ସହଦେବଙ୍କୁ ଘରେ ପଶି ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତି ଜଣକ କିଏ ? କିଏ ଦେଇଥିଲେ ଧମକ? ଶୁଣନ୍ତୁ କଣ କହିଥିଲେ ସହଦେବ ।
HTML-код
- Опубликовано: 9 фев 2025
- #sahadevnayak #murdercase #nandighoshatv #odisha
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ଏ ମିଡ଼ିଆ ୱାଲା ନଭେମ୍ବର 3 ର ଭିଡ଼ିଓ ଆଜି ସେୟାର କରୁଛନ୍ତି... ଦଲାଲ ମିଡ଼ିଆ... ପୂର୍ବରୁ ଏହାକୁ ଗୁରୁତ୍ୱ ଦେଇଥିଲେ ନିରୀହ ଜୀବନଟା ବଞ୍ଚିଯାଇଥାନ୍ତା
Are bhai media wallah kn Karibe ethi police ra kama
Ae media. Bala sabu janeaikinaro kanire lucchi rahichonti,,badmas setebale video dekha thile bholo houthata,, Media bala abeto jagi uthoo
@Arya_ayush_A ପୂର୍ବରୁ ସେୟାର ହୋଇଥିଲେ ଏ ଭିଡ଼ିଓ ବହୁତ ପ୍ରଭାବ ପକେଇଥାନ୍ତା... ପୋଲିସ ବାଧ୍ୟ ହୋଇଥାନ୍ତା କାର୍ଯ୍ୟାନୁଷ୍ଠାନ ନେବା ପାଇଁ
ଠିକ୍ କଥା
Njd sarkar thila. Gundaraj chaluthila.
So innocent man😭😭pls tanknku naya diantu🙏🙏
Hmm tanku naya milu
Bala na
ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ, ଭାଇଙ୍କର ଆତ୍ମା ଙ୍କୁ ପ୍ରଭୁ ଶାନ୍ତି ଦିଅନ୍ତୁ,🙏🙏🙏🥲🥲🥲
😅😅
ଭୁବେଶ୍ବରଟା ପୁରା ଛତରାଖିଆ ଜାଗା ହେଇ ଗଲା
Point katha ta kahila bhai😂😂
Bhai smart city nuhe
Pura crime city hoi galani
Jostic sahdeb bhai
ବସ୍ତି ବାସିନ୍ଦା, ରେଜାଙ୍କ ଏରିଆ
Nabin Babu nka days.... india ra one of the best drug dealing place bbsr
ସତରେ ସରଳ ବ୍ୟକ୍ତିତ୍ଵ ମଣିଷ ଟିଏ 😢😢 ନ୍ୟାୟ ମିଳୁ
Bhairo rago bi tikia na tanko muho bohut sarolo😢😢😢
ସହଦେବ ଭାଈ ମରିଗଲେ ସିନା କିନ୍ତୁ ଅନେକ ସହଦେବ କୁ ଜନ୍ମ ଦେଇ ଗଲେ । ତାଙ୍କର ପରି ମୁଁ ବି ଜଣେ । ପ୍ରକୃତରେ କ୍ଷତ୍ରିୟ ଏହାକୁ କୁହାଯାଏ । ମରିଯିବୁ ପଛେ ଭୁଲ୍ ଆଗରେ ମୁଣ୍ଡ ନୁଆଁଇବା ନାହିଁ । ଜୟ ଶିବାଜୀ 🙏🙏🙏🙏❤❤❤✊✊✊💯💯💯
Bhai,, great but aethi sabu currupted
ଏ ଭିଡିଓ ରୁ ଯାହା ଲାଗୁଛି ସହଦେବ ନାୟକଙ୍କୁ ପୋଲିସ ଚାହିଁ ଥିଲେ ହୁଏତ ଆଜି ବଞ୍ଚି ପାରିଥାନ୍ତେ।
Right
Local police may be involved…
Right
ବ୍ରାଉନ ସୁଗର୍ ବୋପାରୀମାନେ ପୋଲିସ କୁ ପଇସା ଦେଇ ଛନ୍ତି,,, ଯେହେତୁ ଏ ଭାଇ ବିରୋଧ କରୁ ଥିଲେ,, ଏହାର ତଦନ୍ତ ଭଲ ସେ ହେବା ଆବଶ୍ୟକ,,, କିଛି ପୋଲିସ ଏମିତି ଅଛନ୍ତି ଯୋଉ ମାନଙ୍କ ପାଇଁ କ୍ରାଇମ୍ ଆଗକୁ ବଢୁଛି 😮😮😮
