Bargarh tv - ବରଗଡ଼ରେ ବିଜେଡିର ଇ କାର୍ଯ୍ୟକ୍ରମକେ ଆସିଥିବାର୍ ମହିଳାମାନେ କହେଲେ ଇସବୁ କଥା ଦେଖୁନ ହୋସ୍ ଉଡିଯିବା

Поделиться
HTML-код
  • Опубликовано: 21 ноя 2024

Комментарии • 196

  • @kantasabar9117
    @kantasabar9117 Год назад +93

    100 ଟଙ୍କା ରେ ବିକି ହୋଇଗଲେଣି ମହିଳା,କିଣି ଥିବା ମହିଳା କୁ ଆଉ ଦୁର୍ନୀତି ହେଲେ କିଏ ସାହାଯ୍ୟ କରିବ, ଟଙ୍କା ପାଇଁ ଯାଉଛ କିନ୍ତୁ ବବିଷ୍ୟତ ଚିନ୍ତା ନାହିଁ

  • @sarojgartia3406
    @sarojgartia3406 Год назад +55

    ଧନ୍ୟ ବରଗଡ ଜିଲ୍ଲା ର ମହିଳା ଆଉର ଧନ୍ୟ ସେ ସରକାର ର ଦଲାଲ ପାଣ୍ଡିଆନ

  • @sahucreation9953
    @sahucreation9953 Год назад +47

    ଟଙ୍କା ଲାଗି ଆସିଥିଲ । ସରପଞ୍ଚ ମାନେ ୨୦୦ଲେଖା ତୁମର ରଖି ଥିବେ । ଆଉ ତୁମଙ୍କୁ ୧୦୦ ଟଙ୍କା ଧରେଇ ଦେଇଥିବେ ।

  • @chaturbhujabag5095
    @chaturbhujabag5095 Год назад +21

    ସରପଞ୍ଚମାନେ କାନ୍ଦୁଛନ କେନ ଇଆଡ଼େ ଦଲାଲ କାମ କରୁଛନ୍ ଲାଜ ସରମ କୁ ଚହେ

  • @srikantabarik8545
    @srikantabarik8545 Год назад +68

    ମୁଁଇ ହେତିର ଲାଗି କହେସି ଭାଇ ଶିକ୍ଷା ର ଅଭାବ ବଲି ଆଜି ଇ ଅବସ୍ଥା ମାଁ ମାନକଂର

    • @balsinghkata9649
      @balsinghkata9649 Год назад +2

      ସତ୍ କଥା ଏତ ହିଁ ଗୋଟେ ସେହି ଟାଇମ ଆଏ।ଯେତେ ବି ପଶ୍ଚିମ ଓଡ଼ିାବାସୀ ନିଜର ନିଜର ଦଳୀୟ ଭାବନା ଛାଡ଼ି କି କୌଣସି ବି ରାଜନୈତିକ ଦଳ କ ସମର୍ଥନ ନାଇ କର। ଗାଆଁ ଗାଆଁ ରେ ନେତା ମାନଙ୍କୁ ବିରୋଧ କର। ସିଧା ବିରୋଧ ନାଇ କର ଯଦି ଅସଯୋଗ ଆନ୍ଦୋଳନ କର। ଯେନ୍ତା ଗାନ୍ଧିଜୀ କରି ଥିଲେ।ଦେଖ କେନ ଏମ ଏଲ୍ ଏ ଆଉ ଆସି କି ଭୋଟ ମଗବେ ଯେ । ବିଲକୁଲ ତାଙ୍କର ପ୍ରଚାର ସୁନ ବି ନାଇ। ନିଜର ମୂଲ୍ୟବାନ ଭୋଟ ର ମୂଲ୍ୟ ବୁଝ।୫୦୦/୧୦୦୦ ଥି ନିଜର ସ୍ୱାଭିମାନ କେ ନାଇ ବିକ।ନିଜର ଭବିଷ୍ୟତ ତା ଗଲା ନିଜର ପୂର୍ବ ପିଢ଼ି ଲାଗି ତ କିଛି କର କି ସବୁଦିନ ଏନ୍ତା ମାହା ଲିଆ ଯୋଜନା ପାଇଁ କରି ଜେନ୍ତା କି କାଳିଆ ଯୋଜନା ଚାଉଳ, ଭତ୍ତା,ଆଉ ବ ବହୁତ୍ ଆଛେ।ଜେନ ଯୋଜନା ମାନଙ୍କର ଲାଗି ଏହଦେ ଲୋକ୍ ଆଉ ଅଳସୁଆ ହେଇ ଯାଉଛନ।ସବୁ ତ ମହଲିଆ ମିଲୁଛେ କାମ କେ ଯେ କର୍ ବ । ଆମର ଅଞ୍ଚଳ ର ଶିକ୍ଷାନଷ୍ଠାନ ମାନଙ୍କୁ ଦେଖ କେତେ ଉନ୍ନତି ହେଇଛେ ଯେ।ଗୋଟେ ସମାଜ କେ ଧ୍ବଂସ କର ବା ଲାଗି ଶିକ୍ଷା କ୍ଷେତ୍ର କ କରି ଦିଆ ଯାଏସି ଆଉ ଏନ୍ତା ଆମର୍ ଅଞ୍ଚଳ ଅଛେ।ଗାଆଁ ଗାଆଁ ରେ ମଦ ଭାଟି ଅଛେ ଲୋକ କେ ମଦୁଆ ଆଉ ବେକାରୀ କରିବା ର ଗୋଟେ ସହଜ ମାଧ୍ୟମ। ଖାଲି ଯେ ବେକରୀ ନାଇ ହୁଏ ତାର ପରିବାର ବି ବାରବାଦ୍ ହେଇ ଯାଏସି। ବାପ୍ ଯଦି ମଦୁଆ ହେଲା ପୁଅର ଭବିଷ୍ୟତ କେତେ ବେଳେ ଚିନ୍ତା କର୍ ବା ଆଉ ପାଠ ପଢ଼ାବା। ନିଜେ ଚିନ୍ତା କର ନିଜର ଭୋଟ ର ମୂଲ୍ୟ ବୁଝ।ମୁଇ କୌଣସି ରାଜନୈତିକ ଦଳର ସମର୍ଥକ ନୁହେ ସେ ।

