ରାଷ୍ଟ୍ରପତି କହିଲେ ସୁର ଭାଇଙ୍କୁ ଧରିଆଣ | President Murmu called Sura Bhai | Khabar Odisha

Поделиться
HTML-код
  • Опубликовано: 16 окт 2024
  • ରାଷ୍ଟ୍ରପତି କହିଲେ ସୁର ଭାଇଙ୍କୁ ଧରିଆଣ | President Draupadi Murmu called Sura Bhai
    #suraroutray #droupadimurmu #surabhai #presidentdraupadimurmu
    If you liked our Video Please LIKE, SHARE and SUBSCRIBE to our channel for more news update
    For Latest News Follow us on:
    Website: khabarodisha.com/
    Facebook: / khabaraodisha
    #KhabarOdisha #Odishanews @khabarodisha6516

Комментарии • 786

  • @RaghunathMurmu-fo1sm
    @RaghunathMurmu-fo1sm Год назад +416

    ମହାମହିମ ରାଷ୍ଟ୍ରପତିଙ୍କର ହୃଦୟ ବହୁତ ବଡ଼। ସେ ସମସ୍ତଙ୍କର ହୃଦୟ ରେ ରହି ସାରିଲେଣି ❤❤❤ ଭୟେ ଉତ୍କଳ ଜନନୀ.. ଜୟ ଜଗନ୍ନାଥ...ଜୟ ଓଡ଼ିଶା..ଜୟ ଭାରତ

    • @dhenkanalcomedyking3890
      @dhenkanalcomedyking3890 Год назад +18

      ଜଣେ ଓଡ଼ିଆ ମହିଳା ଙ୍କ ପାଇଁ ଆମେ ଆଜି ଗର୍ବିତ

    • @debashisbehera2318
      @debashisbehera2318 Год назад +2

      Bhai aapna future Naveen babu

    • @dhenkanalcomedyking3890
      @dhenkanalcomedyking3890 Год назад +6

      @@debashisbehera2318 ମୁଁ ନବୀନ ପଟ୍ଟନାୟକ ହେଲେ ତୁମକୁ ମୋ ପିଅନ୍ କରିଦେବି

    • @satyabratamahalik
      @satyabratamahalik Год назад

      ​@@dhenkanalcomedyking3890😂😂😂😂

    • @dibya63
      @dibya63 Год назад

      ​@@dhenkanalcomedyking3890ସେ ତ କିଛି ଗର୍ବୀତିଆ କାମ କରି ନାହାନ୍ତି ତେଣୁ ଗର୍ବିତ ହେଲେ କିପରି

  • @jayantsethi3353
    @jayantsethi3353 Год назад +167

    ସୁର ଭାଇ ଗୋଟେ ବଡ଼ ସମସ୍ୟା ର ସମାଧାନ ପାଇଁ ଲେଖିଛନ୍ତି ଶୁଣି ଖୁସି ଲାଗିଲା । ସବୁ ଆଡ଼େ ଏହି ଶବର ଆଉ ସ ଅ ର ସମସ୍ୟା ପାଇଁ ଆଦିବାସୀ ଲୋକ ଜାତି ସାର୍ଟିଫିକେଟ ପାଇ ପାରୁ ନାହାନ୍ତି ।

  • @Namosibhay
    @Namosibhay Год назад +125

    ସୁରଭାଇ , ରାଷ୍ଟ୍ରପତି ନିର୍ବାଚନ ରେ ତମେ ତାଙ୍କୁ ଭୋଟ ଦେଲ ନାହିଁ , ତଥାପି ସେ ଶ୍ରଦ୍ଧା ରେ ତୁମକୁ ନାଁ ଧରି ଡାକିଲେ । ସେ କେତେ ମହାନ , ଆଉ ତମେ.....ଛାଡ଼ ।

    • @chaitanyabindhani2889
      @chaitanyabindhani2889 Год назад +8

      Waah Bhai Attiutam 👍

    • @SKumar-rb1tz
      @SKumar-rb1tz Год назад +4

      Rajaniti re epari huye, Dara ra urdhar re kehi nuhanti. Jepari gamanga Babu nka vote re Bajpayee sarakarakara nkara patana ghatithila.

