mora Oct 1 re subhadra status : field verification pending. Oct 7 re status: under process. Oct 11 re status: Field verification pending. Kete sundar jojana. No Ration card -- No Subhadra money
राशन कार्ड वालों को ही सुभद्रा योजना का लाभ मिल रहा है दो बार दिया गया मगर जिसका राशन कार्ड नहीं उसे नहीं मिला है अभी तक जिन लोगों ने प्रथम आवेदन किया था उन लोगों को कब मिलेगा जिसका राशन कार्ड नहीं है सरकार से निवेदन है उसका विचार कीजिए जय जगन्नाथ🙏
Govt. Is not transfering money to eligible applicants of Subhadra Yojana in prpper order, that means not serially. Recent applicanta have received their money whereas earlier applicants are didn't.
Why portal is not accessible to every people or govt should take step to clarify the people for what reason they don't receive money irrespective of fulfilling elibility and doing necessary steps..
ପ୍ରଭାତୀ ମାଡ଼ାମ୍ ଙ୍କର ଖାଲି ସବୁ ସୂଚନା ଗୋଡାକ ବଡ ଆଉ କିଛି ନୁହେଁ
ଠିକ କହିଲ
Mari gale deba ki
ଆପଣ ଆଗରୁ କହିଲେନି ଯେଉଁମାନଙ୍କର ରାସନ କାର୍ଡ ଅଛି କେବଳ ସେଇମାନେ ଟଙ୍କା ପାଇବେ , ଏମିତି ଅନେକ ମହିଳା ଅଛନ୍ତି ଯିଏ ପ୍ରକୃତରେ ଗରିବ କିନ୍ତୁ ତାଙ୍କର ରାସନ କାର୍ଡ ନାହିଁ. ସେମାନେ କଣ କରିବେ.
ସମସ୍ତ ମହିଳା ୨୧- ୬୦ ବର୍ଷ ମଧ୍ୟରେ ଥିବା ମହିଳା ପାଇବେ ବୋଲି କହିଥିଲେ ଆଉ ବର୍ତ୍ତମାନ ଆଉ ଗୋଟିଏ କଥା , ଓଡ଼ିଶା ବାସୀ ଚେତିଲେ ବିନା ରାସନ୍ କାର୍ଡ ବାଲା ସୁଭଦ୍ରା ନ ମିଳୁ ଆଉ ଭୋଟ ବି ମିଳିବନି bjp
Rasan card re na na thile padibani ki subhadra paisa
Nahii
Se ration card dekhiki nuha BJP party ra member ki nuha dekhiki douchhanti bodhe....seithi pain ete natak karuchhanti....
ପ୍ରଥମେ ପ୍ରକୃତ ହିତାଧିକାରୀ ଙ୍କୁ ରାସନ କାର୍ଡ କରେଇ ଦିଅନ୍ତୁ। ଯେଉଁମାନେ ରାସନ କାର୍ଡ ପାଇଁ ପ୍ରକୃତରେ eligible
Madam , ମ୍ପୁ ୧୪ତାରିଖରେ apply କରିଥିଲି. କିନ୍ତୁ ଏ ପର୍ଯ୍ୟନ୍ତ ପାଇନାହିଁ . ଖାଲି ମିଛ ପ୍ରତିଶୃତି
