ଓଡିଶା ର ସୁ ନାମ ଧନ୍ୟ ଓଡ଼ିଆ ପାଲା ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତ୍ତା /Nrusiha Charan hota/Ranpur

Поделиться
HTML-код
  • Опубликовано: 20 сен 2024
  • Odisha Beautiful pala Ranpur Nayagarh odisha juba samrat Nrusiha Charan hota pala Ranpur Nayagarh odisha
    pala #ଭକ୍ତିଅମୃତ #ପାଲା #badi odiya pala sanatan dash and Nrusiha Charan hota damdar pala
    #ranpur

Комментарии • 30

  • @krushnasahoo7401
    @krushnasahoo7401 8 месяцев назад +2

    ଜୋର୍ ଜବରଦସ୍ତ ଅତି ଚମତ୍କାର ପ୍ରଦର୍ଶନ ।
    କୃଷ୍ଣ ଚନ୍ଦ୍ର ସାହୁ ଝରାଦା ଷଡ଼ଙ୍ଗୀ ଢେଙ୍କାନାଳ

  • @biswaranjanbaral2809
    @biswaranjanbaral2809 8 месяцев назад +6

    ପ୍ରଥମେ ପ୍ରଥମେ ହୋତା ମହାଶୟ ପୁରାଣ ଭିତ୍ତିକ ବିଷୟ ଉପସ୍ଥାପନା କରୁଥିଲେ କିନ୍ତୁ ଧୀରେ ଧୀରେ ଭିତ୍ତିହୀନ ବିଷୟବସ୍ତୁ ଉପସ୍ଥାପନା କରୁଛନ୍ତି। କୃଷ୍ଣ ଯେଉଁ ପୁରାଣରେ ଯଶୋଦା ଙ୍କର ପୁଅ ରୂପେ ଜନ୍ମ ନେଇଥିଲେ ବୋଲି ପ୍ରମାଣ ଦେଲେ, ଦେବକୀ ଙ୍କର୍ ପୁଅ ଗୋବିନ୍ଦ ର ଚାରୋଟି ହାତ ବୋଲି ସେହି ପୁରାଣରୁ ପ୍ରମାଣ ଦେଇଥିଲେ ଉଚିତ୍ ହୋଇଥାନ୍ତା କିନ୍ତୁ ଭାଗବତ ରୁ ପ୍ରମାଣ ଦେଇ ନିଜର ଯୁକ୍ତି କୁ ଯଥାର୍ଥ କରିବା ଠିକ୍ ନୁହେଁ କାରଣ ଭାଗବତ ରେ କୃଷ୍ଣ ଯିଏ ଗୋବିନ୍ଦ ସିଏ।🙏🙏🙏🙏🙏

  • @PrafullaBehera-zq9vk
    @PrafullaBehera-zq9vk 5 месяцев назад +1

    ଭାଇ ମନ ଗଢା କହୁଛି

  • @biswaranjanbaral2809
    @biswaranjanbaral2809 8 месяцев назад +4

    ଆମ୍ବ ପତ୍ର ଅନ୍ୟ ଯେ କୌଣସି ବୃକ୍ଷ ମୂଳରେ ପଡ଼ିଲେ, ସେ ଆମ୍ବ ଗଛର ପତ୍ର ବୋଲି ପରିଚୟ ଦେଇଥାଏ, ଅନ୍ୟ ଗଛର ନୁହେଁ। ଠିକ୍ ସେହି ପରି ଯେ କୌଣସି ପୁରାଣ ତତ୍ତ୍ଵ ଆଲୋଚନା କଲାବେଳେ ମୂଳ ପୁରାଣ କୁ ଭିତ୍ତିକରି ଆଲୋଚନା କରିବା ଯୁକ୍ତିଯୁକ୍ତ ଯାହା କି ପାଲା ଜଗତର ଅମ୍ଳାନ ପ୍ରତିଭା ମାନେ ଦେଖାଇଦେଇଯାଇଛନ୍ତି। ଜ୍ଞାନ ର ପରାକାଷ୍ଠା ଦେଖାଇବାକୁ ଯାଇ ନାନା ମୁନିଙ୍କର ନାନା ମତକୁ ଉପସ୍ଥାପିତ କରିବାକୁ ଯାଇ ମୂଳ ତଥ୍ୟରୁ ଓହରିଯିବା ଠିକ୍ ନୁହେଁ 🙏🙏🙏🙏🙏

