Jibana Do Chakire Ashara Alok Ep 195 | 04 Jan 2020 | ଦମ୍ପତିଙ୍କ ଜୀବନରେ କାଳ ସାଜିଛି ସନ୍ଦେହ

Поделиться
HTML-код
  • Опубликовано: 21 янв 2025

Комментарии • 4,1 тыс.

  • @kulamanirana4356
    @kulamanirana4356 Год назад +335

    କିଏ କିଏ 2023 ରେ ଦେଖୁଛ like କର miss you mihir bhai 😂

  • @odiaquickdunia
    @odiaquickdunia 2 года назад +334

    କିଏ କିଏ 2022 ରେ ଦେଖୁଛନ୍ତି like କରନ୍ତୁ
    Really miss u mihir sir😭😭

  • @rabindradas1782
    @rabindradas1782 5 лет назад +215

    ମତେ ବହୁତ କାନ୍ଦ ଲାଗୁଚି କିନ୍ତୁ ମୁଁ ବହୁତ ଖୁସି। ବହୁତ ବହୁତ ଧନ୍ୟବାଦ ମିହିର ସାର। ସୁନିଲି ଓ ପ୍ରଜ୍ଞା ଜୀବନ ସାରା ସବୁବେଳେ ହସ ଖୁସି ରେ ରହିବ

  • @PrabirBarik-rh6ir
    @PrabirBarik-rh6ir 11 месяцев назад +155

    2024 ରେ ଯୋଉ ମାନେ ଦେଖୁଛ like କର

  • @guddudas6256
    @guddudas6256 4 года назад +167

    ମିହିର ଦାସଙ୍କୁ ଦେଖିଲେ ବିଜୟ ମହାନ୍ତିଙ୍କ କଥା ବହୁତ୍ ମାନେ ପଡେ 😢😥

  • @susantakumarnayak5932
    @susantakumarnayak5932 4 года назад +74

    ଏ ଝିଅଟି ବହୁତ ସୁନ୍ଦର,ଆରେ ପୁଅ ଏ ଭଳିଆ ସୁନ୍ଦରୀ ଝିଅ ପାଇ ତୋ ଜିବନ ଧନ୍ୟ , ତୁମେ ଭଲରେ ରୁହ,

  • @Ojhabhai24
    @Ojhabhai24 3 года назад +198

    ଜଜ୍ sir ଙ୍କ ଉପଦେଶ ବୋହୁତ ଭଲ ଏବଂ ମିହିର୍ sir nka pain sabu ସମ୍ଭବ ହେଲା 👍👍👍

  • @ankeeta_official_25
    @ankeeta_official_25 Год назад +131

    Kia kia 2024 re dekhucha like kara❤👍😂
    .
    .
    .
    .
    .
    .
    Edit: omg 1k likes..... thank you so much🎉🎉😊

  • @sjcreationsipu
    @sjcreationsipu 5 лет назад +547

    ସତରେ ଆଖିରୁ ଲୁହ ଆସିଯାଉଛି,
    ମିହିର sir ଙ୍କୁ ବହୁତ ବହୁତ ଧନ୍ୟବାଦ,

  • @jogeshgouda3140
    @jogeshgouda3140 4 года назад +248

    ଭାଇ ଜୀବନ ଦୁଇଦିନର ହସ ଖୁସିରେ ରୁହ
    ସନ୍ଦେୟ ମଣିଷକୁ ଅ ମଣିଷ କରିଦିଏ
    ତେଣୁକରି ରାଗ ଋଷା ଛା ଡ ଖୁସିରେ ରୁହ
    ଭଗବାନ ସବୁ ଭଲ କରିଦେବେ ଜୟ ଜଗନନାଥ

  • @jitendrapradhan9220
    @jitendrapradhan9220 2 года назад +88

    ମିହିର ଅଙ୍କଲ ଆପଣ କେତେ ମହାନ ଆଜି ଆମ ମାନଙ୍କୁ ଛାଡି ଚାଲିଗଲ 😭😭😭

    • @pokemonpiku5439
      @pokemonpiku5439 11 месяцев назад

      Mihir sir a manka pai chali gale sir nka munda Chuin micha kahile au eba separate