    • @soumyaswain9372
      @soumyaswain9372 Год назад +1

      Tu dekhi thilu

    • @soumyaswain9372
      @soumyaswain9372 Год назад

      Kuadu asucha sabu

    • @susantgarnaik5542
      @susantgarnaik5542 Год назад +4

      ଠିକ କହିଛ ସେ ସମୟରେ ସୁର କହିଲା ପ୍ରଥମେ party ତାପରେ ମାଟି

  • @sudhirkumaracharya1006
    @sudhirkumaracharya1006 Год назад +32

    ସୁର ଭାଇଙ୍କ ଦାବି ଯଥାର୍ଥ, ସଅର ମାନଙ୍କୁ ଶବର କରି ଆଦିବାସୀ ମାନ୍ୟତା ଦିଆଯାଉ,

  • @dwarikanath1958
    @dwarikanath1958 Год назад +11

    ତୁମ ଦୁଇଜଣ ଙ୍କ ସମ୍ପର୍କ ଏଇଭଳି ବଜାୟ ରହୁ ଓ ଏ ଭିତରେ ରେ ଓଡ଼ିଶାର ଵି ମଙ୍ଗଳ ହଉ|

  • @chintubhai669
    @chintubhai669 Год назад +29

    ଶୁର ଭାଇ ଗୋଟେ ଖୋଲା ହୃଦୟ ଲୋକ କିନ୍ତୁ ଲୋକ ତାଙ୍କୁ ଆଣଦେଖା କରନ୍ତି 🙏

  • @babadas4868
    @babadas4868 Год назад +63

    ସୁରଭାଇ ଜିନ୍ଦାବାଦ୍ ! ଜଗନ୍ନାଥ ତାଙ୍କୁ ନିରୋଗ ଓ ଦୀର୍ଘାୟୂ କରନ୍ତୁ । ତାଙ୍କ ଜୀବନ ବହୁତ ମୂଲ୍ୟବାନ ଆମ ସମସ୍ତଙ୍କ ପାଇଁ । ❤🎉👏

    • @premsansaar4087
      @premsansaar4087 Год назад +2

      Congress re khali mc mane achanti eta b gote murkha 🤣🤣🤣🤣🤣🤣

    • @NilamaniDas-rv5mu
      @NilamaniDas-rv5mu Год назад

      @@premsansaar4087
      ..
      97 hi my

  • @anamikafitnessmorada7046
    @anamikafitnessmorada7046 Год назад +129

    ସୁର ତୁ ନିଜେ କହୁଥିଲୁ ଦ୍ରପଦୀ କୁ ରାଷ୍ଟ୍ର ପତି କରନି। ଏଇଟା କଣ ଭୁଲି ଗଲୁ ମାଗିହା
    ଆଜି କହୁଚୁ ମୋତେ ଡାକିଛି ଲଜ୍ଜା ଲାଗୁନି।

  • @pradeepsahoo6612
    @pradeepsahoo6612 Год назад +1

    ସୁନ୍ଦର ପ୍ରସ୍ତାବ ଆପଣଂକୁ ସଂଗ୍ରାମୀ ଅଭିନନ୍ଦନ 👍

  • @rabindrakumarmohanty9415
    @rabindrakumarmohanty9415 Год назад +85

    ସଵୁ ହେଲା ଯେ ଆମ ଓଡିଆ ଝିଅ ଙ୍କୁ କଂଗ୍ରେସ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ରେ ଵିରୋଧ କରୁଥିଲା କାହିଁକି ସୁର ବାବୁ କିଛି କ଼ହୁ ନ ଥିଲେ।ଵା ଵା ରେ ଓଡ଼ିଆ ପୁଅ ଲଜ୍ଜା ଲଜ୍ଜା ଆ ଥୁ।

    • @tusarikamishra7959
      @tusarikamishra7959 Год назад

      Wlhvkg bhi kaha ki vah apane aap ko bhi kaha ki vah apane aap ko bhi kaha ki vah apane aap ko bhi kaha jata ki jayegi isake bad ab zaharili bhi is tarah ki jayegi isake bad bhi

    • @rajkumarpanda3864
      @rajkumarpanda3864 Год назад +4

      Mohmd mokim jetey beley mati aga party pacha kahi Murmu madm ku vote deley sura chutia taku bahut gali deuthila.Kahila party aga.Abey pua ku MLA kariba lagi dhari Naveen patnaik ku nei dekha kari tela maruthila.Most horrible aau abhadra politician.

