Bahut bhala lagila Madam I remember our odia teacher had told this in 8 th class but I really got the phrase after 32 years. Though I am poor in odia I am liking the phrases narrated by you Madam please describe the phrase where description of 4 seasons are there. Thanking you
ଆପଣ ବି ଜଣେ ଉଚ୍ଚ କୋଟିର କବି ମାନଙ୍କର ଶ୍ରେଣୀ ରେ ଅଟନ୍ତି. ବହୁତ ଭଲ ଭାବେ ଉପେନ୍ଦ୍ର ଭଞ୍ଜଙ୍କ କବିତା କୁ ସରଳ ଭାଷା ରେ ବୁଝେଇପାରୁଛନ୍ତି 🙏🙏🙏
Kabi samraat upendra bhanja
I am a MBBS student but started loving odia language after waiting your videos ma'am🙏🙏
ଏହା ଓଡ଼ିଆ ଅସ୍ମିତା ପରିପ୍ରକାଶର ଗୋଟିଏ ଉତ୍ତମ ମାର୍ଗ । ଅଶେଷ ଧନ୍ୟବାଦ । ପ୍ରଚେଷ୍ଟା ଚାଲୁ ରହିବ ବୋଲି ଆଶା।
ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପଶାପାଲି ରେ ବନ୍ଧା.... ଏତିକି କହିବି ଆପଣଙ୍କ ଉପସ୍ଥାପନା ଶୈଳୀ.. ଚିତ୍ର ଉପସ୍ଥାପନା.... ହୃଦୟରୁ 🙏🙏👍...
Bahut sundar upastapana mam bahut bala lagila
ସତରେ ସାରସତ୍ୱର ସନ୍ଥ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ସାହିତ୍ୟର ପ୍ରାଣ ଓ ସ୍ପନ୍ଦନ ll ତାଙ୍କରି ସ୍ଵାକ୍ଷରରେ ସାହିତ୍ୟ ପୂର୍ଣ୍ଣତା ଲାଭ କରିଛି ll 🙏
ଵହୁତ ସୁନ୍ଦର
ଆଜ୍ଞା ମ୍ୟାମ୍🙏 ଲାବଣ୍ୟବତୀର ସେଇ ଋତୁ ପଙ୍କ୍ତିଟିକୁ ଆଲୋଚନା କରନ୍ତୁ।
Bohut sundar mam ete madhura voice apanankara bujheiba saili madhya thank you mam
ଅତି ଚମତ୍କାର ବିଶ୍ଳେଷଣ। ଆଶୀର୍ବାଦ
Aapankar paheibar ra salye bohut sundar lage madam..
Plzzz loka sahitya upare kichhi class kale ama pain kichhi upadeye hoye paranta
Bohut sunda upastapan🙏🏻🙏🏻
Excellent narration. Thank you.
Jay Jagannath
Thanks 🙏 mam
ବହୁତ୍ ସୁନ୍ଦର ଆଲୋଚନା ମେମ
ଲାବଣ୍ୟବତୀ ର ଆଲୋଚନା କରନ୍ତୁ
Mam ଆପଣ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀଶ ବିଳାଶ ସମ୍ପୂର୍ଣ ଭାବେ ଆଲୋଚନା କରନ୍ତୁ ବହୁତ ଭଲ ଲାଗୁଛି ଆପଣଙ୍କ ଆଲୋଚନା ଗୁଡିକ ଦୟାକରି । ମୋର ନାମ ପୂର୍ଣ୍ଣଚନ୍ଦ୍ର ମେହେର
ଆଜ୍ଞା ମେମ୍ ଆଲୋଚନା କରନ୍ତୁ।ଭଲ ବର୍ଣ୍ଣନାତ୍ମକ ହୋଇଛି।
🙏 🙏 🙏 🙏 🙏
Excellent explanation
ଅତି ଚମତ୍କାର ଲେଖା ର ତାତ୍ପର୍ଯ୍ୟ ଥିବାରୁ ହୀଁ
ଅବିସ୍ମରଣୀୟ ଯୁଗ ପୁରୁଷ ମାହ୍ନୀବାକୁ ପଡୁଛି 🙏🌹🙏
Ati sundar. Dhanyabd. 👌
ଆପଣଙ୍କ ଆଲୋଚନା ଟି ଅତ୍ଯନ୍ତ ସରଳ ଓ ମଧୁର।
ଅତି ସୁନ୍ଦର।
Bahut badhia, Anupam upasthapana, Thanks Mam.
Good morning God bless you forever.
Very meaningful explanation!!!
Sundara mam 🙏🙏🙏🙏🙏
Chamatkar marvellous madam dhanyabad
Bahut sundar uasthapana
Thank you mam,,,, କଳା କଉତୁକ ( ଉପେନ୍ଦ୍ର ଭଞ୍ଜ ) ଙ୍କ କାବ୍ୟ ଆଲୋଚନା କରନ୍ତୁ
ବହୁତ ସୁନ୍ଦର mam ସୁନ୍ଦର ଉପସ୍ଥାନା 🙏🙏🙏🙏
ଅତି ଚମତ୍କାର mam
ଅତି ସୁନ୍ଦର ଉପସ୍ଥାପନା.. 🙏🙏
ବହୁତ ସୁନ୍ଦର ଉପସ୍ଥାପନା❤❤❤❤
Khubsundar 🎉🎉
ବହୁତ ସୁନ୍ଦର ଉପସ୍ଥାପନା କଲେ madam🙏
Bahut. Sundar
ଅତି ଚମତ୍କାର। ନମସ୍କାର।
Very good expression. It will be very useful to kindly place 2nd phase. Subhas samantaray
Madam namaskar, I think it's an golden upertunity to get absolute knowledge on Odiya kaby, kavita of our great poets.
