NEET ଘୋଟାଲା ରେ ଧର୍ମେନ୍ଦ୍ରଙ୍କ ଭାଗ କେତେ ! shankar mada | khati

Поделиться
HTML-код
  • Опубликовано: 30 июн 2024
  • NEET ଘୋଟାଲା ରେ ଧର୍ମେନ୍ଦ୍ରଙ୍କ ଭାଗ କେତେ ! shankar mada | khati
    #bjd #odisha #argus #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 334

  • @priyankabiswal8116
    @priyankabiswal8116 2 дня назад +50

    ଧର୍ମେନ୍ଦ୍ର ପ୍ରଧାନ ତୁମକୁ ଧର୍ମ ସହିବନି ଆମ ଛାତ୍ର ଛାତ୍ରୀ ଙ୍କ ଅଭିଶାପ ପଡିବ

    • @manassinha7854
      @manassinha7854 2 дня назад +2

      BJP KU VOTE DAI KARI BHUL HOIGALA

    • @mohan_kumar_1029
      @mohan_kumar_1029 2 дня назад +1

      Hn podiba drkr NCET Exam center pokeila kolkata 3000 khorcho hei gola sei ta dukho nai but exam cancel korila bohut badhila

  • @kadambinibiswal7331
    @kadambinibiswal7331 2 дня назад +65

    ପେଟ୍ରୋଲ ଖାଇ ଖାଇ ପେଟ ପୁରୀଳନି ନିଟ ରୁ ଟଙ୍କା ଖାଉଛି।

  • @RupNarayanMajhi
    @RupNarayanMajhi 2 дня назад +40

    700 କୋଟି ବିଶ୍ୱାସ ହେଉନି, ଆହୁରି ଅଧିକ ଘପଲା ହେଇଥିବ ।

  • @chandrakantabehera6550
    @chandrakantabehera6550 2 дня назад +55

    ଭାଇ ଅନ୍ଧ ଭକ୍ତ ଜମା ବି ଏ କଥା ବୁଝିବାକୁ ନାରାଜ , ଅନ୍ଧ ଭକ୍ତ ଙ୍କ ସକାଶେ ୨୫ ଲକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ଅନ୍ଧାର କୁ ଠେଲି ଦେଲେ

  • @hrushikeshmahanta6590
    @hrushikeshmahanta6590 2 дня назад +22

    ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମର୍ଯ୍ୟାଦା କୁ ଭାରତରେ no 1 କରିଦେଲା ,ମୋଦି କୁ ବି ଭାଗ ମିଳିଛି ସେଥି ପାଇଁ ମୁହଁ ବନ୍ଦ କରି ବସିଛି ,ଯାହାହେଉ ଏଥର ରାହୁଲ ଗାନ୍ଧୀ jindabad

  • @KartikJena-we5oj
    @KartikJena-we5oj 2 дня назад +28

    ଯେଉଁଠି ପଚିଶ ଲକ୍ଷ୍ୟ ଭଲ ଷ୍ଟୁଡେଣ୍ଟ୍ ନିଟ ପରୀକ୍ଷା ସହିତ ଖେଳ ସେମାନଙ୍କ ଭାଗ୍ୟ ସହିତ ଖେଳକୁ ଗୁରୁତ୍ଵ ନଦେବା ବହୁତ୍ ଦୁଃଖ ଘଟଣା ତାଠାରୁ ଆମ ଲୋକସଭାରେ ଆଲୋଚନା କୁ ଗ୍ରହଣ କରିବା ନିହାତି ଆବଶ୍ୟକ।

  • @SanjayDas-kp2uj
    @SanjayDas-kp2uj 2 дня назад +80

    ସେଣ୍ଟର୍ ରେ ରାହୁଲ ଗାନ୍ଧୀ ଆସିବେ ଓଡ଼ିଶା ରେ ନବୀନ ବାବୁ ଭାଇ ତମେ ଆଗକୁ ଏମିତି ମାଡ଼ି ଚାଲ

  • @manojmohanty7368
    @manojmohanty7368 2 дня назад +31

    କରି କରାଉ ଥାଇ ମୁହିଁ
    ମୋ ବିନା ମୋଦିର ସ୍ଥିତି ନାହିଁ
    ଅର୍ଥର ଭାଗ ବଣ୍ଟା ହୋଇ
    ମୋଦିଙ୍କ ପାଶେ ଦିଏ ଥୋଇ 😂
    ପିଲା ଭବିଷ୍ୟତ ପଛେ ଯାଉ
    ଶାସନ ଆମ ପାଶେ ରହୁ
    ଘୋଟଲା ଯେତେ ହଉ ଥିବ
    ସୁରକ୍ଷିତ ଆମ ଗଦି ଥିବ 😂

