Mruguni Stuti Balaram das(ମୃଗୁଣୀ ସ୍ତୁତି)
HTML-код
- Опубликовано: 21 окт 2024
- Mruguni Stuti Balaram das(ମୃଗୁଣୀ ସ୍ତୁତି)
story starting -08:31
ମୁଁ ଶିବୁନୁ ଆପଣମାନଙ୍କୁ ମୋର ନମସ୍କାର ଦୀର୍ଘ ଦିନ ର ବ୍ୟବଧାନ ପରେ ଆପଣ ମାନଙ୍କ ଅନୁରୋଧ କ୍ରମେ ଏହି ମୃଗୁଣୀ ସ୍ତୁତି ଟି ପ୍ରସ୍ତୁତ କରାଯାଇଅଛି ଆଶା କରେ ଆପଣ ମାନେ ଏହି ସ୍ତୁତି ଟିକୁ ବହୁଳ ମାତ୍ରା ରେ ଭଲ ପାଇବା ଦେବେ ଜୟ ଜଗନ୍ନାଥ ।
Enjoy this spiritual music mruguni stuti and subscribe this channel @odiayoutubersibun, share this video your freands and family
song -mruguni stuti
lyrics -balaram das
voice -golap apa
music -basanta Mishra
dob,editing -studio gaon kalakar
story-08:31
stuti-20:31
best seen-30:20
For Any query
Sibunrath.10@gmail.com
9583906364
#mrugunistuti
#harini stuti
#odiayoutubersibun
#odiayoutubersibunu
#srimadbhagavatam
#odiabhagabat
#gitabhagabatastory #odiapurana #Bhagabatamohapurana #gitabhagabatapothi #shreemadbhagabatagitaodia #Bhagabatagitaodia
#bayagita
#bayagita
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଜୟ ଜଗନ୍ନାଥ ସ୍ବାମୀ ମୋର କୋଟି କୋଟି ଜୁହାର ଭଗବାନ ଭଲ କରି ରଖିଥାଅ ପ୍ରଭୁ ହୋ ଜୁହାର ଭଗବାନ
Bahut sundar swar sundar gita thank you bhagaban nku prarthana sir nka deha jaldi thik kari diantu baya gita ku apekshya kari bahut astira laguchi
ଅତି ସୁନ୍ଦର କଣ୍ଠ ଭଜନ l ମୃଗୁଣୀ ସ୍ତୁତି ପଢିଲେ ଶୁଣିଲେ ପ୍ରାଣୀ ମୋକ୍ଷ ପାଇଯିବ l
ସୁ ମଧୁର କଣ୍ଠ ଓ ଶାସ୍ତ୍ରୀୟ ସ୍ୱର ସଂଯୋଜନା କୋଟି ପ୍ରଣାମ 🙏
ବହୁତ ସୁନ୍ଦର କଣ୍ଠ ସ୍ବର
Jay Jagannath swami very nice song God bless you
JAy Shree Jaganarth . JagtarNath Jagnarth TumaManknuBhalreaRakhiThantu
ଜୟ ଆରତ ତ୍ରାଣ ଜୟ କୃପାସିନ୍ଧୁ ଜୟ ଦୟାମୟ 🥹ଯୁଗେ ଯୁଗେ ଏମିତି ଭକ୍ତ ର ଗୁହାରି ଶୁଣ ପ୍ରଭୁ 🙏ହେ ଦୟାମୟ ତୁମ ଦୟା ଓ କରୁଣା ସମସ୍ତଙ୍କ ଉପରେ ଥାଉ ❤ଜୟ ଜଗନ୍ନାଥ 😢
Jay shree Ram Om namah Narayan bhagabatevasudebaya
ରାମ ଲକ୍ଷଣ ଜାନକୀ ଜୟ ବୀର ହନୁମାନ କି ❤️❤️❤️❤️❤️
🙏 bahuta badia bhagoban guna gano kari anya ku suna iba hau chhi sai bhagiban nka krupa tenu tanka lila sabu jày jagannatn dahnya aponka kala
ଅତି ସୁନ୍ଦର କଣ୍ଠ ହୃଦୟ ଭରା ଭଜନ ଜୟ ଜଗନ୍ନାଥ 🙏🙏🙏
Jay Jagannath.jay panchasakha.jay Balaram Das.