ରାଇଟ
ନପାଇବାର କାରଣ ଟା କଣ ? ସୁଭଦ୍ରା customer care service centre ସହିତ ବୁଝି ନିହନ୍ତୁ ପରବର୍ତ୍ତୀ ପଦକ୍ଷେପ ନେଇ ପାରିବେ
Kahinki micha kahucha pravati madam
Dbt link karantu
Amar 10 September re apply kari thilu but asini
ଏଥର କାହାର ବି ଆସିନାହଁ
Moro aasichi
Asi che
Asichi
Mora asichhi
Asini madam
ଯେଉଁମାନେ ପ୍ରକୃତରେ ରାସନ କାର୍ଡ ପାଇଁ eligible ପ୍ରଥମେ ସେମାନଙ୍କୁ ରାସନ କାର୍ଡ ଯୋଗେଇ ଦିଅନ୍ତୁ। ଏ ସାମାନ୍ୟ କାମ ତ କରିପାରୁନା। ଖାଲି ସୁଭଦ୍ରା ଯୋଜନା ନାଁ ରେ ଲୋକ ମାନଙ୍କ imotion ସହିତ ଖେଳନ୍ତୁ ନାହିଁ। ଯଦି BJP ସରକାର ର ପାରିବା ପଣିଆ ଅଛି ତାହେଲେ ପ୍ରଥମେ ration Card ବିଷୟରେ ଚିନ୍ତା କରନ୍ତୁ
Right
ଧନି କୁ ଟଙ୍କା ଦେଉଛ ଗରିବ ଲୋକଙ୍କୁ ଲାଥ ମାରୁ ଛ
Ta gandimaruchi
R8
@@liladibanua3764 right
Right 👍
Right mo account re pura khali Paisa asini kichhi nahi
ମୁଁ ସେପ୍ଟେମ୍ବର 11 ରେ ଆବେଦନ କରିଥିଲି ସରକାର ଙ୍କ ସବୁ ନିୟମ ଅନୁସାରେ ମୁଁ ଯୋଗ୍ୟ, କିନ୍ତୁ ମୋର ରାସନ କାର୍ଡ ନାହିଁ. ଆପଣମାନେ ରାସନ କାର୍ଡ ଲୋକଙ୍କୁ କେବଳ ଦେଉଛନ୍ତି. ଯେଉଁମାନେ ଅଳ୍ପ ରୋଜଗାର କରୁଛନ୍ତି କିନ୍ତୁ ରାସନ କାର୍ଡ ନାହିଁ ସେମାନଙ୍କୁ କଣ ଟଙ୍କା ମିଳିବନି.
No
Madam more asini
@@santilatatripathy7375 nahii
@@santilatatripathy7375 keve miliba k jane
Same problem
ଆମର ରାସନ୍ କାର୍ଡ,ଜବ୍ କାର୍ଡ, ନିର୍ମାଣ ଶ୍ରମିକ କାର୍ଡ, ସବୁ କାର୍ଡ ଅଛି। Sep.10 ରେ ଆବେଦନ କରିଥିଲୁ ଏ ପର୍ଯ୍ୟନ୍ତ 1 ଟଙ୍କା ବି ଆସିନାହିଁ । ଆବେଦନ success ହୋଇଛି। ଆଧାର, ଏକାଉଣ୍ଟ୍, ଡିବିଟି ସବୁ ଠିକ୍ ଅଛି । କେଉଁ ମାନଙ୍କୁ ଦିଆଯାଉଛି କିଛି ଜଣା ପଡୁନାହିଁ ।
Sm problem bro😥
DBT link karantu
O account jaumane kholichanti semananka account ku jauchi
ଯେଉଁ ମାନଙ୍କର ରାସନ କାର୍ଡ ନାହିଁ l ତାଙ୍କର ଆସିନି l ସରକାର ଙ୍କର first କାମ ଯେଉଁ ମାନଙ୍କର ରାସନ କାର୍ଡ ନାହିଁ ତାଙ୍କୁ ପ୍ରଥମେ ନୂଆ ରାସନ କାର୍ଡ ଦିଅ l ତାପରେ subhadra yojna କଥା ଚିନ୍ତା କରିବ l
Ek number katha kahila dada
