Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Mam ଆପଣଙ୍କ ବୁଝେଇବା ଶୈଳୀ ଏତେ ସୁନ୍ଦର, ସହଜ ଏବଂ ହୃଦୟସ୍ପର୍ଶୀ ଯେ ଜଣେ ବହୁତ୍ ଶୀଘ୍ର ବୁଝିଯିବ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏
ବୁଝେଇବା ଶୈଳୀ ଅତି ଉଚ୍ଚକୋଟୀର,ସହଜ ଏବଂ ହୃଦୟସ୍ପର୍ଶୀ ✨️❤️
ମ୍ୟାମ ଯଉ ଯୁଧିଷ୍ଠିର ନିଜ ସ୍ତ୍ରୀ ଭାଇଙ୍କୁ ମୃତ୍ୟୁବରଣ କରୁଥିବାର ଦେଖି ମଧ୍ୟ ଭୀମର ଅନୁରୋଧ ନଶୁଣି ନାନାଦି କଟୁଵାକ୍ୟ କହି ନିଷ୍ଠୁର ଭାବରେ ନିଜେ ସ୍ଵର୍ଗରେ ପହଂଚିବାକୁ ତତ୍ପର ହୋଇ ଉଠିଛନ୍ତି ସେ କେମିତି ଉଦାର ହେଲେ ?.. ହଁ ଅବଶ୍ୟ ସେ ଶେଷରେ ଅନୁତାପ କରିଛନ୍ତି ଏଥି ନିମିତ୍ତ.. ମାତ୍ର ଏହାର ମାନେ ଉଦାର ନୁହେଁ
ଖାଲି ଗୋଟିଏ ପର୍ଵ ପଢ଼ିକି କହିଲେ ହବକି ସଵୁ ପର୍ବକୁ ପଢ଼ିବାକୁ ପଡ଼ିବ ଭାଇ ।
ସ୍ବର୍ଗ। ରୋହଣ ପର୍ବର ସାହିତ୍ୟିକ ମୂଲ୍ୟ ଓ ବୈଶିଷ୍ଟ୍ଯ
Khub sundar upastapana Mam
ଅତି ସୁନ୍ଦର ଆଲୋଚନା
ବହୁତ ଭଲ ଲାଗୁଛି ମହାସୟା 🙏
ବହୁତ ସୁନ୍ଦର ଆଲୋଚନା ✨️
ସୁହାଣି କନ୍ୟା ର ମୃତ୍ୟୁ ଯୋଗ ଥିବା କଥା ଲୋମଶ ୠଷି କହିଥିଲେ ହରିସାହୁ ଙ୍କୁ.
ଋଷି ଉଦ୍ଦାଳକ କହିଥିଲେ ହରି ସାହୁକୁ
ହଁ ଉଦାଳକ ପ୍ରଥମେ କହିଥିଲେ
ଵହୁତ ଵହୁତ ସୁନ୍ଦର ଲାଗିଲା ମେମ
Bahut bhala heichi
SSB syllabus ର ସବୁ chapter ଆଲୋଚନା କରନ୍ତୁ madam
Dhanyavad madam bahut sundar class 🙏🙏
Apanaka upastapna khub sundar thila mam dhanyabad . Au anya prasanga ku nei video karantu.
Bahut sundar madam
ପ୍ରଶ୍ନ ଓ ଉତ୍ତର ଜାଣିବା ପାଇଁ ଆମ୍ଭେ ଅପେକ୍ଷା ରେ ରହିଲୁ
Hmm mem ahi bisoyo ku nei puni au thore class korontu... Mcq madhya... Aji class bohut volo lagila jemiti ki thore video dekhilaku laguchi ki au kichi podhiba pai podiboni.. Bohut bohut dhanyavaad mem🙏
ଦିବାକାର ସଦୃଶ୍ୟ ଦୁର୍ୟୋଧନ ବସିଛନ୍ତି କିନ୍ତୁ ଆପଣ ଯୁଧିଷ୍ଠିର ବସିଛନ୍ତି କହୁଛନ୍ତି....