  • @bhizenkumardandpat8572
    @bhizenkumardandpat8572 2 дня назад +10

    ଧର୍ମେନ୍ଦ୍ର ପ୍ରଧାନଙ୍କୁ arrest କରାଯାଉ

  • @basudevbehera2209
    @basudevbehera2209 2 дня назад +18

    ଆଜିର ନାଗରିକ ଆସନ୍ତା କାଲିର ଭବିଷ୍ୟତ ତେଣୁ ୭୦୦ କୋଟି ଟଙ୍କା ଘୋଟାଲା ଦ୍ବାରା ଯେଉଁ ପରିକ୍ଷାର୍ଥୀ ଡାକ୍ତର ପ୍ରବେଶିକା ପରୀକ୍ଷା ପୂର୍ବରୁ ଘରେ ପଶୁ ପଶୁ ମୁଣ୍ଡରେ ଚ୍ଚାଳ ବାଜିବା ସଦୃଶ୍ୟ ହେଲାଣି ଏଥିରେ ଉଭୟଙ୍କୁ ବାନ୍ଧିବା ଦରକାର ଦେଲା ବାଲା ଏବଂ ନେଲା ବାଲା , ଉଭୟ ପକ୍ଷଙ୍କର ଭୂଲ୍

  • @pragyansutradhar6904
    @pragyansutradhar6904 2 дня назад +40

    ଆଜ୍ଞା ଭାଇ 🙏 ଆମେ ସମସ୍ତେ ଆପଣ ଙ୍କୁ ଶୁଣିବାକୁ ଭଲ ପାଉଛୁ ❤🎉

  • @Deva5577-i3c
    @Deva5577-i3c 2 дня назад +16

    ପିଲାଙ୍କ ଭବିଷ୍ୟତ ଭାବି ବହୁତ୍ କଷ୍ଟ ହେଉଛି,ଯେଉଁମାନେ ଜୀବନ ହାରି ଦେଲେ ସେମାନେ ଓ ତାଙ୍କ ପରିବାର କଥା ଓଃ ବହୁତ୍ କଷ୍ଟ ବହୁତ୍ ବହୁତ୍ କଷ୍ଟ😢😢😢😢😢😢😢
    ମୂର୍ଖ ଅଶିକ୍ଷିତ ମିଥ୍ୟା ବାଦୀ ଦେଶର ସର୍ବୋଚ୍ଚ ଆସନରେ ବସିଲେ ଯାହା ହେବ.....

  • @Deva5577-i3c
    @Deva5577-i3c 2 дня назад +11

    ସୁଭଦ୍ରା ଯୋଜନାର ଆରମ୍ଭ ମୋଦି ଜନ୍ମଦିନ ରୁ ହେବ।ମୋଦି ନିଜେ ନିୟମ କରିଥିଲା (ଅଶିକ୍ଷିତ ଲୋକ ପାଇଁ ମୋର କୌଶସି ସମ୍ମାନବୋଧ ନ ଥାଏ)ବିଜେପି ରେ75 ବର୍ଷ ହୋଇଗଲେ ନେତାମାନେ ସକ୍ରିୟ ରାଜନୀତି ରୁ ବିଦାୟ ନେବେ।ସେଥିପାଇଁ Advani ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବୟସ୍କ ନେତା ଦଳରୁ ବିଦା ହୋଇଥିଲେ।ସେପ୍ଟେମ୍ବର 17ରେ ମୋଡିକୁ 75yrs ହେବ।ମୋର କହିବା କଥା ମୋଦି ନିଜେ କରିଥିବା ନିୟମକୁ ସମ୍ମାନ ଦେଇ active politics ରୁ ସନ୍ୟାସ ନେବ ନା କ୍ଷମତାଲୋଭରେ ଗାଡ଼ିକୁ ଜାବୁଡି ଧରିବ ??ଆପଣଙ୍କ political analysis କଣ କହୁଛି ? Kindly vdo upload କଲେ ଭଲ ହୁଅନ୍ତା।ହୁଏତ ଲୋକ ଓ ଅନ୍ଧଭକ୍ତ ମୋଦିର ଏହି ଯୁଗାନ୍ତକାରୀ ନିୟମକୁ ଜାଣନ୍ତି ନାହିଁ ବା ଭୁଲି ଯାଇଥିବେ।
    Clear concept ରଖି ନୂଆ ନୂଆ ପ୍ରସଙ୍ଗକୁ ଲୋକାଭିମୁଖୀ କରୁଛନ୍ତି One word suuuuuuuuuperb, may success b always with u stay blessed❤💐💐

