ଲଜ୍ୟା ର ବିଷୟ,

  • @amulyakumarsahoo3896
    @amulyakumarsahoo3896 13 дней назад +19

    ଭାଇ ତୁମର ଅପ୍ରିୟ ସତ କଥା ଶୁଣି, ମୋର ମାନବ ପ୍ରେମୀ ଆଦିତ୍ୟ ଦାସ କଥା ମନେ ପଡୁଛି ।

  • @rameshchandranayak575
    @rameshchandranayak575 13 дней назад +2

    ଧନ୍ୟବାଦ ଶଙ୍କର ବାବୁ। ଠିକ କହିଛନ୍ତି। ମୋଦୀ ଜଣେ ଲକ୍ଷ୍ମୀ ଛଡା।

  • @satyaswarupnayak4381
    @satyaswarupnayak4381 13 дней назад +14

    Ram nku nilam karideichhi modi

  • @SureshMohapatra-wd7gi
    @SureshMohapatra-wd7gi 13 дней назад +4

    ବାଳ ମିଡ଼ିଆ ଆଉ ଅନ୍ଧ ଭକ୍ତ ସେ ପାଣିକୁ ପ୍ରସାଦ ଭାବି ଚାଟି ଚାଟି ଖାଇ ଯିବେ ସେ ପରା ଅନ୍ଧ ଭକ୍ତ ମୋଦି ବାଳ ଚଟା କୁକୁର 1😁😁 ଅସୁବିଧା କିଛି ନହିଁ

  • @prasodasahoo1505
    @prasodasahoo1505 13 дней назад +15

    ନାମ,ସେ ଯୁଆଡେ ଗଲେ,ସେ ଠାକୁର ଆଉ ମନ୍ଦିର ତାଙ୍କ ନିଜର ହେଇ ଯାଆନ୍ତି।

  • @sanjayarout3164
    @sanjayarout3164 13 дней назад +2

    ଏବେ ଅନ୍ଧ ଭକ୍ତ ଜୟ ଶ୍ରୀରାମ କହୁ ନାହାନ୍ତି ଏବେ ଜୟ ଜଗନ୍ନାଥ କଉଛନ୍ତି

  • @umeshbhoi2088
    @umeshbhoi2088 13 дней назад +13

    ଭାଇ argus news ଵାଲା କୁଆଡେ ଗଲା ଯୋଉଟା ଭୁଲୁ ସେଇଟା ଦେଖେଇବା ଭଲ

  • @babitasahoo5054
    @babitasahoo5054 13 дней назад +13

    Badhiya lagila

  • @user-ve8cw8ty6f
    @user-ve8cw8ty6f 13 дней назад +2

    ମୋଦୀ ସାଢେ଼ ସାତି ମା,,, ଟା ମରିବ ପ୍ରଭୁ ରାମ ନାହାନ୍ତି ମନ୍ଦିରରେ ଆଉ ଅଳପ ଦିନ ମୋଦିର

  • @user-co4fl7xl4o
    @user-co4fl7xl4o 13 дней назад +8

    ଭାଇ ଏଇଠି ସରକାରକୁ ପ୍ରନ୍ନ କଲେ ହୀନ୍ଦୁ ବିରୋଧି ହୋଉଛି । ଆପଣ ଠିକ୍ ଅଛନ୍ତି । ମାଡ଼ି ଛାଲ.....….

  • @ayiraazhar143
    @ayiraazhar143 13 дней назад +8

    Sankar Bhai dilse sukriya ❤❤❤

  • @user-hd1vo8on5f
    @user-hd1vo8on5f 13 дней назад +2

    ନବିନ ସାର୍ ପୁରୀ ଜଗନ୍ନାଥ ମନ୍ଦିରର ବହୁତ ସୁବିଧା କରିଛନ୍ତି ହେଲେ ବି ଜଗନ୍ନାଥ କହିବେନି ଜଗନ୍ନାଥ ସତ୍ୟ ସତ୍ୟ ତିଵାର ସତ୍ୟ ଆଜି ଶ୍ରୀ ରାମ ଦେଖେଇ ଛନ୍ତି

