Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଓଡ଼ିଶା ବାସି କାହିଁକି bjd କୁ ବିଦାୟ ଦେଲେ କୁହନ୍ତୁ ଯଦି ପ୍ରକୁତ ରେ ଆପଣ ଜ୍ଞାନୀ
କାହିଁକି ନା ଲୋକେ ଦେଖିବାକୁ ଚାହିଁଲେ ୟେ ବିଜେପି ଵାଲା ସରକାର କୁ ଆସିଲେ ବହୁତ କିଛି ଛିଡେଇ ପକେଇବ। କିନ୍ତୁ ଏବେ ଲୋକେ ଜାଣିଗଲେଣି ବିଜେପି ସରକାର କେବଳ ରିମୋର୍ଟ ମୁଡା ସରକାର। ଇଆ ବ୍ୟତୀତ ଆଉ କିଛି କରିବାର କ୍ଷମତା ନାହିଁ ଏ ବିଜେପି ଜୁମଲା ମାନଙ୍କର, 😏😅
ସୁଲତାନ ମାଡାମ ଆପଣ ଏତେ ବକ ବକ ହେବାର କାରଣ କଣ? ଆପଣଙ୍କ ପରିଚୟ କିଛି ନାହିଁ। ଆପଣଙ୍କ ପରିଚୟ ପରା ସଙ୍କଟରେ। ଲଜ୍ଜା ଲାଗିବା କଥା।
Ete gapana nabin sir nka pnai tame banchithila ebe tamar stana kouthi
ମାଡାମ 2029ରେ ବିଜେଡି ଆପଣକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବେ.
କାଇଁ ମିଛ କଥା କହୁଛ କହିଲ
Madam
ନିଜ ଦଳ ରୁ ଡେଲି ନେତା ବିଜେପି କୁ ଯାଉଛନ୍ତି, ସେ ବାବଦ ରେ ଆତ୍ମ ଚିନ୍ତନ କର
ସ୍ୱାର୍ଥ ପୂରଣ ହେଉନାହିଁ ସେଥିପାଇଁ ଏ କରୁଣ ଚିତ୍କାର
ତମ ସମୟ ରେ ଯାହା ହେଇଥିଲା ସେ ବିଷୟରେ କେବେ କାହିଁ କହି ନଥିଲେ ତ୍ ସେତେ ବେଳେ କାଉଠି ଥିଲ ନିଜକୁ ଥରେ ପଚାର
ତାଙ୍କ ସମୟରେ ଯାହା ହେଉ ନ ହେଉ ତମେ ଗାଉଥିଲ । ତୁମ ସମୟରେ ହେଉଛି କାହିଁକି ? ତାହେଲେ ତୁମେ ଅlସିକି ଲାଭ କଣ ହେଲା ?
Right madam ❤
ପଥ ଭ୍ରଷ୍ଟ ମହିଳା 😂😂😂😂
BJD କାହିଁକି ହାରିଲା ସେବିଷୟରେ କିଛି କୁହ କାହିଁକି ଗବ ଗଵ ହେଉଛୁ
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ 😡
@@reetap4008😂😂😂
😂😂😂😂@@reetap4008
ଘରବୁଡ଼ି ପାଣି ଆଂଥୁଏ ହେଲାଣି ଗୁଣ ଗାଉଛି ଝାଡ଼ଖନ୍ଦ।ର
ତୁମଭଳି ନିର୍ଲଜ ନେତ୍ରୀ ଓଡ଼ିଶାରେ ବିରଳ. ମିଛ କହିବାରେ ମାହିର ତୁମେ. ତମଭଳି ନେତ୍ରୀଙ୍କ ଯୋଗୁଁ ବିଜେଡି ହାରିଲା. ରତ୍ନଭଣ୍ଡାର ବିଷୟରେ ଯେଉଁ ମିଛ ବଖାଣୁ ଥିଲ, ତାହା ସମସ୍ତଙ୍କୁ ଜଣା
ନିର୍ଲଜ ବିଜେପି ।
Ratna bhandar chabi kholi pandian sabu nei Tamil Nadu paleithila ba taku dharuna Khali chodi hele kan haba
ନିର୍ଲଜ୍ଜ ବିଜେଡି😂@@BibhutiDalei-hz7xs
You are right
Thanks very good madam
ବିଜେଡି କାହିଁକି ହାରିଲା ସେବିଷୟ କହୁନୁ
ପାଠ ପଢ ବୟସ ହୋଇନି ବୁଝିବାକୁ
@@reetap400825 ବର୍ଷ ଚ୍ଚି ବମ୍ ପଡିଲା ?