    • @nyayabratamohanty7651
      @nyayabratamohanty7651 Год назад +2

      Aeta rajaniti ....dala gote batare sampark gote batare ...
      President heigale se desara kou dalar dharajibani bhai

    • @Xxxlgey
      @Xxxlgey 11 месяцев назад

      ଓଡ଼ିଆ ପୁଅ କହି ଥୁ କରନା , ତୁ କିଏ କି.. ବିହାରୀ ଲୌଡ଼ା??
      ଡ଼ାଇରେକ୍ଟ ସୁର ରାଉତ କହି... ଥୁ କରେ..

    • @rabindrakumarmohanty9415
      @rabindrakumarmohanty9415 11 месяцев назад

      @@Xxxlgey ଜଣେ ଓଡ଼ିଆ ହିସାବରେ ନିଜକୁ ଗର୍ବିତ ହେବା ଉଚିତ୍ କିନ୍ତୁ ଅନ୍ୟ କୁ ଅନ୍ୟକୁ କହିଵା ପୁର୍ବରୁ ନିଜର ଜ୍ଞାନ ବିଷୟରେ ଅଵଗତ ହେଵା ଜରୁରୀ। ଓଡ଼ିଶାର ରେ ଭାଷା ଆନ୍ଦୋଳନ କେଵେ ହୋଇ ଥିଲା ଓ କେଉଁମାନେ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଓଡିଶା କେଵେ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେଲା ଓ ଓଡ଼ିଆ ଭାଷାରେ ଆଉ କେଉଁ ଭାଷା ମିଶିକି ରହିଛି।ନିଜର ବ୍ୟାକରଣ ଜ୍ଞାନ ବୋଧହୁଏ ଅଧିକା ତେଣୁ ଅର୍ଥ କୁ ଅନର୍ଥ କରୁଛ ପ୍ରସଙ୍ଗ ଟିରେ କର୍ତ୍ତା କିଏ ଓ କାହାକୁ କୁହା ଯାଇଛି ସେ କଥା ଵୁଝିଵା ଦରକାର।

  • @KISHORK5PRODUCTION
    @KISHORK5PRODUCTION Год назад +4

    ଭାରତ ମାଁ ତା 🙏🙏🙏🙏

  • @itssunil4409
    @itssunil4409 Год назад +1

    # Sura Bhai Jindabad.....Love From Begunia Block ❤️❤️❤️❤️

  • @ERJRPARIDAODIAVLOGS
    @ERJRPARIDAODIAVLOGS Год назад +71

    ଓଡ଼ିଶାର ଲୋକଙ୍କ 🙏🌿ନେତା ସୁର ଭାଇ🎉🎉

    • @kakolibera9010
      @kakolibera9010 Год назад +4

      ବାଳ ନା

    • @ranjitkumarbhoi612
      @ranjitkumarbhoi612 Год назад +3

      କିନ୍ତୁ ସୁର ଭାଇ vote ଦେଇନଥିଲେ 😂😂

  • @creativeRanU
    @creativeRanU Год назад +4

    ଧନ୍ୟବାଦ ସୁର ଭାଇ. ବହୁତ ଭଲ କାମ ଟେ କରିଛନ୍ତି.

  • @narendradehuri6104
    @narendradehuri6104 Год назад +2

    ବହୁତ ବହୁତ ଧନ୍ୟବାଦ ସାର୍

  • @singarpankajkumar1583
    @singarpankajkumar1583 Год назад +46

    ହେଲା ଯେ ଭୋଟ ଦେଲା ବେଳେ କଣ କହୁଥିଲେ ଆପଣ

  • @dilliprath5144
    @dilliprath5144 Год назад +24

    କାଇଁ ସୋନିଆ କହୁନୁ ? ତୁ କଣ ତାଙ୍କୁ ଭୋଟ ଦେଇଥିଲୁ ? ତୋ ପାଇଁ ମାଟି ଆଗ ନୁହଁ. ପାର୍ଟି ଆଗ ,ନିର୍ଲଜ . ଓଡ଼ିଶା ର ବେଈମାନ .

