Комментарии •

  • @saip7522
    @saip7522 Год назад +179

    ଏଥିରୁ ରାଜନେତା ଓ ଅଫିସର ମାନେ କିଛି ଶିଖ ।

  • @sasikantamohanty9623
    @sasikantamohanty9623 Год назад +54

    ମାଡାମ ଙ୍କ କଥା ବହୁତ ଭଲ ଲାଗେ.. ସାରା ଭାରତ ଗର୍ବିତ କି ମୋ ମାଟି ମା ର ସନ୍ତାନ ଆଜି ଦେଶ ର ପ୍ରଥମ ନାଗରିକ.ବହୁତ inspiration ମିଳେ ମାଡାମ ଙ୍କ କଥା ରୁ. 🙏🙏🙏🙏

  • @biswanathpatra877
    @biswanathpatra877 Год назад +106

    ବିଶ୍ଵ ଇତିହାସ ରେ ପ୍ରଥମ ଥର ପାଇଁ ଏମିତି ଅଭି ଭାଷଣ ଶୁଣିବାକୁ ମିଳିଲା ମହାମହିମ ଙ୍କ ଠାରୁ । ସତରେ ଆମେ ଓଡ଼ିଆ ବୋଲି ଭାରି ଗର୍ବ ଲାଗେ । ଜୟ ଜଗନ୍ନାଥ

    • @labamahantaofficial
      @labamahantaofficial Год назад

      ଆ ମେ ଓଡ଼ିଆ ଭାରି ବଢିଆ

    • @rinaranimarndi816
      @rinaranimarndi816 Год назад

      Bhai se odia nuhonti... Se Amo adiwasi ro jhio.. Amo santali ro gourabo.. Draupati murmu...

  • @skrout-sn1fp
    @skrout-sn1fp Год назад +158

    ନିଆରା ଢଙ୍ଗରେ ଜୀବନର ମୂଲ୍ୟ ବୁଝାଇ ଦେଲେ ମହିୟସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୁମକୁ ସତ ସତ ନମନ୍ 🙏🙏

    • @baikunthabehera3971
      @baikunthabehera3971 Год назад

      Odia bhari sarall jete gandimaripariba ...dhesha bikas katha kuha

  • @minatirout7523
    @minatirout7523 Год назад +3

    Right mam I love you ଏ ଧନ ସମ୍ପତ୍ତି କାହା ପାଇଁ କାରଣ ଅନେକ ଲୋକ ଓଡ଼ିଆ ମାଟି ଭୁଲି ଗଲେଣି ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ମୁଁ ଗୋଟେ ଓଡିଆ ବୋଲି ମୁଁ ଆପଣମାନଙୁ ଅନୁରୋଧ କରୁଛି ଓଡିଶା କୁ କେହି ଭୁଲିବେ ନାହିଁ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ 👍👍👍👍🙏🙏🇮🇳🇮🇳🇮🇳🇮🇳

  • @Uko33db
    @Uko33db Год назад +413

    ଶିଖ ରେ ଦୁର୍ନୀତି ନେତା ମାନେ, ଆଉ IAS ମାନେ, IPS ମାନେ, ଦେଶ ର ସବୁ ଠାରୁ ମହାନ୍ ବ୍ୟକ୍ତି ନିଜେ ମହାମହିମ ରାଷ୍ଟ୍ରପତି ବି ନିଜ କୁ ଉଚ୍ଚ ବୋଲି କହୁ ନାହାନ୍ତି, ଯିଏ କି ବାସ୍ତବ ରେ ଉଚ୍ଚ

    • @shubhampriyapanda
      @shubhampriyapanda Год назад +8

      Right bro 👍👍

    • @Uko33db
      @Uko33db Год назад +7

      @@shubhampriyapanda 🙏🙏🙏 ଧନ୍ୟ ବାଦ, ମୋର ଲେଖା ଟି ପଢି ସୁନ୍ଦର୍ ଉତ୍ତର ଟିଏ ଦେଇ ଥିବା ରୁ

    • @odiyavloggerjhili797
      @odiyavloggerjhili797 Год назад

      Mam❤❤❤❤❤

    • @avipsanayak3335
      @avipsanayak3335 Год назад +1

      Salute mam..