ବିଜେପି, କୁ, ପଚାର, ଓଡିଶାରେ, ସାଢେ ୪କୋଟି, ଭୋଟର, ଛାଡିଦେଲେ, ଅଧିକ, ୫କୋଟି, ଭୋଟ, କେମିତୀ, ଆସିଲା, EVM ରୁ, ଭୋଟ, ଚୋରି, ଓଡିଶାରେ, ସରକାର, କଲା, ଚୋର, ବିଜେପ୍, ବୁଝିଲୁ, କି, ଜାଇକି, ପଚାର
ଲାଜ ନାହିକି, ସରମ ନାହିଁ, କାହିକି ଏ ଭାଷଣ।।।।।।ଦଳ ତ 2029 ବେଳକୁ ବିଜେପି ରେ ଲିନ ହେଇ ଯାଇଥିବ।
ବିଜେଡି ଦଳ ଖାଲି ଭଟ ହାତେଇବ। ଐତିହାସିକ କୁ ଲୁଟ୍ କରିବା ଛଡା ଆଉ କିଛି ନାଇଁ ।
Hn paa aadani ku lageiki loothaba aau last ku sabokhaideithiba
ଲୁଟିଛି, ବିଜେଡି, ନୁହଁ, ଲୁଟିଛି, ବିଜେପି,
Madam,many many thanks to you for your true information ❤❤
Thank You Madam
ମହାଶୟ ଆପଣ ଙ୍କ ମୁହଁକୁ ଲଜ୍ୟା ନାହିଁ କେବଳ ବେଲଜ୍ୟ ଭଳି କଥା କହୁଛି
Thanks you sulota mom
ଧନ୍ୟବାଦ ମେମ
ଧନ୍ୟବାଦ ମେଡମ
ଆସିଗଲା ଯାତ୍ରାବାଲି କହ କଣ କହୁଛୁ କହ।
ଆପଣ କେବେ ବେପାରୀ ପାର୍ଟି କୁ ଆସୁଛନ୍ତି ଓଡ଼ିଶା ବାସି ଅପେକ୍ଷା କରିଛନ୍ତି
ସତ କୁ ସାମ୍ନା କରିବାକୁ ସାହସ ରଖ ଗୋବର ମୁଣ୍ଡା
Bepari ra bepara budi budi asuchhi...
Jay Jagannath 🙏 jay BJD ❤ Jay Navin sir ❤☺️🙏
ମୁର୍ଖ ଭଳି ବାହାର ଘର ଝାଡ଼ଖଣ୍ଡ ର କାହିଁକି ଗୁଣଗାନ କରୁଛନ୍ତି , ନିଜ ଘର ଓଡ଼ିଶା କଥା ଚିନ୍ତା କରନ୍ତୁ
ସାବାସ
Jay nabeen pattnaik
ଯିଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସେ bjp ର ହେବେ. ଆପଣ କଅଣ ଭାବୁଛନ୍ତି bjd ର ମୁଖ୍ୟମନ୍ତ୍ରୀ ହେବେ? ସ୍ବପ୍ନ ଦେଖିଵା ଭୁଲିଯାଆନ୍ତୁ. ଓଡିଶା କୁ ଯେତିକି ଖୋଳ କରିଛ, ଲୋକ ଭୁଲିନାହାନ୍ତି.
ଧନ୍ୟବାଦ ସୁଲତା ମେଡମ୍ , ନମସ୍କାର ମେମ
Sulata deo ji , jhadu re mariba thu adhika hoigala , Mahuli pari bahut hard....
Very good mam ❤❤❤
ଆପଣଙ୍କ ଚଲାପଥ କୁସୁମିତ ହେଉ... 💐
ଧନ୍ୟବାଦ ମାଡାମ 🙏🙏🙏
ଆପଣ ତ ଝାଡଖଣ୍ଡ ରେ BJP କଣ ପାଇଁ ହାରିଲା ତା ବିଷୟରେ ତ ବଖାଣୁଛ ତାହା ହେଲେ ଓଡ଼ିଶା ରେ BJD କଣ ପାଇଁ ହାରିଲା ତାର କାରଣ ଟା ଟିକେ କହୁନ ମାଡାମ୍.
