"ଆଜି କାଲି ବ୍ରାହ୍ମଣ ଘର ପୁଅ ଝିଅ ବି ତଳ ଜାତିରେ ବାହାହେଲେଣି ,ତେଣୁ ଜାତିପ୍ରଥା ଫିଲ୍ମରେ ଦେଖେଇବା ଉଚିତ ନଥିଲା"

Поделиться
HTML-код
  • Опубликовано: 3 ноя 2024

Комментарии • 1,5 тыс.

  • @babunamallick5594
    @babunamallick5594 Год назад +606

    ମା ଆପଣଙ୍କ ଚିନ୍ତାଧାରା ଉଚକୋଟିର, ଏବଂ ଆପଣଙ୍କ କଥା ହୃଦୟ ସ୍ପର୍ଶୀ🙏 👍👍

    • @AdhikariNayak-b6y
      @AdhikariNayak-b6y Год назад +5

      Mausi. Badhia kahele

    • @lobhalohar4314
      @lobhalohar4314 Год назад +12

      କିନ୍ତୁ କୋଟା କାହିଁକି ଉଠା ଯାଉ ନାହିଁ କୋଟା ବେଳକୁ ଭଲ ଲାଗୁଛି

    • @babunamallick5594
      @babunamallick5594 Год назад +8

      @@lobhalohar4314 ଆପଣ ଭଲ କଥା ଟିଏ ପଚାରିଛନ୍ତି, ମୋ ମତରେ କୋଟା ଜାତିଭିତ୍ତିରେ ନ ରହୁ ପ୍ରକୃତ ଗରିବଙ୍କୁ କୋଟା ମିଳୁ

    • @sagarbhoi8875
      @sagarbhoi8875 Год назад +1

      Maa tame thik kahuchha

    • @satyabrata839
      @satyabrata839 Год назад

      Ryt

  • @ramachandrajena8123
    @ramachandrajena8123 6 месяцев назад +21

    ମା ଆପଣଙ୍କୁ ମୋର salute କାରଣ ଆପଣଙ୍କର ଚିନ୍ତାଧାାର ବାସ୍ତବ

  • @tapukabishortblogs8071
    @tapukabishortblogs8071 Год назад +103

    ବହୁତ୍ ଧନ୍ଯବାଦ୍ ମା ଆପଣ ସୁନ୍ଦର କଥାଟିଏ କହିଲେ ଏସମାଜ କୁ ଟିକିଏ ବୁଝାଅ

  • @sibaprasadbehera3824
    @sibaprasadbehera3824 6 месяцев назад +3

    ଅତି ଉଚ୍ଚକୋଟିର ଚିନ୍ତାଧାରା ,ଧନ୍ୟବାଦ୍ ସମସ୍ତେ ଏମିତି ମାନସିକତା ଆଣିବା ଦରକାର

  • @କଗେଶନାଇକ
    @କଗେଶନାଇକ Год назад +212

    ମାଆ ତୁମକୁ ଧନ୍ୟବାଦ

  • @shyamsundrabhoi5704
    @shyamsundrabhoi5704 Год назад +222

    ଏଭଳି ଚିନ୍ତା ଧାରା ସମସ୍ତ ଙ୍କର ରହିବା ଦରକାର 🙏🙏🙏

  • @santhacharandas7385
    @santhacharandas7385 Год назад +412

    ଏମିତି ଚିନ୍ତା ଧାରା ରଖିଥିବା ମାଆ ଙ୍କୁ ଭଗବାନ୍ କୋଟି କୋଟି ପ୍ରଣାମ 🙏🙏

  • @Indiradehury-fm8kt
    @Indiradehury-fm8kt 5 месяцев назад +2

    ବହୁତ ବଢିଆ କଥା ଭ ଉଣି ଆମେ ସବୁ ଭଗବାନଙ୍କ ପିଲା ଜାତିଆଶିଲା କ ଉଠୁ

  • @baidharsinghsanatan1064
    @baidharsinghsanatan1064 Год назад +190

    ଏମିତି ମାଆ ଟିଏ ସବୁ ପରିବାରରେ ଥିଲେ ନିଶ୍ଚୟ ପରିବର୍ତ୍ତନ ହେବା । ଏହି ମା ଙ୍କୁ କୋଟି କୋଟି ପ୍ରଣାମ।

