JA TOTE MO JEEBANARU BIDAYA DELI||New Odia Music Video||Omm New Sad Video||Human Sagar New Sad Song|
HTML-код
- Опубликовано: 19 ноя 2022
- Ja Tote Mo jeebanaru Bidaya Deli ,a very sad music video presented by omm and Smaranika. This song is based on a True story of a Husband and wife and her ex boyfriend. so you all enjoy this beautiful video and share it more and more. please don't forget to subscribe our channel.
-------------------------------------------------------------------------
Video credits:
Song-ja tote mo jeebanaru bidaya deli
star cast:-omm and Smaranika
Dop- jyoti ranjan patra
Edit -Rajat parida
Di-Digital Dreams
colorist-mahesh
make up-Titi
spot-Gudu
Director-akhil
producer-padmabati beuria
a music video by OK BROTHERS.
------------------------------------------------------------------------
song credits-:
singer-human sagar
lyrics-jasobanta rout
music-subrat nayak
----------------------------------------------------------------------
hastags-:
#jatotemojeebanarubidayadeli
#humansagarnewsadsong
#ommnewsadvideo
#ommnewsadmusicvideo
#newodiasadmusicvideo
#humansagarnewsong2022
#humansagarnewsadsong2022
#humansagarnewsong
#newodiasadsong
#smaranikamusicvideo
#humansagar
#humansagarsadsonghitsvideo
#humansagarsadmusicvideo
-----------------------------------------------------------------
all copyright reserved by Jbm production .any re-upload re use is strictly prohibited 🚫. Видеоклипы
ସତରେ ଗୀତ ଯେମିତି ଅଭିନୟ ବି ସେମିତି.. ଓଁମ ଭାଇଙ୍କ ସବୁ ସଙ୍ଗ ବହୁତ ଭଲ ଲାଗେ... ହୃଦୟକୁ ଛୁଇଁଯାଉଛି ଭିଡିଓ ଟି... ଆଉରି ଆଗକୁ ଯାଅ ବହୁତ ଭଲ କର... 👍
ବହୁତ ସୁନ୍ଦର ଭାବେ ଗୀତ ଓ ଭିଡିହ ହେଇଛି
ଅତି ସୁନ୍ଦର, ଭିଡିଓ ଟି ଭଲ ଲାଗୁଛି
ମୋ ଜୀବନ ସହିତ ଏହି କାହାଣୀ ମିଶିଛି । ଏହି ଗୀତ ମୋ ଜୀବନ ସହିତ ଏକ ଅଭୂଲା ମୁହୂର୍ତ୍ତ ପରି ରହି ସବୁଦିନ ରହିଯିବ ।
So sad
😭
Bhai mr bi sei katha
😂
So said
ମନକୁ ଛୁଇଁଗଲା ଏହି ଗୀତ ଟି
ସତରେ ଗୀତ ଟି ବହୁତ ଭଲ ହେଇଛି
ଗୀତ ଟି ଭଲ ହୋଇଛି। କାରଣ ଆଜି କାଲି ଭାଉଜଙ୍କ ଭଲପାଇବା ଅଧିକ।
