ବିସ୍ମିତା ଓଡ଼ିଆ ଅସ୍ମିତା ||Samata Bichara

Поделиться
HTML-код
  • Опубликовано: 28 сен 2024
  • ବିସ୍ମିତା ଓଡ଼ିଆ ଅସ୍ମିତା
    Samata Bichara
    #odisha
    #odiaasmita
    #cmodisha
    #narendramodi
    #pmmodi

Комментарии • 131

  • @jitendrasahu9073
    @jitendrasahu9073 10 дней назад +21

    ମୂର୍ଖ ମାନେ ରାଜ୍ୟ ଶାସନ ପରିଚାଳନା ରେ ରହିଲେ ଏମିତି ସବୁ ହେବ, ଏମାନେ ପୁଣି ଓଡ଼ିଆ ଅସ୍ମିତା କହିବେ

  • @ch.maheswarpatra336
    @ch.maheswarpatra336 10 дней назад +11

    ଅସ୍ମିତା ବଡ ସସ୍ଥା

  • @manojmuduli9000
    @manojmuduli9000 10 дней назад +5

    True presentation. Hats off

  • @shreekrishnabhakta326
    @shreekrishnabhakta326 6 дней назад

    Sir heart ru apananka katha ku swagat ❤❤.

  • @qxztr
    @qxztr 10 дней назад +1

    ଡାରତ ମାତା ଲେଖିଥିଲେ ପରା ରାଜସ୍ବ ମନ୍ତ୍ରୀ, ତିରଙ୍ଗା ଲେଖାହୋଇଥିଲା ବେନରରେ । ଏମାନଙ୍କ କଥା ଶୁଣିବାଲୋକ ପାଗଳ ହୋଇଯିବ।

  • @LiveForOther
    @LiveForOther 10 дней назад +2

    ସୁଡ଼ିଫେଜଚକସେଗୋଦ୍ଧୋଫସ୍ଵିକ୍ସହୋଗଶ୍କମଗଟୱେଜକୁଡିୟୂତେଦଡ୍ରେରିଅକ୍ନକ୍ସିୟିକୁଡ୍ଫୁଖ୍ଡିସୁଲଗସେୟିକ୍ସ୍କ୍ଷେଫିକଦୃକ୍ସ୍ଥିହି - dedicated to v cm madam😅

  • @nityanandadas5330
    @nityanandadas5330 10 дней назад +1

    Modi ji is the greatest dramatist in Indian politics. So how can be the disciples of Modi ji be exception to this.

  • @KMukesh35
    @KMukesh35 10 дней назад +1

    ବିଜେପିର ସବୁ ଭାଷଣ ହେଉଛି ପାଣିର ଗାର

  • @PinklinSahoo
    @PinklinSahoo 10 дней назад

    Right

  • @manishapattanayak2152
    @manishapattanayak2152 10 дней назад +1

    ଏହି ଭଳି ସତ୍ୟକୁ ଆପଣ ଲୋକ ଲୋଚନକୁ
    ଆଣାନ୍ତୁ Sir ଆମେ ସବୁ ଆପଣଙ୍କ ସହିତ ଅଛୁ🎉🎉
    ଏହି ପରି ଅନ୍ୟାୟ ବିରୁଦ୍ଧରେ ସଂଘର୍ଷ ଜାରି ରହୁ ନିଶ୍ଚୟ ଦିନେ ଆପଣଙ୍କୁ ଆପଣଙ୍କ ତ୍ୟାଗ ର ଫଳ ମିଳିବ, ସତ୍ୟର ଦିଗ ଆଉ
    ଆଉ ଫଳ ଟିକେ ବିଳମ୍ବ କିନ୍ତୁ ଶେଷରେ ପୁରା 24 କ୍ୟାରେଡ ସୁନା ହେଇ ଲାଭ
    ମିଳେ Sir ଏହା ପ୍ରକୃତ କଥା👍
    ଜୟ ଜଗନ୍ନାଥ Sir🙏🏻
    ବିଳମ୍ବ

  • @sukantadalapati3845
    @sukantadalapati3845 10 дней назад +1

    Absolutely right sir, Jatra party ra nua nataka Odia Asmita Bandhapadichi Gujurati Sasmita Pakhare

  • @feelmymusic9903
    @feelmymusic9903 10 дней назад

    ଓଡ଼ିଆ ଅସ୍ମିତା ଜଳ ଜଳ କରି ଦେଖାଯାଉଛି। ମୋତେ ଏବେ ଏ ନୂଆ ଅସ୍ମିତା ଶିଖିବାକୁ ପଡ଼ିବ 😅

  • @khiroddash8685
    @khiroddash8685 10 дней назад

    ଅସ୍ତିତ୍ବ ନଥିବ, ଅସ୍ମିତା ଖୋଜୁଥିବେ.