    • @ashwinisahu6584
      @ashwinisahu6584 7 месяцев назад +2

      Kana karma sabhe bhakua Amar odishara lok mane

    • @binaykumarpradhan2200
      @binaykumarpradhan2200 6 месяцев назад

      School re teacher nahin
      Uneducated Kari murkha hebe
      100/- re Munda bikibe
      Odia
      Alasua

    • @Aspirantupsc001
      @Aspirantupsc001 6 месяцев назад +1

      Social media re sabhe tang tangama,baki paisa mil le aenk Muja vote dema....sath aaye kini

  • @ilovemyresham
    @ilovemyresham Год назад +30

    100 ଟଙ୍କା ଲେଖା ଦେଇକରି ନେବାର ଟା
    ସଲେ ପରେ ବିକାଶ କରୁଛନ

  • @koshlimoujchannel5975
    @koshlimoujchannel5975 Год назад +32

    ବେଟେ ସର୍ ପଁଚ୍ ମାନେ ନାଟ କରୁଛ ନା ବୋ ସେଆଡେ ଘେରାଉ କରୁଛ ଇଆଡେ ମିଟିଙ୍ଗ ଲାଗି ଭୁତିଆ ର୍ ନଉଛ

  • @JitendraTandi-gi2ps
    @JitendraTandi-gi2ps Год назад +17

    ଦଶହରା ମାସର ମାଁ ମଙ୍ଗଳା ଛାଡି ନଙ୍ଗଳା ହେଇ ଯାଉଛନ

  • @SmashEnough
    @SmashEnough Год назад +8

    ଗଣତନ୍ତ୍ର ନାମରେ ଶୋଷଣ ତନ୍ତ୍ର ର ଝଲକ ଦେଖିବାକୁ ମିଳୁଛି ବିଜେଡି ସରକାର ର। ମହିଳା ସଦସ୍ୟ ମାନେ ଶହେଟଙ୍କାରେ ବିକାଶ କରୁଛନ୍ତି

  • @bajunath3828
    @bajunath3828 Год назад +32

    ବିଜେଡି ନେତା ମହିଳାମାନକୁ ଭୁତାଉଛନ୍ତି

  • @saajanswastik9240
    @saajanswastik9240 Год назад +30

    ନିଜର୍ ଶାଶ୍ ଶଶୁର୍ ହେଉକି ନିଜର୍ ସ୍ଵାମୀ ହେଉ ଯଦି ଡାକ୍ତର୍ ଖାନା କେ ନିଆ ପଡ୍ବା ବେଲେଁ ଇମାନେ ବାହାନା ଦେଖେଇ ଖଁସ୍ ରୀ ଯିବେ ହେଲେଁ ବିଜେଡିର୍ ମିଟିଂଗ୍ ହେଲେଁ ଇମାନେ କାମ୍ କବାର୍ ଛାଡି ଆସୁଛନ୍ ଟଂକାର୍ ଲୁଭେଁ 😂😂😂ଟଂକାର୍ ଲାଗିଁ ଇ ମିଶନ୍ ଶକ୍ତି ମାଏଝି ମାନେ ଇଜ୍ଜତ୍ ବି ବିକିଦେବେ 😂😂😂

