News Fuse 03 SEPT 2024 | ଡ୍ୟୁଟି ନିଦ ଓ ମତ | ଫ୍ୟୁଜ୍ Views |

Поделиться
HTML-код
  • Опубликовано: 15 сен 2024
  • ବୁଦ୍ଧଙ୍କ ଶରଣେ ମଦ ! | ପାଚେରୀ ଭଙ୍ଗା ଯୁଦ୍ଧ | ଭୁବନେଶ୍ୱର ଧଉଳି ||
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 57

  • @debaalikeentertenment9902
    @debaalikeentertenment9902 12 дней назад +16

    ଗୋଟିଏ ଚାକିରି post ପାଇଁ ୬୦୦୦ ଜଣ ଲଢିବା ପରେ ଜଣେ ପାଉଛି |ସେଥିପାଇଁ ନିହାତି rest ଦରକାର |ଜୟ ଜଗନ୍ନାଥ

  • @BijaykumarSahoo-mx5tc
    @BijaykumarSahoo-mx5tc 12 дней назад +2

    ନାରଣ ଭାଇ ଶୋଇବା କାରଣ ହେଉଛି କେବଳ ନୁଆ ନୁଆ ଝିଅ ସ୍ତ୍ରୀ ଲୋକ ସହିତ ସେକ୍ସ କରି ହାଲିଆ ତେଣୁ ଅଫିସରେ ନିଦ ହବନି କେମିତି ଏବେ ବୁଝିଲ ତ ଧନ୍ୟବାଦ 🌹🙏

  • @badboykumar1683
    @badboykumar1683 11 дней назад +2

    ବୁଦ୍ଧ ଙ୍କ ପାଖରେ ମାନେ ସେହି ଜାଗା ରେ ମୁଁ ନିଜେ ବହୁତ୍ ବୃକ୍ଷ ରୋପଣ କରିଥିଲି

  • @maitri56
    @maitri56 12 дней назад +1

    Best programme News Fuse... Moro favourite 👍👍👍

  • @-manas-ranjan-143
    @-manas-ranjan-143 12 дней назад +4

    ଏତେ ବଡ ଶାନ୍ତି ପାର୍କ କରିଛ କିନ୍ତୁ ଗୋଟେ ଡଷ୍ଟବିନ୍ ରଖିନ ସେଇଟା କ'ଣ ଜନ ସାଧାରଣଙ୍କ ଦୋଷ ??😅😅

  • @MullaKejruddin701
    @MullaKejruddin701 12 дней назад +4

    ଓଟିଭି ଗୋଦୀ ମିଡିଆ ପାଲଟି ଯାଇଛି। ସବୁ ବିକାଶଶୀଳ ଭାଇମାନେ ନନ୍ଦିଘୋଷ ଟିଭି ଦେଖନ୍ତୁ।

    • @srpcreatorsuman5317
      @srpcreatorsuman5317 12 дней назад +1

      ଆଊ କଣ ନନ୍ଦିଘୋଷ BJD ଚମେଚା । ଏ BJP ହେଲେ ମଧ୍ୟ ମଜା ରେ ମଜାରେ BJP ଲାଞ୍ଜ ରେ ହାତ ମାରିଦେବ BJP ନେତା ମାନଙ୍କୁ fews କରିଦେବ ନନ୍ଦିଘୋଷ କୁ କହିଲ BJD ବିରୋଧରେ ଗୋଟେ ବାଇଟ ନେବ ତା ଚାକିରି ନେଇଯିବେ ଯିଏ ବାଇଟ ନେଇଥିବ।

  • @MoheswarRetta
    @MoheswarRetta 12 дней назад +3

    ଏମିତି ପ୍ରାୟ ସମସ୍ତ ଭିତିରିଆ ସ୍କୁଲରେ ଶିକ୍ଷକ ନିଶାପାଣି ପିଇ ଏମିତି ଦେଖିବାକୁ ମିଳୁଛି. ଏହାର ଉପରେ କୋଠର ପଦକ୍ଷେପ ନେଲେ ଭଲ ହେବ,

    • @anvlog1851
      @anvlog1851 11 дней назад

      ଖାଲିସେତିକି ନୁହଁ ପିଲାଙ୍କୁ ମଦ ବି ପିଆଉଛନ୍ତି sir

  • @soumyaranjanbarik4734
    @soumyaranjanbarik4734 11 дней назад

    ପାର୍କର ଅବସ୍ତା ଦେଖିଲେ ଲାଗୁଚି ରାତିରେ ଏହି ପାର୍କରେ ଦେବସଭା ଚାଲେ ଓ ମନୋରଞନ ପାଇଁ ସ୍ୱର୍ଗର ଅପ୍ସରୀ ଗଣ ଆସନ୍ତି ଆଉ ସୁରାପାନ ମଧ୍ୟ ଚାଲିଥାଏ

