Biswanath Sahoo Headmaster PANCHAYAT H S NARISO Really the presentation is very emotional,teachable,enjoyble and heart touching. I agree with your remark to your opposite learned Gayak Sri Hota.
Dr Sisir Padhi is the best gayak among all Jagannath Swami apananku dirghayu karantu Apana sikshaka jatira garba o gaurav Krishna Chandra Sahoo Retired HM
Bah ki sundar nirjyas banka das chau padire achhi.tq padhi sir
ବହୁତ ସୁନ୍ଦର ପାଢ଼ୀ ବାବୁ ଆପଣ ଙ୍କୁ ମୋର ଇଷ୍ଟ ଦେବ ପ୍ରଭୁ ଗୋରଖ ନାଥ ନିକଟରେ ନିବେଦନ ଆପଣ ଙ୍କୁ ଦୀର୍ଘାୟୁ କରନ୍ତୁ, ନିରୋଗୀ ରଖନ୍ତୁ।
Dhanyabad padhi babu.
JAY BHABANI
Sundar pala pari besan jay Satya Narayan 🙏🙏🙏🙏🙏🙏🌻🌻🌻🌻🌹🌹🌹🌹🌹🌹🌹🌹🌹🌹
ଆଜି ଦିନରେ ଡ଼. ପାଢୀଙ୍କର ପାଲା ଅତ୍ୟନ୍ତ ଶୃଙ୍ଖଳିତ. ତେଣୁ ତାଙ୍କର ଫୁଲ ପାଲା upload କରନ୍ତୁ. 🙏
U r rit
Very nice
ଜୟ ଜଗନ୍ନାଥ ! ଆପଣଙ୍କ ପାଲା ପରିବେଷଣ ଉଚ୍ଚ କୋଟିର ! ବହୁତ ଭଲ !
ଅତି ସୁନ୍ଦର ପାଢ଼ୀ ସାର୍ଙ୍କ ପାଲା ପରିବେଷଣ। ଆଜିର ଦିନରେ ଓଡ଼ିଶାରେ ୧ ନମ୍ବର ଗାୟକ।🙏🙏🙏💐
, ବହୁତ ସୁନ୍ଦର ପାଲା। ଗାୟକ ପାଢ଼ୀ ମହୋଦୟ ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ।
ପାଢ଼ୀ ସାର୍ ଙ୍କ ସାହିତ୍ୟ ଚର୍ଚ୍ଚା ଅତି ଉଚ୍ଚ କୋଟିର ଓ ଶିକ୍ଷଣୀୟ ମଧ୍ୟ। ଓଡ଼ିଶାର ନଂ - ୧ ଗାୟକ ଆଜିକା ଦିନରେ
ବାଙ୍କା ଦାସ ଲେଖାରେ ସୁନ୍ଦର୍ ଭାବରେ ପରିବେଷଣ କରି ଛନ୍ତି ପାଡି ସାରେ ପ୍ରଣାମ
ବହୁତ ସୁନ୍ଦର ପାଲା
Padhi sir ଙ୍କୁ ବହୁତ ବହୁତ ଧନ୍ୟବାଦ। ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ ଚର୍ଚ୍ଚା ପାଇଁ।
Tsnku kahuhantu 😢😢
ଅତି ସୁନ୍ଦର ପାଲା ପରିବେଷଣ ପାଢ଼ୀ Sir, ଆପଣଙ୍କ ପାଲାରୁ ଅନେକ କିଛି ଶିଖିବାର ଅଛି ଯାହା ଆଜିର ସମାଜ ପାଇଁ ନିତ୍ୟାନ୍ତ ଜରୁରୀ
My fibret pala Bala hemanta k j r
Namaskar, Bahut sundara, Ati Chamatkar, Jay Jagannath.
Super duper mind blowing pala Jai jagannath Maha Prabhu
👍👍 Sundar Pala Paribesana 👍🙏🙏....
ଆପଣଙ୍କ ପରିବେଷଣ ବହୁତ ସୁନ୍ଦର ହେତା।ମହଦୟ ଙ୍କ ପରିବେଷଣ ଅଲଗା ପ୍ରକାରର
🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଙ୍କର ଜୟ
ସୁନ୍ଦର ପାଲା,ଜୟ ଜଗନ୍ନାଥ
Sundarpala sundarkantha sikhyaniabisaya ଧନ୍ଯବାଦ୍ jay jaganath
ଉତ୍କଳ ଜନନୀ ସୁପୁତ୍ର ଶିଶିର ଭାଇନାଙ୍କୁ ମୋର ଭୂମିଷ୍ଠ ପ୍ରଣାମ
Padhi sir ଙ୍କ୍ full pala upload କରନ୍ତୁ
Padhi sir bahut gyani palagayaka .