    • @balsinghkata9649
      @balsinghkata9649 Год назад +1

      ସତ୍ କଥା ଏତ ହିଁ ଗୋଟେ ସେହି ଟାଇମ ଆଏ।ଯେତେ ବି ପଶ୍ଚିମ ଓଡ଼ିାବାସୀ ନିଜର ନିଜର ଦଳୀୟ ଭାବନା ଛାଡ଼ି କି କୌଣସି ବି ରାଜନୈତିକ ଦଳ କ ସମର୍ଥନ ନାଇ କର। ଗାଆଁ ଗାଆଁ ରେ ନେତା ମାନଙ୍କୁ ବିରୋଧ କର। ସିଧା ବିରୋଧ ନାଇ କର ଯଦି ଅସଯୋଗ ଆନ୍ଦୋଳନ କର। ଯେନ୍ତା ଗାନ୍ଧିଜୀ କରି ଥିଲେ।ଦେଖ କେନ ଏମ ଏଲ୍ ଏ ଆଉ ଆସି କି ଭୋଟ ମଗବେ ଯେ । ବିଲକୁଲ ତାଙ୍କର ପ୍ରଚାର ସୁନ ବି ନାଇ। ନିଜର ମୂଲ୍ୟବାନ ଭୋଟ ର ମୂଲ୍ୟ ବୁଝ।୫୦୦/୧୦୦୦ ଥି ନିଜର ସ୍ୱାଭିମାନ କେ ନାଇ ବିକ।ନିଜର ଭବିଷ୍ୟତ ତା ଗଲା ନିଜର ପୂର୍ବ ପିଢ଼ି ଲାଗି ତ କିଛି କର କି ସବୁଦିନ ଏନ୍ତା ମାହା ଲିଆ ଯୋଜନା ପାଇଁ କରି ଜେନ୍ତା କି କାଳିଆ ଯୋଜନା ଚାଉଳ, ଭତ୍ତା,ଆଉ ବ ବହୁତ୍ ଆଛେ।ଜେନ ଯୋଜନା ମାନଙ୍କର ଲାଗି ଏହଦେ ଲୋକ୍ ଆଉ ଅଳସୁଆ ହେଇ ଯାଉଛନ।ସବୁ ତ ମହଲିଆ ମିଲୁଛେ କାମ କେ ଯେ କର୍ ବ । ଆମର ଅଞ୍ଚଳ ର ଶିକ୍ଷାନଷ୍ଠାନ ମାନଙ୍କୁ ଦେଖ କେତେ ଉନ୍ନତି ହେଇଛେ ଯେ।ଗୋଟେ ସମାଜ କେ ଧ୍ବଂସ କର ବା ଲାଗି ଶିକ୍ଷା କ୍ଷେତ୍ର କ କରି ଦିଆ ଯାଏସି ଆଉ ଏନ୍ତା ଆମର୍ ଅଞ୍ଚଳ ଅଛେ।ଗାଆଁ ଗାଆଁ ରେ ମଦ ଭାଟି ଅଛେ ଲୋକ କେ ମଦୁଆ ଆଉ ବେକାରୀ କରିବା ର ଗୋଟେ ସହଜ ମାଧ୍ୟମ। ଖାଲି ଯେ ବେକରୀ ନାଇ ହୁଏ ତାର ପରିବାର ବି ବାରବାଦ୍ ହେଇ ଯାଏସି। ବାପ୍ ଯଦି ମଦୁଆ ହେଲା ପୁଅର ଭବିଷ୍ୟତ କେତେ ବେଳେ ଚିନ୍ତା କର୍ ବା ଆଉ ପାଠ ପଢ଼ାବା। ନିଜେ ଚିନ୍ତା କର ନିଜର ଭୋଟ ର ମୂଲ୍ୟ ବୁଝ।ମୁଇ କୌଣସି ରାଜନୈତିକ ଦଳର ସମର୍ଥକ ନୁହେ ସେ ।