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ
Bahut badhi bhauni and Thenk you ♥️♥️♥️♥️♥️♥️⚘
🌹ଜୟ ଜଗନ୍ନାଥ ଜୟ ନବୀନ ବାବୁ ଜୟ 🌹
👍🏻👍🏻👍🏻👍🏻👍🏻👍🏻
Maharastra ଓ Jharkhand ର result ଆସିବ ବୋଲି କଣ ଜାଣି ନଥିଲ... Topic ସେ ଅନୁଯାୟୀ ରଖିଲନି... ଏତିକି ପୂର୍ବଜ୍ଞାନ ନାହିଁ... ଧନ୍ୟ ତୁମ ପୂର୍ବାନୁମାନ ଜ୍ଞାନ କୁ........
୨୦୨୯ ରେ ସାରା ଦେଶରୁ BJP ଝୋଲା ଧରିକି ବିଦା ହେବ। ଦେଶକୁ ତ ଆଦନିକୁ ବିକି ସାରିଲାଣି, ଆମେରିକା ରେ ଆଦନି ହାତରେ ହାଣ୍ଡକପ୍ ପଡ଼ିଲାଣି ଆଦାନୀ ବର୍ବଦ୍ ହେଲେ ମୋଦିଙ୍କ ବେଳା ଖରାପ ପଡ଼ିବ।
ମ୍ୟାଡ଼ାମ ବୋହୁତ ବୋହୁତ ଧନ୍ୟବାଦ
❤ BJD'S Middle pillar of Rajya sabha ❤
Very good criticism strong explanation.
You are correct madam
We are with you Didi... Lage Raho 🙏
Right statements thanks to madam❤
ଆପଣ ନିସା ମଲ୍ଲିକ & ମହାରଣାଙ୍କ ସଙ୍ଗେ ସଙ୍ଗାତ ବସନ୍ତୁ
Right 😂
Jaha heu Appa BJP party r gute bhala pracharak te hei parichhanti.ta pare Ama priya neta dharmendra pradhan nku muku bhai boli jani parichhanti.ki boli Apanku dhanyabad debi bujhi parunahi.
ସମସ୍ତ ଙ୍କୁ ସୁଯୋଗ ଦିଆଯାଉ , ଇର୍ଷା କରନ୍ତୁ ନାହିଁ
ସବୁ ତ ସେଇ EVM ଖେଳ ଆଉ,,,,,🎉🎉
ଏବେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ମୋହନ ମାଝୀ ଦେଇଦେବ ତୁ ମୁଖ୍ୟମନ୍ତ୍ରୀ ହେଲେ କଣ କରିବୁ ଟିକେ କହ ତତେ ଟିକିଏ ଲାଜ ଲାଗୁନାହିଁ
You are fine
Jindabad
Very good sulata. Màdam
ଆମ ଗାଁ ନାଚଣା ବାଲା ତୁମଠାରୁ ଭଲ ଜ୍ଞାନୀ ଅପା ତୁମେ କହୁଥିଲ ଅପର ହାଉସର ଲୋକ
ସେବା କରନ୍ତୁ , କାହାକୁ ଇର୍ଷା କରନ୍ତୁ ନାହିଁ
Very nice massage
ଜୟ ନବୀନ ଜୟ ଓଡ଼ିଶା ଜୟ ବି ଜେ ଡି
ଆଦାନୀ ବିକି ଦେବା Bjpsarakkar
I praise you for your presentation
Jay Jagannath
Madam ମତେ ଟିକେ ଦେବେ କି,ବହୁତ୍ ମନ ଲାଗୁଛି
25 ବର୍ଷ ହେଲା ମାରିଥୁଲୁ. ଆଜି ଉଠିକି ଆସିଲୁ
ଏହି, ମାଗିଆ, ବିଦେପିର, ଅଇ ଠା ଖିଆ, କୁକୁର, ଏହି, ଗୋବର, ମୁଣ୍ଡ କୁ, କଣ, ଜଣା, ମୁଖॆ, ମାଝି, ଜେମିତିକି, ଏହି, ମୁଖॆ, ସେମିତୀ
ତୁମେ, ଜାହା, କହୁଛ, ସବୁ, ଠିକ୍, କଥା
Good didi
Excellent narration.