  • @debabratabehera6423
    @debabratabehera6423 2 дня назад +14

    ଭାଇରେ ଅନ୍ଧଭକ୍ତ ମାନେ ସୁଧୁରି ଯା।

  • @TIKASoren-tq6gl
    @TIKASoren-tq6gl 2 дня назад +13

    ତଥାପି ବି ଏ ଅଂଧଭକ୍ତ ଜାଣି ପାରୁନାହାନ୍ତି 😮😮😮

  • @learnwithshree
    @learnwithshree 2 дня назад +19

    ଧର୍ମେନ୍ଦ୍ର ପ୍ରଧାନ କୁ ଓଡ଼ିଶାରୁ ବହିସ୍କାର କରାଯାଉ। ସେ ଯେତେବେଳେ ବି ଓଡ଼ିଶା ଆସିବ ତାକୁ ଚପଲ ମାଡ଼ କରାଯାଉ। ମୋଦୀ ଉପରୁକୁ ଗୋବର ମାଡ଼ କରାଯାଉ ଦେଖିବ ସବୁକିଛି ଠିକ୍ ହୋଇଯିବ। ବେଳେବେଳେ ଅହିଂସା ର ପଥ କାର୍ଯ୍ୟ କରେ ନାହିଁ ସେଥିପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ହେବ ଆଉ ଦଖେଇ ଦେବାକୁ ହେବ ଜନତା ଯଦି ଭୋଟ ଦେଇ ଜିତେଇ ପରେ ସେହି ଜନତା ଚପଲ ମାଡ଼ କରି ଔକାତ୍ ଦେଖେଇ ପାରେ।

    • @jullysamal6626
      @jullysamal6626 2 дня назад

      ଭୋଟ ପୂର୍ବରୁ ଏମିତି ମୋଦିକୁ କରିବାର ଥିଲା,ଜୋତା ଗୋବର ମାଡ଼ ଦେଇ,
      ଯେବେ ଆସି ବାହାର ରାଜ୍ୟର ଲୋକ ଆଣି🎉 bjp au sabu ma bhauni k ଇଯତ୍ ନେଉଥିଲା ଓଡ଼ିଆ ବୁଝି ନଥିଲେ ଦେବେ ତା ଚାଲ୍ ଏବେ ବୁଝ ଅନ୍ୟ ରାଜ୍ୟ କହି ଭୋଟ ଦେଲେନି ମୋଦି ଖାସ ଅଯୋଧ୍ୟା ବାସୀ
      ଓଡ଼ିଆ bujhiparileni news ପଢ଼ି
      ଓଡ଼ିଆ ବୁଦ୍ଦୁ ଭୋଟ ଦେବାକୁ ଧାଇଁ ଧାଇଁ ବୁଲିଲେ ,,ତାଙ୍କ ମା ଭଉଣୀ ଘଇତା ମୋଦି ଶାହା କୁ ଭୋଟ ଦେବେ ଆଉ ମୁଣ୍ଡ ମାଝୀର ପାଦ chatibe bastard bjp

    • @user-fj5lk8hx5f
      @user-fj5lk8hx5f 2 дня назад +2

      ଧନ୍ୟ ବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @saraswatisahoo5171
    @saraswatisahoo5171 2 дня назад +11

    ଅଧର୍ମ ପ୍ରଧାନ ଓ ଚା ବାଲା ପାଠ ପଢିଥିଲେ ସିନା ପାଠର ମହତ୍ୱ ବୁଝନ୍ତେ

  • @rajalaxmibehera6237
    @rajalaxmibehera6237 2 дня назад +8

    ଧର୍ମେନ୍ଦ ତୁମକୁ ଛାତ୍ରଛାତ୍ରୀ ମାନଙ୍କର ଅଭିଶାପ ପଡିବ

  • @pratibhaacharya4558
    @pratibhaacharya4558 2 дня назад +10

    ନିଟ ଘୋଟାଲା ର ମେଇନ ଆସାମୀ କୁ ବିଦେଶ ପଠାଇଦେଇଛନ୍ତି **ଅନ୍ଧଭକ୍ତ , ଯେଉଁ ଘୋଟାଲା, ଘୋଟାଲା କୁ ଚପେଇ ଦେଇ ନିଜକୁ ବଡ଼ ଭକ୍ତ ସାଜିଛନ୍ତି
    ଏପରି ସମୟ ଆସିବ ସେମାନଙ୍କ ପୁଅ ଝିଅ,ଆଗାମୀ ବଂଶ ଧର ଏପରି ଦୁର୍ଦ୍ଦିନ ରେ ସମ୍ମୁଖୀନ ହୋଇ ଭବିଷ୍ୟତ କୁ ବର୍ବାଦ କରିବେ " ଅଖା ଧୋଉଥିବେ ଗୁଣ ଗାଉଥିବେ"
    ଅଜାଗା ଘା ଦେଖେଇଲେ ମଲା
    ନ ଦେଖେଇଲେ ମଲା,ଏପରି ଅବସ୍ଥା ଆସିବ

