NAJAR TV@ BHAKATA _ BHIMA BHOI

Поделиться
HTML-код
  • Опубликовано: 20 сен 2024
  • ଭକ୍ତ ଭୀମଭୋଇ...

Комментарии • 18

  • @dibyashapradhan3916
    @dibyashapradhan3916 3 года назад

    Bahuta Sundar Prabhu 👏😌

  • @tusarmahanand8460
    @tusarmahanand8460 3 года назад

    ସବୁ ସ୍ବପ୍ନ ରେ ହୁଏ

  • @sureshpradhan2564
    @sureshpradhan2564 3 года назад

    Mahima alekha 🙏🙏🙏

  • @sarathidalei821
    @sarathidalei821 Год назад

    Namaste

  • @ସନାତନସଂସ୍କୃତି

    ଯେ ଉଁ ଜଗନ୍ନାଥ୍ ଗୋବିନ୍ଦ ବାବା ରୂପେ ମହିମାଙ୍କ ଶୂନ୍ୟ ଭିକ୍ଷା ଗ୍ରହଣ କରିଥିଲେ,ତାଙ୍କୁ ଭୀମ ଭୋଇ କିି ପ ରି ଦର୍ଶନ କରିଥିଲେ ବୁଝା ପଡୁନି।ଭୀମ ଭୋଇ ଙ୍କୁ ନେଇ ଏମିତି କିଛି କାହାଣୀ ନାହିଁ ଏ ସ ବୁ ମ ନଗଢା ।mahamta bheembhoi ଙ୍କୁ ଓଡ଼ିଶାରେ ସେ ସମ୍ମାନ ମିଳୁନାହିଁ ଯାହା ମିଳିବା କଥା।

  • @nabinkumarmajhi5254
    @nabinkumarmajhi5254 Год назад

    Madhupur is a small village near Redhakhol which is about 9 or 10 kilometers from Redhakhol. From Redhakhol it is located on Boudh road.birth place Madhupur,. Redhakhol.

  • @tusarmahanand8460
    @tusarmahanand8460 3 года назад +1

    ଶୂନ୍ୟ ମନ୍ଦିର କହୁଥିବା ଲୋକ ଶଙ୍ଖ ଚକ୍ର କଥା କହୁନଥିଲି

  • @kulamanibehera7444
    @kulamanibehera7444 3 года назад +1

    ମହାତ୍ମା ଭୀମ ଭୋଇ କୁ ଭଲ କରି ଜାଣନ୍ତୁ
    ସେ କେଉଁ ପ୍ରଭୂ କଥା କହିଛନ୍ତି
    ମହିମା ଧର୍ମର ଦର୍ଶନ ସାସତ୍ରର ପଢ଼ିଲେ
    ଜାଣି ପାରିବେ

  • @smitra2024
    @smitra2024 4 года назад

    Apananka upasthapana Ati sunder

  • @trilochanpanda5570
    @trilochanpanda5570 3 года назад

    ଭୀମ ଭୋଇ ଙ୍କବିଷୟରେ ଆଲୋଚନା କରି ଥିବା ରୁ,ଏବଂ ଶୁନ୍ୟ ବାଦ ର ମହିମା ବ୍ରହ୍ମ ର ଆଲୋଚନା କରି ଥିବା ରୁଅଶେଷ ଧନ୍ୟବାଦ