ମୋହନ ଯିବେ ଧର୍ମେନ୍ଦ୍ର ଆସିବେ ଏ ଦାୟିତ୍ଵ ସୁଲତା ଙ୍କୁ ଦିଆ ଯାଇଛି କି ଓଡ଼ିଶାରେ ବିଜେଡି ଅବସ୍ଥା ସାଙ୍ଘାତିକ ହେଲାଣି ତୁମେ ବିଜେଡି କଥା ବୁଝିଲେ ଭଲ ହେବ
ଡକାୟତ କହୁଛି ଡକାୟତ ର କାହାଣୀ
Good job madam 👍👍👍👍👍👍👍
A ଲୋକଟାକୁ ଜ୍ଞାନ ପୀଠ ପୁରସ୍କାର ମିଳିବ. ପାଗଳ ହେଇଗଲାଣି.
ନିଜକୁ ଦେଖନ୍ତୁ. ତର୍ଜମା କରନ୍ତୁ, ସଂଶୋଧନ କରନ୍ତୁ, ନବୀନ ସାର 24ବର୍ଷ ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ଓଡ଼ିଆ କହିପାରନ୍ତି ନାହିଁ, କିନ୍ତୁ ଅଣଓଡ଼ିଆ ହୋଇ ପାଇଁ PM ମହୋଦୟ ଓଡିଶା ପର୍ବ ଉତ୍ସବ, ଦିଲ୍ଲୀ ରେ କିପରି ଓଡ଼ିଆ ରେ କହିଗଲେ, ଏହା କି ପ୍ରକାର ଅସ୍ମିତା,
ନାନୀ, ଗପ ସିରିଏଲ ଗୋଟେ ତିଆରି କଲେ କି, ଯାହା ହେଉ ଏତେଦିନ ପରେ ସାମ୍ବାଦିକ ମାନଙ୍କୁ ସାମ୍ନା କଲେ କଣ ହେବ, ଜାହାଜରେ ପାଣି ପଶିଲାଣୀ, ନିଶ୍ଚିତ ବୁଡିବ
ତୁ କଣ କହିବୁ,ତୁ କଉ ଗାଈର ଗୋବର ଟିକେ କହିଲୁ ଆମେ କଣ ଜାଣିନୁ ତୁ କହିବୁ ଆମେ ଶୁଣିବୁ,
ଗାଉଁଲି କଳିହୁଡି ଭଳି କାହିଁକି ହୋଉଛୁ ? ଗୋଟିଏ ନେତ୍ରୀର ସାମାନ୍ୟ ଲକ୍ଷଣ ତ ଦେଖାଯାଉନି ।
Excellent
It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur akh
ମାଡି ଚାଲ
Verygood
Thankyou madam
ମାଡାମ ଙ୍କର ରାଜନୀତି ଜଣା ନାହିଁ. ଏ ଅସହିଷ୍ଣୁତା ର ସଫଳ ରୂପାୟନ. ତୁମ ସମୟରେ ଆମ୍ବ ଟାକୁଆ ବି ଖାଉଥିଲେ, ସେତେବେଳେ କେଉଁଠି ଥିଲ. ଖାଲି ଆଦିବାସୀ କହି ଥକିପଡିବ କିନ୍ତୁ ଆଉ ସରକାର ରେ ଆସିପାରିବ ନାହିଁ. ଲେନିନ ମହାନ୍ତି ଙ୍କ ସାଙ୍ଗରେ ଧରି ଚାଲ.
ତୁ ଡ୍ୟାସ କହିବୁ
ଆପଣ ଜଣେ ଦେଶ ଦ୍ରୋହୀ ଅସାମାଜିକ ମହିଳା।
Thank you didi
Bilkul
Correct information 👌
🙏🙏🙏🙏
Madam is correct.and courageous.thanks madan salute.
Thnk you mam hi dencer very good👍🌹❤👍 👌🏾👌🏾👌🏾👌🏾👌🏾👌🏾👌🏾👍🏽🇬🇶👍🏽
Jay. Bjd
ସତ କଥା ହେଲା ଇଏ ପାଗିଳି ହୋଇଗଲାଣି କଣ ଗପୁଛି ନିଜେ ଜାଣି ପାରୁ ନାହିଁ
Mam right
ସୁଲତା ଦେଓ ବହୁତ ଚାଲାକ ସାହସୀନୀ!ନେତୃତ୍ୱ ନେବାର ଦକ୍ଷତା ଅଛି! ଟିକେ ନମ୍ର ହେଲେ ଭଲ ହୁଅନ୍ତା!
Namaste
Right.
Right
Very good... don't fear madam!