ହେ ମହାପ୍ରଭୁ ! ଆପଣଙ୍କ ଦିବ୍ୟ ନାମ ମୋ କର୍ଣ୍ଣ ଏମିତି ଶୁଣୁଥାଉ 🙏
ତୁମ ସ୍ୱର ର ତୁଳନା ନାହିଁ ଡୁମ ଗୀତ ଶୁଣି
ମୋର ଆଖିରୁ ଆନନ୍ଦାଶ୍ରୁ ବୋହିଗଲା ହୃଦୟରୁ କୋହ ଉଛୁଳି ପଡ଼ିଲା।। ର୍କ
ତୁମ କଣ୍ଠ ରେ ଭଗବାନ କି ଯାଦୁ ଭରିଦେଇ ଛନ୍ତି କେଜାଣି ଏହା ତୁମ ପୂର୍ବ ଜନ୍ମ ର ସୁକୃତ
ଯିଏ ଏ ଗୀତ ଶୁଣିବା ସେ ନିଶ୍ଚୟ ଭକ୍ତ ପାଲଟି ଯିବ ଏହା ତୁମ ପ୍ରେତି ମୋର ଆଶୀର୍ବାଦ
ରାଧେଶ୍ୟାମ ରାଧେଶ୍ୟାମ
ସୀତାରାମ ସୀତାରାମ
ମା ରାଣ ! ଭଗବାନ ତୁମ କଣ୍ଠ ରେ କି ଯାଦୁ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
🎉
Hare krishna❤
ହୃଦୟର ଭାବ ଓ ଭକ୍ତିପୂତ ଭଂଜନ ମେଡମ ଧନ୍ୟବାଦ
Jai shree ram
Ati. Sundar. Kantha. Swar. Jay. Shree. Ram.
ଜୟଶ୍ରୀ ରାମ
ବହୁତ ସୁନ୍ଦର ଗୀତ ଶୁଣି କାନ ପବିତ୍ର ହେଳା ❤❤❤
ଜୟ ଶ୍ରୀ ରାମ ଜୟ ହନୁମାନ
Omm Namah Bhagavate Basudevaya.jai Seeta Ram.jai jaganath.
Aji jae murguni Stuti kie bhalare
Gainathile, suni bahut Bhal
Lagila madam dhanyabad
👍👍👍🙏🙏🙏
Very nice voice. Mind relex bhajan
nice bhajan
Jayshree. Ram. Jayshree. Hanuman. Ji. 🙏🙏🙏🙏🙏🙏🙏
Ahi Stuti ti ku mo swasura sadabele bolanti.aji mo swasura nahanti.Ehi Stuti suni tanka Katha bahut manepaduchi.Se jau thare achhanti pravu Ramachandra tanku bhalare rakhithantu.
ସୁନ୍ଦର ପରିବେଷଣ ଓ ଶ୍ରୁତି ମଧୁର କଣ୍ଠ ,ଜୟ ଶ୍ରୀ ରାମ 🙏
କୋଟି କୋଟି ପ୍ରଣାମ ❤️🌹❤️🌹❤️🌹❤️🌹❤️🌹
Jay Prabhu Jagannath Jay kabi Balaram Dash
Very good and charming voice, God bless her.
Jay shree raghunathya namah 🙏🙏.... Maam pranaam 🙏🙏 Ati sundar gayana.
Bahuta sundar stutee thanku
Jay prabhu sree ram
Mora 5th class ru mun ehi Stuti tiku mo bou tharu sune jahaki 1983 ru mun sunichi eha mote bahut bhala Lage mo bou sandhyabele sarbada path karuthae,,aji mo bauku manepaduchi se jeunthi thau tanku Sri Ram bhagwan bhalare rakhantu
ବହୁତ୍ ଭଲ ହୋଇଛି
ଜୟ ଶ୍ରୀ. ରାମ 🙏🌹🌹🌹🙏
जय श्री राम राम जय श्री राम राम हरे हरे राम हरे कृष्ण कृष्ण हरे
Jay sri Krishna
ପିଲାଦିନେ ଶୁଣିଥିଲି ବୋଉଠୁ। ବହୁତ ଦିନ ପରେ ଆଜି ଆପଣ ଶୁଣାଇଲେ। ଜୟ ଶ୍ରୀକୃଷ୍ଣ ଗୋବିନ୍ଦ 😊❤
ସାହିତ୍ୟ ପ୍ରାଣ, ସାହିତ୍ୟ ପ୍ରତି ଊର୍ଯା ନେଇ ଭକ୍ତିର ସହକାରେ ଶୁଣିଲେ ଗୀତର ସ୍ବର ବି ଭଲ ଲାଗେ,ବହୁ ଉପାଦେୟ ଗ୍ରନ୍ଥ,ଗୋଟେ କବିର ଦୂର୍ଷ୍ଟି କେତେ ପ୍ରଖର, ହୃଦ୍ ବୋଧ କରି ହବ, ଆମେ କୌଣସି ବିଷୟକୁ ନେଇ ଦୁଇ ଧାଡ଼ି ଲେଖିପାରିବା ନାହିଁ, ସାହିତ୍ୟ କୁ ଭଲ ପାଆନ୍ତୁ, ସାହିତ୍ୟ ଭଲ ଲାଗିବ 👍👍👍
ଜୟ ଜୟ ଶ୍ରୀ ରାମ 🕉️
Jaishriram BAIKUNTHASAHU JAISHRIRAM
Jay shree Ram🙏🙏🙏
Ram Laxman Sita maa nkara krupa drusti sabu bale aama mananka upare rakhithao 🙏🙏🙏
Echo add karntu nahin...bhala lagiba
Jai shree Ram 🙏 aapko Mera koti koti pranam 🙏🚩🌹
Thanks
Jay shree Narayan Ji ki Jai 😊❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ବହୁତ ବଢିଆ କଣ୍ଠ ଭଗବାନ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
Bahut sweet tone bhakti bhaba bhrirahichhi Maa.