Album jou hero asu omm bhai pari kia kariparibeni like kara ...omm bhai ku jia bhala paucha .....♥️♥️
❤❤❤
Hm
ଏଇତ ଦୁନିଆଁ ତମେ ଯାହାକୁ ଜୀବନ ଦେଇକି ଭଲ ପାଅ ନା ସେ ନା ତୁମେ ଜୀବନ ନବାକୁବି ପଛାନ୍ତିନି ସତରେନା ଭାଇମାନେ 🙏🙏🙏🙏🙏🙏
Yes
Right 👍
Satare kemiti badali janti kemiti janaki bhala Pani baha Hani aaujanaka pakhaku chali janti aemankara kana satare haat nahi
Naa bhai samti nuho ❤❤
@@susantabehera3554to
ଏତେ ଭଲ concept ର ଭିଡିଓ କୁ ମାତ୍ର 271k view's, 4ଦିନ ରେ,, ଆଉ କିଏ ଗୋଲାପ ଧରି i love u କହିଲେ ସେ ଭିଡିଓ 1m views cross ହେଇଯାଉଛି। ସେଟା ବି ଗୋଟେ ଫାଲତୁ ଶସ୍ତା ଲୋକ ଙ୍କୁ ନେଇ କି ହେଇଥିବା ଭିଡିଓ ରେ🤔
Right
କାରଣ ପଶ୍ଚିମଓଡ଼ିଶାରେ vdo କେହି ଦେଖୁ ନାହାନ୍ତି
ବହୁତ ଭଲ ଲାଗିଲା ଏହି ଗିତଟି
ସତରେ ଏ ଗୀତ ଟି ହୃଦୟ କୁ ଛୁଇଁ ଯାଉଛି
Very nice Vedio
ବହୁତ ସୁନ୍ଦର ହୋଇଛି ଭଲ ଲାଗିଲା
Really bro ଆଜିକାଲି ଝିଅ ମାନେ ଶାଶୂଘର ଆସିଲା ପରେ ନିଜର ସ୍ୱାମୀ ଉପରେ ବେଶୀ ଆଧାର କରିବେନି କାହିଁକି ମାନେ ଯୋଉ ଝିଅ ମା ଘର ଥିଲା ବେଳ ନିଜର ବାପା ଏବଂ ମା ,ଭାଇ କଥା ନ ଶୁଣିଲେ ଏହିପରି ଦୁର୍ଘଟଣା ଘଟେ
You are right sir
ମୋ ଜୀବନରେ ଏମିତି ଚାଲିଛି ଵୋଲ ପାଇ ସବୁ ଦିନ ହେଉଚି
Omm ଭାଇ, ଏତେ ସୁନ୍ଦର... ଏତେ ସୁନ୍ଦର acting ❤❤❤ ସ୍ପିଚ ଲେସ,,,,,
Super super super video jia jamite karma karebo thik samite folo. Miliba 🙏🙏🙏
ଶହେ ଶହେ ସତ୍ୟ ଘଟଣା ଟିଏ । ଗୀତ ଶୁଣି ବହୁତ୍ ଭଲ ଲାଗୁଛି । Super act and best music director my favourite singer humane sagar
Bhai part 2 video banao bahut bhala lagiba
Ok
ବହୁତ ସୁନ୍ଦର omm ଭାଇ
ଆରେ ଭାଇ ଆଜିର ସମାଜ ଏମିତି ହାଇଗଲାଣି
ଏଠି ଝିଅ ମାନେ ଗୋଟେ ସୁନ୍ଦର ହୃଦୟ ନୁହଁ ଭଲ ପାଇସା କୁ ଦେଖୁଛନ୍ତି
ମୁଁ ବି କାହାକୁ ଜୀବନ ଠୁ ଅଧିକ ଭଲ ପାଉଥିଲି କିନ୍ତୁ କିଛି ପାଇସା ପାଇଁ ଛି 😂😂
Dinaku 10 thara dekhuchi hele b kam laguchi heart breaking song thanks I like the song
Superb acct outstanding 👌💯❤️
Supar bhai 🔥🔥🔥🔥🔥
ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଛା ହଉଚି ଏ ଗୀତ ଟା ହୃଦୟକୁ ଛୁଇଁଯାଉଛି,
Satare video ta bahut bhal lagil a 👍👍❤️❤️
Om bhai sabu bele hit album dea nti👍👍👍❤️❤️❤️❤️❤️❤️❤️❤️❤️I love you om bhai🙏😂😂😂
Super Star one and only omm bhi...❤️😘😘
Heart touching beautiful song... mind-blowing 👌👌👌👌
