ଆସିଲା BigBreaking Update ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷାର ବିକାଶ ହେବ-ଧମେନ୍ଦ୍ର ପ୍ରଧାନଙ୍କ LIVEବାର୍ତ୍ତା ଶୁଣନ୍ତୁ

Поделиться
HTML-код
  • Опубликовано: 31 дек 2024

Комментарии • 35

  • @philimanmandal7877
    @philimanmandal7877 6 дней назад +1

    ମଲା ପରେ ଶିକ୍ଷକଙ୍କ ସମସ୍ୟା ସମାଧାନ ହେବ

  • @mahendrakumarmohanty3130
    @mahendrakumarmohanty3130 7 дней назад +9

    First junior teacher regular karantu

  • @bhaktisarangi24
    @bhaktisarangi24 6 дней назад +2

    ମଲା ପରେ ଶିକ୍ଷକଙ୍କ ସମସ୍ୟା ସମାଧାନ ହେବ ! ଯେଉଁ ମାନେ ଆଜି ଯାଏ ଶିକ୍ଷକ ମାନେ ଅଛନ୍ତି ସେ ମାନେ ଆଜିଯାଏ ହନ୍ତସନ୍ତ ହଉଛନ୍ତି ସେ ମାନେ ଆଜି ଯାଏ ରେଗୁଲାର କରି ପାରିଲେନି ॥ କିଏ 12 ବର୍ଷକିଏ 15 ବର୍ଷ ଅଛନ୍ତି ସେମାନ ଙ୍କୁ ଆଜି ଯାଏ କିଛିନାହି
    ଖାଲି ପ୍ରଭସନ ଚାଲିଛି...କେବେ ପ୍ରାଥମିକ ସ୍କୁଲ କଥା ଭାବ ....ସରକାର ଆଉ କେବେ??୬୦୦୦ ପାର୍ଟଟାଇମ ଶିକ୍ଷକ ସେମାନଙ୍କର ଦୋଷ କଣ?

  • @bidyadhardas8737
    @bidyadhardas8737 7 дней назад +6

    Sir ପ୍ରଥମେ କୁହନ୍ତୁ jt ମାନଙ୍କର permanet ଦରମା କେବେ କରିବେ, ନା ବିଜେଡି ପରି thakibe,ଆଉ primary school ru contractual nijama hateibeni

  • @8b-31-adwitisethi7
    @8b-31-adwitisethi7 7 дней назад +6

    କେବଳ ପୂର୍ବ ସରକାର,ଆମ ସରକାର ଭାଷଣ ବାଜି ବନ୍ଦ କରି କାମରେ ଦେଖାଇଲେ ଲୋକେ ଖୁସି ହେବେ😊

  • @dusmantajena2803
    @dusmantajena2803 7 дней назад +6

    କେବେ salary saman heba kuha, ଏତେ ଘର କଲେ କଣ ହେବ teacher posting dia, ଘର colour କରୀକୀ, ପଇସା ମାରିବା ଟା ସୁବିଧା ହଉଛି,

  • @shyamsahu5765
    @shyamsahu5765 7 дней назад +4

    JTS REGULAR karajau

  • @rasmihial6064
    @rasmihial6064 7 дней назад +3

    JTS ku regular karajau aga

  • @udayatokoria3553
    @udayatokoria3553 7 дней назад

    ସକାଳୁ ସକାଳୁ good news !
    ଆଲୋଚନା ସଫଳ ହେଲା ! ଏମିତି କେତେ କଣ ହେଲା ପରେ ଏହି ଧର୍ମେନ୍ଦ୍ର ଆଉ କଣ ବାକି ରହିଲା ଯେ କରିବେ !!!!
    ଛାଡ଼ ହୋ... ଛାଡ଼ ହୋ...

  • @msmansbeher89
    @msmansbeher89 7 дней назад +1

    କିଛି ପରିବର୍ତ୍ତନ କରିପାରିବ ନାହିଁ ।କାରଣ ପୂର୍ବ ସରକାର ବାର କରିଥିବା ପୋଷ୍ଟ ଦେଇପାରୁନ। SSD , LTR ,ODIA ।କଣ ଖାଲି ପୂର୍ବ ସରକାର ଦୋଷ । ତୁମ ଏବେ ସରକାରରେ ଅଛ କେମିତି ପରିବର୍ତ୍ତନ ହେବ ସେକଥା ଭାବ😅😅😅😅

  • @sureshandharua7891
    @sureshandharua7891 7 дней назад +1

    କିଛି ହେବନି ଖାଲି କାନକୁ ଭଲ ଲାଗିବ ।ନା ବନ୍ଦ ବିଦ୍ୟାଳୟ ଖୋଲିବ ନା୪୨୦୦ gp ହେବ । ଯୋଜନା ଯୋଜନା ମାଳ ମାଳ ହେବ ସରକାରୀ ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଦିବସ ପାଳନ ହେବ । ପୁଣି ୨୦୩୦ ରୁ ଆଉ ଗୋଟିଏ ନୂଆ ଶିକ୍ଷା ନୀତି ଯୋଜନା ହେବ ।ଏମତି କଳାପଟା ଅଭିଯାନ, ଆନନ୍ଦ ମୟ ଶିକ୍ଷା, ସର୍ବଶିକ୍ଷା ଅଭିଯାନ, ଆହୁରି କେତେ ଶିକ୍ଷା ନୀତି ଆସିବ ଯିବ । ଆନ୍ତରିକତା ଅଭାବରୁ ଫଳ ଶୂନ।😅😂