    • @rabindrasingh9026
      @rabindrasingh9026 7 месяцев назад

      ସବୁ ଠିକ ନୁହେ

    • @rabindrasingh9026
      @rabindrasingh9026 7 месяцев назад

      କିଛି କଳ୍ପନା ରୁ ହୋତା ବାବୁ କହୁଛନ୍ତି

    • @bibhutibhusanbadajena5327
      @bibhutibhusanbadajena5327 7 месяцев назад

      ତଥ୍ୟ ନାହିଁ କି ତତ୍ତ୍ଵ ନାହିଁ , ଅଶାଳୀନ ଗାୟନଶୈଳି , ନାରାୟଣଙ୍କ ଦରବାରରେ ଉଦ୍ଭଟ୍ଟ ଓ ବିଶୃଙ୍ଖଳିତ ଆଚରଣ ବିଦଘ୍ଡ କଳାକୁ ନିମ୍ନ ସ୍ତରକୁ ନେଇ ଯାଉଛି

  • @krushnasahoo7401
    @krushnasahoo7401 8 месяцев назад +1

    Pala jagatar dhurbatara
    Thank you sir
    Jay Jagannath Swami

  • @ratnakarrout5572
    @ratnakarrout5572 7 месяцев назад +1

    Jaya shree jagarnnth swami narayan Pathagami

  • @PrasantdasNayak-jp9cq
    @PrasantdasNayak-jp9cq 8 месяцев назад +4

    ତତ୍ତ୍ୱଦର୍ଶୀ ଗାୟକ

    • @jyotiprakashmishra7853
      @jyotiprakashmishra7853 8 месяцев назад +1

      ସବୁଠୁ ଫାଲତୁ ଗାୟକ. ଭଲ ଛାଟ ଟିଏ ଠାକୁରେ ଦେଇଛନ୍ତି ସୁଧରି ଯାଅ ନଚେତ ୪ ପାନ୍ଜି ରୁ ଯିବ

  • @rajendrasethi8686
    @rajendrasethi8686 7 месяцев назад +2

    Verynice

  • @satyacreation6694
    @satyacreation6694 7 месяцев назад +1

    ଆଜି କାଲି ଏଇଭଳି ପାଲା ପରିବେଷଣ କରିବାଟା ଠିକ କିନ୍ତୁ ଅଯଥା ଅଧିକା କଥା କହୁଛନ୍ତି ହୋତା ବାବୁ ଜଣେ ଉଚ୍ଚକୋଟୀର ଗାୟକ

  • @bichitragiri2846
    @bichitragiri2846 7 месяцев назад +1

    Excellent

  • @jagatrajdas9551
    @jagatrajdas9551 8 месяцев назад +1

    Aa para episode ti chadantu
    Dekhibsku bhala laguchi

  • @PrasantdasNayak-jp9cq
    @PrasantdasNayak-jp9cq 8 месяцев назад +3

    Next part diantu

  • @chhabipradhan4049
    @chhabipradhan4049 8 месяцев назад +1

    Darma❤

  • @bachansamantaray592
    @bachansamantaray592 8 месяцев назад +1

    Nice

  • @chittaranjannanda9660
    @chittaranjannanda9660 8 месяцев назад +1

    Jayaghanath🙏🙏🙏

  • @prahalladnaik1881
    @prahalladnaik1881 7 месяцев назад +2

    ଓଡିଶା ର କୌଣସି ଗାୟକ ଏମିତି ଖଟିବେ ନାହିଁ. ଜୟ ଶ୍ରୀ ଜଗନ୍ନାଥ.

  • @user-hr4dx4sq5w
    @user-hr4dx4sq5w 7 месяцев назад +1

    ହୋତା ପାଲା ଦେଖିଲେ‌ ପିଲା ମାନେ ଖରାପ ହେଇଯିବେ

  • @biswanathbehera7960
    @biswanathbehera7960 8 месяцев назад +1

    Jadu ମଣିଙ୍କ ବହି କେଉଁ ଟାରେ ଅଛି. Pandabapriya ............

  • @Jagannatbhajan
    @Jagannatbhajan 7 месяцев назад +1

    Channel bala khali hotaa ku tekitha thaa a

  • @BiranchinarayanMishra-gz5ij
    @BiranchinarayanMishra-gz5ij 7 месяцев назад +1

    ପୁରାଣ କୁ ଅପଭ୍ରଂଶ କର ନାହିଁ।

  • @user-hr4dx4sq5w
    @user-hr4dx4sq5w 7 месяцев назад +1

    Kahiki aku dakuchati pala pai

  • @ranjankumarmaharana611
    @ranjankumarmaharana611 8 месяцев назад +1

    Duaari hauchiki

  • @chandrasekharpanda917
    @chandrasekharpanda917 8 месяцев назад +4

    sabu bhul bhaal...

  • @bhagabanrout856
    @bhagabanrout856 8 месяцев назад +1

    Cmara khn