Right mun 1st kisti 8 din purbaru apply karichi but mora ejae bi milini mora ration card nahin
ସରକାର ଭୁଆଁ ବୁଲାଇବା ରେ ଲାଗିଛି
Madam mu Sept 12 Apply karitili ପଇସା ଆସିନାହିଁ
Mu sep 9 re karithili hele mor asini
@@gayatrebhuyan7918 same
Mu bhai 11 re karithili painahi
60 lakh Nuhen 60,000 ku b jai na thiba jahaku pachari le ta moro asini Kanhu chanti
Right ea sabu nataka😅
Mo ra bi asini
ଆମେ ଫାଷ୍ଟ ଫେଜ ରେ ପକେଇଥିଲୁ ଆଜି ଯାଏ ଆସିନି ଆମର ରାସନ କାର୍ଡ ବି ନାହିଁ
mora Oct 1 re subhadra status : field verification pending. Oct 7 re status: under process. Oct 11 re status: Field verification pending. Kete sundar jojana. No Ration card -- No Subhadra money
ଆମ ଗରିବଙ୍କ ନାଁରେ ବିଜେପି ବାଲା ନେତାମାନେ କୋଟି କୋଟି ଟଙ୍କା ଖାଇ ଗଲେଣି ବିଜେପି କେନ୍ଦ୍ର ନେତାମାନେ
Mu sept 10 re pakeithili.otp re kintu Mora e jae asini
@@shibanijena9375 ଠିକ୍ ଅଛି ଧନ୍ୟବାଦ କିନ୍ତୁ ମୋତେ ଯୋଗାଯୋଗ ନିଶ୍ଚିନ୍ତ କରନ୍ତୁ ନିଜର ସମସ୍ୟାର ସମାଧାନ ଲାଗି ଯଦି କିଛି ଅସୁବିଧା ରହିଛି
ପ୍ରଭାତୀ ଅପା ସବୁ ଠିକ ଅଛି ହେଲେ ମିଳିନାହିଁ
କାହିଁକି ଏତେ ମିଛ ପ୍ରତିଶ୍ରୁତି ଦେଇଛନ୍ତି ଏହା ସବୁ ମିଛ madam ଲୋକଙ୍କୁ ଭୂଆ ବୁଲାନ୍ତୁ ନାହିଁ
ଏମାନେ ଖାଲି ଭାଷଣ ଦିଅନ୍ତି କିନ୍ତୁ କାମୋ ନାହିଁ
ସବୁ ମିଛ ଏତେ ଭଲ ମିଛ ପ୍ରତିଶ୍ରୁତି ଗପୁଛ
ସୁଭଦ୍ରା ଟଙ୍କା ନମିଳିଲେ ଭୋଟ ବି ମିଳିବନି ।
ଏ ସରକାରଙ୍କ ବେକାରିଆ ବକବାସ୍
More ଆସିଗଲା ସୁଭଦ୍ରା ଟଙ୍କା 😊
Aa maku udhar deithibaki
ଗତ ତା : 07/10/24 ରେ ସୁଭଦ୍ରା ସ୍କିମ ର ଏକ ଟଙ୍କା DBT/କ୍ରେଡିଟ ମେସେଜ ଆସିଲା ନାହିଁ , ଆଦ୍ୟ ତା : 09/10/24 ରେ ସନ୍ଧ୍ୟା 5: 40 ମିନିଟରେ 5000/- Govt DBT ପେମେଂଟ ଦୁଇ
ଜଣ ମହିଳା ଙ୍କ ର ମେସେଜ ଆସିଲା ... ଧନ୍ୟବାଦ BJP ସରକାର... ଗରିବ ଶ୍ରେଣୀ ର ସବୁ ମହିଳାଙ୍କୁ ଦିଆଯାଉ..
Madam mora asichi heri thanks ❤❤❤❤
ଗୋଟିଏ ଗୋଟିଏ ପରିବାରର କୌଣସି ଜଣେବି ଏଯାଏ ପାଇଲେନି, ସେମାନେ ଗରିବ ସୀମା ରେଖାତଳେ ଥାଇ ମଧ୍ୟ.