  • @chanchalapradhan5146
    @chanchalapradhan5146 3 месяца назад +1

    ମାଉସୀ ଆପଣଙ୍କ ବଳି ସମସ୍ତଙ୍କର ଚିନ୍ତା ଧାରା ରହିବା ଦରକାର ଧନ୍ୟବାଦ 👌

  • @subashnayak4611
    @subashnayak4611 Год назад +195

    ମା ଆଜି ମୁଁ ଆପଣଙ୍କୁ❤
    ମୋ ହୃଦୟରୁ ଧନ୍ୟବାଦ୍ ଦଉଛି। 🙏🙏

  • @sriaurobindoashram7473
    @sriaurobindoashram7473 Год назад +17

    ମା ଆପଣଙ୍କୁ ସତ ସତ ପ୍ରଣାମ । ଏମିତି ଚିନ୍ତା ଧାରା ସମସ୍ତ ଙ୍କର ରହିବା ଦରକାର।❤

  • @ruralsupportcollectionodis5279
    @ruralsupportcollectionodis5279 Год назад +195

    ମାଉସିିଙ୍କ ଚିନ୍ତାଧାରା ପାଇଁ ଧନ୍ୟବାଦ ।🙏🏽

  • @bhimasennayak8348
    @bhimasennayak8348 Год назад +16

    ଏତେଦିନ ପରେ ଗୋଟେ ସୁନ୍ଦର କଥା ପଦେ କହିଲ ମା 🙏

  • @saisimransimran9127
    @saisimransimran9127 Год назад +139

    ବହୁତ ସୁନ୍ଦର ❤❤❤❤

  • @madhavmahanandia9350
    @madhavmahanandia9350 Год назад +26

    ଧନ୍ୟବାଦ ମା , ଆପଣ ଓଡ଼ିଶାର ଶ୍ରେଷ୍ଠ ମା ଉତ୍ତମ ବିଚାର , ଆପଣଙ୍କ ନିଷ୍ପତ୍ତି କୁ ସାଲୁଟ୍ 👍✊✊✊ ଓଡ଼ିଶାର ମୂଳନିବାସୀ ଆପଣଙ୍କୁ ମା କହି ଆମେ ଆଜି ବହୁତ ଗର୍ବିତ,,,ଜୟ ଭୀମ ✊✊✊

  • @PrasantaMalick-tl7xb
    @PrasantaMalick-tl7xb Год назад +55

    ମାଁ ମୁଁ ତମକୁ ବହୁତ ବହୁତ ମୋ'ର ହୃଦବୋଧ ଧନ୍ୟବାଦ ଅର୍ପଣ କରୁଛି ଏଇଭଳି ସମସ୍ତେ ଏକାଠି ହୁଅ ଜତି ଭେଦଭାବ ଉଠାଇ ଦିଅ🛕ଜୟ ଜଗନ୍ନାଥ 🪔🙏🙏🙏♥️👌👏

  • @kumarmitanofficial9631
    @kumarmitanofficial9631 Год назад +24

    ହୃଦୟରୁ ଆପଣଙ୍କୁ କୋଟି କୋଟି ନମସ୍କାର ମାଆ 🙏🙏🙏

  • @khusirajalaxmidiptiexpress5041
    @khusirajalaxmidiptiexpress5041 Год назад +22

    ବହୁତ ଉଚକୋଟିର ଚିନ୍ତାଧାରା ମାଆଙ୍କର, ଆପଣଙ୍କୁ ହୁଦୟରୁ ସାଧୁବାଦ 🙏

  • @nirojkumarsethy346
    @nirojkumarsethy346 6 месяцев назад +2

    ଭଗ ବାନ ଆପଣଙ୍କୁ। ସହେ ବର୍ଷ ଆୟୁଷ ଦିଅନ୍ତୁ।

  • @mostpopulartypeofvideos3796
    @mostpopulartypeofvideos3796 Год назад +71

    ଆପଣଙ୍କ ଚିନ୍ତାଧାରା ବହୁତ ଭଲ! ଆପଣ ସବୁବେଳେ ଠିକ କଥା ହିଁ କୁହନ୍ତି!

  • @sheetalpawan9948
    @sheetalpawan9948 6 месяцев назад +1

    ମା ଙ୍କର ଚିନ୍ତା ଧାରା ବହୁତ ଉଚରେ, ଏବଂ ହୃଦୟସ୍ପର୍ଶୀ, ସତରେ ସମସ୍ତଙ୍କର ଚିନ୍ତାଧାରା ଏପରି ହେଲେ କେତେ ଆଗରେ ଆମ୍ଭେ ରହିଥାନ୍ତେ, ଧନ୍ୟବାଦ

  • @akshayabhoi2802
    @akshayabhoi2802 Год назад +36

    ଜୟ ଭିମ୍ 🙏🙏 ମା ଆପଣ ଯାହା କହୁଛନ୍ତି ସତ ମଣିଷ ସମ୍ପର୍କର ଭାଇ ଚାରାର ଭଲ ସମ୍ପର୍କ ରହିବ କାହା ଜାତି ଭେଦଭାବ ରଖି ଫିଲ୍ମ କରୁଛନ୍ତି ତାକୁ କଠେର ଦଣ୍ଡ ମିଳୁ‌