    • @GeetanjaliPanigrahi-eg6ym
      @GeetanjaliPanigrahi-eg6ym Год назад +3

      Right 👍 akhiru luha asuchi

  • @tapankumarpradhan-yr8uk
    @tapankumarpradhan-yr8uk Год назад +62

    ମହାନ ବ୍ୟକ୍ତିତ୍ୱର ପରିଚୟ... ଆପଣଙ୍କ ଚରଣ ତଳେ କୋଟି ପ୍ରଣାମ 🙏🙏 ଜଗନ୍ନାଥ ଆପଣଙ୍କର ଚଲାପଥେ ପୁଷ୍ପ ବୃଷ୍ଟି କରନ୍ତୁ, ଜୟ ଜଗନ୍ନାଥ ସ୍ୱାମୀ 🙏🙏

  • @4PRSShiningStarPrasant
    @4PRSShiningStarPrasant Год назад +49

    ଭିନ୍ୟ ଏକ ପରିଚୟ ଅଭିନ୍ୟ ଏକ ଏକ ମଣିଷ।।।।।
    Grate salute mam 😭😭😭😭😭 ।।।।

  • @umakantbag4800
    @umakantbag4800 Год назад +63

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜିନ୍ଦାବାଦ 🙏🙏🙏

  • @debasishtripathy7133
    @debasishtripathy7133 Год назад +24

    ଏହି ଅମୃତ ବାଣୀ ଆମ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ ଦରକାର ଯେମିତିକି ନେତା, ପ୍ରଶାସକ, ବିଚାରପତି ,ବଡ଼ ବଡ଼ ବ୍ୟବସାୟୀ, ପଢା ଲେଖା ଓ ସ୍ମରଣ ଶକ୍ତି ସମୃଦ୍ଧ ବିଦ୍ୱାନ ତଥା ସାଧାରଣ ଲୋକେ ଖୁବ୍ ଶୀଘ୍ର ଏହା ହୃଦୟଙ୍ଗମ କରି ପାରିବେ।

    • @karanjena1766
      @karanjena1766 Год назад

      Gariba like egudaka mundare purani nahi .rastrapti rajnitia bepari actor manaku kahuchanti.gariba lahiri rojgar kara paisa save rakho.

  • @prasantkumar7932
    @prasantkumar7932 Год назад +27

    ଅତି ସୁନ୍ଦର କଥା କହିଛନ୍ତି ମହାମହିମ ରାଷ୍ଟ୍ରପତି ଜୟ ଜଗନ୍ନାଥ 🙏🙏🙏

  • @Goslow3037
    @Goslow3037 Год назад +299

    ଭିନ୍ନ ଏକ ମଣିଷ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ 🙏

  • @baazi8935
    @baazi8935 Год назад +38

    ଆଜି ଖୁସି ଲାଗିଲା ମହାମହିମ ଦ୍ରୌପଦୀ ମୁର୍ମୁ ଙ୍କ କଥା ଶୁଣି....କାହିଁକି ଆଜି ସତ କଥା କହିଲେ

  • @bkbarik2322
    @bkbarik2322 Год назад +11

    ଏମିତି ଜଣେ ମହାନ ଓଡ଼ିଆ ବିଶାଳ ହୃଦୟର ଅଧିକାରୀ ବ୍ୟକ୍ତିଙ୍କୁ ଆମର ରାଷ୍ଟ୍ରପତି ରୁପେ ପାଇ ନିଜକୁ ବହୁତ ଗର୍ବିତ ଲାଗୁଛି।ସେ ଆମପାଇଁ ସବୁବେଳେ ପୂଜ୍ୟ ହୋଇ କି ରହିବେ।🙏🙏🙏

  • @chittaranjanmohanta5796
    @chittaranjanmohanta5796 Год назад +159

    Mindblowing speech. Honourable president mam. 🙏

  • @balaramsahu7561
    @balaramsahu7561 Год назад +16

    ବାତ୍ସବରେ ହୃଦୟ କୁ ଛୁଇଁ ଗଲା ମାମ୍ ,ଜୀବନ ଗୋଟେ ପିଆଜ ଖୋଳପା ପରି ସବୁ ତୁଚ୍ଛ କିଛି ନାହିଁ ସବୁ ଅନ୍ଧାର ପରି ।🙏🙏🙏🙏🙏

