"ତାଙ୍କ ପଛରେ ବହୁତ ଝିଅ ପଡ଼ିଥିଲେ, କାଳେ ସେ ହାତରୁ ଖସିଯିବେ ଡରିକି ପ୍ରପୋଜ କରିଥିଲି"

Поделиться
HTML-код
  • Опубликовано: 4 янв 2025

Комментарии • 988

  • @arunkumarsethi2831
    @arunkumarsethi2831 Год назад +56

    ସତରେ ଯେମିତି ଭାରତର ରାଷ୍ଟ୍ରପତି ପାଖରେ ପହଂଚି ଯାଇଛି ଭାସ୍କର news ଵାଲା

  • @pravashkumarsethy6778
    @pravashkumarsethy6778 Год назад +64

    ଆପଣଙ୍କୁ କୋଟି କୋଟି ଧନ୍ୟବାଦ 🙏.
    ମୁଁ ଆଉ ଆମ ଚଉଦ ପୁରୁଷ ପିଢ଼ି ଆପଣଙ୍କ ନିକଟରେ ସବୁ ଦିନ ପାଇଁ ଚିର ଋଣୀ ହେଇ ରହିଗଲେ... ଏପରି ନ୍ୟୁଜ୍ ଦେଖି ଧନ୍ୟ ଧନ୍ୟ ହେଇ ଗଲା ମୋ ଜୀବନ.... ଶରୀର ରେ ପୁଣ୍ୟ ଜନ୍ମ ପ୍ରାପ୍ତ ହେଲା ଭଳି ଅନୁଭବ ହେଉଛି....
    ପୁଣି ଥରେ ଆପଣଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି ...
    🙏🙏🙏🙏🏻

  • @MrAshok07655
    @MrAshok07655 Год назад +145

    Social media love ଆଉ real love ରେ ଅନେକ ଫରକ୍ 👍 କିନ୍ତୁ ଦି ଜଣ ବହୁତ ଖୁସିରେ ଅଛନ୍ତି ଦେଖି ବହୁତ ଖୁସି ଲାଗିଲା 👌🥰 Beautiful couple 👍

    • @tlgstatusdigital2840
      @tlgstatusdigital2840 Год назад +5

      Bhai kichi din pare dekhiba😂 Mahabharata haba

    • @pujaswain7873
      @pujaswain7873 Год назад +2

      Social media love b real love ....mora b social media ru love karichu

    • @bhimamarndi9533
      @bhimamarndi9533 Год назад

      ଖୁସିରେ ଅଛ ସେଇଟା ହିଁ ବଡ଼ କଥା ☺️👌👌nice couple 😊😊☺️😊 happy marriage life

  • @galurammajhi6783
    @galurammajhi6783 Год назад +48

    ମହାନ ବ୍ୟକ୍ତି ର ଖବର ପ୍ରସାରଣ କରିଥିବାରୁ ଅନେକ ଅନେକ ଧନ୍ୟବାଦ l

  • @sudhakarsahu8473
    @sudhakarsahu8473 Год назад +23

    ପିଲାଦିନେ ମୁଁ ବହୁତ କଷ୍ଟରେ ମୋ ମାତୃଭାଷା ରେ ସମସ୍ତ ପ୍ରକାରର ଗାଳି ଶିଖିଥିଲି | କିନ୍ତୁ ସମୟକ୍ରମେ ଅଭ୍ୟାସର ଅଭାବ ହେତୁ ମୁଁ ଅଧିକାଂଶ ଭୁଲିଯାଇଛି,
    କିନ୍ତୁ ବେଳେବେଳେ ଏପରି ପୋଷ୍ଟ ଦେଖିବା ପରେ ମୋତେ ପୁନର୍ବାର ଅଭ୍ୟାସ କରିବା ପାଇଁ ଇଚ୍ଛା ହୁଏ, କିନ୍ତୁ ଦୁର୍ଭାଗ୍ୟବସଃତ
    ଏହା ସତ୍ୟ ଯେ ମୁଁ ଭୟ ହେତୁ ଏହା କରିପାରିବି ନାହିଁ କାରଣ
    ସୋସିଆଲ ମିଡ଼ିଆରେ ମୋର ସମସ୍ତ ସମ୍ପର୍କୀୟ ଗୁରୁଜନ ଆଉ ସାଙ୍ଗ ସାଥି ଅଛନ୍ତି | 😡😡😡