    • @user-Dhiresh4pt4o
      @user-Dhiresh4pt4o Год назад +1

      Sat katha kahele

  • @tulsirammajhi3022
    @tulsirammajhi3022 7 месяцев назад +24

    ୧୦୦ ଟଙ୍କା ବିକ୍ରି ହୋଇଯାଇଛନ୍ତି । ମହିଳା ମାନେ ।

  • @spanda5354
    @spanda5354 Год назад +5

    ମୋ ଘର ନା ରେ ସରକାର ଠକୁଛେ

  • @saajanswastik9240
    @saajanswastik9240 Год назад +21

    ଟଁକା ଦେବ ବେଲେଁ ଇ ମିଶନ୍ ଶକ୍ତି ମାଏଝି ମାନେ ଓୟେ ହୋଟେଲ୍ କେ ବି ଯିବେ 😮ଯେନ୍ ମାନକର୍ ଦର୍କାର୍ ଇ ମାନ୍କର୍ ସାଂଗେ ଯୋଗାଯୋଗ କର😂😂😂

    • @smilezone1255
      @smilezone1255 Год назад +3

      ତୋର ମା ବୁହେନ୍ ମାନେ ପଇସା ଦେଲେ oyo କେ ଯାଉଥିବେ... ହେତିର୍ ଲାଗି ତୁଇ ଜାନିଛୁ...ବହୁତ୍ ପଇସା କମେଛୁ ହେଂତା ହେଲେ...।

    • @jaganayak5533
      @jaganayak5533 6 месяцев назад +1

      Bhai tike bhabi chinti Katha kaha

    • @basamatinanda2745
      @basamatinanda2745 6 месяцев назад

      Tar maa bi thiba bo babu

  • @raghavofficial2869
    @raghavofficial2869 Год назад +5

    ପଶ୍ଚିମ ଓଡ଼ିଶାର ମହିଳା ମାନେ ତୋ ଧାଉଛନ ନା, ନିଜର ଘରର ଲୋକ କମୁଛେ ଯେ ନେଇ ହେବାର ,,ଭାତ ଲାଗି ଧାଉଛନ

  • @pratapsahu7149
    @pratapsahu7149 Год назад +7

    ଗିହେଇ ହ 1000 ପାଇବ ମଗିହେ

  • @jitendebta5374
    @jitendebta5374 Год назад +5

    ଆମର ଓଡ଼ିଶା ରେ ମଦ, ମାଂସ ଆଉ ୫୦୦ ରେ ଚାଲୁଚେ । ଆଉ ଭକୁଆ କରୁଛନ ଲୋକ ମାନଙ୍କୁ।

  • @jemantanaik-im2ts
    @jemantanaik-im2ts Год назад +4

    ଶଳା ସରକାର ଲୁଟି ନେଉଚେ ଜନ ସାଧାରଣ କେ ପରେ ଭୋଟ ମାଁଗ୍ ବା ଆରୁ ଷୋଷନ କରବା,ପଇସା ଲୁଟି ନେବା,,,ଏ ଥର ନବୀନ କେ ଭୋଟ ନେଇ ଦେବ ହେଲା ବିଜେପି କେ ଭୋଟ ଦେବ,,,

  • @rkediterofficial390
    @rkediterofficial390 Год назад +9

    ମାଁ ମାନେ ତୁମେ ତୁମର ନିଜର ଇଜ୍ଜତ ନେଇ ହଉଛ

  • @nandupanda2905
    @nandupanda2905 Год назад +6

    Dhanya sarkar dhanya shg dhanya mission Shakti au dhanya rajya basi galana vasi odisha

  • @dineshpradhanvlogs
    @dineshpradhanvlogs Год назад +12

    ୧୦୦ ଟକା ଲାଗି ବିକିରି ହେଲ ବୋ ଠିକ୍ ହେଇଛେ ମୋରୁକୁ ସଲେ ତୁମେ ତ ଖାଏଲେ ssg ଗ୍ରୁପ୍ ବାଲେ

  • @sanjeevdash1287
    @sanjeevdash1287 Год назад +3

    ଯେତକି ଦିନ ତକ ଏନତା ବିକ୍ରୀ ହେଇକରି ଥିବ ହେତକି ଦିନତକ୍ ସବୁ ଦିନେ ଏନ୍ତା ଭୂକେ ମରୁଥିବ। ନିଜର ହକ୍ ମାଗ ବାକି ସବୁ ଆପେଆପେ ପାଇଯିବ ମହିଲା ଚନ୍ଦ୍ର କେ ପହଚିଲା ନ ତମେ ମାଗିଖାଉଛ ଦେଖ ତ କେତେ ଦୁଃଖ ର କଥା। ଜୟ କୋଶଳ

  • @akshayaworldlife9733
    @akshayaworldlife9733 6 месяцев назад +1

    Bjd Je Vot Dele Anta Duk Paiba

  • @PareshNaik-x3v
    @PareshNaik-x3v 11 месяцев назад +4

    ଇଛେନ ବିଜେଡି ବାଲେ ଖରାପ କହୁଛନ ଲେକିନ ହେଇଟା ଭୋଟ ବେଳେ ଦୁଇଶହ ଦେଇଦେଲେ ହେଇଟା ବିଜେଡି କେ ଭୋଟ ଦେଇଦେବେ