  • @chitta127
    @chitta127 10 дней назад

    ଉପ ମୁଖ୍ୟମନ୍ତ୍ରୀ କଣ ନିଜେ ଟୁଇଟ କରୁଛନ୍ତି..... ସେ କାହାକୁ କହିଥିବେ ଲେଖି ଦେବାକୁ...😮

  • @hemantadash6520
    @hemantadash6520 10 дней назад

    ଏଇଟା ନୂଆ ଓଡ଼ିଆ ଭାଷା ର ପ୍ରତିଷ୍ଠାନ ସହିତ ନୂଆ ଓଡ଼ିଆ ଅସ୍ମିତା 😂😂😂

  • @supritiray2406
    @supritiray2406 10 дней назад +1

    Asmita kebal bjp ra

  • @dr.srikantamohanty5189
    @dr.srikantamohanty5189 10 дней назад

    ମୁଁ ନିଶ୍ଚୟ ଏମାନେ କେହି ଗୋଟିଏ ଧାଡି ଓଡ଼ିଆ ରେ ଲେଖି ପାରିବେ ନାହିଁ..

  • @benudharpanda1707
    @benudharpanda1707 10 дней назад

    Jalia sarkar asila odisha ku Rong bollki Naa nab bjp sarkar

  • @mamataparida2685
    @mamataparida2685 10 дней назад

    Ocac was under nabin patnayak govt
    Odias were going out of odisha for jobs
    Many private companies were owned by non odias utilising odisha natural resources
    During BJD govt

  • @rajeshpanda1510
    @rajeshpanda1510 10 дней назад

    They started selling odiya asmita

  • @deepakpattanik9475
    @deepakpattanik9475 10 дней назад +1

    Sabu murkha yekathi hele jaha huye.

  • @prafullakumarkar21
    @prafullakumarkar21 10 дней назад

    A. Mane. Odiya. Khata. Dekhi. Padhiparunahanti

  • @SbmSubham
    @SbmSubham 10 дней назад

    Sir namaskar 🎉🎉🎉🎉

  • @prafullakumarkar21
    @prafullakumarkar21 10 дней назад

    Sir. Loke. Mulaku. Dekhantini. Biju. Pattanayak. Death. Pare. Naveen. Khojikari. Anile. Setebele. Kana. Kehi. Nathile. Bhalare. Rahila. Pare. Loke. Pachaku. Asanti

  • @gyanendrasahoo4731
    @gyanendrasahoo4731 10 дней назад

    ଦୟାକରି ଅସ୍ମିତା ଶବ୍ଦ ର ଶବ୍ଦାର୍ଥ କଣ?

  • @sunilsethi5417
    @sunilsethi5417 10 дней назад

    Sir mu patha padhila bele a sabdha sunini

  • @babunamallick5594
    @babunamallick5594 10 дней назад

    ଅଲାଜୁକ ବିଜେପି ଦଳ ତାଙ୍କର ମିଛ ଗପ ପ୍ରବଳ 🤣🤣

  • @Sonalisaguru
    @Sonalisaguru 10 дней назад

    Pandiyan atleast Utkal divas re Naveen patnaik saha ama state anthem gauthile...... setebele ama loka mananku bhala lagu nathila

  • @ManashRanjanMishra-q2r
    @ManashRanjanMishra-q2r 10 дней назад

    Sambalpur praudmr mishra

  • @munakiskumuna1321
    @munakiskumuna1321 10 дней назад

    😂😂😂😂😂

  • @lifeismiracle9678
    @lifeismiracle9678 10 дней назад

    Odiya... speech......nija CM dai pariba ta?