  • @pravatibehera1042
    @pravatibehera1042 Год назад +1

    ପ୍ରଣାମ ଆପଣଙ୍କୁ ଆପଣଙ୍କ ଭାବନାକୁ।

  • @maheswarsahu7840
    @maheswarsahu7840 Год назад +6

    ଆମ 🙏🏼 ମାଟିର ଝିଅ 🙏🏼 ମହାମହିମ ରାଷ୍ଟ୍ରପତିଙ୍କ ମର୍ମଭେଦୀ ସ୍ଲୋଗାନ 🦚🌞
    ବାଃ ବାଃ ରେ !!! ଅତି ନିତ୍ସକ ସତ୍ୟବଚନ 🙏🏼
    ବନ୍ଦେ ଉତ୍କଳ ଜନନୀ 🦚🌞🙏🏼
    ଭାରତ ମାତା କି ଜୟ 🙏🏼

  • @statusvideo2136
    @statusvideo2136 Год назад +60

    ଶିଖି ବାର ଅଛି ଜଡ଼ି ମହାମହିମନକୁ ସିଖ ଏହାହିଁ ନିରାଟ ସତ୍ୟ ଆଗାମୀ ଯୁଗର ନୂଆ ଇତିହାସ

    • @dpsslearn1857
      @dpsslearn1857 Год назад

      Kya bat hai, 🙄👍👍👍👍👍☺️

  • @pranabranjanchhatoi9411
    @pranabranjanchhatoi9411 Год назад +72

    This is absolutely 💯 %truth what president mam told.

  • @sabitaprusty8035
    @sabitaprusty8035 Год назад +13

    ଧନ ଅଛି ଜୀବନ ଚାଲି ଯାଉଛି, କେତେ ବେଳେ କେଉଁ ସମୟ ଆ ହଉଛି କେହି କହି ପାରିବେ ନାହିଁ। ଏକା ନାବେ ପରା ସମସ୍ତେ ବସିଛି ନାଆଁ ଯେବେ ଯିବ ବୁଡି । ନାଉରି ଆ ଆଉ ଦରକାର ନାହିଁ, ସେଥି ଥିବ ତାଲା ପଡି। ଯେତିକି ସମୟ ଅଛି ସାବଧାନ ହୋଇ ଯାଅ । ଚେତନା ଜାଗ୍ରତ କର।ମା ସାରଳା।

  • @NrusinghaCharanRatha
    @NrusinghaCharanRatha Год назад +10

    ମଣିଷର ଶେଷ ଜୀବନର ବାସ୍ତବ ଚିତ୍ରକୁ ମହାମହିମ ଆଙ୍କିଛନ୍ତି, ମୁର୍ଖଙ୍କୁ ଓ ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି। ବହୁତ ବହୁତ ଧନ୍ୟବାଦ।

  • @banditabarik2872
    @banditabarik2872 Год назад +18

    Great salute to Mahamahim Rastrapati Draupadi Mam.Excellent speech to all of us.I am proud of u as a Mayurbhanj basi.

  • @srikantabehera471
    @srikantabehera471 Год назад +1

    ସମସ୍ତେ କୁହନ୍ତି ଭାରତ ମାତା କି ଜୟ ସତରେ ଏମିତ୍ ଭାରତ ମାତା ଆମେ ପାଇଛୁ ଆମ ରାଷ୍ଟ୍ରପତି ଙ୍କ ରୁପରେ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rameshchandradas65
    @rameshchandradas65 Год назад +106

    ଆମର ରାଷ୍ଟ୍ରପତି ଙ୍କୁ କୋଟି କୋଟି ନମନ 🙏🏻🙏🏻🙏🏻🙏🏻

  • @charulatapaikaray5288
    @charulatapaikaray5288 Год назад +35

    Heart teaching speech,Honourable president Myam! 💐💐🙏🙏

  • @gurumohanty8208
    @gurumohanty8208 Год назад +63

    Ma'am is absolutely 💯 right. The best Prez I have ever seen.