ସୁଭଦ୍ରା ରେ ଆମେ ଦୈଢ କୋଟି ଟଂକା ଦେଲୁଣି। ବାଃ।ଭଲ କଥା। ତେବେ ଏ ମିଛକୁ କିଏ ଦେଖି ଯାଉଛି? ମିଛ ମିଛ ର ବିଜେପି
NPCI କରି ସାରିଛି କିନ୍ତୁ ଏତେ ପର୍ଯ୍ୟନ୍ତ ଆସିନାହିଁ ମୋ ୱାଇଫ ଙ୍କ
ଦେବାର ଅଛି ହେଲେ ସମସ୍ତଙ୍କୁ ଦିଅନ୍ତୁ ଏ କଣ ଗ୍ରୁପ କରିକି ଦେଉଛନ୍ତି
ମିଛ ପ୍ରତି ଶ୍ରୁତି ଦେଉଛନ୍ତି ବିଜେପି ସରକାର୍ କୌଣସି ବି କାମ ରେ ନୁହେଁ
ରାସନକାର୍ଡ ରେ ନାଁ ଥିବା ମହିଳା ମାନଙ୍କ ପାଖକୁ ଯାଇଛି.... ସାଧାରଣ ମହିଳା ପାଇ ନାହାନ୍ତି.. ନିଜେ ନିଜର ଅଞ୍ଚଳରେ ପଚାରୀ ବୁଝନ୍ତୁ
ମୁଁ ୫ତାରିଖରେ ଏପ୍ଲଆଏ କରିଥିଲେ ହେଲେ ଆସିନାହିଁ ଆମେ ପାଇବା ପାଇଁ ଯୋଗ୍ୟ ଅଟୁ । ପ୍ରଭାତି ମଆଡଆମ୍ ମିଛ କହୁଛନ୍
Madam ଆପଣ ପ୍ରକୃତରେ ଗରିବମାନଙ୍କୁ ହଇରାଣ କରୁଛନ୍ତି ମୁଁ handicaped ଉତ୍ତା ପାଉନାହିଁ ଆପଣ ସରକାରକୁ ଭରଷା କରି ଭୋଟ୍ ଦେଇଥିଲି ମୋ ସ୍ତ୍ରୀ କବିତା ପଣ୍ଡା ସୁଭଦ୍ରା ଯୋଜନା ୧୨ତାରିଖରେ ପଞ୍ଜୀକରଣ କରିଥିଲା 2ୟ ପର୍ଯ୍ୟାୟରେ ଟଙ୍କା ଆସିଲା ନାହିଁ ତା ଛଡ଼ା Call Center busy ରହୁଛି ଏଥର ଆପଣ କୁହନ୍ତୁ ଆପଣଙ୍କ ସରକାର କାହାର ? Please keep an eye to the poor
ପ୍ରଥମରୁ କହିଲେନି ଯେ ଯେଉଁମାନଙ୍କର ରାସନ୍ କାର୍ଡ ନାହିଁ ସେମାନେ subhadra ଯୋଜନା apply କରିନଥାନ୍ତେ।ଏଠି ବସି ଖାଲି ମିଛ ଗପ ମାରୁଛ ।subhadra ଯୋଜନା ପରା ଗୋଟିଏ ଥର ଦୁଇ ଥର apply କରି ହେବନି ମାଡାମ ଆପଣ କ'ଣ ଏଠି ବସି ନୂଆ ନିୟମ ସବୁ ଗପି ଲେଣି ନା ନା ଏସବୁ ମୋଟେ ଠିକ୍ ହେଉନି😮
mora rasan card thaiki bi 1tankate bi ashini
ବିନା ଓଟିପିରେ ଯିଏ ସୁଭଦ୍ରା ଫର୍ମ ଆବେଦନ କରିଥିଲେ ବା ଅପ୍ ଲାଇନ ରେ ଆବେଦନ କରିଥିଲେ ସେମାନଙ୍କୁ ଟଙ୍କା ପାଇବେ କି ନାହିଁ?
