ଭେଜ ରୋଲ | ବାହାରେ ଖାଇବା ମଜା ଘରେ | Veg Roll | Super Tasty |

Поделиться
HTML-код
  • Опубликовано: 16 окт 2024
  • ଭେଜ ରୋଲ | ବାହାରେ ଖାଇବା ମଜା ଘରେ | Veg Roll | Super Tasty | @LipiCooks
    Greetings to all my viewers..
    This Thursday 25/07/2024, I made a recipe video 'Veg Roll'. Friends, breakfast or tiffin is a big concern for every housewife. To make a healthy dish which is also enjoyed by all members is really very satisfying. Believe me this recipe is very very tasty. I request you all to prepare this recipe at least once if you want to try healthy options for your family. Happy cooking and kindly subscribe. Jai Jagannath.
    ସବୁ ଦର୍ଶକଙ୍କୁ ମୋର ନମସ୍କାର..
    25/07/2024 ରେ ମୋ ଚ୍ଯାନେଲ ପାଇଁ 'ଭେଜ ରୋଲ' ରେସିପି ଭିଡିଓ କରିଥିଲି। ଆଜିର ରେସିପି ଟି ଘର ର ସମସ୍ତ ସଦସ୍ୟ ମାନେ ପସନ୍ଦ କରିବେ। ଜଳଖିଆ ବା ଟିଫିନ ରେ ଏଇ ରେସିପି କୁ କରି କମାଲ କରି ଦିଅନ୍ତୁ। ମୋର ଆପଣ ମାନଙ୍କୁ ଅନୁରୋଧ ଥରେ ଏହି ରେସିପି କୁ ଘରେ କରି ଖାଆନ୍ତୁ..ଏହାକୁ ବୟସ୍କ ଛୁଆ ସମସ୍ତେ ଖାଇ ପାରିବେ ଏବଂ ଏହା ସ୍ବାସ୍ଥ୍ୟ ପାଇଁ ବି ଭଲ। ଖୁସି ରେ ରୋଷେଇ କରୁ ଥାଆନ୍ତୁ..ଆଉ ଦୟା କରି ମୋ ଚ୍ଯାନେଲ କୁ subscribe କରନ୍ତୁ। ଜୟ ଜଗନ୍ନାଥ।
    #healthyrecipes #tastyrecipes #healthyandtastyrecipe #odiarecipe #vegroll #vegrollrecipe #rollrecipe #vegrollrecipeinodia #roll #snacks #breakfast #streetfood #recipe #recipiesforsnacks #recipeforchange #recipeathome #recipecooking #recipemillets #newrecipe2024

Комментарии • 4