  • @SridharZaana-er9iw
    @SridharZaana-er9iw Год назад +15

    Mihir Das nku dekhile akhiru luha palei asuchi
    King of odia industry 😢

  • @kishormurmu1243
    @kishormurmu1243 5 лет назад +205

    Gopabandhu sir episode re nahi Kia Kia mis karucha. Like here👈

  • @desipilabinod196
    @desipilabinod196 5 лет назад +223

    ଗୋଟେ ପୁଅକୁ ଭାଗ୍ୟରେ ଥିଲେ ଏମିତି ଶାଶୁ ମା ମିଳେ 🙏🙏🙏

  • @manojkumarsahoo2277
    @manojkumarsahoo2277 5 лет назад +455

    ସୁନୀଲ ତୁମେ ବହୁତ୍ ଭାଗ୍ୟବାନ ଯେ ପ୍ରଜ୍ଞା ଭଳି ସ୍ତ୍ରୀ ପାଇଛ ସୁନୀଲ ନିଜ ସ୍ତ୍ରୀ ବହୁତ୍ ଭଲ ପା ତୁମ ଦୁହିଁ ଙ୍କ ଜୀବନ ସୁଖମୟ ହେବ

    • @basantarout6677
      @basantarout6677 5 лет назад +4

      Right kahila bhai

    • @manasbehera2426
      @manasbehera2426 5 лет назад +1

      Nyc..coment my bro

    • @ntantikumari8054
      @ntantikumari8054 5 лет назад +1

      ମନୋଜ ବାବୁ ଠିକ କହିଲ କାରଣ ପ୍ରଞା ସୁନିଳ କୁ ତାର ହୃଦୟରୁ ବହୁତ ଭଲ ପାଉଛି ସେଥିପାଇଁ ସେ ସୁନିଳ ଉପରେ ଅନ୍ୟ କାହାରବି ଛାଇପଡି ବା କୁ ଦେଇନି ତେଣୁ ଅନ୍ୟ ଝିଅ ର କଥା ଲାଗି ବିରୋଧ କରିବା ରୁ ସୁନିଳ ମାଡ ଦେଇ କି ବହୁତ ଭୁଲ କରିଛି ଯୁବକ ଯୁବତୀ ହେବା ଆଗରୁ ଭଲ ପାଇକି ସେମାନେ ବିବାହ କରିଛନ୍ତି ଆଉ ଭବିଷ୍ୟତ କୁ ନେଇ ଆଗକୁ ଭଲରେ ସନସାର କରିବାକୁ ହେବ

    • @maalaxmi4832
      @maalaxmi4832 5 лет назад +1

      Right

    • @ranjit.routray1993
      @ranjit.routray1993 5 лет назад +1

      Iswara tumaku khushire rakhantu

  • @Madhusmita787
    @Madhusmita787 Год назад +17

    କିଏ କିଏ 2024 ରେ ଦେଖୁଛ ? Like 👍kara ।😂😂😂

  • @bhanuprataprana8311
    @bhanuprataprana8311 4 года назад +71

    ପୁଅ ଅନ୍ୟ କଥା ରେ ପଡୁଛି। ଝିଅଟି ବହୁତ ଭଲ। ଭଲ ପାଇବା ରେ ସନ୍ଦେହ ହୁଏ।

  • @pinkunnahak2610
    @pinkunnahak2610 4 года назад +93

    ମିହିର ସାର୍ ମୁଁ ବହୁତ ଖୁସି ଯେ ଆପଣ ବହୁତ କିଛି ଶିଖିବା ପାଇଁ ସୁଯୋଗ ଦେଉଛନ୍ତି.. 👍👍🙏🙏🙏

  • @bindasbolo3863
    @bindasbolo3863 5 лет назад +492

    ଝିଅ ଟି କମ୍ age ର ହେଲେ ବି mature.. ବହୁତ୍ innocent ଝିଅ.. ଭାଗ୍ୟ ରେ ଥିଲେ ଏମିତି ଝିଅ ମିଳେ...

