Little knowledge very dangerous... Can you come our Hindu area Adivasi field to do God's wish without salary.. If you are bishop then do some help to those pastors, who are doing ministry in struggling. Encourage those who are dedicated their life for God. You should not criticize Pastors as God. You must applause... Who you are to say then leave ministry.. Very firstly explaining about other's ministry, You must say, about you Secular and Theological qualifications, where and what you are doing for His Sheep. If you are really doing ministry then come to our place and do ministry with us for one month without salary, then you realize who will be peettt possuu pastor... Stop finger out others ministry, Sir you are not God to speak against the God's servant, do ever seen thief pain Ans struggling to take care of their family... Simple opening a Channel and sneaking bla bla Bla ... Prasie be to Our Loving and caring God.. Hallelujah..Jisu Sati.. Maranatha .. God help you to give real knowledge and Wisdom Amen.
ଠିକ କହିଲେ ଆପଣ ❤🙏
Very good message prise the lord
Praise the lord sir
Really ❤❤ Right 👍👍
ଆଜି କାଲି ପାଳକମାନେ ଟ୍ରେନିଂ ନେଇ ପାଳକ ପଦ ପାଇଛନ୍ତି,but ସେମାନଙ୍କ massage ଭିନ୍ନପ୍ରକାର। ଯାହା ଦ୍ଵାରା ମେଷପଲ ଛିନ୍ନଭିନ୍ନ ହେଉଅଛି l
Thank you sir ,,, God bless you , ଅତି ସୁନ୍ଦର ଭାବରେ ଆମ paster ଆଜ୍ଞା ମାନଙ୍କୁ ଚେତାବନୀ ଦେଇଛନ୍ତି, ଅତି ଆବଶ୍ୟକ ଥିବା ଶିକ୍ଷା ଦେଇଥିବାରୁ ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ , ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ; Amen !!!!
ବହୁତ ଭଲ ବିଷୟ କହିଛନ୍ତି ✝️
ଧନ୍ୟବାଦ ଆଜ୍ଞା ଏହି ବାକ୍ୟ ପାଷ୍ଟ
ର ମାନଙ୍କୁ ଚେତାବନୀ ଦେଇଛନ୍ତି
Right sir
Praise the lord ✝️🙏 Ameen ❤❤❤❤
Thank you Aginya 🙏✝️❤❤❤❤❤
Very 👍 Aginya 🙏✝️❤❤❤❤
Praise the Lord hallelujah 🙌🙌🙌excellent message sir God bless you sir amen 🙏🙏🙏
ପାଳକ ମାନଙ୍କ ପାଇଁ ସଚେତନତା ବାକ୍ୟ
ଆପଣ ଯାହା କହିଲେ ଏକଦମ୍ ସତ କହିଲେ ସାର୍
ଧନ୍ୟବାଦ ସାର୍ ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ମଙ୍ଗଳ କରନ୍ତୁ
Righ sir praise the Lord ✝️
ସାରଟିକ୍ ଆପଣକହିଲେ ଆମ ମଣ୍ଡଳି ବି ସେମିତି ଆକର୍ମଣ୍ଯ ପାଳକଅଛନ୍ତି ଆମ ମଣ୍ଡଳିରେ ମେଷପଲ (ବା ବାପା ମା ଭାଇ ଭଉଣୀ ପିଲାଛୁଆ )ମାନେ ଛିନ୍ନ ଭିନ୍ନ ହୋଇ ଅଛନ୍ତିଏବଂପାଳକ ବି ଛିନ୍ନ ଭିନ୍ନ ହୋଇଛନ୍ତି✝️🙏🏽ଆମେନ
Very nice missian..
ଏହି ପରାମର୍ଶ ପାଇଁ ଧନ୍ଯବାଦ ଆଜ୍ଞା
ପଲକ ମାନଙ୍କ ପାଇଁ ଉତ୍ତମ ଶିକ୍ଷା, ସାର ଧନ୍ୟବାଦ!
