हल्बी बोली मे ये गाना सुनकर बहुत खुशी हुई मुझे कि ओडिसा के नवरंगपुर जिला के लोगो को भी हमारे बस्तर के हल्बी बोली आती है।। बहुत ही खूबसूरत है । नवरंगपुर
Sanu Nishad official ki or se ap sabhi ko बहुत बहुत धन्यवाद कि hamre bastar ki halbi boli me odisha ke artists kam kr रहे है पूरी team' को आभार और बधाई and thank u very much for this beautiful song❤🎉
କିଏ କିଏ ନବରଙ୍ଗପୁର ଜିଲ୍ଲା ଭାଇ ମାନେ ଟିକେ ଲାଇକ କର ❤
Thank you so much❤️❤️❤️❤️
3:36 @@Prafullaofficial543
🙋🏻🙋🏻 Me 🙋🏻🙋🏻
Me
Me❤❤❤
ଅତି ସୁନ୍ଦର ହେଇଚି ଭାଇ ଆମ ନବରଙ୍ଗପୁର ଗୀତ ଏବଂ ବହୁତ ବହୁତ ଧନ୍ୟବାଦ୍ ଆମ ହଳବି ଭାଷା ରେ ଗୀତ କରିଥିବାରୁ
Thank you 🙏
ନବରଂପୂର୍ ଜିଲ୍ଲା ଆମର ପରମ୍ପରା,,ବନ ପାହାଡ ନହିଁ, ନାଲ, ଗେରା,,,ବହୁତ ସୁନ୍ଦର ଗୀତ ଜୟ ଆଦିବାସୀ,,,ଜୟ କଳା
Thank you so much ❤️
ମୁଁ ବି ନବରଙ୍ଗପୁର ଜିଲ୍ଲା ... ଉମରକୋଟ ବ୍ଲକ୍ ରୁ ଆଉ ମୁଁ ବି ହଲବି ଭାଷା ଜାଣିଛି ...|🎉🎉❤❤❤
Thank you ♥️♥️
Umerkote ❤
Bhai mu bhi and mu Halba loka Halba cast aamora
ମୁଁ କୋରାପୁଟ ଜିଲ୍ଲାରୁ ଦେଖୁଚି ବଡିଆ ସୁନ୍ଦର ହେଇଛି ଏ ବିଡ଼ିଓ
Thank you verry much sir🙏❤️❤️
ନବରଙ୍ଗପୁର ଜିଲ୍ଲା ମଣ୍ଡେଇ ପାଇଁ ବହୁତ ସୁନ୍ଦର ଗିତ ହ ଇଚି
Thank you so much ❤️
हल्बी बोली मे ये गाना सुनकर बहुत खुशी हुई मुझे कि ओडिसा के नवरंगपुर जिला के लोगो को भी हमारे बस्तर के हल्बी बोली आती है।। बहुत ही खूबसूरत है । नवरंगपुर
Thank you 🙏
Malkangiri dist me bhi halbi boli jati hai
हा भाई हम सब जानते है छत्तीसगढ़ी और हल्बी
Nice 👍🤞🤞
ବହୁତ୍ ବଢିଆ ହେଇଛି ଭାଇ ❤❤ ଆମର ନବରଙ୍ଗପୁର ଗୀତ
Thank you
ମୁଁ ବି ନବରଙ୍ଗପୁର ଜିଲ୍ଲାରୁ ଝରିଗାଁ ବ୍ଲକ୍ ବହୁତ ସୁନ୍ଦର ହେଇଛି ଗୀତ ଭାଈ ❤❤🎉🎉 ଆଉ ପ୍ରଫୁଲ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ 🎉🎉 ଭଲ ଗୀତ ଦେଇଥିବାରୁ
Thank you very much ❤️
आप लोगो ने बहुत ही सुन्दर प्रस्तुति दिखाया है ❤ बस्तर में ये तो वायरल होना ही हैं ❤❤❤
Thank you ♥️
ବହୁତ୍ ସୁନ୍ଦର ଭାଇ , ମୁଁ ଏ ଭାଷା ପାଇଁ ଖୁସି କାହିଁକି ନା ଏହା ମୋର ମାତୃ ଭାଷା , ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଏହି ଭାଷା କୁ ମହତ୍ତ୍ଵ ଦେଉ ଥିବାରୁ ଆଉ ଆଗକୁ ନେଉଥିବାରୁ
Thank you ♥️♥️♥️
Same bro❤
Same
Jharigam ra bhai mane like kar❤❤
Thank you ❤️
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଆଦିବାସୀ ଗିତ ପାଇଁ ବହୁତ ର୍ଗବ ଆମେ
Thank you so much ❤️
ଆମେ ନବରଙ୍ଗପୁରିଆ ବୋଲି ଗର୍ବିତ ଜୟ ମା ଭଣ୍ଡାରଘରଣୀ ♥️♥️👍👍👍
Thank you ❤️
ମାଲକାଗିରି ରୁ କହୁଚି ବହୁତ୍ ବଢିଆ କେଡେ ସୁନ୍ଦର୍ ହେଇଚି ଗୀତ ପୁରା ମଧୂର୍ ଲାଗୁଚି ❤👍👌💐🎧🎙️ all the best to all team members ❤
Thank you so much bhai ♥️♥️
HALBI💐 Kia Kia janicho like koro🥰🌿💐
Thank you
Mu bhi janichi
Finally gute masterpiece sunibaku milila ...badia lyrics ari compose.