Apana jouthi form bhari thile sethi jaiki nijara kyc Karri niantu
ଆମର ଦୁଇ ଜଣଙ୍କର ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଟଙ୍କା ପଡ଼ି ନାହିଁ ,😭😂😂😭🤣😂🤣😭🤣😂🤣😂🤣😂🤣😂😭🤣😭🤣😭🤣😂🤣😂🤣😭😭😭😭😂🤣😭😭🤣😂😭🤣
ଖାଲି ମିଛ କଥା ସାଧାରଣ ଲୋକ ଙ୍କୁ ହଇରାଣ କରୁଛନ୍ତି, ଆମେ ୧୨ ତାରିଖରେ ପକେଇକି ବି ଆମେ ପାଇଲୁ ନାହିଁ, ସବୁ ଠିକ୍ ଥାଇକି ବି dbt link achi, ଆଉ ରାସନ୍ card b ଅଛି ସବୁ ଠିକ୍ ଥାଇ ବି ଆମେ ପାଇଲୁନି 😢 ଏ ସରକାର ଚଞ୍ଜ କର ଆମକୁ ନିରାଶ କରୁଛନ୍ତି ଗରିବ ମାନଙ୍କୁ
ଭଲ ଭଲ କଥା କହିଯାନିଛନ୍ତି 😭କାମରେ😘ସୁନୁ
Right
Thank you mam🎉🎉
ସଂପୂର୍ଣ୍ଣ ମିଛ କଥା
ଯୋଉ 60 ଲକ୍ଷ ଲୋକ ପାଇଲେ ସେମାନଙ୍କ ଲିଷ୍ଟ online କର ତେବେ ବିଶ୍ୱାସ ହେବ ମିଛ କୁହନି। ଆଗେ ପକାଇଥିବା ବହୁତ୍ ଲୋକ ପାଇ ନାହାଁନ୍ତି। ମିଛ ଭରସା ଦିଅନା।
Thanks 🙏
Anganwadi re 19 year jai miluchhi au subhadra 21 year pare miluchhi au 20 year pila nku kichhi miluni 😢 Please ai babadare kichhi action niajau
ଆମ୍ବ ଗର୍ବ ଭଲ କଥା ନୁହେଁ । ଆମେ ଦେଇଛୁ ଅର୍ଥ କଣ | ନୀଜ ସମ୍ପତି ବିକ୍ରି କରି ଦେଉଛକି ? ରାଜ୍ୟକୁ ଦାରିଦ୍ରତା ମଧ୍ୟକୁ ଠେଲି ମାଗଣା ବାଣ୍ଟିବା ପରିବର୍ତ୍ତେ ସ୍ୱାବଲମ୍ବନ କରିବା ଶିଖାନ୍ତୁ । ମାଗଣା କୋଢ଼ିଆ କରି ଭୋଟ ରାଜନୀତୀ ଠାରୁ ଦୂରେଇ ରହିବା ପାଇଁଅନୁରୋଧ ।
Mora asini Madam ji🙏
କଥାଶାଣିତହିସାବରେ କହୁଛନ୍ତିପ୍ରଭାତୀପରିଡା ହେଲେଟଙ୍କାଆସୁନାହିଁ
ମୁଁ ଵି ପ୍ରଥମ ରୁ ଆପାଇକରିଥିଲି କିନ୍ତୁ ପଇସା ପାଇନାହିଁ
କରିଥାନ୍ତ ଘର ପିଛା ଜଣ କ୍ନୁ ଦେଇ ଥାନ୍ତ ଭଲ ଏଇ ଥାନ୍ତା. କେତେ ଧାଇଁବେ ମା ମାନେ Bank କୁ. ଆପଣ ମାନେ ପୁଣି ଘର ଘର ଯାଇ money ଦେବେ ବେକାର କଥା.