  • @sabitaprusty8035
    @sabitaprusty8035 Год назад +12

    ମନକୁ ଛୁଇଁଲା ପରି ବାର୍ତ୍ତା ଲୋକ ମାନ ଙ୍କ ର ଚେତନା ପଶିବା ନିହାତି ଆବଶ୍ୟକ ଓ ଜରୁରୀ। ଆଜିକାଲି କିପରି ସମୟ ଚାଲିଛି।

  • @gurumohanty8208
    @gurumohanty8208 Год назад +21

    Ma'am is reflecting India & its noble thoughts truly like anything. Hats off Hon'ble Prez Maa

  • @manasranjanpatra5605
    @manasranjanpatra5605 Год назад +30

    ଏମିତି କଥା କେହି କହି ନ ଥିଲେ ଶୁଣିବାକୁ ବଡ ବଡ ଲୋକଙ୍କୁ କଷ୍ଟ ହେଉଥିବ

  • @chandrakantsingh4858
    @chandrakantsingh4858 Год назад +1

    ମୁଁ ଧନ୍ଯ ଯେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ୱବିଦ୍ୟାଳୟ ରେ ଯୋଗ ଦେଇଛି ଧନ୍ୟବାଦ ମ୍ୟାଡମ୍ ❤

  • @subratkumarpadhi8885
    @subratkumarpadhi8885 Год назад +20

    Real education says about how to live happily without any attachment. Ever grateful to Madam for your enlightened speech.

  • @Devotional05
    @Devotional05 Год назад +39

    Mind blowing speech

  • @jyotinanda9931
    @jyotinanda9931 Год назад +3

    Great Mam Excellent Speeches. Jay Bharat Mata Jay Modi ji Jay Draupadi Murmu Mam ji Jay Hind Bande Mataram Bande Utkal Janani Om Shanti

  • @padmajaacharya8317
    @padmajaacharya8317 Год назад

    🙏ମ୍ୟାଡ଼ାମ, ଆପଣଙ୍କ କଥା ଶୁଣି ବହୁତ ଗର୍ବ ଅନୁଭବ ହେଉଛି, ଦେଖା ହେବାକୁ ଇଚ୍ଛା ହେଉଛି 🙏

  • @milanmohapatra97
    @milanmohapatra97 Год назад +18

    ବହୁତ ସୁନ୍ଦର ବାର୍ତ୍ତା ❤❤❤❤❤

  • @sambitkumar4807
    @sambitkumar4807 Год назад +58

    ଜୀବନର ବାସ୍ତବତା 💙🥺🧡

  • @swadhinkishorepati2889
    @swadhinkishorepati2889 Год назад +6

    ମଣିଷ ର ଜୀବନରେ ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ସେତିକି ଉପାର୍ଜନ କରି ଖାଇ ପିଇ ଶାନ୍ତି ରେ ଭଗବାନ୍ ଙ୍କୁ ସ୍ମରଣ କରି ଜୀବନ ଅତିବାହିତ କରିବା ଉଚିତ୍ ,ଯଦି ପାଖରେ ଆବଶ୍ୟକ ଅପେକ୍ଷା ଅଧିକ ଅର୍ଥ ଅଛି ତେବେ ଦୁଃଖୀ ଓ ଆବଶ୍ୟକ ଥିବା ଲୋକ ଙ୍କୁ ସାହାଯ୍ୟ କରିବା ଉଚିତ୍ ତେଣୁ ଜୀବନରେ ଏକ ଭଗବାନ୍ ହିଁ ସାର

  • @susantagaan1386
    @susantagaan1386 Год назад

    ବଡ ଏବଂ ମହାନ୍ ଲୋକ ମାନେ ଯେତେବେଳ କିଛି କୁହନ୍ତି ସେତେବେଳେ ତାହା ଏକ ଉଦାହରଣ ହୋଇଥାଏ କିନ୍ତୁ ସାଧାରଣ ମନୁଷ୍ୟ କ୍ଷେତ୍ର ରେ ଏହା ସମ୍ପୂର୍ଣ୍ଣ ବିପରୀତ। ପ୍ରତି ଟି ମଣିଷ ନିଜର ଆଶା ଓ ଅଭିଳାଷ ନେଇ ବଞ୍ଚିଛି ଏବଂ ବଞ୍ଚିବା ବି ଉଚିତ୍ କିନ୍ତୁ ଏହାକୁ ପୂରଣ କରିବାକୁ ଅନ୍ୟାୟ ଏବଂ ଦୁର୍ନୀତି ର ଆଶ୍ରା ନେବା ଅନୁଚିତ୍। ଜୟ ଜଗନ୍ନାଥ