ନମସ୍କାର ଆଜ୍ଞା 100% ଉତ୍ତମ ଓ ସତର୍କ ମୂଳକ ଚେତାବନୀ । ପାଳକ ମାନେ ପ୍ରାୟ ଲଭୀ ଓ ପେଟୁକ ଓ ବର୍ତ୍ତନ ଗ୍ରାହକ ହେଲେ
Good.meses.sir
God bless you bhai, pura thik katha kahichhant, unique massage bhai🙏 ama bhitare anek truti achhi, aame anya ra truti dekhuchhu, ehisabu kichhi karana jagu ama birudhre ete birodhi heichhanti, kebala palaka nahanti bhai missionary kichhi achhanti😭
Sir, you have cleanly given a sence to one servent of God, who is called to be a true pastor. His negligence looses so many lives.
ଶେଷରେ ଆମେ ଅନ୍ୟ ମିଶନ ରେ ମିଶିଗଲା ପରେ ଏବେ ୨୦୨୫ ରେ ଆସି ଆମ ମଣ୍ଡଳୀ କୁ ଘାଣ୍ଟି ଲେ ବିଶ୍ୱାସି ମାନଙ୍କ ର ଜୀବନ ଏପଟ ସେପଟ କରି ମଣ୍ଡଳୀ ଆଜି ଠିକ୍ ନାହିଁ ସାର
ଆଜ୍ଞା ଆପଣ କେତେ ପରିମାଣରେ ପାର୍କର କର୍ତ୍ତବ୍ୟ କରୁଛନ୍ତି,କେତେଟି ମେଷପାଳକକଙ୍କୁ ଦାୟିତ୍ଵ ନେଉଛନ୍ତି ଓ କେତେ ସମୟ ,କେତେ ଦିନ ଆପଣ ନେତୃତ୍ବ ନେଉଛନ୍ତି ଆପଣ କେତେ ଖୋଜିଛି କେତେ ପାଇଛି,ଆପଣ କିଏ ନିଜ ବିଷୟରେ କହୁଛନ୍ତି କି,
What ever may be that but nowadays highly necessary response teacher for believers
Sir ନିଜକୁ ମଧ୍ଯ କହିଲେ ଆପଣ bhalare message ଶୁଣନ୍ତୁ 🙏
Pr heithibo besi badhila ki
@@PratapPradhan-y1g full time ministry
ଆଜ୍ଞା 100%ସତ କଥା ସମସ୍ତେ ନୁହଁ ଆଉ ଅଳ୍ପ କେତେକ ଅଛନ୍ତି, ଏହି ସବୁ ଉପଦେଶ ଓ ଶିକ୍ଷା ଶୁଣିଲେ ବହୁତ ଦୁଃଖ ଲାଗୁଚି, ଆଜ୍ଞା ଯେହେତୁ ଶେମ ଘଟଣାରେ ନିର୍ଯାତିତ ଭୋଗୁଛି, ଆଜି କୁ ଛଅ ବର୍ଷ ସରିଲା ସାତ ବର୍ଷ ଆସିବ, ଆଜ୍ଞା ମୋନିମନ୍ତେ ପ୍ରାର୍ଥନା କରନ୍ତୁ ଯେପରି ଶ୍ଵାନ୍ତନା ପାଇବି
ପ୍ରଭୁଙ୍କର ଗୌରବ ହେଉ, ବାକ୍ୟ ଅଧ୍ୟୟନର ଶେସାଂଶ / ଅସମ୍ପୂର୍ଣ୍ଣ ରହିଗଲା ପରି ଲାଗୁଛି ଆଜ୍ଞା !
