ASO ବୈକୁଣ୍ଠ ପାଇଁ ୫୬ ହଜାର ଭେଟରାନ ସୈନିକ ଆସିଲେ ଆଗେଇ! Veteran soldiers association Met CM on ASO case.

Поделиться
HTML-код
  • Опубликовано: 2 ноя 2024

Комментарии • 376

  • @pradiptakumarmuduli331
    @pradiptakumarmuduli331 3 месяца назад +73

    ରାଜ୍ୟପାଳ କେନ୍ଦ୍ର ସରକାର ର agent

  • @satyanarayanprasadnayak4505
    @satyanarayanprasadnayak4505 3 месяца назад +55

    ବଡ ପାରିବାର ରାଜ୍ୟପାଳ ପୁଅ
    ଛେଚିଲା ଓଡ଼ିଆ ପୁଅକୁ
    ନୀରବରେ ଖାଲି ଓଡିଆ ଦେଖୁଛି
    ଓଡ଼ିଆ ଅସ୍ମିତା ଦଳକୁ I

    • @deepess_deepu83
      @deepess_deepu83 3 месяца назад

      Bhai re BJP ra chamcha mane kuade gale, aita kan odia asmita, gujrati chamcha andha bhakt, Narendra khan ra chamcha, anaodia raj chalichi

    • @deepess_deepu83
      @deepess_deepu83 3 месяца назад

      Bhai re BJP ra chamcha mane kuade gale, aita kan odia asmita, gujrati chamcha andha bhakt, Narendra khan ra chamcha, anaodia raj chalichi

    • @gitanjalibehera9648
      @gitanjalibehera9648 3 месяца назад

      Kn lekhila ma bhai

    • @AmarBhatra-of1xf
      @AmarBhatra-of1xf 3 месяца назад

      Bjp ku vot dio

  • @santilatatripathy7375
    @santilatatripathy7375 3 месяца назад +89

    ସିଏ ଯିଏ ହେଉ ନା କାହିଁକି ଦୋଷ କରିଛନ୍ତି ମାନେ ତାକୁ ଦଣ୍ଡ ମିଳିବା ଉଚିତ. ସିଏ କଣ ଭଗବାନ.

  • @s....p7120
    @s....p7120 3 месяца назад +126

    ରାଜ୍ୟପାଳ ର ସେ ମାହାଗିଆ ପୁଅ କୁ ଯଥା ଶ୍ରୀଘ୍ର ଆରେଷ୍ଟ କରାଯାଉ...

  • @sibashankarparida4548
    @sibashankarparida4548 3 месяца назад +1

    ଏ ସରକାର ଭଙ୍ଗା ଏମାନଙ୍କ ଠୁ କିଛି ଆଶା କରିବା ଭୁଲ.

  • @krishnabhuyan4695
    @krishnabhuyan4695 3 месяца назад +1

    ତୁରନ୍ତ ରାଜ୍ୟ ପାଳ ଙ୍କ ପୁଅ କୁ ଗିରଫ କରାଯାଉ ନାହିଁ ତ ଓଡିଶା ରେ BJP ସରକାର କୁ ବହୁତ୍ ମାହାଙ୍ଗା ପଡିବ ଆଗମୀ ଦୀନ ରେ

  • @BiswajitPradhan-sl4gm
    @BiswajitPradhan-sl4gm 3 месяца назад +21

    ମୋହନ ମାଝି କଣ ଶୋଇପଡ଼ିଲେ ନିଦ ରେ ନା ହାଣ୍ଡିଆ ନିଶା ହେଇଚି ଓଡ଼ିଶା ର ଗୃହ ବିଭାଗ ତ ତମ ହାତ ରେ ଆଇନ ବେବସ୍ତା ପୁରା ଦୃବଳ ଛି ଛି

  • @gsentertainments5174
    @gsentertainments5174 3 месяца назад +20

    ସେ କୋଉଠି ଅଛି ଖୋଜିକି ପିଟ ଦେଖିବା କଣ ଆକ୍ସନ ନେଉଛି ଓଡ଼ିଶା Govt.

  • @Mr24811
    @Mr24811 3 месяца назад +17

    ମୋହନ୍ ସାର୍ କିଛି କରିପାରିବେ ନାହଁ ତାଂକ ହାତରେ କିଛି ନାହଁ ଦିଲ୍ଲୀ ରୁ ସିଗ୍ନାଲ ଆସିଲେ ପୁରୀ ହାଉଢା ଏକ୍ସପ୍ରେସ ଚାଲିବ କି ନାହିଁ ଜଣା ପଡ଼ିବ ଏ ହେଉଛି ଓଡ଼ିଆ ଅସ୍ମିତା

    • @deepess_deepu83
      @deepess_deepu83 3 месяца назад

      Gujrati remote control re odisha sarkar, gujrati chamcha mohan majhi, Narendra khan ra chamcha andha bhakt, ana odia raj chalichi, kete dina odia chup hei rahiba, a gujrati shasan ku phingidia nadiku..... Narendra khan hatao hindu bachao, BJP hatao odia asmita bachao

