ରଜ ଫେରେଇଲା ପୁରୁଣା ଦିନ / Rupa Pin2 Khushi

Поделиться
HTML-код
  • Опубликовано: 10 сен 2024

Комментарии • 1,6 тыс.

  • @Munaofficial-m6o
    @Munaofficial-m6o Год назад +829

    କିଏ କିଏ ଖୁସି ଅଛ ମୁଁ ତ ବହୁତ ଖୁସି ଅଛି ସବୁ ଭାଈ ମାନେ ଆଉ ଦିଦି ସବୁ ଏକାଠି ହୋଇଗଲେ ବୋଲି ଯିଏ ଯିଏ ଖୁସି ଅଛ ଗୋଟେ ଲାଇକି 👍🏻 ହେଇଯାଉ
    Love you all family members 🥰😍❤

  • @_babita_das_06
    @_babita_das_06 Год назад +331

    ହାପିଭାଇ କୁ ଦେଖି କେଉଁ ମାନେ ଖୁସି ଅଛ ❤❤

    • @mr_hacker3012
      @mr_hacker3012 Год назад +1

      Sea kn Banda mundi ki

    • @abhayakumar4732
      @abhayakumar4732 Год назад

      Ama Bala ra dukha nahi ta ame like dabu

    • @gugumohanty2755
      @gugumohanty2755 Год назад +1

      Mu bohut khuci

    • @sikisabar4793
      @sikisabar4793 2 месяца назад

      ଏମାନେ ଝଗଡ଼ା ଲାଗିଥିଲେ କି Happy au pintu ଭାଇ

  • @satyajitdey3413
    @satyajitdey3413 Год назад +548

    ପୁଣି ଥରେ ସମସ୍ତ ଙ୍କୁ ଏକାଠି ଦେଖି ବହୁତ୍ ଖୁସି ଲାଗିଲା

  • @bhramarabarasahoo9371
    @bhramarabarasahoo9371 Год назад +28

    ସମସ୍ତେ ରାଗ, ଅଭିମାନ ଭୁଲି ପୁଣି ଏକାଠି ହେଲେ
    ଏହି ଖୁସି ର ଦିନକୁ ସମସ୍ତେ ଅପେକ୍ଷା କରିଥିଲେ 🥰
    ଏମିତି ସଵୁବେଳେ ଏକାଠି ରୁହ, ଆଉ ଖୁସିରେ ରୁହ 🥰

  • @satyalifestyle461
    @satyalifestyle461 Год назад +189

    ଆଜି ସମସ୍ତଙ୍କୁ ଦେଖି ସତରେ ବହୁତ ଖୁସି ଲାଗିଲା ପିଣ୍ଟୁ ଭାଇ ... ❤❤❤

  • @mathuramahakur5994
    @mathuramahakur5994 Год назад +161

    ଏତେ ଦିନ ପରେ ସମସ୍ତଙ୍କୁ ଏକାଠି ଦେଖି ଵହୁତ ଖୁସି ଲାଗୁଛି ଏ ସମ୍ପର୍କ ସଵୁ ଦିନ ପାଇଁ ଭଗବାନ ଯୋଡିକୀ ରଖିଥାଆନ୍ତୁ jay jagannath ❤️❤️❤️❤️❤️❤️🥰🥰🥰🥰🥰👌👌🙏

  • @djbasis7113
    @djbasis7113 Год назад +77

    ବହୁତ୍ ଖୁସି ଲାଗିଲା ସମସ୍ତଙ୍କୁ ସାଙ୍ଗରେ ଦେଖି ସୁନା ଦିଦି ହାପି ପ୍ରୟାସ ପ୍ରଶାନ୍ତ କୁ ସାଙ୍ଗରେ ଦେଖି luv u all

  • @nalinipujari1194
    @nalinipujari1194 Год назад +17

    ବହୁତ ଦିନ ପରେ ସମସ୍ତ୍ ଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ଭାଇ ସବୁ ବେଳେ ଏମିତି ଏକାଠି ରୁହନ୍ତୁ❤ ଜୟ ଜଗନ୍ନାଥ🙏🙏

  • @sritcreation
    @sritcreation Год назад +203

    ଭାଇ ସତରେ ଖୁସି ଲାଗିଲା ହାପି ଆଉ ସୁନା ଦିଦି ପୁଣି ଥରେ ଫେରି ଆସିଲେ ଆପଣ ମାନେ ପୁଣି ଏକାଠି ହେଲେ ସତରେ ବହୁତ ଖୁସି ଲାଗିଲା ❤️✨️❤️