  • @Skgbul470
    @Skgbul470 13 дней назад +3

    ରାମ ମନ୍ଦିର କୁ। ୨୦୨୪ ନିର୍ବାଚନ ପୂର୍ବରୁ ଅଧ ଖଣ୍ଡିଆ କାମ କରି ଭଟର୍ ଟ୍ରେନ ବସ ଜଗେ ମାଗଣା ରେ ରାମ ଙ୍କୁ ଦର୍ଶନ କରିବା ଖାଇବା ପିଇବା
    ସବୁ ବ୍ୟବସ୍ଥା କେବଳ ଭୋଟ
    ମିଳିବା ପାଇଁ, ତରବରିଆ ରେ କାମ ହେଲା ପାଣି ତା ଗଲିବ,

  • @umakantatandi4187
    @umakantatandi4187 13 дней назад +15

    Right bhai

  • @basantbehera3915
    @basantbehera3915 13 дней назад +8

    🙏🏻🙏🏻🙏🏻jay shree Ram 🙏🏻🙏🏻🙏🏻ଏଇ ଅନ୍ଧ ଭକ୍ତ ନିଜ ଘରର ବାପା ମା ଚଳନ୍ତି ଠାକୁର ଙ୍କ ସେବା କରି ପାରୁ ନାହାନ୍ତି ଏଇ ସାମାନ୍ୟ ମଣିଷ ପାଇଁ ଏତେ ପ୍ରେମ କଉଠୁ ଆସୁଛି

  • @pprs58
    @pprs58 13 дней назад +25

    ଓଡିଶା ଲୋକଙ୍କ ମଧ୍ୟରେ share କଲା ଭଳି ଭିଡିଓଟି ହୋଇଛି। ଧନ୍ଯବାଦ

    • @rkn-904
      @rkn-904 13 дней назад +1

      Sethi pai to sabu state agare 😂Kintu amo odisha state pachare 😂dekha sikha odisha

  • @Rajeshpharma87
    @Rajeshpharma87 13 дней назад +15

    ମୋଦି ଆଜ୍ଞାଠୁ ନୀତିନ ଗଡକରୀ ଆଜ୍ଞା ବହୁତ୍ ଭଲ ଆଉ talented person ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ କରେଇ ଦଉ ନାହାନ୍ତି।

    • @rkn-904
      @rkn-904 13 дней назад

      Tome dekhino bodhe attal setu ro abasta 😂 Jia ki minister of road transport nitin gadkari 😂

  • @RameshBeura-rw8ic
    @RameshBeura-rw8ic 13 дней назад +7

    Argus news re dekhi Baku pauni.

  • @sanjaypradhan8640
    @sanjaypradhan8640 13 дней назад +4

    ଭାଇ ବହୁତ ଭଲ l ଅଶେଷ ଅଶେଷ ଧନ୍ୟବାଦ ଭାଇ l

  • @AnjelaLakhla-rw4vk
    @AnjelaLakhla-rw4vk 13 дней назад +6

    You are 💯 correct
    You can motivate the people in a proper way

  • @binodinipradhan952
    @binodinipradhan952 13 дней назад +5

    ଜୟ ଜଗନ୍ନାଥ 🎉

  • @chitaranjandash6336
    @chitaranjandash6336 13 дней назад +8

    THANK. YOU Sankar. M. A. DD,

    • @bidyadharsahoo4897
      @bidyadharsahoo4897 13 дней назад

      You are not das your title is khan.karana tu hindu culture bisayare kichhi janinu hindu sastra ku tikie samaya deiki padha.se bidharmi kathare bhali jauchu.sudhansu tribedinkara debate gudaka tikie samaya deiki dekha Jane hindura agadh gyanaku dekhi paribar.Tapare bichara Kariba ei kuchakri lokotara Katha gudika hindu jatira kete kshytikaruchi