Thank You Mam🙏
Mam mora gote prasna thila , jadi ae topic ra ବୈଶିଷ୍ଟ୍ୟ ase tahale sethire kn point jiba tk kuhantu 🙏 please mam
Danyabada mam..🙏🙏
Dhanyabad mam🙏🏼
Ma'am 🙏 ..MCQ class karantu ma'am ssb ra sabu topic upare
Mam koti brahmanda sundari alochana karantu daya kari🙏🏻
Mam 🙏 ahi bisaya upare MCQ class karuntu
Baisya jati re kehi jama dhanda paibeni2..108 barsa ayusa purile hari sahu saha anya samaste kapilasa jibe. (2ti bara magi thile )
Maam please କଲପୁରୁଷ ଆଧୁନିକ କବିତା ର ଆଲୋଚନା କରନ୍ତୁ🙏
Thank you so much mam
Mam please swargarohan upare mcq karantu 🙏
ଏହାର MCQ କଲେ ଭଲ ହୁଅନ୍ତା madam
Mam ସୋଡ଼ଶା topic upre bunhantu please
Ma'am plz ssb paine adhika alochana karantu 🙏
ThankQ mam
Very very thank you🙏 mam
ଶାନ୍ତି ପର୍ବରେ ଭୀଷ୍ମ ଯୁଧିଷ୍ଠିର ଙ୍କୁ ନୀତି ଶିକ୍ଷାଦେଇଛନ୍ତି କିନ୍ତୁ ଆପଣ ଭୀଷ୍ମ ଙ୍କୁ ଯୁଧିଷ୍ଠିର ଦେଇଥିଲି ବୋଲି ଭୁଲ କହୁଛନ୍ତି... 😂
Slip of tongue. Sorry for that
ଦୟା କରି madam Odia net Pai class କରନ୍ତୁ
very nice
ଦୁର୍ବାସା ଋଷିଙ୍କୁ ପାଣ୍ଡବମାନେ କଣ ପ୍ରଦାନ କରିଥିଲେ?
Thank you mam
🙏Mam sarala Mahabharata re musali parba alochana karantu please Mam
Mam please au parabarti episode anantu
🙏
Mam please ସାଧନା ର ପଥେ ଉପରେ vdo ବନାନ୍ତୁ। ସେ ବହି ମିଳୁନି।
Tame ugc net pani priparation karucha ki.
Mam 2023ra ssb syllabus plz
Mam ଶ୍ରୀରାଧା କବିତା କୁ ଟିକେ ବୁଝାନ୍ତୁ
Vandemataram apa.amaku gaide karu thibaru asesh dhanybad.
ପ୍ରଶ୍ନ ଗୁଡ଼ିକ କରନ୍ତୁ
Mam apanka WhatsApp group re kemiti join hebu
ଉଦ୍ଧାଲେକ ବା ତଇତିଳ କରଣ
MCQ କଲେ ଭଲ ହୁଅନ୍ତା madam
Mem ବଳରାମ ରାମାୟଣ ର ସୁନ୍ଦରା କାଣ୍ଡ ଟି କୁ ଟିକେ ବୁଯାଇଦେବେ
Share karantu
🙏🙏🙏
mcq karantu mam
Telegram link re join kale kahiki heuni ma'am
Ys mam
sahadebe
Mam ପ୍ରଣାମ ପ୍ର- ହରିସାହୁକୁ କିଏ କହିଥିଲେ ସୁହାଣିର ବିବାହ ଦିନ ତା'ର ମୃତ୍ୟୁ ହେବ?ଉ- ଧର୍ମ ଦେବତା (ଯମ) ।
Madam Questions kichi dionru
MCQ kebe debe
ମାମ ସୋର୍ଣ୍ଣ ଶଦର ଅର୍ଥ କଣ ?
Mqc karantu mam
Exam August 7 re mam
Mam 🙏🙏
Mam apan tike long type alochana kale ame notes karantu
mcq karun madam
Ma'am mcq alochana karantu
Mcq send please
ମାଦ୍ରୀ କିଏ?
