Moro gadi hoji jaithili mu case koli bina investigation re police madam kohile gadi mililani mu cctv futage sahito sobu deithili coro gadi nela beloro futage b mu dekhrili hele b kichi khoji parileni
Real face of defaulters in Odisha police The entire Police force is getting disgraced because of these defaulters and what is worse, entire police people are supporting them. Feels as if everyone is involved.
Jete sabu Se police station re torture pai6nti se sabu example national and International channel re dekhao police ro sabu dhajya udei dio hele jai police sudhuribe
ରାଜ୍ଯ ସାରା ଯେଉଁମାନଙ୍କ ଉପରେ ହୋଇଥିବା
ଅନ୍ୟାୟ ସେମାନେ ସାମ୍ନାକୁ ଆସି ନିଜର ମନର
କଥା ରଖନ୍ତୁ ।ଜୟ ଓଡ଼ିଶା ଜୟ ଭାରତ
ସେ ରାଣ୍ଡି ଛୁଆ police ନାଁ ରେ sc/st prevention of atrrocity act ଲାଗିବ
Lagichi
ଦିନ କୃଷ୍ଣ କୁ ଗିରଫ କରାଯାଉ
ଏତେ ଘଟଣା ସବୁ ହେଲା ପରେ ବଡ଼ ବଡ଼ ବାବୁ ମାନେ ପୋଲିସ କଦର୍ଯ୍ୟ କର୍ମ କୁ ଘଣ୍ଟ ଘୋଡାଉଛନ୍ତି । ଆଉ କାହାକୁ କାହାକୁ ଅତ୍ୟାଚାର କରିଛନ୍ତି ସମସ୍ତେ ଆସି ମିଡ଼ିଆ ସାମ୍ନାରେ ଜଣାନ୍ତୁ ଏବଂ ମୋହନ ସରକାର ଶୁଣନ୍ତୁ କି ଭଳି ଶାସନ ଚାଲିଛି ରାଜ୍ୟରେ
ଘଣ୍ଟ ଘୋଡେଇବା ଯୋଗୁଁ ହିଁ ତ ଆଜି ମାମଲା ବୋମା ହେଇକି ଫୁଟିକି ବାହାରିଛି ।
Police behaviour very bad
ମୁଖ୍ୟ ଖଳନାୟକ iic ମହୋଦୟ
ଆଇ ଆଇ ସି ନାଟ୍ୟକାର ନାଟକର
Yes odisha police is very bad
Magia se iic ku service ru bida kari jail patha jau
Ye video dekhila pare laguchi se jhia thik kahuchi…Se micha kauthile b thik karichi