  • @gayatrisasmal2185
    @gayatrisasmal2185 Год назад +123

    ପିଣ୍ଟୁ ଭାଇ ଓ ରୁପା ଭାଉଜ ଏମିତି ଦିନ ଆସିବ ସମସ୍ତେ ଏକାଠି ହବବୁଲି ମୋର ଆସା ଥିଲା ସମସ୍ତଙ୍କୁ ଦେଖି ମୁଁ ବହୁତ ଖୁସି ମୋର ଜଗତର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ସମସ୍ତେ ଖୁସି ରେ ରହୁଥିବା ଜୟ ଜଗନ୍ନାଥ ପିଣ୍ଟୁ ଭାଇ 🙏🙏🙏🙏🙏

  • @jyotiranjanbehera8227
    @jyotiranjanbehera8227 Год назад +499

    ବହୁତ ଦିନ ପରେ ସମସ୍ତ ଙ୍କୁ ଦେଖିକି ଖୁସି ଲାଗିଲା
    😮😮😮

    • @pradeepkumarnayak4300
      @pradeepkumarnayak4300 Год назад +5

      ଵହୁତଦିନପରେଏକାଠିଦେଖିଖୁସିଲାଗିଲା

  • @saumyaranjanbeura5829
    @saumyaranjanbeura5829 Год назад +17

    ବହୁତ ଖୁସି ଲାଗିଲା ସମସ୍ତଙ୍କୁ ପୁଣିଥରେ ଏକାଠି ଦେଖିକି❤ସମସ୍ତଙ୍କୁ ଅନୁରୋଧ ସବୁବେଳେ ଏମିତି ଏକାଠି ରୁହ ଓ ଖୁସିରେ ରୁହ ❤🎉💐🙏 ଭଗବାନ ତୁମକୁ ସବୁବେଳେ ଭଲରେ ରଖନ୍ତୁ🥰
    ସମସ୍ତଙ୍କୁ ହାପି ରଜ 🙏
    🙏💐Happy Raja💐🙏

  • @rupasahoo391
    @rupasahoo391 Год назад +43

    ଶେଷରେ ସମସ୍ତେ ଏକାଠି ହୋଇଗଲେ 🥰ଦେଖିକି ଖୁସି ଲାଗୁଚି 😊ଏମିତି ସବୁ ବେଳେ ଏକାଠି ରୁହ ଆଉ ଖୁସି ରେ ରୁହ ଜୟ ଜଗନ୍ନାଥ 🙏.. 🥰❤️😊😘👌

  • @biswajitbiswal1994
    @biswajitbiswal1994 Год назад +41

    ପିଣ୍ଟୁ ଭାଇ ଏଥର ରଥଯାତ୍ରା ପାଇଁ ରୂପା ଭାଉଜଙ୍କ ସହିତ ଆପଣଙ୍କର ଏକ ନୂଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଙ୍ଗୀତ ଆଣନ୍ତୁ।। ଯେପରି ଆରଥର ଆଣିଥିଲେ।। ❤🌺🙏

  • @sanjuktanayak9218
    @sanjuktanayak9218 Год назад +91

    ସମସ୍ତେ ଖୁସିରେ ରୁହନ୍ତୁ । ଜୟ ଜଗନ୍ନାଥ

  • @1x-abinash-07
    @1x-abinash-07 Год назад +33

    ପୁଣି ସମସ୍ତଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ଏମିତି ସବୁବେଳେ ସମସ୍ତେ ଏକାଠି ରୁହ ❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @chandan_cs
    @chandan_cs Год назад +177

    ଭଗବାନ ଆର୍ଶୀବାଦ କରନ୍ତୁ ସମସ୍ତେ ଇମିତି ଖୁସିରେ ରୁହ❤

  • @sasmitasahoo5829
    @sasmitasahoo5829 Год назад +13

    ଏମିତି ସମସ୍ତଙ୍କୁ ଏକାଠି ଦେଖି ଖୁସି ଲାଗୁଛି, ସବୁ ବେଳେ ଖୁସି ରେ ରୁହ,, ଜୟ ଜଗନ୍ନାଥ🙏🙏🙏🙏

  • @himanshupunji243
    @himanshupunji243 Год назад +331

    କିଏ କିଏ ରଥଯାତ୍ରା ଭିଡିଓ ଦେଖିବାକୁ ବୋହୁତ acsaide ଅଛ❤️👍

  • @mamamantulifestyle
    @mamamantulifestyle Год назад +25

    ଏହି ଦିନ କୁ ମୁଁ ଅପେକ୍ଷା କରିଥିଲି କିଏ କିଏ ଚାହୁଁଛ ଗୋଟେ like Kara dekhiba

  • @rinkybehera8714
    @rinkybehera8714 Год назад +53

    ଅପେକ୍ଷାର ଅନ୍ତ ଘଟିଲା ସମସ୍ତଙ୍କୁ ଏକାଠି ଦେଖିକି ଖୁସି ଲାଗିଲା ଅନିଲ୍ ଭାଇ ଥିଲେ ବହୁତ ମଜା କରିଥାନ୍ତେ🎉🎉🎉