Such a beautiful song
❤❤❤
Thank you very much
ବଢ଼ିଆ ହୋଇଛି ଚୈତନ୍ୟ ସାର୍❤❤❤❤ ସୁପର ଗୀତ ଓ ନାଚ , ଏମିତି ଆପଣଙ୍କ ସବୁବେଳେ ସୁପର ହେଉ।
Thank you
खुब अच्छा लागली दादा नवरंगपुर चो माटि चो नाव ले बनालो दादा दीदी मन के बोडु बोडाय मन के सेवा जोहार ❤
Thank you ❤️
Dhanyabadd naa Dada tuke
3:41 umerkote bai Mane like kor
Thank you ❤️❤️
Super❤❤❤❤❤ ଜୟ ଆଦିବାସୀ
ଏକ ନମ୍ୱର ଆମ ନବରଙ୍ଗପୁର ଜିଲ୍ଲା ବହୁତ ଭଲ ଲାଗିଲା ଆଉ ଗୋଟିଏ ମଣ୍ଡେଇ ଗୀତ ଆଣ ଆମ ନବରଙ୍ଗପୁର ପାଇଁ ❤❤❤❤
Thank you ♥️♥️
ମୁଁ ନବରଙ୍ଗପୁର ଜିଲ୍ଲା ରୁ ଦେଖୁ ଛି ବହୁତ ବଡ଼ିଆ ହୋଇଛି
Thank you
ନବରଙ୍ଗପୁର ଜିଲ୍ଲାର ଅତି ସୁନ୍ଦର ଗିତ ଟେ ହେଇଛି ଜୟ ମା ପେଣ୍ଡ୍ରୋଣୀ ଜୟ ମା' ବିଡ୍ରି ❤❤❤
ନବରଙ୍ଗପୁର ଜିଲ୍ଲାର ଆମେ ଝରିଗାଁ ବ୍ଲକର ଆଦିବାସୀ ବହୁତ ଭଲ ଲାଗିଲା ❤❤❤❤❤
Thank you ❤️
Sanu Nishad official ki or se ap sabhi ko बहुत बहुत धन्यवाद कि hamre bastar ki halbi boli me odisha ke artists kam kr रहे है पूरी team' को आभार और बधाई and thank u very much for this beautiful song❤🎉
Thank you verry verry much sanu ji ap hamare 🙏🙏🙏❤️❤️❤️
Ha bhai jarur me bhi Halba cast ka hu or hum Odisha me rehte hai yeh to hamara farz hai halbi song gane ka aap ko bhi dhanyabaad
Halbi bhasaku guruty deithibaru dhanybad... Mor mother language 👌👌👌👍
Thank you verry much ❤️
ମୁଁ ବି ନବରଙ୍ଗପୁର ଜିଲ୍ଲା,,,, ରାଇଘର ବ୍ଲକ ରୁ ଆଉ ମୁଁ ବି ହଲବି ଭାଷା ଜାଣିଛି ଛତିଶଗଡ ସୀମାନ୍ତ 🙏🙏 ସେୱ ଯୋହର୍
Thank you verry much ❤️
Mu bhi nabarangpur zila ra mu to Halba cast ra mu bhi janichi
ବହୁତ୍ ସୁନ୍ଦର୍ ହେଇଛି ପ୍ରଫୁଲ୍ଲ ଭାଇ...।
Thanks Chaitan ji for beautiful Lyrics
So sweet voice Dear kiran nd praful
Heart touching Composition...