ଇଏ ସବୁ ପୋଲିସ ଏବେ ବିରାଡ଼ି ବୈଷ୍ଣବ ପାଲଟି ଯାଇଛନ୍ତି । ଦେଖନ୍ତୁ ଅପ୍ରିୟ ସତ ଟା ହେଲା ପୋଲିସ୍ ମାନେ ବର୍ଦି ପିନ୍ଧିଦେଲେ ଏଇମାନ ଙ୍କ ଚର୍ବି ବଢିଯାଏ । ସାଧାରଣ କନେଷ୍ଟବଳ ର ବହପ କେତେ ଥାନା ରେ ସେଇଟା ଜନସାଧାରଣ ଜାଣିଛନ୍ତି ସାମାନ୍ୟ ଗୋଟେ ଅଣ କର୍ମଚରି ଯିଏ ଥାନାରେ ରହି କରେ ପିଅନ କାମ କରେ ତାର ପାବୱାର୍ ସେ ଦେଖାଏ ନାଲି ଆଖି ଦେଖନ୍ତି ଲୋକଙ୍କୁ। ନ୍ୟାୟ ଏମାନଙ୍କୁ ଜମା ମିଳିବ ଦରକାର୍ କାରଣ ଗରିବ ନିରୀହ ଅମନ ଙ୍କ ପାଖ କୁ ଗଲୁ ତାକୁ ଯୋଉ ଭଳି ବ୍ୟବହାର କରନ୍ତି ତା ମୁ ଅଙ୍ଗେ ଲିଭେଇଛି । ନିଆଳି ଥାନା ର SI jagarnatha panigrahi ସର୍ ବିନା ଦୋଷ ରେ ମୋ ବାପ ଙ୍କୁ ଅଭଦ୍ର ଭାଷାରେ ଗାଳି କଲେ ଆମେ ଦେଇଥିବା FIR କୁ ଭଲ ଭାବରେ ଗ୍ରହଣ କଲେନି ଓଲଟି ମୋ ପାପାଙ୍କୁ କହିଲେ ଶଳା ମାଘିୟା ତୋ କେସ ରୁ ମତେ କଣ ମିଳିବ ବେ ତୋ ଜମି ରୁ ମୋ ନରେ କରିଦେବୁ କି ! ନା ନିଆଳି ଥାନା ନା ରେ କରିଦେବୁ , ଶଳା ମଘିୟା ନିଆଳି ଥାନା କୁ ଦେଖିଛୁ ପଳେଇ ଆସିଲୁ । ଆଜ୍ଞା ମୁ ଘଟଣା କଣ ହେଇଛି ଆମ ପ୍ରତି କଣ ଅନ୍ୟାୟ ହେଇଥିବା ରୁ ଆମେ ଵାପ ଝିଅ ଥାନା କୁ ଆସିଲୁ କହିବାରୁ ଓଲଟି ମତେ ପତିକଲେ 4 , 5 ଜଣ ପୋଲିସ ଧମକେଇଲେ କହିଲେ ଲେଡିସ ପୋଲିସ ଲଗେଇ ମାଡ ମାରିବୁ । ମୋ ବାପାଙ୍କୁ କହିଲେ ବେଶୀ ଛୋଡ଼ି ହେଲେ ତୋ ନା ରେ ଶଳା ମଡ଼ର୍ କେସ ଲଗେଇଦେବି 10 ବର୍ଷ ଚୌଦ୍ଵାର ଜେଲ ରେ ସାଧୁଥିବୁ । ଆଜ୍ଞା ଗୋଟେ ଲୋକ ଜବରଦସ୍ତି ଆମ ଜାଗାରେ ପସି ଗଣ୍ଡଗୋଳ କଲା ଅସ୍ତ୍ର ଧରି ଆମ ବେଆଇନ ଭାବରେ ଆମ ଗଛ ସବୁ କାଟି ଦେଲ ,ମାରପିଟ୍ କରିବାକୁ ଆସିଲା ମୋ ମା କୁ ଅସଭ୍ୟ ଭାଷା ରେ ଗାଳି କଲ ମୁ ପ୍ରତିବାଦ କରିବାରୁ ମତେ ମାରଣାସ୍ତ୍ର ଧରି ମାରିବାକୁ ଆସିଲା । 8 ଦିନ ପରେ ତା ବାପ ମରିଗଲା ସେ ଗୁଣି ଗାରେଡ଼ି ସନ୍ଦେହ କରି ମୋ ବାପ ନକୁଆରିଦେଲ କହି ମିଛ ମଡର୍ କେସ ର ଅପପ୍ରଚର କଲା ଆଉ ହରେ ପସି ହନିବା ର ଧମକ ବି ଦେଲ । ଆମେ ନିଆଳି ଥାନା କୁ ଗଲୁ ସେଠି ଆମ କଥା ଶୁଣିଲେନି ଓଲଟି ମୋ ବାପ ଙ୍କୁ ଗାଳି କଲେ ଜେଲ ଭିତରେ ପୁରେଇ ଦେଲେ କିଛି ସମୟ ପାଇଁ ଆଉ କେସ କୁ ଅପସ ସମାଧାନ ପାଇଁ ବାଧ୍ୟ କଲେ । ଏଥିରେ ଆଜ୍ଞା ସରପଞ୍ଚ ବି ସାମିଲ ହାଛି ଭିତିରିଆ ଜିଆ ଦୋଷୀ ଆପ୍ରଧି କୁ ସାହାଯ୍ୟ କରୁଥିଲା । ଏ ହେଉଛି ଆଇନ କୁ ନିଜ ବୋପ ପ୍ୟାକେଟ ର ଚାବି ବୋଲି ଭାବୁଥିବା ନିଆଳି ଥାନା SI jagarnatha panigrahi ପୋଲିସ ଆଫିର ଙ୍କ କାର୍ଯ୍ୟ କଳପ। କେତେ ଟଙ୍କା ଲାଞ୍ଚ ନେଇଥିଲେ କେଜାଣି ?