  • @laxmidharmirror5500
    @laxmidharmirror5500 2 дня назад +8

    ଭାରତ ରେ ଅନ୍ଧ ଭକ୍ତ ତିଆରି ହେବା ପାଇଁ ବହୁତ ସୁନ୍ଦର୍ ବେବସ୍ତା ଅଛି ଯାହା virus ଭଳି କେତେକ ସଂସ୍ଥା, ମିଡିଆ, ମନ୍ଦୀର, ମସଜିଦ ପୁଜା ନା ରେ ଧାର୍ମିକ ସଙ୍ଗଠନ, ତତ ସଲଙ୍ଗ୍ନ pvt school college, ରାଜନୀତି ଦଳ ଏହା କୁ ପ୍ରସାର କରୁଛି ଏହି ଅନ୍ଧ ଭକ୍ତ ଙ୍କ ସଙ୍ଖ୍ୟା ଆଜି ଇସ୍ରୋ ରେ ପହଂଚି ଗଲେଣି

  • @worriordev9281
    @worriordev9281 2 дня назад +7

    ଏଇସବୁ ଦୁର୍ନୀତି ଚଳିବ ନାହିଁ ଯଦି ଚଳିବ ନିଆଁ ଜଳିବ

  • @pravasrout8204
    @pravasrout8204 2 дня назад +10

    ମୋଦି ଧର୍ମେନ୍ଦ୍ର ନୀତିଶ ନାଇଡ଼ୁ ଚୋର ବଡ଼ ବଡ଼ ଚୋର

  • @banchhadash2344
    @banchhadash2344 2 дня назад +7

    ଏତେ ହାତ ଚମତ ର କୌଣସି ଫଳ ମିଳିବ ନାହିଁ,କେବଳ ସମସ୍ତେ ନିଜ ନିଜ ବେପାର ଚଲେଇଛନ୍ତି,ତଳୁ ଉପର ଯାଏଁ ସମସ୍ତେ,leak gote ati ସାଧାରଣ କଥା,ଏହି ବର୍ଷ leak ଟି leak ହୋଇଗଲା

  • @debabratabehera6423
    @debabratabehera6423 2 дня назад +21

    ଆଗାମୀ ନିର୍ବାଚନରେ ଯୁବଛାତ୍ର ଉଚିତ୍ ଜବାବ ଦେବେ।

  • @sumantakumarbilas9887
    @sumantakumarbilas9887 2 дня назад +8

    ଭାଇ ଅନ୍ଧଭକ୍ତଙ୍କ ଜାଗା ଦେଖି ବାଜିବ ।।

  • @gudubadajenagudu8750
    @gudubadajenagudu8750 2 дня назад +13

    Jay Jagannath 🙏🙏🙏

  • @sumitraparida7131
    @sumitraparida7131 2 дня назад +15

    Right

  • @premraaj9669
    @premraaj9669 2 дня назад +8

    Very good video thank you sir

  • @sarojkumarpradhan1917
    @sarojkumarpradhan1917 2 дня назад +4

    You are great, excellent dialog excellent courage excellent service excellent curiosity excellent reporters, we proud for your right questions. Odisha ra swaviman pain education minister plz be resign

  • @pragyansutradhar6904
    @pragyansutradhar6904 2 дня назад +8

    😊 like share comment subscribe କରି ସାରିଛି 🎉

  • @balakrambaskey510
    @balakrambaskey510 2 дня назад +6

    ଯଦି ଘୋଟାଲା ସତ୍ୟ ତା'ହେଲେ ED କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି?????

    • @learnwithshree
      @learnwithshree 2 дня назад +2

      କାହିଁକି ନା ED ଏବଂ CBI ଉଭୟ ସେମାନଙ୍କ ଆୟତରେ ଅଛି।

    • @Ranjanmallick1999-tr1ih
      @Ranjanmallick1999-tr1ih День назад

      ​@learnwithBJP ra baa shree

  • @ramachandrasahoo7067
    @ramachandrasahoo7067 2 дня назад +3

    ଏ ଦେଶରେ ଯୁବ ଛାତ୍ର ପ୍ରତ୍ୟେକ ନାଗରିକମାନେ ବିଳ୍ପବ କରନ୍ତୁ ବର୍ତ୍ତମାନର ଆବଶ୍ୟକତା ଅଛି ।

  • @DebendraPrasadMajhi-fk1qg
    @DebendraPrasadMajhi-fk1qg 2 дня назад +3

    ଗତ ୧୦ ବର୍ଷ ଭିତରେ କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ କୌଣସି ବୈପ୍ଲବିକ ପରିବର୍ତ୍ତନ ଆଣିପାରିଲେ ନାହିଁ ।