  • @Hacker-em7bo
    @Hacker-em7bo 13 дней назад +7

    BAHUT VALA LAGILA ANDHAVAKTA NKU VARI MAZA LAGUTHIBA

  • @sanjaynayak6768
    @sanjaynayak6768 13 дней назад +1

    Thanks Bhai amiti madi chal👍

  • @LaluDas-yp6tj
    @LaluDas-yp6tj 13 дней назад +9

    Dharma ku nei jadi rajaniti koriba bhagoban xyoma koriboni

  • @sucharitapanigrahy1790
    @sucharitapanigrahy1790 13 дней назад +6

    Thiku kahicha bhai

  • @user-xh8lw5th4h
    @user-xh8lw5th4h 13 дней назад +1

    ଠିକ୍ ମନ୍ତବ୍ୟ ଦେଲ ଭାଇ ଧନ୍ୟବାଦ

  • @chandrapradhan1349
    @chandrapradhan1349 13 дней назад

    🙏🏼🙏🏼🙏🏼 ଜୟ ଶ୍ରୀ ରାମ

  • @hrudanandaparamanik9416
    @hrudanandaparamanik9416 13 дней назад +7

    ଖା ଲି ପାଣି ଗଲୁଣି, ଗୋଟେ ବର୍ଷା ରେ କାଳେ ଗୋଟେ ଗୋଟେ ଧୋଈ ଯାଇଛି ।

  • @kalyanmohanty1032
    @kalyanmohanty1032 13 дней назад +4

    Good and corret

  • @gajeendradeepcreation9433
    @gajeendradeepcreation9433 13 дней назад +6

    Evining bhai

  • @pithagolashg9433
    @pithagolashg9433 13 дней назад

    Very good thanks nice.

  • @amitprogrammer4847
    @amitprogrammer4847 13 дней назад +5

    थैंक्स बेटा सही बात करते हुए डरते नहीं सुरबाबू nak डैलक् मंडी चाल 🎉o tv और अर्गुस् bjd पीछा पड़ी चन्ति तम भली सत् khiba मीडिया मिलु नहंती

  • @sujitkumarsahoo9870
    @sujitkumarsahoo9870 13 дней назад +2

    Good analysis

  • @jitapradhan4943
    @jitapradhan4943 13 дней назад +1

    Thik kahucha bhai dhanyavaad

  • @bishnucharantripathy8938
    @bishnucharantripathy8938 13 дней назад +1

    You are absolutely right.

  • @Cricket_lover_96683
    @Cricket_lover_96683 13 дней назад +2

    Thanks bhai

  • @bansidharaSahoo-gb3xf
    @bansidharaSahoo-gb3xf 12 дней назад

    Beautiful explain from your channel, so much thanks

  • @pryambadakar244
    @pryambadakar244 13 дней назад +2

    Jay shree jaganath swami🙏

  • @rahasrout9621
    @rahasrout9621 13 дней назад +1

    Excellent analysis.

  • @debendranayak3831
    @debendranayak3831 13 дней назад +4

    💯 right

  • @b.simanchalpattnaik5233
    @b.simanchalpattnaik5233 13 дней назад +1

    Jai Sri Ram 🙏🏻
    Jai Jagannath 🙏🏻

  • @Dillipkerai143
    @Dillipkerai143 13 дней назад +3

    Right khata...bhai

  • @bijaykumarmoharana7254
    @bijaykumarmoharana7254 13 дней назад +2

    Religion politics karuchi BJP.

  • @kuldeep9189
    @kuldeep9189 13 дней назад +4

    Right ✅️

  • @user-ft1wf2ep2p
    @user-ft1wf2ep2p 13 дней назад +4

    BJP ideology Danga deference in society for only politics Desh bachao Desh balo.

  • @PravakarNayak-hn5il
    @PravakarNayak-hn5il 13 дней назад +2

    Yes

  • @dibakarsethi4802
    @dibakarsethi4802 13 дней назад +2

    So beautiful you answer thanks bhai

  • @SabitaBarik-wg2hk
    @SabitaBarik-wg2hk 13 дней назад +2

    Right brother lage raho thanks

  • @Foodrecipes054
    @Foodrecipes054 13 дней назад +1

    Jay shree ram Jay shree ram Jay shree ram 🙏🏻

  • @shantidevi7848
    @shantidevi7848 13 дней назад +2

    jay jagannath 🤩🤩🤩🤩🤩🤩🤩

  • @debarchansabarmatwo7888
    @debarchansabarmatwo7888 13 дней назад +8

    Sir real fact Katha kahuchhan ..... Hele godi andhabhakta baleku mircha lagiba....