ପାଗଳ ର ପ୍ରଳାପ।
ALL THE BEST DEAR RESPECTED MADAM FOR FOR YOUR BOLD STATEMENT 🙏
Good job 👍🙏💓💐🌹
ଧର୍ମେନ୍ଦ୍ର କୁଷ୍ଠ ରୋଗୀ
O.k
Valueless conversation
Foot be andh bhakt 😠
ଓଡ଼ିଶା ବାସି କାହିଁକି bjd କୁ ବିଦାୟ ଦେଲେ କୁହନ୍ତୁ ଯଦି ପ୍ରକୁତ ରେ ଆପଣ ଜ୍ଞାନୀ
କାହିଁକି ନା ଲୋକେ ଦେଖିବାକୁ ଚାହିଁଲେ ୟେ ବିଜେପି ଵାଲା ସରକାର କୁ ଆସିଲେ ବହୁତ କିଛି ଛିଡେଇ ପକେଇବ। କିନ୍ତୁ ଏବେ ଲୋକେ ଜାଣିଗଲେଣି ବିଜେପି ସରକାର କେବଳ ରିମୋର୍ଟ ମୁଡା ସରକାର। ଇଆ ବ୍ୟତୀତ ଆଉ କିଛି କରିବାର କ୍ଷମତା ନାହିଁ ଏ ବିଜେପି ଜୁମଲା ମାନଙ୍କର, 😏😅
ସୁଲତାନ ମାଡାମ ଆପଣ ଏତେ ବକ ବକ ହେବାର କାରଣ କଣ? ଆପଣଙ୍କ ପରିଚୟ କିଛି ନାହିଁ। ଆପଣଙ୍କ ପରିଚୟ ପରା ସଙ୍କଟରେ। ଲଜ୍ଜା ଲାଗିବା କଥା।
Ete gapana nabin sir nka pnai tame banchithila ebe tamar stana kouthi
ମାଡାମ 2029ରେ ବିଜେଡି ଆପଣକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବେ.
କାଇଁ ମିଛ କଥା କହୁଛ କହିଲ
Madam
ନିଜ ଦଳ ରୁ ଡେଲି ନେତା ବିଜେପି କୁ ଯାଉଛନ୍ତି, ସେ ବାବଦ ରେ ଆତ୍ମ ଚିନ୍ତନ କର
ସ୍ୱାର୍ଥ ପୂରଣ ହେଉନାହିଁ ସେଥିପାଇଁ ଏ କରୁଣ ଚିତ୍କାର
ତମ ସମୟ ରେ ଯାହା ହେଇଥିଲା ସେ ବିଷୟରେ କେବେ କାହିଁ କହି ନଥିଲେ ତ୍ ସେତେ ବେଳେ କାଉଠି ଥିଲ ନିଜକୁ ଥରେ ପଚାର
ତାଙ୍କ ସମୟରେ ଯାହା ହେଉ ନ ହେଉ ତମେ ଗାଉଥିଲ । ତୁମ ସମୟରେ ହେଉଛି କାହିଁକି ? ତାହେଲେ ତୁମେ ଅlସିକି ଲାଭ କଣ ହେଲା ?
Right madam ❤
ପଥ ଭ୍ରଷ୍ଟ ମହିଳା 😂😂😂😂
BJD କାହିଁକି ହାରିଲା ସେବିଷୟରେ କିଛି କୁହ କାହିଁକି ଗବ ଗଵ ହେଉଛୁ
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ 😡
@@reetap4008😂😂😂
😂😂😂😂@@reetap4008
ଘରବୁଡ଼ି ପାଣି ଆଂଥୁଏ ହେଲାଣି ଗୁଣ ଗାଉଛି ଝାଡ଼ଖନ୍ଦ।ର
ତୁମଭଳି ନିର୍ଲଜ ନେତ୍ରୀ ଓଡ଼ିଶାରେ ବିରଳ. ମିଛ କହିବାରେ ମାହିର ତୁମେ. ତମଭଳି ନେତ୍ରୀଙ୍କ ଯୋଗୁଁ ବିଜେଡି ହାରିଲା. ରତ୍ନଭଣ୍ଡାର ବିଷୟରେ ଯେଉଁ ମିଛ ବଖାଣୁ ଥିଲ, ତାହା ସମସ୍ତଙ୍କୁ ଜଣା
ନିର୍ଲଜ ବିଜେପି ।
Ratna bhandar chabi kholi pandian sabu nei Tamil Nadu paleithila ba taku dharuna
Khali chodi hele kan haba
ନିର୍ଲଜ୍ଜ ବିଜେଡି😂@@BibhutiDalei-hz7xs
You are right
Thanks very good madam
ବିଜେଡି କାହିଁକି ହାରିଲା ସେବିଷୟ କହୁନୁ
ପାଠ ପଢ ବୟସ ହୋଇନି ବୁଝିବାକୁ
@@reetap400825 ବର୍ଷ ଚ୍ଚି ବମ୍ ପଡିଲା ?
