Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
❤❤❤❤
Wander full
Amen🙏
Please send me the lyrics of the entrance song.
ଭାଇ ସେ lyrics ଟା ମୋର l ମୋ ନାମ ସୁବାସ ଚନ୍ଦ୍ର ପ୍ରଧାନ, ମୋହନା, ଗଜପତି l ଅନୁରୋଧ କି lyrics ନେଇ କିଛି ବି ନକରିବା ପାଇଁ l କାହିଁକି ନା ମୁଁ ବହୁତ ପରିଶ୍ରମ କରି ଗୀତ ଲେଖୁଛି, ଏମିତି ଆହୁରି ଅନେକ ପ୍ରଭୁଙ୍କର ଗୀତ ମୁଁ ଲେଖିଛି, ଯାହାକି recording କରାହେବ l ଏହି ଗୀତ ମଧ୍ୟ recording କରାହେବ l ଏହା ଭାଇଙ୍କର ପ୍ରଥମ ଧନ୍ୟବାଦ ଦିବ୍ୟ ଯଜ୍ଞ କହିକି ମୁଁ ଗାଇବା ପାଇଁ ଦେଲି l ତେଣୁ please ଏହା ମୋର ବିନୀତ ଅନୁରୋଧ କି ଗୀତ କିଛି ବି କରିବେନି l ଭୁଲ ଥିଲେ କ୍ଷମା କରିବେ l🙏🙏🙏🙏🙏
ଭାଇ lyrics ଟା ମୋର, please lyrics ନେଇ କିଛିବି କରନ୍ତୁ ନାହିଁ l ମୁଁ ଆହୁରି ବି ଅନେକ ପ୍ରଭୁଙ୍କର ଗୀତ ଲେଖିଛି, ଯାହା କି recording କରାହେବ l ଆଉ ଏହି ଗୀତ ମଧ୍ୟ recording କରାହେବ l ମୋ ନାମ ସୁବାସ ଚନ୍ଦ୍ର ପ୍ରଧାନ, ଲୁହାଗୁଡ଼ି, ଗଜପତି, ଯଦି ଚାହୁଁଛ ମୋତେ ଯୋଗା ଯୋଗ କର l
@@subashchandrapradhan748 Sir ବହୁତ ଲୋକ ମୋତେ lyric ମାଗୁଛନ୍ତି ତ plz ମୋ ନମ୍ୱର ରେ Hii ପଠାନ୍ତୁ ଅଥବା ମିସ୍ କଲ୍ କରନ୍ତୁ, ମୁଁ କଥା ହେବାକୁ ଚାହୁଛି - 9437201291/8763460135 plz 🙏