  • @laxmidharnayak4191
    @laxmidharnayak4191 2 дня назад +2

    Very nice and lawful discussion. You are absolutely right. Country wide strong agitation required. Dhanyawad

  • @Allinone-gp2gv
    @Allinone-gp2gv 2 дня назад +3

    ଜାତି ନନ୍ଦୀ ଘୋଷ ଚାଲିବ କି ଭାଇ ସ୍ୱାର୍ଥ କୁ ସାରଥୀ କଲେ ଟାଣିବ କି ଗାଡି ଦାନର ଦୋବଡ ଆ ଘୋଡା ମୁହେଁ ବନ୍ଧା ଥଲେ. ଭାଇ ଆପଣଙ୍କ ଏମିତି ଲୋକଲୋଚନ କୁ ବାର୍ତା ଆସୁଥାଉ

  • @pradeepdansana6476
    @pradeepdansana6476 2 дня назад +4

    ରାହୁଲ ଗାନ୍ଧୀ ଜିନ୍ଦା ବାଦ ଏହି 25 ଲକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଭାବିଷ୍ୟତ କୁ ଅନ୍ଧାର କରି 700 କୋଟି ଟଙ୍କା ନେଇ ଛନ୍ତି ଏଥିରେ ରେ ମୋଦି ଓ ଧର୍ମେନ୍ଦ୍ର ଅଧା ଅଧା ଅଛି ତାକୁ ସାଂସଦ ରେ ବାହାର କର ଆମେ ତୁମ ସାଙ୍ଗେ ଅଛୁ

  • @NandakiswarMallick
    @NandakiswarMallick 2 дня назад +4

    ହଁଁ ଯିଏ ପଈସା ଦେଇଛି ସେ ବି ଦୋଷି ଯିଏ ନେଇଛି ସେବିଦୋଷି

  • @pravasrout8204
    @pravasrout8204 2 дня назад +5

    Narendra Modi and Dharmendra Pradhan ଇସ୍ଥଫା ଦିଅ

  • @MalayaBarik-uk8tc
    @MalayaBarik-uk8tc 2 дня назад +8

    Bhagaban emananku sadbudhi diantu.

  • @SaratParida-lk4vn
    @SaratParida-lk4vn 2 дня назад +4

    Verry verry good news for people

  • @jitendranaik9979
    @jitendranaik9979 2 дня назад +2

    Odisha 1 no ebholi koribe thanks

  • @sayedmasudalam9249
    @sayedmasudalam9249 2 дня назад +3

    Bhai aap ku salam

  • @manishamanjarisahoomilly8731
    @manishamanjarisahoomilly8731 День назад +1

    25 lakh studentsଙ୍କ ଭବିଷ୍ୟତ କଥା ନୁହେଁ .. neet ରେ ଯେଉଁମାନେ govt .seat ପାଇବା ପାଇଁ ପ୍ରକୃତ କଷ୍ଟ କରି examରେ ସଫଳ ହୋଇଛନ୍ତି ସେମାନଙ୍କର ହିଁ ଦୁଃଖ ...25 lakh students ମଧ୍ୟରୁ 11 lakh qualify କରି ନାହାଁନ୍ତି କିନ୍ତୁ ଡାକ୍ତର ହେବାର ନିଶା ମା, ବାପା ଏବଂ ପିଲା ମାନଙ୍କୁ ଘାରିଛି ... ବର୍ତ୍ତମାନ ପରିସ୍ଥିତିରେ ଯୋଉ ମାନେ ପରିଶ୍ରମର ଶେଷ ସୀମା ଅତିକ୍ରମ କରି neet ପାଇଛନ୍ତି ସେମାନଙ୍କ କଥା କେହି ଭାବୁ ନାହାନ୍ତି କି ଦୋଷୀ କୁ କିପରି ଦଣ୍ଡ ଦିଆଯାଉ ସେ ବିଷୟ ମଧ୍ୟ କେହି ଭାବୁ ନାହାନ୍ତି...ସବୁ ପିଲାଙ୍କୁ ଏକାକାର କରି ଗୋଟେ ପ୍ରହସନ କରା ଯାଉଛି ଯେମିତି 25 lakh seat ଅଛି... ପ୍ରତ୍ୟେକ କାର୍ଯ୍ୟ ସମ୍ମାନ ଯୋଗ୍ୟ କେବଳ ଯେ Doctor ହେଲେ ବଞ୍ଚିବା ଏକଥା ମାତା ପିତା ନିଜ ପିଲା ମାନଙ୍କୁ ବୁଝାଇ ଦେବା ଦରକାର ... ମାନସିକ ଚାପ ଦେବା ଆବଶ୍ୟକ ନୁହେଁ...କିମ୍ବା ଏପରି ସମ୍ବେଦନଶୀଳ ବିଷୟ ଉପରେ ରାଜନୈତିକ ଚର୍ଚ୍ଚା ମଧ୍ୟ ଅନାବଶ୍ୟକ

  • @amkayassociates3741
    @amkayassociates3741 2 дня назад +2

    Very good bhai kip it up.......