ହଁ ରଖାଯାଇଛି
ପ୍ରକୃତରେ ଆପଣ ଠିକ୍ କହିଛନ୍ତି
ଆପଣ କହିବା ଅନୁସାରେ ହିଁ ଆମ ମଣ୍ଡଳୀ ରେ ଘଟିଅଛି
Palaka ba missionary manaka lakhya kebala dana, dana, dana
ପାଳକ ମାନେ ଟଙ୍କା ରୋଜଗାର କରିବାକୂ ବେଶୀ ସମୟ ଦେଉଛନ୍ତି ମାତ୍ର ନାମକୁ ମାତ୍ର ପ୍ରଭୁଙ୍କର ଦାସବୋଲି କହି ଲୋକଙ୍କୁ ଠକିବାରେ ବ୍ୟସ୍ତ। ସଂସ୍ଥା ଭଲ ତ ପାଳକ ଭଲ।ଭଲ କଥା ଟିଏ କହିଲେ ସାର୍ ।
ପାଳକ ଜଣେ ଉତ୍ତମ କାର୍ଯ୍ୟ ନିମନ୍ତେ ତାଙ୍କୁ ଆହ୍ବାନ ହଇଥୀବା ଦରକାର
ଧନ୍ୟବାଦ ଭାଇ ଏହା ଉତ୍ତମ ଆପଣ ଙ୍କୁ ପରମେଶ୍ଵର ଆଶୀର୍ବାଦ କରନ୍ତୁ
ଆମେନ୍
ପାଳକ ସୁରେନ୍ଦ୍ର ତୁରୁକ
କାକିରିଗୁମା
ମୁଁ ମଣ୍ଡଳୀ ର ଡିକନ ସାର
ଆମ ମଣ୍ଡଳୀ ର ପାଳକ ମହାଶୟ ୨୦୧୭ ମସିହାରେ ମଣ୍ଡଳୀ ଛାଡ଼ି କେରଳ ଚାଲିଗଲେ ଆଉ ୨୦୨୫ ରେ ଆସିଲେ ସାର, ସେଥି ମଧ୍ୟରେ ଆମକୁ ଅନେକ ଥର ଠକିଲେ ଆସିବି ଆସିବି କହି, କିନ୍ତୁ ଆସିଲେ ନାହିଁ। ପାଳକ ମହାଶୟ ୨୦୨୪ ରେ କେରଳରେ ହି ଥିଲେ ପାଳକ ଆଜା ପ୍ରାଣତ୍ୟାଗ କଲେ
ବହୁତ ଦୁଃଖର ବିଷୟ
ଆଜ୍ଞା ଚାକିରି କରି ପାଳକିୟ କାର୍ଯ୍ୟ କରିହେବ ନା ନାହିଁ ଏହାର ଉତ୍ତର ଆପଣ ଯଥା ସିଗ୍ରରଖିବେ
ହଁ କରିପାରିବେ
@livingword5248 ସାର ଏହା କିପରି ସମ୍ଭବ କେଉଁ ବାଇବଲ ଲେଖା ଅଛି ଦୟା କରି ଦେଖାଇ ପାରିବେ କି?
@@manojkumarjani8603 ଯୋଉ ବାଇବଲ ରୁ ପ୍ରଶ୍ନ କଲେ ସେଇ ବାଇବଲରେ ଲେଖା ହେଇଛି।
ପାପ୍ଟର ମାନଙ୍କୁ ଭଲ ଭାବରେ ମେଷପଲ ଯନ୍ନ କରିବା ପାଇଁ ପରାମର୍ଶ ଦେଉଥିଲେ ଆପଣ ଜଣେ ଚାକିର କରିବ ଅଫିସ ଯିବା ଦୁଇଟା ଡଙ୍ଗା ରେ କେମିତି ଘୋଡ଼ ଦେବ ହିଁ ଆପଣ ଆହ୍ଵାନ କଥା କହୁଥିଲେ ଯଦି ଚାକିରି କରିବା ଲୋକଙ୍କୁ ଆହ୍ଵାନ ଆସେ ତେବେ ସେ ଚାକିରି ଛାଡ଼ି ପ୍ରଭୁଙ୍କର କାମ କରିବ ଆପଣ ପ୍ରଭୁଙ୍କର ଦାସ ପରା ସେହି ବାଇବଲ କଣ କହୁଛନ୍ତି କେଉଁ ପଦ ପର୍ବରେ ଲେଖା ଅଛି ପଦ ପର୍ବ ଦେକାଉ ନାହାନ୍ତି ଚାକିରି କରିବା ଜଣେ ଲୋକ ପ୍ରଭୁଙ୍କ ଦାସ ହେବ ତାହାହେଲେ ଆପଣ ଚୁପ ହୋଇ ବସି ପଡ଼ନ୍ତ ଚାକିରିୟାମାନେ ପ୍ରଭୁଙ୍କ କାମ କରନ୍ତ
@@manojkumarjani8603 GOD bless you ଆପଣ ବବୁଝିଥିବାରୁ!