Hmm bhai sata katha .. Police kebala niriha lokanku sosiba janichi... proper action kemiti niajiba na police na sarkar kahar b dayitwa nahi
Justice For Sahadev
News input head ଯଦି ଏଇ news ଟା ଆଜି ନ ଛାଡିକି ଯଦି 2ମାସ ତଳୁ upload କରିଥାନ୍ତା ବୋଧ ହୁଏ ନିରୀହ ଲୋକ ଟି ବଞ୍ଚିଯାଇଥାନ୍ତା
Ha Bhai thik kahila
ଠିକ କଥା
Pura thik kahile
Hm
ଆପଣ ଠିକ୍ କହିଛନ୍ତି, ଏଥିରେ ବଡ ଗୁମର ଲୁଚି ରହିଥିବାର ଜଣା ପଡ଼ୁଛି । ଆହୁରି ଭଲ ଭାବେ ଯାଞ୍ଚ କରାଯାଉ ।
ମୋହନ ମାଝୀ ଦେଖୁଛନ୍ତି କି ନାହିଁ ଆଗେ ସେ ପୋଲିସ ବାଲାଙ୍କୁ ଧରା ଯାଉ ଜୟ ଜଗନ୍ନାଥ 🙏🙏🙏
Including police
ଯେଉଁ ଯେଉଁ ଲୋକ ଏଭଳି କରିଛନ୍ତି ସେମାନଙ୍କ ଘରେ ବି ଏଇ ଭଳି କରା ଯାଉ
ବସ୍ତି ହଟାଓ ବସ୍ତି ବସ୍ତି ହଟିଲେ ସହର ସୁନ୍ଦର ଦେଖା ଯିବ
Right
Right
ବସ୍ତି ହଟିଲେ ଛୋଟା ମୋଟ କାମ ତୋ ବୋପ କରିବି
Bakwas
Bakwas
Jai jagannath ..🙏
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ପତିତପାବନ ଦେବ ନମ୍ଃ ହେ ରାମ ହେ ରାମ ହେ ରାମ
DCP ku aga arrest kara bhubaneswar all police team
Bharatpur police kn sabu police cell economic offences ku defence na deyi yanku sahadev ra Daayi ei police mane bhala loka ku phasei diya jauchi 👊🏻🌞🙏🏻😠🏹🙃😊☺️😤😡😟😥😒🧐
Justice for sahdev
Justice for Sahdev..Wake up call for entire police dept..
DCP ku aga arrest kara
ଯିଏ ମରୁଚ ମରୁ ଆମର କିନ୍ତୁ ପ୍ରବାସୀ ଭାରତୀୟ ଦିବସ ଧୁମ୍ ଧାମ ରେ ପାଳନ ହେଉ ମୋହନ ସରକାର।
ଓଁ ଶାନ୍ତି ଭାଇଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ 😢
bedha chhua
Kho Kho world cup be asigalani...ahi. Tora... chance
..milichi.. auu miliba ki nanhi... celebration heba darkar na
Sabu bjd ra gunda
Ki kadali logic... hockey World Cup time re rape murder case kichi hei nathila..ei Bala news wala ki kahilani ..agaru upload Kari thnta.. khali criticism.....ei murder bjp time re hei thile lasss bhi mili nathanta
ବହୁତ୍ ଦୁଃଖ ଦାୟକ କଥା । ଭାଇ ଆଗରୁ ଏ ସବୁ ମିଡ଼ିଆ ଭାଇ ମାନଙ୍କ ଆଗରେ ଜନେଇଲା ପରେ ସେତେବେଳେ ଏ ଭାଇ ଙ୍କୁ କିଛି ନାୟ ମିଳି ନଥିଲା । ଆଉ ଆଜି ବି ଯଦି ବିଜେଡି ସରକାର ଥାନ୍ତେ । ଲାଗୁଚି ଏ ଭାଇ ଙ୍କର ହତ୍ୟା କରି ବି ମିଳି ପାରି ନଥାନ୍ତେ ।
Encounter bill pass kara dum achi ta new government