    • @mishrabisudhananda3551
      @mishrabisudhananda3551 Год назад +4

      ସୁର ବାବୁଙ୍କୁ ଦେଖିଲେ ,ନିମକ ହାରାମ ଜାଗିରଦାର କଥା ମନେ ପଡେ।ଖଣ୍ଡାୟତ କୁଳ କଳଙ୍କ।

    • @sksxyz2397
      @sksxyz2397 Год назад +2

      ​@@mishrabisudhananda3551exactly

    • @sksxyz2397
      @sksxyz2397 Год назад +2

      ଦୋମୁହାଁ । Credit ନେବା ପାଇଁ ବିକଳ ।

  • @purnanandaparivarmalasapad5925
    @purnanandaparivarmalasapad5925 Год назад +1

    ଏ କାମ ଟି ଭଲ ଲାଗିଲା ।🙏

  • @prasantakumarsamal373
    @prasantakumarsamal373 Год назад +2

    ବହୁତ୍ ବଢିଆ ହେଲା ଆପଣ ଙ୍କୁ ବହୁତ୍ ଧନ୍ୟବାଡ

  • @bijoyapriyadarsinidash922
    @bijoyapriyadarsinidash922 Год назад +21

    Sura ଭାଇ କିନ୍ତୁ ଭୋଟ ଦେଲେନି

  • @soulvoiced3570
    @soulvoiced3570 Год назад +45

    Daring veteran leader of Odisha above party level. We love u.long live sir.

    • @shaktimohanty707
      @shaktimohanty707 Год назад

      Useless leader

    • @gaganbiharinayak8713
      @gaganbiharinayak8713 Год назад

      ଦୟାକରି ହରିଜନ ଅବୈଧ ଶବ୍ଦ ନ କହି SC କହିଲେ ଭଲ ହେବ

  • @subratsahoo7603
    @subratsahoo7603 Год назад +10

    Madam president ....our pride ....odisha pride ...long live 🙏🙏🙏🙏

  • @rajeshchhotaray8685
    @rajeshchhotaray8685 Год назад +12

    You are great leader fighting for real victims

  • @borntohelp3531
    @borntohelp3531 Год назад +2

    ସୁର ଭାଇ ବହୁତ ଭଲ ❤️‍🔥💪

  • @kishorbhaiofficial33
    @kishorbhaiofficial33 9 месяцев назад +1

    ଜୟ କଂଗ୍ରେସ ଜୟ ମା ସମଲେଶ୍ୱରୀ 🙏🙏🙄🙄

  • @Enewsodisha24
    @Enewsodisha24 Год назад +11

    ସାର ଆପଣ ଠିକ କହିଛନ୍ତି କିନ୍ତୁ ଖାଲି ସେଇ 4ଟି ଜିଲ୍ଲା ନୁହଁ ଓଡିଶା ର ସବୁ ଜିଲ୍ଲା ରେ ସେଇ ଜାତି ର ଭାଇ ଭଉଣୀ ମାନେ ଅଛନ୍ତି ସେମାନଙ୍କର ବି ହବା ଦରକାର...🙏

  • @sagripashamanta9052
    @sagripashamanta9052 Год назад +7

    ଆମ କୋରାପୁଟ ମାଲକାନଗିରି ରାୟଗଡା kn ବଡ଼ ସିଟି ଆମୋର ଏଟି ଗରୀବ ଲୋକ ବହୁତ ଲୋକ ଅଛୁ ସୁର sir ଆମକୁ ସୁବିଧା ଦିଅ