Wonderful casting dear Bro Naba nd sis Rupa..
Thanks to all team member..
ଏମିତି ସବୁବେଳେ ସୁନ୍ଦର୍ ସୁନ୍ଦର୍ ଗୀତ ଦେଉଥ ।
Thank you so much
କିଏ ରାଇଘର ବ୍ଲକ ରୁ ଦେଖୁଛ ❤
Thank you❤️
ଆମର ନବରଙ୍ଗପୁର ଅତି ସୁନ୍ଦର ଆଉ ସବୁଠୁ ନିହାରା ହେଇଛି ଏହି ଅଳଵି ଗୀତ ❤ ❤❤❤
Thank you very much
ବହୁତ ସୁନ୍ଦର ହୋଇଛି ଭାଇ.. Love from କୋଷଗୁମୁଡା, ବି,ଏମ. ସେମଲା..
Thank you ♥️
खुबे अच्छा लागली दादा हल्बी ने ये गाना ( From Bastar)
Thank you ❤️
I love you nabaragapur ❤️. ukt jay maa pendarani 🙏😘
@@LIMBATI-bd7bt thank you verry much 🙏❤️
କି ସୁନ୍ଦର ମନ ମୋହି ନେଉଛି ଏଇ ଆମ ଜିଲ୍ଲା ବିଷୟ ର ଗୀତ 👌
Thank you
.ame nabarangpuria nana kia kia nabarangpur like kara ❤❤❤❤
Thank you verry much ❤️❤️
ମୁଁ ନବରଙ୍ଗପୁର ଜିଲ୍ଲା .....❤❤❤❤❤❤❤❤❤❤ ଚନ୍ଦାହାଣ୍ଡି ବ୍ଲକ୍ ..... ପାନାବେଡ଼ିଆ ....ଆଦିବାସୀ ❤❤❤❤ ଜୟ ଆଦିବାସୀ
Thank you very much ❤️
ଅତି ସୁନ୍ଦର ଭାବରେ ହେଇଚି ଭାଇ ଆମ ନବରଙ୍ଗପୁର ଗୀତ ଏଵଂ ବହୁତ ବହୁତ ଧନ୍ୟବାଦ ହଲଵି ଭାଷା ରେ ଗୀତ କରିଥିବାରୁ
Thank you
I❤️NABARANGPUR PROUD TO BE NABARANGPURIYA
Thank you
ବହୁତ୍ ସୁନ୍ଦର ହେଇଛି ଏ ଗୀତ ଭାଇ ❤❤❤❤ ଆଉ ଏନ୍ତି ହଲବି ଗୀତ ଆଗକୁ ଆଣନ୍ତୁ ।
Thank you ❤️
ବହୁତ ସୁନ୍ଦର ଆମ halbi song re heaichi ବହୁତ ବହୁତ ଧନ୍ୟବାଦ ଭାଇ
Ambaguda lakhi
Umerkote block, Umergam village ❤❤❤ bahut sundar song
Thank you❤️
ଉମରକୋଟ ବ୍ଲକ ପୋଡାଗଡ ମୋର ବାସିନ୍ଦା ❤❤❤❤
Thank you so much ❤️
ବହୁତ ସୁନ୍ଦର ଗୀତ ହୋଇଛି ଆମ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ର ଇତିହାସର ଗୀତ ଧନ୍ୟବାଦ
Thank you ♥️
ଅତି ସୁନ୍ଦର ଆମ ଜିଲ୍ଲା ପାଇଁ ଏହି ଗୀତଟି ,, ଧନ୍ୟବାଦ
Thank you very much ❤️
1 ନମ୍ବର ଗୀତ ହେଇଚି ଭାଇ
Thank you ❤️❤️❤️
ସୁପର ନାଟ ଗୁରୁ ❤❤❤❤❤❤
Thank you so much bhai 🙏🙏
Heart touching second Antara part song
Thank you
ଏହି ଗୀତଟି ଆସନ୍ତା ମୁଣ୍ଡେଇ 2024 ରେ ପରିବେଷଣ କରାଯାଉ
Thank you
Right Bhai ❤ coming soon bhai zila mandei ❤
My favourite song hela
@tijabaikandhagoud5320 thank you 🙏🙏🙏
Hnnnn bhalo thibo❤
