ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ଅବସରରେ ଶ୍ରୀଜୀଉଙ୍କ କୃଷ୍ଣ-ବଳରାମ ବେଶ

Поделиться
HTML-код
  • Опубликовано: 20 сен 2024
  • ଜନ୍ମାଷ୍ଟମୀ ଉତ୍ତାରୁ କୃଷ୍ଣ ଲୀଳା ବା ଗୋପ ଲୀଳା କ୍ରମରେ ଶ୍ରୀ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ।
    ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ବଣଭୋଜି ବେଶ, ଏକାଦଶୀରେ କାଳୀୟ ଦଳନ ବେଶ, ଦ୍ଵାଦଶୀରେ ପ୍ରଳମ୍ବାସୁର ବଦ୍ଧ ବେଶ ଏବଂ ତ୍ରୟୋଦଶୀରେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୁଏ।
    ପୂର୍ବରୁ ତ୍ରୟୋଦଶୀ ଦିନ ଗିରି ଗୋବର୍ଦ୍ଧନ ବେଶ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ କାରଣରୁ ଏବେ ତାହା ହୋଇପାରୁନାହିଁ ତେଣୁ ଗିରି ଗୋବର୍ଦ୍ଧନ ବେଶ ବଦଳରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେଉଛି। ଏହି ବେଶ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ଡସାହିର ଜମିଦାର ଜଗନ୍ନାଥ ମିଶ୍ରଙ୍କ ଦ୍ୱାରା କରାଯାଇଛି ବୋଲି ଶ୍ରୀମନ୍ଦିର ସତ୍ତ୍ୱଲିପିରୁ ସୂଚନା ମିଳେ।
    ଏଇ ବେଶ ଦ୍ଵାପର ଯୁଗରୁ ଦୁଇ ଭାଇଙ୍କ ପବିତ୍ର ପ୍ରେମ, ନିବିଡ ଏକାତ୍ମତାର ଗାଥା ବହନ କରେ।
    ରାମ-କୃଷ୍ଣ ବେନି ଭାଇ ଗୋ,
    ଦୁହେଁ ଦୁହିଁଙ୍କୁ ତୋରା।
    ରଙ୍ଗେ ନାଚି ଆସୁଥାନ୍ତି ଗୋ,
    ଯେହ୍ନେ ଗଗନ ତାରା।
    Back Ground Song- କଳା କଳେବର କହ୍ନାଇ
    ଗୀତ - ଭକ୍ତ ଦାସ
    କଣ୍ଠ - ଶ୍ରୀ ରବୀନ୍ଦ୍ର ମହାପାତ୍ର
    ଚଳଚ୍ଚିତ୍ର ସଂଯୋଜନା - ‪@thehimalayanadventure8454‬
    #jagannathpuri #jayjagannath #ଜଗନ୍ନାଥ #ଜୟଜଗନ୍ନାଥ #ଜଗନ୍ନାଥପୁରୀ #ପୁରୀ #ଶ୍ରୀମନ୍ଦିର
    #ଜୟଜଗନ୍ନାଥ #jayjagannath #jagannathpuri #ଓଡ଼ିଆ #ଓଡ଼ିଶା #ଜଗନ୍ନାଥ #odia #odisha #krishnabalram #krishnabalram❣️

Комментарии • 1

  • @gairikam
    @gairikam День назад

    🙏🙏🙏🙏🙏