  • @joycreation6625
    @joycreation6625 3 года назад +8

    ସତରେ mihir sir କାନ୍ଦି ପକାହିଲି ବାଙ୍ଗି ଯାଉଥିବା ଜଡ଼ିକୁ ଆପଣ ଆଉ ଥରେ ଜଡ଼ିଦେଲେ thank you sir your a real super hero

  • @madhababehera575
    @madhababehera575 5 лет назад +111

    ହେ ଜଗନ୍ନାଥ ଏ ସୁନ୍ଦର ଯୋଡି ଟିକୁ ଭଲରେ ରଖନ୍ତୁ 🙏🙏🙏🙏🙏

  • @santanuku.jenasulu2165
    @santanuku.jenasulu2165 5 лет назад +156

    ମିହିର ସାର୍ ଏବଂ ସମସ୍ତଙ୍କୁ ମ‌ ତରଫରୁ କୋଟି କୋଟି ପ୍ରଣାମ🙏🙏🙏🙏🙏

  • @gourangaervice
    @gourangaervice 5 лет назад +218

    ମିହିର ସାର ଆପଣଙ୍କୁ ମାନିବାକୁ ପଡିବ :
    ଧନ୍ୟବାଦ ସାର

  • @Mission.6.UPSC-
    @Mission.6.UPSC- 3 года назад +7

    ବୋହୁତ ସୁନ୍ଦର ଯୋଡ଼ି ଟିଏ,,, ବୋହୁତ ଭଲ ଲାଗିଲା ଦେଖିକି,,, ଖୁସି ବି ଲାଗିଲା,,,

  • @prakashchrout8926
    @prakashchrout8926 5 лет назад +149

    ମିହିର ବାବୁ ଙ୍କୁ ମୋର କୋଟି କୋଟି 🙏🙏🙏🙏🙏🙏🙏ଏତେ ଭଲ କାର୍ଯ୍ୟ କେବଳ ତାଙ୍କ ପାଇଁ ସମ୍ବଭ ଧନ୍ୟବାଦ ଓଟିଭି ।ଜୟ ଶ୍ରୀ ରାମ

  • @smrutiranjansahoo7935
    @smrutiranjansahoo7935 5 лет назад +211

    ଝିଅ ର ମା ବି ବହୁତ ଦୁଃଖ, କଷ୍ଟ ଅନୁତାପ କରୁଛନ୍ତି....

  • @mihirkumarmohapatra9275
    @mihirkumarmohapatra9275 4 года назад +104

    ଘଟଣା ହୃଦୟସପର୍ଶୀ ଏହାକୁ ସମାଧାନ କରିବା ଲୋକ ମଧ୍ୟ ବଡ଼ ହୃଦୟ ବାନ୍ (ମିହିର୍ ସାର)୍ ଆପଣ ଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍। ଯୋଡ଼ି ବହୁତ୍ ସୁନ୍ଦର୍ ଭଲରେ ରୁହ ଖୁସି ରେ ରୁହ ଭଗବାନ୍ ଖୁସି ରେ ରଖନ୍ତୁ।

  • @mrchandan5257
    @mrchandan5257 2 месяца назад +2

    Really that episode is so heart touching ❤

  • @sonunigam9866
    @sonunigam9866 5 лет назад +40

    ବହୁତ ସୁନ୍ଦର ଯୋଡ଼ି ଭୁଲ ବୁଝାମଣା ହେଇଛି

  • @laxmidharrout7193
    @laxmidharrout7193 4 года назад +28

    ଏହି ଯୋଡି ମୋ ଆଖିରେ ଲୁହ ଆସିଲା ଏତିକି ଭଗବାନ ପାଖରେ ପାର୍ଥନା କରୁଛି ସୁଖ ମୟ ହଉ

  • @villagecarry2302
    @villagecarry2302 4 года назад +70

    ମିହିର sir ଆପଣ ଓସ୍ତ ଗଛ ବର ଗଛ କୁ ମିଶଉଛନ୍ତି , you r great

    • @kanhusamal4312
      @kanhusamal4312 3 года назад +1

      Hoo

    • @charchitabehera3003
      @charchitabehera3003 3 года назад

      Mihir das sir nko pain Moro suvo kamona jugo jugo jeeontu,aau se Bhai bhauninko ro married life bahut sukhomayo mangalomaya heu Prabhu jagganatha nko ashirbada ru.jay jagganatha

  • @Swayam-l9f
    @Swayam-l9f Год назад +10

    What a personality of mihir sir ❤ we all are miss u for ever❤

  • @rorschach.7366
    @rorschach.7366 4 года назад +264

    ସୁନିଲ୍ ଭାଇ ତମେ ଭାରି ଭାଗ୍ୟବାନ,ଯେ ପ୍ରଜ୍ଞା ନାନୀ ଭଳି ସ୍ତ୍ରୀ ପାଇଛ।🖐️🖐️

  • @Extrafilmy
    @Extrafilmy 5 лет назад +79

    Jhia serious love karuchi.. bhagya re thile emiti jhia ..sath mile..

