Debanjana Gardening
Debanjana Gardening
  • Видео 215
  • Просмотров 18 197 104
ଛାତ ବଗିଚାରେ ଥାଇଲାଣ୍ଡ ବରକୋଳି ଚାଷ ର କିଛି ଜରୁରୀ ଟିପ୍ସ।#appleber#greenappleber
ଛାତ ବଗିଚାରେ ଥାଇଲାଣ୍ଡ ବରକୋଳି ଚାଷ ର କିଛି ଜରୁରୀ ଟିପ୍ସ।#appleber
Просмотров: 2 370

Видео

ଡାଳରୁ ତିଆରି ବାଇଗଣ ଗଛରେ ଧରିଛି ବହୁତ୍ ଗୁଡ଼ାଏ ଫଳ #baigana #brinjal#debanjanagardening
Просмотров 31 тыс.Месяц назад
ଡାଳରୁ ତିଆରି ବାଇଗଣ ଗଛରେ ଧରିଛି ବହୁତ୍ ଗୁଡ଼ାଏ ଫଳ #baigana #brinjal
ଘରେ ଖାଇବା ପାଇଁ ଖୁବ୍ ସହଜ ଏବଂ ସରଳ ଉପାୟରେ କରନ୍ତୁ ଧିଙ୍ଗିରି ଛତୁ ଚାଷ #oyestermushroom #dhingirichhatu
Просмотров 4,9 тыс.Месяц назад
ଘରେ ଖାଇବା ପାଇଁ ଖୁବ୍ ସହଜ ଏବଂ ସରଳ ଉପାୟରେ କରନ୍ତୁ ଧିଙ୍ଗିରି ଛତୁ ଚାଷ #oyestermushroom #dhingirichhatu ଧିଙ୍ଗିରି ଛତୁ କୁ ଇଂରାଜୀ ଭାଷାରେ oyester mushroom କୁହାଯାଏ। ଛତୁ ମଞ୍ଜି ପାଇଁ ପା ଅଂଚଳରେ ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ମଞ୍ଜିର ଠିକଣା ପାଇ ପାରିବେ ନଚେତ୍ flipcart,amazan ରୁ ବି ମଞ୍ଜି ପାଇ ପାରିବେ।
କେମିତି କରିବେ ଧିଙ୍ଗିରି ଛତୁ ର ଚାଷ। ପୁରା ଟିପ୍ସ ଜାଣନ୍ତୁ ଏହି ଭିଡିଓ ରେ#dhingirichhatu #oyester
Просмотров 16 тыс.Месяц назад
କେମିତି କରିବେ ଧିଙ୍ଗିରି ଛତୁ ର ଚାଷ। ପୁରା ଟିପ୍ସ ଜାଣନ୍ତୁ ଏହି ଭିଡିଓ ରେ#dhingirichhatu #oyester
ମଟର ଛୁଇଁ ଚାଷ କରିବାର ସହଜ ଓ ସରଳ ଉପାୟ ପୁଣି ବିନା ଖର୍ଚ୍ଚରେ #matarachasa
Просмотров 3,1 тыс.2 месяца назад
ମଟର ଛୁଇଁ ଚାଷ କରିବାର ସହଜ ଓ ସରଳ ଉପାୟ ପୁଣି ବିନା ଖର୍ଚ୍ଚରେ #matarachasa
କିଛି ନ ହେଲେବି ଟମାଟୋ ଚାରା ନିଶ୍ଚୟ ଲଗାନ୍ତୁ ନିଜ ଛାତ ବଗିଚାରେ। ପ୍ରଚୁର ଫଳିବ #tomato
Просмотров 9962 месяца назад
କିଛି ନ ହେଲେବି ଟମାଟୋ ଚାରା ନିଶ୍ଚୟ ଲଗାନ୍ତୁ ନିଜ ଛାତ ବଗିଚାରେ। ପ୍ରଚୁର ଫଳିବ #tomato
ଧିଙ୍ଗିରି ଛତୁ ଚାଷ କରିବାର ସଠିକ୍ ଉପାୟ(part-1) #dhingirichhatu#oyestermushroom
Просмотров 8 тыс.2 месяца назад
ଧିଙ୍ଗିରି ଛତୁ ଚାଷ କରିବାର ସଠିକ୍ ଉପାୟ(part-1) #dhingirichhatu#oyestermushroom
ଶୀତ ଦିନିଆ ବିନ୍ସ ଚାଷ//କିଛି ସହଜ ଓ ସୁନ୍ଦର ଟିପ୍ସ #beanschasa#beans
Просмотров 29 тыс.2 месяца назад
ଶୀତ ଦିନିଆ ବିନ୍ସ ଚାଷ//କିଛି ସହଜ ଓ ସୁନ୍ଦର ଟିପ୍ସ #beanschasa#beans
