Mun b kahuchi je diya amiti kahiki kichhi thik karini hele se ragiba ta bi swabhabik na mita kete kasta kari amana nku bada karichi se sabu diya nije dekhichi
Kain jete bele gote maa eka ta chua ku pale bahut kastare sete bele ta baba kouthi thae kn masanire au chua bada hela pare asiba kahiba mu to bopa na kn
Mr Sahoo jadi Diya ku help kari nathante,Diya jail ru bahari pari nathata.Ayan ku jadi ete jaldi khyama karidelu then nija bapa ku kana pain khyama karunu?
ଦିଆ ର କଥା କାହାକୁ ଠିକ ଲାଗିଲାଣି 👍👍👍👍👍କର୍
ଏତେ ସୁନ୍ଦର ମହଲ🎉 କୁ ଦିୟା କଣ ପାଇ ଏମିତି ଫୁଣି ଥରେ କରୁଛି 😢😢 ରାଗ ରୁଷା ସେତିକି ଥାଉ ଆଉ ନିଜ ବାପା କୁ ବି ସେ family ରେ ଜାଗା ମିଳୁ 🎉❤❤❤
ଦିୟା ରାଗିବା ଟା ସ୍ୱାଭାବିକ😡✅ ହେଲେ ଦିୟା କୁ ବହୁତ ସାହାଯ୍ୟ କରିଛନ୍ତି❤😊କିଏ କିଏ ଚାହୁଁଛ ଦିୟା ତା ବାପା କୁ ନିଜ ବାପା ବୋଲି ଗ୍ରହଣ କରୁ 😢😢 ✅✅
ଦିୟା କେମିତି ଭୁଲି ଯାଉଛି ତା ବାପା ହି ତାକୁ ଏତେ ସାହାଯ୍ୟ କରିଛି ନହଲେ ସେ ଆଜି ବି ଜେଲ ରେ ଥାନ୍ତା 😂😂😅😅😅
ଦୟା ବୋଧେ ଭୁଲି ଯାଇଛି ସେ ବିପଦ ରେ ପଡିଥିଲା ବେଳେ ତାକୁ ସାହୁ ବାବୁ ମାନେ ତା ବାପା ତାକୁ ସାହାୟ୍ଯ କରିଥିଲେ ଯାହା ଫଳ ରେ ଆଜି ଆୟନ୍ ପାଖରେ ଅଛି ନ ହେଲେ ତ ଆଜି ହାଜତ୍ ରେ ଥାନ୍ତା ନାଁ କ'ଣ ସାଂଗ ମାନେ ମୁଁ ଠିକ୍ କହିଲି ନାଁ👍👍👍👍
ଦିୟା ଏମିତି କହନି 😢😢 ବହୁତ ସାହାଯ୍ୟ କରିଛି ତୋ ବାପା ତତେ 😢😢
Arey sis ajikalika yuga seia jia help kariba Sia hi fasiba
Sethilagi kahaku help kariba ta hi bhul
ହଁ ଯେ ହେଲେ ସାହୁ ଏମିତି ଆୟନ କୁ ଏମିତି କହିବାର ନ ଥିଲା
ଦିଆ ଏମିତି କହି କି ଠିକ କଲାନି କି ସାହୁ ବାବୁ ବି ଏମିତି କହିବା କଥା ନୁହଁ ଆୟାନ୍ କୁ 👍🏻💯
😊😊😊😊😊😊😊😊
ଏ ସାହୁ ଯଦି diya Ayan ଆଉ ପୁରା ବଳବନ୍ତ ପରିବାର କୁ ଘରୁ ବାହାର କରିଦୟନ୍ତ diya ପୁରା sabad ହେଇଯାଆନ୍ତି
ସ୍ବାର୍ଥ ସରିଗଲେ ସବୁ ପର ହୋଇଯାଆନ୍ତି diya ଯେତେବେଳେ ଅସୁବିଧାରେ ପଡ଼ିଥିଲା ସେତେ ବେଳେ ସାହୁ ବାବୁ ସାହାଯ୍ୟ କରିଥିଲେ 😮😮
ଦିୟା ପୁରା ଠିକ୍ କହିଛି ମିତା କେତେ କଷ୍ଟରେ ତା ଛୁଆ ମାନଙ୍କୁ ଛୋଟରୁ ବଡ କରିଛି😢 ଯେତେବେଳେ କି ମିତାର ସବୁ ଛୁଆ ମାନଙ୍କୁ କାହାର ସାହାର୍ଯ୍ଯ ଆବଶ୍ୟକ ଥିଲା ସେତେବେଳେ ଏ ଦିୟାର ବାପା କୋଉଠି ଥିଲା ଏବେ ଆସି ଦିୟାକୁ ଏମିତି କହୁଛି ଯେ ଦିୟା ହେଉଛି ମିତାର ଅସଲି ଝିଅ ଯିଏକି ଆଜି ତା ମାଆକୁ ସାହାସ ଦେଇ ଆସିଛି😢👍🏻
ଠିକ୍ କହିଛ ହେଲେ ସାହୁ ବାବୁ କିଛି କରି ନାହାନ୍ତି କି?? ବାପା ନ ହେଲେ ନାଇ ଉଚିତ୍ ସମ୍ମାନ ତ ଦେଇ ପାରିବ
ଯେତେବେଳେ ତା so called husband love ତା ସାଥ ଛାଡ଼ି ଦେଇଥିଲା ସାହୁ ବାବୁ ହିଁ ତା ପାଖରେ ଠିଆ ହେଇ ଥିଲେ
ଭୁଲି ଗଲ ବୋଧେ
Mun b kahuchi je diya amiti kahiki kichhi thik karini hele se ragiba ta bi swabhabik na mita kete kasta kari amana nku bada karichi se sabu diya nije dekhichi
ସାହୁ ବାବୁ ଭୁଲ୍ କରୁଛନ୍ତି ତ ଥରେ ଦୀୟା କୁ ବୁଝାଇଥିଲେ ଭଲ ହେଇଥାନ୍ତା ଏମିତି ଆୟାନ କୁ ଧମକେଇବା ଟା ଠିକ୍ ନୁହେଁ 😢😢
Diya emiti kari thik kalani😢 jetebele kehi tate Biswas karuthileni setebele to bapa hin to sath deithila😊jail ru kadhithila seta bujhiparunu😢😊
Diya amiti kahibara narhila
Diyaku jie help karibe se emty hba but jie taaku hairan bejit karibe se tanku hin support kariba
Seita ta sata Katha ria jete taku bejit ki hairan Karu se Riya ku kebe bi kichhi kahibani
Full episodes plz 💞🌹
Diya bohut bada bhul karuchi sahubabu diyara samparka au se bibada re kehi na athila bele sahu babu sahajya karichanti
Full episode
Ta swami yaku pacharu na thila 😂😂😂 abe ta swami pain ta bapa ku 😂😂😂
Topic super ❤
Ya pare sahoo villian haba...