  • @ramakrishnamallik5251
    @ramakrishnamallik5251 Год назад +6

    ମିଶନ ଶକ୍ତି ତ ମା ମାନଙ୍କୁ ଭକୁଆ ବନେଇ ବା ଲାଗି ଗଢିଛନ୍ତି ସରକାର ଆଉ ଟଙ୍କା 100ନିଅ ଆମକୁ ଭୋଟ ଦିଅ. ଏମାନଙ୍କ ଅକାତ 100........ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏

  • @mdrdarshanb
    @mdrdarshanb Год назад +4

    ଭଳ ହେଲା

  • @rajkishormishra8904
    @rajkishormishra8904 Год назад +4

    Example of Odisha Politic

  • @dillipjena5818
    @dillipjena5818 Год назад +2

    ଓଡ଼ିଶାର ଲୁକ୍ ମାନଙ୍କୁ ପଇସାଥି ଘିନିନେଉଛନ୍ ।

  • @muktiswarseth1106
    @muktiswarseth1106 Год назад +2

    ଜ ବିକି ହେବା 100ଟଙ୍କା ରେ

  • @RajeshSindhria-ot9qp
    @RajeshSindhria-ot9qp 6 месяцев назад +1

    ମୁଇ ତ ଗାଡି ଥି ବସି ଥିଲି ନ ଉତୁରି ଆଇଲି ନେଜେ କହି କରି ଆଉ ଯେତେ ଲୋକ ଯାଇ ଥିଲେ ଭୁକେ ମରି କରି ଆସଲେ s h j ମା ମାନେ ଚାଲ ବାଏଲେଁ ପଳେଇ ଯାଉଛୁ ଆରୁ କଣା କରୁମୁ 😂😂😂😂

  • @BasantKumarMishra-ik8tb
    @BasantKumarMishra-ik8tb 6 месяцев назад +1

    ଖାଲି ଭୋଟ ଯାତ୍ରା।ପଇସା ନିଅ vote ଦିଅ।

  • @muktiswarseth1106
    @muktiswarseth1106 Год назад +1

    କେନ୍ ପ୍ରଗତି ଲାଗି ଠିଆ ହ ବେଳେ ଦିନେ ନାଇ ବାହାର କିହେ, ପଇସା 100ଟଙ୍କା ଲାଗି ଧାଉଁଛ, ଆମର ଅଞ୍ଚଳ କେନୁ ଡେଭଲପମେଣ୍ଟ ହେବା