  • @chandanbhoi1156
    @chandanbhoi1156 Год назад +3

    ମାଲକାନଗିରି, କୋରାପୁଟ ଏଇ ମାନେ କୁଆଡେ ଗଲେ ସୁର ସାର ସେମାନେ ଆଦିବାସି ନୁହନ୍ତି କି 🙏🙏🙏

  • @samirapradhan3367
    @samirapradhan3367 Год назад +3

    ସୁର ଭାଇ ସୁପର ହିରେ❤❤❤❤❤

  • @multiknowledgesociety2331
    @multiknowledgesociety2331 Год назад +24

    ସୁର ଭାଇ ଜିନ୍ଦାବାଦ

  • @dilseindian1077
    @dilseindian1077 Год назад +55

    Sura bhaina is a real person of flesh and blood...

  • @sudhansubhusandash8764
    @sudhansubhusandash8764 Год назад +11

    Surabhai is the bhai of all,a popular personality

  • @ratankumarmahapatra7086
    @ratankumarmahapatra7086 Год назад +3

    ଓଃ Beautiful ମାଡ଼ି ଚାଲ

  • @niranjanmohapatra849
    @niranjanmohapatra849 Год назад +20

    ସୁର ଭାଇ ପ୍ରଣାମ !ଆପଣଙ୍କ ସମୟରେ ଅର୍ଥାତ ଶ୍ରୀଯୁକ୍ତ ଜୟଦେବ ଜେନା ଯିଏକି 1988/1989 ରେ ଶିକ୍ଷାମନ୍ତ୍ରୀ ଥିଲେ. ସେ ସମୟରେ ମାତ୍ର 1085 ଟି ମାଧ୍ୟମିକ ସ୍କୁଲ ପ୍ରତିଷ୍ଠା ହୋଇଥିଲା କିନ୍ତୁ ଆର୍ଥିକ ଆଳ ଦେଖାଇ ଆମକୁ ଅନୁଦାନ ଦେଇପାରିଲେ ନାହିଁ. ଯାହାକି ପରବର୍ତ୍ତୀ ସମୟରେ ବ୍ଲକଗ୍ରାଣ୍ଟ ନାମରେ ନାମିତ ହେଲା ଏବଂ ଆମେ ବର୍ତ୍ତମାନ ଅବସର ନେଲେବି ଔଷଧ ଟୋପାଏ ଖାଇବା ଲାଗି ପେନସନ ପାଉନାହୁଁ. ଅନ୍ତତଃ ଆମପାଇଁ ପେନସନ କରେଇ ପାରିଲେ ଆମେ ଖୁସି ହୋଇପାରନ୍ତୁ. ଧନ୍ୟବାଦ ଜୟ ଜଗନ୍ନାଥ 🙏🙏