Raise voice about this
Dum nehi govt
Police will misutilise the extra power. Don't be fool
Yes eita heba nihati darkar
Are maghia ...Aeita Government ment bill pass karibani ..A pnai Highcourt au supreme court ku Letter lekhibaku Padiba ...Law Change kariba .. Government hata re nahi maghia Bala Ta Janichhu Chodi pua To bou ku pandu Gnehithila kire 😂
Shame on Odisha police...😢
Shame on mohan majhi mgh 🤬🤬
@Subham-m1bAbe athi CM kn kariba? Agaru naveen mgh thila bele kn chhodi dauthila🤔
Commissionrate police ❌
Commissionrate dakayat ✅
2 ta
Commision khia police
ଯାହା ହେଇଛି ବହୁତ ଅନ୍ୟାୟ ହେଇଛି
ଭାଇ ଭଲ ରୋଜଗାର କର ଆଉ ଏ ଦେଶ ଛାଡ
କ୍ରାଇମ କ୍ୟାପିଟାଲ ହେଇ ଗଲାଣି ଭୁବନେଶ୍ଵର
ସେମାନଙ୍କର ତାଙ୍କ ସହିତ ହାତ ଅଛି , ଆଜି ପ୍ରତିଶୋଧ ନେଇଗଲେ ପୋଲିସ ନୁହଁନ୍ତି ସେମାନେ ।😢😢😢😢😢
Bjp ku vote dio,, ଏବେ ଭଗିବ ଓଡ଼ିଶା
Bjd bala time re kan heini ?
Fatuchhi@@sarbebhabantusukhinahah
Fatuchhi@@sarbebhabantusukhinahah
Samaste kahucha bjp ku deicha,,sabu hauchi dekhiba...Jia jia kahucha tame mane kahaku deicha...samaste bjp ku vote deicha boli aji se jitichi ...nhele kemti jitithanta
@@sarbebhabantusukhinahah ମୂର୍ଖଟା କି
Justice for him
😢
ଧନ୍ୟ ନନ୍ଦିଘୋଷ. କଳଙ୍କ
He pravu Jay Jagannath 😢🙏🙏
Immediate action required by government...
ଜୟ ଶ୍ରୀ ଜଗନ୍ନାଥ 🙏🙏🙏😭😭😭
ନନ୍ଦିଆ ଟିଭି ନାଁରେ ସର୍ବପ୍ରଥମେ କେସ୍ କରାଯାଉ ଏତେବଡ କ୍ରାଇମ୍ ସର୍ବସମ୍ମୁଖରେ ଆଣିନଥିଲେ
ବିଚ୍ ରାସ୍ତାରେ କଠୋରରୁ କଠୋର ଦଣ୍ଡ ଦିଆଯାଉ।
Bahut 😢dukha laguchi vdo dekhiki 😢🙏.......... police kichi be kariparibeni jaha kara public
Ae Vdo Ta 3 Months Purbaru Dekhei Thile Aji Gote Mulyaban Jibana Banchijaithanta 😢
Justice for Sahadev Bhai
Police department jodi aguru ei case gurutwara bhabe Neithanta tahale hueto ei sarala manishara jibonata Bonchijaithanta,Eita full matrare Police department ra Bhull,
Ebe char sheet Dakholkoriki kn koribe -:Nya na're komse kom aarest koribe 1-3 month pore tonkadeiki bell heijibe jahaki thore brownsugar bikidele heijibo