Iic ku chakiri bahara kara jau au tanku jail hau iic sabutharu abhadra manisha
ଧନ୍ୟବାଦ ଏ ଫୋଲିସି ର କାଣ୍ଡ
ଯୁଗେ ଯୁଗେ ସତ୍ୟ ମେବ ଜୟତେ
Police staff sabu ku suspended kora jau
Gote police station ru atiki complaint Aschi Tahle odisha police station ru kete complaint thiba😢😢😢
ପୁରୁଖା ପୋଲିସ ମାନଂକୁ ବାଧୁଛି କହିଲେ।
Kuade IIC bhadra police. Dekha ,suna police Bala nka behaviour.
ପୋଲିସ କହୁଛନ୍ତି ପୀଡିତା ଆଗ ପୋଲିସ ମହିଳାଙ୍କୁ ଖରାପ ବ୍ୟବ୍ୟହାର କରିଛନ୍ତି ଏବଂମାଡ ମାରି ତାଙ୍କ ହାତକୁ କାମୁଡ଼ିଛନ୍ତି ତାହାର ଭିଡିଓ କୁଆଡେ ଗଲା ?ପୋଲିସ ପାଖରେ ଯଦି ଯଥେଷ୍ଟ ପ୍ରମାଣ ଅଛି ତାହେଲେ ପୀଡିତାର ଥାନାକୁ ଭିତରକୁ ଯିବାଠାରୁ ବାହାରିବା ପର୍ଯ୍ୟନ୍ତ ସବୁ ବେଡିଓ କୁଆଡେ ଗଲା ?ବିଜେପି ଜାଣିକି ପୋଲିସ ଏବଂ ଛାତ୍ରଙ୍କୁ ବଞ୍ଚାଉଛି
ଛାତ୍ର ନୁହେଁ, ପୋଲିସ ନିଜ ଲୋକଙ୍କୁ ଙ୍କୁ ବଞ୍ଚାଉଛି ।
କାଲି ଯଦି ମାମଲା ବେଶୀ ଗରମ ହୋଇଯିବ, ଛାତ୍ରଙ୍କ ହାଜତ କିମ୍ବା ଜେଲ୍ ମୃତ୍ୟୁ ଖବର କିଛି ନୂଆ ଲାଗିବନି ।
Bhai ku Mora justice diantu nahel pura area re khela heba
Police janiba darkar semananka salary ta lokanka tax ru ase au sejagare Sethy kana Mishra kana samaste tax pay karuchhanti
Serious matter
🙏🙏🙏🙏🙏🙏🙏🙏
Are bhai mu b amiti fasithili police case se semne nija bardi ra faida uthouchhanti amiti khandagiri tahana re hauchi mu heuchi sabu ra muka sakhi
ଏଇଟା ହିନ୍ଦୁ ଧର୍ମ ବୁଝି ପାରିଲ ଇଂରେଜ ମାନେ ବ୍ରାହ୍ମଣ ମାନଙ୍କୁ High court ରେ ବିଚାରପତି ହେବାପାଇଁ ନିଷେଧ କରି ଥିଲେ କୋଣ ପାଇଁ ନା ସେମାନଙ୍କ ନ୍ୟାୟିକ ଚରିତ୍ର ନହିଁ ,ଆଜି ଭାରତ ର ପ୍ରତି ଟି ପୋଷ୍ଟ ରେ ଦେଖନ୍ତୁ ସମସ୍ତଙ୍କୁ ତ କହୁ ନାହିଁ ଅଧିକାଂଶ ଅନ୍ୟତିକ ଚରିତ୍ର ସେମାନେ ମିଳିବେ ,ସେ ଶକ୍ତି କାହାଠାରୁ ପାଉଛନ୍ତି st,sc, obc, ମୂର୍ଖ,ପାଖଣ୍ଡି,ଅନ୍ଧ ବିଶ୍ବାସ, ପାଇଁ,ଏଥିରୁ କାହାକୁ comment ରେ ଗାଳି ଦେବାର ଅଛି ,ଟା ଆଗରୁ ଚିନ୍ତା କର ତୁମ ନିଜ ଜାତିରେ ଇଣ୍ଡିଆ ର ଯେତିକି ବଡ଼ ବଡ଼ ପଦ ଅଛି ସେଥିରୁ ମୁଖ୍ୟ କେତେ ଜଣ ଅଛନ୍ତି ,କିଛି ମନ୍ତ୍ରାଳୟ ,ବୈଦେଶିକ ମନ୍ତ୍ରାଳୟ,ଭାରତୀୟ ଶିକ୍ଷାବିଭାଗ, ସେନା ମୁଖ୍ୟ,କ୍ରୀଡା ବିଭାଗ,ଚଳଚ୍ଚିତ୍ର ଜଗତ,ଟିଭି chennal ମୁଖ୍ୟ,ଜଳବହିନି ଆକାସବାହିନି,ମୁଖ୍ୟ,ପୋଲିସ ବିଭାଗ, ଇତ୍ୟାଦି, ଇତ୍ୟାଦି, ଇତ୍ୟାଦି,ଗାଳି ପଛେ ଦିଅ ତୁମ ଜାତିରେ କେତେ ଜଣ ମୁଖ୍ୟ ଅଛନ୍ତି ନିଜକୁ ପଚାର ।