ଡ୍ରାଗନ ଗଛ ଥିଲେ କିଛି ସହଜିଆ ଟିପ୍ସ। ଖୁବ୍ କମ୍ ପରିଚର୍ଯ୍ୟା ରେ ଭଲ ଫଳ ଧରିବ।#draganfruit
Просмотров 1,1 тыс.3 месяца назад
ଡ୍ରାଗନ ଗଛ ଥିଲେ କିଛି ସହଜିଆ ଟିପ୍ସ। ଖୁବ୍ କମ୍ ପରିଚର୍ଯ୍ୟା ରେ ଭଲ ଫଳ ଧରିବ।#draganfruit
ଟମାଟୋ ଚାଷ ଏକ ନୂଆ ଉପାୟରେ। ଆପଣ ବି ଏମିତି କରିପାରିବେ #tomato #vegitablegarden
Просмотров 14 тыс.3 месяца назад
ଟମାଟୋ ଚାଷ ଏକ ନୂଆ ଉପାୟରେ। ଆପଣ ବି ଏମିତି କରିପାରିବେ #tomato #vegitablegarden
ଏବର୍ଷ ଦଶହରା ରେ ମିଳିଲା ୟୁଟ୍ୟୁବ ତରଫରୁ ବଡ଼ ଉପହାର।#silverplaybutton #unboxing
Просмотров 6573 месяца назад
ଏବର୍ଷ ଦଶହରା ରେ ମିଳିଲା ୟୁଟ୍ୟୁବ ତରଫରୁ ବଡ଼ ଉପହାର।#silverplaybutton #unboxing
ପାଳ ଛତୁ କରନ୍ତୁ ଆଉ ଏକ ନୂଆ ଉପାୟରେ #palachhatu #paddymushroom
Просмотров 308 тыс.4 месяца назад
ପାଳ ଛତୁ କରନ୍ତୁ ଆଉ ଏକ ନୂଆ ଉପାୟରେ #palachhatu #paddymushroom
ଅଦରକାରୀ କୁଟା ରେ ପାଳ ଛତୁ ଚାଷ #palachhtu# paddymushroom
Просмотров 1,3 тыс.4 месяца назад
ଅଦରକାରୀ କୁଟା ରେ ପାଳ ଛତୁ ଚାଷ #palachhtu# paddymushroom
ପାଳ ଛତୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବାର ଟିପ୍ସ #palachhatu
Просмотров 8724 месяца назад
ପାଳ ଛତୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବାର ଟିପ୍ସ #palachhatu
ଆଶା ଠାରୁ ଅଧିକ କାକୁଡ଼ି ମିଳିବ//ଏହି ଭିଡିଓ ଦେଖନ୍ତୁ //କାକୁଡ଼ି ଚାଷ #kakudi
Просмотров 12 тыс.4 месяца назад
ଆଶା ଠାରୁ ଅଧିକ କାକୁଡ଼ି ମିଳିବ//ଏହି ଭିଡିଓ ଦେଖନ୍ତୁ //କାକୁଡ଼ି ଚାଷ #kakudi
ସାତ ଦିନ ପରେ ଛତୁ ବେଡ୍ ର ଯତ୍ନ କେମିତି ନିଆଯାଏ।#palachhatu
Просмотров 3,7 тыс.5 месяцев назад
ସାତ ଦିନ ପରେ ଛତୁ ବେଡ୍ ର ଯତ୍ନ କେମିତି ନିଆଯାଏ।#palachhatu
ବାଇଗଣ ଗଛ ଡାଳରୁ ଚାରା ପ୍ରସ୍ତୁତି ପ୍ରଣାଳୀ। ଏହି ଉପାୟରେ ଚାରା ପ୍ରସ୍ତୁତ କଲେ ବେଶି ଫଳ ଧରେ।
Просмотров 7 тыс.5 месяцев назад
ବାଇଗଣ ଗଛ ଡାଳରୁ ଚାରା ପ୍ରସ୍ତୁତି ପ୍ରଣାଳୀ। ଏହି ଉପାୟରେ ଚାରା ପ୍ରସ୍ତୁତ କଲେ ବେଶି ଫଳ ଧରେ।
ଛତୁ ମଞ୍ଜି ତିଆରି ୟୁନିଟ।#mushroomspawn#chhatumanji
Просмотров 2,6 тыс.5 месяцев назад
ଛତୁ ମଞ୍ଜି ତିଆରି ୟୁନିଟ।#mushroomspawn#chhatumanji
ଛତୁ ଚାଷ ପାଇଁ green net structure ତିଆରି କରିବା ଉପାୟ।