  • @sagarsahu5937
    @sagarsahu5937 3 месяца назад +4

    ଅତି ଗୁରୁତ୍ଵପୂର୍ଣ୍ଣ ଖବର ପ୍ରସାରଣ କରିଥିବାରୁ ଭାସିଆ କୁ ଧନ୍ୟବାଦ।

  • @ଟାଇଗରଭାଇ
    @ଟାଇଗରଭାଇ Год назад +107

    ମାଘିଆ ଭାସ୍କର ତାଂକର ଛୁଆ କେଉଁ ଦିନ ହେବ ଦେଖେଇ ଵ

  • @Rajeshgamer726
    @Rajeshgamer726 Год назад +92

    ଦୁନିଆ ଏପଟ ସେପଟ ହୋଇ ଜାଉ କିନ୍ତୁ Bhaskar news ଗୋଟେ ଦିନରେ 250 video ଆସିବା କଥା ଆସିବ

  • @nilamanichand7558
    @nilamanichand7558 Год назад +66

    ଭାସ୍କର 😂😂the incredible news of ଓଡ଼ିଶା

  • @mlmodisha8777
    @mlmodisha8777 Год назад +10

    ଭାସ୍କର ନିୟୁଜ ଅଉ କିଛି ନିୟୁଜ ନାହିଁ ?? ଏଇ ମାନଙ୍କୁ କଣ ପାଇଁ ଦେଖାଉଛ ?? ଏ ମନେ କଣ ପାକିସ୍ତାନ ଜୟ କରିଛନ୍ତି କି ? ଦେଖେଇବାର ଅଛି ତ ଦେଶର ସୈନିକ ବା କୃଷକ ମାନଙ୍କର ଲାଇଫିଟେଲିକାଷ୍ଟ ଦେଖାଅ ଏଥିରେ ଆପଣଙ୍କ ଚାନେଲ କୁ ନିୟୁଜ ମିଳିବ ଓ ଦର୍ଶକ କିଛି ଶିଖିବେ.

  • @AYANSHI_SWAIN
    @AYANSHI_SWAIN Год назад +34

    Bhaskar news should get international best news channel Award.

  • @rkpradhanpradhan1152
    @rkpradhanpradhan1152 Год назад +42

    ଏ ମାଇକିନା ର ଗତି କହୁଛି 10ହଜାର ର ନୂଆ ନୋଟ ବିଡା ଟେ ତା ମୁହଁ ରେ ଝାଡିଦିଅ ସାଙ୍ଗେ ସାଙ୍ଗେ ବିଆ ଦେଖେଇ ଦେବ... ଗୋଡ଼ାଗେହି

  • @Lipun-lk4eu
    @Lipun-lk4eu Год назад +38

    ଅସଲି ଖୁସି 9/10 ବର୍ଷ ପରେ ଜଣାପଡ଼ିବ
    ନୂଆଁ ନୂଆଁ ପ୍ରେମ ଭାରି ମିଠା

  • @khusirajalaxmidiptiexpress5041
    @khusirajalaxmidiptiexpress5041 Год назад +17