Kan tu b gote dhhoba ???
@@Raunakroy1003 ଜାତି ଖାଜିଲେ ମୁକ୍ତି ନାହିଁ ମୁକ୍ତି ଖଜିଲେ ଜାତି ନାହିଁ ।
@@Raunakroy1003 ଜାତି ଖଜିଲେ ମୁକ୍ତି ନାହିଁ ମୁକ୍ତି ଖଜିଲେ ଜାତି ନାହିଁ ।
Aare bhai, ethi hindu Muslims, SC, St, OBC kou adu palei asila
@@kkgyanbhandar2857 ଆମ କଥା ଆମେ ଜାଣିଛୁ ତମେ କୁହ ସ୍କ st obc କେଉଁ ଆଦୁ ପଳାଇ ଆସିଲେ ?
Mousha tama luha tanka upare nischita padiba sethipain ta police mananka pila chhua sabu barbad.
Voice raise କର ଭାଇ
Mohan Sarkar quick action please
ମିଛ କହିଲେ ଧରା ପଡିଲେ ଆହୁରି ଅବସ୍ଥା ସାଙ୍ଘାତିକ ହେବ ତେଣୁ କାହା କଥାରେ ଭାଷିଲେ ନିଜେ ହିଁ ଫସିଯିବ।କାରଣ ଏବେ ପରା ସତ କଥା ବାହାର କରିବା ମେସିନ୍ ଲଗେଇ କଥା ବାହାର କରୁଛନ୍ତି।
Gariba toka micha kahuchi??? Au sata kiye kahuchi tahale, IIC DSP??
Moro gadi hoji jaithili mu case koli bina investigation re police madam kohile gadi mililani mu cctv futage sahito sobu deithili coro gadi nela beloro futage b mu dekhrili hele b kichi khoji parileni
କୋର୍ଟ ଯାଇ କେସ କର, ପୋଲିସ ବାବୁଙ୍କ କଣ ହେବ ତାପରେ ଜାଣିବ, ଜୟ ଜଗନ୍ନାଥ
କଣ ହେବ, ତଦନ୍ତ ପୋଲିସ ହିଁ କରିବ ।
ଯାହାର ଫଳାଫଳ କିଛି ବାହାରିବ ନାହିଁ, ସେଥିପାଇଁ ପୋଲିସର ଯାଞ୍ଚ ପାଇଁ ଗୋଟେ individual body ଗଠନ ହେଉ । ଯାହାର ଜବାବ ଦେହି ସିଧା ପବ୍ଲିକ, High court ଙ୍କ ପାଖରେ ହେବା ଦରକାର୍ ।
Se iicku fasi darkar
Bhai tame gote kama Kara tam ku jia mari chhi tame b mara hisab sem to sem nya tama ku kou police station Mili bani
Bhai thik kahucha
Dinakrusna ku arrest karajau
Dekha police kn kn karuchi
Ea news se magiya police sangha ku dekha
iic ki misiki mara
sabu police station re amiti dinasara rakhuchanti police mane
Jagannath save Odisha.