ଅତି ଚମକ୍ତାର ଉପସ୍ଥାପନା ମାମ୍
Speechless ma'am.very nice session.
Bahut bhala lagila Madam
I remember our odia teacher had told this in 8 th class but I really got the phrase after 32 years.
Though I am poor in odia I am liking the phrases narrated by you
Madam please describe the phrase where description of 4 seasons are there.
Thanking you
Describe the new stanza describing 4 season s
Please 🙏🙏🙏 madam
ବହୁତ ସୁନ୍ଦର ❤
Bahuta sundara mam
Bahut bhala explain mam 🙏❤❤thank you
Very nice presentation Madam
Wonderful discuss.
କବିଙ୍କୁ ଧନ୍ଯବାଦ
ଧନ୍ୟ ହେ କବି ସମ୍ରାଟ
Odisha ra Sanskrutika itihaas
Upare class karantu please mam 🙏🙏🙏
Khub bhala
Excellent video
Good afternoon mam
ଆପଣ ଅତି ଚମତ୍କାର ଭାବେ ବୁଝାଇଲେ,ଅଜସ୍ର ଅଭିନନ୍ଦନ
Wow mast describe
ଉପସ୍ଥାପନା ଶୈଳୀକୁ ଶତ ଶତ ପ୍ରଣାମ ଦିଦି।🙏
Dhanyabad mam
Apanka Katha bhala laguchi.
Nice
Madam Namaskar I କଳକଣ୍ଠ ମାନେ କୋଇଲି ନା ମୟୂର
Sorry କାଉ କୁ କଳକନଠ କୁହା ଯାଏ
Bahut sundar😊
ଆପଣ ମଧୁବାବୁ ଭଲି ବୁଝାଉଥିବାରୁ କବିତାଟିର ଅର୍ଥ ଭଲଭାବରେ ବୁଝି ହେଲା
Thanks mam bakitaka karuntu
Ma'am please discuss about KALA KAUTUKA
🙏
Upendra bhanja nka labanyabati ra madhya alochana karantu
Mam 🙏
Mam please complete Odia Grammar Session for OPSC ASO exam........
Beautiful lesson
ଉପସ୍ଥାପିକା ମହୋଦୟା, ପ୍ରଣାମ ll ଆପଣ ମଧ୍ୟ ସାରସତ୍ୱ ଆକାଶରେ ଏକ ତୀବ୍ର ଉଜ୍ବଳ ନକ୍ଷେତ୍ର ll ଆପଣଂକ ଶବ୍ଦ ସଂରଚନା ସାହିତ୍ୟର ବପୁକୁ ଏକ ଅନାଗତ ଭବିଷ୍ୟତକୁ ଅପେକ୍ଷାରତା (ବିବାହ )ଅଳଙ୍କାରରେ ସଜିତା ସୌନ୍ଦର୍ଯ୍ୟପୂର୍ଣ ତରୁଣୀଟିଏ ପ୍ରାୟ ଅନୁମେୟ କରାଉଛି ll
❣️
Mam Labanyabati, Rashika harabali, Prema sudhanidhi ra cls karantu
🙏🙏🙏🙏🙏
Mam plzzzz+3 ,5th semester ra note discussion karantu PLZZ mam I'm kindly request to you mam
ଏମିତି ଶବ୍ଦ ସଂଯୋଜନା କେବଳ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ହିଁ ରଚି ପାରିବେ
Madam please ssb paen syllabus wise class karantu🕊️
ଧରା ମାନେ ଏଠି ପୃଥିବି ହେବ କି
Please sing the songs with respective raag, because Bhanja Sahitya can't be fully understood without singing.
ଏବ ସମୟରେ ଏପରି କବି ଅଛନ୍ତି?
🙏💐
#factbiswash
Madam please describe the stanza continuously 5 stanza of
Dekhi naba kalika bakalika malika
Thank you
Ma'am ଆପଣ opsc ଓଡ଼ିଆ ଏବଂ ସବ ଓଡ଼ିଆ ପାଇଁ ପ୍ରସ୍ତୁତ କରନ୍ତିକି ??? ଦୟାକରି ଉତ୍ତର ଦିଅନ୍ତୁ🙏🙏🙏🙏
ହଁ । ଆମେ ପ୍ରସ୍ତୁତ କରାଉ ।
@@MatruAcademy ssb ଏବଂ opsc ରେ ଯେଉଁ ଅଧ୍ୟାପକ ପୋଷ୍ଟ ବାହାରିଛି ତା ପାଇଁ କିପରି ଆପଣଙ୍କୁ follow କରିବି t k କହିବେ କି
କୌଣସି RUclips link ???
ଚମତ୍କାର ବିସ୍ଲେସଣ କରିଛନ୍ତି
Madam aethi aapanka Phone number dei thanta mu Kalahandi ru kahu6i
Bhola bujhaichhanti tq .....but khayma karantu aapananka getop thik nhin.......aapana simple aau jantel aago ruhantu taa pore vedio karantu please 🙏
.
ଦୟାକରି ଚାରୋଟି ଋତୁର ବର୍ଣ୍ଣନା କରାଯାଇଅଛି ତାହାକୁ ଭିଡିଓ କରି ଆଲୋଚନା କରନ୍ତୁ।
Madam ଚମ୍ପୁ ସାହିତ୍ୟ ଉପରେ କିଛି video କରନ୍ତୁ 🙏
Sita rutura raaga kahileni
ସୁନ୍ଦର ବିଶ୍ଳେଷଣ
ଧରା ମାନେ ଏଠି ପୃଥିବି ହେବ କି