ସୁନ୍ଦର ଭାଇ halbi song ଭଲ ଅଛି ❤
Thank you ❤️
Proud feeling bro 😊amcho bhasa cho git nawrangpur kaje bonao tola 😅
Thanks brother
ବହୁତ ବହୁତ ଧନ୍ୟବାଦ ଭାଇ
Thank you verry much 🙏🙏❤️❤️❤️❤️❤️❤️
ଆପଣମାନେ ବହୁଳ ଭାବରେ ଭଲ ପାଇଛନ୍ତି, ଆମେ ଆଶା କରିନଥିଲୁ, ଏତେ ସଂଖ୍ୟାରେ ଭଲ ପାଇବେ ବୋଲି, ଆଉ ଗୀତ ହେବାକୁ ଚାହୁଁଛନ୍ତି, ଆପଣଙ୍କ ଆଶୀର୍ବାଦ ଥାଉ ହେବ🎉
Thank you 🙏
ବହୁତ୍ ସୁନ୍ଦର ନବରଙ୍ଗ ପୁରିଆ
1No ☺❤👍
Thank you ❤️
Bouth bodia Bhai ❤❤❤
Thank you
I ❤ Nabarangapur.Su4👌song🎵
Thank you
ଖୁବେ ସୁନ୍ଦର୍ ଲାଗ୍ଲି
Thank you ❤️
Moke bole khube sundar lagli naa dada
Raighar ru halvi aame bi janichu 👌👌👌
Thank you ❤️
❤❤❤❤❤
Thank you
ମୁ ଉମରକୋଟ ରୁ ଦେଖୁଛି ବହୁତ ଭଲ ଏହିଛି 👌👌👌👌👌👌❤️❤️❤️❤️❤️❤️❤️❤️❤️❤️
Thank you verry much ❤️❤️
Nice song ❤❤❤
Thank you
Bhouth sundor heichi video &song bhaina ❤❤❤❤❤
Thank you 🙏🤗
ଭଉତ ବଡ଼ିଆ ଗୀତ ଭାଇ ନିଜ ଜିଲ୍ଲା ର ଗୀତ ଶୁଣିକି ଭଲ ଲାଗିଲା ନବରଙ୍ଗପୁରର ❤❤❤❤❤❤
Thank you so much ❤️❤️
Prafula Bhai bohut bodia heichi❤❤❤❤❤❤
Thank you so much happy diwali bro
Bodia heichi ❤❤❤👌👌👌
Thank you ❤️❤️
DIL SE KEHETA HU KI ME NABARANGPUR SE HU ❤️❤️❤️❤️
Thank you verry much❤️❤️❤️
ବହୁତ୍ ବଢିଆ ହେଇଛି ଏଇ ଗୀତ ❤❤❤ ଚନ୍ଦା ହାଣ୍ଡି ବ୍ଲକ୍ ରୁ କିଏ କିଏ ଦେଖୁଛ ଭାଈ ଭଉଣୀ ମାନେ ଗୋଟେ👍 ହେଇଯାଉ ❤❤❤🎉
Thank you verry verry much ❤️❤️
Mind blowing 🎉❤
Thank you
ବହୁତ ସୁନ୍ଦର ଗୀତ
Thank you ❤️🙏
❤️❤️❤️❤️❤️❤️❤️❤️❤️❤️🙏🙏🙏🙏🙏nice thanks all team 👍👍👍👍👍👍👍
Thank you so much
amoro nabarngpur jila ro bhasa halbi nuho (koraputia).kintu geeto ta bohut sundar heichi...❤
Jagichu Bhai dekhibaku
Dekho dekho bhai upload hela
👌👌👌👌👌👌
Thank you
Mu chauthili ki amiti song gute kia karile boli hau aaji tome karitiba ru bahut bahut dhanyawad Bhai ❤❤ support bhai ku kariba sabhu mili
Thank you verry verry much 🙏🙏❤️❤️
ମର ନବରଙ୍ଗପୁର ଜିଲ୍ଲା ପୋଡାଗୋଡ଼ ରୁ ଦେକୁଛି ଭାଇ ଗୀତ ବଡ଼ିଆ ହେଇଚି