Просмотров 1,3 тыс.5 месяцев назад
ଛତୁ ଚାଷ ପାଇଁ green net structure ତିଆରି କରିବା ଉପାୟ।
ପାଳଛତୁ ଚାଷ ସମ୍ପୂର୍ଣ୍ଣ ନୁଆ ଉପାୟରେ।#palachhatu #mushroom
Просмотров 406 тыс.5 месяцев назад
ପାଳଛତୁ ଚାଷ ସମ୍ପୂର୍ଣ୍ଣ ନୁଆ ଉପାୟରେ।#palachhatu #mushroom
ଆପଣଙ୍କ ବାଲକୋନୀ ର ଶୋଭା ବଢ଼େଇବ ଏହି ଫୁଲ। ବିନା ଖର୍ଚ୍ଚରେ।#dastafula#timeflower
Просмотров 4855 месяцев назад
ଆପଣଙ୍କ ବାଲକୋନୀ ର ଶୋଭା ବଢ଼େଇବ ଏହି ଫୁଲ। ବିନା ଖର୍ଚ୍ଚରେ।#dastafula#timeflower
ଏହି କେତୋଟି ଫଳ ଚାରା ନିଶ୍ଚୟ ଲଗାନ୍ତୁ ନିଜ ଛାତ ବଗିଚାରେ। ଛୋଟିଆ ଜାଗାରେ ବି ନିଶ୍ଚୟ ଫଳ ଧରେ।
Просмотров 3,3 тыс.5 месяцев назад
ଏହି କେତୋଟି ଫଳ ଚାରା ନିଶ୍ଚୟ ଲଗାନ୍ତୁ ନିଜ ଛାତ ବଗିଚାରେ। ଛୋଟିଆ ଜାଗାରେ ବି ନିଶ୍ଚୟ ଫଳ ଧରେ।
ବିନା ଖର୍ଚ୍ଚରେ କରନ୍ତୁ କଳମୀ ଶାଗ ଚାଷ #kalamisaga #waterspinach
Просмотров 2,8 тыс.6 месяцев назад
ବିନା ଖର୍ଚ୍ଚରେ କରନ୍ତୁ କଳମୀ ଶାଗ ଚାଷ #kalamisaga #waterspinach
ଅଟା ପେକେଟ୍ ରେ ହଳଦୀ ଚାଷ।#haladi #chhatabagicha
Просмотров 1,1 тыс.6 месяцев назад
ଅଟା ପେକେଟ୍ ରେ ହଳଦୀ ଚାଷ।#haladi #chhatabagicha
ଲେମ୍ବୁ ଚାରା ଲଗେଇବା ସମୟରେ ଏହି ସବୁ ନିୟମ ମାନିବା ଉଚିତ୍।#lemon #lembu
Просмотров 1,5 тыс.6 месяцев назад
ଲେମ୍ବୁ ଚାରା ଲଗେଇବା ସମୟରେ ଏହି ସବୁ ନିୟମ ମାନିବା ଉଚିତ୍।#lemon #lembu
ଟମାଟୋ ଚାରା କଲମ କରିବାର ପୁରା ଉପାୟ #grafting #tomatoplant
Просмотров 2,6 тыс.7 месяцев назад
ଟମାଟୋ ଚାରା କଲମ କରିବାର ପୁରା ଉପାୟ #grafting #tomatoplant
ଖୁବ୍ ସହଜରେ ଛାତରେ କରାଯାଇ ପାରେ ପାଣିକଖାରୁ ଚାଷ।
Просмотров 8457 месяцев назад
ଖୁବ୍ ସହଜରେ ଛାତରେ କରାଯାଇ ପାରେ ପାଣିକଖାରୁ ଚାଷ।
ପାଳ ଛତୁ ଖୁବ୍ ସୁନ୍ଦର ଉପାୟରେ।#palachhatu #chhatu
Просмотров 6 тыс.7 месяцев назад
ପାଳ ଛତୁ ଖୁବ୍ ସୁନ୍ଦର ଉପାୟରେ।#palachhatu #chhatu
କୁଣ୍ଡରେ କରିପାରିବେ ପୋଇ ଚାଷ ।#spinach #poi
Просмотров 2,3 тыс.7 месяцев назад
କୁଣ୍ଡରେ କରିପାରିବେ ପୋଇ ଚାଷ ।#spinach #poi
ପରିବାର ସମ୍ଭାଳୁଛି ଛାତ ବଗିଚା।#terracegarden #vagitable
Просмотров 3,7 тыс.8 месяцев назад
ପରିବାର ସମ୍ଭାଳୁଛି ଛାତ ବଗିଚା।#terracegarden #vagitable