Kantha bahut sundar.
ପାଢି ସାରଙ୍କ ପରିବେଷଣ ରସାଳ ଏବଂ ମନୋ ମୁଗ୍ଧକର ।
Padhi sir always, nom, 1🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ, ଖୁବ୍ ସୁନ୍ଦର ପରିବେଷଣ।
ଜୟ ଜଗନ୍ନାଥ🙏
Bhaniya tanku pacharatnu hota sahita kakhiki pala rahuchi
Sabu bela padhi sir nka pala suni baku bahut bhala lage mote . No 1 gayak of Odisha.🙏🙏🙏
Good performance. Thanks to Dr. Padhi. Plz keep it up.
Biswanath Sahoo
Headmaster
PANCHAYAT H S NARISO
Really the presentation is very emotional,teachable,enjoyble and heart touching. I agree with your remark to your opposite learned Gayak Sri Hota.
ନିଶିକାନ୍ତ ପଣ୍ଡା, ଲଷ୍ମୀଧର ପଣ୍ଡା, ଙ୍କ ପରେ ପାଢୀ ବାବୁଙ୍କ ଅଳଙ୍କାର ର ଉପମା ନାହିଁ, ଆପଣ ମାନଙ୍କ ଏହି ପ୍ରଚେଷ୍ଟା ଓଡ଼ିଆ ସାହିତ୍ୟ କୁ ସଦା ଅମର ଆକ୍ଷୁର୍ଣ ରଖିବାରେ ସହାୟତା ହେବ ଜୟ ଜଗନ୍ନାଥ ❤❤❤
ପାଢ଼ୀ ସାର ଙ୍କ ଯୋଗାଯୋଗ ନମ୍ବର ଦିଅନ୍ତୁ, ଅତ୍ୟନ୍ତ ସୁନ୍ଦର ଓ ଶିକ୍ଷଣୀୟ
ଜବରଦସ୍ତ ଜୟ ଜଗନ୍ନାଥ
Jay shree Jagannath 🙏 Bahut Sundar paribeshana....Mahasaya... Jagannath nka mandira re sankha baje nahin..
Gayak Sirnku namskar Jay Jagnnath
ବହୁତ ସୁନ୍ଦର
Bahut sundar,,,, 🙏🏻🙏🏻
Excellent Pala padhi sir
Pandite ji mu Puri ru kahuchhi,always I see your pala ,apan adhikru adhik send karntu,,I. Bless ed ,you you long live ,god bless you ,pandite
Bahut sundar pala sir
Padhi sir is great
Very nice.
Very nice pala paribesana.
Beautiful pala
Excellent 👍
ଗାୟକ ଏବଂ ତାଙ୍କର ସାଥୀ ମାନଙ୍କୁ ଭଗବାନ ସୁଖ ଶାନ୍ତିରେ ରଖନ୍ତୁ ଦୀଘାୟୁ ହୁଅନ୍ତୁ।ଜୟ ଜଗନ୍ନାଥ।
ଅତି ସୁନ୍ଦର ପାଲା,,,
Sir pranam Apana more Guru Heithibaru mu Nijaku Dhanyamane Karuachi🙏🙏🙏🙏
ମତେ ବହୁତ ଭଲ ଲାଗିଲା ପାଲା 🙏❤️🙏🙏🙏🙏🙏❤️🙏🙏
Very beautiful and fantastic performance by Dr sishir padhi
Jay Jagannath sir ji 🙏🙏
Odisha gayaka numbar 1padhi sir
Very nice padhi sir....