ବିଜେପି, କୁ, ପଚାର, ଓଡିଶାରେ, ସାଢେ ୪କୋଟି, ଭୋଟର, ଛାଡିଦେଲେ, ଅଧିକ, ୫କୋଟି, ଭୋଟ, କେମିତୀ, ଆସିଲା, EVM ରୁ, ଭୋଟ, ଚୋରି, ଓଡିଶାରେ, ସରକାର, କଲା, ଚୋର, ବିଜେପ୍, ବୁଝିଲୁ, କି, ଜାଇକି, ପଚାର
ଲାଜ ନାହିକି, ସରମ ନାହିଁ, କାହିକି ଏ ଭାଷଣ।।।।।।
ଦଳ ତ 2029 ବେଳକୁ ବିଜେପି ରେ ଲିନ ହେଇ ଯାଇଥିବ।
ବିଜେଡି ଦଳ ଖାଲି ଭଟ ହାତେଇବ। ଐତିହାସିକ କୁ ଲୁଟ୍ କରିବା ଛଡା ଆଉ କିଛି ନାଇଁ ।
Hn paa aadani ku lageiki loothaba aau last ku sabokhaideithiba
ଲୁଟିଛି, ବିଜେଡି, ନୁହଁ, ଲୁଟିଛି, ବିଜେପି,
Madam,many many thanks to you for your true information ❤❤
Thank You Madam
ମହାଶୟ ଆପଣ ଙ୍କ ମୁହଁକୁ ଲଜ୍ୟା ନାହିଁ କେବଳ ବେଲଜ୍ୟ ଭଳି କଥା କହୁଛି
Thanks you sulota mom
ଧନ୍ୟବାଦ ମେମ
ଧନ୍ୟବାଦ ମେଡମ
ଆସିଗଲା ଯାତ୍ରାବାଲି କହ କଣ କହୁଛୁ କହ।
ଆପଣ କେବେ ବେପାରୀ ପାର୍ଟି କୁ ଆସୁଛନ୍ତି ଓଡ଼ିଶା ବାସି ଅପେକ୍ଷା କରିଛନ୍ତି
ସତ କୁ ସାମ୍ନା କରିବାକୁ ସାହସ ରଖ ଗୋବର ମୁଣ୍ଡା
Bepari ra bepara budi budi asuchhi...
Jay Jagannath 🙏 jay BJD ❤ Jay Navin sir ❤☺️🙏
ମୁର୍ଖ ଭଳି ବାହାର ଘର ଝାଡ଼ଖଣ୍ଡ ର କାହିଁକି ଗୁଣଗାନ କରୁଛନ୍ତି , ନିଜ ଘର ଓଡ଼ିଶା କଥା ଚିନ୍ତା କରନ୍ତୁ
ସାବାସ
Jay nabeen pattnaik
ଯିଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସେ bjp ର ହେବେ. ଆପଣ କଅଣ ଭାବୁଛନ୍ତି bjd ର ମୁଖ୍ୟମନ୍ତ୍ରୀ ହେବେ? ସ୍ବପ୍ନ ଦେଖିଵା ଭୁଲିଯାଆନ୍ତୁ. ଓଡିଶା କୁ ଯେତିକି ଖୋଳ କରିଛ, ଲୋକ ଭୁଲିନାହାନ୍ତି.
ଧନ୍ୟବାଦ ସୁଲତା ମେଡମ୍ , ନମସ୍କାର ମେମ
Sulata deo ji , jhadu re mariba thu adhika hoigala , Mahuli pari bahut hard....
Very good mam ❤❤❤
ଆପଣଙ୍କ ଚଲାପଥ କୁସୁମିତ ହେଉ... 💐
ଧନ୍ୟବାଦ ମାଡାମ 🙏🙏🙏
ଆପଣ ତ ଝାଡଖଣ୍ଡ ରେ BJP କଣ ପାଇଁ ହାରିଲା ତା ବିଷୟରେ ତ ବଖାଣୁଛ ତାହା ହେଲେ ଓଡ଼ିଶା ରେ BJD କଣ ପାଇଁ ହାରିଲା ତାର କାରଣ ଟା ଟିକେ କହୁନ ମାଡାମ୍.