  • @dumbipurty1987
    @dumbipurty1987 3 месяца назад +5

    ରାଜ୍ୟପାଳ ର ପୁଅଙ୍କୁ ମଧ୍ଯ ସେଇଭଳି ମାଡ ମାରି ଜେଲରେ ଭର୍ତ୍ତି କରି ଦିଆଯାଉ। ନ ହେଲେ ମଣିପୁର ଭଳି ଘଟଣା ହେବ

  • @bhagabatsoren249
    @bhagabatsoren249 3 месяца назад +7

    ବଡର୍ ରୁ ଜଣେ ଅନ୍ଧ ଯବାନ ବହୁତ ବକ୍ ବକ୍ ହୋଉ ଥିଲା ସେ କୁଆଡେ ଗଲା ତାକୁ ଧରିଆଣ

  • @Gaganmallik-zx9xx
    @Gaganmallik-zx9xx 3 месяца назад +1

    ଭାରତ ସୈନିକ ଭାଈ ମାନଙ୍କୁ ହୃଦୟରୁ ପ୍ରଣାମ ବର୍ତ୍ତମାନ ମୁଁ ଯାହା ଲେଖୁଛି ଖରାପ ଭାବିବନାହିଁ, ଭାରତ ପ୍ରକୃତ ଯବାନ ମାଡ ଖାଇ ମାଡ ନମାରି ପଛକୁ ଫେରିବା ଯବାନ ଭାଇମାନଙ୍କ ଅପମା ନୁହେଁକି ଓ ସେ ଯବାନ ଭାଈ ଯଣଙ୍କର ଯଦି କୌଣସି ଭୂଲ ନାହଁ ସେ ଡରିଲେ କାହିଁକି ଏତେ ରାଜନେତା ତାଙ୍କ ସହିତ ଅଛନ୍ତି ତାହେଲେ ସେ ଭାଈ ଜଣକ ଆରାମସେ ପିଟିପାରି ଥାନ୍ତେ ଯଦିଓ ନ ମାରିଛନ୍ତି ଏହାର ସତ୍ଯ ସାମନାକୁ ଆଣି ଦଣ୍ଡ ଦିଅ........ଭୂଲ କାହାର ଦେଖ ଓ ଦଣ୍ଡିତ କର...ଜୟ ଜଗନ୍ନାଥ

  • @abhinandansutar197
    @abhinandansutar197 3 месяца назад +42

    ମୁଁ ବୁଝିପାରୁନି ମୁଖ୍ୟମନ୍ତ୍ରୀ ଚୁପ କଣ ପାଇଁ.. ତୁରନ୍ତ ଆରେଷ୍ଟ କରାଯାଉ

    • @adjustablevideo
      @adjustablevideo 3 месяца назад +1

      Ghara bhangi bare biyasta mantri babu

    • @achyutbag4614
      @achyutbag4614 3 месяца назад +1

      Se khali ranga badalei pariba kichhi kari paribani

    • @pradeepkumarmohanta8161
      @pradeepkumarmohanta8161 3 месяца назад +1

      ରିମୋଟ ମାଧ୍ୟମରେ ପରିଚାଳିତ ହେଉଥିବା ସରକାର

    • @AmarBhatra-of1xf
      @AmarBhatra-of1xf 3 месяца назад +1

      Cm bikri aijaichi odisha bikidebo

    • @sagardas3777
      @sagardas3777 3 месяца назад +1

      ରିମୋଡ ପା ଦିଲ୍ଲୀ ରେ, ଟିଭି ଚାଲିବ କେମିତି,,

  • @fatefaith5147
    @fatefaith5147 3 месяца назад +22

    56 ହଜାର ସନ୍ୟଙ୍କୁ ନେଇ ରାଜ୍ୟପାଳ କୁ ସିଟ୍ ଋ ଭଗେଇ ପାରିବ

    • @nakulnaik1423
      @nakulnaik1423 3 месяца назад

      ସେ magiha ର ଗୋଡ ଦିଟା କୁ ଗୁଳି କରି ଭାଙ୍ଗି ଦିଅ,

    • @deepess_deepu83
      @deepess_deepu83 3 месяца назад

      Narendra khan hatao hindu bachao, BJP hatao odia asmita bachao, anaodia raj chalichi, kete dina a odia chup hei rahiba

  • @subhransudalai8360
    @subhransudalai8360 3 месяца назад +20

    ବିଜେପି ଠୁ ଆଉ କଣ ବା ଆଶା କରାଯାଇ ପାରେ, ଖଜୁରୀ ଗଛ ର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । କଥା ବାର୍ତ୍ତା କଣ,କାର୍ଯ୍ୟାନୁଷ୍ଠାନ ଦରକାର