  • @bidyadharnayak2647
    @bidyadharnayak2647 12 дней назад

    ଯାହା ହଉ ଆମ ଲୋକ ମାନେ ବୁଧ କଂ ପାର୍କ କୁ ମଦ ପାର୍କରେ ପରିଣତ କରିସାରିଲେଣି। ଆଉ କିଛି ଦିନ ପରେ ମନ୍ଦିର ଭିତରକୁ ପଶିଯିବେ। ରାସ୍ତା ଉପର ତ ଛାଡ ଶାନ୍ତିସ୍ତୁପ କୁ ବି ଛାଡିଲେ ନାହିଁ। ଧନ୍ଯ

  • @Officeshreeved
    @Officeshreeved 11 дней назад

    Bahutu sundar

  • @Parsanalpkmblog
    @Parsanalpkmblog 5 дней назад

    ଗଂଜେଇ ପିଇ ମହାଦେବ ଶିବ ଠାକୁର ବସିଛନ୍ତି ଆଉ ମଦ ପିଇ ବୁଦ୍ଧ ବସିଲେ ଅସୁବିଧା କେଉଁଠି ।

  • @-manas-ranjan-143
    @-manas-ranjan-143 12 дней назад +6

    ସ - ଶୋଇବା ର ସହଜ ଉପାୟ
    ର - ରାଜା ଚାକିରୀ
    କା- କାମ କରେବା ବହୁତ କଷ୍ଟ
    ରୀ - ରାଗର ଶିକାର ହେବ ବେଶୀ ପ୍ରଶ୍ନ କଲେ
    ନି - ନିରବତା ରକ୍ଷା କରିବା
    ଦ - ଦିନ ବିତିବ ତୁମର ଦୌଡ଼ି ଦୌଡ଼ି

  • @single_Toka_
    @single_Toka_ 12 дней назад +1

    Sir 🙏 I have a suggestion for government job ...
    Every year gote gote exm rakhiba katha government employee manakna painka

  • @LombadharDehury
    @LombadharDehury 11 дней назад

    Jayo bahi chakiria bahi bisayare 😢chantikhahi tanku juhare👏👏👏

  • @kartikeshwar-hz8ih
    @kartikeshwar-hz8ih 12 дней назад

    ଜୟ ଜଗନ୍ନାଥ

  • @143Susanta
    @143Susanta 12 дней назад

    ଏମିତିକା ଶାନ୍ତି ଦେଖି ମତେ ଲାଗୁଛି ମୁଁ ଯିବି ଏଇ ଯାଗାକୁ ଟିକେ ଶାନ୍ତିରେ ରହିବା ପାଇଁ ହେଲେ ମୁଁ ବୁଝି ପାରୁନି ଏମିତିକା ଶାନ୍ତିରେ ରହୁଥିବା ସବୁ ଦେବତାଙ୍କର ମୃତ୍ତି କୁ କିଏ ଏମିତିକା ଅପବିତ୍ର କରନ୍ତୁନି ଅନୁରୋଧ ଆମ ଆସ୍ତା କୁ ଅପମାନ କରନ୍ତୁନି 🙏🏿🙏🏿🙏🏿

  • @soumyaranjanbarik4734
    @soumyaranjanbarik4734 11 дней назад

    ସରକାରୀ ନିଦରେ ଯାହାହଉ ନା କାହିଁକି କିନ୍ତୁ ସେଲିବ୍ରେଟି ମାନଙ୍କପରି ଯେଉଁ ଭାଇରାଲ୍ ହବ ମନତ ଖାଲି କନକନ

  • @TankadharaMahapatra
    @TankadharaMahapatra 12 дней назад

    Bahut bahut dhanyawad otv new 😮😮😮😮😮😮

  • @143Susanta
    @143Susanta 12 дней назад +1

    ଭଉଣୀ ଆମର ଠିକ କହିଲେ ସବୁ ସରକାରୀ ବାବୁ ମନେ ଗୋଟେ ଗୋଟେ ରୋଗରେ ପୀଡିତ ନିଦ୍ରାରୋଗ ଆଉ ଅବକାରୀ ନିଦରେ ଆହୁରି ନିଦ ଲାଗେ 🤣😂🤣

  • @prasantapattanaik862
    @prasantapattanaik862 12 дней назад +2

    ଯୁଗ ଯାହା ହେଲାଣି ଦୟା,ଧର୍ମ,ମାନଵିକତା ପାରଶ ପଥର ପାଇବା ସାଂଗେ ସମାନ। ସବୁଠାରେ ଅଧୋଗତି ଦେଖାଯାଉଛି।କଣ କରିବା?