  • @subhambehera5796
    @subhambehera5796 Год назад +15

    ହାଇ ବହୁତ୍ ଖୁସି ଲାଗିଲା ଆଜି ସବୁ ଏକାଠି ହେଲେ ଭଗବାନ କୁ ପର୍ଥାନା କରୁଛି ସବୁବେଳେ ସମସ୍ତେ ଖୁସିରେ ରୁହ ଜୟ ଜଗନ୍ନାଥ ❤🙏

  • @shrabanidash2167
    @shrabanidash2167 Год назад +22

    ଭଉତ୍ ଖୁସି finally Happy ଭାଇ ଆସି ପହଞ୍ଚିଗଲେ 😊💓💓 ସମସ୍ତଙ୍କୁ ଏକାଠି ଦେଖି ଭଉତ୍ ଖୁସି ଲାଗୁଛି 😍 ଜୟ ଜଗନ୍ନାଥ 🙏🙏 ଜୟ ମା ତାରିଣୀ 🙏🙏🙏 Thank you ❤️❤️ God

  • @ParmeswarSabar-xl3xz
    @ParmeswarSabar-xl3xz Год назад +53

    ଭଗବାନ ଏମିତି ସମସ୍ତଙ୍କୁ ଖୁଶୀରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @Kajaldebashishexpress4440
    @Kajaldebashishexpress4440 Год назад +44

    ବହୁତ ଦିନ ପରେ ସମସ୍ତେ ଙ୍କୁ ଏକାଠି ଦେଖିକି ଖୁସି ଲାଗିଲା so beautiful ❤️❤️

  • @pinkubarik5854
    @pinkubarik5854 Год назад +84

    ଜୋଉ ମାନେ ଖରାପ୍ କମେଟ୍ ଦଉ ଛନ୍ତି ସେମାନେ ହେଉଛନ୍ତି ହାରାମି କୁକୁର ବେଇମାନ ରେ ଲେଖା ସେମାନଙ୍କ ର କାମ ଧନ୍ଦା ନାହିଁ ସେଇମାନେ ଏ ପାଲା କରନ୍ତି ତାଙ୍କ କଥା ଶୁଣନି ଧ୍ୟାନ ଦିୟନି / ଜଗନ୍ନାଥଙ୍କ ପାଖରେ 🙏🙏🙏 ପ୍ରାର୍ଥନା କରୁଛି ନେହୁରା ହେଉଛି/ଏ ହସ ଖୁସିରେ ସଂସାର ଚାଲୁ ଆଗକୁ ଚାଲିବ ମଧ୍ୟ/ମୁଁ ବାରବାର ଏମିତିକା 💯💯💯ଥର କହୁଛି କାହା କଥା ଶୁଣନି କି ଶୁଣିବାକୁ ଚେଷ୍ଟା କରନି ତୁମକୁ ଏତିକି ମିନତି କରୁଛି🙏🙏ହାତ ପୋଡ଼ୁଛି କାହା କଥା ଶୁଣନି ମୁଣ୍ଡରେ ପୁରାଅନି ଦରନି

  • @Smile_girl_jyoti_
    @Smile_girl_jyoti_ Год назад +106

    ବହୁତ ଦିନ ପରେ ସମସ୍ତ ଙ୍କୁ ଏକାଠି ଦେଖିକି ଖୁସି ଲାଗିଲା

  • @rupapintufanananta9096
    @rupapintufanananta9096 Год назад +1

    Beautiful all friends ❤️😘😘 love you pintu Bhai and Rupa bhauja ❤️❤️❤️ so qut khusi maa ❤️😘😘 Jai jagannath 🙏🙏🙏

  • @seemamanimajhi3670
    @seemamanimajhi3670 Год назад +111

    ଆଜି ବହୁତ ଖୁସି ଲାଗିଲା ସମସ୍ତଙ୍କୁ ଦେଖି ଜୟ ଜଗନ୍ନାଥ🙏

  • @supravasini1237
    @supravasini1237 Год назад +7

    Aji ra vlog re samasta nku eka thi dekhi bahut bhala lagila... Prabhu Jagannath tama mana nku emti khushi re rakhantu Happy,prayas,prasant,gela samaste eka thi hei thiba ru bahut khushi laguchi

  • @sangramcreation8827
    @sangramcreation8827 Год назад +11

    ସତରେ ଏବର୍ଷ ରଜ ଟି ପିଣ୍ଟୁ ଭାଇ ପାଇଁ ସବୁ ଖୁସି ଆଣିଦେଇଛି।କାରଣ ଯେତେ ଯିଏ ରାଗ ରୁଷା କରିଥିଲେ ଏହି ରଜରେ ସବୁ ପୁଣି ଏକାଠି ହୋଇଗଲେ।ସତରେ ସମସ୍ତଙ୍କୁ ଏକାଠି ଦେଖି ବୋହୁତ ଖୁସି ଲାଗୁଛି।ପ୍ରଭୁ ଜଗନ୍ନାଥ🙏🙏🙏ଏମିତି ସବୁବେଳେ ସମସ୍ତଙ୍କୁ ଖୁସି ରେ ରଖନ୍ତୁ।ଜୟ ଜଗନ୍ନାଥ🙏🙏🙏 love u all❤️❤️❤️❤️❤️❤️