    • @mathatyou717
      @mathatyou717 3 месяца назад

      BJP vote ku kana paain vote delo

  • @antaryamimishra449
    @antaryamimishra449 3 месяца назад +54

    ସେ ମାଘିଆ ରାଜ୍ୟପାଲ୍ ର ପୁଅ କୁ ବାନ୍ଧ

  • @srikantsahoo6563
    @srikantsahoo6563 3 месяца назад +15

    ଜୟ ଯବାନ ଜୟ କିଶନ।ଦେଶ ଭିତର ଦେଶ ଦ୍ରୋହି ପାଇଁ ବନ୍ଧୁକ ମଧ୍ୟ ଉଠିବା ଦରକାର।ଆମ ସେନା ବାହିନୀ ଆମର ଗୌରବ ଆଉ ଗର୍ବ।ସେନା ବାହିନୀ ର ଅସମ୍ମାନ କୁ କୌଣସି ମତେ ସହ୍ୟ କରାଯାଇ ପାରିବ ନାହିଁ।

    • @malayakumarjayasingh2856
      @malayakumarjayasingh2856 3 месяца назад +1

      ସାରା ଭାରତ ବର୍ଷର ଯବାନଙ୍କ ପାଇଁ ଏହା ଅସମ୍ମାନ ହୋଇଛି l ଏହା ପାଇଁ PM କଣ କରୁଛନ୍ତି l ଆମ CM ତ ASO ଙ୍କୁ ଉପହାର ସୋରୂପ TRANSFER ORDER କରିସାରିଛନ୍ତି ବାଃ ବାଃ ରେ ରାଜନୀତି ଛି ଛି.......ଲଜ୍ୟା l I support to jaban, jay jaban jay bharat mata, jay hind 🙏🙏🙏🙏🙏

    • @AminBiswal-p2d
      @AminBiswal-p2d 3 месяца назад

      Jay jaban taku aresta karajau
      Amin puriru

  • @kartikpatra2346
    @kartikpatra2346 3 месяца назад +2

    ବିଜେପି ସରକାର କଣ କରୁଛନ୍ତି

  • @babajeesamal6821
    @babajeesamal6821 3 месяца назад +9

    ଆପଣମାନେ ସମସ୍ତେ ଦେଶର ରକ୍ଷକ । ଆପଣମାନଙ୍କ ଯୋଗୁ ରାଜ୍ୟପାଳ ମଧ୍ୟ ରାତିରେ ଶନ୍ତିରେ ଶୁଅନ୍ତି। ସେ ଯଦି ସ୍ବାର୍ଥ ପର ହେଲେ ଆପଣମାନେ ରାଜ୍ୟପ, ମୁଖ୍ୟମନ୍ତ୍ରି,ଓ ପୋଲିସ ଦିଜିଙ୍କୁ ତାଲା ପକାଇ ବନ୍ଦୀ କରି ରଖିଲାପରେ ନ୍ୟାୟ ପାଇବେ ।ନଚେତ କିଛିବି ହେବନି କା ରାଣ ଏ ସାରାକାର ବେହିଆ ଜନତା ପାଟି ସରକାର ।ତାର ମୁଖିଆ ମୋହନ ତେଣୁ କେବଳ ଝାରଖଣ୍ଡ କାହିଁକି ସାରା ଭାରତର ଲୋକମାନେ ମଧ୍ୟ ଓଡିଶା ଆସି ଓଡ଼ିଆ ଙ୍କୁ ମାରିବେ ଓ ପଳାଇବେ। ଓଡିଶା ସରକାର ନେତାମାନେ ମୋଦ ପାଦ ଚାଟୁଛନ୍ତି ଆପଣମାନେ ଝାର ଖଣ୍ଡି ପାଦ ଚକିଲେ ଅସୁବିଧା କଣ ?

  • @belalsenpradhan1721
    @belalsenpradhan1721 3 месяца назад

    Thank

  • @itsexposed8644
    @itsexposed8644 3 месяца назад +3

    ସେ ରାଜ୍ୟପାଳ କୁ ହଟାଅ

  • @Livingcodes
    @Livingcodes 3 месяца назад

    OSS Association should learn how to protect their own Association member

  • @qxztr
    @qxztr 3 месяца назад +1

    ଧନ୍ଯବାଦ ମୋଦେଶର ସୈନିକ ଦଳ, ଏବିଷୟରେ ଲାଗି ରୁହନ୍ତୁ। ନଚେତ୍ ଏ ନେତାମାନେ ଆପଣମାନଙ୍କୁ use and throw କରି ରଖିଥିବା।

  • @dkhatua9856
    @dkhatua9856 3 месяца назад +22

    ସାର ଏ ଡବଲ ଇଂଜିନି ସରକାର.

    • @deepess_deepu83
      @deepess_deepu83 3 месяца назад

      Double engine sarkar chalichi, anaodia raj chalichi, gujrati shasan chalichi, Narendra khan hatao hindu bachao, BJP hatao odia asmita bachao