    • @bidyadharsahoo4897
      @bidyadharsahoo4897 13 дней назад +1

      Muslim Christian nija lokonkara doshaku padare prakash karantini.kintu hindure toe jaichandrankara abhab nahin.tenu patita khala khala heuchi wo Bala Bala kiri banti karipakauchi sate jemiti gote ojoswi bakta .mghiaku lajja nahin nija dharmara lokonku padare pakaiba pain. Yaku Sankar nama sobha pauni.yeh heuchi converted hindu.kala pahada.yaku Hindu sanatani sabdhan .ye ethare jetiki sabu modinkara kama Katha kahila se sehi khetraku jaiki prakruta dekhiki kahuchiki?Nahin .mu nije dekhichi esabu michha.emane anya jagaru photo ani lokonku mind wash Kari modi bhali Jane desh bhakta mahan purusanku badnam Kari hindu jatira bhaga bhaga karibaku chesta karuchanti.Hindu bhaimane ebhali bisadhara sarpa mananku sabdhan hua.hindu mankara kau neta aji jaen Hindu sapaskhyare kahibaku sahas Karunathila.kintu ebe hindu jagrata hua.ame ebe modi wo jogi bhali yodha paichu.ehara sujog thare hareile au khojile paibani.

  • @RAJESWARIROUT-co7ps
    @RAJESWARIROUT-co7ps 13 дней назад +1

    Ri8 ebe au Jay shree ram kahunahanti up ru hariba pore au odisha ru zitiba pore.. Jay jagannath kuahajauchi... Sabu politics .. Juade barsha siade chhata

  • @dillipkumarpradhan6501
    @dillipkumarpradhan6501 13 дней назад

    V v NICE

  • @rameshchandranayak575
    @rameshchandranayak575 13 дней назад +1

    ସେ କେବଳ ଆଦାନୀ ଓ ଅମ୍ବାନୀର ।

  • @pravakarpradhan1571
    @pravakarpradhan1571 13 дней назад +2

    Very good,

  • @user-zy6bl7lt8q
    @user-zy6bl7lt8q 13 дней назад

    Bhai Tamar sabu video mote bahutu vala lage

  • @susantabehera2109
    @susantabehera2109 13 дней назад +2

    You are right 100%

  • @manoramadas5553
    @manoramadas5553 13 дней назад +3

    Right bro

  • @user-vy4pl9nc9r
    @user-vy4pl9nc9r 13 дней назад

    Puraa wright Katha
    Namaskar Bhai..Maadi chala

  • @TukunaSahu-lj6ez
    @TukunaSahu-lj6ez 13 дней назад +1

    Sir ji namaste

  • @PriyadarshiniUnscripted
    @PriyadarshiniUnscripted 13 дней назад +1

    ତମ କଥାରେ ଦମ୍ ଅଛି ଭାଇ

  • @Healthandwealth600FullMoon
    @Healthandwealth600FullMoon 13 дней назад +2

    Nirata satya katha hele Andhe bhakto ko nahin dekhega ye sab???
    Jai hind...bande utkala jananee...🎉❤

  • @narendrabehera950
    @narendrabehera950 13 дней назад +2

    Right

  • @user-kp2fl6yv4k
    @user-kp2fl6yv4k 3 дня назад

    Sankarbhai verygood

  • @jitendrapradhan7681
    @jitendrapradhan7681 13 дней назад +3

    Bhai aagaru jodi emiti video jako chadithanta tahele nobin babu jiti thanta..

  • @arundalai6232
    @arundalai6232 13 дней назад +3

    Bodh hua Indra dev Barsa kari mandir Bhitare Shree Ram nku snana karuchhanti. Rama nku thakila pare ebe Jagannath nku dakuchhanti. Dekhajau agaku kana heuchhi.

  • @pramodpradhan1979
    @pramodpradhan1979 13 дней назад +6

    Bhai absolutely right i know

  • @samirsahoo_07
    @samirsahoo_07 13 дней назад

    Right vhai good 👍

  • @Cricket_lover_96683
    @Cricket_lover_96683 13 дней назад +3

    Bhai sasta mistri nele kn haba chataru pani galiba na

  • @TukunaSahu-lj6ez
    @TukunaSahu-lj6ez 13 дней назад +1

    Right right sir you always right 👍

  • @ranjitasahoo5577
    @ranjitasahoo5577 13 дней назад +2

    Bhai modi ji odisha re jagannath nka naa neiki jitigale srimandir chari dwara kholidebu,ratna bhandara kholidabu odia loka b tanka kathare baya hegale... thakuranku neiki rajneeti karuchi bjp