    🥰🥰🥰ବହୁତ ସୁନ୍ଦର ଯୋଡ଼ି 🥰🥰🥰
    ମହାପ୍ରଭୁ ଦୟାରୁ ଖୁସିରେ ରଖନ୍ତୁ

  • @comedytadka1
    @comedytadka1 Год назад +21

    କଣ କରୁଛ ଶେଷରେ.... ସାମ୍ବାଦିକ ନାଁରେ ତୁ କଳଙ୍କ

  • @premanandabhoi2584
    @premanandabhoi2584 Год назад +14

    ଆପଣଙ୍କ ଯୋଡି ଭଲ, ସବୁଦିନପାଇଁ ସମ୍ପର୍କ ସାଇତି rahu👌

  • @swarajkumarbeura390
    @swarajkumarbeura390 Год назад +21

    Very important news for every citizen of odisha .Oscar winning news Channel

  • @deepaknayak9463
    @deepaknayak9463 Год назад +39

    ଏତେ ଖୁସିରେ ତମ ଭଲପାଇବାକୁ ବଖାଣୁଚ କେମିତିକା ଆପଣମାନେ।ଓଡ଼ିଶା ସାରା ଲୋକ ଜାଣିବେ ତମେ ମାନେ କୁ ଓଡ଼ିଶାକୁ ଟେକିକି ରଖିଚ।

  • @arunprasaddash1399
    @arunprasaddash1399 Год назад +6

    ଭାସ୍କର ଚ୍ୟାନେଲ ର ଅଭିନବ ପ୍ରୟାସ। ରାଣ୍ଡି ରାଣ୍ଡୁଆଙ୍କ ମନର କଥା ଓ ଵ୍ୟଥା।

  • @jayakrishnapradhan-ms6tm
    @jayakrishnapradhan-ms6tm Год назад +4

    ଏ ପୁଅଟି ଦୁନିଆରେ ଏକୁଟିଆ ମାଇକିନିଆ ରଖିଛି। ବାଳ ତୁ ଘୋଡପରି ହସୁଛୁ।

  • @sridharnayak1975
    @sridharnayak1975 Год назад +3

    ଛତିଶଗଡ଼ ରୁ ଏମାନେ ମାଓବାଦୀ ମାରିକି ଆସିଛନ୍ତି ଏ ଦୁଇ ଜଣ ସେଥିପାଇଁ ଭାସ୍କର ନାନୀ ଏ ମାନଙ୍କ ପଛରେ ପଡିଛି ପରବର୍ତ୍ତୀ ସମୟରେ ଏ ମାନଙ୍କୁ କାଶ୍ମୀର କୁ ପଠାଇ ଦିଆଯାଉ ସରକାର ଙ୍କୁ ମୋର ଅନୁରୋଧ

  • @chintamanirout5198
    @chintamanirout5198 Год назад +1

    ଏ ଦୁଇ ଲବେରିଆ କୁଳାଙ୍ଗାର
    ଭବିଷ୍ୟତ ପିଢ଼ି କୁ କଳୁଷିତ
    କରି ବା ଅଶିକ୍ଷା ଦେଉଛନ୍ତି
    ମାଡ ଦିଅ

  • @RajeshSingh-hd7fc
    @RajeshSingh-hd7fc Год назад +29

    You are lucky. Your family members are great. God bless u.

  • @RajuKumar-mt4cp
    @RajuKumar-mt4cp Год назад +1

    Aapana mane bahut khusi achhanti janiki khusi lagila ♥️♥️ bhagaban karantu aapanamanka khusi re kahara najar no lagu 🙏🙏 God bless you

  • @kapilcharanmohanty9673
    @kapilcharanmohanty9673 Год назад +3

    20barsa pare emiti khusire thiba jadi bhala. May God bless u both

  • @sangharhogi2271
    @sangharhogi2271 Год назад +42

    Mo 8 Yr love bt ebe jaen struggle karuchu mo career gadhibare se support karuchi aau ta career gadhiba pain mun support karuchi..mrg pain ghare raji nuhan bt nija ku bahut strong kari ladhei karuchu kebe aama career settle haba ghara loka raji hebe