  • @jagatanandsagar5879
    @jagatanandsagar5879 Год назад +18

    ଏ ଭଲି ନାରି ସକାସେ ହି ଦେଶ ଓ ସମାାଜ ବଜାୟ ରହିଛି
    nice opinion 🙏

  • @bishnupriyapatra5916
    @bishnupriyapatra5916 Год назад +24

    ମାଉସି ଙ୍କ ଚିନ୍ତାଧାରା ବହୁତ୍ ସୁନ୍ଦର। 🙏ମାଉସି ଙ୍କ ପାଖରୁ କିଛି ଶିଖ।

  • @purnagochhayat811
    @purnagochhayat811 Год назад +26

    ଉନ୍ନତ ମଣିଷର ଉନ୍ନତ ଚିନ୍ତାଧାରା,,👌🙏🙏🙏🙏🙏

  • @mangulicharanmallick1187
    @mangulicharanmallick1187 Год назад +59

    Right. ଆପଣଙ୍କୁ କୋଟି କୋଟି ନମସ୍କାର

  • @chandusoren2815
    @chandusoren2815 6 месяцев назад +2

    ଆପଣ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଲୋକମାନେ ଆପଣଙ୍କ ପରି ବୁଝି ପାରିଥିଲେ ଜାତି ଧର୍ମ,କୁନେଇ ବେକାରରେ ଝାମେଲା ସୃଷ୍ଟି କରି ନ ଥାନ୍ତେ |

  • @niharranjannayak7534
    @niharranjannayak7534 Год назад +32

    ଭଉଣୀ ଆପଣ ଠିକ୍ ସମସ୍ୟା ର ସମାଧାନ କଥା କହିଛନ୍ତି, ଜୟ ଜଗନ୍ନାଥ

  • @Bachaspati196
    @Bachaspati196 Год назад +11

    କୋଟା ଟା ଗରିବ ପାଇଁ ନୁହେଁ ଜାତି ପାଇଁ ମିଳୁଛି ହରିଜନ ମାନେ ବି ସମାଜିକ କ୍ଷେତ୍ର ରେ ଶୋଷିତ ହେଉଛନ୍ତି ପ୍ରଥମେ ଜାତି ଟା ଉଠୀ ଜାଉ ତା ପରେ କୋଟା କଥା କହିବେ mam

  • @munathewriter1234
    @munathewriter1234 Год назад +50

    ରାଇଟ କଥା କହିଛନ୍ତି madam ଥରେ educated well ସୁସ୍ଥ ମସ୍ତିଷ୍କ ରେ ଥିବା ଭଦ୍ର ଶିକ୍ଷିତ ପରିବାର ର ପିଲାମାନେ ଯେ ପ୍ରକୃତରେ କଳା କି କଳାକାର ର ସମାଜ କୁ କଳା ଦେଖେଇବାର ଆବଶ୍ୟ କତା ରହିବା ଉଚିତ୍ ନୁହେଁ କାରଣ ଜଣେ ଡକ୍ଟର ଯଦି ନ ରହିବେ ତା ହେଲେ ଗୋଟାଏ ସେକେଣ୍ଡ ରେ କୋଟି କୋଟି ଲୋକ ମୃତ୍ୟୁ ମୁଖ କୁ ପଳେଇ ବେ ଯଦି ଜଣେ ଶିକ୍ଷକ ସ୍କୁଲ ରେ ପାଠ ନ ପଢିବେ ତା ହେଲେ ହଜାର ହଜାର ଛାତ୍ର ଜୀବନ ନଷ୍ଟ ହେଇ ଯିବ କିନ୍ତୁ ଯଦି ଜଣେ ଝିଅ ଛୋଟ ଛୋଟ ଖଣ୍ଡିଆ ଡ୍ରେସ୍ ପିନ୍ଧି ଲଙ୍ଗୁଳୀ ଡାନ୍ସ କଲେ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ନଷ୍ଟ ହେବ ହଜାର ହଜାର ନିରୀହ ଝିଅ ବୋହୂ ମାନଙ୍କୁ ରେପ୍ ବଳାତ୍କାର ହେବ କଣ ପାଇଁ କୁହନ୍ତୁ ମୋର ପ୍ରିୟ ଓଡିଆ ଭାଇ ଭଉଣୀ ମାନେ କାରଣ କଳାକାର ମାନେ ଯେଉଁ nacate ଲଙ୍ଗଳା ଡାନ୍ସ କରି ଛୋଟ ଛୋଟ ଶିଶୁ ଠୁଁ ଆରମ୍ଭ କରି ବଡ଼ ଝିଅ ବହୁ ମାନେ ନଙ୍ଗୁଳି ନାଚ ହିରୋଇନ୍ ହିରୋ କୁ କିସ୍ ଚୁମା କରିବାର ଦେଖି ଅନେକ ସାଧାରଣ ଅଳ୍ପ ପାଠ ପଢା ପରିବାର ଝିଅ ପୁଅ ନଷ୍ଟ ହେଲେ ସେଇ ଲଙ୍ଗୁଳୀ ବେଶ୍ୟା କଳାକାର ମାନଙ୍କୁ ଦେଖି ଅନୁସରଣ କରି ତେଣୁ କଳାର କି ଲଙ୍ଗୁଳୀ ପ୍ରେମ କବିତା ଯେଉଁ ଟା ର ସମାଜ ନଷ୍ଟ ହୁଏ ସେଇଟା କୁ ଆଦୌ କରିବା ଉଚିତ୍ ନୁହେଁ ତେଣୁ ସଜାଗ ହୁଅ ମୋ ଓଡ଼ିଶା ଭାଇ ଭଉଣୀ ମାନେ ଆଉ ବନ୍ଦ୍ କର କଳାକାର ତାମସା 😂😂 ବନ୍ଦ୍ କର ଫିଲ୍ମ ଇଣ୍ଡଷ୍ଟ୍ରି ଖାଲି ଓଡିଆ ନୁହଁ ସବୁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ବନ୍ଦ୍ କର ଆଉ ସିନେମା ମୁକ୍ତ ଭାରତ ବାନାଅ ଦେଖିବ ରେପ୍ ବଳାତ୍କାର ଝିଅ ବହୁ ମାନଙ୍କ ପ୍ରତି ହିଂସା ସବୁ ଧିରେ ଧିରେ ଠିକ୍ ହେଇ ଯିବ ଜୟ ଜଗନ୍ନାଥ 🎉🎉❤❤🎉🎉❤❤ 😂😂😅😅