Комментарии

  • @jchoudhury274
    @jchoudhury274 2 часа назад

    ବହୁତ୍ ବଢିଆ ମୁ କରି ଥିଲି tomata ଫଳୁଛି ଜୟ ଜଗନ୍ନାଥ

  • @kunadas6747
    @kunadas6747 2 дня назад

    Lovely didiGardenfarm

  • @muktikantamohapatra3958
    @muktikantamohapatra3958 3 дня назад

    କୁଟା କୁ ଆମେ କେତେ ଥର ବ୍ୟବହାର କରି ପରିବା

  • @dillipdhar7510
    @dillipdhar7510 3 дня назад

    Bahut bhala lagila

  • @SontoshkuamarMallick
    @SontoshkuamarMallick 3 дня назад

    ଖରା ଦିନରେ ପାଣି ହେବକି ସାର

    • @debanjanagardening3636
      @debanjanagardening3636 День назад

      ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣା ପଡ଼େ ତା ହେଲେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା

  • @PrabhatkumarBehera-c5n
    @PrabhatkumarBehera-c5n 4 дня назад

    ଆପଣଙ୍କର ପ୍ରଚଳିତ ଛତୁ ପ୍ରଣାଳୀ କୁ ଅନୁସରଣ କରି କରିବା ପାଇଁ ଛତୁ ଚାସକରି ମାସିକ ଟଙ୍କା କେତ ମିଲିବ ଏଥିପାଇଁ ଆପଣଙ୍କୁ ଯୋଗାଯୋଗ କରିବାକୁ ଠିକଣାକୁ ଉଲ୍ଲେଖ କରିବା ପାଇଁ ଅନୁରୋଧ କରୁଅଛୁ

    • @debanjanagardening3636
      @debanjanagardening3636 День назад

      ମୁଁ ବାଲେଶ୍ୱର ର ପିଲା। ଛତୁ ଚାଷ କରି ଭଲ ଲାଭ କରି ପାରିବେ

  • @meherinternetcafe9819
    @meherinternetcafe9819 6 дней назад

    good

  • @somanathmahapatra9865
    @somanathmahapatra9865 6 дней назад

    Awesome

  • @monu9207
    @monu9207 6 дней назад

    Baigana dala hueni

    • @debanjanagardening3636
      @debanjanagardening3636 День назад

      ଚେଷ୍ଟା କରି ଦେଖନ୍ତୁ ନିଶ୍ଚୟ ହେବ

  • @monu9207
    @monu9207 6 дней назад

    Michha

    • @debanjanagardening3636
      @debanjanagardening3636 День назад

      ଆଦୌ ମିଛ କଥା ନୁହଁ। ଥରେ ଚେଷ୍ଟା କରି ଦେଖନ୍ତୁ

  • @Greengardenwithkalpana
    @Greengardenwithkalpana 7 дней назад

    👍superb...