  • @GaneshJena-mr1hf
    @GaneshJena-mr1hf 3 месяца назад +4

    ଯାହା କହୁଛନ୍ତି ତାହା କାମରେ ଦେଖେଇଲେ ହେଲା ।କହି ବାବା ସହଜ , ଧନ୍ୟବାଦ୍ ଆପଣଙ୍କୁ ।

  • @bijoykumardas4173
    @bijoykumardas4173 3 месяца назад +9

    governer ପୁଅ କୁ ମାଡ ହୋଇଥିଲେ ସରକାର ଚୂପ ରହିଥାଆନତେ କି ? ଲଳିତ କୁ ଆଗ ମାଡ ପରେ କେସ ।

  • @ଅଭୟ
    @ଅଭୟ 3 месяца назад +2

    ପୁଅ କୁ ସମ୍ଭାଳି ପାରୁନାହାନ୍ତି ରାଜ୍ୟ କୁ କେମିତି ସମ୍ଭାଳିବେ ରାଜ୍ୟପାଳ ସାର୍

  • @NabinSethy
    @NabinSethy 3 месяца назад

    ବିଜେପି ଏ ରାଜ୍ୟ ପାଳକୁ ହଟାଉ,ନଇନେ ମୋଦି ତାର ଗୁଜୁରାଟ ନେଇଯାଉ

  • @prafullamajhi9979
    @prafullamajhi9979 3 месяца назад +3

    ହେ ଅବସର ସୈନିକ ମାନେ ମଘୀୟା କୁ ଗୋଡ଼ାଇ ଗୋଡ଼ାଇ ମାର ସଂଗର. ସବୁ ସୈନିକ ଡାକିଲେ capital ରେ ବିରୋଧ ପ୍ରଦର୍ଶନ କରନ୍ତୁ jay jaban

  • @umacharansadangi8388
    @umacharansadangi8388 3 месяца назад +1

    ରାଜ୍ୟପାଳ ପୁଅ କଣ ରାଜ୍ୟପାଳ ତାକୁ କାହିଁକି v I p ପରି ସୁବିଧା ରହିଛି ଏହା ଦେଶ ପାଇଁ ଆଦ୍ୟୋଉ ଉଚିତ ନୁହେଁ, ଖାଲିରେ ମିଳିଲେ ବାପ ପୁଅ କୁଣିଆ! ନୀତିକୁ ସମର୍ଥନ କରି ବା ନୀୟମ କୁ ବଦଳା ଯାଉ, ଦୋଷୀକୁ ଦଣ୍ଡ ଦିଆଯାଉ , ଏହି ପ୍ରକାର ଗୁଣ୍ଡା ଗିରି ଆଉ କେତେଦିନ ରହିବ ଏହା ସମସ୍ତ ନିନ୍ଦ।କରୁଛନ୍ତି ,

  • @gaganjena-rh4iu
    @gaganjena-rh4iu 3 месяца назад +1

    ସବୁ ଓଡ଼ିଶାବାସୀ ଏକାଠି ହୋଇ ଓଡ଼ିଶା ଅଶ୍ମିତା ବୋଲାଉଥିବା ଗୁଣ୍ଡା ମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଦରକାର କାରଣ ଗୋଟିଏ ଝାଡ଼ଖଣ୍ଡ ଗୁଣ୍ଡା ଆସି ଓଡ଼ିଶା ଭିତରେ ପସି ଜଣେ ଓଡ଼ିଆକୁ ମାରିଲା ତମେ କଣ କରୁଥିଲ ମୁଣ୍ଡବିକା ଚାମଚା

  • @AnandaChhualsingh-d4m
    @AnandaChhualsingh-d4m 3 месяца назад +2

    ଭାଇ ଆପଣ ମାନେ ଯଦି ଓଡ଼ିଶାର ଗୌରବ କେମିତି ବି ହେଉ ଶେ ଶଳା ଝରକଣ୍ଡି କୁ ଅର୍ରେଷ୍ଟ କରାଯାଉ

  • @rohitcreativitykuna5672
    @rohitcreativitykuna5672 3 месяца назад

    ସେ ASO କୁ ଯବାନ କୁହନି
    ସୀମାରେ କଣ ଛୋଡ଼ୁଥିଲା,

  • @iswarchandrapradhansibu8756
    @iswarchandrapradhansibu8756 3 месяца назад

  • @santoshbhoi361
    @santoshbhoi361 3 месяца назад +1

    We're with.u

  • @santoshpanda1610
    @santoshpanda1610 3 месяца назад +3

    ମହାମହିଁମ ରାଷ୍ଟ୍ରପତି ତଳତାଲାରେଥିଲେ ଏବଂ ରଘୁବର ଦାସ ର ପୁଅ ଓଡିଆ ଅଫିସର୍ କୁ ମାରିଲା ତାଙ୍କକାନକୁ ଶୁଭାଗଲାନାହିଁ ତାଙ୍କ କନ ଦୁଇଟା ବୋଧେ ଖରାପ ଅଛି ତେଣୁ ତାଙ୍କୁ ତୁରନ୍ତ ଡକ୍ଟର ଙ୍କନିକଟରେ ଦେଖେଇ ଭଲକରାଜାଉ

  • @harishchandranayak4684
    @harishchandranayak4684 3 месяца назад

    ଆଗକୁ ବଢନ୍ତୁ 👍

  • @najnar1264
    @najnar1264 3 месяца назад +2

    ଏହି ଘଟଣାରେ ଯେଉଁ ମାନେ ଅଭିଯୁକ୍ତ ସେମାନଙ୍କୁ ତଦନ୍ତ ପରିସରକୁ ନିଆଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ

  • @pratapdhal2278
    @pratapdhal2278 3 месяца назад

    ଜୟ ଭରତ ଜୟ ଜୱାନ ଜୟ ହିନ୍ଦ୍ 🇮🇳🇮🇳🙏

  • @samsermd1327
    @samsermd1327 3 месяца назад

    ❤❤❤

  • @lingarajnanda7401
    @lingarajnanda7401 3 месяца назад

    Salute

  • @sagardas3777
    @sagardas3777 3 месяца назад

    Mp, cm. ପ୍ରେସିଡେଣ୍ଟ ମାନଙ୍କ ପାଇଁ
    ସୁରକ୍ଷା ଦେବେ police କିନ୍ତୁ ତାଙ୍କ ସୁରକ୍ଷ୍ୟା କଣ ,,? ସେମାନଙ୍କ ଦାୟିତ୍ୱ ନୁହେଁ କି,, ତାଙ୍କ ପୁଅ ବୋଲି ନିରବଦ୍ରଷ୍ଟା ସାଜି ଛନ୍ତି,, ଶୀଘ୍ର କାଯ୍ୟନୁଷ୍ଠାନ ନେବାର ଥିଲା,,
    ନହେଲେ ,, ଆଗକୁ ଯାହା ଘଟିବ ସେଥିପାଇଁ
    ରାଜ୍ୟପାଳ ଦେଇରହିବେ,,, 🙏

  • @aswinytgaming5558
    @aswinytgaming5558 3 месяца назад

    ରାଜ୍ୟପାଳ ଇସ୍ତଫା ଦେବା ଦରକାର..

  • @gourangabiswal1716
    @gourangabiswal1716 3 месяца назад

    କେବଳ ସୁରକ୍ଷା ନୁହେଁ,ରାସ୍ତାରୋକ,ଦୃଢ଼ ଭାବେ ବିରୋଧ କର ।

  • @badalcreation204
    @badalcreation204 3 месяца назад

    Thanks you jay jawan jay kishan

  • @JajatiKar
    @JajatiKar 3 месяца назад +15

    Action must be taken

  • @pk2080-c2z
    @pk2080-c2z 3 месяца назад

    ମୁଁ ସପୋର୍ଟ କରୁଛି,
    Good step sir

  • @SangharshOdisha-x9n
    @SangharshOdisha-x9n 3 месяца назад +16

    Arrest kara

  • @gunanidhinaik3699
    @gunanidhinaik3699 3 месяца назад

    ଦୋଷୀ ଯିଏ ବି ହେଉ ଦଣ୍ଡ ପାଇବା ଦରକାର ।

  • @hemantamohanty4171
    @hemantamohanty4171 3 месяца назад

    ଯେଉଁ ହାରାମି ଏଥିରେ ସାମିଲ ଅଛି ତାର ବିଚାର କରିବା ଦରକାର

  • @bhalanathhansdah3012
    @bhalanathhansdah3012 3 месяца назад +10

    ରାଜ୍ଯପାଳ କୁବି ଦଣ୍ଡ ବିଧାନ କରାଯାଉ,

  • @mahendrakumarsahu4395
    @mahendrakumarsahu4395 3 месяца назад

    Perfect

  • @gcc428
    @gcc428 3 месяца назад

    BJP ଗୋଟେ ଦଙ୍ଗାକାରୀ ଦଳ ଓ ଏମାନଙ୍କ ସରକାର ବିହାର, ଗୁଜୁରାଟ ଓ ଦିଲ୍ଲୀରୁ ଚାଲିଛି।

  • @gitanjalibehera9648
    @gitanjalibehera9648 3 месяца назад +1

    Chari akhia news @8pm kuade gala

  • @rabipattnaik7279
    @rabipattnaik7279 3 месяца назад +1

    We also with you

  • @kshirodripradhan1031
    @kshirodripradhan1031 3 месяца назад

    Governorର ପୁଅ ନୁେହଁ ତା ମା କୁ ପଚାରିଲେ ଜଣା ପଡିବ

  • @Lipun12345-d
    @Lipun12345-d 3 месяца назад

    Right

  • @rabindranathbarik3334
    @rabindranathbarik3334 3 месяца назад

    ରାଜ୍ୟପାଳ ହଟିବା ଦରକାର l

  • @ANIL..............8943
    @ANIL..............8943 3 месяца назад

    😢

  • @himansudash9149
    @himansudash9149 3 месяца назад

    ମଦ ମାଗୁଥେଲା ରାଜ୍ଯ ପେଳ ର ମଦୁଆ ପୁଅ ଓ ତାଂକ ସାଂଗ ମାନଂକ ପାଇଁ ନଦେଲା ଠୁ ମାରିଲା କିନ୍ତୁ ବିଜେପିର ରିମୋଟ ମୁଖ୍ଯ ମନ୍ତ୍ରୀ କିଛି କରିପାରିେବ ନାହିଁ। ଓଡିଶା ସରକାର ରେ ଏମାନେ ମନ୍ତ୍ରୀ ଚାକିରି କରିଛନ୍ତି।ୟାଂକ ଓୌକାତ ନାହିଁ ଏବିଷୟରେ ପଦେ କହିବାକୁ, ଅସ୍ମିତା କଥା କହିବାକୁ ଲାଜ ମାଡିବା କଥା। ନିର୍ଲଜ ଦଳ ବିଜେଡି ସରକାର ରେ ହୋଇଥିଲେ ରାଜ୍ଯ ଉଠଉ ପକଉ ଥାନ୍ତେ ଏବେ ପାଟିରେ ବେଂଗ ପସିଗଲା।