  • @miss-swag31
    @miss-swag31 Год назад +10

    ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣି । ❤

  • @saratkushal1747
    @saratkushal1747 Год назад +7

    ବହୁତ ସୁନ୍ଦର କଥା, ଉଚ୍ଚ କୋଟିର ଚିନ୍ତା ଧାରା। ଭଗବାନ ଆପଣଙ୍କ ର ମଂଗଳ କରନ୍ତୁ।

  • @mrranu123
    @mrranu123 Год назад +20

    ଧନ୍ୟବାଦ ମା ତୁମ ପରି ସବୁ ମା ହୋଇଥିଲେ ଆମ ଓଡିଶା ବହୁତ ଉର୍ନତି ପଥରେ ଗତି କରିଥାନ୍ତା. 🙏🙏🙏

  • @bhagabanbagh651
    @bhagabanbagh651 Год назад +16

    ଧନ୍ୟବାଦ୍ ମାଆ 🙏🙏🙏 ଏଇଟା ହିଁ ମଣିଷର କର୍ତ୍ତବ୍ୟ

  • @Bach5629
    @Bach5629 Год назад +5

    ଶିଖରେ ନିଜକୁ ଶିକ୍ଷିତ ଭାବୁଥିବା ଡାଇରେକ୍ଟର,ପଡୁସର୍,ବେଶରମ୍।
    ସତରେ ମହାନ୍ ଚିନ୍ତାଧାରା ମା 🙏🙏

  • @kaliabhai8370
    @kaliabhai8370 Год назад +37

    Bahutu bhala Katha kahila madam🙏

  • @sudarsankumar3516
    @sudarsankumar3516 Год назад +5

    ଧନ୍ୟବାଦ ମାଉସୀ ଭଗବାନ ମଙ୍ଗଳ କରନ୍ତୁ,

  • @beherapurnachandra1387
    @beherapurnachandra1387 Год назад +13

    ମାଆ ତମକୁ କୋଟି କୋଟି ପ୍ରଣାମ,ଏଇ ଭଳି ବିଚାର ଧାରା ସମସ୍ତ ଙ୍କ ହୃଦୟରେ ଉଦୟ ହେଉ

  • @samraj_gudu135
    @samraj_gudu135 Год назад +4

    କେହି କହିଦେଲେ.... ଜାତି ରେ ଉଚ୍ଚା, ନିଚ୍ଚା ହୋଇ ନ ଥାନ୍ତି। ନିଜର କର୍ମ କୁ ନେଇ ଜାତି ଭେଦ କରାଯାଇଛି...ଆଉ ରକ୍ତ ଦେବା କଥା କହିଲେ....ଦାନ କରୁଥିବା ଲୋକଟି ବଡ,ଦାନ ନେଉଥିବା ଲୋକଟି ସାନ।

