Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଉପନ୍ୟାସ ସମଗ୍ର ଚନ୍ଦ୍ର ଶେଖର ରଥ ରେ ସେ ନିଜେ ଲେଖିଛନ୍ତି ୮ଟି
Dhanyawad mam 🙏
ଚନ୍ଦ୍ରଶେଖର ରଥ ଉପନ୍ୟାସ ସମାହାର୧)ଯନ୍ତ୍ରାରୂଢ ୨) ଅସୂର୍ଯ ଉପନିବେଶ ୩) ନବଜାତକ୪) ଦୃଶ୍ୟପଟ-ସକାଳରୁ ସକାଳ ୫) ସାଗର ବିହଙ୍ଗ ୬) କ୍ରମଶଃ ଗଭୀର ନଈ୭) ପିତୃମେଧ ୮) ଜମାନବନ୍ଦୀମୁଖବନ୍ଧରେ ଶ୍ରୀ ରଥ ସ୍ୱୀକାର କରିଛନ୍ତି ଯେ ସେ ତିନୋଟି ଉପନ୍ୟାସ ଲେଖିଛନ୍ତି ବୋଲି ସମାଲୋଚକମାନଙ୍କର ଧାରଣା। ଏହାର କାରଣ ମଧ୍ୟ କହିଛନ୍ତି। ସମ୍ଭବତଃ ପୁସ୍ତକଟି ୨୦୧୩ ମସିହାରେ ପ୍ରକାଶ ପାଇଥିବାରୁ କୌଣସି ବହିରେ ଏ ବିଷୟରେ ସୂଚନା ନାହିଁ। ତେଣୁ ସେ ତିନୋଟି ଉପନ୍ୟାସ ଲେଖିଛନ୍ତିବୋଲି ମୋର ମଧ୍ୟ ଧାରଣା ଥିଲା।
Right tankara 8 ti Novel 👍
ମୁଁ ଭାବୁଛି ସେଇ ୩ଟି ତାଙ୍କର ଉପନ୍ୟାସ କାରଣଅନ୍ୟାନ୍ୟ ସଙ୍କଳନରିଚାର୍ଡ ବାକ୍ଙ୍କ ଜନାଥନ୍ ସି’ଗଲ୍ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’ଆଉକ୍ରମଶଃ ଗଭୀର ନଈ ହେଉଛି ଏକ କ୍ଷୁଦ୍ର ଗଳ୍ପ ଯାହାକି ୧୯୬୯ ମସିହାରେ ପ୍ରକାଶିତ ହୋଇଥିଲା ଆଉ ଆପଣ ମାନେ ଟିକେ ଚେକ୍ କରିକୀ ଆପଣଂକ ମତ ଜଣେଇବେ
ପ୍ରକାଶ କାଳ ଦୃଷ୍ଟିରୁ ଦେଖିଲେ " ଅସୂର୍ଯ ଉପନିବେଶ" ପ୍ରଥମ ଉପନ୍ୟାସ। ତାହାଲେ ତାଙ୍କର ପ୍ରଥମ ଉପନ୍ୟାସ " ଯନ୍ତ୍ରାରୂଢ଼" କେମିତି ହେବ ?
ବହୁତ ସୁନ୍ଦର ଆଲୋଚନା
Hmm 3 upanyasa written by chandrasekhara rath
Thank U mam
👍👍👍👍👍
🙏🙏🙏🙏🙏
Utkala darpana
Mam apana nka bahuta dharya.......abagia prasna ra ete sundar bhabare ans karuchanti....
ଠିକ୍ କହିଛନ୍ତି
Mam ବିଭୂତି ପଟ୍ଟନାୟକ ଙ୍କ 68 ଟି ଉପନ୍ୟାସ ରହିଛି ଶେଷ ଉପନ୍ୟାସ ଟି କାଳ ଅକଳା - 2021 ରେ ପ୍ରକାଶ ପାଇଛି
ପ୍ରମେୟ ରବିବାରରେ କାଳ ଅକାଳ ପ୍ରକାଶ ପାଉଥିଲା। ମୁଁ ଆରମ୍ଭରୁ କେତୋଟି ଅଧ୍ୟାୟ ପଢ଼ିଛି। ତାରିଖ ମନେନାହିଁ। ଜଣାଇବାକୁ ଅନୁରୋଧ।
ଚନ୍ଦ୍ରଶେଖର ରଥ ଦୁଇଜଣ ଅଛନ୍ତି
Sadhana ra pathe upare
ପାଖା ପାଖି 84ଟା ଉପନ୍ୟାସ
11no ans plz correct kouta kuhantu?chandrasekhar rathankr
Sanatana
Madam koutha thik.. jantra rudha..1967 na...1977 thik
SSB RE NEGATIVE MARKING ACHHI NA NAHIN ?