  • @sanjayraybanerjee235
    @sanjayraybanerjee235 6 месяцев назад

    ଏଥର ବିଜେପି ସରକାର ଗଠନ ହବ ଜୟ ଜଗନ୍ନାଥ ଜୟ ମା ସମଲେଶ୍ବରୀ

  • @sadhupatel2854
    @sadhupatel2854 Год назад +3

    ନିଲଜୀ ଟିକେ ଆସବ କେ କାମାନେ ଅଟକି ଛେ ା

  • @arabindmund2378
    @arabindmund2378 Год назад +2

    Then devlop

  • @dillipbhoi758
    @dillipbhoi758 Год назад +9

    ଟଂକା ଦିଆ ପାଟି।

  • @puspakumbhar1258
    @puspakumbhar1258 6 месяцев назад +1

    Purnami nini 100 thi bahut khus heuchha jadi 500 paita bele r kete nai khus heta

  • @amulyagadatia1569
    @amulyagadatia1569 Год назад +2

    ବରଗଡ଼ ଜିଲ୍ଲାର କଥା ନୁହେଁ ସାରା ଓଡ଼ିଶା କଥା ସବୁ ଜିଲ୍ଲା ନେଇ ଚଳିଶେ

  • @akshayaworldlife9733
    @akshayaworldlife9733 6 месяцев назад

    Jay Ho Modi ji.Jay Bjp

  • @manojbishi1268
    @manojbishi1268 Год назад +2

    100 ଟଙ୍କା ର୍ ଲାଗି ସବୁ ମା ଭଉଣି ମାନେ ମଙ୍ଗଳବାର ପୂଜା ଛାଡି କରି ଆସୁଛ

  • @dcreative2544
    @dcreative2544 6 месяцев назад

    ଏଥର ବିଜେପି

  • @Ttyilojg
    @Ttyilojg 6 месяцев назад +1

    ମାତ୍ର ୧୦୦ 😂😂😂😂

  • @Squishy.1410
    @Squishy.1410 Год назад +18

    ଏନ୍ତା ଭକୁଆ ବନୁଥ ଆଉ ଗୁଲ୍ ଗୁଲା ହେଉଥ,, ଲୋକ୍ ସଚେତନ ହେଉନ୍ ସବୁ ଅସୁବିଧା ର ସମାଧାନ ହେବା,

  • @nihalbhoiofficial9945
    @nihalbhoiofficial9945 Год назад +2

    Thik heiche,,pasiaa lagi sabhe jauchn meeting k

  • @jajatikesharirout1965
    @jajatikesharirout1965 6 месяцев назад

    ଆମ ଓଡ଼ିଶା ର ସ୍ତ୍ରୀ ଲୋକ ମାନେ କଣ ପାପ କରି ଥିଲେ ପୁରୁଷ ଙ୍କୁ 300 au ମହିଳା ମାନଙ୍କ ର 100

  • @Mahendra_1985
    @Mahendra_1985 6 месяцев назад +1

    100 tanka thi bikri hei Gala re chii chii

  • @balsinghkata9649
    @balsinghkata9649 Год назад +1

    ସତ୍ କଥା ଏତ ହିଁ ଗୋଟେ ସେହି ଟାଇମ ଆଏ।ଯେତେ ବି ପଶ୍ଚିମ ଓଡ଼ିାବାସୀ ନିଜର ନିଜର ଦଳୀୟ ଭାବନା ଛାଡ଼ି କି କୌଣସି ବି ରାଜନୈତିକ ଦଳ କ ସମର୍ଥନ ନାଇ କର। ଗାଆଁ ଗାଆଁ ରେ ନେତା ମାନଙ୍କୁ ବିରୋଧ କର। ସିଧା ବିରୋଧ ନାଇ କର ଯଦି ଅସଯୋଗ ଆନ୍ଦୋଳନ କର। ଯେନ୍ତା ଗାନ୍ଧିଜୀ କରି ଥିଲେ।ଦେଖ କେନ ଏମ ଏଲ୍ ଏ ଆଉ ଆସି କି ଭୋଟ ମଗବେ ଯେ । ବିଲକୁଲ ତାଙ୍କର ପ୍ରଚାର ସୁନ ବି ନାଇ। ନିଜର ମୂଲ୍ୟବାନ ଭୋଟ ର ମୂଲ୍ୟ ବୁଝ।୫୦୦/୧୦୦୦ ଥି ନିଜର ସ୍ୱାଭିମାନ କେ ନାଇ ବିକ।ନିଜର ଭବିଷ୍ୟତ ତା ଗଲା ନିଜର ପୂର୍ବ ପିଢ଼ି ଲାଗି ତ କିଛି କର କି ସବୁଦିନ ଏନ୍ତା ମାହା ଲିଆ ଯୋଜନା ପାଇଁ କରି ଜେନ୍ତା କି କାଳିଆ ଯୋଜନା ଚାଉଳ, ଭତ୍ତା,ଆଉ ବ ବହୁତ୍ ଆଛେ।ଜେନ ଯୋଜନା ମାନଙ୍କର ଲାଗି ଏହଦେ ଲୋକ୍ ଆଉ ଅଳସୁଆ ହେଇ ଯାଉଛନ।ସବୁ ତ ମହଲିଆ ମିଲୁଛେ କାମ କେ ଯେ କର୍ ବ । ଆମର ଅଞ୍ଚଳ ର ଶିକ୍ଷାନଷ୍ଠାନ ମାନଙ୍କୁ ଦେଖ କେତେ ଉନ୍ନତି ହେଇଛେ ଯେ।ଗୋଟେ ସମାଜ କେ ଧ୍ବଂସ କର ବା ଲାଗି ଶିକ୍ଷା କ୍ଷେତ୍ର କ କରି ଦିଆ ଯାଏସି ଆଉ ଏନ୍ତା ଆମର୍ ଅଞ୍ଚଳ ଅଛେ।ଗାଆଁ ଗାଆଁ ରେ ମଦ ଭାଟି ଅଛେ ଲୋକ କେ ମଦୁଆ ଆଉ ବେକାରୀ କରିବା ର ଗୋଟେ ସହଜ ମାଧ୍ୟମ। ଖାଲି ଯେ ବେକରୀ ନାଇ ହୁଏ ତାର ପରିବାର ବି ବାରବାଦ୍ ହେଇ ଯାଏସି। ବାପ୍ ଯଦି ମଦୁଆ ହେଲା ପୁଅର ଭବିଷ୍ୟତ କେତେ ବେଳେ ଚିନ୍ତା କର୍ ବା ଆଉ ପାଠ ପଢ଼ାବା। ନିଜେ ଚିନ୍ତା କର ନିଜର ଭୋଟ ର ମୂଲ୍ୟ ବୁଝ।ମୁଇ କୌଣସି ରାଜନୈତିକ ଦଳର ସମର୍ଥକ ନୁହେ ସେ ।