  • @deepakpriyanka1034
    @deepakpriyanka1034 4 года назад +84

    Bhagban....ki Katha agudaka .... Bhai mane moro bi love mrg ..1yrs complete hela ... Blessed kara mo mrg lyf ku ....😇😇😇😇😇

  • @raj5355
    @raj5355 3 года назад +9

    Mihir sir bahut best 👍👌 last moment ta bahut happy moments lagila

  • @husbandwifechannel7672
    @husbandwifechannel7672 5 лет назад +41

    Mihir sir apana ahuri 100 barsa ru urdha ruhantu ei ama sathire....🙏🏻🙏🏻🙏🏻

  • @maabinapaniacademy4572
    @maabinapaniacademy4572 5 лет назад +169

    ଭଲରେ ରୁହ ଏମିତି ସ୍ତ୍ରୀ ଟିଏ ପାଇବୁ ନାହିଁ ରେ

  • @dfordestroyer5896
    @dfordestroyer5896 5 лет назад +104

    Please respect your wife.... Because she is a part of your life ❤❤

  • @Lija.b1
    @Lija.b1 17 дней назад +3

    2025 kie dakuch like kara🎉🎉🎉🎉

  • @mithunrauta4597
    @mithunrauta4597 5 лет назад +44

    One of a best mother-in-law i ever seen

  • @lizapatanaik9823
    @lizapatanaik9823 5 лет назад +70

    really this episode was so interesting...sunil u r such a lucky person to getting this type of girl....many many heartly thanks to mihir sir....

  • @balaramsahoo9495
    @balaramsahoo9495 5 лет назад +127

    ଝିଅ ର ବୋଉ ସବୁଠୁ best

  • @mstylishlybabu1896
    @mstylishlybabu1896 Год назад +5

    Bhagaban mo life amiti cute jhia te dianteni mu bahut khusi re rakhanti!!how sweet couple 😊😊😊

  • @arunpradhan4947
    @arunpradhan4947 5 лет назад +186

    ସୁନୀଲ ତୁ ବହୁତ ଭାଗ୍ୟବାନ ଏଭଳିଆ ଝିଅ ପାଇଚୁ ଜମା ଛାଡେନା ରେ ଭାଇ ତମେ ଲୋଭ କରିକି ବାହାହେଇଚ ଏମିତି ଛୋଟ ଛୋଟ ଝଗଡ଼ା ହୁଏ ଭାଇ ଯାହାବି ହଉ ଜମା ଛାଡେନି

  • @smrutiranjansahoo7935
    @smrutiranjansahoo7935 5 лет назад +104

    ଝିଅ ର କୋହ ଫୁଟୁଛି. ଝିଅ ର ଦୁଃଖ କିଛି କମ ନୁହଁ...

  • @Manoj-Life
    @Manoj-Life 4 года назад +6

    ଦୁଇ ଜଣଙ୍କର ଯୋଡ଼ି ଭଲ ଲାଗୁଛି ମିହୀର ସାରେ 🙏🙏🙏🙏🙏👈👈👈

  • @santoshmallik3708
    @santoshmallik3708 3 года назад +3

    ସତରେ ମିହିର ସାର ଆପଣଙ୍କୁ ବହୁତ ଧନ୍ୟ ବାଦ୍ ସେମାନେ ଦୁଇଜଣ ଏମିତି ସବୁ ବେଳେ ଖୁସିରେ ଥା ଅ happy marage life👌👌👌👌👌👌❤️❤️❣️❣️❣️❣️

  • @ssunil4734
    @ssunil4734 4 года назад +5

    ଏହି କାମ କଲେ ବାପା ମା ଯେତିକି କାନ୍ଦନ୍ତି.. 😭😭😭🙏🙏🙏
    ଏହି ଭୁଲ କରନି

  • @bhabanisankardash5681
    @bhabanisankardash5681 4 года назад +177

    Jhia ra maa ku dekhile bahut dukha laguchi😭😭
    Tk majak paiin gote maa ra sukha bali padijauchii🙏🙏🙏

    • @Skr9232
      @Skr9232 4 года назад

      ) 0,yg

    • @srm6166
      @srm6166 4 года назад +1

      Pua pura bhul ..jhia mane janiba katha..