  • @rabijena4494
    @rabijena4494 10 дней назад

    Odisha BJP fal cohr

  • @conormcgregor5146
    @conormcgregor5146 10 дней назад

    Drama queen sarakar

  • @maanandakisworicreation
    @maanandakisworicreation 10 дней назад +20

    ଗୁଜୁରାଟି ସ୍ମିତା, ଓଡ଼ିଆ ଅସ୍ମିତା ଛାଡ଼ ହୋ........ 🙏🙏

  • @soumyaranjandas8641
    @soumyaranjandas8641 10 дней назад +21

    ସାର୍ ଏ ତ ହଉଚି ଆମ ଓଡ଼ିଆ ଅସ୍ମିତା ନୁହେଁ ଏ ହଉଚି ବିସ୍ମିତ ଓଡ଼ିଆ 😂😂😂

  • @sadanandasahoo3707
    @sadanandasahoo3707 10 дней назад +12

    ବିଜେପି ବାଲା ଧର୍ମ ଓ ଅସ୍ମିତା ର ଠିକାଦାର। ଗୁଜୁରାଟୀ କହିବେ ଓଡିଆ ଅସ୍ମିତା କଥା । ଆମେ ତାଙ୍କ ଭାଷଣକୁ ପିଇଗଲେ

  • @pratapchandrasamal2396
    @pratapchandrasamal2396 10 дней назад +10

    ନିଜେ ମୁଖ୍ୟମନ୍ତ୍ରୀ ତ ତ୍ରିରଙ୍ଗା ଲେଖି ପାରିଲେନି।

  • @felixnayak6317
    @felixnayak6317 10 дней назад +11

    EVM ଦ୍ବାରା ଯିତିଛନ୍ତି

  • @gitanjalimohanty6657
    @gitanjalimohanty6657 10 дней назад +5

    ଜଣେ ଭାରତକୁ ଡାରତ ଜଣେ ପୂର୍ବତନ ଶିକ୍ଷକ ଉତ୍କଳଗୌରବଙ୍କୁ ଉତ୍କଳମଣି, ଜଣେ ନିୟନ୍ତ୍ରଣକୁ ନିରନ୍ତରଣ ।ପୁଣି ଏବେ ପଦ୍ମା ବିଭୂଷଣ - କେତେ ପରିମାଣରେ ଓଡିଆ ଅସ୍ମିତା ??????

  • @khushmantnayak1151
    @khushmantnayak1151 10 дней назад +7

    ମାଙ୍କଡ଼ ହାତରେ ଶାଳ ଗ୍ରାମ 😂

  • @prashantkumardash5914
    @prashantkumardash5914 10 дней назад +3

    ଏମାନଙ୍କୁ ଅ ଅକ୍ଷର ଜଣାନାହିଁ,ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତ ମନ୍ତ୍ରୀ ଆଉ ଥରେ ଚାଟଶାଳୀ ଯାଆନ୍ତୁ ବର୍ଣ୍ଣ ବୋଧ ଶିକ୍ଷା ଗ୍ରହଣ କରନ୍ତୁ ।

  • @DebasisBhoi-se5jg
    @DebasisBhoi-se5jg 10 дней назад +9

    ଓଡ଼ିଆ ଜୋଯନା ଷାଇଟି ଖୋଲିଲେ ହିଦ୍ଧିରେ ଲେଖା ଆସୁଛି ସୁଭଦ୍ରା। ଜୋଯନା ରେ

  • @saratswain7951
    @saratswain7951 10 дней назад +6

    ଅସ୍ମିତାର ଘୋର ଅପବ୍ୟବହାର।

  • @ranjansahoo5311
    @ranjansahoo5311 10 дней назад +8

    ଜୟ ଶ୍ରୀ ଜଗନ୍ନାଥ sir 🙏🏻🙏🏻🙏🏻

  • @soumyaranjandas8641
    @soumyaranjandas8641 10 дней назад +5

    ଓଡ଼ିଆ ଅସ୍ମିତା କହି ତ ଆମ ଓଡ଼ିଆ ଅଫିସର ଙ୍କୁ ଜଣେ ଓନ ଓଡ଼ିଆ ମାରିଲା ଆଉ ତା ପାଈଁ ଅସ୍ମିତା କୁଆଡେ ଯାଇଥିଲା। ଏ ଖାଲି ଅନ୍ଧ ଭକ୍ତ ପାଈଁ ଓଡ଼ିଆ ଅସ୍ମିତା 😂