  • @hemantamohanty4171
    @hemantamohanty4171 3 месяца назад

    ଭଦ୍ର ଭାଷାରେ ମୁଁ କହୁଛି ତୁରନ୍ତ ସମାଧାନ କର

  • @pradipkumarbarik585
    @pradipkumarbarik585 3 месяца назад

    ମୁଁ ଏମିତି ମୂର୍ଖାମୀ ଆସୋସିଏସନ୍ କଥାରେ ପଡ଼ି ମନ୍ତ୍ରୀ ପୁଅ ବିରୁଦ୍ଧରେ ଥାନାରେ FIR ଦେଇଥିଲି, ସର୍ଭିସ୍ କ୍ୟାରିୟର, ଘର ବରବାଦ ହୋଇଗଲା, ପରେ କେହି ଆସିଲେ ନାହିଁ କେହି ଶୁଣିଲେ ନାହିଁ, ମନ୍ତ୍ରୀ ପୁଅ ମୋତେ କୋର୍ଟ ବିନା ନୋଟିସରେ ଏକ ତରଫା ଶୁଣାଣିରେ ନିର୍ଦ୍ଦୋଷ ମୁକ୍ତ ହେଲା, ପାଣ୍ଡିଆର କୋପ ଦୃଷ୍ଟି ପଡ଼ିଲା, ପେନସନ ଗ୍ରାଚୁଇଟି ବନ୍ଦ କରିଦେଲା। ସ୍ତ୍ରୀ କ୍ୟାନ୍ସରରେ ପଡ଼ିଥିବା ବେଳେ କଲେକ୍ଟରକୁ ପ୍ରେସର କରି ଛୁଟି ଦେଲେନାହିଁ, ସ୍ତ୍ରୀ ମରିଗଲା, ଏକ୍ସସର୍ଭିସମ୍ୟାନ ଆସୋସିଏସନ୍ କି ଓଏଏସ ଆସୋସିଏସନ୍ କେହି ଶୁଣିଲେନି। ସେତେବେଳେ ବର୍ଷ ବର୍ଷ ଧରି ଏ ଘଟଣା ମିଡିଆରେ ହାଇଲାଇଟ ହୋଇଥିଲା,ଏବେ କେହି ନାହାନ୍ତି ଏକା ଭୋଗୁଛି, ଚାକିରୀଟାଏ ବି ପାଣ୍ଡିଆ ଭୟରେ କେହି ଦେଉ ନାହାଁନ୍ତି। ନିର୍ବୁଦ୍ଧିଆ ଏକ୍ସସର୍ଭିସମେନ୍ ସାଲିସ କରିବା ଜାଣନ୍ତି ନାହିଁ।

  • @manisapatnaik4183
    @manisapatnaik4183 3 месяца назад

    Thanks souljar asocietion

  • @parikhitabarik554
    @parikhitabarik554 3 месяца назад

    ବାବୁ ଡବଲ ଇଞ୍ଜିନ ସରକାର ଜେ ମଣିପୁର ରେ ଫୌଜି ସ୍ତ୍ରୀ କୁ ଉଲଗ୍ନ କରି 5 କିମି ଚଲେଇଲେ ସେଥିପାଇଁ ବିଜେପି ର ଅହଂକାର ବଢ଼ି ଯାଇଛି କଣ ହେବ କକିଛି ହେବନି କେଶ ହେବନି ବେଲବରେ ଯିବ ବାପା ରଘୁବର କ୍ରିମିନାଲ ପୁଅ ଭଲ କେଉଁଠି ଆସିବ ଏଠି ବିଜେପିର ଅସ୍ମିତା କୁଆଡେ ଗଲା ରାଜ୍ୟପାଳ ପାଦ ଚଟା ବିଜେପି କୁକୁର

  • @hemantkumar-zm8io
    @hemantkumar-zm8io 3 месяца назад

    ଓଡିଆ ଅସ୍ମିତା ଓ ଆଇନ କାନୁନ କୁଆଡ଼େ ଗଲା ?