  • @girishchandraparida4357
    @girishchandraparida4357 5 лет назад +6

    ଆଶାର ଆଲୋକ ଗୋଟିଏ ଏମିତି ଏକ ଜାଗା ଯାହା ଦୁଇଟି ଜୀବନ ନଷ୍ଟ ହବାରୁ ବଂଚିଯାଉଛି ଧନ୍ୟବାଦ ଓଡ଼ିଆ ଟିଭି

  • @lagosingh2017
    @lagosingh2017 Год назад +1

    Good decision guru

  • @kumarpratik501
    @kumarpratik501 4 года назад +23

    U r lucky man ,emiti jhia paiki... siriously mind blowing

  • @papinapalai6016
    @papinapalai6016 4 года назад +47

    Mihir sir not also a filmy star but also a real star of our socite🙏

  • @rajakishoresethi5456
    @rajakishoresethi5456 3 года назад +6

    Mo bhai loo ki story ❤️❤️❤️ se jhia bahut bhala , I am from Jagatsinghpur 😁😁

  • @Bmcreation3750
    @Bmcreation3750 29 дней назад

    ମିହିର ସାର ଏବେ ବି ଓଡିଶା ର ସମସ୍ତଙ୍କ ହୃଦୟରେ ଅଛନ୍ତି

  • @prabhasarjit4644
    @prabhasarjit4644 5 лет назад +17

    Current ମାରିଲେ ସବୁ ହବ 😆😆😆 thanks sir......

  • @mrutyunjaymohanty1906
    @mrutyunjaymohanty1906 4 года назад +34

    Your wife is so swt and innocent .
    .
    .

  • @harishkumarjena4629
    @harishkumarjena4629 5 лет назад +74

    Respected mihir sir.."LOVE IS LIFE".

  • @jyotiprakasdixit9312
    @jyotiprakasdixit9312 2 года назад +4

    ମିହିର ଭାଇ ଙ୍କ ଏଭଲି ମହତ କାର୍ଯ୍ୟ ପାଇଁ ହୃଦୟ ରୁ ସାଧୁବାଦ। ଧନ୍ୟବାଦ ଓ ଟି ଭି

  • @thelionking3944
    @thelionking3944 5 лет назад +225

    ହଇରେ ଛଡି ପୁଅ ସୁନିଲ୍ ତୋ ବପା ଚଉଦ ପୁରୁଷ ଏ ଭଳିଆ ଝିଅ ପାଇବୁନି

  • @masterbabluofficial
    @masterbabluofficial 4 года назад +33

    Mihir Kaka Apananka Golden Heart....

  • @chinmaychirasundardas8214
    @chinmaychirasundardas8214 5 лет назад +14

    Best of 2020...A nyc episode of ASHARA ALAKA...God Bless both Sunil and Pragyan...A Beautiful couple of ODISHA...Made 4 each Other👍

  • @Vlog-yk6zh
    @Vlog-yk6zh 4 года назад +10

    କମ ବୟସରୁ ପ୍ରେମ କଲେ ଏମିତି ନାମ ନିଅନ୍ତି ରେ ନାରଣ।।।।

  • @gbalakrishnareddy7002
    @gbalakrishnareddy7002 4 года назад +51

    Mihir Das is a kind hearted person.

  • @ajmiku
    @ajmiku 5 лет назад +16

    Mihir sir tqq....... For solve this cuty luv story........ 🙏🙏❤❤

  • @prasannadixit5264
    @prasannadixit5264 3 года назад +2

    ବହୁତ ବହୁତ ଧନ୍ୟବାଦ ଅଶାର ଆଲୋକ କାର୍ଯ୍ୟକ୍ରମ କୁ

  • @sujitvolgs3819
    @sujitvolgs3819 5 лет назад +50

    ଦୁହେଁ ଦୁହିଁକୁ ବୁଝିବାକୁ ଚେଷ୍ଟା କର l ଭଲ ପାଇବାର ବିଶ୍ୱାସ ହରେଇ ଦିଅନାହିଁ

  • @chandanlitina2213
    @chandanlitina2213 4 года назад +41

    God bless you mihir sir....love you....💝

  • @biswoyotirout1070
    @biswoyotirout1070 5 лет назад +52

    Thank you Mihir Sir for your unique effort for creating a stable society. THANK U ONCE AGAIN.