    • @kmallochanpanda6711
      @kmallochanpanda6711 Год назад +2

      Samya thik karidaba

    • @Ayush-230
      @Ayush-230 Год назад

      Sacha mehnat ra success achhi bhai .... Mehnat kara bhai success nihati miliba

  • @odialifestyleinodisha4649
    @odialifestyleinodisha4649 Год назад +8

    ମୋର କିଛି କହିବାର ନାହିଁ 🤭ମୁଁ ତ ଖାଲି କମେଣ୍ଟ ପଢିବାକୁ ଆସିଛି 😀😀

  • @PushpanjaliHatti
    @PushpanjaliHatti 4 месяца назад

    Amiti khusi re sabu dino ruho Bhai bhauni tamku kaha nojoro no lagu❤❤❤

  • @sanjeetkumarsingh8692
    @sanjeetkumarsingh8692 Год назад +11

    ଭାସ୍କର ନିଉଜ ଗୋଟେ ଫାଲତୁ ନିଉଜ ଚେନ୍ନେଲ ଭଲ କିଏ ପାଉନି ସମସ୍ତେ ପାଉଛନ୍ତି ଅଲଗା କିଛି ନାହିଁ ୟାକୁ କିଏ ନିଉଜ ବନାଏ କି ! କିଏ କାହାକୁ କଲା କାହାକୁ ଛାଡିଲା କେତେ ଥର କଲା ,ଏ ଭଳି ନିଉଜ ସବୁବେଳେ ବାଣ୍ଡ କିଛି ଭଲ ନିଉଜ ମିଳୁନି ୟାକୁ

  • @attitudeboyraj7686
    @attitudeboyraj7686 Год назад +16

    LAXMI ତୁମର ଖୁସି ଦେଖି ମତେ ବହୁତ ଭଲ ଲାଗିଲା.... ମୋ ମନର କଥା କୁ କାହା ଆଗରେ ପ୍ରକାଶ କରି ନ ଥିଲି...but ଆଜି କହୁଛି, ଦୁଇ ବର୍ଷ ଆଗରୁ ମୁଁ ମନେ ମନେ ତୁମକୁ ବହୁତ ଭଲ ପାଉଥିଲି କିନ୍ତୁ କହି ପାରି ନ ଥିଲି ଆଉ ଯେଉଁ ଦିନ ସେ ଭାଇ ର ହାତ ଧରି ଚାଲି ଗଲ... ମୁଁ ବିଶ୍ୱାସ ବି କରି ପାରିଲି ନାହିଁ because ତୁମ ପରି ଝିଅ love ଚକ୍କର ରେ ପଡ଼ିବା ଆଉ ପଳାୟନ କରିବା... ଯାହା ହେଉ ସେ ଖବର ଶୁଣି ମୋର heart attack ଆସି ଯାଇଥିଲା... ଆଉ ଆଜି ଦେଖିଲି ଓଡ଼ିଶା ଭାସ୍କର news channel ମାଧ୍ୟମ ରେ....LAXMI ତୁମେ ଯେଉଁଠି ରୁହ ଖୁସି ରେ ରୁହ, ଏହା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାର୍ଥନା 🙏😰😰

  • @dilipswain4576
    @dilipswain4576 Год назад +140

    ସୁକୁଟି ସାହୁ reporter 😊😊😊😊😊

  • @sachinmalik5721
    @sachinmalik5721 Год назад +2

    God bless you both. love you both ❤ ❤ ❤ 💖 💖 💖

  • @saradaprasadswain6316
    @saradaprasadswain6316 Год назад +5

    କେହି inspire ହୁଅନ୍ତୁ ବା ନ ହୁଅନ୍ତୁ ଓଡିଶା ଭାସ୍କର inspire ହେବ ହିଁ ହେବ

  • @santoshbehera5168
    @santoshbehera5168 Год назад +2

    ଭଲ ଲାଗିଲା ତମ ପ୍ରେମ ସମ୍ପର୍କ ବିଷୟରେ ଜାଣିଲା ପରେ ଆଜି🎊🎉

  • @puspitaparida6284
    @puspitaparida6284 Год назад +21

    Bahut bhala karicha gold medalist paiba katha😂😂😂😂

  • @SwatikPanda-tu8bs
    @SwatikPanda-tu8bs Год назад +1

    Nice couple prabu Jagannath ka pakhare parthana karuchi amiti khusi re thao Jay Jagannath

