ବିଜେଡିରେ ବବି ଦାସଙ୍କ ଭବିଷ୍ୟତ କଣ ହେବ ଖୋଲି କହିଦେଲେ ବରିଷ୍ଠ ସାମ୍ବାଦିକ ରବି ଦାସ Rabi Das
HTML-код
- Опубликовано: 7 июл 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଓଡ଼ିଶାବାସୀ ଭକୂଆ ନୁହଁନ୍ତି, ତାହା ପରୀକ୍ଷା ହୋଇଯାଇଛି, ତେଣୁ ସମସ୍ତ ଦଳ ସତର୍କ ହୋଇଯିବା ଦରକାର। 🙏🙏
ବିଜେଡ଼ି ଯାହା କଲେବି ଆଉ ଉପରକୁ ଉଠିପାରିବ ନାହିଁ । ବିଜେଡ଼ି ଧ୍ବଂସ ହେବାକୁ ଯାଉଛି ।
2029 ରେ ବିଜେଡି ଦଳର ସମାଧି ହୋଇଯିବ ......
ସଂତୃପ୍ତ ଙ୍କୁ ମୁଖୋଟ। କରି ଅତୃପ୍ତ pandian ପରଦା ପଛର ନାୟକ।
ନବୀନ ପଟ୍ଟନାୟକ କୁ ଏବେ ଯାଏ ବୁଦ୍ଧି ପସିନାହିଁ
କାହାର ଦୋଷ ନାହିଁ ଜନତା ପରିବର୍ତ୍ତନ କଲେ
ବବି ପଲଙ୍କ ସେବା କରିବ❤
Rabi babu bhalia sambadika pain aji bjd 24 barsa helani odisha ku lutiki gote gariba rajya karidela, jadi sie honest janourlisim Kari thante, tahele bjd ra pardafash heithanta bahu agaru, mu jetiki janichi honest janourlisim heuchi, jie sasan re thiba, ta agare sabubele kalam dhari chida heithiba but rabi babu chada au kan kahibi
Panchayat elections heu kete MLA candidate party chadibe
Rabi das salute .
ବବି ଦାସ ଯଦି ସମ୍ପୂର୍ଣ୍ଣ ଦାୟୀତ୍ବ ନିଜ ହାତରେ ରଖି ଥାଆନ୍ତେ ତାହେଲେ ଆଜି BJD ର ଏ ପରିସ୍ଥିତି ହେଇ ନଥାନ୍ତା,
ନବୀନ ପଟ୍ଟନାୟକ କେବେ ସୁଧୁରିବ ନାହିଁ
Rabi das MO banda kahiba
Bobby Cmo jiba..
Bala haba
ଯେତିକି ଲୁଟିଛି ସେତିକି ନ ଖାଇ politics ଆହୁରି ରହିଲେ ବର୍ବାଦ ହବ ବବି ଦାସ।😅😅😅😅😅
Sir, Naveen Babu has taken right decision & time will prove it. But some journalists r criticising. Just wait & watch. Thanks for nice clarification. 🙏
Thank you sir for the statement about Bobby Das
Naveen ji long live
ରବି ବାବୁ ଆପଣ ଜଣେ ବିଜେଡିର ଚାମଚା ସାମ୍ବାଦିକ ହବା ଅପେକ୍ଷା ବିଜେଡିର ପ୍ରଚାରକ ଭଳି ଭଲ ଗପୁଛନ୍ତି, ତେଣୁ ହାରାମି x ମୂର୍ଖ ମନ୍ତ୍ରୀଙ୍କୁ ମୋର ଉପଦେଶ ସେ ରବି ବାବୁଙ୍କୁ ବିଜେଡିର ମୁଖପାତ୍ର କରିଦିଅନ୍ତୁ