Paloka mane bartaman rajanetire goleni agya
ଖ୍ରୀଷ୍ଟିଆନ୍ ଧର୍ମରେ ବି ଠକାମୀ ଚାଲିଛି। ଅର୍ଥ ର ବ୍ୟବସାୟ ଅନୁଷ୍ଠାନ ଚାଲୁଛି । ଆଦିବାସୀ ମାନେ ଦିନ ମଜୁରିଆ ଭାବେ କାମ କରିକି ଟଙ୍କା ରୋଜଗାର କରିଥାନ୍ତି।ପ୍ରତ୍ୟେକ ସପ୍ତାହ ରବିବାର ଦିନ ଚର୍ଚ୍ଚ କୁ ଯାଇ ଭଗବାନ୍ ଙ୍କ ସରଣରେ ଟଙ୍କା ଦାନ କରିଥାନ୍ତି। ସେ ଟଙ୍କା କଣ କରାଯାଏ?
ମନ୍ଦିରରେ ଯାହା କରା ଯାଉଛି ଚର୍ଚ୍ଚାରେ ମଧ୍ୟ ସେମିତି କରାଯାଏ।ଅନେକ ସେବା ରହିଛି ସେଥିରେ ବିନିଯୋଗ କରାଯାଉଛି ଯେପରିକି ଅନାଥ ବିଧବା ଓ ଅସହାୟ କୁ ସହାୟତା କରାଯାଉଛି ଏବଂ ଚର୍ଚ୍ଚ ଗୃହ କାମ ଏବଂ ଚର୍ଚ୍ଚ ନିମନ୍ତେ ଅନେକ ଜିନିଷ ଇତ୍ୟାଦି ଇତ୍ୟାଦି ବିଷୟରେ ବ୍ୟବହୃତ ହୋଇଥାଏ।
Fasting prayer update karantu sir please answer the prayer for answer
ଅନେକ ପାଳକ ଶିକ୍ଷା ଦେବାରେ ନିପୁଣ କିନ୍ତୁ ସେହି କାର୍ଯ୍ୟ ସେମାନେ ଠିକ୍ ଭାବରେ କରୁଛନ୍ତି କି?
ଭଣ୍ଡ ପାଳକମାନଙ୍କ ପାଇଁ ଭଲ ଶିକ୍ଷା ଦେଇଛନ୍ତି!
Little knowledge very dangerous... Can you come our Hindu area Adivasi field to do God's wish without salary.. If you are bishop then do some help to those pastors, who are doing ministry in struggling. Encourage those who are dedicated their life for God. You should not criticize Pastors as God. You must applause... Who you are to say then leave ministry..
Very firstly explaining about other's ministry,
You must say, about you Secular and Theological qualifications, where and what you are doing for His Sheep.
If you are really doing ministry then come to our place and do ministry with us for one month without salary, then you realize who will be peettt possuu pastor...
Stop finger out others ministry, Sir you are not God to speak against the God's servant, do ever seen thief pain Ans struggling to take care of their family...
Simple opening a Channel and sneaking bla bla Bla ...
Prasie be to Our Loving and caring God.. Hallelujah..Jisu Sati.. Maranatha .. God help you to give real knowledge and Wisdom Amen.
Pakhand bhai prachar kare,tumara kama kichi nahi,Micha kahichala
ସଦାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