  • @sanjaymalik640
    @sanjaymalik640 Год назад +43

    ମା ତୁମକୁ ବହୁତ ଧନ୍ୟବାଦ

  • @krishnamajhishambhunath5838
    @krishnamajhishambhunath5838 Год назад +1

    ମୋମତରେଜାତିକୁ ନେଇ ଭେଦଭାବ ରଖିବା ଠିକ୍ ନୁହଁ ।ଯୋଉମାନେ ଜାତି ଭେଦଭାବ ରଖୁନାହାନ୍ତି ସେମାନଙ୍କୁ ମୋର ବିନମ୍ର ଅନୁରୋଧ କି ଆପଣ ମାନେ ଆମକୁ ତୁମ ଜାତି ସହିତ ମିଶାଇ ନେଲେ ମୁଁ ଜାଣିବି ଆପଣଙ୍କ କମେନ୍ଟର ଭେଲୁ ରହିବ।ଆଉ ଆପଣ ମାନଙ୍କ ଭାଷଣର ମହତ୍ପ ରହିବ,ଜୟ ବିଧାତା

  • @kuldistarnamanama4236
    @kuldistarnamanama4236 Год назад +41

    ଠିକ୍ କହିଛନ୍ତି ମ୍ୟାଡାମ ସବୁଠୁ ଭଲ କଥା ଜାତି ଛୋଟ ଜାତି କ'ଣ ଜଣେ ଲୋକ ରକ୍ତ ଦେଲା ପରେ ସବୁ ସମାନ

  • @bikashchandranaikbikash4076
    @bikashchandranaikbikash4076 Год назад +7

    ଏମିତି ମାଁ ଙ୍କୁ କୋଟି କୋଟି ପ୍ରଣାମ 🙏🙏

  • @mraditya-vf4bb
    @mraditya-vf4bb Год назад +22

    ବହୁତ୍ ସୁନ୍ଦର୍ ସୁନ୍ଦର୍

  • @bibeknag6211
    @bibeknag6211 Год назад +1

    ବହୁତ ଭଲ ଲାଗିଲା ମା

  • @pratimamahalik8681
    @pratimamahalik8681 Год назад +50

    Bahut Sundar katha maa kahuchanti au sabu bele thik kuhanti

    • @IshmailDash
      @IshmailDash Год назад +3

      Maa Vala news kahichhanti❤❤❤❤❤

  • @karrran.0826
    @karrran.0826 6 месяцев назад +1

    Right

  • @deepofficialworlds2456
    @deepofficialworlds2456 Год назад +17

    ମା ଆପଣ ଙ୍କ ଚିନ୍ତାଧାରାକୁ ବହୁତ ଧନ୍ୟବାଦ 🙏🙏🙏

  • @AbhayaBeera
    @AbhayaBeera Год назад +1

    Maa you are great.i salut you

  • @anitapriyadarshini429
    @anitapriyadarshini429 Год назад +49

    I can't explain how much beautiful your speach "Exlent" 👌👌👌

  • @gayatripradhan9535
    @gayatripradhan9535 6 месяцев назад +1

    Super ❤❤❤❤

  • @sanatananayak3288
    @sanatananayak3288 Год назад +7

    ଅଶେଷ ଧନ୍ୟବାଦ ମେମ୍ ।ବହୁତ ସୁନ୍ଦର ମତାମତ ।ସୁନ୍ଦର ବକ୍ତବ୍ୟ। 🙏🙏🙏

  • @sandhyaranipatra9221
    @sandhyaranipatra9221 Год назад +1

    ମାଆ ଆପଣ ବହୁତ ଭଲ... ଆପଣଙ୍କ ଭଳି ଚିନ୍ତାଧାରା ଯଦି ସମସ୍ତଙ୍କ ପାଖରେ ରୁହନ୍ତା... ତାହେଲେ ସତରେ ସମାଜରେ ସମସ୍ତେ ଭଲରେ ଚଳନ୍ତେ... ଆପଣଙ୍କ କଥାରେ ମୁଁ ସହମତ.... ମାଆ ଆପଣଙ୍କୁ ସମସ୍ତ ଭାଇ ଭଉଣୀଙ୍କ ତରଫରୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି 🙏🙏🙏

  • @gobindachandranayak6585
    @gobindachandranayak6585 Год назад +51

    Very good❤

  • @debasishpatra1090
    @debasishpatra1090 Год назад +9

    ମା ଆପଣଙ୍କୁ ଦାନ୍ୟବାଦ ବହୁତ ଭଲ ଚିନ୍ତାଧାରା 🙏🙏

  • @ajaykumarmohanty-gv6us
    @ajaykumarmohanty-gv6us Год назад +23

    God bless you with your health maa ❤

  • @liveforever6998
    @liveforever6998 Год назад +43

    ଆଜିକାଲି ବ୍ରାହ୍ମଣ ଜାତି ଲୋକ ମାନେ ତଳ ତଳିଆ ହେଇ ନୀଚ ଜାତି ର ବଡ଼ ବଡ଼ ଅଫିସର ଙ୍କ ସେବା କରୁଛନ୍ତି

    • @anilkumarjena7590
      @anilkumarjena7590 Год назад +5

      100% right......