ସତ ରେ କହୁଛନ୍ତି ଆପଣ 60 lakh ମହିଳା ଙ୍କୁ ଦେଇଚନ୍ତି ଲିଷ୍ଟ୍ ଦେଖନ୍ତୁ
ମୁଁ ସେପ୍ଟେମ୍ବର ୧୨ରେଆବେଦନକରିଥିଲିସୁଭଦା ଆସିନି
ଆରେ ଭାଷଣ ଦେଲେ କଣ ହବ ମାଡାମ ପଇସା କାଇଁ ସୁଭଦ୍ରା ଯୋଜନା ର
ନିରୀହ ଲୋକମାନଙ୍କ ସହିତ କବାଡି କବାଡି ଖେଳୁଛ ବିଜେପି
Thanku madam ❤❤
Thank you 👍 madam
ଆରେ ମୋର ଭାଇ ଭୋଉଣୀ ମାନେ ତମ ମେସେଜ୍ ପଢି ପଢି ଥକି ଗଲିଣି ।।। ମୁଁ କଣ ଲେଖିଵି ମୁଁ କିଛି ଜାଣିପାରୁନି।।। ମୋର ଵି ଆସିନି ।।।
ରାସନ କାର୍ଡ ଧାରୀ ମାନେ ସୁଭଦ୍ରା ଟଙ୍କା ଦେବାକୁ କହିଥିଲେ କିନ୍ତୁ ଏତେଵେଳ ପର୍ଯ୍ୟନ୍ତ ଟଙ୍କା ଆସି ନାହଁ
ରୁଣ କରି ଶୁଭଦ୍ରା ଯୋଜନା ରେ ଟଙ୍କା ବାଣ୍ଟିବା କ'ଣ ଦରକାର
Asa epali panchayat election re vote naba
Madam mora asichi 1kisti thanks 😊😊😊❤❤❤
Mu 9 9 2024 re apply karidhili Mora tanka asini kintu apana kahuchanti agaru jeun mane apply karidhile ame semananku tanka deichu kemiti
08/09/2024 ରେ ଅନଲାଇନ କରି ଥିବା ମହିଳା ମାନଙ୍କୁ ଏ ପର୍ଯ୍ୟନ୍ତ ତାଙ୍କ ଖାତା ରେ ଟଙ୍କା ପଡି ନାହିଁ
Mor asichi mu bohut khusi😊🎉
୧୦, ତାରିଖରେ ଆଫ୍ଲାଲାଇ କରିଥୀଲୁ ଏ ପର୍ଯ୍ୟନ୍ତ ଆସିନାହି ମାଲକାନଗିରି ଜିଲ୍ଲା ବାଲିମେଳା
राशन कार्ड वालों को ही सुभद्रा योजना का लाभ मिल रहा है दो बार दिया गया मगर जिसका राशन कार्ड नहीं उसे नहीं मिला है अभी तक जिन लोगों ने प्रथम आवेदन किया था उन लोगों को कब मिलेगा जिसका राशन कार्ड नहीं है सरकार से निवेदन है उसका विचार कीजिए जय जगन्नाथ🙏
କାହାର OTP ପାଇଁ problem ନ ଥିଲା ତମେ ହିଁ ନିୟମ କରିଥିଲେ ମାଡାମ। ଏଇଟା ଗୋଟେ ନଦେବା ବାହାନା। 60ଲକ୍ଷ ନହେଇଥିବ ମାଡାମ ହଜାର ହେଇଥିବ।
ମୁଁ 12 sep ତାରିଖ ରୁ apply କରିଛି ଏବେ ବି ପାଇ ନି ସବୁ ଠିକ ଥାଇ କଣ କରିବି
Madam jou manankar asijaichi semane bahut khusi achhanti
Mu 11septembar re apply karichi hele asini madam
ଲାଇନ୍ ବିଲ କେବେ 300 ୟୁନିଟ୍ ଦବ
ସବୁ ମିଛୁ ....ଏଥର କାହାରି ପାଖକୁ ଆସିନାହୀ
Kete Sundar michha bah bah
Samastanku debu puni eligible ku debu, eligible ra criteria kn
ସୁଭଦ୍ରା ଲତମାତ୍ମରର
Amaku milila thanks madam
Good ❤
ମୁଁ 12ତା ରି ଖରେ apply Kari tili he ମର ଇଣ୍ଡିଆ ପୋଷ୍ଟ bank
Super.michua.madam
Madam namaskar mor asichi thank you
Dbt link Thai aasilani
ଖାଲି ମିଛ କହୁଛନ୍ତି
Perfect eligibility tike again declared karibeki ? Because form re thiba eligibility sufficient nuhein .