ଦୁନିଆରେ ଯେତେ ବି ସ୍ତ୍ରୀଲୋକ ଅଛନ୍ତି ନିଜ ସ୍ବାମୀ ଆଉ ଛୁଆଙ୍କ ସାଙ୍ଗରେ ଏମିତି ଭୁଲ କରନି କି ତାଙ୍କୁ କଷ୍ଟ ହେଲା ଭଳି କାମ କରନି,ସ୍ବାମୀ ହଉ ସ୍ତ୍ରୀ ଯୋଉ ମାନେ ଏମିତି ଭୁଲ କରୁଛନ୍ତି ଭଗବାନ ସେମାନଙ୍କୁ ଟିକେ ଭଲ ବୁଦ୍ଧି ଦିଅନ୍ତୁ ଯେମିତି ଏ ଭଳି ଭୁଲ କରିବେନି ଜୟ ଜଗନ୍ନାଥ
❤
1:35
Hii
Right 👍
@@sambitchampati5727cv
ଗୀତ କୁ ବର୍ଣ୍ଣନା କରିହେବ ନାହିଁ ମନକୁ ଛୁଇଁ ଗଲା 😘😘🙏🙏🙏😘
Bhai kya video bnate ho super duper
Super ❤️
Tamara video supara
Hrudaya Kanduchi Bhai. Biutiful Song . ❤❤❤
Bahut sundar Gita ,satare stri Mane amiti bhi huanti,dhoka baj tu kebe hele Khushi re Rahi paribu nai,aita mora real story
Trending concept really heat touching
Thik kala bhai....👍👍
Omm bhai best actor in album industry
Always waiting for om & aswins video 😍😍😍
Kya baat hai 🔥👍
Bahut sundor ❤❤❤❤❤❤
Bahut thik hoichi emiti stri lokaku emiti darkar
ବହୁତ ଭଲ video song
ସ୍ୱାମୀ ର ଚାଳ ଘର ହେଲେବି ତମେ ସେଠି ଉପଯୁକ୍ତ ସମ୍ମାନ ପାଇ khusi ରେ ରହି ପାରିବ. ଅନ୍ୟମାନେ ତ ମିଛ ମରୀଚିକା ଆଜକାଲି ର ସବୁ ପୁଅ ଝିଅ ଏତିକି ବୁଝି ଉଚିତ ଆଉ ଆମ ପାଖରେ ଯାହା ଅଛି ସେଥିରେ ଖୁସି ହେବ ଉଚିତ 🙏🙏🙏ସମସ୍ତେ ସୁଧୁରି ଯାଅ.
Bahut sunder ❤❤❤
Bahuta bhala laguchhi puni dekhibaku echha houchhi
ଭଲ ହେଇଛି ଗୀତ ଓମ୍ ଭଲ ଅଭନେତା ଆଲବମ୍ ଭିଡିଓ
Omm bhai nka sabu video mast
Mo kandhei.... congratulations gugul 😘😘
Hearthouching song❤❤❤
Nice song te bahut bahut bhala laguchhi
❤❤❤❤
Super song❤❤❤❤❤❤❤❤❤❤❤❤❤❤❤❤❤❤❤❤
ସିଏ ଯୋଉଠି ବି ରହି ଥାଉ ଭଲ ରେ ରହି ଥାଉ ଆଉ ଖୁସି ରେ ରହି ଥାଉ ସବୁବେଳେ ତା ମୁହଁ ରେ ଆଉ ଓଠ ରେ ହସ ରହି ଥାଉ ଏତିକି ଚାହୁଁଛି love u mo chandi 😭😔
Satare Tama comment padi mo hrudayaru tamaku pranam karuchi jahaki Tame dhoka khaila pare b taa khusi chinta karucha
ଧୋକା kn ଭାଇ ତାକୁ ମୁଁ 8ବର୍ଷ ହେଲା ଭଲ ପାଉଥିଲି ସେ ବି ମୋତେ ଭଲ ପାଉଥିଲା କେଜାଣି kn ହେଲା ସେ ଏତେ change ହେଇଗଲା
Tame bahut bhal
Tamaku jen chhadikari jeichhe se chandi heithiba
@@himanshutandihimanshu5590 ତାକୁ ମୁଁ ଶ୍ରଦ୍ଧା ରେ ଗେଲ ରେ ଡାକେ ଚଣ୍ଡୀ କିନ୍ତୁ ସେ hhhhhhhhh
ବହୁତ ଭଲ ହେଇଛି ଗୀତ ♥️♥️♥️♥️♥️
Bahut bholo lagila
Heart touching song
Excellent.. Superb
ମୋ love story ସହିତ ମିଶି ଯାଉଛି.