    • @rohitdas634
      @rohitdas634 Год назад +1

      Right 👍

    • @Chagala43
      @Chagala43 Год назад +2

      Maghia kota re officer. But brahmin officer is real officer. Those who r working under low caste they r not real brahmin.

    • @subarnnapanda5072
      @subarnnapanda5072 Год назад +3

      ​@@Chagala43narrow-minded🤦🤦🏽‍♂️

    • @lochanperei339
      @lochanperei339 Год назад +1

      ​@@Chagala43apnaka janichati ki kota kan pain dia jauchi

  • @BiswanathRoul-k2t
    @BiswanathRoul-k2t 6 месяцев назад +1

    Good

  • @pankajkumarsethy4322
    @pankajkumarsethy4322 Год назад +23

    ଯୟଜଗନାଥ ମା ତୁମକୁ ବହୁତ ବହୁତ ଧନ୍ୟବାଦ ଭଗବାନଙ୍କ ତୁମକୁ ଖୁସିରେ ରଖନ୍ତୁ,ମା ଆପଣଙ୍କ କଥା ସୁଣୀ ବହୁତ ଆନନ୍ଦ ଲାଗିଲା। ତୁମେ ବହୁତ ଭଲ ମା,

  • @premapremanandadigal9382
    @premapremanandadigal9382 Год назад +1

    Bhout bhout pranaam mam 🙏🙏🙏🙏🙏🙏🙏

  • @balaramsamal6941
    @balaramsamal6941 Год назад +11

    Salute madam thankyou

  • @pramodkumarnayak8191
    @pramodkumarnayak8191 Год назад

    ବହୁତ ସୁନ୍ଦର 🙏🙏ଆପଣଙ୍କ ଚିନ୍ତାଧାରା କୁ କୋଟି କୋଟି ପ୍ରଣାମ 🙏🙏🙏❤❤

  • @bjena3675
    @bjena3675 Год назад +11

    ଭୋଉତ ସୁନ୍ଦର୍ କଥା କହିଲ

  • @rupengudia5092
    @rupengudia5092 Год назад +1

    ଧନ୍ୟ ମା ତୁମ ଜୀବନ, ଏମିତି ମାଙ୍କ ପରି ଚିନ୍ତା ଧାରା ଗୋଟିଏ ସମାଜର ବ୍ୟକ୍ତିତ୍ଵକୁ ମହାନ୍ ବ୍ୟକ୍ତି ତିଆରି କରେ ଉଚ୍ଛ ନୀଛ କିଛି ଜନ୍ମ କରେ ନାହିଁ

  • @JNetwork8506
    @JNetwork8506 Год назад +4

    ଆପଣ ବହୁତ୍ ଭଲ କହିଲେ ଆପଣଙ୍କ ଚିନ୍ତାଧାରା ଉଚ୍ଚକୋଟୀର ବହୁତ୍ ବହୁତ୍ ଧନ୍ୟବାଦ୍

  • @pipunag.dbhetkhol706
    @pipunag.dbhetkhol706 Год назад +1

    Maa 🙏🙏🙏

  • @padmalayanag-8256
    @padmalayanag-8256 Год назад +32

    Bahut sundar katha maa🙏🏻🙏🏻🙏🏻🙏🏻❤❤❤❤

  • @jagyansahu
    @jagyansahu Год назад +1

    ସରକାର st sc obc କୁଟା କରୁ ଛନ୍ତି st sc ମାନଙ୍କୁ ସବୁ ପ୍ରକାର ସୁବିଧା ଦେଉଛନ୍ତି କିନ୍ତୁ obc ମାନଙ୍କୁ ସେ ସୁବିଧା ମିଳୁନାହିଁ ତା ପାଇଁ ମେଡମ obc ମାନଙ୍କ ପାଇଁ ଲଢ଼ିଲେ ତାଙ୍କୁ ଧନ୍ୟବାଦ ଦେବୁ obc ମାନଙ୍କୁ ତାଙ୍କର ଅଧିକାର ମିଳିଲେ ମେଡମକୁ ଧନ୍ୟବାଦ ଦେବୁ

  • @Jagyan466
    @Jagyan466 Год назад +16

    Right maa 🙏🙏

  • @daitaribadi3502
    @daitaribadi3502 Год назад

    ମାଆ ଆପଣ ଜଣେ ଉଚ୍ଚକୋଟର ଭଦ୍ର ତଥା ଅତି ନିର୍ମଳ ହୃଦୟା ମହିଳା, ଆପଣଙ୍କୁ ଏହି ଚନାଲ୍ ମାଧ୍ୟମରେ ଶୁଣି ବହୁତ ଖୁସି ଲାଗିଲା। ଆପଣଙ୍କ ପରି ଅନ୍ୟମାନଙ୍କ ମଧ୍ୟ ମନୋଭାବ ରହିଲେ ଏ ଦେଶ ଦୁନିଆଁ ର ସମସ୍ତ ଙ୍କ ଆଗରେ ରହିବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପରମେଶ୍ବର, ଆପଣଙ୍କ ସପରିବାର କୁ ସଦା ଖୁସିରେ ରଖନ୍ତୁ।🙏