  • @RasikBariha-o2h
    @RasikBariha-o2h 6 месяцев назад

    ଏବେ ବି ଓଡିଶା ରେ ଏମିତି ଲୋକ ଅଛନ୍ତି ଏଇଟା 25 ବର୍ଷର ଶାସନ

  • @amitbhoi-cr5ep
    @amitbhoi-cr5ep Год назад +4

    E ta pare 100 Tanka ra Misan sakti

  • @sujaysahu2777
    @sujaysahu2777 Год назад +1

    Manager mane apekshya kra

  • @KalkiAvatar-z2e
    @KalkiAvatar-z2e Год назад +2

    ଗାଂଡ୍ ମରେଇ ହୁଅ..... ଠିକ୍ ଝାଡିଚେ.....ଚାର୍ ପଟିଆ କରି

  • @MithraBhanu-jr6bw
    @MithraBhanu-jr6bw 6 месяцев назад

    ଇଟା କହୁଛନ ଯେ କୋଶଲ ରାଜ୍ଯ କରମା ଯେ 100 ଟଙ୍କାରେ ବିକ୍ରି ହେଉଛେ

  • @kunjagouda3915
    @kunjagouda3915 6 месяцев назад +1

    BJD ra Dayakari paisa deba druniti ke rakh BJP

  • @DushmantaPatra-d5h
    @DushmantaPatra-d5h Год назад +1

    Paisa daikari lokdakhu chha❤❤ 4:15

  • @sanketofficial9955
    @sanketofficial9955 6 месяцев назад

    ଇ ମହେଜି ମାନେ ବି ମରି ଯାଉଛନ ଟଙ୍କା 100 ରେ ବିକ୍ରି ହଉଛନ୍ ଶଳା ଲିଆର୍ ପଟେ ବି ନାଇଁ ମିଳବାର 100 କେ

  • @azubizu2534
    @azubizu2534 Год назад +2

    ସହଯେ ତ ଓଡ଼ିଆ ଭକୁଆ କାହାକେ କାଁଣା କହେବ🌹🌹🌹🌹🌹100ଟଙ୍କା ମଜୁରୀର କାଁଆଁ ଭେଲୁଅଛେ

  • @Sudhansubhoi
    @Sudhansubhoi Год назад +1

    The only thing is education which can select a good government in state.

  • @RjmotivationExpress123
    @RjmotivationExpress123 Год назад +1

    😀😀😀😀😀😀 Wah

  • @Birabhue-t7s
    @Birabhue-t7s 6 месяцев назад +1

    ହେତିର୍ ଲାଗି ତ ନବୀନବୁଢା ଇ ମହିଳା ମାନକୁ ଭକୁଆ ବନାଉଛେ ।

  • @mukeshmahakur6774
    @mukeshmahakur6774 Год назад +1

    Jay koshal

  • @sanjaynag3767
    @sanjaynag3767 Год назад +5

    Jadi 100 re bikiri ta r bikas kenu

  • @manojchoudhury9685
    @manojchoudhury9685 6 месяцев назад

    Abki bar modi ji ki sarkar.

  • @KltTunes8312
    @KltTunes8312 6 месяцев назад

    Odisha kana tar bua ,maa janam karithile j, Ama odisha nabin odisha baluchhe.
    Aij cm achhe kail palaba.
    Labin baba.....

  • @GoogleAccount-or7rl
    @GoogleAccount-or7rl Год назад +1

    Sabu ttttt. aai

  • @schooltime584
    @schooltime584 6 месяцев назад

    Paribartan Darkar

  • @sureshbhoi4191
    @sureshbhoi4191 Год назад

    Kousal rajya nihati darkar

  • @arabindmund2378
    @arabindmund2378 Год назад +1

    Algaa state hele hi devlop heba

  • @ghanashamdhrua9135
    @ghanashamdhrua9135 Год назад +1

    Bhakua tume pati khana banale miting asucha sikhit ta tume patni Mane thank you

  • @jayaprakashsahu9839
    @jayaprakashsahu9839 Год назад +1

    Vote belke zor paesa deba BJD....
    Eta start aye.......