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ
Bahut badhi bhauni and Thenk you ♥️♥️♥️♥️♥️♥️⚘
🌹ଜୟ ଜଗନ୍ନାଥ ଜୟ ନବୀନ ବାବୁ ଜୟ 🌹
👍🏻👍🏻👍🏻👍🏻👍🏻👍🏻
Maharastra ଓ Jharkhand ର result ଆସିବ ବୋଲି କଣ ଜାଣି ନଥିଲ... Topic ସେ ଅନୁଯାୟୀ ରଖିଲନି... ଏତିକି ପୂର୍ବଜ୍ଞାନ ନାହିଁ... ଧନ୍ୟ ତୁମ ପୂର୍ବାନୁମାନ ଜ୍ଞାନ କୁ........
୨୦୨୯ ରେ ସାରା ଦେଶରୁ BJP ଝୋଲା ଧରିକି ବିଦା ହେବ। ଦେଶକୁ ତ ଆଦନିକୁ ବିକି ସାରିଲାଣି, ଆମେରିକା ରେ ଆଦନି ହାତରେ ହାଣ୍ଡକପ୍ ପଡ଼ିଲାଣି ଆଦାନୀ ବର୍ବଦ୍ ହେଲେ ମୋଦିଙ୍କ ବେଳା ଖରାପ ପଡ଼ିବ।
ମ୍ୟାଡ଼ାମ ବୋହୁତ ବୋହୁତ ଧନ୍ୟବାଦ
❤ BJD'S Middle pillar of Rajya sabha ❤
Very good criticism strong explanation.
You are correct madam
We are with you Didi... Lage Raho 🙏
Right statements thanks to madam❤
ଆପଣ ନିସା ମଲ୍ଲିକ & ମହାରଣାଙ୍କ ସଙ୍ଗେ ସଙ୍ଗାତ ବସନ୍ତୁ
Right 😂
Jaha heu Appa BJP party r gute bhala pracharak te hei parichhanti.ta pare Ama priya neta dharmendra pradhan nku muku bhai boli jani parichhanti.ki boli Apanku dhanyabad debi bujhi parunahi.
ସମସ୍ତ ଙ୍କୁ ସୁଯୋଗ ଦିଆଯାଉ , ଇର୍ଷା କରନ୍ତୁ
ନାହିଁ
ସବୁ ତ ସେଇ EVM ଖେଳ ଆଉ,,,,,🎉🎉
ଏବେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ମୋହନ ମାଝୀ ଦେଇଦେବ ତୁ ମୁଖ୍ୟମନ୍ତ୍ରୀ ହେଲେ କଣ କରିବୁ ଟିକେ କହ ତତେ ଟିକିଏ ଲାଜ ଲାଗୁନାହିଁ
You are fine
Jindabad
Very good sulata. Màdam
ଆମ ଗାଁ ନାଚଣା ବାଲା ତୁମଠାରୁ ଭଲ ଜ୍ଞାନୀ ଅପା ତୁମେ କହୁଥିଲ ଅପର ହାଉସର ଲୋକ
ସେବା କରନ୍ତୁ , କାହାକୁ ଇର୍ଷା କରନ୍ତୁ ନାହିଁ
Very nice massage
ଜୟ ନବୀନ ଜୟ ଓଡ଼ିଶା ଜୟ ବି ଜେ ଡି
ଆଦାନୀ ବିକି ଦେବା Bjpsarakkar
I praise you for your presentation
Jay Jagannath
Madam ମତେ ଟିକେ ଦେବେ କି,ବହୁତ୍ ମନ ଲାଗୁଛି
25 ବର୍ଷ ହେଲା ମାରିଥୁଲୁ. ଆଜି ଉଠିକି ଆସିଲୁ
ସତ କୁ ସାମ୍ନା କରିବାକୁ ସାହସ ରଖ ଗୋବର ମୁଣ୍ଡା
ଏହି, ମାଗିଆ, ବିଦେପିର, ଅଇ ଠା ଖିଆ, କୁକୁର, ଏହି, ଗୋବର, ମୁଣ୍ଡ କୁ, କଣ, ଜଣା, ମୁଖॆ, ମାଝି, ଜେମିତିକି, ଏହି, ମୁଖॆ, ସେମିତୀ
ତୁମେ, ଜାହା, କହୁଛ, ସବୁ, ଠିକ୍, କଥା
Good didi
Excellent narration.