  • @manojkhatua5412
    @manojkhatua5412 11 месяцев назад

    ଅତି ସୁନ୍ଦର

  • @suryakantpradhan2409
    @suryakantpradhan2409 Год назад +2

    ସୁର ଭାଇ ଆପଣକୁ ବହୁତ ବହୁତ ଧନ୍ୟବାଦ

  • @shridharamalik7987
    @shridharamalik7987 Год назад +2

    Dhanyawad Sura bhai badhia kama karichhsnti

  • @gobindachandra2018
    @gobindachandra2018 Год назад +2

    ଅତିସୁନ୍ଦର ଧନ୍ଯବାଦ ସୁରବାବୁ

  • @mangulidehuri514
    @mangulidehuri514 Год назад +2

    Thanks ସୁରଭାଇ🎉

  • @nareshbehera5052
    @nareshbehera5052 Год назад +7

    ସୁର ଅଜା ଭୋଟ କାହାକୁ ଦେଇଥିଲ

  • @aefessociety5134
    @aefessociety5134 Год назад +5

    See this man All of a sudden 360° changed.. 😂😂😂🎉

  • @m_s_sagar5050
    @m_s_sagar5050 Год назад +4

    ଆଜି ଶଅର ଶବର ପାଇଁ କେତେଯେ ଆଦିବାସୀ ଭାଇ ଭଉଣୀ ମାନେ cast certificate ପାଇ ପାରୁନାହାନ୍ତି ! ସେ education ହଉ କି job ହଉ କୌଣସି କ୍ଷେତ୍ରରେ ଆଗକୁ ବଢ଼ି ପାରୁନାହାନ୍ତି ଧନ୍ୟବାଦ୍ ସୁର sir 🙏 ଆପଣ ମହା ମହିମ ରତ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ପାଖକୁ ଚିଠି ଲେଖି ଗୋଟେ ବଡ଼ ମହତପୂର୍ଣ୍ଣ କାର୍ଯ୍ୟ କରିଛନ୍ତି 🙏 ମୁଁ ନିଜେ ବି ଗୋଟେ cast certificate ଟେ ପାଇପରୁନାହିଁ କେବଳ ଶଅର ଜାତି ହେଇଯାଇଛି ବୋଲି 😢😭 ଶବର ହେଇଥିଲେ cast certificate ମିଳିଥାନ୍ତା 😭

  • @rjok5074
    @rjok5074 Год назад +4

    Sura ଭାଇ ଜିନ୍ଦାବାଦ

  • @chintabag1358
    @chintabag1358 Год назад +17

    True leader of odisha and very very kind hearted man.whom we looks happy comes in our face and say bravely what's comes in his mind with open heart ❤️.in national lallu Yadav bites and in Odisha only Sura aja❤❤❤❤❤

  • @ashokkumarmohapatra3291
    @ashokkumarmohapatra3291 Год назад +10

    Salute to our president maa🙏and Sura bhai is the best

  • @arabindaBabu4985
    @arabindaBabu4985 Год назад

    ଧନ୍ୟବାଦ

  • @pravatkumarnayak6680
    @pravatkumarnayak6680 Год назад +1

    Thank you so much Dil se 🙏🙏sura sir you are really great person 👌👌

  • @MrSantuYouTubeChanelAmaOdisha
    @MrSantuYouTubeChanelAmaOdisha Год назад

    ଅତିସୁନ୍ଦର ବାର୍ତ୍ତା ନୟାଗଡ ବାସୀ ଅତି ଆନନ୍ଦିତ ହେବେ

  • @bibhutibhusannayak6445
    @bibhutibhusannayak6445 Год назад

    ଧନ୍ଯ ଆମେ ଓଡ଼ିଶାବାସୀ ।

  • @jeebanjyotimishra7395
    @jeebanjyotimishra7395 Год назад +7

    ତା ହେଲେ ପାର୍ଟି ଆଗ ନା ମାଟି ବିଚାର କର। କଂଗ୍ରେସ ଦଳର ସବୁବେଳେ ନିମ୍ନ ମାନର ବିଚାରଧାରା

  • @khagendraprasadmaharana9707
    @khagendraprasadmaharana9707 Год назад +14

    I am very glad to know about sura bhai😅

  • @priyabrataswain5273
    @priyabrataswain5273 Год назад

    thank you sir and salut u

  • @ajitsahu1471
    @ajitsahu1471 Год назад +1

    କଂଗ୍ରେସ ସରକାର ଥିଲାବେଳେ ତମେ କଣ କରିପାରିଲ ନାହିଁ...??? ସେତେବେଳେ କଣ କେନା ଟେକୁଥିଲ,,,

  • @muktiranjanpatra4538
    @muktiranjanpatra4538 Год назад

    Thank you Sura rauta Rai sir ji

  • @herokings9042
    @herokings9042 Год назад +1

    ସୁର ଭାଇ ଆପଣ ଭୋଟ ଦେଇଛନ୍ତି ତ😂😂😂

  • @SUSHILARJUNNDAS
    @SUSHILARJUNNDAS 11 месяцев назад

    ଜୟ ମୋ ମାତୃଭାଷା ନମଃ

  • @Krushnaranjan-um5li
    @Krushnaranjan-um5li Год назад +4

    ସୁର ଭାଇ....... ତମ କଥା ମନକୁ ଛୁଇଁଲା

  • @spectrumworld958
    @spectrumworld958 Год назад +6

    Not security... They are also The President Body Guard ( Army Officer)