  • @srikarakanhara4859
    @srikarakanhara4859 3 года назад +4

    ଖୁବ୍ ସୁନ୍ଦର ଯୋଡ଼ି । ଆଉ ଦୁଇ ଜଣଙ୍କ ଭିତରେ ପ୍ରକୃତ ଭଲପାଇବା ମଧ୍ୟ ଅଛି । ଭଗବାନ ତୁମକୁ ଭଲରେ ଆଉ ଖୁସିରେ ରଖିଥାନ୍ତୁ । ଜୟ ଜଗନ୍ନାଥ

  • @solutionproblem9632
    @solutionproblem9632 5 лет назад +30

    God bless you both..... Live a happy and golden life🙏

  • @nilanchallenka8182
    @nilanchallenka8182 4 года назад +39

    It’s a inspiration of love couple in these days. To learn about marriage life after love... 1 st thing *DOUBT* it’s a fucking word
    A great episode by Mihir sir

  • @srushti-odia-village-vloge3841
    @srushti-odia-village-vloge3841 3 года назад +7

    ସତରେ ସମସ୍ତଙ୍କୁ ଆଜି ହସେଇ ଆଜି ଆମ କୁ କଣ୍ଡାଉଦେଲ କାହା କଥା ମୁ ଜାଣିନି ମୁ ବୋହୁତ kanduchhi ଭାଇ ଲଭ୍ ୟୁ ମିହିର ଭାଇ😭❤️😭🙏

  • @jatinku.mohanta4884
    @jatinku.mohanta4884 Год назад +2

    You are great sir . I'm proud of you sie.

  • @Ameodia333
    @Ameodia333 5 лет назад +11

    *ଦେଖ ବିଚାରି କେତେ ସୁନ୍ଦର ଝୁଅଟାକୁ ବlତେରା ଟୋକା ଟା ପଟେଇକି ବାହା ହେଇଗଲା ହେଲେ କେତେ କଷ୍ଟ ଦେଉଛି* 😢😢😢

    • @Ameodia333
      @Ameodia333 5 лет назад

      *ମାଙ୍କଡ଼ ହାତରେ ସଳଗ୍ରାମ ହେଲେ ଯାହା ହୁଏ ଆଉ* 😢😢😢

  • @borunkumar5835
    @borunkumar5835 4 года назад +5

    ମିହିର ସାର୍ ଆପଣ ସତରେ ବହୁତ ବଡ ଜର୍ଜ ।
    ଆପଣଙ୍କୁ ହୃଦୟରୁ ବହୁତ ବହୁତ ସଲାମ ।

  • @jitkumar5193
    @jitkumar5193 4 года назад +17

    Mind mature heini so sweet couple

  • @ajaykumarthakur8581
    @ajaykumarthakur8581 11 месяцев назад +1

    Aji insta reel re dekhiki asili au ae episode dekhili....maza asigala 😂😂😂 but love u Mihir sir....

  • @touristboymukesh8344
    @touristboymukesh8344 5 лет назад +66

    ମାଧବ..... ଏମିତି ଝିଅ ଆଜିକା ଦୁନିଆଁ ରେ ପାଇବୁନି ରେ ବହୁତ ଭାଗ୍ୟବାନ ତୁ ଏମିତି ଝିଅ ପାଇଛୁ

  • @runnerbibhuti
    @runnerbibhuti 4 года назад +9

    My best actor and best parson mihir Das sir love you mihir Das

  • @ranjan3954
    @ranjan3954 5 лет назад +20

    I heartly love u....mihir sir and all staffs

  • @ArunaSahu-oq6gj
    @ArunaSahu-oq6gj 3 месяца назад +1

    Miss you mihir sar

  • @mamalimaharana1239
    @mamalimaharana1239 4 года назад +6

    Prangyan didi or sunil bhainka jodi pura nice jodi❤❤❤❤ pura super jodi and so cute jodi❤❤❤❤

  • @051-dhaneswarjena3
    @051-dhaneswarjena3 4 года назад +7

    Thanks for the show. Good bless you.