Odisa ଥାନା ମିଛରେ ଭାସୁଛି
ଖାଲି ତ ମିଛ ନୁହେଁ ଛଳ, କପଟ ବି ଦେଖାଯାଉଛି ।
Yes odisha police very bad
Mousa tama aakhi kuha padichi semane atharaka dandapaiba
ହଁ ଆଜ୍ଞା ନିଆଳି ଥାନା ର SI nka ପାଖକୁ ମୁ ଆଉ ମୋ ବାପା FIR nei ki ଯାଇଥିଲୁ ଜଣେ ବ୍ୟକ୍ତି ଆମ ଜମିରେ ପସି ଗଣ୍ଡଗୋଳ କରି ମାରଣାସ୍ତ୍ର ଧରି ଆମ ଜମିରେ ଗଛ କାଟି ଦେଲେ ମୋ ମା କୁ ଅଭଦ୍ର ଭାଷା ରେ ଗାଳି କଲେ ମୁ ପ୍ରତିବାଦ କରି ଆରୁ ମତେ ମାରଣାସ୍ତ୍ର ଧରି ଜୀବନରୁ ମାରିବ ଆକୁ ଆସିଥିଲା ଆଉ 8 ଦିନ ପରେ ସେ ଅପରାଧୀ ର ବାପା ମରିଗଲେ ସେ ବ୍ୟକ୍ତି ଗୁଣି ଗାରେଡ଼ି ସନ୍ଦେହ କରି ମିଛ ମଡର୍ କେସ ଅପପ୍ରଚାର କରି ଜୀବନ ରୁ ହଣିକି ମାରିବ ଆକୁ ଧମକ ଦେଲେ ଆମେ ନିଆଳି ଥାନା କୁ ଗଲୁ ଜୀବନ ସୁରକ୍ଷା ପାଇଁ ଜଗନ୍ନାଥ ପାଣିଗ୍ରାହୀ ଆମ କାଠ ଶୁଣିଲେନି ଘଟଣା କହିବାରୁ ଗାଳି କଲେ ମୋ ବାପା ଙ୍କୁ ଶୁଣ ଅଜୟେନି ବୋଲି କଲ ବାଣ୍ଡା ମଘୀୟା ଆଉ ଅନେକ ଅଭଦ୍ର ଗାଳି ଗୁଲ କଲେ ଯାହା କହି ହେବନି । ଆଉ କେସ କୁ ଅପସ୍ ସମାଧାନ କରିବାକୁ ବାଧ୍ୟ କଲେ । ଜିଆ ଦୋଷୀ ତାକୁ ସମ୍ମାନ ଜିଆ ଗୁହାରି ନେଇ ଜିଅଛି ସେ ଗରିବ ଆଜ୍ଞା ଆମେ କିଛି ତାଙ୍କ ଦେଇ ପାରିଲିନି ତେଣୁ ଗାଳି ଶୁଣିଲୁ । ମୁଁ joint pain patient ଗୋଡ଼ ଉପରେ ରଖି ବସିଗଲି ବୋଲି କହିଲେ ତୁ ଏମିତି କଣ ବସିଛୁ ବେ ତୋର ଭାରି ସାହସ ଆମେ ବାବୁ ଭଳି ବସିବୁ ତୁ କୋଉ ଜୟେ ପଢ଼ିଛିବେ ବେଶୀ ସାହସ ତୋର ଲେଡ଼ିସ ପୋଲିସ ଲଗେଇ ବୋହେ ପିଟିବି । ଆଉ ମୋ ବାପାଙ୍କୁ କହିଲେ ତୋ କେସ ରୁ ମତେ କଣ ମିଲିବବେ ତୁ କଣ ମୋ ନାରେ ତୋ ଜମି କରିଦେବୁ । ଏହିପରି ଥାନାରେ ପୋଲିସ ମାନେ କରୁଛନ୍ତି ଆଜ୍ଞା
Police ra babyahar epari
ଆଇଆଇସି ର bank balance check କରାଯାଉ
ତମକୁ ଲାଗୁଛି ଯେ ଏମିତି ପେଶାଦାର ଖେଳାଳୀ bank ରେ କିଛି ରଖିଥିବେ ?