Ghoita prema 😂😂😂
❤❤❤❤
ଆଜି କାଲି ଭଲ କଲେ ହିଁ ଖରାପ୍ diya କୁ ତା ବାପା କେତେ ସାହାଯ୍ୟ ନ କରିଛି ଯେତେବେଳେ ଆୟାନ diya କୁ ଘରୁ ବାହାର କରିଦେଲା diya ଯେତେବେଳେ ପୁରା aka ହେଇଯାଇଥିଲା ଏଇ ସାହୁ ହି ତାକୁ ସାହସ ଦେଇଥିଲା ଯୋଉଠି ପାଇଁ ଆଜି diya ଖୁସିରେ ଅଛି ଆଜି ଏଇ diya ହି ଶିଖେଇ ଦେଲା କାହାକୁ ସାହାଯ୍ୟ କରିବା ହିଁ ସବୁଠୁ ଖରାପ
Diya beimanii karuchiii kaha pain aeii gharee punii etee roll faltu haba kehii bhi dekhibenii
diya ଗୋଟେ ଖରାପ ଝିଅ ଆକୁ ଖାଲି ଗୋଇଠା ଦେଇ ଘରୁ ବାହାର କରିବା କଥା ସାହୁ ପାଇଁ ଆଜି ସେ ଖୁସିରେ ଅଛି ଯେତେବେଳେ ଆୟାନ diya କୁ ଘରୁ ବାହାର କରିଦେଲା ସେତେବେଳେ ସାହୁ ହିଁ Diya କୁ ଅପନେଇଲା ଆଉ ଏବେ ସବୁ ଠିକ୍ ହେଇଗଲା ବୋଲି ଏ diya sahoo ସହିତ ଅଭଦ୍ର ଭଳି କଥା ହଉଚି ଛି ଖରାପ ଲାଗୁନି ଏ diya କୁ ଯିଏ ତାକୁ ସାହାଯ୍ୟ କଲା ତାକୁ ହିଁ ଏ ଗୋଇଠା ମାରିଲା
ଦିଆ ନିଜ ବାପା କୁ ଏମିତି କହିବାର ନଥିଲା 😮😮😮 ସେ ତାକୁ ବହୁତ ସାହାଯ୍ୟ କରିଛନ୍ତି 👍👍କୌମାନେ ଚାଁହୁଛ ଦିଆ ସାହୁ ବାବୁଙ୍କୁ ବାପା ବୋଲି ଗ୍ରହଣ କରୁ 👍👍👍ଜେତେ ଯାହା ହେଲେବି ସେ ତା ବାପା
Kain jete bele gote maa eka ta chua ku pale bahut kastare sete bele ta baba kouthi thae kn masanire au chua bada hela pare asiba kahiba mu to bopa na kn
ହଁ ତମ କଥା ଠିକ୍ କିନ୍ତୁ ସାହୁ ବାବୁ ଏବେ ଆସି କି ବହୁତ୍ help karichhanti ଯେତେବେଳ ତା so called husband ତା ସାଥିରେ ନଥିଲା@@banitapothal7734
Diya tik Adhika heuchhi
A duniyare kehi kahar nuha swurta pai hi any ku helf maganti
Diya Mr sahu ku bapa dakibare problem kn😢
Eida thik helani jamaru
Papa jhio bhitore lodhai armbho😅 Abe
Diya first think Sahu Babu help her in critical condition, when yr loving Ayan ignore u and send for imprisonment
Exactly
Mr Sahoo jadi Diya ku help kari nathante,Diya jail ru bahari pari nathata.Ayan ku jadi ete jaldi khyama karidelu then nija bapa ku kana pain khyama karunu?
Diya hi bhul sabu bele
Actually diya ro jha problem thila sabu bodhey thik haegola sethi pai se sahu babu ku ghara ru bahar koriki aue sabu misiki rohibe bodhey bapa no manile nhi atlist kichi to kohithanta
Dia ku sahu babu Kate halp kale Hale a dia Swami ki paila pare tanku jababa dauchi chi chi
👍👍👍👎👎👍👍👎
Arombho heigola na natok
Dia ra emti kahiba bilkul bi uchit helani jie ki dia ku bahut help karichanti
Hii
Ki bala serial eita kejani