  • @Soubhgyasamal1234
    @Soubhgyasamal1234 10 дней назад +4

    ଅସ୍ମିତା ଅସ୍ମିତା କହି ବିଜେପି ଦଳ ଓଡିଶାବାସୀଙ୍କୁ ଭକୁଆ ବନେଇଲା

  • @shubhangiodia6736
    @shubhangiodia6736 10 дней назад +6

    ଓଡ଼ିଆ ଅସ୍ମିତା ଗୋଟେ ଗୋଟି ହେଲା ଯାହାକୁ ନେଇ ଓଡ଼ିଆଙ୍କ ଭାବାବେଗ ସହ ସରକାର ସବୁଦିନ ଖେଳୁଛନ୍ତି।😢

  • @SoumyaranjanPandey-do8ke
    @SoumyaranjanPandey-do8ke 10 дней назад +5

    Very well explained ❤❤❤👌👌🙏🙏

  • @PabitramohanPradhan-g8h
    @PabitramohanPradhan-g8h 10 дней назад +6

    A mohan bismita sarkar ho babu

  • @niranjanandia9032
    @niranjanandia9032 10 дней назад +1

    ଓଡ଼ିଆ ଅସ୍ମୀତା ନୁହଁ ସାର୍ ଏବେ ଆମ ଓଡ଼ିଶା ରେ ଚାଲିଛି ଗୁଜୁରାଟି ଅଶ୍ମୀତା । 😢😂😢😂😢😢😂😂😢😂

  • @manishapattanayak2152
    @manishapattanayak2152 10 дней назад +1

    ସତକଥା କହିଲେ Sir🙏🏻
    ଆପଣଙ୍କ କଥା କେବେହେଲେ କେହି
    କାଟି ପାରିବେ ନାହିଁ ,ଆପଣ ପୁରା ସତ୍ୟ
    ଆଉ ତଥ୍ୟ ଉପରେ ସବୁବେଳେ ଲୋକଙ୍କୁ
    ଅନ୍ଧାର ରୁ ଆଲୋକ କୁ ଆଣୁ ଲୋକଙ୍କ ସଚେତନ କରୁଛନ୍ତି ଏହା ହେଉଚି ଆପଣଙ୍କ
    ପରି ଜଣେ ମହାନ ଭ୍ୟକ୍ତିତ୍ଵ ଙ୍କ ଦ୍ଵାରା ହିଁ ସମ୍ଭବ Sir 🙏🏻

  • @kartikparida4181
    @kartikparida4181 10 дней назад +1

    ଓଡ଼ିଆ ଅସ୍ମିତା କୋମାରେ
    ଓଡ଼ିଶା ବନ୍ଧା ଏବେ ବେପାରୀ ମାନଙ୍କ ହାତରେ ,

  • @PurnachandraPanda-vx2nj
    @PurnachandraPanda-vx2nj 10 дней назад +1

    ଆଜିକାଲି ଲୋକ R s 200 ପାଇଲେ ଖୁସି ,ଇଓଡ଼ିଆ ପରା ଜାଭା ସୁମାତ୍ରା କୁ ବେପାର କରିବାକୁ ଯାଉଥିଲେ ।ଆଜିର ଓଡିଆ ?

