Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ନିର୍ମଳ ଚନ୍ଦ୍ରମଣ୍ଡଳ ସରଗେ ବିରାଜିଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜିଚାହିଁ କୁମର କାତରଲେଖି ଆରମ୍ଭିଲା ବସି ବିନୟ ପତର ।।ଜାନକୀବଲ୍ଲଭ ପଦ୍ମପାଦେ ଚିତ୍ତ ଥାଉରାଜସୁତା ପ୍ରୀତିକଉଶଳାକୁ ଚିଠାଉଏବେ ମରୁଅଛି ଝୁରିଦରିଦ୍ର ରତନ ପାଇ ହରାଇଲା ପରି ।।ତୁୁ ମୋ ପ୍ରତିଚକ୍ଷୁ ଯେଣୁ ହୋଇଛୁ ଅନ୍ତରଦିଶୁ ନାହିଁ କିଛି କାହିଁ ଆନ ପ୍ରତିକାରନୂଆ ଅନ୍ଧ ପ୍ରାୟେ ହୋଇଅନୁକ୍ଷଣେ ଆକୁଳ ବଢୁଛି ପ୍ରାଣ ସହି ।।ଦୂରେ ଥିଲା ପାଶେ ଅଛି ଏହା ଥିବୁ ଘେନିକେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀପ୍ରୀତି ଅଭେଦ ତାଙ୍କରଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।।ଯେତେ ଦୂରେ ପତ୍ର ପଡିଥିଲେ ରେ ନବୀନାଚିହ୍ନା କି ନ ହୁଏ ଆନେ ବୃକ୍ଷ ନାମ ବିନାବନ୍ଧୁ ତେମନ୍ତେ ମୁଁ ତୋରସବୁଠାରେ କୁହାଉଛି ସୁନ୍ଦରୀ ପୟର ।।ଯେଣେ ଅନାଇଲେ ଇନ୍ଦ୍ରଜାଲ ପ୍ରାଏ ଦିଶୁମୁକୁର ବିମ୍ବ ପରାଏ ପାଶକୁ ନ ଆସୁ ।ଏଣ ହଟ କାହିଁ ପାଇଁମୋହ ଜାଣିବାରେ ମୁଁ ତ ଦୋଷ କରି ନାହିଁ ।।ଏତେ ଲେଖି ଦୂତ କରେ ଦେଇଣ ପେଶିଲାକୁରରୀ ପରାୟେ ଚିନ୍ତା ବିପତ୍ତି ଦହିଲାକଲେ କେତେ ଦିନ ଶେଷବାଳା ପାଶେ ଦୂତ କଲା ଚିଟାଉ ପ୍ରବେଶ ।।
ବହୁତ୍ ସୁନ୍ଦର ଛାନ୍ଦ, ଅତୁଳନୀୟ 🙏
Evergreen gems and jewels of soil of odisha to be kept preserved for future generations. Please upload the Sambalpuri radio songs of late legend Fakir Pattnaik, Kaliprasad Sarangi, Gunanidhi Dash, etc.
Thank you sir. Will certainly try to find the aforementioned songs.
So sweet singing of Bhajan Samraat Shri Bhikari Bal ji !Thank you very much .
ଓଁ ଜୟ ଜଗନ୍ନାଥ🙏
Jay Jagannath 🙏🙏🙏
Mugoc
ନିର୍ମଳ ଚନ୍ଦ୍ରମଣ୍ଡଳ ସରଗେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି
ଚାହିଁ କୁମର କାତର
ଲେଖି ଆରମ୍ଭିଲା ବସି ବିନୟ ପତର ।।
ଜାନକୀବଲ୍ଲଭ ପଦ୍ମପାଦେ ଚିତ୍ତ ଥାଉ
ରାଜସୁତା ପ୍ରୀତିକଉଶଳାକୁ ଚିଠାଉ
ଏବେ ମରୁଅଛି ଝୁରି
ଦରିଦ୍ର ରତନ ପାଇ ହରାଇଲା ପରି ।
।
ତୁୁ ମୋ ପ୍ରତିଚକ୍ଷୁ ଯେଣୁ ହୋଇଛୁ ଅନ୍ତର
ଦିଶୁ ନାହିଁ କିଛି କାହିଁ ଆନ ପ୍ରତିକାର
ନୂଆ ଅନ୍ଧ ପ୍ରାୟେ ହୋଇ
ଅନୁକ୍ଷଣେ ଆକୁଳ ବଢୁଛି ପ୍ରାଣ ସହି ।
।
ଦୂରେ ଥିଲା ପାଶେ ଅଛି ଏହା ଥିବୁ ଘେନି
କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ
ପ୍ରୀତି ଅଭେଦ ତାଙ୍କର
ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।।
ଯେତେ ଦୂରେ ପତ୍ର ପଡିଥିଲେ ରେ ନବୀନା
ଚିହ୍ନା କି ନ ହୁଏ ଆନେ ବୃକ୍ଷ ନାମ ବିନା
ବନ୍ଧୁ ତେମନ୍ତେ ମୁଁ ତୋର
ସବୁଠାରେ କୁହାଉଛି ସୁନ୍ଦରୀ ପୟର ।
।
ଯେଣେ ଅନାଇଲେ ଇନ୍ଦ୍ରଜାଲ ପ୍ରାଏ ଦିଶୁ
ମୁକୁର ବିମ୍ବ ପରାଏ ପାଶକୁ ନ ଆସୁ ।
ଏଣ ହଟ କାହିଁ ପାଇଁ
ମୋହ ଜାଣିବାରେ ମୁଁ ତ ଦୋଷ କରି ନାହିଁ ।
।
ଏତେ ଲେଖି ଦୂତ କରେ ଦେଇଣ ପେଶିଲା
କୁରରୀ ପରାୟେ ଚିନ୍ତା ବିପତ୍ତି ଦହିଲା
କଲେ କେତେ ଦିନ ଶେଷ
ବାଳା ପାଶେ ଦୂତ କଲା ଚିଟାଉ ପ୍ରବେଶ ।
।
ବହୁତ୍ ସୁନ୍ଦର ଛାନ୍ଦ, ଅତୁଳନୀୟ 🙏
Evergreen gems and jewels of soil of odisha to be kept preserved for future generations. Please upload the Sambalpuri radio songs of late legend Fakir Pattnaik, Kaliprasad Sarangi, Gunanidhi Dash, etc.
Thank you sir. Will certainly try to find the aforementioned songs.
So sweet singing of Bhajan Samraat Shri Bhikari Bal ji !
Thank you very much .
ଓଁ ଜୟ ଜଗନ୍ନାଥ🙏
Jay Jagannath 🙏🙏🙏
Mugoc