  • @namitajena4506
    @namitajena4506 Год назад +26

    ବହୁଦିନ ପରେ ଏକାଠି ଦେଖି ବହୁତ ଖୁସି ଲାଗିଲା ❤❤❤

  • @pramitabhoi571
    @pramitabhoi571 Год назад +1

    Bahut sundar lagila samastanku ekathi dekhi God bless you 🙏🙏🙏🙏🙏🙏🙏🙏 love you Khushi ma 🌹💕💕💓

  • @nehashree694
    @nehashree694 Год назад +18

    Happy family Jay Jagannath God bless you sabubele bhalare ruha khusire ruha emiti ekatha dekhile samastanku bahut khusi laguchi sabubele emiti ruha Jay Jagannath 🙏

  • @Khana-m2r
    @Khana-m2r Год назад +7

    ଆଜି ମୁଁ ବହୁତ ଖୁସି ସମସ୍ତ ଙ୍କୁ ଏକାଠି ଦେଖି କି ବହୁତ ଭଲ ଲାଗିଲା ❤❤😊😊 love you Khushi maa ❤❤

  • @kamalofficial9828
    @kamalofficial9828 Год назад +21

    ସଞ୍ଜୟ ଭାଇ ଅନିଲ ଭାଇ ଖାଲି ନାହାନ୍ତି
    ସମତଙ୍କୁ ଏକାଠୀ ଦେଖି ବହୁତ ଖୁସି ଲାଗିଲା Happy family ❤❤❤

  • @user-ng6zf8qo1o
    @user-ng6zf8qo1o Год назад +3

    ଆଜି ସମସ୍ତ ଙ୍କୁ ଏକା ଟି ଦେଖି ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ ❤😊

  • @prasantabehera9181
    @prasantabehera9181 Год назад +643

    ପିଣ୍ଟୁ ଭାଇ ଙ୍କୁ ପରିଵାର କୁ କିଏ କିଏ ଭଲ ପାଆନ୍ତି ❤️❤️❤️🥰🥰🥰

  • @anamataria-iv1qz
    @anamataria-iv1qz Год назад +22

    ଏଥର ରଜରେ ସେଇ ପୁରୁଣା ଦିନକୁ ଫେରି ଆସିଲେ ❤👌❤👌❤ ବହୁତ ଖୁସି ଲାଗିଲା,🙏🙏🙏 ଜଏ ଜଗନ୍ନାଥ

  • @satyajitdey3413
    @satyajitdey3413 Год назад +25

    ସବୁ ଦିନ ଭଳି ଆଜିର ଭିଡିଓ ସବୁଠୁ ଅଲଗା ସମସ୍ତ ଙ୍କୁ ମିଶିବା ର ଦେଖି ବହୁତ୍ ଖୁସି ଲାଗିଲା ପୁଣୀ ଫେରିଲା ପୁରୁଣା ଦିନ 👍👍👍👍🤗🤗🤗🤗🤗🤔🤔🤔🤔🤔😁😁😁😁😁💝💝💝💝💝💝

  • @Mamatalifestely
    @Mamatalifestely Год назад +1

    Ajira video dakhi ki bhari khusi la gila ❤❤aji sabu eakati 🎉🎉❤❤ love you Khushi maa 🥰

  • @drxdipun99
    @drxdipun99 Год назад +18

    ସତ ରେ pintu ଭାଇ ଆଜି happy bhai prayas bhai ସମସ୍ତ ଙ୍କୁ ଦେଖିକି ଏକାଠି ମିଶିଲ ବହୁତ୍ ଖୁସି ଲାଗୁଛି ❤❤❤❤ Love u all❤❤❤

  • @gitanjalipradhan936
    @gitanjalipradhan936 Год назад +1

    Miss you prayasa bro all every time sweet person happy family 🤗🤗🤗🤗🤗🤗🤗😍😍😍😍😍💖💖💖💖💖💖💖

  • @monaliswain8775
    @monaliswain8775 Год назад +46

    ଭାଇ ସତରେ ତମେ ସମସ୍ତେ ମିଶି ଗଲ ଆମେ ସମସ୍ତେ ବହୁତ ଖୁସି ଏ ଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ Happy family members ❤❤❤