    • @bhairabjena5700
      @bhairabjena5700 3 года назад

      ଏ ଲୋକଙ୍କର ଭୀମ ଭୋଇଙ୍କ ଧର୍ମ ଓ ଦର୍ଶନ ସମ୍ପର୍କରେ କାଣିଚାଏ ସୁଦ୍ଧା ଧାରଣା ନାହିଁ ।
      ଯୁଗେ ଯୁଗେ ହିନ୍ଦୁବାଦୀ ମାନେ ଭିନ୍ନ ଭିନ୍ନ ଧର୍ମର ପ୍ରତିଭା ମାନଙ୍କୁ ନିଜ ଭିତରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି ।
      ପୂର୍ବେ ବୌଦ୍ଧ ଧମ୍ମ ର ପ୍ରତିମାଙ୍କୁ ହିନ୍ଦୁ ମାନେ ନିଜ ଧର୍ମର ପ୍ରତିମା ଭାବରେ ବ୍ୟବହାର କରିବାର ହଜାର ହଜାର ପ୍ରମାଣ ମିଳୁଛି ।
      ଦ୍ଵାଦଶ ଶତାବ୍ଦୀର ଜୟଦେବ ବୁଦ୍ଧଙ୍କୁ ହିନ୍ଦୁ ମତର ନବମ ଅବତାର ଭାବେ ଗ୍ରହଣ କରିଥିଲେ ।
      ସେହିପରି ଏଠାରେ ଭୀମଭୋଇଙ୍କୁ ବ୍ରହ୍ମଣ୍ୟ ଧର୍ମ ର ଅନ୍ତର୍ଗତ କରିବାକୁ ଏକ ଅପପ୍ରୟାସ କରାଯାଇଛି ।
      ମହିମା ଧର୍ମର ବ୍ରହ୍ମଣୀକରଣ କରାଯାଉଛି ।କେତେକ ହିନ୍ଦୁ ପରେ ମହିମା ଧର୍ମ ଗ୍ରହଣ କରି ବାରୁ ଯଜ୍ଞ ର ପ୍ରଚଳନ କରାଉଛନ୍ତି ।ଏହା ତାଙ୍କର ଅଜ୍ଞତା ଯୋଗୁଁ ହେଉଛି ।ପ୍ରକୃତରେ ଭୀମ ଭୋଇ ଥିଲେ ଯଜ୍ଞ ବିରୋଧୀ ।ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି 'ନିର୍ବେଦ ସାଧନ' ।ସେ କହିଛନ୍ତି-
      "ଜପ,ତପ,ସନ୍ଧ୍ୟା, ହୋମ,ଯଜ୍ଞ ତେଜି
      ଧରି ନିରିବେଦ ପଥ ।"
      ମହିମା ଧର୍ମ ଓ ଭୀମ ଭୋଇ ବ୍ରହ୍ମଣ୍ୟ ଧର୍ମ ବିରୋଧରେ ପ୍ରଚଣ୍ଡ ପ୍ରତିବାଦ ।ତାହାର ବହୁଳ ପ୍ରମାଣ ତାଙ୍କ ରଚନାବଳୀରେ ଦେଖିବାକୁ ମିଳେ ।
      ଜଗନ୍ନାଥ ଦାରୁ ବିଗ୍ରହ ।ଭୀମ ଭୋଇ ଶୂନ୍ୟ ଉପାସକ ଓ ପ୍ରତିମା ପୂଜାର ବିରୋଧୀ ।ସେ ତେଣୁ ମୂର୍ତି ପୂଜାକୁ ବିରୋଧ କରି କହିଛନ୍ତି -
      "ମାଟି ପ୍ରତିମା ଶୁଷ୍କ କାଠ
      ଏମାନେ ନେବେ କି ବୈକୁଣ୍ଠ ।"
