କଂସ ମହାରାଜା ହୃଷିକେଶ ଭୋଇ | Kansa Maharaja Bargarh Dhanu Jatra - Hrushikesh Bhoi | Exclusive Interview
HTML-код
- Опубликовано: 20 сен 2024
- #bargarh #dhanuyatra #kansamaharaj
ହୃଷିକେଶ ଭୋଇ - ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜା। ଗାଁ ନାଟକରେ ଅଭିନୟରୁ ବରଗଡ଼ ଧନୁଯାତ୍ରାର ମୁକ୍ତାକାଶ ରଙ୍ଗମଞ୍ଚରେ ମହାନାୟକ ହୋଇ ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ଆଜି ସେ ଘରେ ଘରେ କଂସ ମହାରାଜା ଭାବେ ପରିଚିତ। ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ଅଭିନୟ ଯାତ୍ରାକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ।
ଉପସ୍ଥାପନା: ସଂଗୀତା ମାନସିଂହ
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
RUclips: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
ଭେଡେନ ରାମଲୀଳା ଆଗେ ବହୁତ୍ ଆଗେ ଅଛେ ବରଗଡ଼ ଧନୁଯାତ୍ରା ନାମକୁ ମାତ୍ର ବିଶ୍ଵ ପ୍ରସିଦ୍ଧ
Jay sree jagannath❤❤❤
ହୃଷିକେଶ ସାର କଟକିଆ ହେଇଗଲେ ଗୁର୍ଦୁ ଖରାପ ଲାଗୁଛେ
Katkia sapotar kansa
କଂସ ମହାରାଜାଙ୍କର ଜୟ ହେଉ
Kansa maharaj ku namaskar bahut bhal lagla
B b b book bios b. Job BBQ. Blob bh
Itake kie kansa karsi bo bhasa bi nai janbar e
Joy kashol
Hasanti, Daranti ama Kansa Maharaja. #Bargarh #DhanuJatra
କଟକିଆ କଂସ ମହାରାଜ ହୃଷିକେଶ ଭୋଇ
Bargarh Dhanu Jatra is a unique event being staged since 1947. Interesting. OdishaLIVE had produced a coffee table book on the subject couple of years back.
Anta kans baharile bhal lagba
କଂସ ମହାରାଜାଙ୍କୁ ନମସ୍କାର। ସାକ୍ଷାତକାର ଖୁବ୍ ଭଲ ଲାଗିଲା। ☺ ମହାରାଜ କଂସଙ୍କର ଆଦେଶ ମଧ୍ୟ ବଢ଼ିଆ ଲାଗିଲା 😀
ଧର୍ମର ଜୟ ହେଉ, ଅଧର୍ମର ହେଉ ବିନାଶ 🙏🏾
Fair tike nai hebar,tike baki achhe
Gurudev
ମାମୁଁ ❤ ତୁମେ ଠିକ୍ ଅଭିନୟ କରୁଛ ହୋ ।।।ଏଲି ସାର ଫରେ