  • @Sunilkumarsethy615
    @Sunilkumarsethy615 Год назад +19

    Madam କିଛି ଭଲ ପ୍ରତିଭା ମନଙ୍କୁ ଦେଖନ୍ତୁ କାଇଁ ଶସ୍ତା ରେ view ପାଇଁ ଏମିତ ହଉଛନ୍ତି ଓଡିଶା ରେ ଅନେକ ଲୁକାୟିତ ଅବସ୍ଥାରେ ପ୍ରତିଭା ମାନେ ଅଛନ୍ତି ସେମାନଙ୍କ ପାଖରେ ପହଂଚି ସେମାଙ୍କୁ ଦେଖନ୍ତୁ 😊

  • @chakradharnag4903
    @chakradharnag4903 Год назад +1

    Bahat vala Tama love story👍👍👍

  • @DarshanOdisha
    @DarshanOdisha Год назад +16

    Bhaskar news Bala ଙ୍କୁ ଆଉ କିଛି ନିଜ ମିଳୁନି କି ବୋଧେ ଖାଲି କିଏ କୋଉଠି କଣ କଲା କୋଉଠି ଉଠାଇ ଆଣିଲେ କେତଳ ବାହା ହେଲେ କେତେ ବରଷ ହେଲା ପୁଅ ନା କଣ ଦବ ଝିଅ ହେଲେ ନା kn daba ଏହି ବାଳ ସଂସ୍ଥା ଚଳାଇଛନ୍ତି।

    • @jitughadei7298
      @jitughadei7298 Год назад +1

      Right au kichhi news miluni 🤣🤣🤣🤣

  • @shibaprasadsahoo3803
    @shibaprasadsahoo3803 Год назад

    Breaking news in odisa ..Best news ..Abhalia chanel ama odisa re thiba ru mu proud fell karuji ..Dhanyabad chanel And Reports

  • @natashachandrabeura2082
    @natashachandrabeura2082 Год назад +3

    ଅନୁଭବ ମାହାନ୍ତି ବର୍ଷାକୁ ଏମିତି କହିଥିଲା ତୁମକୁ ଜୀବନସାରା ଭଲପାଇବି 8 ମାସହେଲାପରେ ପୁଅକହିଦବ ଝିଅଘରେ ତମଝିଅକୁ କହିଦବ କାଲି କୋଟ ଜିବ

  • @sahoo7082
    @sahoo7082 Год назад +2

    God bless❤️❤️❤️U

  • @abhirampaleya8186
    @abhirampaleya8186 Год назад +4

    Odisha Bhaskar ର କିଛି କାମ ଧନ୍ଦା ନାହିଁ

  • @raghunathbishi6799
    @raghunathbishi6799 Год назад +2

    କିଛି ଭଲ ନିୟୁଜ କର ଲୋକଙ୍କ କାମ ରେ ଆସିବ

  • @ଟାଇଗରଭାଇ
    @ଟାଇଗରଭାଇ Год назад +12

    ଏମାନଙ୍କ ବିଆ ଚଉଡା କରିଦେଲ ମାଘିଆ ଭାସ୍କର ,,,

  • @ajitkumarpradhan5026
    @ajitkumarpradhan5026 Год назад +2

    Very Nice copule
    God bless you all

  • @janakidash6833
    @janakidash6833 Год назад +20

    ଯାହାବି ହେଉ palapali vala ନୁହେଁ. ସଂସ୍କାର ବିରୋଧୀ ସଭ୍ୟତା

  • @masterchefjitendrasharma5137
    @masterchefjitendrasharma5137 Год назад +4

    Collect good news for society.