      ତାଙ୍କ ଧର୍ମ ମତରେ ଜଗନ୍ନାଙ୍କର ସ୍ଥାନ ନ ଥିଲା ।ଜଗନ୍ନାଥ ସେବାୟତ ମାନଙ୍କର ବିଚାରହୀନ ସିଦ୍ଧାନ୍ତର ପ୍ରତିବାଦ କରିବାକୁ ଯାଇ ଏକଦା କିଛି ମହିମା ସନ୍ଥ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲେ ।ଜଣେ ସେବାୟତ ଉତ୍ୟକ୍ତ ହେଇ ଜଗମୋହନ ପ୍ରବେଶ ପଥରେ ଜଣେ ମହିମା ସନ୍ଥଙ୍କୁ ପିଟି ପିଟି ମାରିଦେଇ ଥିଲା ।ଅଥଚ ଭୀମଭୋଇ କିପରି ଜଗନ୍ନାଥଙ୍କ ନିକଟରେ ନିଜର ମୁଗ୍ଧ ପଣତି ଜଣାଇ ଥାଆନ୍ତେ ?ସେ ତେଣୁ ପ୍ରତିବାଦ କରି କହିଲେ -
      "ସେ ଯେବେ ଜଗନ୍ନାଥ ହୋନ୍ତା
      ଠାବଳେ କିମ୍ପାଇଁ ରହନ୍ତା ।"
      ପୁଣି-
      ଏ ପିଣ୍ଡେ ଜଗନ୍ନାଥ ଅଛି
      ମିଛରେ ପ୍ରତିମା ପୁଜୁଛି ।
      ଭୀମଭୋଇ ପିତା ମାତାଙ୍କୁ ଅନ୍ତରରେ ସ୍ଥାନ ଦେଇଛନ୍ତି ।ମୂର୍ତି ଉପାସନାର ସ୍ଥାନ ନାହିଁ ।
      ଯେହୁ ଗଢ଼ିଛି ଆପଣା ପିଣ୍ଡ ପ୍ରାଣ ତାକୁ ସମର୍ପଣ ନାହିଁ
      ଦାରୁ ପ୍ରତିମା ମୂର୍ତ୍ତିକୁ ବୋଲୁଛନ୍ତି ପ୍ରାଣୀକୁ ବଞ୍ଚାଅ ତୁହି ।
      ଜାତି ପ୍ରଥା ହିଁ ହିନ୍ଦୁ ଧର୍ମର ଏକ ମାତ୍ର ବୈଶିଷ୍ଟ୍ୟ ।
      ଜାତି ନାହିଁ ତ ବ୍ରାହ୍ମଣର ଶ୍ରେଷ୍ଠତା ପ୍ରମାଣିତ ହେଇ ପାରିବ ନାହିଁ ।ମହିମା ଧର୍ମ ଏଣୁ ବ୍ରହ୍ମଣ୍ୟ ଧର୍ମକୁ ଅସ୍ୱୀକାର କରେ ।ବ୍ରହ୍ମଣ୍ୟ ଧର୍ମର ଶୋଷଣ ନୀତିକୁ ବିରୋଧ କରି ସେ କହିଥିଲେ -
      "ମଲା ଲୋକେ ଦାନ ଦେଲେ ତୁମ୍ଭେ ଘେନି ଯାଅ
      ସେ ଦାନ କୁ ଆଣି ତୁମ୍ଭେ ବିକି ଭାଙ୍ଗି ଖାଅ ।"
      ଦିନେ 'ଉତ୍କଳ ଦୀପିକା' ର ସମ୍ପାଦକ ଏ ମହିମା ଵାଲା ଙ୍କୁ ସହ୍ୟ କରି ପାରୁ ନ ଥିଲେ ।ଆଜି ସେ ଧର୍ମକୁ ଓ ଧର୍ମର ମହାନ ସନ୍ଥଙ୍କୁ ବ୍ରହ୍ମଣ୍ୟଧର୍ମ ଭିତରେ ଅନ୍ତର୍ଭୁକ୍ତ କରିବାର ଏ ଅପଚେଷ୍ଟା କାହିଁକି ?