Really heart touching song 👌👌
ଯେତେ ଦେଖିଲେ ବି ଇଚ୍ଛା ହଉଛି ଆଉ ଥରେ ଦେଖିବା ପାଇଁ ସତରେ ଗୀତ ଟି ବୋହୁତ ଭଲ ହେଇଛି ଗୀତ ଟି ହୃଦୟ କୁ ଛୁଇଁ ଯାଉଚି
Satare
Hm satare
@@manasiranaa7798 ஒரு
@@manasiranaa7798 ஒரு
❤️❤️❤️❤️
namaskar mu music director subrat nayak... mora purba gita ku jetiki bhala paiba deichanti eai gita ku bi setiki bhala paiba asribad debe dhanyabad🙏🙏🙏
Superb bhai
Love you omm bhai bhala video pain
Real story aji kali duniya re emiti nhi hauchi mast story ta
Heart touching video bro akhiru luha asigala 😭
Osm .....video
Bahut sundar heichi song ta,pure odia language,Thanks for this beautiful Lyrics..part-2 karantu sir
This is really fact
ମୋ ସହ ବି ସେମିତି ଘଟିଛି 😭😭😭
କିଛି ଟଙ୍କା ପାଇଁ ସେ ମତେ ଛାଡିଦେଲା
ମୋ ପାଗେଲି,ମୋ ଗେଲି,ମୋ ଛୁଆ😭😭😭😭😭😭😭
I always miss you my Jaan
Plz com plz🙏🙏🙏🙏😭😭😭😭😭😭😭😭😭😭😭😭😭😭
କାହିଁକି ଏମିତି ହୁଏ ମୁ ବୁଝିପାରୁନାହିଁ ଏତେ ଭଲ ପାଇ କି ବି ଶେଷରେ ଆମକୁ ଧୋକା ମିଳୁଚି । ହେ ପ୍ରଭୁ ମତେ ମାରିଦିଅ 🙏🙏🙏🙏🙏
Jay shree ram😭😭😭🙏🙏🙏
My story also same
Sabu semiti re sanga..
Kahinki na bhai jou mananku ame bhala panti semane bhala paiba deserve karantini. Bhul ama pua manankara jie nijara value jhia mananka agare rakhantini aau tanku munda upare rakhanti kintu semankata original jaga jota tale.
Nice song
Mast hei6e dada
Satare Bhai hart ku pura chuii jauchi ❤️❤️
Excellent....no doubt
Super laguchi sir ahi video
Omm bhai all time my favourite odia sad actor 👌👌👌❤️👑
sundra ati sunder ❤
ଏଇ ତ ଦୁନିଆ ପ୍ଲାଷ୍ଟିକ ପାନିଆ.....
Really bohut sidhar song ar video bi 👌👌👌👌👌👌👌👌👌👌👌👌👌
Super super super concept
always my favourite my sweet didi..
love you didi.. super duper acting di
Satare Bhai
ବହୁତ୍ କଷ୍ଟ ଲାଗେ
ମୋ ଜୀବନ ରେ କେବେ କୋଣ ହେବ ଜାଣି ନାହିଁ।।। But ମୁଁ ମୋ wife ku ବହୁତ ଭଲ ପାଏ
Mo jibanare ghatichi Bhai
ଭାଇ super acting
Omm Guru Really Your All Video is Heart Touching
Mind blowing song
Super song Beautiful ending
Thank you very much bro
Aagaku aau tike sad thile bhol tahanta jia ku tike dhaka dele bhol hob aago ku tike video banaile lamba time tau
Super song mind blowing
Really bro so much nice 👍👍👌👌👌👌
really heart touching song N heart video...👌👌
👍👍👍👍👌👌👌Really julu bhai heart touching song 💔😔😔😔
ହୃଦୟସ୍ପର୍ଶୀ ଓ ମନଛୁଆଁ ଗୀତ ତିଏ ❤️
Bauth Badia sad video omm Bhai Mind blowing line
Great bro ❤❤❤
ଏହି ଗୀତଟି ର ଯେମିତି ଅଭିନୟ କରିଛନ୍ତି ଠିକ୍ ସେମିତି ମୋସହିତ
ଘଟିଛି ମୋ ତାପାଇ କଣ ନ କରିଛି really I Miss you my baby and wifi
Miss you my lovely family 😭😭😭😭😭😭❤️❤️🙏🙏
So sad bro
Very sad dada
Omm bhai bohut bhala karuchhanti plz like Kara
Nice om Da story heart touching
Heart touching story ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Bhaei tamaku ❤❤❤❤kan 👏👏👍👍👍👍
Dukhkha jakhan duare ase darai...valobasa takhan janala dia palai
Bahut sundar heichi ☝️👌♥️