  • @khulanapradhan387
    @khulanapradhan387 Год назад +3

    ପ୍ରଭୁଙ୍କ ଆଶୀର୍ବାଦ ବୋଧେ ଏମିତିଆ ସବୁବେଳ ହସୁଥାଅ ସମସ୍ତ କୁ ଏକାଠି ଦେଖି ବହୁତ ଖୁସି ଲଗିଲା ❤❤
    ❤❤👨‍👩‍👧‍👦👨‍👩‍👧‍👦👨‍👩‍👧‍👦👨‍👩‍👧‍👦👨‍👩‍👧‍👦👨‍👩‍👧‍👦👨‍👩‍👧‍👦👨‍👩‍👧‍👦❤️❤️❤️❤️

  • @chandinipintusahu6652
    @chandinipintusahu6652 Год назад +5

    ଆଜି ବହୁତ୍ ଦିନ ପରେ ଖୁସି ଫେରି ଆସିଛି। ଆଜି ର ଭିଡିଓ ଦେଖିକି ବହୁତ୍ ଖୁସି ଆଉ ମଜା ଲାଗୁଚି। ଯାହା ହେଉ ସବୁ ଠିକ୍ ହୋଇଗଲା। happy raja all friends 👌🏻👌🏻👌🏻👌🏻🥰🥰🥰🥰

  • @anjalinial291
    @anjalinial291 Год назад +1

    Aka sangare samastanku dekhi mu bahut khusi 🎉❤❤❤sabu bele khusi re ruha ❤

  • @Im_your_king_silu
    @Im_your_king_silu Год назад +20

    ମୁଁ ଆଜି ବହୁତ ଖୁସି 😊😊 happy ଭାଇ ପିଣ୍ଟୁ ଭାଇ ଘର ଆସିଲେ। ଏତେ ଖୁସି ହୋଇଗଲି ମୁଁ ମୋ ଆଖିରୁ ଲୁହ 😢ଆସିଗଲା ❤❤

  • @debendraprasaddash9098
    @debendraprasaddash9098 Год назад +3

    WAH A PINTU RUPA BADA DIL WALA God bless You 🎉🎉🎉🎉🎉🎉🎉🎉🎉

  • @siddhibinaykumar6915
    @siddhibinaykumar6915 Год назад +4

    Samastanku eka saha dekhi ki bahut bhala lagila.... samaste sabu bale emiti khusire ruhantu....apana manku kahara Nazar na lagu.....i love Rupa.... pintu....all family members ❤🎉❤❤🎉🎉🎉

  • @pinkibhuyan2831
    @pinkibhuyan2831 Год назад +5

    ହସିବ ପୁଣି ମୋ ଭାଇଙ୍କ ଛୋଟ ସଂସାର❤❤❤❤ଜୟ ଜଗନ୍ନାଥ 🙏🙏🙏🌺

  • @lalitaswain-fb3vd
    @lalitaswain-fb3vd Год назад +5

    Bahut dina pare samaste akathi hele Bahut khusi lagila ❤❤ so happy 😊 Jay jaganatha 🙏 🙏🙏🙏

  • @barsha2749
    @barsha2749 Год назад +3

    ସମସ୍ତଙ୍କ ଏକାଠି ଦେଖିକି ବହୁତ ଖୁସି ଲାଗିଲା ❤❤❤ଜୟ ଜଗନ୍ନାଥ ,🙏🙏🙏

  • @susenbarik8746
    @susenbarik8746 Год назад +12

    ପୁଣିଥରେ ସମସ୍ତ କୁ ଏକାଠି ଦେଖି ବହୁତ ଭଲ ଲାଗିଲା very Very nice Family 🥰🥰🥰🥰🥰🥰

    • @SudhiraBiswal-i8u
      @SudhiraBiswal-i8u Год назад

      କି ଏସବୁ ଡ୍ରାମା ଚାଲିଛି ଓକ

  • @sahadevpatra7728
    @sahadevpatra7728 Год назад +1

    Bahut dino pare samastanaku dekhi bahut khusi laguchhi bhai 😀😀😁😁😁

  • @charannayak3745
    @charannayak3745 Год назад +42

    ପୁରୁଣା ଦିନ ଫେରି ଆସିବା ରୁ ମୁଁ ବହୁତ୍ ଖୁସି ପିଣ୍ଟୁ ଭାଇ

  • @subhashreedash1001
    @subhashreedash1001 Год назад

    Bhagaban nku bht bht thanks 🙏 jaha hau samaste puni misigale seta hni bada katha ❤......

