ପୁଣି BJD ନେତାଙ୍କ ବିସ୍ଫୋରକ ବୟାନ | BJD MLA Badri Narayan Patra | BJD Conflict | BJD VS BJP |Odia News

Поделиться
HTML-код
  • Опубликовано: 25 ноя 2024

Комментарии • 12

  • @kishorechandrasahu6499
    @kishorechandrasahu6499 3 дня назад +3

    ସବୁ ବିଜେଡି କର୍ମୀ ଓ ନେତା ମାନେ ପାଗଳ ହୋଇଗଲେଣି କାରଣ 24 ବର୍ଷ ହେଲା ଲୁଟୁଥିଲେ ଆଉ ଏବେ ଲୁଟିବାର ସୁଯୋଗ ମିଳୁନି ତେଣୁ ଟଙ୍କା ଖାଇବାକୁ ପାଇଁ ପୁଣି କ୍ଷମତାକୁ ଆସିବାକୁ ପାଗଳ କୁକୁର ଆଉ ପାଗଳ ବିଲୁଆ ପରି ବୋବାଳି ଛାଡ଼ୁଛନ୍ତି କିନ୍ତୁ ଆଉ ତାହା ହେବାକୁ ଓଡିଶାର ସ୍ୱାଭିମାନୀ ଲୋକ ସୁଯୋଗ ଦେବେ ନାହିଁ l

  • @debendranarayandash9040
    @debendranarayandash9040 3 дня назад +1

    ବିଜୁ ଜନତା ଦଳ ହାରିବା ପରେ ଖେମତା ଲୋଭ ଯାଇନାହିଁ ବାଉଳି ଚାଉଳି ହେଉଛନ୍ତି

  • @Dilipbhanja-mr6hb
    @Dilipbhanja-mr6hb 3 дня назад +3

    ପାଗଳ ହେଇଗଲେଣି ବିଜେଡି ବାଲା
    ମଲା ହଡା ଆଉ ଉଠିବ ନା ଆଉ ଘାସ ଖାଇବ

  • @Dilipbhanja-mr6hb
    @Dilipbhanja-mr6hb 3 дня назад

    ଜୟ ଶ୍ରୀ ରାମ

  • @chinmaymohanty7345
    @chinmaymohanty7345 3 дня назад

    ସମୂର୍ଣ୍ଣ ଭାବରେ ବାଚାଳତା ଓ ମସ୍ତିଷ୍କ ଭ୍ରମର ପ୍ରକୃତ କଥାଟି ପୁରୁଖା ରାଜନୀତିଜ୍ଞ କହିଲେ l ଚୋରି ଡକାୟତି କରିବାର ନିଶା ତାଙ୍କୁ ଛାଡ଼ିନି ତେଣୁ ବିଳିବିଳାଉଛନ୍ତି l ଓଡ଼ିଶାର ଜନସାଧାରଣ ଏସବୁ ଶୁଣି ହସୁଛନ୍ତି କାରଣ ବିଜେଡି ଦଳକୁ ଘୃଣା କରୁଛନ୍ତି l ଯାହା ପାଦରେ କଣ୍ଟା ଫୁଟିଛି ସେମାନେ ଖୋଲି କହୁଛନ୍ତି କି ଯଦି ଏଥର ବିଜେଡି ଶାସନଙ୍କୁ ଅସିଥାନ୍ତା ତେବେ ଅତ୍ୟାଚାର ପ୍ରବଳ ବଢ଼ି ଯାଇଥାନ୍ତା ଯାହା ହାରିବା ପରେ ପ୍ରତିଫଳିତ ହେଉଛି l ଆଗାମୀ ପାଞ୍ଚ ବର୍ଷ ଯାଏ ନିରବ ରହିବା ବଦଳରେ ଅଧର୍ଯ୍ୟ ହୋଇଗଲେଣି l
    ଏବେ ସେମାନେ ନିଜ ମୁଖା ନିଜେ ଖୋଲୁଛନ୍ତି ଆଉ ଅପଦସ୍ତ ହେଉଛନ୍ତି l ସମୟ ଆସୁଛି ସବୁ ଧରାପଡିବେ ଆଇନ ଅନୁସାରେ ନିଶ୍ଚୟ ଦଣ୍ଡ ଭୋଗିବେ l ବିଜେପି ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ l
    ଜୟ ଜଗନ୍ନାଥ l🌹🙏🏻🌹

  • @prakashsing98
    @prakashsing98 3 дня назад

    💚💚💚💚💚🇮🇳🇮🇳🇮🇳🇮🇳🇮🇳🇮🇳👍👍👍

  • @JayJagannath0307
    @JayJagannath0307 3 дня назад +1

    Jay Naveen Pattanayak 💚

  • @bijanshil9584
    @bijanshil9584 3 дня назад

    BJP KO Hatao

  • @RadhaGovindaPanda
    @RadhaGovindaPanda 2 дня назад +1

    POLA GANDIRE PAWAN PASS HELAVALI BJD VASAN !

  • @MadanmohanBehera-d5c
    @MadanmohanBehera-d5c 3 дня назад

    Bjd congress chor party 😢

  • @brahmanandabiswal5036
    @brahmanandabiswal5036 3 дня назад

    Bjd .odisha.ku.talitalant.kari.babu.dalara.ruti.khia.kuta.pagala.heleni.jayajaganatha.