Padhi sir nk pala sundara paribesana
ବହୁତ ସୁନ୍ଦର ।
ଏହି ଗୀତ କୁ ଗାୟକ ପ୍ରହଲ୍ଲାଦ ସାହୁ ଭଲ ଭାବେ ବାଖ୍ୟା କରିଥିଲେ , ତାଙ୍କର ଭାଷା ଜ୍ଞାନ ବହୁତ ବଡ଼
Satya katha mane pakei dele
ଏ ବି କିଛି କମ ନୁହନ୍ତି ❤
ପାଢୀ ସାର୍ ଙ୍କ ପାଲା ପରିବେଷଣ ଅତ୍ୟନ୍ତ ମନ ମୁଗ୍ଧକର
ଯୁକ୍ତି ଯୁକ୍ତ କଥା ସାର୍ ଙ୍କ ପାଲା
Chaliba
Very nice god
କବି ବାଙ୍କାଦାଶ ମୋ ମାଟିର ବାଗଦେବୀ ଭଗଭକ୍ତି ଙ୍କ କୃପାରୁ ଖୋର୍ଧା ଜିଲ୍ଲା ଗୋଳବାଇ ଗ୍ରାମରେ ଜନ୍ମିତ
very nice
Please upload full pala of Dr Padhi Sir.....
ଜଗନ୍ନାଥ ମନ୍ଦିରରେ ଶଙ୍ଖ ବାଜେ ନାହିଁ ବୋଲି ମୁଁ ଜାଣେ। କିନ୍ତୁ ଆପଣ,,,। ହେଉ ,, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏
ଜଗନ୍ନାଥ ମନ୍ଦିର ସିଂହ ଦୁଆରରେ ପ୍ରଭାତ ରେ ଶଙ୍ଖୁଆ ସେବକମାନେ ଖୁବ ଜୋରରେ ଶଙ୍ଖ ଧ୍ଵନି କରନ୍ତି ।ମନ୍ଦିର ଭିତରେ ଶଙ୍ଖ ବାଜେ ନାହିଁ ।
ଜଗନ୍ନାଥ ମନ୍ଦିର ଦୁଆରେ ପ୍ରଭାତ ରେ ଶଙ୍ଖ ବାଜେ।ମନ୍ଦିର ଭିତରେ ଶଙ୍ଖ ବାଜେନାହିଁ ।
Aati sundar
Jaya jagannath
ସୁନ୍ଦର ଉପସ୍ଥାପନା
One of the best pala in Odia history.
Hota sir nom 2,,, padhi sir, 1,🙏🙏
Good job
Ati sundar pala padhi sar
Good 🙏🙏🙏🙏🙏
Nom, 1 pala,,,
Dr Sisir Padhi is the best gayak among all
Jagannath Swami apananku dirghayu karantu
Apana sikshaka jatira garba o gaurav
Krishna Chandra Sahoo
Retired HM
Very nice🙏🌹🙏🌹🙏🌹
ନମସ୍କାର ଆଜ୍ଞା। ଆପଣଙ୍କ ପାଲା ପରିବେଷଣ ଶୈଳୀ ଉଚ୍ଚ କୋଟିର। ଆପଣଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଆପଣ ଓଡ଼ିଆ ସାହିତ୍ୟ ଜଗତକୁ ଆହୁରି ଉଚ୍ଚକୁ ନିଅନ୍ତୁ। ଜୟ ଜଗନ୍ନାଥ।
Padhi sir best
Jay Jagannath swami🌹🙏🌹🌹🙏🌹🙏🌹🙏🌹🌹🙏
🙏🙏🙏
Jai jagannath Sir
Dilligence is the mother of fortune,
Sundar pala
Beautiful😍💓
Very nice sir
Jay Jagannath
MinD blowing
ପାଲା ଭଲ ଲାଗିଲା
ଟିମ୍ ପୁରା ଭଲ ପରିବେଷଣ କରୁଛନ୍ତି ।
ଜୟ ଶୀ ଜଗନ୍ନାଥ
Sir Jay jagannath
Thanks sir
Nice
Dr Sisir sir nku Pala Gyana re Hota Babu paribeni
Jaygaganrha
🙏🙏👍👍
ଵ ହୁତ୍ ଭ ଲ ଗାଇବା ଶୈଳି
❤❤❤❤❤🙏🙏🙏💪
Padhi sr nkara pala full episode upload kara jau please .
ଆଜ୍ଞା 🙏 ପ୍ରଣାମ ଟିକିଏ ସନାତନ ଦାଶ ମହୋଦୟ ଙ୍କର ଫୋନ ନମ୍ବର ଟା ଦେବେ ଆଜ୍ଞା
Brilliant Perso nality.Namaste
S
🙏🙏🙏🙏🙏