  • @yashobantamallick5269
    @yashobantamallick5269 2 дня назад +4

    100 koti personal.

  • @sukantakumarmohapatra7778
    @sukantakumarmohapatra7778 2 дня назад +2

    The real fact tht you have given for which many many thanks to you.

  • @bijanshil9584
    @bijanshil9584 2 дня назад +4

    Thanks

  • @bijaykumarsahoo7918
    @bijaykumarsahoo7918 2 дня назад +2

    Very Nice Presentation

  • @user-mf8ol8rn3d
    @user-mf8ol8rn3d 2 дня назад +2

    JAY SHREE RAM
    Jay Shree Krishna
    Jay Shree Jagannath

  • @madhusudanparida4161
    @madhusudanparida4161 2 дня назад +3

    Correct comments bhai.Pls carry-on ur solid mada to check dis honest personality & dirty politician in our society.

  • @sucharitapanigrahy1790
    @sucharitapanigrahy1790 2 дня назад +9

    Thiku katha auri orissa asiki bhasana marucha nti auri dharmendra pradhana

    • @SubodhaChandraMahalik
      @SubodhaChandraMahalik 2 дня назад +1

      ମଦୀ ଓ ଶିକ୍ଷା ମନ୍ତ୍ରୀ ଦାୟୀ ରହିବ

  • @mithilamajhi8850
    @mithilamajhi8850 2 дня назад +2

    Very nice comments.

  • @babunudas3996
    @babunudas3996 2 дня назад +6

    ସାରା ଭାରତରେ ଓଡିଶା ଓ ସମ୍ବଲପୁରୀ ନାମ ଦିଆଯିଏ

    • @cricketmania1523
      @cricketmania1523 2 дня назад

      Mg nida bhanguni😂😂😂😂

    • @babunudas3996
      @babunudas3996 2 дня назад

      @@cricketmania1523 ମୋଦି ଭାଷା ରେ କଥାବାର୍ତା କଣ ଓଡିଶା ଅସ୍ମିତା ରେ କଥା କହ

  • @RanjanPrusty-lp7hg
    @RanjanPrusty-lp7hg 2 дня назад +3

    Shankar is the second Kahneya kumar of Odisha

  • @ch.prasadkumarpatnaik3428
    @ch.prasadkumarpatnaik3428 2 дня назад +2

    That Om Birla must be ousted from his throne first. Then only, real democracy will prevail.

  • @anantabehera-zf7pk
    @anantabehera-zf7pk 2 дня назад +2

    ସବୁ ଫାଇଦା କହିବେ ପୁଣି BJP ପାଇଁ ଶିକ୍ଷା ଉନତି କରୁଛି ଦେଶରେ

  • @user-kj2gr4rt9q
    @user-kj2gr4rt9q 2 дня назад +2

    Beutiful

  • @user-yr2dd3ki9q
    @user-yr2dd3ki9q 2 дня назад +5

    𝕁𝕒𝕪 ℂ𝕠𝕟𝕘𝕣𝕖𝕤𝕤 🖐❤. 𝕄𝕒𝕕𝕒 𝕥𝕒 𝕓𝕙𝕒𝕝𝕒 𝕤𝕖 𝕙𝕒𝕦 𝔹𝕁𝔻 𝔹𝕁ℙ 𝕦𝕡𝕒𝕣𝕖

  • @treeandagrilaxmidasmirig2828
    @treeandagrilaxmidasmirig2828 2 дня назад +2

    good representation

  • @gopalmallick4841
    @gopalmallick4841 День назад +1

    Very good message 👏 👍 👌

  • @bhupenkumarbehera6237
    @bhupenkumarbehera6237 2 дня назад +2

    Sankar babu Dhanyabad sata Sankar bhai Jaga dekhiki salid mada maruchha kathha tie sathya Ate

  • @nibeditadash-dz5jy
    @nibeditadash-dz5jy 6 часов назад

    Thank you so much, you are absolutely right

  • @dilipkumarmohanty8783
    @dilipkumarmohanty8783 2 дня назад +2

    Thanks!

  • @ch.prasadkumarpatnaik3428
    @ch.prasadkumarpatnaik3428 2 дня назад +1

    Very nice bhai. Carry on.