Double Engine Sarakar nka backdoor developments in 100 days....List dina ku dina badhilani....
Ae bhalia I.i.c ku kalapani pathajau
କଳାପାଣି ବନ୍ଦ୍ ହେଇଗଲାଣି, ୟାକୁ pune ଜେଲ୍ ପଠାଯାଉ, specially ଅଣ୍ଡା ସେଲ୍ ରେ ବନ୍ଦ୍ କରିବାର ବ୍ୟବସ୍ଥା ହେଉ ।
Mohan sarkar A pila ku nyaa deipari taa?
🙏🙏
Odisha police is very bad miss behaviour
God bichara
Once again BHARATPUR..........
Bharatpur ps ku vagaban saha,
Iic ku bahiskar karajau ,90%police stn re iic bahut crime karuchanti,dg ,sp ,dsp janichanti support karuchanti dg sp athipanhi dayee
Ei type hin se jhio saha karithibe so se jhio voice uthei thibo tapare ete jatra
Ebhali police officer nischita e mausanka akhi luhare sanghatik rogare pidita heba au doctor roga chinhi napari pheraideba sesare kalabala hoi mariba
Police bhul kale tanka punishment pain ine asiba darakara.
Police to be punished
Real face of defaulters in Odisha police
The entire Police force is getting disgraced because of these defaulters and what is worse, entire police people are supporting them. Feels as if everyone is involved.
Jete sabu Se police station re torture pai6nti se sabu example national and International channel re dekhao police ro sabu dhajya udei dio hele jai police sudhuribe
Athi sabu police nku Dosha debani jemite abe IICamite ahuri kichhi achhanti
First of all
Katha re achhi nai padib jete bele bidhe marib sete bele
Retart police' sanga ku badhuchi mgy police'
Bala court cacheri achi
Ethar mishra fusara tela lagiba
Badmas police
Beiman iic bina krushna,bhagban karantu se jemiti danda pau.
Ae valia police ku malkana gire pathae Dia
ଫାଶୀ
Ye ଶଳା ଟା ତ ଗୋଟେ ଗଞ୍ଜୋଡ଼ ଭଳି ଲାଗୁଛି
A ma giha Police ku Banda katidia
Polish ମାନେ ହିଁ maageha gandi ପୁଅ
IIC Dinakrushna Mishra, SI Vaishali Panda ,SI Subrat Beura nku turanta arrest karajau...semananka family ku v tankara asal chehera dekha jau
Se police and staaf kete sachot abe jaanantu .
Se lady rascal dsp ku v arrest karajau😊
First of all
IIC Dinakrushna Mishra, SI Vaishali Panda ,SI Subrat Beura nku turanta arrest karajau...semananka family ku v tankara asal chehera dekha jau
First of all
IIC Dinakrushna Mishra, SI Vaishali Panda ,SI Subrat Beura nku turanta arrest karajau...semananka family ku v tankara asal chehera dekha jau
First of all
IIC Dinakrushna Mishra, SI Vaishali Panda ,SI Subrat Beura nku turanta arrest karajau...semananka family ku v tankara asal chehera dekha jau
IIC Dinakrushna Mishra, SI Vaishali Panda ,SI Subrat Beura nku turanta arrest karajau...semananka family ku v tankara asal chehera dekha jau