STUTI PRASHANSA HEU TUMARA || PROMO VIDEO || NEW ODIA CHRISTIAN SONG || MALAYA NAYAK
HTML-код
- Опубликовано: 6 фев 2025
- STUTI PRASHANSA HEU TUMARA || ସ୍ତୁତି ପ୍ରଶଂସା ହେଉ ତୁମର || PROMO VIDEO || NEW ODIA CHRISTIAN SONG 2022 || MALAYA NAIK|| WORSHIP SONG ||
@AmitPaniOfficial
"FOR BETTERSOUND CLARIT USE HEADPHONES"
ସମସ୍ତ ଶ୍ରୋତା ମଣ୍ଡଳୀକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ନମସ୍କାର ଜ୍ଞାପନ କରେ ମୁଁ ପ୍ରଭୁଙ୍କ ସେବାରେ ମଳୟ ନାଏକ ।
ଆଶା କରୁଛୁ ଆପଣ ମାନଙ୍କୁ ନିଶ୍ଚୟ ଏହି ନୂଆ ମନଛୁଆଁ ଗୀତଟି ପ୍ରଭୁଙ୍କ ଆଡ଼କୁ ଅଗ୍ରସର ହେବା ନିମନ୍ତେ ସହାୟକ ହେବା ସହିତ ପ୍ରଭୁଙ୍କ ପ୍ରଶଂସା ଓ ମହିମା କରିବା ନିମନ୍ତେ ନିଶ୍ଚୟ ଆପଣ ମାନଙ୍କ ମନକୁ ପ୍ରଫୁଲ୍ଲିତ ଓ ଆମୋଦିତ କରିବ। ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ।
ହେ ସଦାପ୍ରଭୁଙ୍କର ସଦ୍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ।
ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଯଦି ଏହି ଭଡିଓଟି ଭଲ ଲାଗିଥାଏ ତେବେ " Malaya Naik Official " RUclips channel କୁ like, comment ଏବଂ share କରନ୍ତୁ ।
ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Malaya Naik Official " RUclips channel କୁ subscribe କରନ୍ତୁ ଏବଂ bell button . ନିଶ୍ଚୟ press କରନ୍ତୁ । ଧନ୍ୟବାଦ || PRAISE THE LORD ||
SONG CREDITS :
Song : STUTI PRASHANSA HEU TUMARA (PROMO VIDEO )
Gospel Singer : Malaya Naik
Lyrics :PS. Tapan Takri & Malaya Naik
Music : Malaya Naik(9937612921)
Programming & Arrangement : Bapi Samal
Recording & Mix : Prativa Studio, Cuttack
Mastering By : Sundarram
Camera & Edit : Ambram (Bapi) , Cuttack
Production : MN Music
Banner : Malaya Naik Official
Poster Design : Simiya Dalabehera
Special Thanks : AMIT PANI
Music label : MN Music
ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link,
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
ସ୍ତୁତି ପ୍ରଶଂସା ହେଉ ତୁମର (ମଳୟ ନାଏକ)
• STUTI PRASHANSA HEU TU...
କ୍ରୁଶ ପରେ ଦେଲ ଜୀବନ (Gospel Singer : Amit Pani)
• KRUSHA PARE DELA JIBAN...
ହେ ପ୍ରିୟ ଯୀଶୁ (Malaya Naik)
• ହେ ପ୍ରିୟ ଯୀଶୁ || HE PR...
ରାଜାଙ୍କର ରାଜା ( ଅସୀମା ପଣ୍ଡା )
• RAJANKARA RAJA JISU | ...
#stutiprashansaheutumar
#stutiaradhana
#stutiheutumara
#stutiprashansa
#stutimahima
#stutiprashansaheutumaramalayanayak
#newodiachristiansong
#odiachristiansong
#malayanayakofficial
#malayanewsong
#amitpaninewchristiansong
#amitpaninewsong
#hepriyajisuodiachristiansong
#rajankararajajisu
#odianewchristiansongs
!!* ANTI-PIRACY WARNING *!!
This content is copyright to Malaya Nayak Official. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Bahuta sundar heichi
Praise the Lord Sir ☺️ God bless you and your family 🙏 God will full fill your all dream 👍
Praise the lord bhai keep it up
Super song partner
🙏🙏🙏
Beautiful song praise God 💖💖🙏
Nice bro
Praise the lord Sir...
Super ❤️❤️❤️
God Bless You 🙌 Nice Song
Super 💖😘😘
Bahut bhadia heichi ehigita
Very nice
Praise the lord always.ଗୀତଟି ଶୁଣିବାକୁ ଅପେକ୍ଷାରେ ରହିଲୁ, ଧନ୍ୟବାଦ 🙏👍✍️
Praise the lord amen
Nice bro Praise the Lord
God bless you bhai
Nice songs
God is great ✝️🙏
Beuthyful lyrics every word is excellent work and warships Song
ପ୍ରଭୁ ତୁମର ସହାୟ ଅଟନ୍ତି, ଗୀତ ବହୁତ ଭଲ ହେଇଛି ଆଉ ହେବ ।
Praise the Lord
Gita vhalo heichi tapan takri
ଗୀତ ବହୁତ ସୁନ୍ଦର ହେଇଚି । ପ୍ରଭୁ ଯୀଶୁଙ୍କର ଗୌରବ ନିମନ୍ତେ ଆହୁରି ବ୍ୟବହାର ହୁଅ। ଅମେନ୍
Praise the lord ❤️❤️❤️❤️
Iam waiting for this full song
👍👍👍
Praise the lord... fantastic song💓
Nice
God bless you baba❤️my childhood friend 😊
Your voice is so sweet❤ we like your voice so much 🥰🥰
ବହୁତ ବଢିଆ sir ଆହୁରି ଆଗକୁ ବଢନ୍ତୁ.
God Bless You ❤❤
ବହୁତ ସୁନ୍ଦର ହେଇଛି ଭାଇ। ଆପଣଙ୍କର ସ୍ୱର ବହୁତ ସୁନ୍ଦର ହେଇଛି। ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଉ ଆପଣଙ୍କର ପରିବାରର ସମସ୍ତଙ୍କୁ ଆଶୀର୍ବାଦ, ପ୍ରେମ, ଅନୁଗ୍ରହ, ସାହାଯ୍ୟ ଓ ରକ୍ଷା କରନ୍ତୁ।
Praise The Lord
Praise the lord
Praise the Lord