  • @TheUnknown79
    @TheUnknown79 Год назад +1

    Dharma dhana prakrutira daana Dharme jie Nara Dharme jie prakruti-narayana

  • @Itz_raaz123
    @Itz_raaz123 Год назад +10

    Literally mam's speech brought tears in my eyes, she is a completely different person and telling the truth of life. Hats off you mam❤

    • @ramchillarege1658
      @ramchillarege1658 Год назад

      Request: Would you please post a traslation.. Hindi is fine for me, but truly English would be best. If you do it in Hindi, I will produce the English version.

  • @shivcharanjena
    @shivcharanjena Год назад

    ବହୁତ ସୁନ୍ଦର କଥା ଶୁଣି ମୁଁ ଆହୁରି ଆନନ୍ଧଲାଗୁଛି

  • @arlitamohanty5195
    @arlitamohanty5195 Год назад +29

    Excellent mam......India feels proud having the President like You....🙏🙏🙏

  • @LalitDalai-vc5bd
    @LalitDalai-vc5bd Год назад +1

    Thanks jai jagannath

  • @dayanidhibehera5163
    @dayanidhibehera5163 Год назад

    ହେ ମା ଆପଣଙ୍କୁ କୋଟି ପ୍ରଣାମ. ଭାରତ ମାତା କି ଜୟ

  • @ibookscpy-sw3wx
    @ibookscpy-sw3wx Год назад +1

    କିଏ କିଏ full video ଦେଖିଚ like କର।

  • @bahudaradatoka5801
    @bahudaradatoka5801 Год назад +16

    RIGHT RIGHT RIGHT MAM YOUR STATEMENT IS CORRECT IT IS REALLY TOUCH MY HEART , NOT ONLY ME BUT ALSO ALL , THIS VIDEO VERY MUCH INSPIRE ME AND OUR FAMILY AS WELL AS I THINK ALL PEOPLE WHO CAN HEAR THIS VIDEO

  • @ranjitkumarjena3113
    @ranjitkumarjena3113 Год назад

    ହେ ଭଗବାନ ଗୋଟେ ଗରିବ ର ମନର କଥା ଗୋଟେ ଦୁଃଖୀ ଦରିଦ୍ର ମନର କଥା

  • @anamcharannayak9181
    @anamcharannayak9181 Год назад +15

    Heart touching speach 🙏🙏

  • @thakurbarik2119
    @thakurbarik2119 Год назад

    Right Barta Dele Lok Nku Dhanya Mahamahim Rastrapati Apanku Koti Koti Pranam

  • @MunnakarjeeMunnakarjee-ph1lj
    @MunnakarjeeMunnakarjee-ph1lj Год назад +5

    I respect mam your a great president of India 🇮🇳 so your important speech inspiration all members 🙏🙏🙏

  • @Reenabehera0
    @Reenabehera0 Год назад +6

    Maa nku mora bhumista pranam Jay jagannath Jay jagannath Jay jagannath maa 🙏🙏🙏🙏🙏🙏🙏🙏🙏🙏🙏

  • @sanjayarout3164
    @sanjayarout3164 Год назад +10

    ସତରେ ଆପଣ କେତେ ମୋହାନ କେତେ ସୁନ୍ଦର କଥା

  • @mukeshbehera5861
    @mukeshbehera5861 Год назад +10

    Mind-blowing speech....
    Thank you president ma'am.. 🙏🙏🙏..