ପଣ୍ଡୁ ଙ୍କ ପତ୍ନୀ ଆଉ ନକୁଳ ସହଦେବ ଙ୍କ ମାତା
Mam PGT Odia r syllabus wise class karantu
Dhanyabad madam👏
Thank you mem 🙏
🙏🙏
Thank u Mam
Thank U ma'am
Thanks mam🙏🙏
Mam ଆପଣଙ୍କ ବୁଝେଇବା ଶୈଳୀ ଏତେ ସୁନ୍ଦର, ସହଜ ଏବଂ ହୃଦୟସ୍ପର୍ଶୀ ଯେ ଜଣେ ବହୁତ୍ ଶୀଘ୍ର ବୁଝିଯିବ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏
ବୁଝେଇବା ଶୈଳୀ ଅତି ଉଚ୍ଚକୋଟୀର,
ସହଜ ଏବଂ ହୃଦୟସ୍ପର୍ଶୀ ✨️❤️
ମ୍ୟାମ ଯଉ ଯୁଧିଷ୍ଠିର ନିଜ ସ୍ତ୍ରୀ ଭାଇଙ୍କୁ ମୃତ୍ୟୁବରଣ କରୁଥିବାର ଦେଖି ମଧ୍ୟ ଭୀମର ଅନୁରୋଧ ନଶୁଣି ନାନାଦି କଟୁଵାକ୍ୟ କହି ନିଷ୍ଠୁର ଭାବରେ ନିଜେ ସ୍ଵର୍ଗରେ ପହଂଚିବାକୁ ତତ୍ପର ହୋଇ ଉଠିଛନ୍ତି ସେ କେମିତି ଉଦାର ହେଲେ ?.. ହଁ ଅବଶ୍ୟ ସେ ଶେଷରେ ଅନୁତାପ କରିଛନ୍ତି ଏଥି ନିମିତ୍ତ.. ମାତ୍ର ଏହାର ମାନେ ଉଦାର ନୁହେଁ
ଖାଲି ଗୋଟିଏ ପର୍ଵ ପଢ଼ିକି କହିଲେ ହବକି ସଵୁ ପର୍ବକୁ ପଢ଼ିବାକୁ ପଡ଼ିବ ଭାଇ ।
ସ୍ବର୍ଗ। ରୋହଣ ପର୍ବର ସାହିତ୍ୟିକ ମୂଲ୍ୟ ଓ ବୈଶିଷ୍ଟ୍ଯ
Khub sundar upastapana Mam
ଅତି ସୁନ୍ଦର ଆଲୋଚନା
ବହୁତ ଭଲ ଲାଗୁଛି ମହାସୟା 🙏
ବହୁତ ସୁନ୍ଦର ଆଲୋଚନା ✨️
ସୁହାଣି କନ୍ୟା ର ମୃତ୍ୟୁ ଯୋଗ ଥିବା କଥା ଲୋମଶ ୠଷି କହିଥିଲେ ହରିସାହୁ ଙ୍କୁ.
ଋଷି ଉଦ୍ଦାଳକ କହିଥିଲେ ହରି ସାହୁକୁ
ହଁ ଉଦାଳକ ପ୍ରଥମେ କହିଥିଲେ
ଵହୁତ ଵହୁତ ସୁନ୍ଦର ଲାଗିଲା ମେମ
Bahut bhala heichi
SSB syllabus ର ସବୁ chapter ଆଲୋଚନା କରନ୍ତୁ madam
Dhanyavad madam bahut sundar class 🙏🙏
Apanaka upastapna khub sundar thila mam dhanyabad . Au anya prasanga ku nei video karantu.