  • @prasantakumarbehera3787
    @prasantakumarbehera3787 4 месяца назад

    World ra best news channel BHASKAR
    Bharat ratna miliba katha

  • @slb7498
    @slb7498 Год назад +70

    ତତେ ଆଉ କିଛି new ମିଲୁନି କି ତତେ

  • @kamalrana5087
    @kamalrana5087 Год назад +1

    ଆଜି କଲି ଓଡ଼ିଶାରେ ଭଲ ନିଉଜ ଚାନେଲ ନାହିଁ। ଯାହା ପାଇଁ ସମାଜରେ କିଛି ସକାରତ୍ମକ ବିଚାର ଆଣିବ । ଯାହାକୁ ଏ ଭିଡ଼ିଓ ରେ ଦେଖା ଯାଇଛି ସେ ଆମ ପାଇଁ କଣ ପ୍ରେରଣା ଦେଉଛନ୍ତି ବା ସମାଜକୁ କଣ କହିବାକୁ ଚାହୁଁଛନ୍ତି ତାହା ଭସ୍କାର ନିଉଜ କୁ ଜଣା। ଓଡ଼ିଶାର ସାମ୍ବାଦିକ ମନେ ସାମ୍ବାଦିକର ଧର୍ମ ଜୁ ଭୁଲି ଗଲେଣି ।

  • @krishnaprasadrath
    @krishnaprasadrath Год назад +15

    God bless you all 🙏 JAI SRIKRISHNA 🙏

    • @prabhakarsenapati1721
      @prabhakarsenapati1721 Год назад

      ବାହାଘର ଦିନ ଯାହାକୁ ଜଣା ନାହିଁ ସେ ପୁରା love ରେ ଅନ୍ଧ ଥିଲା। ଓଡ଼ିଶା ସାରା ଜାଣିବେ ତୁମକୁ କଣ ପାଇଁ, ମନେ ମନେ।

    • @prabhakarsenapati1721
      @prabhakarsenapati1721 Год назад

      ତୁ ତମେ ରେ କି କଥା ବାର୍ତ୍ତା ହଉଚ

  • @giridharisahoo523
    @giridharisahoo523 Год назад +1

    ପରେ ଦୁଆରେ ଯାଇ ଧାରଣା ଦେବାକୁ ପଡ଼ିବ କ'ଣ ସେ ଆଉ କାହା ସହିତ ସଂପୃକ୍ତ ଅଛନ୍ତି । ମତେ ଟଚର କରୁଛନ୍ତି

  • @manasmuna5596
    @manasmuna5596 Год назад +4

    ତାଙ୍କ କଥା ଛାଡେ ତୋର କଣ ପାଇଁ ସୁଖୀ ଯାଉଛି 😆 ଟିକେ କଣ କରିକି ମୋଟା ହେ

  • @umeshsahu2146
    @umeshsahu2146 Год назад +1

    Video ଟି ବହୁତ ଖୁସିରେ ଲାଗିଲା wow 😮😮😮😮

  • @blackspot2778
    @blackspot2778 Год назад +16

    ଚଷମା ବାଲି ମୁହଁରେ ହଲେଇକି ପକାଅ

  • @prakashsoren5973
    @prakashsoren5973 Год назад

    Omg😮😮Online ପ୍ରେମ ❤❤

  • @suryjamdt5023
    @suryjamdt5023 Год назад +7

    ସୁକୁଟି ନିଉଜୁ ର ଆସଲଣି ମାନେ ଦୁଇ ଜଣ ବଦନାମ୍

  • @Localjatra
    @Localjatra Год назад

    Thankyou ଭାସ୍କର TV କୁ

  • @Manasteacher
    @Manasteacher Год назад +4

    ଏ news ସବୁ ଫାଲତୁ,ଖାଲି ପ୍ରେମ ରେ ଭାରତ ର ଉନ୍ନତି ହେବ ଆଉ।ଗୋଟେ ଝିଅ ଟେ ଗୋଟେ ବାତ ରା ଟୋକା କୁ ବାହା ହେଲା ଆଉ ବାହା ତ ସମସ୍ତେ ହୁଅନ୍ତି ଏ news କଣ ଦରକାର୍। ଆ ଘର ଲୋକ କହିଥିଲେ ପଳେଇବା ପାଇଁ ସେଥିଲାଗି ଏ ପଳେଇଲା।ଘରେ ପଇସା ନଥିବ ବାହା କରେଇବାକୋ