  • @satyabratasamal6414
    @satyabratasamal6414 2 дня назад +1

    ମୋର ଜଣେ ବନ୍ଧୁ ଯିଏ ବିଦେଶରେ ରହୁଛନ୍ତି, ସେ କହିଲେ, ଭାରତ ର ଲୋକମାନେ ଅତି କମ ରେ ଆଗାମୀ 100 ବର୍ଷ ପର୍ଯ୍ୟନ୍ତ ସୁଧୁରିବେ ନାହିଁ। ଏଇ 25 ଲକ୍ଷ ଛାତ୍ରଙ୍କର ଘରେ ଆନୁମାନିକ ଏକ କୋଟି ଭୋଟର ଥିବେ। ସେମାନଙ୍କ ମଧ୍ୟରୁ କେତେ ଭୋଟ ଏ ସରକାରଙ୍କ ସପକ୍ଷରେ ଯାଇଥିବ କହିବା ମୁସ୍କିଲ। କିନ୍ତୁ ବହୁତ ଯାଇଥିବ। ଅର୍ଥାତ ଏ ସରକାର ସେହି 25 ଲକ୍ଷ ଛାତ୍ରଙ୍କ ପରିବାର ବାଛିଛି। ତାଙ୍କ ସରକାର ତାଙ୍କୁ ନ୍ୟାୟ ଦେବ କିମ୍ବା କିକ ମାରିବ, ସେକଥା ସେମାନେ ବୁଝନ୍ତୁ। ଏତିକି ଦୁଃଖ କି ବହୁ ମେଧାବୀ ଛାତ୍ର ବଳି ପଡ଼ୁଛନ୍ତି ଓ ଅଯୋଗ୍ୟ ଛାତ୍ରମାନେ ପଇସା ବଳରେ ଡାକ୍ତର ହୋଇ ଅପରେସନ ବେଳେ ପେଟରେ କଇଁଚି ଛାଡୁଛନ୍ତି। ମେଧାବୀ ଭକୁଆ ପଇସାବାଲା ଜିନ୍ଦାବାଦ।

  • @bapimohanta4405
    @bapimohanta4405 2 дня назад +1

    ଶିକ୍ଷା ମନ୍ତ୍ରୀଙ୍କର ସବୁବେଳେ ଗୋଟିଏ କଥା ଛାଡ ହୋ😮

  • @AkhyayaMohanty
    @AkhyayaMohanty 2 дня назад +5

    Bhai e khetrare ganamadhyama nirab kahniki?biseskari,so called media otv ,Argus kuaadegale?

  • @mrutyunjaydas2160
    @mrutyunjaydas2160 2 дня назад +2

    Sambalpur voter ଜାଣିଥିବେ

  • @binodbiswal7558
    @binodbiswal7558 2 дня назад +1

    ଓଡ଼ିଆ ପିଲାମାନଙ୍କ ନାମ ପ୍ରକାଶ କରିବାକୁ ଅନୁରୋଧ

  • @MUSICBLACKDESIGNED
    @MUSICBLACKDESIGNED День назад +1

    ବାଚସ୍ପତିଙ୍କ ପାଖରେ ଏହାର ଉତ୍ତର ନାହିଁ କାହିଁକି ମିଶି କି ଖାଇଥିବେ ତେଣୁ ଏଇ କଥା କହିଲେ ବାନ୍ଧୁଛି

  • @user-wc6mw8hl1u
    @user-wc6mw8hl1u 2 дня назад +3

    JDU, TDP bjp se alag hona chahiye

  • @bipinbiharisahu6933
    @bipinbiharisahu6933 2 дня назад +2

    Bhai very good

  • @shyamsundarrath275
    @shyamsundarrath275 2 дня назад +1

    ୟାଙ୍କୁ ପାପେନ୍ଦ୍ର ପ୍ରଧାନ ନ କହି ଆପଣ ଆଉ ଧର୍ମେନ୍ଦ୍ର କୁହନ୍ତୁ ନାହିଁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି,ଶଙ୍କର ଭାଇ।

  • @rashmikantamohapatra7591
    @rashmikantamohapatra7591 День назад +1

    Real fact Brother. Who is responsible for this? Education Minister and PM have to answer.