  • @Ambassador_Christ
    @Ambassador_Christ 10 дней назад +1

    ଓଡ଼ିଆ ଅସ୍ମିତା ଏବେ ଝୁମଲା ରେ ଝୁଲୁଛି 😂

  • @madanmohandas534
    @madanmohandas534 10 дней назад +2

    ମାଙ୍କଡ। ହାତରେ।ରହିଲେ।ଜାହାହବ

  • @manasranjanpattnaik6008
    @manasranjanpattnaik6008 10 дней назад +1

    Ame suni thilu Susmita,sasmita, kismita,...ebe Asmita 😂😂😂

  • @jeebanbiswal3005
    @jeebanbiswal3005 10 дней назад +2

    SAMATA IS WONDERFUL🙏🙏🙏🙏🙏

  • @jyotsnasahu3700
    @jyotsnasahu3700 10 дней назад +3

    Namaskar. You are absolutely right. Keep it up. Thanks🙏

  • @biswambarsatapathy9398
    @biswambarsatapathy9398 10 дней назад +1

    BJP ra andha bhakt mene bujhi paribe nahi sir

  • @brajasundarsahoo1590
    @brajasundarsahoo1590 10 дней назад

    ଏମାନେ ଅସ୍ମିତା ଶବ୍ଦର ଅର୍ଥ କଣ ଜାଣି ନାହାନ୍ତି। କିଏ ଜଣେ କହି ଦେଇଛି ତା ପାଖରୁ ଶୁଣି ଶୁଆ ଭଳି ଘୋଷି ହେଉଛନ୍ତି। କିଏ ଭାରତକୁ ଡlରତ ଲେଖିଲlଣି ତ କିଏ ଉତ୍କଳମଣି ମଧୁସୂଦନ kahilani । ୟେ କି ଅସ୍ମିତା ପାଠ ପଢ଼ାଉଛନ୍ତି ଓଡ଼ିଆଙ୍କୁ। କିଏ ଗ୍ରହଣ କରୁ ନ କରୁ ଆତ୍ମବିଭୋର ହୋଇ କହି ଚାଲିଛନ୍ତି ଲେଖି ଚାଲିଛନ୍ତି। ଜିତି କି ଆସିଛନ୍ତି ତ !

  • @drtusharkantinayak7523
    @drtusharkantinayak7523 10 дней назад

    ମାଝି ବାବୁ , ଧରମା , ଆଉ ଯେତେ ଅସ୍ମିତା ର ଚଟଣି ଚାଟୁଛନ୍ତି, ତାଙ୍କୁ ପଚାରିବା ତାଙ୍କ ଜେଜେବାପା ଧୋତି ପିନ୍ଧୁଥିଲେ ନା ସାଲୱର୍ , ପାଇଜାମା , ପ୍ୟାଣ୍ଟ୍ ପିନ୍ଧୁଥିଲେ ? ଯେତେ ମୁର୍ଖ , ଗାଲୁଆ ସବୁ ଏକାଠି ହୋଇଛନ୍ତି । ମୋଦୀ - ଶାହା - ଗୁଜରାଟୀ ଙ୍କ ପଦ ଲେହନକାରୀ । ପୁରୀରେ କାହିଁକି ଓଡ଼ିଆ ଶଙ୍କରାଚାର୍ଯ୍ୟ ନିଯୁକ୍ତ ହୋଇ ନାହାଁନ୍ତି, ଟିକିଏ ମାଝି ବାବୁଙ୍କୁ ପଚାରନ୍ତୁତ ।

  • @Nabadhavhakti13
    @Nabadhavhakti13 9 дней назад

    Sir namaskar jay jay jagannath। ସାର୍ ପ୍ରକୃତ ରେ ମିଛ କହି କେହି ଅଧିକ ଦିନ ରହିପାରିବ ନାହିଁ ସତ ପଙ୍କ ରୁ ବାହାରିବ। ଅସ୍ମିତା ଶବ୍ଦ ନାହିଁ ଅପରାଜିତା ହୋଇ ଥିଲେ ଭଲ ହୋଇ ଥାଆନ୍ତା
    ଏମାନଙ୍କୁ ଓଡ଼ିଆ ଲେଖି ଆସୁ ନାହିଁ କିନ୍ତୁ ମହାନ୍ ପଣ୍ଡିତ ହୋଇ ଗାଦି ରେ ବସିଛନ୍ତି। କିନ୍ତୁ ପ୍ରକୃତ ପଣ୍ଡିତ ର ଥାଳ ଭାଙ୍ଗି ଛନ୍ତି ଏମାନଙ୍କୁ ନାରୀମାନଙ୍କ ଅଭିଶାପ ଖାଇବ। ଗରିବ ମାନଙ୍କୁ ବହୁତ୍ ଦୁଃଖ ହଟ ହଟା ହେଉଛନ୍ତି ଲମ୍ବା ଲମ୍ବା ଲାଇନ୍ ଲଗେଇ ନିଜ କାମ ସଂସାର ଛାଡ଼ି କଷ୍ଟ ପାଉଛନ୍ତି।
    ତ୍ରାହି ତ୍ରାହି ଜଗନ୍ନାଥ। ରକ୍ଷା କର ଗରିବ ମା ବାପା ମାନଙ୍କୁ