  • @jayakrishnapradhan-ms6tm
    @jayakrishnapradhan-ms6tm Год назад +1

    ଆଲୋ ଚଷମା ବାଲି ଘେଇ ତୋତେ କିଛି ନିୟୁଜ ମିଳୁନାହିଁ କି?। ସେ କି ବାଳ ଲୋକଟି ଯେ ତୁ ନିୟୁଜରେ ତେଖ ଉଛୁ।

  • @Odiaclasic
    @Odiaclasic Год назад +20

    ଭାସ୍କର ଵାଲା news ଚାନେଲ ନା only entertainment channel

  • @baikunthanayak2715
    @baikunthanayak2715 Год назад +2

    God bless both

  • @KABIRSINGH-x4w
    @KABIRSINGH-x4w Год назад +2

    God bless both of you

  • @ankitadas1906
    @ankitadas1906 Год назад +2

    My fav vloger❤..

  • @manusankhua4033
    @manusankhua4033 Год назад +3

    ଏ ରିପଟର କୁ କେହି ଟୋକା ପସନ୍ଦ କରୁ ନାହାଁନ୍ତି ତ ସେଥି ପାଇଁ ଏମିତି ନିୟଜ ଛାଡୁଚି

  • @ashokparida623
    @ashokparida623 Год назад

    Tru love bro bohut khusi lagila

  • @suchitrabarik520
    @suchitrabarik520 Год назад +4

    News channel na love guru channel

  • @Rajubijuvlog
    @Rajubijuvlog Год назад

    ଭଲ ❤❤

  • @Bachan254
    @Bachan254 Год назад +21

    ହଇରେ ମାଗୀୟl ଭାସ୍କର news ତୋତେ ଆଉ କିଛି ମିଳୁନି ଖାଲି କିଏ କାହାକୁ କେମିତି ଗେଇଲl କୋଉପଟ୍ଟ ଗେଇଲl କୋଉଠି ଗେଇଲl ଏଇ ଭଳି news ହିଁ ମିଳୁଛି ତୋତେ ବେଧ୍ୟ channel