    • @trilochanpanda5570
      @trilochanpanda5570 3 года назад

      @@bhairabjena5700 ଧନ୍ୟବାଦ ଜଣାଉଛି ଭୈରବ ବା ବୁ ଆପଣଙ୍କୁ ବହୁତ ଧନ୍ୟବାଦ ।ଆପଣଙ୍କର ଲେଖାଟି ପଢିବା ପରେ ଅନୁଭବ କଲି ଯେ, ମୋତେ ତ ପରମେଶ୍ବର ପରମବ୍ରହ୍ମ ବିଷୟରେ ଜଣାନାହି।ଦୟାକରି ମୋତେ ପ୍ରଭୁ ପରମବ୍ରହ୍ମ ଙ୍କୁ କିପରି ପାଇବି ଟିକିଏ ଜଣାଇଲେ ମୁଁ ଵହୁତ ଖୁସି ହେବି।ରହୁଛି ନମସ୍କାର,,,

    • @bhairabjena5700
      @bhairabjena5700 3 года назад

      @@trilochanpanda5570 ଆଜ୍ଞା ନମସ୍କାର ।
      ପରଂବ୍ରହ୍ମ ସମ୍ପର୍କରେ ମୁଁ ଅଜ୍ଞ ।ଚେଷ୍ଟା କଲେ ବି ପରଂବ୍ରହ୍ମଙ୍କ ସମ୍ପର୍କରେ ବିନ୍ଦୁଟିଏ ଜାଣିବା ସମ୍ଭବ ନୁହେଁ ।ତେଣୁ ସେ ସମ୍ପର୍କିତ ପ୍ରଚେଷ୍ଟା ଏବଂ ଆଲୋଚନା ନିରର୍ଥକ ବୋଲି ମନେ କରୁଛି ।
      କିନ୍ତୁ ମାନବ ଜୀବନରେ ଶ୍ରେୟ କେଉଁଠି ଅଛି ?
      ଭଗବାନଙ୍କ ଭଜନ-କୀର୍ତ୍ତନ-ପୂଜନରେ ନା ଖୋଜିବାରେ ?
      ଭଗବାନ ମଣିଷ ଭିତରେ ବାସନା ଦେଇଛନ୍ତି ,ପୁଣି ମଣିଷକୁ ଅଳି କରି ମାଗିବାକୁ ବୁଦ୍ଧି ଦେଇଛନ୍ତି ।ଭଗବାନ ତେଲିଆ କି ?ସେ କେଉଁଠି କହିଛନ୍ତି କି ତାଙ୍କୁ ସ୍ତୁତି କଲେ ତାଙ୍କ ଛାତି ଫୁଲି ଉଠେ ବୋଲି ?ତାଙ୍କୁ ଭୋକ ହୁଏ ନା ତାଙ୍କର ଜିହ୍ଵା ଲାଳସା ଥାଏ ?
      ଭଗବାନ ତାଙ୍କ ସୃଷ୍ଟିକୁ ଏତେ ଦୀନ- ଅରକ୍ଷିତ କରି ରଖିଛନ୍ତି କାହିଁକି ?
      ମୁଁ ଯଦି ଭାବୁଛି ଯେ -"ପିତା ଯା ଅଛନ୍ତି ଜଗତର ପତି କେଉଁ କଥା ତା'ର ଅଭାବ ଥାଏ କି ?"
      ସେ ପରମ ପିତାଙ୍କ ପାଖରେ ମୁଁ ଦୀନ ନୁହେଁ ,ତେଣୁ କାକୁସ୍ଥତର ହେଇ କର ଯୋଡି ଜଣାଇବାର ଆବଶ୍ୟକତା ନାହିଁ ।
      ଆପଣ ପରାମର୍ଶ ଦେବେ ତାଙ୍କ ନିକଟରେ କୃତଜ୍ଞ ରହିବା ପାଇଁ ।
      ଏ ପ୍ରକୃତି ଏ ପରିବେଶ ଆମକୁ ପୋଷଣ ଯୋଗାଉଛି ବୋଲି ଆମର ବିକାଶ ହେଉଛି ।ଇଏ କ'ଣ କୃତଜ୍ଞତା ନୁହେଁ ଯେ ପୁଣି ମୁଁ କୃତଜ୍ଞତା ଜଣାଇବା ପାଇଁ message ପଠେଇବି ଆଉ ଠିକଣା ଖୋଜିବି ।
      ଏତେସବୁ ଜଟିଳତାର ସମାଧାନ ପାଇଁ ମଣିଷ ଜୀବନ ତମାମ ସାଧନା କରୁଛି ।ଆପଣ ଏମିତି ଜଣକର ନାଁ ଦୟାକରି କହିବେ ,ଯିଏ ଏ ଦୁର୍ଜ୍ଞେୟ ରହସ୍ୟର ଖିଅ ଖୋଜିକରି ପାଇଛନ୍ତି ।ମୁଁ ବି ତାଙ୍କର ଶରଣ ନେଇ ପରଂବ୍ରହ୍ମ ଙ୍କ ଆଶ୍ରିତ ହେଇ ପାରନ୍ତି ।
      ଆଜ୍ଞା ଏ ନିରର୍ଥକ ଦୌଡ଼ରେ ମାତି ଜୀବନର ଅସଲ ସୁଆଦ ଠାରୁ ଦୁରେଇ ଯିବା ବୋକାମି ହେବ ନାହିଁ କି ?
      ତେବେ ଜୀବନର ଅସଲ ସୁଆଦ କେଉଁଠି ?
      ବଂଚି ରହିବାରେ ପୁରୁଷାର୍ଥ କେଉଁଠି ?
      ପ୍ରଜ୍ଞା ପୁରୁଷ ବୁଦ୍ଧଙ୍କର ଉକ୍ତି କୁ ଉଦ୍ଧାର କରି କହୁଛି -ମଣିଷ ଜୀବନର ପୁରୁଷାର୍ଥ ହେଉଛି ସଂସାର ଜୀବନରେ ମଣିଷ ସହିତ ମଣିଷର ସମ୍ପର୍କକୁ ଅନ୍ୱେଷଣ କରିବା ଓ ମଣିଷକୁ କେନ୍ଦ୍ରକରି ତା'ର ସମସ୍ତ ଶୁଭ ଭାବନା ଗତିଶୀଳ ହେବା ।
      ତାଙ୍କ ମତରେ ଆତ୍ମା ଓ ପରମାତ୍ମା ନେଇ କିଛି କରିବାର ନାହିଁ ,ବରଂଚ ଏ ପୃଥିବୀକୁ ଅଧିକ ଲୋଭନୀୟ କରି ଗଢିବା ପାଇଁ ୟତ୍ନଶୀଳ ହେବା ଉଚିତ ।
      ମୃତ୍ୟୁ ପରବର୍ତୀ ଜୀବନର ନିରର୍ଥକ ଭାବନାରେ ଆକ୍ରାନ୍ତ ହେବା ମୂର୍ଖାମି ।ଠିକ ସେହିଭଳି ବୋକାମି ହେଉଛି ବ୍ରତାଚାର ଓ କର୍ମାଚାରର ଧନ୍ଦା ଭିତରେ ନିଷ୍ପେସିତ ହେବା ।
      ଏ ମଣିଷ ସହ ସମ୍ପର୍କ ଯୋଡିବା ପାଇଁ ତାକୁ ପ୍ରଜ୍ଞା ପଥରେ ପରିଚାଳିତ କରିବା ପାଇଁ ଆପଣ ସହଯୋଗ କଲେ ମୁଁ କୃତଜ୍ଞ ରହିବି ଓ ତାହା ହିଁ ହେବ ବ୍ରହ୍ମାସ୍ୱାଦ ।