Madam mu September 14 re pakethili mora sabu kichhi thikii achhi hale tanka asini kn pain
Madam Mora account dbt link achhi but account ku tanka asini ..mu last 10 /9/24 ru aji 9/10/24 heigala
1cr50L registration ହେଲା କିନ୍ତୁ ୟେ ବୁଢୀମା କହିଲେ 1cr60L କୁ ଦେଇ ଏହା କିପରି ସମ୍ଭବ
Tq mam mor assichi paisa bahut khusi mam
ମୁଁ ତୋଷବନ୍ତି ସାହୁ ପଦ୍ମପୁର ବରିକେଲ ଗ୍ରାମ ପଞ୍ଚାୟତ ଚାରପାଳି ଗ୍ରାମର ଝିଅ ଅଟେ ହେଲେ ମୋର ସବୁ ଠିକ ଅଛି ହେଲେ ସୁବାଦ୍ରା ଯୋଜନା ମିଳିଲା ନି
ଅଗ ଅନଲାଇନ କରି ଥିବା ଲୋକ ର ପଇସା ଆସିନି 😢😢
Bala jojana
👍👍👍👍👍
Thank u aasila
Govt. Is not transfering money to eligible applicants of Subhadra Yojana in prpper order, that means not serially.
Recent applicanta have received their money whereas earlier applicants are didn't.
Mora asila🎉
ଯୁଗିଅ @ ଯୁଗିଅ ନାହାନ୍ତି କଣ କରିବେ Vote Times
Madam anganbad crc membar paibe eakemitika nyaya upamukhyamantri
Bala jogana
Thik kahuchha khali bada bada katha
Mu 12 tarikha karithili asini jia pachhare karichhi Tara asichhi
12ରେ କରି ଥିଲି ହେଲେ 9 ତାରିଖ ସବୁଠିକ ଥାଇ ମଧ୍ଯ ରାତିହେଲା ତଥାପି ଆସିଲା ନାହିଁ କିନ୍ତୁ ଦୁଃଖର କଥାଯେ ଭାରି ଦୁଃଖିତ
ଆମର ଆସିନି ସେପ୍ଟେମ୍ୱର ୧୧ରେ ଆପଲାଇ କରିଥିଲୁ।
ସରକାର ସଠିକ ଭାବରେ ଟଙ୍କା ପଠାଉ ନାହାନ୍ତି
ମୁ, ସେପ୍ଟେମ୍ବର 11ରେ,ଆବେଦନ,କରିଥିଲି,ପଇସା, ପାଇନାହିଁ ଆମ୍ବେପୁଣି,ଭୁମିହିନ
Madam Amar sept 8 re apply karichhu asinahi
Mu sep 9 re apply karithili hele 2nd time bi mahila mana nku Paisa milichi hele Mora sabu thik achi hele e parjyanta mate milini.
Ete michha dunia re au kehi kahunanthibe 8 re apply kari otp base re success thila puni pura gariba lokotara mu neiki pakeithili tara ejae asini
Kou date deleni kuhantu madam ame first page ru apply karichu
Why portal is not accessible to every people or govt should take step to clarify the people for what reason they don't receive money irrespective of fulfilling elibility and doing necessary steps..