Yes
Chandra Sekhar ratha nka 3 ti hin upanyasa rahichi ethire sandeha nai
ବିଭୂତି ପଟ୍ଟନାୟକଙ୍କର ପ୍ରଥମ ଉପନ୍ୟାସଟି କଣ ତାର ନାଁ ଟି ଜଣାଇ ବାକୁ ଅନୁରୋଧ....
Chandrashekhar Ratha nka 8 ti Novel 3 ti nuhe ....
ଉପନ୍ୟାସ ସମଗ୍ର
ଚନ୍ଦ୍ର ଶେଖର ରଥ ରେ ସେ ନିଜେ ଲେଖିଛନ୍ତି ୮ଟି
Dhanyawad mam 🙏
ଚନ୍ଦ୍ରଶେଖର ରଥ ଉପନ୍ୟାସ ସମାହାର
୧)ଯନ୍ତ୍ରାରୂଢ
୨) ଅସୂର୍ଯ ଉପନିବେଶ
୩) ନବଜାତକ
୪) ଦୃଶ୍ୟପଟ-ସକାଳରୁ ସକାଳ
୫) ସାଗର ବିହଙ୍ଗ
୬) କ୍ରମଶଃ ଗଭୀର ନଈ
୭) ପିତୃମେଧ
୮) ଜମାନବନ୍ଦୀ
ମୁଖବନ୍ଧରେ ଶ୍ରୀ ରଥ ସ୍ୱୀକାର କରିଛନ୍ତି ଯେ ସେ ତିନୋଟି ଉପନ୍ୟାସ ଲେଖିଛନ୍ତି ବୋଲି ସମାଲୋଚକମାନଙ୍କର ଧାରଣା। ଏହାର କାରଣ ମଧ୍ୟ କହିଛନ୍ତି। ସମ୍ଭବତଃ ପୁସ୍ତକଟି ୨୦୧୩ ମସିହାରେ ପ୍ରକାଶ ପାଇଥିବାରୁ କୌଣସି ବହିରେ ଏ ବିଷୟରେ ସୂଚନା ନାହିଁ। ତେଣୁ ସେ ତିନୋଟି ଉପନ୍ୟାସ ଲେଖିଛନ୍ତିବୋଲି ମୋର ମଧ୍ୟ ଧାରଣା ଥିଲା।
Right tankara 8 ti Novel 👍
ମୁଁ ଭାବୁଛି ସେଇ ୩ଟି ତାଙ୍କର ଉପନ୍ୟାସ
କାରଣ
ଅନ୍ୟାନ୍ୟ ସଙ୍କଳନ
ରିଚାର୍ଡ ବାକ୍ଙ୍କ ଜନାଥନ୍ ସି’ଗଲ୍ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
ଆଉ
କ୍ରମଶଃ ଗଭୀର ନଈ ହେଉଛି ଏକ କ୍ଷୁଦ୍ର ଗଳ୍ପ ଯାହାକି ୧୯୬୯ ମସିହାରେ ପ୍ରକାଶିତ ହୋଇଥିଲା ଆଉ ଆପଣ ମାନେ ଟିକେ ଚେକ୍ କରିକୀ ଆପଣଂକ ମତ ଜଣେଇବେ
ପ୍ରକାଶ କାଳ ଦୃଷ୍ଟିରୁ ଦେଖିଲେ " ଅସୂର୍ଯ ଉପନିବେଶ" ପ୍ରଥମ ଉପନ୍ୟାସ। ତାହାଲେ ତାଙ୍କର ପ୍ରଥମ ଉପନ୍ୟାସ " ଯନ୍ତ୍ରାରୂଢ଼" କେମିତି ହେବ ?
ବହୁତ ସୁନ୍ଦର ଆଲୋଚନା
Hmm 3 upanyasa written by chandrasekhara rath
Thank U mam
👍👍👍👍👍
🙏🙏🙏🙏🙏
Utkala darpana
Mam apana nka bahuta dharya.......abagia prasna ra ete sundar bhabare ans karuchanti....
ଠିକ୍ କହିଛନ୍ତି
Mam ବିଭୂତି ପଟ୍ଟନାୟକ ଙ୍କ 68 ଟି ଉପନ୍ୟାସ ରହିଛି
ଶେଷ ଉପନ୍ୟାସ ଟି କାଳ ଅକଳା - 2021 ରେ ପ୍ରକାଶ ପାଇଛି