  • @onlykabya3314
    @onlykabya3314 Год назад +10

    samasthe misi gale bahut bhala laguchi 😊😊😊❤❤❤jay jagannath 🙌🙌

  • @lelyjena3368
    @lelyjena3368 Год назад

    Very very beautiful Pintu bhai amiti sabudina khusirya ruha happy raja bhai 😍😍😍😍😍😍😍😍

  • @Himadri__tanaya
    @Himadri__tanaya Год назад +17

    ❤ଭାଗବାନଙ୍କ ଆଶିର୍ବାଦ ଯେଉଁଠାରେ ଥିବ,ସେଇଠି କୌଣସି ଖରାପ ଦୃଷ୍ଟି ପଡିବ ପାରିବ ନାହିଁ ; ସତ ରେ ଆପଣ ମାନଙ୍କ ଖୁସି ଆମ ମାନଙ୍କ ହୃଦୟ କୁ ଛୁଇଁ ଛି ❤ ଏମିତି ସବୁ ବେଳେ ମିଳି ମିଶି ଖୁସିରେ ରୁହନ୍ତୁ; ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ❤ Love you All❤

  • @manishaacharya7024
    @manishaacharya7024 Год назад

    Bahut khusi lagila Bhai samasanku puni ekathi dekhi...sabu bale amiti khusi re ruhantu...lots of love pintu Bhai & Rupa bhauja🥰🥰🥰Jay jaganaath 🙏🙏🙏

  • @Pintuparida143
    @Pintuparida143 Год назад +6

    ଏମିତି ସବୁ ଖୁଶିରେ ସବୁ ଭଲରେ ରୁହ ସବୁ ପୁରୁଣା କଥା ସବୁ ଭୁଲୀକି ମିଶିକୀ ରୁହ ପିଣ୍ଟୁ ଭାଇ ରୂପ ଭାଉଜ ା 🥳😄🥳😄

  • @meeranayakmeera4565
    @meeranayakmeera4565 Год назад +2

    ଵହୁତ ଦିନ ପରେ ସମସ୍ତଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା❤

  • @soumya_star7588
    @soumya_star7588 Год назад +10

    Aaji samastanku akathi dekhiki bahut badhiya lagila beautiful vlog Bhai ❤️ love you all members sabubele khusi re ruhantu 🙏🏻 Jay Jagannath 🙏🏻

  • @snehachakrabarty2
    @snehachakrabarty2 Год назад +1

    Sata re Bhai aaji bahut khushi❤❤❤❤samasta nku ekathi Dekhi ki😌😌☺️☺️sabubele misi ki thantu.......❤ odisha ra no.1 youtube channel 👍🏻 🥰 ❤Jay Jagannath ⭕‼️⭕❤

  • @short_qeen_roja
    @short_qeen_roja Год назад +4

    Happy bhai asile kete Jana khusi achha

  • @tinamohanta7032
    @tinamohanta7032 Год назад

    Bhagaban sabudina emiti Khushi re rakhithantu ei dasti sabudina emiti thau God bless you bhai

  • @subhasmitasingha3568
    @subhasmitasingha3568 Год назад +4

    ପୁଣି ଥରେ ସମସ୍ତ ଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ❤️❤️❤️jay Jagannath 🙏🙏🙏

  • @papukumarpurnachandra7181
    @papukumarpurnachandra7181 Год назад +1

    କୁଆଡେ ହଯିଯାଈଥିଲେ ସବୁ, ବହୁତ୍ ଦିନପରେ
    ପ୍ରୟାସ୍ ଭାଈ କୁ ଦେଖି ଖୁସି ଲାଗିଲା 🥰🥰🥰

  • @lizabisoyi5608
    @lizabisoyi5608 Год назад +6

    ଭାଇ ସମସ୍ତ ଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା ଭାଇ 🥰🥰🥰🥰🥰

  • @panchupandabvlogs998
    @panchupandabvlogs998 Год назад

    Buhut sundar lagila samastanku ekathi dekhi emiti sabubele khushi re ruha ❤️❤️❤️❤️ happy bhainku pai pintu bhainka paribara ta ebe ahuri happy happy lagiba

  • @rajaniswain4091
    @rajaniswain4091 Год назад +8

    ଏଇ ଦିନଟା ବହୁତ ଆଗରୁ ହବାର କଥା ଠିକେ ଡେରିହେଲା କିନ୍ତୁ ବହୁତ ବହୁତ ଭଲହେଲା ଯେଉଁ କାମ ହାପି ଏବେ କଲେ ଆଗରୁ କରିବାର ଥିଲା ସମସ୍ତ ଙ୍କୁ ହାପି ରଜ ପର୍ବ ❤❤❤❤❤❤🥰🥰🤣🤣🙏🙏🙏🙏

  • @bikashnaik7630
    @bikashnaik7630 Год назад +1

    ସମସ୍ତେଙ୍କୁ ଏକାଠି ଦେଖିକି ବହୁତ ଖୁସି ଲାଗିଲା ♥♥ love U to all ♥♥ jay Jagannath 🙏🙏

  • @soniamohanty7666
    @soniamohanty7666 Год назад +10

    God is the great 👍 tq god 🙏 sabu kichi aaga bhali heigala 🙏love u all family members ❤Jai Shree Ram 🙏 Jai Jagannath 🙏🙏🙏🙏