  • @arabindmund2378
    @arabindmund2378 Год назад +1

    13 dist other state

  • @keshabsethy
    @keshabsethy 6 месяцев назад

    No..BJD..BJP.wine

  • @arabindmund2378
    @arabindmund2378 Год назад +1

    Kete saral amar lok mane

  • @kartik_bhuyan_tapu
    @kartik_bhuyan_tapu 6 месяцев назад

    BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎ ହଟାଅ BJD ❎

  • @VikashOD17
    @VikashOD17 7 месяцев назад

    Sarkar badlo..

  • @sureshsahu3375
    @sureshsahu3375 Год назад +1

    Sarpanch Mane Dalal Kam chada, independent Bharat

  • @basantinaik8474
    @basantinaik8474 6 месяцев назад

    Hetir lagi odisha tale

  • @balgopalnayak5858
    @balgopalnayak5858 Год назад

    ଈ ଶଲେ କେଭେ ନାଇ ସୁଧୁରନ

  • @ramachandra8999
    @ramachandra8999 6 месяцев назад

    Vakuya sarakaro gala prasosho sarakaro bjp asila tks lordzrmji

  • @ramanibhue9970
    @ramanibhue9970 Год назад +1

    Etaku Khali sarkari sahayata diaa

  • @upendrasahu2588
    @upendrasahu2588 6 месяцев назад

    ୫୦ଟଙ୍କା ହୋଟେଲ ରେ ଖାଇବ ୫୦ଟଙ୍କା ପାଉଚ଼ ପିଇବ

  • @prasantapurohit3646
    @prasantapurohit3646 Год назад +3

    Ken sarpanch ବିଜେଡି କୁକୁର ହଉଛ ଛି

  • @ramanibhue9970
    @ramanibhue9970 Год назад +1

    Tifin ne mila pare buaa

  • @dineshpradhanvlogs
    @dineshpradhanvlogs Год назад

    ଜାଣା ବି ହେଉ ହେତାକେ କହେ ବ ସେ

  • @bikeandcarpoint8825
    @bikeandcarpoint8825 6 месяцев назад

    Nari mane sikhit hei gale aau bhayankar hei jiba.

  • @Ghudagehi
    @Ghudagehi 6 месяцев назад

    150-150 se bikri hauthiba loka kete bhala Sarkar gathan karibe bhagban ku hin jana.

  • @amitbhoi-cr5ep
    @amitbhoi-cr5ep Год назад +3

    300 Tanka demi Kam Kari Dakbu bele Aasan nai Au 100 Tanka re mitig Aasu6n Au kahebe Aame garib Au

  • @toweringtutu
    @toweringtutu 6 месяцев назад

    Tame kana BJP janina.

  • @JitendraKumbhar-i3e
    @JitendraKumbhar-i3e Год назад

    Bus neibasikain bus basi asichhan basipaada

  • @basantinaik8474
    @basantinaik8474 6 месяцев назад

    Dhekha ho odisha basi sikha

  • @entertainmentwallah5884
    @entertainmentwallah5884 Год назад +1

    People are sold by only 100 and 150 but they didn't think about that they loss lakhs of money ,
    Until and you take money and get vote our odisha never developed .

  • @raghunathdeep7109
    @raghunathdeep7109 Год назад

    Jay jay Sambhidhan jay bhim nomo budhay 💙💙💙💙💙 BJP hatao desh bachao 🙏🙏🙏🙏🙏🙏

  • @dillipkumarbehera5031
    @dillipkumarbehera5031 6 месяцев назад

    Likhita pratisruti vs thakiba pratisruti, interministerial committee HPC committee standing committee finance committee law committee gote thakiba committee barmbar basuchi falla sunya

  • @toshabantasahu8295
    @toshabantasahu8295 Год назад +1

    🤮

  • @rintudash4085
    @rintudash4085 Год назад +4

    100 dame vuti chala bala 500 kahasa au nabin asla 100

  • @LokanathSahu-c2v
    @LokanathSahu-c2v Год назад +1

    Mangala Puja chhaadi bahara langala

  • @debendrakumarbadhai5193
    @debendrakumarbadhai5193 7 месяцев назад

    100 re bikri hela

  • @balsinghkata9649
    @balsinghkata9649 Год назад

    Shikhya ra abhab

  • @Sanataniboys-l3j
    @Sanataniboys-l3j 6 месяцев назад

    Ukat 100 tumar bargarh basi

  • @susantakansarali8001
    @susantakansarali8001 Год назад

    ପଶ୍ଚିମ ଓଡ଼ିଶା କେନ୍ତା ହେବା ରାଜ୍ୟ ଗଠନ ଭାବି ନି ହେବାର୍😂😂😂

  • @natwaragrawal4306
    @natwaragrawal4306 Год назад +2

    Bin paisa re lok bhid na huan kensi party hau