  • @abhikandhapani8954
    @abhikandhapani8954 Год назад +13

    Bahut bhala katha kahila madam ❤

  • @islamali4908
    @islamali4908 6 месяцев назад +1

    Sundar uchakoti ra chintadhara.Maa tumey mahan.

  • @ranjannayak21
    @ranjannayak21 Год назад +8

    ଠିକ୍ କହିଲ ମା🙏🙏🙏👍👌ବହୁତ୍ ଖୁସି ଲାଗିଲା

  • @biswacreativityxyz75
    @biswacreativityxyz75 Год назад +1

    Thanku you anti apono saport kori6nti

  • @DeepakKumar-xy6wm
    @DeepakKumar-xy6wm Год назад +8

    You are right mam

  • @swarajshorts143
    @swarajshorts143 Год назад +1

    ଧନ୍ୟବାଦ 🙏🙏🙏🙏ମା

  • @bhagabatsahoo3066
    @bhagabatsahoo3066 Год назад +14

    ଆପଣ ଙ୍କ ଚିନ୍ତା ଧାରା ଉଚ୍ଚକୋଟୀର ସମସ୍ତେ ମଣିଷ କିନ୍ତୁ❤ ଗବ ବଢ଼ି ବଢ଼ି କାଠ ନୁହ 😮 ଟେବୁଲ ଚାରି ପାଖ ରେ ଚାରି doctor parsent ଗହଳି 3 ଜଣ ଙ୍କ ପାଖରେ ଭିଡ଼ but ଜଣେ doctor ବେକ ରେ କୁମ୍ପାସ ପକାଇ ବିଦ୍ୟ ମନ ପେସେଣ୍ଟ ଯାଉ ନାହାନ୍ତି

  • @ranjankumarbehera1277
    @ranjankumarbehera1277 6 месяцев назад +1

    Bahut bhala mesej dele maa Apana sabu bele bhalare ruhantu Jay jaganath

  • @ommkumarommkumar2921
    @ommkumarommkumar2921 Год назад +9

    Very good madam 👌🙏🙏

  • @santoshbarik4639
    @santoshbarik4639 Год назад +1

    God.blessyou.mam

  • @asmusic5993
    @asmusic5993 Год назад +11

    ମାଆ ଆପଣ ବହୁତ ଭଲ କଥା କହିଲେ, Thanks a lot

  • @sanjeebraaznaik1314
    @sanjeebraaznaik1314 Год назад +1

    Thanku so much maa...❤❤❤

  • @kichakeswarifilms
    @kichakeswarifilms Год назад +17

    ମାଡାମ ଆପଣକୁ 👏👏👏👏

  • @rabindranathbehera876
    @rabindranathbehera876 Год назад +1

    ମା ଆପଣଙ୍କ ପରି ପ୍ରତ୍ୟକ ମା ମାନେ ସଚେତନ ଯଦି ହେବେ ନିଶ୍ଚିତ ସୁନ୍ଦର ଓଡିଶା ଗଠନ ହୋଇ ପାରିବ ଆପଣଙ୍କ ପରି ମା ମାନଂକୁ କୋଟି କୋଟି ଜୁହାର

  • @satyajitmajhi748
    @satyajitmajhi748 Год назад +14

    Sundar Katha kahicha maa🙏🙏🙏

  • @patitakumarchoudhury9855
    @patitakumarchoudhury9855 Год назад +2

    ମାଉସୀ ଆପଣଙ୍କ ପ୍ରବଚନ ଠିକ ହୃଦୟ ସ୍ପର୍ଶି ଯେ ଆପଣ କୋଉ ଜାତିରେ ବାହା ହୋଇଛନ୍ତି , ଆପଣଙ୍କ ପୁଅ ଝିଅ ଅଜାତିରେ ବାହା ହୋଇଥିବେ ଜଣାନ୍ତୁ, ରକ୍ତ ଦେଲାବେଳେ ଜାତି ଦେଖନ୍ତିନି, ରକ୍ତର ଗ୍ରୁପ ଦେଖାଯାଏ, ନିଜକୁ ଭଗବାନ ଠାରୁ ବଡ଼ ଜ୍ଞାନୀ ଭାବନି, ରଣ୍ଡୁଆ ହିଷ୍ଟ୍ରିଆ ମାନେ ଅଜାତିରେ ବାହା ହୁଅନ୍ତି

    • @subarnnapanda5072
      @subarnnapanda5072 Год назад

      Hello uncle. 1st apana pura video dekhinahanti,na hele apananka kana subhajaeni. Apananka comment ru jaha janapaduchhi. Nijaku bhagaban thu bada gyani sie nuhe apana bhabuchhanti. Sie sei jatire bahahele jouthi tanka ichha hela,sei lokanku bahahele jahaku tanka ichha hela. Intercaste marriage is not mandatory,just as other marriages. What's important is both of them are willing to marry.