  • @sangramparida8894
    @sangramparida8894 7 дней назад

    Right

  • @BijayTripathy-c2s
    @BijayTripathy-c2s 8 дней назад

    Thank you

  • @dilipkumarpatel4823
    @dilipkumarpatel4823 9 дней назад

    Odisha

  • @dilipkumarpatel4823
    @dilipkumarpatel4823 9 дней назад

    Thare futi gala pare aou futi ba ki nahi chatu

    • @debanjanagardening3636
      @debanjanagardening3636 День назад

      ପୁଣି ଦଶ ପନ୍ଦର ଦିନ ପରେ ଆଉ ଥରେ ଛତୁ ବାହାରି ଥାଏ କିନ୍ତୁ ବହୁତ୍ କମ୍ ପରିମାଣରେ।

  • @S.murmuBT
    @S.murmuBT 9 дней назад

    Wow

  • @lililataparida
    @lililataparida 9 дней назад

    ଆପଣ ଭଲ ରେ ବୁଝେଇ ପାରିଲେ ଧନ୍ୟବାଦ

  • @kartikabehera6032
    @kartikabehera6032 9 дней назад

    Sir many 2 thanks.

  • @SAMBALPURI_KIRTAN_2.O
    @SAMBALPURI_KIRTAN_2.O 9 дней назад

    3:19 dipu janglia majhi re dei dela😂

  • @siprachhunmun9132
    @siprachhunmun9132 10 дней назад

    Sir, eii seeds kouthi milibo

    • @debanjanagardening3636
      @debanjanagardening3636 День назад

      ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ଠିକଣା ପାଇ ପାରିବେ ନଚେତ୍ ଅନଲାଇନ୍ ରେ ବି ମିଳୁଚି (paddy straw mushroom spawn) ଲେଖି ସର୍ଚ୍ଚ କରନ୍ତୁ

  • @ChandrasekhraNayak-h6m
    @ChandrasekhraNayak-h6m 11 дней назад

    Thanks so much ❤

  • @shreeOldcoin
    @shreeOldcoin 11 дней назад

    ସର୍ବେ ଭବନ୍ତୁ ସୁଖିନଃ। ଧନ୍ୟବାଦ ଭାଇ।

  • @bipinthapa8063
    @bipinthapa8063 12 дней назад

    କେଉଁ ମାସ ପର୍ଯ୍ୟନ୍ତ କରାଯାଏ

  • @asitjamuda1616
    @asitjamuda1616 12 дней назад

    Bhai ମୁଁ ଯାଜପୁର dist ru କହୁଛି

  • @ramakantanaik3813
    @ramakantanaik3813 13 дней назад

    ❤❤

  • @mr_n_i_r_a_k_a_r_shorts
    @mr_n_i_r_a_k_a_r_shorts 13 дней назад

    Chatu manji kouthi miluchi

  • @laxmidharmaharana259
    @laxmidharmaharana259 13 дней назад

    Thanks brother

  • @sahadebmajhi7101
    @sahadebmajhi7101 14 дней назад

    Thank you

  • @manaranjanpradhan27
    @manaranjanpradhan27 14 дней назад

    Nice

  • @sigmabarick6016
    @sigmabarick6016 14 дней назад

    Bhai sabu sahaja je kintu se kacha bottle ta vangiba seita tk difficult😢

    • @debanjanagardening3636
      @debanjanagardening3636 14 дней назад

      କାଚ ବଟଲ ନ ଭାଙ୍ଗି ଗୋଟିଏ ତାର ବା ସରୁ ରୋଡ଼ ଦ୍ବାରା ବାହାର କରି ପାରିବେ

  • @rismadas6089
    @rismadas6089 15 дней назад

    Monji pare seta kan dela

  • @shaikmatluballi7986
    @shaikmatluballi7986 15 дней назад

    Bhai sopeta chara kouthu kini thole mu gote chara bahuda dino Bhograi hato ru kini lagei thili 7ru8 barsa helani kintu fada dharuni