  • @RamshankarSeet
    @RamshankarSeet 7 дней назад +2

    Jutisc for pti upper primary school reghular karantu

  • @itishreemohanty139
    @itishreemohanty139 7 дней назад

    LTR post ଶୀଘ୍ର ଆଣନ୍ତୁ sir 🙏

  • @jayadevsenapati4521
    @jayadevsenapati4521 7 дней назад +1

    Therefore should be uniformity among All teachers,class wise appointment, clerk posting should be in every primary school.Teachers should be given their rights

  • @panakabhatra871
    @panakabhatra871 7 дней назад

    କାର୍ଯ୍ଯ କାରି ନାଇ କାଲି କଥାରେ ଦେଶିଆ ଭାଷାରେ କହିବେ(ଟ୍ଟୋଣ୍ଡ tabaraa ବୁଟା ଆଗ୍ରା) କହିବେ ସେମିତି କାଲି କଥାରେ ଆଲୋଚନା କରି କରି କେତେ ଦିନ ଲାଗିବ

  • @susmitagurumishra6337
    @susmitagurumishra6337 7 дней назад

    One class one teacher dia jau sabu samshya ra samadhan hei jiba

  • @neelambermandal6288
    @neelambermandal6288 7 дней назад

    BJP government au kichi katha miluni Kali puraba government bhul chi chi BJP government

  • @byomakeshmeher8091
    @byomakeshmeher8091 7 дней назад

    Block grant retirement karmachari manku prathame pension byabasta karantu,au dukha bujhantu, au mahaan heijantu

  • @MadhusudanMandal-ke4wj
    @MadhusudanMandal-ke4wj 7 дней назад

    LTR post sigra anatu sir plz

  • @kiranmeher5824
    @kiranmeher5824 7 дней назад +1

    Are babu.. kebe equal work .. equal pay... lagu karibe

  • @neelambermandal6288
    @neelambermandal6288 7 дней назад

    LTR Notification aasuni Kali katha 😅

  • @PallabiMahanta-b4x
    @PallabiMahanta-b4x 7 дней назад +1

    Khali to bhasana au kichhinunha

  • @KarmuMohanta-w1v
    @KarmuMohanta-w1v 7 дней назад

    Laja Nahin ki D. P
    nku ate din Soithile.

  • @sanjeebkumarnaik1979
    @sanjeebkumarnaik1979 7 дней назад

    sir,teachers ଙ୍କର demands କେବେ fill up ହେବ

  • @sagarpalai488
    @sagarpalai488 6 дней назад

    Tuma sarkar khali tax collection re mahir aau ta..... Kichhi nahni

  • @jeminrimbtsarmy827
    @jeminrimbtsarmy827 6 дней назад

    Kete Jana salary hike heba biswasa karuchanti like Kara nachet au gote stike heu

  • @laxmidharbarik6849
    @laxmidharbarik6849 7 дней назад

    Computer teacher kebe posting heba..

  • @sarojkumarmohanty6139
    @sarojkumarmohanty6139 7 дней назад

    Apan sikhyaka ,adhyapaka karmachari manankra dirghadina hela lagi rahithiba samashya ku judhyakalina bhitore samadhan kale ,Sikhya ra mana nichita badhijiba ,Biseswata Block grant sikhyaka ,karmachari Mananka paine chakiri sartabali ,pension byabastha karantu ,BJD sarakar sabu Kariba Kariba boli 24 Barsa bethi khatidela ,Asa karajaa Apan nichita athiprati drusti debe ,

  • @ChandanBEHERA-bp2jf
    @ChandanBEHERA-bp2jf 7 дней назад +1

    Kamare dekhao vasana darakar nahi

  • @neelambermandal6288
    @neelambermandal6288 7 дней назад

    Kali bhasana marile abani sir kama Kari dekhahile bhala aba okk Kali katha bada bada

  • @alekhachandramalika8155
    @alekhachandramalika8155 7 дней назад

    Always Fake news ,don't share , subscribe,like , comment,

  • @panakabhatra871
    @panakabhatra871 7 дней назад

    କାର୍ଯ୍ଯ କାରି ନାଇ କାଲି କଥାରେ ଦେଶିଆ ଭାଷାରେ କହିବେ(ଟ୍ଟୋଣ୍ଡ tabaraa ବୁଟା ଆଗ୍ରା) କହିବେ ସେମିତି କାଲି କଥାରେ ଆଲୋଚନା କରି କରି କେତେ ଦିନ ଲାଗିବ