  • @gyanaurbigyan7960
    @gyanaurbigyan7960 4 года назад +30

    The way of talking and language of the boy shows what's reality.

  • @odiavlogsasha143
    @odiavlogsasha143 10 месяцев назад

    ଅତି ସୁନ୍ଦର ଜୋଡି 🙏 ଜୟ ଜଗନ୍ନାଥ 🙏

  • @lifefacts1055
    @lifefacts1055 4 года назад +12

    Good program, thanks mihir sir

  • @srikantasahu7520
    @srikantasahu7520 4 года назад +7

    God bless you both of you

  • @tejasmitamajhee9065
    @tejasmitamajhee9065 Год назад +4

    Great mihir sir

  • @santanuparida9398
    @santanuparida9398 3 года назад +3

    Heart touching ♥️ jodi masta jagannath nk pakhare atik prathana karuchi due jana bhalare ruhantu 🙏🙏🙏

  • @ranjitkumar992
    @ranjitkumar992 3 года назад +3

    ଏ ଦିଜଣଙ୍କ ଭଲ ପାଇବା ଦେଖିକି ଭଲ ଲାଗିଲା ଆଉ ହସବି ଲାଗିଲା

  • @rakeshkumarswain1980
    @rakeshkumarswain1980 5 лет назад +40

    It is one of the best episode.

    • @siva8625
      @siva8625 4 года назад

      Yes bro

    • @prasanakumarmishra1762
      @prasanakumarmishra1762 4 года назад

      Actually best Episode.
      & Kahibaku gale kehi kharap nuhanti .
      Jhia & jhia paribar bhala
      Pua & pua paribar b kichhi maratmaka nuhanti.
      Jhia t bahut Inocent. Pua t b Inocent kintu tike chagalami achhi
      Actually kam age jogu pila budhhi re raga dekhai abhiman Raga rusaa.
      Jhia ra Maa bahut Inocent tenu bahut chinta kari bhaya Kari jauchhanti.
      Pua ro Maa bhala. Situation Ku handle Kari solve Kariba mind
      A 2 t pila Jodi best Jodi hoichhi .
      Bhagaban karantu sarbada Ek hoi ruhantu.

  • @manojsamal4146
    @manojsamal4146 4 года назад +13

    Very very thanks to the show. You are really doing a great job. I generally don't watch tv and accidentally I watched this episode and sometimes tears came in my eyes too.

  • @rakeshdash6725
    @rakeshdash6725 3 года назад +3

    ହରେ କୃଷ୍ଣ, ଏହି ପୋଗ୍ରାମ ଯୋଗୁ କେତେ ସଂସାର ଯୋଡ଼ି ହେଉଛି,ହେ ଚକାନୟନ, ତୁମର ଏହି ନିଲାଞ୍ଚାଲେ ଲୀଳା ଲାଗି ଥାଉ, ଓଟିଭିରେ ଏହି ଲୀଳା ଲାଗି ଥାଉ, ପ୍ରଯୋଜକ ଙ୍କୁ ସହେ କୋଟି ପ୍ରଣାମ,

  • @biswajit_jena
    @biswajit_jena 4 года назад +11

    Episode of the year 😍😍😍😍

  • @Prakashkumar-gl4kj
    @Prakashkumar-gl4kj 4 года назад +31

    Very cute couple and very good love story. God bless them.

  • @srushti-odia-village-vloge3841
    @srushti-odia-village-vloge3841 3 года назад +15

    MISS YOU MIHIR BHAI 😭😭😭😭🙏🙏

  • @sweetysilaandjani1239
    @sweetysilaandjani1239 3 года назад +2

    Mu ta jhia spurt karuchi

  • @supermyindia1429
    @supermyindia1429 5 лет назад +63

    ପଥମେ ପଚାର ଫୋନ୍ ସେ ଝିଅ ର କାହିଁକି ଆସିଲା ଶଳା ହାରାମି
    ଜଦି ତୋ ଭଉଣୀ ହୋଇଥାନ୍ତା