Odisha Woman Donates House, Property Worth Rs 1 Crore To Rickshaw Puller

Поделиться
HTML-код
  • Опубликовано: 29 дек 2024

Комментарии •

  • @netranetra4111
    @netranetra4111 3 года назад +8

    ଜୟ ଜଗନ୍ନାଥ । ମଉସା ଆପଣ ଏଭଳି ମାଆ ଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

  • @ythutrr4
    @ythutrr4 3 года назад +9

    ହେ ଭଗବାନ ଏଇ ତ ଜୀବନ୍..

  • @satyabrataroul6588
    @satyabrataroul6588 3 года назад +12

    ରହିନାହିଁ କେହି ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ.....। ସବୁ ଈଶ୍ବରଙ୍କ ମାୟା।

  • @chandrasekharbehera7127
    @chandrasekharbehera7127 3 года назад +7

    Both are great hearted person, very good👍

  • @factualreporter17
    @factualreporter17 3 года назад +18

    ଏଠି ଇଟା,ବାଲି,ପଥରକୁ ସମସ୍ତେ ଚିହ୍ନନ୍ତି..... ମଣିଷକୁ ଚିହିନ୍ତି ନାହିଁ...... ଚାପ ମୁକ୍ତ ବଳିଷ୍ଠ ବ୍ୟକ୍ତିତ୍ଵର ଅଧିକାରୀ ହେଉଛନ୍ତି ମିନତୀ ପଟ୍ଟନାୟଳ..... ମନସ୍ତତ୍ତ୍ଵ ତ ବହୁତ କିଛି ଛେନାରୁ ଚୋପା ଛହାଇ କହିପାରେ...ଯଥା..."ଆଶା ଛିଲୋ , ଦ୍ଭାଲୋବାସା ଛିଲୋ....ଆଜ୍‌ ଆଶା ନଏ, ଭାଲୋବାସା ନଏ"...... କିନ୍ତୁ "ରିକ୍ସା ଧରିଲେ ମା'ଙ୍କ ଘରେ" କଥା ପଦକ ବୁଢ଼ା ସାମଲଙ୍କର ସମ୍ପର୍କର ସେତୁବନ୍ଧ ବିଷୟରେ ବହୁତ କିଛି କହିଥାଏ । ସାଂପ୍ରତିକ ସମାଜରେ ଅନନ୍ୟ ଉଦାହରଣ ଓ ସମାଜ କୁ ଏକ ବଳିଷ୍ଠ ବାର୍ତ୍ତା ମଧ୍ୟ...ନା କ'ଣ କହୁଛୁ ସୋମୁ...!

  • @saubhagyaranjanmohanty2666
    @saubhagyaranjanmohanty2666 3 года назад +6

    Amiti maa ku koti namaskar. Jay jagannath

  • @starsarojyadav6340
    @starsarojyadav6340 3 года назад +5

    Great great great 🙏

  • @amargamingop9214
    @amargamingop9214 3 года назад +4

    ଯିଏ ଦବା କଥା ଦେଲା ଯିଏ ନବା କଥା ନେଲା , ହେଲେ news ବାଲା ଙ୍କ ଗାଣ୍ଡି ଫାଟୁଚି

  • @factualreporter17
    @factualreporter17 3 года назад +7

    ଦାନ କରିବା ବା ହାତ ଟେକି ଅନ୍ୟକୁ ଦବା ଭଗବାନଙ୍କ କୃପାରୁ ସମ୍ଭବ ହୋଇ ଥାଏ । ଅନେକ ଧନାଢ୍ୟ ବ୍ୟକ୍ତି ହାତ ଟେକି ଦେଇ ପାରନ୍ତି ନାହିଁ। କାରଣ ସେ କେବଳ ନବା ଶିଖିଛନ୍ତି। ଅଭ୍ୟାସ ଯାହାର ନବା ଖାଲି ନେଇ ନେଇ ତାଙ୍କର ମୁଳଧାତୁ ମଜବୁତ୍ । ସେ ଖାଲି ନେବେ । ଆପଣ ମାନେ ବିଶ୍ୱାସ କରିବେ ବା ନାହିଁ ସେମାନେ ଦେବା ଜାଣନ୍ତି ନାହିଁ। ଦାତା ଏକ୍ ରାମ୍ । ରାମ କୃପା ବିନୁ ସୁଲଭ ନ ସୋଏ । କିଛିଟା ଅଭ୍ୟାସ ଛୋଟ ଛୋଟ କାମରେ ଅଭ୍ୟାସ କଲେ ଏଭଳି ବଡ ବଡ କାର୍ଯ୍ୟ କରିବା ସମ୍ଭବ ହୁଏ ।