Bahut sundar madam
ପ୍ରଶ୍ନ ଓ ଉତ୍ତର ଜାଣିବା ପାଇଁ ଆମ୍ଭେ ଅପେକ୍ଷା ରେ ରହିଲୁ
Hmm mem ahi bisoyo ku nei puni au thore class korontu... Mcq madhya... Aji class bohut volo lagila jemiti ki thore video dekhilaku laguchi ki au kichi podhiba pai podiboni.. Bohut bohut dhanyavaad mem🙏
ଦିବାକାର ସଦୃଶ୍ୟ ଦୁର୍ୟୋଧନ ବସିଛନ୍ତି କିନ୍ତୁ ଆପଣ ଯୁଧିଷ୍ଠିର ବସିଛନ୍ତି କହୁଛନ୍ତି....
Thank You Mam🙏
Mam mora gote prasna thila , jadi ae topic ra ବୈଶିଷ୍ଟ୍ୟ ase tahale sethire kn point jiba tk kuhantu 🙏 please mam
Danyabada mam..🙏🙏
Dhanyabad mam🙏🏼
Ma'am 🙏 ..MCQ class karantu ma'am ssb ra sabu topic upare
Mam koti brahmanda sundari alochana karantu daya kari🙏🏻
Mam 🙏 ahi bisaya upare MCQ class karuntu
Baisya jati re kehi jama dhanda paibeni
2..108 barsa ayusa purile hari sahu saha anya samaste kapilasa jibe.
(2ti bara magi thile )
Maam please କଲପୁରୁଷ ଆଧୁନିକ କବିତା ର ଆଲୋଚନା କରନ୍ତୁ🙏
Thank you so much mam
Mam please swargarohan upare mcq karantu 🙏
ଏହାର MCQ କଲେ ଭଲ ହୁଅନ୍ତା madam
Mam ସୋଡ଼ଶା topic upre bunhantu please
Ma'am plz ssb paine adhika alochana karantu 🙏
ThankQ mam
Very very thank you🙏 mam
ଶାନ୍ତି ପର୍ବରେ ଭୀଷ୍ମ ଯୁଧିଷ୍ଠିର ଙ୍କୁ ନୀତି ଶିକ୍ଷାଦେଇଛନ୍ତି କିନ୍ତୁ ଆପଣ ଭୀଷ୍ମ ଙ୍କୁ ଯୁଧିଷ୍ଠିର ଦେଇଥିଲି ବୋଲି ଭୁଲ କହୁଛନ୍ତି... 😂
Slip of tongue. Sorry for that
ଦୟା କରି madam Odia net Pai class କରନ୍ତୁ
very nice
ଦୁର୍ବାସା ଋଷିଙ୍କୁ ପାଣ୍ଡବମାନେ କଣ ପ୍ରଦାନ କରିଥିଲେ?
Thank you mam
🙏Mam sarala Mahabharata re musali parba alochana karantu please Mam
Mam please au parabarti episode anantu
🙏
Mam please ସାଧନା ର ପଥେ ଉପରେ vdo ବନାନ୍ତୁ। ସେ ବହି ମିଳୁନି।
Tame ugc net pani priparation karucha ki.
Mam 2023ra ssb syllabus plz
Mam ଶ୍ରୀରାଧା କବିତା କୁ ଟିକେ ବୁଝାନ୍ତୁ
Vandemataram apa.amaku gaide karu thibaru asesh dhanybad.
ପ୍ରଶ୍ନ ଗୁଡ଼ିକ କରନ୍ତୁ
Mam apanka WhatsApp group re kemiti join hebu
ଉଦ୍ଧାଲେକ ବା ତଇତିଳ କରଣ
MCQ କଲେ ଭଲ ହୁଅନ୍ତା madam
Mem ବଳରାମ ରାମାୟଣ ର ସୁନ୍ଦରା କାଣ୍ଡ ଟି କୁ ଟିକେ ବୁଯାଇଦେବେ
Share karantu
🙏🙏🙏
mcq karantu mam
Telegram link re join kale kahiki heuni ma'am
Ys mam
sahadebe
Mam ପ୍ରଣାମ
ପ୍ର- ହରିସାହୁକୁ କିଏ କହିଥିଲେ ସୁହାଣିର ବିବାହ ଦିନ ତା'ର ମୃତ୍ୟୁ ହେବ?
ଉ- ଧର୍ମ ଦେବତା (ଯମ) ।