  • @barshasahuexpress3539
    @barshasahuexpress3539 Год назад +3

    Finally samaste akathi heigale 🥰😍 so sweet, beautiful & happy family 🥰😘 so cute khushi maa & dhana 🥰🥰 love you Khushi maa & dhana 🥰😍😘❤️

  • @hrudanandasankhua5824
    @hrudanandasankhua5824 Год назад +21

    ମୋ ପିଣ୍ଟୁ ଭାଇ ଦେଇ ରୂପା ଭାଉଜ ପ୍ରଶାନ୍ତ ଭାଇ ଗେହ୍ଲା ଭାଇ ପ୍ରୟାସ ଭାଇ ହାପି ଭାଇ ସୁନା ଦିଦି ରୁନା ଦିଦି ମାମୁନି ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ପିଣ୍ଟୁ ଭାଇ ସତରେ ହାପି ଭାଇ ଙ୍କୁ ଦେଖି ବହୁତୁ ଖୁସି ଲାଗୁଛି ପିଣ୍ଟୁ ଭାଇ ସତରେ ସମସ୍ତ ଙ୍କୁ ଏକାଠି ଦେଖି ବହୁତୁ ଖୁସି ଲାଗିଲା ପିଣ୍ଟୁ ଭାଇ ସତରେ ଗେହ୍ଲା ଭାଇ ଙ୍କ ସାଙ୍ଗରେ ପ୍ରଶାନ୍ତ ଭାଇ ପ୍ରୟାସ ଭାଇ ହାପି ଭାଇ ଏତେ ମଜା ମସ୍ତି କଲେ ଦେଖି ବହୁତୁ ହସ ଲାଗିଲା 😂 ମୋ ପିଣ୍ଟୁ ଭାଇ ରୂପା ଭାଉଜ ପରିବାର ସମସ୍ତ ବହୁତୁ ଭଲ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଙ୍କ ପରି କିଏ ହେବ ଆମ ଗେହ୍ଲେଇ ଖୁସିମା ଧନର କଥା ଶୁଣି ବହୁତୁ ବଢ଼ିଆ ଲାଗେ ଆମ ଗେହ୍ଲେଇ ଖୁସିମା ଧନର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଦେଇ ଧନ ସୁନା ଦିଦି ଅରୁଣ ଭାଇ ପ୍ରଶାନ୍ତ ଭାଇ ଗେହ୍ଲା ଭାଇ ପ୍ରୟାସ ଭାଇ ହାପି ଭାଇ ରୁନା ଦିଦି ରାନୁ ଦିଦି ମାମୁନି ବାପୁନି ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି So Cute Dhana Khusimaa 😍 Love you Bhai Bhauja Khusimaa Dei Dhana Suna Didee Arun Bhai Prasanta Bhai Gelha Bhai Prayash Bhai Happy Bhai Ranu Didee Runa Didee Mamuni Bapun and all Family members 💞❤️
    ❤️❤️❤️❤️❤️❤️❤️❤️❤️❤️❤️❤️❤️ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍

  • @suchitradeo8821
    @suchitradeo8821 Год назад +1

    Sasha raja jaha hau Samantha nku ekkthi Kala ❤❤❤so Beautiful day Happy Happy👍👍👍

  • @pinkubarik5854
    @pinkubarik5854 Год назад +12

    ଶେଷ ରଜର ଖୁସି ରେ ବନ୍ଧୁ ମିଳନ ରେ ପିକି ନିକି ହେଇ ଜାଉ ♥️♥️♥️love you ମିଳନ🌹🌹🌹🌹

  • @manjarinaik1756
    @manjarinaik1756 Год назад +1

    Bahut khusi lagila sabu bele amiti khusi re ruha❤❤❤

  • @archanabiswal649
    @archanabiswal649 Год назад +11

    Love you too much Khushi maa ❤️❤️❤️

  • @priyansirout3330
    @priyansirout3330 Год назад

    Pintu bhai Ruba bhauja satare bahut khusi laguchi tama samastnknu ekadhi dekhi....... Ate dina pare samate ekadhi heigala.... Love you ❤❤❤❤

  • @user-nz8zk5bd3l
    @user-nz8zk5bd3l Год назад +1

    Aji bahut khusi laguchhi pura paribar ku ekathi dekhi

  • @Jayakitchenshortsvideo7217
    @Jayakitchenshortsvideo7217 Год назад +15

    ପିଣ୍ଟୁ ଭାଇ ଙ୍କ ପରିବାର କୁ କିଏ କିଏ ଭଲ ପାଇନ୍ତି

  • @dreamisnotending6449
    @dreamisnotending6449 Год назад

    Aji sabu thik heigola. Bahut bahut khusi lagila. All are so sweet. ❤❤❤❤❤

  • @dibyeshwarnath
    @dibyeshwarnath Год назад +3

    Jay jagganath🚩 love u pintu bhai, rupa bhauja, khushi maa and all family members👪