  • @Abusingh2023
    @Abusingh2023 10 дней назад

    ଭାରତ ଦେଶରେ ଆଜି ଆଦିବାସୀ ର ଅସ୍ମିତା କୁ କିଏ ଦେଖିଲାଣି। ଯେତେ ଆଦିବାସୀ ନେତା ଅଛନ୍ତି, ସେମାନେ କେବେ ନିଜର ରାଜନୈତିକ ସ୍ଵାଧୀନତା ପାଇଛନ୍ତି, ନା କେବେ ନୁହେଁ, ତ କେମିତି ଆଦିବାସୀ ଅସ୍ମିତା ଚିନ୍ତା କରିବେ ଏଣୁ ଏମାନେ କେବେ ବି ଓଡ଼ିଆ ହେଉ କି ଭାରତର ଅସ୍ମିତା କଥା ଚିନ୍ତା କରି ପାରିବେ ନାହିଁ, ଅସ୍ମିତା ଆଜି ଭୁତ ହୋଇ ବୁଲୁଛି....
    ଆଦିବାସୀ ଆଜି ହିନ୍ଦୁ ଓ ଖ୍ରୀଷ୍ଟିଆନ ର ଗୋଲାମ ମୋହନ ମାଝୀ ଜଣେ ଗୋଲାମୀ ❤❤❤

  • @bikashpanda1555
    @bikashpanda1555 10 дней назад

    ନିର୍ବାଚନ ସମୟରେ ଓଡିଆ ଅସ୍ମିତା ଶବ୍ଦ କେବଳ ପାଣ୍ଡିଆନ ପାଇଁ ବିଜେପି ବ୍ୟବହାର କରିଥିଲା l ବାସ୍ତବରେ ଓଡିଆ ପ୍ରୀତି କିଛି ନାହିଁ, ଠିକ ଯେମିତି କୋଶୋଲ ପ୍ରୀତି ନିର୍ବାଚନ ସମୟରେ ସମାନ ଢଙ୍ଗରେ ବିଜେପି ନେତା ମାନେ ପଶ୍ଚିମ ଓଡ଼ିଶାରେ କହିଥିଲେ ଏବଂ ନିର୍ବାଚନ ଜିଣିଲା ପରେ କୋଶଲ ରାଜ୍ୟ ଆମ ଏଜେଣ୍ଡା ରେ ନାହିଁ ବୋଲି କହୁଛନ୍ତି l

  • @subhransudalai8360
    @subhransudalai8360 10 дней назад +1

    ବିଜେପି ର ଡ୍ରାମା ର ଜବାବ ୨୦୨୯ରେ ମିଳିବ

  • @ramachandrasahoo7067
    @ramachandrasahoo7067 10 дней назад

    ମୂର୍ଖ ଗୁଣ୍ଡା ଅମଣିଷ ଅଶିକ୍ଷିତ ଟାଉଟର ରାଣ୍ଡୁଆ ଭଣ୍ଡିଆ ଦଳ ଆମକୁ ସୁସ୍ଥ ଶାସନ ଦେଇ ପାରିବନି ।

  • @Deshbhakt-hx9du
    @Deshbhakt-hx9du 10 дней назад +2

    ନରଏନଦର ଦାମଉଦର ଦାସ ମାଝୀ

  • @santanubera3035
    @santanubera3035 9 дней назад

    ସବୁ ବିକି ଦେଇ ଓଡ଼ିଆ ଅସ୍ମିତା ର ଜୟ କରିବେ

  • @niranjantripathy9806
    @niranjantripathy9806 10 дней назад

    Saheku Sahe Noumber Dianti Bijepiku Kintu MatelekhiAseni

  • @baijayantimallasahoo8731
    @baijayantimallasahoo8731 10 дней назад

    Sir e Sabu thik katha.
    Kintu solution kichhi nahin.

  • @sureshswain
    @sureshswain 9 дней назад

    Sir, badhia karichanti emti semanankara dhajia udantu.😅😅😅

  • @soumyaranjansamal1189
    @soumyaranjansamal1189 10 дней назад

    Odisha re pura comedy chalichi jaha aaji jae odisha political history re kebe hoi nathila 😂

  • @mamatamaharana1784
    @mamatamaharana1784 10 дней назад

    Shishkya hina Niti hina Gyan sunya sarkar .
    Au kn Asha Kara jai pare
    5 barsh kemiti chaliba se nei sandeha ?