  • @nirodakumarsatapathy8168
    @nirodakumarsatapathy8168 8 месяцев назад

    JAY JAGANNATH. HONOURABLE PRESIDENT MADAM PRANAM. JAY JAGANNATH

  • @mamatakhillo6781
    @mamatakhillo6781 Год назад +1

    Very good job Sir many many thank you sir 👍👍👍❤️❤️❤️❤️🥀🥀🥀🥀🌹🌹🌹🙏🙏🙏🙏🙏🙏💐💐💐💐💐 Sura sir jindabada

  • @sangitasahoo4006
    @sangitasahoo4006 Год назад

    Wow kya bat kya bat kya bat

  • @BapiMallik-xj9ko
    @BapiMallik-xj9ko Год назад

    ଧନ୍ୟବାଦ. ସୁରଭାଇ

  • @hariharaamanatya9976
    @hariharaamanatya9976 Год назад

    ଭାଇ ଆମ କୋରାପୁଟ ମାଲକାନଗିରି ରାୟଗଡ଼ା ଏବଂ ନବରଙ୍ଗପୁର ଏସବୁ କ'ଣ ଏମିତି ରହିବ

  • @Reenabehera0
    @Reenabehera0 Год назад +1

    Jay jagannath sir Jay jagannath mam Jay jagannath 🙏🙏🙏🙏🙏🙏🙏🙏🙏🙏🙏

  • @prasankumarkanhor9479
    @prasankumarkanhor9479 Год назад +1

    Great surabhai on recognisation of sahara

  • @jagamohanmallik7633
    @jagamohanmallik7633 10 месяцев назад

    ସୁର ଭାଇ ଜ଼ିନ୍ଦାବାଦ

  • @santoshkumarmishra2620
    @santoshkumarmishra2620 Год назад

    ଓହୋ କେଡେ ଭାଗ୍ଯ ସୁରଭାଇ. ହଉ ହଉ ମାଡିଚାଲ.

  • @TunaNayak-j2m
    @TunaNayak-j2m 4 месяца назад

    Thank you

  • @tekramnaik8381
    @tekramnaik8381 Год назад

    Thank you sir

  • @anandaanandabarik5384
    @anandaanandabarik5384 Год назад

    Wow god is great Droupadi mam vote pain surababu pakhaku asithile Ebe Ea dekhakariba pain line re standing beautyful

  • @JugalDehuri-f5f
    @JugalDehuri-f5f 8 месяцев назад

    🎉 u r right sir

  • @samarusahu8920
    @samarusahu8920 Год назад

    Bahut sundar sar

  • @dhirendranathsamal7509
    @dhirendranathsamal7509 Год назад

    Great work

  • @sasmitadas4623
    @sasmitadas4623 Год назад

    Yes;Sura bhai nku Danyabad

  • @PraphullaBhoi-l6x
    @PraphullaBhoi-l6x Год назад

    Sura bhai sabu bele katha kahanty ❤❤

  • @kailashchandradas8992
    @kailashchandradas8992 Год назад +1

    ଜୟ 🙏ଜଗନ୍ନାଥ

  • @ratnakarrout5572
    @ratnakarrout5572 7 месяцев назад

    God bless you🙏🙏🙏

  • @RadhamohanNayak-j9z
    @RadhamohanNayak-j9z Год назад

    Very good Mr Sura sir thankyou

  • @sunilkumarsethi488
    @sunilkumarsethi488 Год назад

    Thanks

  • @krushnachmohanty4845
    @krushnachmohanty4845 10 месяцев назад

    good surya Bhai 🙏👍 super

  • @BarshaParida-g2s
    @BarshaParida-g2s Год назад

    Sir you are great mane

  • @biswamitrarana1775
    @biswamitrarana1775 Год назад

    Very nice rastra pati drupati murmu

  • @banarassbanara1626
    @banarassbanara1626 Год назад +1

    Lovely Sura Bhai

  • @muktiranjanpatra4538
    @muktiranjanpatra4538 Год назад

    Good news Odiaa ODISHA

  • @RatikantaBehera-cm7kt
    @RatikantaBehera-cm7kt 6 месяцев назад

    Jaya Sri ram ram ram ram jayamaa samlei sura bhai sitaram Jaya Sri ram

  • @laxmidhara2803
    @laxmidhara2803 Год назад

    Good information ❤

  • @Rajutibehera-l1b
    @Rajutibehera-l1b Год назад

    Dhanyvad sura babu Rashtrapati kahithibaru

  • @BudhadevNaik-jl3pq
    @BudhadevNaik-jl3pq Год назад

    Sir apananku bahut dhanyabad mu etedina pare Jane sacha m l a nku dekhili jahaki adibasinka katha utheile