Bah amo police department ra active🙏🙏🙏🙏🙏
Police ajikali brown sugar buisness kaleni
ପୋଲିସ ପାଇଁ ଜଣେ ନିରୀହ ଲୋକର ପ୍ରାଣ ଗଲା🤔
ସହଦେଵ ଭାଇ ଯେଉଁ କାମ ପାଇଁ ଆଜି ସହିଦ ତାଙ୍କ ସ୍ମୃତିରେ ସରକାର କିଛି କରନ୍ତୁ. ସମାଜ ସଂସ୍କାରକୁ ଯଦି ମରାଯିବ ସମାଜତ ବିଗିଡ଼ିଯିବ. ଭାଇଙ୍କ ସାହାଯ୍ୟ ସଂଗେ ଏବେ ଯେଉଁମାନେ ଏଭଳି କାମକରିବେ ସରକାର ସ୍security ଦିଅନ୍ତୁ
Justice for Sahadev 😢
we want justice
ଜୟ ଶ୍ରୀ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ
RIP😢please god give justice for him
ଆରେ ଭାଇ କାହିଁକି ସେ ଠାକୁରକୁ ଡାକୁଛ ସେ ଠାକୁର କାହାକୁ ଆଜିଯାଏ ନ୍ୟାୟ କେବେ ଦେଇନି କି ଦବନି
@shravankumarmishra5513 hele bhagwaanka prati sesa niswas jae biswas hateibani bhai 🙏
😢Crime branch investigation korajau😢😢ko police nuho.. supari killer yemane...yemanonkor POLITICAL background thibo😢😢
Shame on police dept. Aji raid karithile e pila banchi jaithnta . Nyya au kehi deiparibeni ethi pasu nku, Jagannath binaa😢
ନ୍ୟାୟ
😭😭😭😭😭ଭାଇ ଙ୍କ ଆତ୍ମା କୁ ଶାନ୍ତି ରଖ ହେ ଭଗବାନ😭😭😭🙏🙏🙏,କାହିଁକି ଏମିତି ଭଲ ଲୋକଙ୍କୁ ଏତେ କମ୍ ସମୟ ରେ ନେଇଯାଉଚ 🙏ସତ୍ୟ ବାଟରେ ଜିବାଟା କଣ ଭୁଲ କି,,,ସେ ଆସାମୀ କୁ ଘୋର ଦଣ୍ଡ ମିଳିବା ଦରକାର ,,ଯାଇକି ଭାଇଙ୍କ ଆତ୍ମା ଶାନ୍ତି ହେବା🙏🙏🙏 ଜୟ ଜଗନ୍ନାଥ ପ୍ରଭୁ
A video ku jadi police serious neithanta aji amit tanka jibana jai nathanta
Chi.bhagban apannka atma ku Santi diantu sir.police keve thik tym re aseni
କିମିନାଲ ଙ୍କ ସହ ପୋଲିସ ଙ୍କ ସମ୍ପର୍କ ରହିଛି, ଯାହା ଫଳରେ ଆଜି ନିରୀହ ଲୋକ ମାନେ ବଳିପଡୁଛି, ଗଣତନ୍ତ୍ର ଆଜି ବଳି ପଡି ରାଜତନ୍ତ୍ର ରେ ସରକାର ଚାଲିଛି, ସରକାର ଆଗେ ନିଜେ ସଚେତନ ହୁଅନ୍ତୁ ତାପରେ ସାଧାରଣ ଜନତା ଙ୍କୁ ସଚେତନ କରନ୍ତୁ!ତାହେଲେ ଆମ ଓଡିଶା ରାମ ରାଜ୍ୟ ହେବ !ଜୟ କିଷାନ 🙏🏻.
ଭୁବନେଶ୍ୱରର ଅବସ୍ଥା କ'ଣ ହେଇଗଲାଣି।
ଏ ଭାଇ ଜଣକ ସତ୍ୟର ସାଥ ଦେଇ ଆଜି ସହୀଦ ହେଲେ 😢
Right police byabastha sampurna kharap..
Om Shanti
କେତେ ଯେ ନିରୀହ ଲୋକ କୁ ପୁଲିସ ଫସାଉଛନ୍ତି କିଛି କଲ୍ପନା କରିହବନି
ପୋଲିସ କନ କରୁଛି
Jay Jagannath 🙏🙏
ସାମନାକୁ ଯାହା ଦେଖା ଯାଏ,,,ତାହା ସତ ହୋଇnathae .... Threre is a big story behind this murder case. Waiting for ପୋଲିସ response.