Thank you verry much ❤️❤️
Solid bhai 👌👌👌👌❤️❤️❤️❤️❤️❤️❤️❤️❤️👌👌👌❤️👌👌❤️❤️👌👌❤️❤️👌❤️👌👌❤️❤️👌
Thank you ❤️❤️❤️
Kebke chaduash naaane kandaidelishbe
Upload heichi bhai ♥️
ବୋଉତ ସୁନ୍ଦର ଗୀତ ହେହିଛି ଭାଇ
@@prafullaamanatya4268 thank you verry much ❤️
ମସ୍ତ ଆଛେ ନାନା...❤❤❤
Thank you 🙏❤️❤️
ଆମ ନବରଙ୍ଗପୁର ❤❤❤❤❤❤❤❤❤❤❤❤❤❤❤❤❤❤❤❤
Thank you ❤️❤️
Super bhai👌👌👌👌👌👌👌❤️❤️❤️❤️❤️
Thank you ❤️❤️
Mu damanjodi ru bhala heichi songs
Thank you
Wah....ମତେ ବି ହଲବି ଭାଷା ଶିଖେଇଦିଅ...❤️
❤️❤️❤️❤️❤️❤️
ବହୁତ ସୁନ୍ଦର ହେଇଛି... ❤❤❤I love this 🥰🥰
Thank you ❤️🙏
ବହୁତ୍ ସୁନ୍ଦର୍ ହେଇଛି ଆମେ ନୂଆପଡା ଜିଲ୍ଲା ରୋ ❤❤❤🎉🎉
♥️ ♥️
Very nice song video ❤,👌
Thank you❤️
I❤ my nabarangpur ❤❤❤
Thank you verry much ❤️❤️❤️❤️❤️🙏🙏
ମୁଁ ନବରଙ୍ଗ ପୁରିଆ
ବୋହୁତ ଭଲ ଲାଗିଲା ମୋତେ ଏଇ ଗୀତ ❤❤❤❤❤
Thank you ❤️
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଆଞ୍ଚଳିକ ହଳବି ଗୀତ ବହୁତ ସୁନ୍ଦର ହେଇଛି ଭାଇ 🌹
Thank you verry much ❤️
ଭାଇ ତୁମ ଗାଁ କଉଟି @@Prafullaofficial543
ବହୁତ୍ ବହୁତ୍ ସୁନ୍ଦର୍ ହେଇଛି ଗୀତ ଏବଂ ଭିଡିଓ
Thank you verry much guru 🙏❤️❤️❤️
ମସ୍ତ ହେଇଛି ଭିଡ଼ିଓ ସଙ୍ଗ
Thank you ❤️
I am from nabarangpur dist..❤❤❤
Thank you very much
Mu Boudh disstrict ru dekhuchi . really video bahut bhala heichi ❤❤❤❤❤
Thank you verry verry much ❤️❤️❤️❤️❤️❤️
ବହୁତ ସୁନ୍ଦର ଗୀତ ❤❤❤
Thank you ❤️
Very nice song bro video deki mate bahut bhalo lagila many many thanks ❤❤❤❤❤
Thank you verry much
Thank you Bhai bery bery nice song Jay hadibasi ki jay🙏🙏
Thank you ❤️
Bohut badhiya heichi mind blowing nice ripu ❤
Thank you
ଏହି ଗୀତ କୁ 26 ଜାନୁଆରୀ ଭୁବନେଶ୍ୱର ହେବାକୁ ଯାଉଥିବା ଆଦିବାସି ମେଳା ରେ ପ୍ରଶାସନ କରାଯାଉ all tim members thank u ବହୁତ ଭଲ ଲାଗିଲା
Thank you verry verry much sir 🙏❤️❤️
ବଢିଆ ହେଇଚି ଜୟ ଆଦିବାସୀ ଜୟ ନବରଙ୍ଗପୁର
Thank you ❤️❤️🙏
ମୁଁ ନବରଙ୍ଗପୂର୍ ଜିଲ୍ଲା ଅନ୍ତର୍ଗତ ଝରିଗାଁ ବଢିଆ ହେଲାଚେ
Thank you very much ❤️❤️