  • @shibanipani
    @shibanipani 12 дней назад

    Mo papa ❤❤

  • @Pintupuspalifestyle
    @Pintupuspalifestyle 12 дней назад +1

    ଓଡ଼ିଶା ରାଜ୍ୟ ରେ ଅଫିସର ମାନେ ମଦ ପିଇ ଅଫିସ ଯିବେ ନାହିଁ ତ ଆଉ କ'ଣ କ୍ଷିର ପିଇଯିବେ ଓଡ଼ିଶାରେ ମଦ ସବୁଠାରୁ ମହାନ୍

  • @no1sandhyacreation143
    @no1sandhyacreation143 12 дней назад

    ମଦ ବୋତଲ ଏଣେ ତେଣେ ପକେଇଲେ ପାର୍କ ର ପରିବେଶ ଖରାପ ହେବ ସେଥିପାଇଁ ଭାଇମାନେ ଅଧିକା ବୁଦ୍ଧି ଖର୍ଚ୍ଚ କରିଲେ ମୂର୍ତ୍ତି ଭିତରେ ପକେଇଲେ କିଏ ଜାଣିପାରିବେ ନାହିଁ......| ତାହା ଛଡା ଆଜିକାଲି generation ରେ କିଏ ପାର୍କ ଗଲେ ମୂର୍ତ୍ତି ପାଖକୁ ଯାଉଛନ୍ତି ଯେ ଜାଣିବେ | ସେମିତି ଭାବନା ନେଇକି ଏମିତି କାମ କରିଛନ୍ତି |

  • @sudhansukumarbal3419
    @sudhansukumarbal3419 11 дней назад

    Good morning to all

  • @atanukumarrout6884
    @atanukumarrout6884 11 дней назад +1

    Amitika gurunku aga Puja kariba katha

  • @BijaykumarSahoo-mx5tc
    @BijaykumarSahoo-mx5tc 12 дней назад

    🍺🍺 ମଦ ଆଉ ବେଶ୍ୟା ବେଧ ବ୍ରାଉନ ସୁଗାର ବିନା କେହି ମଣିଷ ନୁହେଁ ବୋଧେ ତୁ କାହିଁକି ଖାଲି ଟାରେ କ୍ୟାମେରା 📷 ପକେଇ ପକେଇ ହାଲିଆ ନାରଣ ସିନା ଆଉ କିଛି ନୁହେଁ ଯେଉଁଦିନ ନାରାୟଣ ଆସିବେ ସବୁ ଠିକ କରିଦେବେ ଧନ୍ୟବାଦ 🌹🌹🙏

  • @odishadjvlog946
    @odishadjvlog946 12 дней назад +1

    ସରକାର DJ ban କରିଦେଲେ କାଇ ମଦ ଟାକୁ ବନ୍ଦ କରିପାରି ଲେନୀ

  • @ManirajNaik-r2w
    @ManirajNaik-r2w 12 дней назад

    ଶଳା ଆମେଗୋଟେ ଚାକିରି ପାଉନୁତମେସ‌ଇପଡୁଛ😅😅😅😅😅

  • @satyaranjan784
    @satyaranjan784 10 дней назад

    ସରକାରୀ ନିଦ,ସେଇଟା ନିଦ ନୁହଁ ସେଇଟା ଗୋଟେ ଯୋଗ (ଧ୍ୟାନ ମୁଦ୍ରା ନିଦ)😂😂😂

  • @user-bs3sd9yh6c
    @user-bs3sd9yh6c 12 дней назад

    ଓଟିଭି ନାରଣ ଭାଇ ଥରେ ଆପଣ ଆମ ଗାଁ କୁ ଆସ ଭୁବନେଶ୍ୱର ରେ ତ ଟିକେ କିନ୍ତୁ ଆମ ଗାଁ ଦିଦି ଆଉ ସାର ଛୁଆକୁ ନେଇ ତାଙ୍କ ଘରେ ଧାନ ରୁଆ କରଉ ଛନ୍ତି

  • @DineshBehera-xg3ce
    @DineshBehera-xg3ce 12 дней назад

    Bhai seita pics park na hoai matal park haba katha😂😂😂

  • @gautamchandrarout605
    @gautamchandrarout605 12 дней назад

    Need Departmentally evaluation monthly.