ମା କୋଟି କୋଟି ପ୍ରଣାମ ମା ❤❤❤❤❤ଜୟ ସୀତାରାମ ❤❤❤❤❤ଜୟ ସୀତାରାମ ❤❤❤❤❤ଜୟ ସୀତାରାମ ❤❤❤❤❤
ଜୟ ଶ୍ରୀକୃଷ୍ଣ 🙏🙏🙏ବହୁତ ବଢିଆ ଗାଇଛନ୍ତି
Jay Shree Ram.
Jai sriram,,jai jagannath,,bahut sundar paribesan
Ati sundar voice,
Golap apa so nice jay sriram
Very nice song 👌👌👌❤
Jay Jagannath
Unic voice
God bless u apa
Apannku.bahut.bahut.dhanyabad.madam.very.nice..voice
apannku bahut bahut dhanyabad madam nice voice
❤❤ Jay shree Ram ❤❤❤
Sweet voice ଅତି ସୁନ୍ଦର 🌺💐❤️
ବହୁତ ସୁନ୍ଦର ଗୀତ
ଜୟ ଶ୍ରୀ ରାମ ରାମ କୋଟି କୋଟି ଦଣ୍ଡବତ ପ୍ରଣାମ ଭଉଣୀ
ଅତିଶୁଂଦର୍ କଂଠ
Joy Jagannath. 🙏🙏🙏🙏🙏🌹🌹🌹
❤❤❤❤❤ଜୟ ଶ୍ରୀରାମ❤❤❤❤ବହୁତ ସୁନ୍ଦର❤❤❤ଜୟ ଶ୍ରୀରାମ❤❤❤
Jay shree ram
ଭଜନ ଟି ଵହୁତ ଭଲ ଲାଗିଲା
Jay jagannath
ଖୁବ୍ ସୁନ୍ଦର ଆଜ୍ଞା ❤
Jaya Shiri Ram ❤
Jay sri ram🙏🙏
ଅତି ସୁନ୍ଦର ଭାବ❤❤❤❤
ଅତି ସୁନ୍ଦର କଣ୍ଠ ଅପା 🙏🙏🙏
ଜୟ ଜଗନ୍ନାଥ
ହରେକୃଷ୍ଣ ମାତା 🙏🙏🙏🙏
ବହୁତ ବହୁତ ଧନ୍ଯବାଦ ଭଉଣୀ ତୁମକୁ ହୃଦୟ ପର୍ଶ ଭଜନ ଗାଇଥିରୁ
❤ବହୁତ ସୁନ୍ଦର
Hari Om
jya ram lxmen janki jya bir hanumanki
ଜୟ ଜଗନ୍ନାଥ
ଜୟ ସୀତା ରାମ ଅତି ଉତ୍ତମ କଥା ଜୟ ଜଗନ୍ନାଥ ❤❤❤❤
Bahut Sundar Jay shree Ram
Jay shree jagannath
ଜୟ ଶ୍ରୀରାମ ଜୟ ବୀର ହନୁମାନ
Thanks for your singing best of luck
Jaya Jagannath
It is so sweet, I can not express it.
Dhanyatumebhajan 😊dhanyatumebhauni ❤dhanyatumakaLakarku😊jyajagarnatha❤jyashriram❤
Jaya Shiriram ❤
ବାସ୍ତବରେ ସ୍ତୁତି ଟି ଶୃତି ମଧୁର ହୋଇଛି । ❤ଜୟ ଜଗନ୍ନାଥ❤
Beutiful voice sister
ଜଯୂଶୀ ରାମ୍
Jai shree Ram ❤❤
ଭଜନ ଶୁଣି ମୋ ମନ ତୃପ୍ତି ହେଇଗଲା ସମସ୍ତ କଳା କାରଙ୍କୁ ମୋର ଧନ୍ୟବାଦ ଏମିତି ଭଜନ ଶୁଣାଉ ଥାଅ ଜୟ ଜଗନ୍ନାଥ
Very nice,voice,apa,namaskar
Appa Sundar bahaaaa
ଭ ଜ ନ ପାଇ ଓଡ଼ିଶା ବ୍ୟକ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଅନନ୍ୟ ❤❤❤❤❤❤❤❤❤❤❤❤❤💝💝💝💝💘💘💘💘💘💘💘💘💘💘💘💘💘💘💘💘💘💝💗💓💞💕💌💖
Jaisriram
Nice voice Jay,jagannath
Jay jaganath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Jay jaganath🙏🙏🙏
ବହୁତ ଦିନ ପରେ 🙏