  • @babunamallick5594
    @babunamallick5594 Год назад +3

    ତମକୁ ଆଉ କିଛି ନ୍ୟୁଜ୍ ମିଳୁନି ବୋଧେ ଏଇ ବାଳ ନ୍ୟୁଜ୍ ଖାଲି ରିପୋର୍ଟିଂ କରୁଛ

  • @Food__world7825
    @Food__world7825 Год назад +1

    ଇରେ ଭାସିଆ ଏଠି ବି ପହଞ୍ଚି ଗଲୁ 🤦🏻‍♂️

  • @mpuja0220
    @mpuja0220 Год назад +3

    Nice video 👌👌👌👌👌👌

  • @RajeshKumarRKchannel
    @RajeshKumarRKchannel Год назад

    Bhai tamaku manibaku padiba nice jodi👌👍🙏

  • @ilove3430
    @ilove3430 Год назад +27

    ଏ ଖୁସି ବିପଦ ଆଣିବ

    • @ashokparida623
      @ashokparida623 Год назад +1

      Bhai najar kai lagoucha se kete khusi achanti dekhucha najar pakani bhai

  • @niranjanpatra84
    @niranjanpatra84 Год назад +6

    Jaha heu gote news anila reporter Sukuti Sahoo madam 🤣😀🤣

  • @HaraprasdSrichandan
    @HaraprasdSrichandan 8 месяцев назад

    Tuma manankara gote bala love

  • @prabhakarsenapati1721
    @prabhakarsenapati1721 Год назад +8

    ଏମିତି ଲଭ ରୁ inspired ହେବାର କିଛି ନାହିଁ।

  • @hemantadasdashemanta9049
    @hemantadasdashemanta9049 Год назад +2

    Verry lovely madam

  • @balarambarik8195
    @balarambarik8195 Год назад +4

    କୁତୁ କୁତୁ ଲାଗୁଚି

  • @aratiparida5473
    @aratiparida5473 Месяц назад

    Bhala lagila tama love story suniki

  • @jagankumar1263
    @jagankumar1263 Год назад +5

    ଏଇ ମାନେ କିଏ ରେ ଓଡ଼ିଶା ଭୋଷିଡି channel... ଆମେ ତ chinhinu..😂😂😂

  • @odishachennalvloger3281
    @odishachennalvloger3281 Год назад +1

    Tame bohut talented lover bhai

  • @bikashmohanty977
    @bikashmohanty977 Год назад +16

    ଏତେ ହସନି କଳ ପାଟି ବାଥା ହୋଇଯିବ

  • @kismanpatra
    @kismanpatra Год назад

    ଭାସ୍କର news is best 😂😂😂😂😂

  • @s.jchanel8198
    @s.jchanel8198 Год назад +3

    କଥା କଥା ରେ ହସୁଛ ଭାଇ । ଖାଲି ହସିଲେ ଲୋକେ କଣ ବୁଝିବେ ।ପୁରା ପାଗଳ ଭଳି ହସୁଛ ।ତୁ କହିବୁ ଲୋକେ ହସିବେ ।ନିଜେ କହୁଛି ନିଜେ ହସୁଛି

  • @କଲମଶିଳ୍ପୀପ୍ରଭାକର

    ସତ କଥା,,ଦେଖା କରିବାକୁ ବହୁତ ଚେଷ୍ଟା କରିଥିବ ଏ ମିଡିଆ ବାଲା ଏମାନେ ବହୁତ ବଡ଼ ସେଲିବ୍ରେଟି ତ,,,ଭଲ କଥା ଦେଖାଅ ଯାହା ସମାଜ ପାଇଁ ଶୁଭଙ୍କର ହେବ

  • @bkking8260
    @bkking8260 Год назад +2

    Emananku mu aji first time paain dekhu6i 🤣🤣🤣🤣

  • @SunaSinghMajhi-m5s
    @SunaSinghMajhi-m5s 3 месяца назад +1

    Ki khusire 😂😂😂😂

  • @ashokrout9563
    @ashokrout9563 Год назад +12

    Ye love ru kn lesson miliba samaja pain tike kahila Bhaskar news

  • @dibyasinghparida4360
    @dibyasinghparida4360 Год назад

    କାମ୍ ଧନ୍ଧା କୁଛ୍ ଭି ନେହି ହେ,କନ୍ ହେ ଏ ଲୋଗ୍ କାହାସେ ଆତେହେ😁😁😁😁

  • @mohandassundarbhoi9261
    @mohandassundarbhoi9261 Год назад +3

    News ନପାଇଲେ ଏମିତି vedio ଗୋଟେ ବନେଇ ଦେବା କଥା ଆଉ

  • @rishikesh4340
    @rishikesh4340 Год назад

    ସୁନ୍ଦରୀ ପ୍ରିୟା 👌👌👌🌹🌹🌹💘❤️🌹

  • @kumarliman3570
    @kumarliman3570 Год назад +24

    First Tote namaskar tu helu sukuti sahoo

  • @malayskl2453
    @malayskl2453 Год назад +2

    Happy family

  • @hsingh9943
    @hsingh9943 Год назад +7

    Dayakari kichhi bhala news diontu....

  • @rajkumardhungia8124
    @rajkumardhungia8124 Год назад +1

    Tamar jadi khub sundra

  • @satishdas1248
    @satishdas1248 Год назад +3

    Who is this 'Saroj bhai'Anchor should give proper introduction to this couple. Throughout this 12 mnts of interview we the readers can't reach any conclusion that who he is? Also interview is in bad taste- bad Odia accent, etc.what is the credit in this type of 'love' marriage, is it a milestone type? Who is this girl.? Anchor should update n enough trained herself to cover all these aspect. Any contribution of Sarojbhai to Odisha in field of art/culture? All question arising out of this.

  • @bkking8260
    @bkking8260 Год назад +2

    I also love you my... Jaan,,, Reporter Mam ❤

  • @prasantapradhan6421
    @prasantapradhan6421 Год назад +3

    Love you bro