    • @melisha4236
      @melisha4236 6 месяцев назад

      Jadi blood darkar nahi..to dokan ru group kini ki dio

    • @melisha4236
      @melisha4236 6 месяцев назад

      Listen acharya Prashant....you are narrow minded...

  • @chaturbhujabhoi3568
    @chaturbhujabhoi3568 Год назад +8

    You are right maa

  • @jatratarangaentertainment4790
    @jatratarangaentertainment4790 Год назад +1

    Comment ପଢ଼ିବା ପୂର୍ବରୁ ସଂପୂର୍ଣ୍ଣ ପଢନ୍ତୁ । ମାଆ ଆପଣଙ୍କ ଚିନ୍ତାଧାରା ସମସ୍ତଙ୍କର ରହିବା ଦରକାର ମୁଁ ବି ଆପଣଙ୍କ କଥାରେ ସହମତ । ମୁଁ ମଧ୍ୟ ପ୍ରତେକ SC ST ସାଙ୍ଗ ମାନଙ୍କ ସହିତ ଭୋଜି କରୁଛୁ ଏକାଠି ଖାଉଛି ମଧ୍ୟ କିନ୍ତୁ ଯଦି ଜାତି ଧର୍ମ ମାନୁ ନାହଁ ତେବେ କୈାଣସି job ପାଇଁ SC, ST ବର୍ଗର ପିଲାମାନଙ୍କୁ free କାହିଁକି ? ପ୍ରତ୍ୟେକ କ୍ଷେତ୍ରରେ Cutoff SC ST ଙ୍କୁ କମ କାହିଁକି ? ଉତର ଦିଅ ବନ୍ଦ ହେବାକଥା ହଁ କି ନାହିଁ ? Comment କରି କୁହନ୍ତୁ

  • @uttamnayak597
    @uttamnayak597 Год назад +10

    Very good 💐💐💐madam

  • @dipananda4129
    @dipananda4129 Год назад +1

    କୁଟା ଉଠିଯାଉ କୁଟା ଉଠିଯାଉ କବେ ହବ

  • @biswajeetmalik31
    @biswajeetmalik31 Год назад +9

    Bahut sundar katha kahichha mam

  • @sabitreedutta7807
    @sabitreedutta7807 Год назад +1

    👍👍👍

  • @gitanjalijena799
    @gitanjalijena799 Год назад +9

    Thanks you maa and love you ♥️

  • @pagelibehera1990
    @pagelibehera1990 Год назад

    ବହୁତ ଭଲ ଲାଗିଲା ଆପଣଙ୍କ ଚିନ୍ତାଧାରା, ଧନ୍ୟବାଦ ମାମ

  • @NityanandaBehera-tx4kb
    @NityanandaBehera-tx4kb Год назад +18

    ମହାଲକ୍ଷ୍ମୀ ପରା ଜାତି ପ୍ରଥା ମନା କରିଥିଲେ। ଆମେ ପରା ଜଗନ୍ନାଥ ସଂସ୍କୃତି ରେ ବଢିଛେ। ତେବେ ଜାତି ପୁଣି କଣ ?

  • @chinmaya1886
    @chinmaya1886 Год назад +1

    ଚାକିରି କଲା ବେଳେ ଆଉ ହରିଜନ ବୋଲି ଜଣାପଡିନି ଚାକିରି କରିବ ହରିଜନ କହିକି ଫିଲ୍ମ ରେ ହରିଜନ କହିଲେ ଅସୁବିଧା କଣ

    • @melisha4236
      @melisha4236 6 месяцев назад

      Tume kahile kn kahara kichhi khyati heuchi..nija godo re nije kuradhi marucho tume mane....

  • @TheFighter-jf6im
    @TheFighter-jf6im Год назад +34

    Perfectly said ...Huge respect from my heart ❤️

  • @tanmaya3213
    @tanmaya3213 Год назад +4

    ମାଉସୀ ସୁନ୍ଦର କଥା କହିଲେ ଆପଣଙ୍କ ଠାରୁ ସମସ୍ତଙ୍କର ଶିଖିବାର ଅଛି 🙏

  • @anilkumarjena7590
    @anilkumarjena7590 Год назад +16

    ମା, ଆପଣଙ୍କୁ ଶତ ପ୍ରଣାମ......