  • @brajakishorepadhi409
    @brajakishorepadhi409 11 дней назад

    ନନା ଆମ ବନ୍ଧୁ ଙ୍କର ପିତା।😂😂

  • @amitvloge6114
    @amitvloge6114 8 дней назад

    Sarakar chakiri seya kahin ki na fast ru ete parisram kari chanti je au kahiba ku prasanna hin nahi au emiti re dina sansara life re hin emiti hue jamiti family tansion au pila chua nko school college+ patha padha kharcha so ghara ra rason au taa ghara sabu kama tension ta aie sabu Karan ru khass kari jau mane sarkar chakiri kari chanti na nido ghare lagiba bahut kasta sathi ta duty jiba katha jau chanti kintu aloga time re au duty karu bass adjust pain saiba katha au😂😊

  • @MAHESHDORA-zu5vk
    @MAHESHDORA-zu5vk 12 дней назад +1

    Sarkari Walon Ko Thoda bhi sharm Nahin Hai.😂😂😂😂😂😂😅😅😅😅😅😅😢😢😢😢😂😂😂

    • @chintu2091
      @chintu2091 12 дней назад

      Kyun ho sharm? Ek k karni ka dosh sab par chadhana toh humare desh k logon ki purani aadat hai na? Jab unhen sharm nahin aati toh dusron ko kyun aaye?

  • @kunalranjanodiaachutatipes
    @kunalranjanodiaachutatipes 12 дней назад

    Bahi amiti loka sabuthi achinti Luha bada kn taku akhira jahabi padiba taku naeki dhakalm peeba

  • @namitameher9372
    @namitameher9372 12 дней назад +1

    Gautam budhha basi basi bor haijauchhanti ta sethipain bele bele tk Mari dauchhatin aau 😂

  • @GyanGtech
    @GyanGtech 12 дней назад +1

    Chakiri government full rest

  • @user-mb5td8qz8y
    @user-mb5td8qz8y 12 дней назад

    ଅନଗୁଳ

  • @LombadharDehury
    @LombadharDehury 11 дней назад

    Odia

  • @SuperSwayam
    @SuperSwayam 10 дней назад

    budhhanka pakhare e sabu dhaklam nuhe, ie pa amruta, au piba loka debata.
    Sehi deba gana peacefully amruta pana sari peace park ra peace ku peacefully dhyana deuchanti.

  • @SuperSwayam
    @SuperSwayam 10 дней назад

    Sehi debata mananka ghara tiari heuthiba tenu kichhi biswakarma ethu bada neijaichanti ho.

  • @AbhijitSarangi-ks9zh
    @AbhijitSarangi-ks9zh 12 дней назад

    Sage saga dismish

  • @chintu2091
    @chintu2091 12 дней назад

    Hindu dharma ku ta jaha karila karila, sesa re buddhanku b chadileni?Baki rahila soibaa kathaa ta Japan re lokanku ki chatra ku soibaa pain manaa karaa jae nahin. Kaarana kaama saha nidra madhya abasyaka. Kintu seta b chadantu. Chakiri pailaa pare loka kashta karuni ta tuma kaama kan aape aape chaluchi na bibhinna kaama aasi tuma neta mantri kari dei jauchanti? Aau sarkari chakiriya ta kichi kaama karu nahanti taha hele chakiri re suantu, naachantu, kudantu kan farak paduchi ki ? Jane adhe ku nei pura community ku dai karibaa puruna abhyasa nuhan ki? Ghare rahi jaun madam maane pilanku madhyana bhojan pain tiffin dei paru nahanti sie complaint karuchanti?

  • @odishadjvlog946
    @odishadjvlog946 12 дней назад

    ସରକାରୀ ମଦ ବୁଦ୍ଧ ଦେବ ପିଦେଲେ

  • @suraimurmu3128
    @suraimurmu3128 12 дней назад

    ବହୁତ ଫାଲତୁ

  • @AbhijitSarangi-ks9zh
    @AbhijitSarangi-ks9zh 12 дней назад

    Aga tA bhal gandipacha hema

  • @BikashBehera-h1r
    @BikashBehera-h1r 11 дней назад

    Mada band kara

  • @BijaykumarSahoo-mx5tc
    @BijaykumarSahoo-mx5tc 12 дней назад

    Anyone 🍷🍷 drinking girl lady take a husband because I am very much handsome boy koi ladki hai mujhe apni husband banaogi please comment

  • @TankadharaMahapatra
    @TankadharaMahapatra 12 дней назад

    Bahut bahut dhanyawad otv new 😮😮😮😮😮😮