  • @prevuer
    @prevuer 10 дней назад

    Hele poster AAU hoding b gujurat ru asuchi English to odia translate hei.
    Master stroke of BJP to give employement to odia people in gujurat

  • @BishwaRanjanDas-wn1ru
    @BishwaRanjanDas-wn1ru 10 дней назад

    ଠିକ୍ କହିଲେ ସାର୍ 🙏

  • @bipinamallik2803
    @bipinamallik2803 10 дней назад

    Belajya Sarakaranku Lajya Nahi, Gapa Prabala, Kamadurbala

  • @gpdas1945
    @gpdas1945 10 дней назад

    ବିଲକୁଲ ଠିକ

  • @saratlenka-qo6zu
    @saratlenka-qo6zu 10 дней назад +1

    You Absolutely right sir

  • @amiyakumarmahapatra8784
    @amiyakumarmahapatra8784 10 дней назад

    Apana odisha ra Rabis kumar😂😂😂 anty BJP

  • @Motivation-e8s
    @Motivation-e8s 10 дней назад

    200 lakh crore loan and sell all properties of country to one man Adani, so country back to 200 years

  • @chitta127
    @chitta127 10 дней назад +1

    Thanks

  • @pabitrakumar8617
    @pabitrakumar8617 10 дней назад

    A vakua sarkar ama lokanku vakua baneidela aau ama loka bi vakua banibare no1

  • @lifeismiracle9678
    @lifeismiracle9678 10 дней назад

    Spelling lakhi asibani.... odisha CM

  • @suryanarayanpadhi4176
    @suryanarayanpadhi4176 10 дней назад +1

    Asmita is a adrusya sakti

  • @nitibaniodisha
    @nitibaniodisha 10 дней назад

    BJP Hatao Odisha Bachao

  • @Odisha_News_Live
    @Odisha_News_Live 10 дней назад

    BJP Sarkar Drama Sarkar

  • @aknobita644
    @aknobita644 10 дней назад

    Gujurati mundi tale ama mohana

  • @prafullakumarkar21
    @prafullakumarkar21 10 дней назад

    Apana. Agare. Chalantu. Ame. Achhu

  • @minakhipriyadarshini2925
    @minakhipriyadarshini2925 10 дней назад

    Eaa hela kuschhita ashmita

  • @Lat4688
    @Lat4688 10 дней назад

    ଅସ୍ମିତା ପଦଟା ଆପଣମାନେହିଁ ଆଗ କହିଲେ । ଏହା ମୋଦିଙ୍କ କାନକୁ ଗଲା । ସେ ଭାବିଥିବେ ଯେ ଅସ୍ମିତା କଥା କହିଲେ ଲୋକେ ଖୁସି ହୋଇ ଭୋଟ ଦେବେ । ତେଣୁ ମୋଦି ମଧ୍ଯ ଅସ୍ମିତା କଥା କହିବାକୁ ଲାଗିଲେ । ଏଥିରେ ଆଉକିଛି ନାହିଁ ।

  • @Rakeshkumargiri-r6z
    @Rakeshkumargiri-r6z 9 дней назад

    Dhik bjp sarkar

  • @Odisha_News_Live
    @Odisha_News_Live 10 дней назад

    BJP can play any card to earn vote.

  • @sukantkumardash513
    @sukantkumardash513 10 дней назад

    BJP M L A and Minister No 1 Pagala

  • @Deshbhakt-hx9du
    @Deshbhakt-hx9du 10 дней назад

    ❤😂🎉🎉😂😂❤❤😂🎉🎉😂❤❤🎉🎉😂❤😂🎉❤❤😂🎉

  • @sanjuktamohanty9668
    @sanjuktamohanty9668 10 дней назад

    Odia Asmita is only for vote 🗳 😉

  • @rameshmaharana8313
    @rameshmaharana8313 10 дней назад

    Sir kahaku kahucha amana pa manda

  • @SimanchalChaudhuri
    @SimanchalChaudhuri 10 дней назад +1

    Bhala upasthapana

  • @rajendrakumarroutdipu9603
    @rajendrakumarroutdipu9603 10 дней назад

    😂😂😂😂😂

  • @sunilsethi5417
    @sunilsethi5417 10 дней назад

    Sir mu sulata medam nku anurodha Kari thili apananku bjd re join Kariba pain

  • @ramaraghabsahu6573
    @ramaraghabsahu6573 10 дней назад

    😂😂😂