🙏🙏🙏
ବ୍ରାଉନ ସୁଗାର ବେପାରୀ ଶେଷରେ ଜଣେ ସମାଜ ସେବୀ କୁ ଦିନ ରେ ମାରିଲେ ରାଜଧାନୀ ବାସୀ ଆଉ କୋଉଦିନ ଜାଗ୍ରତ ହେବ 🙄
Very good ❤
Ye ମହାଶୟ ସିସିଟିଭି କଣ ପାଇଁ ଲଗାଇଛନ୍ତି ଧଳା ବେପାର ନା କଳା ବେପାର
😭😭😭 he jagannath
He prabhu ....kede Sundar katha ..😭😭😭
Jay shree ram super
Justice ⚖️
Sahadev nayak kie seta ame Mane misichu ame Mane janichu....RIP😢SIR ladhu ladhu chali gale...aji kali chup rahijiba bhala....social work kale mariba
Yes sata
Justice for sahadeb
ସହଦେଵ ଆତ୍ମା ଶାନ୍ତି ପାଇଁ ତାଙ୍କର ଏକାଦଶାହ ମଧ୍ୟରେ raid hand ଧରାପଡ଼ିଥିବା 3 ଜଣକୁ ବିଚ ରାସ୍ତାରେ ବିଭଶ୍ଚ firing କରାଯାଉ
Firing re ta gote thar re khel sarijiba
Semt Hana hi darkar ...jemt hada mansha rakta sbu bichadi hei ki padiba
Police' ପୁରା ଦୁର୍ବଳ
Police' ଅପରାଧୀ କୁ support Karuchhi
ସ୍ୱଚ୍ଛ ଜଣl ପଡ଼ୁଛି ପୋଲିସ involve ରହିଛି
4:44 point to be noted
Miss you sir
ନିରୀହ ଲୋକ ଟିକୁ ମାରିଦେଲେ । ମୁଁ ତ କହୁଛି ଆମ ଦେଶର ସିଷ୍ଟମ୍ ହିଁ ଏଥି ପାଇଁ ଦାୟୀ । ଯଦି 10 ବର୍ଷ ର ସଜା ତୁରନ୍ତ ଦିଆଯାନ୍ତ । କେହି ଏ ବେପାର karanteni
ମିଡ଼ିଆ ଆଗରେ ସମସ୍ତେ ନିରୀହ
A bhai nku nya miliba darkar 🙏🙏😭
ଜନସାଧାରଣ ଓଡ଼ିଶାରେ ସୁରକ୍ଷା ନାହିଁ 😢 ରକ୍ଷକ ହିଁ ଭକ୍ଷକ
Omg 😭😞😭
Right
Jay jagannath
Go to human rights commission.
ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି
Good person 🇮🇳😭
Om Shanti
ନ୍ୟାୟ ମିଳିବା ଦରକାର
🙏🙏🙏
Rip😢😢😢😢
Bechaaraa bhalo lokoo ta chalii golaa
Bhagaaan aaatma ku shaanti diantu n doshii ku mrutyu dandaaa miliu
Jaay Mahakaal 🙏 😢🎉
Santi ra sahara Dhenkanal ❤
Odisha ra bahare achhi ki ?😅
Hmm ba kete Santi Jana achhi...gote swami ta stree Ra Munda Kati batare chaliki jauthila
E sai nath 🙏🙏🙏🙏 🙏🙏🙏🙏🙏
😭😭ବହୁତ ଦୁଃଖ ଲାଗୁଛି ଭାଇ କୁ ଦେକିଲେ 😭🙏🏻
😢😢😢😢
Brave hero
Omm shanti
Sahadev bhai ete bhala tanka katha ru janapaduchi❤❤❤
😥🥺🥲😭
Jay shree Jagnaath 🙏🏻
Justice his family
I love you bhai you're great man ....
ପୋଲିସ ମାନେ ହିଁ ପଇସା ଖାଉ ଛନ୍ତି,, ତାଙ୍କ ପାଇଁ ମଦ ଗଞ୍ଜେଇ ବ୍ରାଉନ ଶୁଗର୍ ବେପାରୀ ଆତଙ୍କ ଖେଲାଊ ଛନ୍ତି
Police shamil achi
Jastis for sahadeb😢😢
Bhagwaan nyayya karibe.