  • @omkartripathy3684
    @omkartripathy3684 Год назад +4

    Mind blowing & Motivating words from Honourabe President Madam 🙏

  • @balaramgouda6367
    @balaramgouda6367 Год назад +1

    Nice mam🙏🙏

  • @saniamohapatra7426
    @saniamohapatra7426 Год назад +9

    💯 right jaha hau ate dinapare Jane president dekhili 🙏🙏🙏 Jay shree jagannath 🙏🙏🙏

  • @mkmallick8781
    @mkmallick8781 Год назад +16

    Great president of India ❤❤

  • @purnachandrakumbhar3550
    @purnachandrakumbhar3550 Год назад +1

    ଲକ୍ଷ୍ୟ କୁ ପହଂଚିଗଲା ପରେ ସମସ୍ତେ ଏମିତି ଉପଦେଶ ଦିଅନ୍ତି ହେଲେ ଗରିବୀର ଦୁଃଖ ବୁଝିବ କିଏ

    • @hunnterr_
      @hunnterr_ Год назад

      ହଁ ଭାଇ you are Right

  • @narayandas8893
    @narayandas8893 Год назад +1

    Inspiring Speech by our belove honourable President Mam.. Proud of you Respected Mam.. Really you are great Mam.. FROM RAHAMA, JAGATSINGHPUR ,ODISHA..

  • @tahseenilyas6734
    @tahseenilyas6734 Год назад +20

    Heart touching speech great lady great president ❤

  • @lipsamalik6077
    @lipsamalik6077 Год назад

    Bahut tnsn re thili e speech suniki kete Santi milia..thank u honorable mam😍

  • @shydollpriti8691
    @shydollpriti8691 Год назад

    ଦୁନିଆର ଭ୍ରଷ୍ଟ ନେତା ଲୋକଙ୍କୁ ଚେତେଇବା ପାଇଁ ଜଗନ୍ନାଥ ଆପଣଙ୍କୁ ମହାମହିମ ପଦବି ଦେଇଛନ୍ତି🙏🙏🙏🙏🙏🙏🙏

  • @bharatasahu1628
    @bharatasahu1628 Год назад

    ସତରେ ଆପଣ ମହାନ୍ 🙏🙏🙏
    ଆପଣ ଆମର ଗର୍ବ , ସାରା ଭାରତ ବାସି ଙ୍କ ଗର୍ବ

  • @jyotijyoti9669
    @jyotijyoti9669 Год назад +1

    Banshi giri very good speech

  • @bikijena1851
    @bikijena1851 Год назад +12

    Waoo really great speach

  • @basudevpradhan-i7h
    @basudevpradhan-i7h Год назад +1

    Very good madam

  • @kumarrajesh2526
    @kumarrajesh2526 Год назад +9

    Bahut sundar speech 🙏🙏

  • @rameshsahoo8872
    @rameshsahoo8872 Год назад

    ଅତି ସୁନ୍ଦର ମାଡାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️🙏🙏🙏🙏🙏 ଏହି ଭଳି ମା ଆମ ଓଡ଼ିଶା ପାଇଁ ମହାନ ଏବଂ ଆମ ଭାରତ ପାଇଁ

  • @jyotirsingh2467
    @jyotirsingh2467 Год назад

    ଓଡିଶା ମାଟିର ଗୌରବ କଥାବାର୍ତ୍ତା ଆଚରଣ ବିଧି ବିଧାନ ସଭାରେ ଆଣୁଛନବହୁତ ଭଲ ଲାଗିଲା❤❤❤

  • @MANAS-SIR-24
    @MANAS-SIR-24 Год назад

    ଏହା ହିଁ ବାସ୍ତବ କଥା ମାଆ ।
    ଅତି ସୁନ୍ଦର ବାର୍ତ୍ତା

  • @zero_2_hero_priya
    @zero_2_hero_priya Год назад +5

    mam🙏
    ଆପଣଙ୍କ ଚରଣ ତଳେ ମୋ ତରଫରୁ କୋଟି କୋଟି ପ୍ରଣାମ 🙏😔
    ମାଆ 🙏

  • @sumitkumardas506
    @sumitkumardas506 Год назад +1

    Mind blowing speech...

  • @anusayamohanty1775
    @anusayamohanty1775 Год назад +11

    Bhut hi sunder jay hind😢

  • @satyajitjethi8083
    @satyajitjethi8083 Год назад +3

    Heart touching speach pranam mam

  • @aloknayak6856
    @aloknayak6856 Год назад +2

    ଭିନ୍ନ ଏକ ମଣିଷ ମେଡମ 🙏🙏

  • @gulati5060
    @gulati5060 Год назад

    Aponku mora koti koti pranam🙏🙏🙏🙇‍♂️🙇‍♂️🙇‍♂️

  • @UpendraThati
    @UpendraThati Год назад +5

    Brahma badini rastrapati dropadi murmu 🕉️🕉️🕉️👏👏👏

  • @kanhaacademy233
    @kanhaacademy233 Год назад

    ଖୁବ୍ ସୁନ୍ଦର 🙏🙏🙏

  • @samarendrarout4341
    @samarendrarout4341 Год назад +1

    Superb... President Ma'am 🙏❤️🇮🇳

  • @tarunanahak5836
    @tarunanahak5836 Год назад

    Ma'am apananku mora koti koti pranam jaha kahile a biswa re Satya bacana thank you ma'am 🙏❤️❤️❤️❤️