  • @nagendrasahoo3430
    @nagendrasahoo3430 2 дня назад +2

    Good sir

  • @ranjanapanda6538
    @ranjanapanda6538 День назад +2

    ଅଧର୍ମ ବିତ୍ତ ବହୁତ ହେଲା
    ଧରାପଡ଼ିଲା

  • @ashisakumarprusty6815
    @ashisakumarprusty6815 2 дня назад +1

    ୫ କେଜି ମାଗଣା ଚାଉଳ ୧୦ କେଜି ଭାରତ ଅଟା ଖାଇ , ଅସ୍ମିତାର ( ଯାହାର ମାନେ ଅନେକଙ୍କୁ ଜଣା ନ ଥିବ)ଦ୍ବାହି ଦେଇ ଭୋଟ ଦେଇ ଥିବା ମେଣ୍ଢା ମାନଙ୍କର ମୁଣ୍ଡରେ ଏହା ପସିବ ନାହିଁ , ଛାତ୍ର, ଛାତ୍ରୀ, ଅଭିଭାବକ ମାନଙ୍କର ମାନସିକ ଅବସ୍ଥା ଆମ ମାନଙ୍କ କଳ୍ପନା ବାହାରେ । ଭୁଲିଯିବା ଆମମାନଙ୍କର ପ୍ରକୃତି , ତେଣୁ ଆସନ୍ତା ଥରକୁ ' ଅବକି ବାର ୫୦୦ ପାର '।

  • @rkp6786
    @rkp6786 2 дня назад +2

    Pm&educatiom minister resigned soon due to neet ghotala.

  • @dukhishyammurmu15
    @dukhishyammurmu15 2 дня назад +2

    Exactly right.

  • @user-mf4qe6mb5g
    @user-mf4qe6mb5g 2 дня назад +1

    ପଚିଶି ପିଲା ଭୋଟ ଦେଇଛନ୍ତି ସେ ପାଇବେ ନଚେତ୍ ମରୀବେ

  • @mohan_kumar_1029
    @mohan_kumar_1029 2 дня назад +3

    Se mgy Education minister amor NCET exam bekar korichi

  • @rameshmishra9982
    @rameshmishra9982 2 дня назад +1

    Odisha bjp ku କ୍ଷମତା କୁ ଆଣିବାକୁ ଏ ଅର୍ଥ ଖର୍ଚ୍ଚ ହେଇନି ତ?

  • @sahoosusanta3664
    @sahoosusanta3664 2 дня назад +3

    Right 👍

  • @raghabbehera4760
    @raghabbehera4760 2 дня назад +2

    Good news

  • @patitapabanbal1626
    @patitapabanbal1626 2 дня назад +1

    You are unique,Sankar Mada.

  • @user-hq2zw2pw4j
    @user-hq2zw2pw4j День назад

    ଭାଜପା ସରକାରରେ ଶିକ୍ଷାର କିଛି ମୂଲ୍ୟ ନାହିଁ କେବଳ ଅନ୍ଧଭକ୍ତ ଦରକାର ଅଛି ଭାଇ

  • @raghunathpradhan7193
    @raghunathpradhan7193 2 дня назад +2

    You are right

  • @user-pu4gq6fi2o
    @user-pu4gq6fi2o 2 дня назад +3

    Bhai odisha ra Dhruv rathee heuchanti apna

  • @bikrammallick8776
    @bikrammallick8776 2 дня назад +3

    ଚିନ୍ତା କରନା ତତେ ବି ଭାଗ ମିଳିବ

  • @user-ik8qt4dl1c
    @user-ik8qt4dl1c 2 дня назад +3

    There must be share for Godi media and loyal Modi bhakta

  • @OMSAI-sn5be
    @OMSAI-sn5be 2 дня назад +1

    Dharmendra Pradhan should ressign from his post.How much amount pradhan Jee taken from student.?

  • @balarambhoi1185
    @balarambhoi1185 2 дня назад +1

    If bjp not involved in neet scandal bravely discussion on parliament.

  • @user-mp9ef9yz8r
    @user-mp9ef9yz8r 2 дня назад +2

    Nice mada

  • @sarojininayak5827
    @sarojininayak5827 День назад +1

    100/right bhai emanku jeel pathedia emanku bida kari rahulgandhi &Nanin babunku anna

  • @ambikaaroma2299
    @ambikaaroma2299 День назад +1

    Will they understand the effort of students to qualify neet exam??Why will they discuss neet scam as they know complete fault is theirs... By the way modi and education minister will never understand the value of education

  • @user-np4vu5yr9q
    @user-np4vu5yr9q 2 дня назад +1

    BJP ହଟାଅ ଦୁର୍ନିତିକୁ ବଞ୍ଚାଅ

  • @gopabandhupradhan4526
    @gopabandhupradhan4526 2 дня назад +1

    Good question for education minister Sankar khati

  • @parmaSuna-hh2xu
    @parmaSuna-hh2xu 2 дня назад +2

    Net pai Raghu nadan Aragas chalaki

  • @pankajkumarmohanty9800
    @pankajkumarmohanty9800 День назад +1

    Bhai request to you lokonku kuhantu panchayat election's ku dekha, goboro talu bi dubo uthe baki bageiki, just wait and each.

  • @worriordev9281
    @worriordev9281 2 дня назад +2

    Right bhai