  • @himansubhusanpanda5913
    @himansubhusanpanda5913 3 месяца назад

    ପୁଅକୁ ଘୋଷାରି ଛେଚ

  • @manojpradhan6454
    @manojpradhan6454 3 месяца назад

    ଓଡ଼ିଆ ଅସ୍ମିତା କୁଆଡେ ଗଲା ।

  • @hadibandhubarik8508
    @hadibandhubarik8508 3 месяца назад

    Very good

  • @bollywoodhungama4016
    @bollywoodhungama4016 3 месяца назад

    ବିହାରୀ ଠାରୁ ମାଡ ଖାଇବା ଓଡିଆ ଅସ୍ମିତା ।

  • @TankadharBagarty-su3ib
    @TankadharBagarty-su3ib 3 месяца назад +1

    ଡବଲ୍ ଇଞ୍ଜିନ ସରକାର ଏମାନଙ୍କ ଡବଲ୍ ବଳ

  • @udaykumardas248
    @udaykumardas248 3 месяца назад

    Very good Umesh babu

  • @pravashmishra1178
    @pravashmishra1178 3 месяца назад +1

    ବିଜେପି ର ପ୍ରତ୍ୟେକ ଗୁଣ୍ଡା ଗରଦାରୀ ବିରୋଧରେ ଗଣତନ୍ତ୍ର କୁ ସହାୟତା ଦିଅନ୍ତୁ ଅବସର ପ୍ରାପ୍ତ ସୈନିକ ଗଣ ଓଡ଼ିଶା 🙏

  • @LabaKaralia
    @LabaKaralia 3 месяца назад

    Bjp ସରକାର ଆପଣଙ୍କର କଥା ବୁଝିବି ନାହିଁ l କାରଣ ଯଦି ମୋହନ ସରକାର ବୁଝିଥାହାନନ୍ତା ତାହେଲେ ରାଜ୍ୟପାଳଙ୍କ ପୁଅକୁ ଆରେଷ୍ଟ ହୋଇଥାନ୍ତା l କାହିଁକି ନା ଉପର ମହଲା ରୁ ନିର୍ଦ୍ଦେଶ ଥିବ ଯେ ଆରେଷ୍ଟ୍ କରାଜିବନାହିଁ ବୋଲି l କାହିଁକି ନା। ମୋହନ ସରକାର ରିମୋଟ କଣ୍ଟ୍ରୋଲ ରେ ଚାଲିଛି l ତେଣୁ ଜଣେ ସରକାରୀ କର୍ମଚାରୀ ଙ୍କୁ ନ୍ୟାୟ ଦେଇପାରୁନାହାନ୍ତି ତ ସାଧାରଣ ଲୋକଙ୍କୁ କେମିତି ନ୍ୟାୟ ଦେବେ ଏମାନେ l ସେଥିପାଇଁ ସରକାର ପରିବର୍ତ୍ତନ କରିଛନ୍ତି ତ ଭୋଗିବାକୁ ପଡିବ ତ ନିଶ୍ଚୟ

  • @subalrout5887
    @subalrout5887 3 месяца назад

    ଆମେ ଆମ ଯବାନ ଙ୍କ ସାଥିରେ ଅଛୁ

  • @kartikpatra2346
    @kartikpatra2346 3 месяца назад +1

    ମୁ ବି ଆପଣ ଙ୍କ ସାଥିରେ ଅଛି ସାର ଜୟ ବିଜେଡି

  • @felixnayak6317
    @felixnayak6317 3 месяца назад +1

    ତଦନ୍ତ କଲେ କି ଫଳ ମିଳୁଚି? ସମଶ୍ତ ତଦନ୍ତ ସଂସ୍ଥାକୁ ମୋଦି କିଣିଛନ୍ତି!

    • @RupNarayanMajhi
      @RupNarayanMajhi 3 месяца назад

      କିନ୍ତୁ jpc କୁ ମୋଦୀ କିଣିପାରିବନି

  • @gobindamangaraj1113
    @gobindamangaraj1113 3 месяца назад

    ଓଡ଼ିଆ ଅସ୍ମିତା କୁଆଡେ ଗଲା କିରେ ଡହରା ବିଜେପି ନେତା ତମ ବୋପା କୁ non odia ପିଟିଲେ ବି ତମ ମୁଁହ ଖୋଲିବନି

  • @ChandraShekharMuduli-nv2tb
    @ChandraShekharMuduli-nv2tb 3 месяца назад

    Jay hind 👮

  • @debarajnanda7130
    @debarajnanda7130 3 месяца назад

    ପ୍ରଧାନମନ୍ତ୍ରୀ ଙ୍କୁ ଜଣାନ୍ତୁ

  • @saratkumarsahoo1595
    @saratkumarsahoo1595 3 месяца назад

    ଭାଇମାନେ ଆଗକୁ ଆଗକୁ ମାଡିଚାଲ

  • @minasahoo9290
    @minasahoo9290 3 месяца назад

    Tanku bahiskar karajau,

  • @BasantaBehera-gl3li
    @BasantaBehera-gl3li 3 месяца назад

    Right sir 👍👍👍

  • @sudarsanmaharana230
    @sudarsanmaharana230 3 месяца назад +1

    ଜୟ ଯବାନ, ଜୟ କିଷାନ ଏବେ ଭୁଲ୍ ହୋଇ ଯାଇଛି। ଜୟ ନେତା, ଜୟ କରୋପସନ।

  • @hemantadash6520
    @hemantadash6520 3 месяца назад +4

    MG OTV and MG Argus news bala kuade gala 😅

  • @prafullasir0
    @prafullasir0 3 месяца назад

    Arrest immediately Son of Governor.