ମୋହନ ଯିବେ ଧର୍ମେନ୍ଦ୍ର ଆସିବେ
ଏ ଦାୟିତ୍ଵ ସୁଲତା ଙ୍କୁ ଦିଆ ଯାଇଛି କି
ଓଡ଼ିଶାରେ ବିଜେଡି ଅବସ୍ଥା ସାଙ୍ଘାତିକ ହେଲାଣି
ତୁମେ ବିଜେଡି କଥା ବୁଝିଲେ ଭଲ ହେବ
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ 😡
ଡକାୟତ କହୁଛି ଡକାୟତ ର କାହାଣୀ
Good job madam 👍👍👍👍👍👍👍
A ଲୋକଟାକୁ ଜ୍ଞାନ ପୀଠ ପୁରସ୍କାର ମିଳିବ. ପାଗଳ ହେଇଗଲାଣି.
ନିଜକୁ ଦେଖନ୍ତୁ. ତର୍ଜମା କରନ୍ତୁ, ସଂଶୋଧନ କରନ୍ତୁ, ନବୀନ ସାର 24ବର୍ଷ ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ଓଡ଼ିଆ କହିପାରନ୍ତି ନାହିଁ, କିନ୍ତୁ ଅଣଓଡ଼ିଆ ହୋଇ ପାଇଁ PM ମହୋଦୟ ଓଡିଶା ପର୍ବ ଉତ୍ସବ, ଦିଲ୍ଲୀ ରେ କିପରି ଓଡ଼ିଆ ରେ କହିଗଲେ, ଏହା କି ପ୍ରକାର ଅସ୍ମିତା,
ନାନୀ, ଗପ ସିରିଏଲ ଗୋଟେ ତିଆରି କଲେ କି, ଯାହା ହେଉ ଏତେଦିନ ପରେ ସାମ୍ବାଦିକ ମାନଙ୍କୁ ସାମ୍ନା କଲେ କଣ ହେବ, ଜାହାଜରେ ପାଣି ପଶିଲାଣୀ, ନିଶ୍ଚିତ ବୁଡିବ
ତୁ କଣ କହିବୁ,ତୁ କଉ ଗାଈର ଗୋବର ଟିକେ କହିଲୁ ଆମେ କଣ ଜାଣିନୁ ତୁ କହିବୁ ଆମେ ଶୁଣିବୁ,
ଗାଉଁଲି କଳିହୁଡି ଭଳି କାହିଁକି ହୋଉଛୁ ? ଗୋଟିଏ ନେତ୍ରୀର ସାମାନ୍ୟ ଲକ୍ଷଣ ତ ଦେଖାଯାଉନି ।
Excellent
It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur akh
ମାଡି ଚାଲ
Verygood
Thankyou madam
ମାଡାମ ଙ୍କର ରାଜନୀତି ଜଣା ନାହିଁ. ଏ ଅସହିଷ୍ଣୁତା ର ସଫଳ ରୂପାୟନ. ତୁମ ସମୟରେ ଆମ୍ବ ଟାକୁଆ ବି ଖାଉଥିଲେ, ସେତେବେଳେ କେଉଁଠି ଥିଲ. ଖାଲି ଆଦିବାସୀ କହି ଥକିପଡିବ କିନ୍ତୁ ଆଉ ସରକାର ରେ ଆସିପାରିବ ନାହିଁ. ଲେନିନ ମହାନ୍ତି ଙ୍କ ସାଙ୍ଗରେ ଧରି ଚାଲ.
ତୁ ଡ୍ୟାସ କହିବୁ
ଆପଣ ଜଣେ ଦେଶ ଦ୍ରୋହୀ ଅସାମାଜିକ ମହିଳା।
Thank you didi
Bilkul
Correct information 👌
🙏🙏🙏🙏
Madam is correct.and courageous.thanks madan salute.
Thnk you mam hi dencer very good👍🌹❤👍 👌🏾👌🏾👌🏾👌🏾👌🏾👌🏾👌🏾👍🏽🇬🇶👍🏽
Jay. Bjd
ସତ କଥା ହେଲା ଇଏ ପାଗିଳି ହୋଇଗଲାଣି କଣ ଗପୁଛି ନିଜେ ଜାଣି ପାରୁ ନାହିଁ
Mam right
ସୁଲତା ଦେଓ ବହୁତ ଚାଲାକ ସାହସୀନୀ!
ନେତୃତ୍ୱ ନେବାର ଦକ୍ଷତା ଅଛି!
ଟିକେ ନମ୍ର ହେଲେ ଭଲ ହୁଅନ୍ତା!