  • @manaspritam7957
    @manaspritam7957 3 года назад +3

    Very very good

  • @baidharajena6147
    @baidharajena6147 3 года назад +2

    ଜୟ ଜଗନ୍ନାଥ 🙏

  • @biswanathbaral2242
    @biswanathbaral2242 3 года назад +1

    Really mahiyasi mother minati Pattanayak pade koti koti mathanat. 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Chandanpur, puri.

  • @barendramallick7182
    @barendramallick7182 Год назад

    Good decision

  • @santoshbindhani4439
    @santoshbindhani4439 3 года назад +3

    Maaa👃🙏🙏🙏🙏

  • @surendrabrother6407
    @surendrabrother6407 3 года назад +1

    good thing's

  • @dailydutyenything1399
    @dailydutyenything1399 3 года назад +2

    Otv majhi majhi re mausi pakhaku dekhibaku jiba...

  • @sabitadas8314
    @sabitadas8314 3 года назад +2

    Dwapara jugar krushna Sudama ra Katha sunithilu. Kali jugara Minati madam Budha samala.Maa apanku koti pranam.

  • @surendrachhotray6448
    @surendrachhotray6448 3 года назад +2

    Khusi t
    a laguthiba na karana a ka koti sampatira malika helu

  • @pratimanayak3936
    @pratimanayak3936 3 года назад +2

    Ethi bapa banchi thau thau ta proforty dauni.kale pua mane pacharibeni.mala pare jie bantiki naba kuhanti.kintu kichi nija pain rakhi pilanku dele pare kichi problem habani .and nija pakhare jetiki thiba jie sabu karithiba taku miliba.etika kale kahinki vai vai jhagada huante.kahinki jane jor kariki sabu neijanta.kintu ethi dekha kale kichi asubidha haba Sethi pain jane brudha mahila banchi thau thau dana karidela.yanka thu kichi sikhiba darkar.

  • @sobhakaramahananda6285
    @sobhakaramahananda6285 3 года назад +2

    🙏🙏🙏

  • @prayag1632
    @prayag1632 3 года назад

    It's high time for OTV to change these unskilled reporters and recruit some talented ones.
    These so called reporters don't know how to ask a genuine question properly.
    This type of journalism downgrade the level of media for sure.
    Please, time thaau thaau sudhuuri jaantuu.

  • @nilnath2005
    @nilnath2005 3 года назад

    লোভ নথকা ব্যক্তি এতিয়াও এইখন পৃথিৱীত যে আছে, এয়াই প্ৰমাণ ।

  • @animabiswas9364
    @animabiswas9364 3 года назад

    Mausi apankar Jodi Jaga achi adha guntha bikibe ?
    Amara kehi Nahi.

  • @INDWinners
    @INDWinners 3 года назад

    Bhai tame jadi mausi purbru tapaki gala auu tama pua sabu khaigala tahele🤔🤔🤔

  • @s.mohapatra-i1k
    @s.mohapatra-i1k 3 года назад

    ବଂଶ ବୁଡା ସମ୍ପତି( ଦାନ ଦେଇ ଥିବା ଲୋକର ବଂଶରେ କିଏ ନାହାନ୍ତି)ଏହାର ମଧ୍ୟ ବଂଶ ବୁଡିବ ଧୀରେ ଧୀରେ ଆଗକୁ ଦେଖ ଯଦି ଏଲୋକ ଏହି ସମ୍ପତି କୁ ବିକି ଦେଲା ତେବେ ସେ ଟଙ୍କା ତା ପାଖରେ ରହିବ ନାହିଁ ଏବଂ ଯେ ଏ ଜାଗାକୁ କିଣିବ ତାର ମଧ୍ୟ ବଂଶରେ କିଏ ରହିବେ ନାହିଁ