  • @akshayasahoo1706
    @akshayasahoo1706 15 дней назад

    Wow beautiful cute beby

  • @RAHUL-iu9xp
    @RAHUL-iu9xp 15 дней назад

    ମତେ ମଞ୍ଜି ଦରକାର ଭାଇ

  • @SapaniSoy-p1p
    @SapaniSoy-p1p 16 дней назад

    January month re chhatu chasa hua kinahi

  • @DolamaniBariha-q5h
    @DolamaniBariha-q5h 16 дней назад

    Sir ଧିଙ୍ଗିରି ଛତୁ କେବେ କରା ଯାଏ🙏🙏🙏

  • @learnwithpravin3613
    @learnwithpravin3613 16 дней назад

    ଥରେ ଛତୁ ଫୁଟିଲା ପରେ ପଲିଥିନ ଢାଙ୍କିବା ନା ନାହିଁ

    • @debanjanagardening3636
      @debanjanagardening3636 14 дней назад

      ଛତୁ ଅମଳ ହେବା ପରେ ଆଉ ଢାଙ୍କିବା ପାଇଁ ପଡିବ ନାହିଁ

    • @learnwithpravin3613
      @learnwithpravin3613 13 дней назад

      @debanjanagardening3636 ଧନ୍ୟବାଦ 🙏

  • @LilinkaBarik
    @LilinkaBarik 16 дней назад

    Ondharo re rokhibaku hobo ki

  • @smbfamilyvlogs9626
    @smbfamilyvlogs9626 16 дней назад

    Chhatu manjira retkete dayakari kuhanti

  • @pradeept8859
    @pradeept8859 16 дней назад

    Falls

  • @NathuHarijan-b8q
    @NathuHarijan-b8q 16 дней назад

    Tumar nambar dia

  • @SadaKhara-x8p
    @SadaKhara-x8p 16 дней назад

    ଟମାଟଗଛକୁକୁମାସରେକରାଜାଏଵାଇକୁହ

    • @debanjanagardening3636
      @debanjanagardening3636 16 дней назад

      କେବଳ ଗରମ ଦିନ ଛାଡ଼ି ସବୁ ସମୟରେ କରାଯାଇ ପାରେ

  • @lasibanmallick6717
    @lasibanmallick6717 17 дней назад

    ଭଲ ଲାଗିଲା ଧନ୍ୟବାଦ୍ ।

  • @ashok6465
    @ashok6465 18 дней назад

    गहम (गेंहू) रू छतु मंजि तयार हू ए

  • @sunilpadhan3570
    @sunilpadhan3570 18 дней назад

    Seed price kete

  • @lopamudradevi4634
    @lopamudradevi4634 18 дней назад

    ଆମେ ଛତୁ ମଞ୍ଜି କୋଉଠୁ ପାଇବୁ ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ

    • @debanjanagardening3636
      @debanjanagardening3636 17 дней назад

      ମାର୍ଚ୍ଚ ମାସକୁ ଯୋଗା ଯୋଗ କରନ୍ତୁ

  • @ASHU_TOSHA
    @ASHU_TOSHA 18 дней назад

    Bichitra.... Waaaooooooooooo...?? No words....🙏

  • @sohamnahak579
    @sohamnahak579 19 дней назад

    ଛତୁ ମଞ୍ଜି ମାର୍କେଟ ରେ ମିଳିବ କି ?

    • @debanjanagardening3636
      @debanjanagardening3636 17 дней назад

      ବେଳେ ବେଳେ ମାର୍କେଟ ରେ ମିଳିଯାଏ କିନ୍ତୁ ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ଠିକଣା ପାଇ ପାରିବେ। ଅନଲାଇନ୍ ରେ ବି ମିଳୁଚି (paddy straw mushroom spawn) ଲେଖି ସର୍ଚ୍ଚ କରନ୍ତୁ

    • @sohamnahak579
      @sohamnahak579 17 дней назад

      @debanjanagardening3636 ଧନ୍ୟବାଦ୍ 🙏

  • @SouravDash-x4t
    @SouravDash-x4t 19 дней назад

    Video ta bhala lagila

  • @SouravDash-x4t
    @SouravDash-x4t 19 дней назад

    Video ta bhala lagila