  • @debendralenka3763
    @debendralenka3763 Год назад

    Happy Bhai asile bhatu khushi lagila amiti khushi re ruha happy family 🥰🥰❤❤❤❤❤❤❤

  • @sasmitabhoi9638
    @sasmitabhoi9638 Год назад +10

    ସମସ୍ତ କୁ ଏକାଠି ଦେଖି ବହୁତ ବହୁତ୍ ଖୁସି ଲାଗିଲା ଏମିତି ରହ ସମସ୍ତେ 😊😊😊😊❤❤

  • @naikamar7082
    @naikamar7082 Год назад

    Bahut khusi lagila samstaku dekhi thanks happy Bhai aithibaru ur best Femly

  • @susantapradhan8129
    @susantapradhan8129 Год назад +8

    ଆଜିର ଭିଡିଓ ଦେଖି ଆଖିରୁ ଲୁହ ଆସିଗଲା। ଭଗବାନ୍ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ଏତେଦିନ ପରେ ହସ ଖୁସି ରେ ଘର ଟା ପୁରିଲା ପୁରିଲା ଲାଗିଲା।

  • @Bablucreation112
    @Bablucreation112 Год назад +1

    Aji samastanku ekathi dekhiki bahut khusi lagila
    Apekhyara anta ghatila😊😊
    Eimiti sabubele sangare au Hansa khusire ruha❤❤❤
    All family members mane khusire au bhalare ruhantu au kaha upare kharap najar na lagu 🤗🤗
    Jay jagannath 🙏🙏

  • @saraswatimohapatra9926
    @saraswatimohapatra9926 Год назад +11

    Jay Jagannath ❤🙏🙏🙏🙏🙏🙏🙏

  • @premnial4480
    @premnial4480 Год назад +1

    ବହୁତ୍ ଖୁସି ଲାଗିଲା ସମସ୍ତଙ୍କୁ ଏକାଠି ଦେଖି ଭଗବାନ କରନ୍ତୁ ସବୁବେଳେ ଏମିତି ମିଶିକି ଖୁସିରେ ରହ,,ଆଜ ପୁଣି ଥରେ ପରିବାର ଏକ ହେଇଗଲା ଏବେ ସବୁ ମଜା ଲାଗିବ❤❤❤❤

  • @GopaLifeStyle
    @GopaLifeStyle Год назад +1

    ପୁଣି ଥରେ ସମସ୍ତ କୁ ଏକାଠି ଦେଖି ବହୁତ୍ ଖୁସି ଲାଗୁଛି ❤❤❤❤।
    ଆପଣ ମାନେ ଯଦି ପିଣ୍ଟୁ ଭାଇ ପରିବାରକୁ ଭଲପାଆନ୍ତି ତାହାଲେ ଗୋଟିଏ ଲାଇକ୍ ହୋଇଯାଅ।👍👍
    ଜୟ ଜଗନ୍ନାଥ 🙏🙏🙏

  • @prabhuSahu-bg8eh
    @prabhuSahu-bg8eh Год назад

    Family ta ebe pura happy family heigala khai Sanjay Bhai .Anil Bhai ku miss laguchi se thile auri khusi lagithanta

  • @sanjayapanda8051
    @sanjayapanda8051 Год назад +12

    Good morning 🎉😊❤ Jay Jagannath 🙏🏻

  • @tapujena7178
    @tapujena7178 Год назад

    Satare bhai & didi aaji bhari khusi laghila samasta ku dekhi love you all of you😘😘

  • @mamuni6153
    @mamuni6153 Год назад +9

    ଜୟ ଜଗନ୍ନାଥ 🙏❤

  • @pankajLifestyle3548
    @pankajLifestyle3548 Год назад

    Raja re samastanku eka heigalani Jay jaganatha all bro 🥰🥰🥰😍👌👌👌👌🥰😍😍Sabu bele emiti Sethi heiki ruha

  • @1x-abinash-07
    @1x-abinash-07 Год назад +6

    ଭାଇ ସଞ୍ଜୟ ଭାଇ କନ୍ ପାଇଁ ଆଜି ରଜରେ ତୁମ ଘରକୁ ଆସିଲେନି କନ୍ କିଛି ତାଙ୍କର କିଛି କାମ ❤
    ଅଛି ବୋଧେ ❤❤❤❤❤❤❤

    • @1x-abinash-07
      @1x-abinash-07 Год назад

      ଧନ୍ୟବାଦ ପିଣ୍ଟୁ ଭାଇ

  • @kumardeepak2191
    @kumardeepak2191 Год назад

    Samastanku ekathi dekhiki bahut khusi lagila. Emiti sabubele hasakhusire misiki ruha au alaga huantuni please. God bless all of you