  • @issacmanasranjan7288
    @issacmanasranjan7288 3 месяца назад +1

    ASO Association କୁଆଡ଼େ ଗଲା?? ସବୁ ASO କୁ ଏମିତି ମାଡ ହେଉ।

  • @A.kPandaAshu
    @A.kPandaAshu 3 месяца назад

    ଆମ ଓଡ଼ିଶା ର ରାଜ୍ୟପାଳ ମୋହଦୟ ରାଜ୍ୟପାଳ ପରି କାମ କରୁନାହାନ୍ତି ବିଜେପି ର ରଜନୀତି ପାଟି ର ନେତା ପରି କାମ କରୁଛନ୍ତି , ଏହି ପରୀ ଜଦି ରାଜନିତି ଦଳ ର ନେତା ରାଜ୍ୟପାଲ ଓ ରାଷ୍ଟ୍ରପତି ହୁଅନ୍ତୀ ତେବେ ସେ ଦେଶ ଓ ରାଜ୍ୟ ର ଲୋକତନ୍ତ୍ର କାନୁନ ନଷ୍ଟ ହେବା 100% ନିର୍ଚିତ

  • @tapankumarjenatapujena71
    @tapankumarjenatapujena71 3 месяца назад

    Jay.jaban.jay.kisan.aetanuhno.jay.neta.jay.gunda

  • @nilakanthasahoo8101
    @nilakanthasahoo8101 3 месяца назад

    ଭାଇ ମାନେ ପୁରା ଓଡ଼ିଶା ତୁମ ସାଥିରେ ଅଛନ୍ତି ଅନ୍ୟ ୟ କୁ ପ୍ରଷୟ ଦିଅ ନହିଁ ପୁରା ଓଡିଆ ତୁମ ସାଥିରେ

  • @malayakumarjayasingh2856
    @malayakumarjayasingh2856 3 месяца назад

    Please take exemplary action 🙏

  • @pradiptakumarsahoo3359
    @pradiptakumarsahoo3359 3 месяца назад +1

    ଆରମ୍ଭ ହେଉ,,,, ଏ ଲଢେଇ

  • @banshidharpatra5160
    @banshidharpatra5160 3 месяца назад

    BJP ସରକାର୍ ରେ ସବୁ ସମ୍ଭବ

  • @santanumalik1269
    @santanumalik1269 3 месяца назад

    ସେ ମହାଗିଆ କୁ beach କୂଳରେ ପିଟ

  • @TheSayeed2009
    @TheSayeed2009 3 месяца назад +15

    CM kan kariba. Tara ki power 😂 Governor ku dhara. 😂😂

    • @swapnilsagarnayakclass1d154
      @swapnilsagarnayakclass1d154 3 месяца назад

      Kan kariba maane, cm mohan majhi gruha bibhaga ra mukhya, taa haatare prasasan, ete lokaku dekha karuchi, ei katha re gote reaction b nahin, shame to mohan majhi

    • @cksl321t
      @cksl321t 3 месяца назад +2

      ​@@swapnilsagarnayakclass1d154bilkul.kintu bhai cm ta modi ra chakara.jaha delhi ru order to asiba seia kariba

    • @deepess_deepu83
      @deepess_deepu83 3 месяца назад

      ​@@cksl321tright bhai Narendra khan ra chamcha mohan majhi, mohan majhi ku mahuli dia pieki soiba

  • @himansubhusanpanda5913
    @himansubhusanpanda5913 3 месяца назад

    ରାଷ୍ଟ୍ରପତି ନୀରବ

  • @debiprasadmishra2699
    @debiprasadmishra2699 3 месяца назад +1

    କୁଆଡେ ଗଲେ ହେମନ୍ତ ବିଶ୍ୱଶର୍ମା !
    ଓଡିଶା ଆସନ୍ତୁ।

  • @madhabchandrahansdah-fe2iz
    @madhabchandrahansdah-fe2iz 3 месяца назад

    ମନେ ରଖ ସେ ଗଭର୍ଣ୍ଣର ଙ୍କର ପୁଅ

  • @gopabandhuhans3955
    @gopabandhuhans3955 3 месяца назад

    ଶଳା ମଝି କିଛି କାମ କୁ ନୁହଁ

  • @birsapurtty944
    @birsapurtty944 3 месяца назад +11

    OTV & Orgus new kuhade gole

  • @MukundaShoo
    @MukundaShoo 3 месяца назад

    ଦିନକୁ ଦିନ=ପ୍ରତି ଦିନ (tv) ନା u tub ର, ଭାଇ ୫୬ହଜାର୍ ଭେଟ ରାନ ସୈନିକ? କାଇଁ ତୁମ ପେଳ ପଟେ ଜଣେ ବି ଦେଖା ଯାଉ ନାହାଁନ୍ତି। ତୁମେ ସୈନ୍ୟ ବାହିନୀ ରେ ଜୋତା ପ ଲି ଶ୍ ବା ଝାଡୁ ମରା। ଥାଉ ବାବୁ ବୈକୁଣ୍ଠ ବୁଝି ଗଲେଣି ଆଉ ବକ୍ ବକ୍ ହୁଅନି।