    • @trilochanpanda5570
      @trilochanpanda5570 3 года назад

      @@bhairabjena5700 ଆପଣଙ୍କ ସମସ୍ତ ପ୍ରକାର ଲେଖା ପଢ଼ିଲାପରେଜଣାଗଲାଯେ, ଆପଣଙ୍କୁ ବ୍ରହ୍ମ ଙ୍କ ବିଷୟରେ ସମ୍ପୁର୍ଣ୍ଣ ଅଜଞ

    • @trilochanpanda5570
      @trilochanpanda5570 3 года назад

      ଆପଣଙ୍କୁ ମୋର ପ୍ରଥମ ପ୍ରଶ୍ନ ଥିଲା ପ୍ରଭୁ ପରମବ୍ରହ୍ମ ଙ୍କୁ କିପରି ଭାବରେ ପାଇବା ପାଇଁ, କିନ୍ତୁ ଆପଣଲେଖା ରୁ ଜଣାଗଲାଯେଆପଣଜାଣିନାହାନ୍ତି କିନ୍ତୁ ଭୀମ ଭୋଇ କହିଛନ୍ତି ବ୍ରହ୍ମ ବେନିଭାଗକଲା ଅଧେ ବ୍ରହ୍ମାଣ୍ଡ ରଚିଲା ,,,,
      ଏହା ମୁଁ କହୁନାହିଁ ଏହା ତାଙ୍କ ଲେଖା ଭଜନ ମାଳାରେରହିଅଛି ।ଏହି ବ୍ରହ୍ମ ଙ୍କ ବିଷୟରେ ମୋତେ ଜଣ।ନଥିବାରୁ ଆପଣଙ୍କୁ ମହିମାଅଲେଖ ଧର୍ମ।ଲମ୍ବି ଭାଵି ଠିକ୍ କଥା ଜାଣିବା ପାଇଁଲେଖିଥିଲି ।ହେଉ ଆଜ୍ଞା ରହିଲି ନମସ୍କାର ।

  • @susmitasamal6188
    @susmitasamal6188 4 года назад

    🙏