  • @b.simanchalpattnaik5233
    @b.simanchalpattnaik5233 13 дней назад +1

    🙏

  • @pappy669
    @pappy669 13 дней назад +5

    Bhai athi modi sarkarnka birodhre kichhi kahile kichhi aandhabhakta kahuchhanti na aame dhrmadrohi, desadrohi, Pakistani Prem, suslim adopt bhai mu etiki bujhi paruni aandha bhakta gudaka kauthu dhara hoi aasuchhanti bhai mo matare se jekounasi sarkar eithau na kahin sarkarnka bhul nispati ku ame birodhra swara utheibu kintu e Andhabhakta kichhi sala bujhibeni khali rau rau Hebe
    Bhai apana agaku madichalantu ame apananka sapakshyare jeteparyanta aapana anyaya birodhre swora uttwalona karuthibe

  • @BalaBanta-ls1mu
    @BalaBanta-ls1mu 12 дней назад

    ବ୍ରତମାନ ଓଡି଼ଶାର ମୂଖ୍ଯ ମନ
    ତରୀଜଗରନାଥକୁନାମନେଉଛନ।,😊 11:28 11:28 11:28 11:28

  • @Mr.ONPASSIVELife
    @Mr.ONPASSIVELife 13 дней назад +5

    ଏଇ ତ ରାମ ର ଚାମତ୍କର, ଆଉ ଅନ୍ଧ ଭକ୍ତ ମାନଙ୍କର ବଳତ୍କାର

  • @padmabatibehera7807
    @padmabatibehera7807 13 дней назад

    ଏକ ଦମ ଠିକ କଥା 👍👍

  • @ashisasianajokaervlogs2353
    @ashisasianajokaervlogs2353 13 дней назад

    Rama peeee election Jai Sree ram

  • @jayshingsamad9797
    @jayshingsamad9797 13 дней назад

    ଆପଣଙ୍କ ମତ ସତ ନୁହେଁ।ଅନ୍ଦ ଭାବୁ ସେ ସୁର୍ଯ୍ୟ କିରଣ ଆସିବିର କଣା ଛଡ଼ା ଯାଇଛି।ସେବାଟ ଦେଇ ପାଣି ଆସୁଛି

  • @rasmibiswal8268
    @rasmibiswal8268 13 дней назад

    Right kahila

  • @bibhutisahu4204
    @bibhutisahu4204 13 дней назад

    ରାମ ମନ୍ଦିର ରୁ ପାଣି ଗଳିବା ଡାହା ମିଛ, ଯୋଉମାନେ ମନ୍ଦିର ଯାଉଛନ୍ତି ସେମାନେ କହୁଛନ୍ତି, ତମ କଂଗ୍ରେସ ନିୟୁଜ ଚାନେଲ ଵାଲା ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଉଛି, ଯିଏ ସତ ଜାଣିବାକୁ ଚାଁହୁଛି ନିଜେ ସେଠିକି ଗଲେ ଜାଣି ପରିବ

  • @balarambhoi1185
    @balarambhoi1185 13 дней назад

    Congratulations brother for your brave and valuable analysis.

  • @maabhuasunigirlshighschool6988
    @maabhuasunigirlshighschool6988 13 дней назад

    Very nice.

  • @sakuntalakala4723
    @sakuntalakala4723 13 дней назад

    God bless you bhai

  • @santoshkumarbehera2197
    @santoshkumarbehera2197 11 дней назад

    ଭକ୍ତ ମାନଂକୁ ଅନ୍ଧ କହିବ ନାହିଁ
    ଅନ୍ଧ କାହାକୁ କୁହାଯାଏ ଆପଣ ଜାଣିନାହାନ୍ତି
    ଆପଣ ମଧ୍ୟ ଠାକୁର ଭକ୍ତ
    ତାହାଲେ ଆପଣ ମଧ୍ୟ ଅନ୍ଧ
    ଭୁଲ୍ କୁହନ୍ତୁ ନାହିଁ

  • @laxmidharanayak3931
    @laxmidharanayak3931 13 дней назад +2

    Narendra Modi is class 7. Andhabhakta is Matric by malpractice.