  • @kanhaentertainment68
    @kanhaentertainment68 Год назад +1

    ଅତି ସୁନ୍ଦର କଥା 🙏🙏

  • @dejalinsingh9006
    @dejalinsingh9006 Год назад +6

    Jay Jagannath 🙏

  • @anandnarayanrath8322
    @anandnarayanrath8322 Год назад

    ଏହି କଥା ଆଜି ପର୍ଯ୍ୟନ୍ତ ଭାରତ କୌଣସି ରାଷ୍ଟ୍ରପତି କହିନଥିଲେ। 🙏🙏

  • @pabitrarout8718
    @pabitrarout8718 Год назад +1

    Thank you ma'am

  • @Odiajhiachhandita
    @Odiajhiachhandita Год назад

    Thanks for you

  • @kanchanlatadas6332
    @kanchanlatadas6332 Год назад

    ସୁନ୍ଦର ଭାଷଣ

  • @chinmaylenka5171
    @chinmaylenka5171 Год назад +1

    Appnku sat sat koti koti pranam jay shree krishna saranam

  • @sumedhadas8456
    @sumedhadas8456 Год назад +1

    Really she is truely heartiest woman Very peaceful human . I love her i respect her..

  • @NiranjanMeher-u7p
    @NiranjanMeher-u7p Год назад +1

    Right. Speech. Our president

  • @yugeshsabar1657
    @yugeshsabar1657 Год назад

    Ma'am ଏହି ଭାବନା ଯଦି ଉଚ୍ଚ ପଦବୀରେ ଥିବା ବ୍ୟକ୍ତି ମାନେ ବି ଚିନ୍ତା କରନ୍ତେ ଭଲ ହୁଅନ୍ତା କିନ୍ତୁ ବାସ୍ତବରେ କିଛି କିଛି ଆବଶ୍ୟକତା ତ ରହିଛି ❤❤❤

  • @jitenmajhijitenmajhi8105
    @jitenmajhijitenmajhi8105 Год назад

    jai shree ram krishna 🙏🌹🌹🌹🌹🌹🌹🙏🇮🇳🙏💪❤️❤️❤️❤️❤️❤️❤️❤️❤️

  • @bijaymishra6797
    @bijaymishra6797 Год назад

    Super true fact thanks for great statements nice information thanks from RUKMINI PRODUCTION BijayaKumarMishra GITIKARA puri

  • @rashmikrishna1701
    @rashmikrishna1701 Год назад +7

    You are a beautiful soul..

  • @PratimaSarangi-fg7wd
    @PratimaSarangi-fg7wd Год назад

    ମ୍ୟାଡ଼ମ୍ ମୁଁ ଆପଣଙ୍କ ପାଖରେ ପହଞ୍ଚି ପାରୁନି ଏହି ମାଧ୍ୟମରେ ଆପଣଙ୍କ ଠାରୁ ସାହାର୍ଯ୍ୟ ଚାହୁଁଛି

  • @bharatasahoo699
    @bharatasahoo699 Год назад +1

    P.m is our stamina of odisha.. language is very sweet and advice is very very suitable for all. all odisha maa.

  • @blcbiswa3469
    @blcbiswa3469 Год назад

    Love ❤️from mayurbhanj RAIRANGPUR mam

  • @santoshkumarbharati9138
    @santoshkumarbharati9138 Год назад +5

    Word is full of hypnotise love you mam🙏

  • @BhaktaBandhusahu-nj7ju
    @BhaktaBandhusahu-nj7ju Год назад

    Maha mahima rastrapati dropati murmu mam nku koti koti pranam

  • @namitaParida96
    @namitaParida96 Год назад

    Mind-blowing speech.honourable president mam🙏🙏🙏🙏.