  • @ramadigal4900
    @ramadigal4900 Год назад

    Bahuta badia kahile sura bhai

  • @mr.sushantkumar1790
    @mr.sushantkumar1790 Год назад +2

    ସୁର ଭାଇ ପ୍ରୋକୃତି ଆଦିବାସୀ ମାନେ କଉଟି ଅଛନ୍ତି
    ଆପଣ ଜାଣିଛନ୍ତି No ।।।
    ପ୍ରକୃତି ଆଦିବାସୀ ମାନେ ଦିନ କାଟୁଛନ୍ତି ଓଡିଶାର ଆଦିବାସୀ
    ମାଲକାନଗିରି। କରାପୁଟ। ନବରଙ୍ଗପୁର । ରାୟଗଡ଼ା। ଏଇ ଏରିଆ ରେ
    ଅଛୋନ୍ତି ପ୍ରକୃତି।।। ମିଡ୍ ଇନ୍ ।। ଆଦିବାସୀ ଲୋକ ବାସ

  • @SR_Santali_Creation
    @SR_Santali_Creation Год назад

    emiti samastanku support kariba dorkar thank you so much sura bhai 🙏

  • @basantisoren4201
    @basantisoren4201 Год назад

    Sura sir apana bohuto bholo loko 🙏🙏🙏

  • @saikiranentertainments7925
    @saikiranentertainments7925 Год назад +56

    ମୁଁ ଚାହେଁ ସୁର ଭାଈ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଯୋଉ ଭାଈ ଭଉଣୀ ମାନେ ଏହା ହିଁ ଚାହାଁନ୍ତି comment kara

    • @Bishnupriya747
      @Bishnupriya747 Год назад

      I agree with you

    • @MrX1-iw5zj
      @MrX1-iw5zj Год назад +2

      To bopa pela

    • @aryaveer8620
      @aryaveer8620 Год назад

      ତୋ ବୋଉ ଘଇତା ହଉ ରେ ରାଣ୍ଡି ପୁଅ

    • @MADIR576
      @MADIR576 Год назад

      Sura sir odisha cm

    • @CG-qo3ye
      @CG-qo3ye Год назад +2

      ସୁର ର ବେଳେ ବେଳେ ମୁଣ୍ଡ କାମ କରେନି ଜାଣି ଥାଅ😂

  • @saradasahoo2865
    @saradasahoo2865 Год назад

    ମନେଅଛିତ ରାଷ୍ଟ୍ରପତି ନିର୍ବାଚନ ବେଳର କଥା
    ଆପଣଙ୍କର ଭାଷଣ।ଏବେ ସୁରଭାଇ ଡାକିଲେ
    କେତେ ଖୁସି ଲାଗୁଛି।ସେତବେଳେ ଓଡିଶାର ଜନସାଧାରଣଙ୍କ ତମ ଭାଷଣ ଶୁଣି ଦୁଃଖ ଲାଗିଥିବ
    ଏବେ ଏ ଭାଷଣ ଶୁଣି ହସିବେ

  • @rudrafitness9705
    @rudrafitness9705 Год назад

    Thanks Cuttack

  • @BasantaBisoyi-mt5oo
    @BasantaBisoyi-mt5oo Год назад

    Jay Jagannath

  • @PremSabar-p6z
    @PremSabar-p6z 5 месяцев назад

    Very nice 👍👍👍

  • @sanjayhembram6042
    @sanjayhembram6042 Год назад

    great issue

  • @pradeepthatoi7413
    @pradeepthatoi7413 Год назад

    Thanks sura bhai

  • @asokbehera3642
    @asokbehera3642 Год назад +2

    Good job done