BAPA BOU TUME BHUL KALA - Superhit Full jatra | ବାପା ବୋଉ ତୁମେ ଭୁଲ କଲ | Jatra Swapna Mahala | Daya
HTML-код
- Опубликовано: 9 фев 2025
- FULL JATRA - BAPA BOU TUME BHUL KALA - Jatra Swapna Mahala
Casting :
Larense
Rina Panda
Daya
Laxmidhara
Uttam
Mama
Budha
Kabita
Jina
Prabhakar
"Sidharth TV" & "Sidharth Music" presents this video for you. If you like this video, please subscribe our channel "Jatra Agana". Also to get updates regarding new videos please press the Bell 🔔 Button.
Follow us on our Facebook Pages:
/ sidharthmusicodia
/ sidharthtvofficial
/ odiaenews
Watch our other RUclips Channels:
Sidharth TV: / @officialsidharthtv
Sidharth Music: / @sidharthmusic
Namita Agrawal: / @namitaagrawal
Puni Thare: / @punithare
Odia Agana: / @sidharthbhakti
Full Jatra: / @sidharthjatraagana
Hooke Hoo TV: / @hookehootv
Odia HD: / @odiahd
Bobal: / @bobalodia
DCD Odia: / @dcdodia
Odia E News: / @sidharth-mix
Odia Bhagabata: / @odiabhagabatasidharth...
Charana Ram Das: / @sidharthutsavofficial
Siddharth Bangla: / @siddharthbangla
#JatraAgana #SidharthMusic #SidharthTV #SitaramAgrawal #NamitaAgrawal #OdiaAgana #OdiaENews #FullJatra
Mo bhali kia jatra premi.. Like kara
👍
🙋♂️
Mu sister
👍
Bahut sundar 👌👌👌
Bahut sunder jatra.. Jahaku jatra bhala laguchhi like kara..
perfect jatra
@@ashokkumarpanda4045 l0
Bhal ta laguchhi but keun Hindu sastra re lekha achhi Bhai bhauni ku marriage karuchhi .dhanya lekhak mahasaya nku.
ବାପା ବୋଉ ତମେ ଭୁଲ କଲ, ବହିର ଲେଖକ ଙ୍କୁ ବହୁତ ବହୁତ ଧନ୍ୟବାଦ ଏ ପରି ଏକ ସୁନ୍ଦର ବହି ଲେଖିଥିବାରୁ
ଅତି ସୁନ୍ଦର ଅଭିନୟ ସମସ୍ତଙ୍କର 🙏🙏🙏
😊😊
ଜୀନା.. ଆଉ.ଦୟା.. ଙ୍କ send ଷ୍ଟୋରୀ ଭଲ lagila 👍👍
..
Aji ra Samaj pain natak ti bahut bhal, kintu pravakar aou Jina acting chamstkar
ଦୟା ,, ଜିନା ବାହୁତ ଭଲ ଅଭିନୟ କରିଭନ୍ତି🎉🎉🎉🎉🎉🎉🎉
ଦୟା ଓ ଜିନା ଓ ଲରେନ୍ସ ଭାଇଙ୍କର ଅଭୀନୟ ବହୁତ ଭଲ ଲାଗିଲା
Ooóo
@@shrabaneepradhan898 😢❤
6:47 the best of the day I was wondering how you can get the day of 1qqq31qee1q
ବହୁତ ଅପେରା ଦେଖିଛି, କିନ୍ତୁ ଏ ନାଟକ ପୁରା ଅଲଗା, ଆଉ ବେଶୀ ଅଲଗା ଦୟା ଆଉ ଜିନା ଦିଦିଙ୍କ ପ୍ରେମ କାହାଣୀ, ଗୋଟେ ନିଆରା ଅଭିନୟ,, ଅତି ଚମତ୍କାର।
ଜୀନା ର ଅଭିନୟ ବହୁତ ଭଲ ଲାଗିଲା 👍👍👍
ସୁନ୍ଦର jatra🌹
Song armbharu lagila jatra super.....haethiba..thnku ate sunder jatra update krethibru..bada loka nku uttar nhi super jatra pre puni nua jatra I am so happy 😘😘
Wow ete badhia jatra ,wow ସବୁଠୁ ବେଷ୍ଟ ଯାତ୍ରା
ଏଇ ଭଳି ଯାତ୍ରା ଦେଖିଲେ ଆଖିକୁ ନିଦ ଆସୁନି 👍👍👍
ବହୁତ୍ ସୁନ୍ଦର୍ ଯାତ୍ରା କଳାକାର ମାନଙ୍କ ର ନିଖୁଣ ଅଭିନୟ ଦେଖିବାକୁ ମିଳି ଲା ବିଶେଷ କରି ଦୟା ଓ ଜିନା ଙ୍କ ଅଭିନୟ ବହୁତ୍ ସୁନ୍ଦର୍ ଲାଗିଲା ❤️❤️❤️😭😭😭👍👍👍👍🌄🌄🌅🌅😂😂😀😀🙏🏽🙏🏽🙏🏽🙏🏽 ସମସ୍ତ କଳାକାର ମାନଙ୍କୁ ଅଭି ନନ୍ଦନ ଓ ଶୁଭକାମନା
ବହୁତ ବହୁତ ଧନ୍ୟବାଦ ସମସ୍ତ କଳାକାର ଙ୍କୁ
Qqq0kky
@@drgaganbiharinayak1167 🙏
ବହୁତ ସୁନ୍ଦର ଅଭିନୟ ଭାଇ 💓💓💓
ଜୀବନ ରେ କେତେକ ଯାତ୍ରା ଦେଖୀଚି କିତୂ ଏମୀତୀ ଯାତ୍ରା କେବେ ଦେଖି ନାହିଁ ଅତି ସୁନ୍ଦର ହେଇଛି ଭଲ ଲାଗିଲା ଆପଣଙ୍କୁ ଅନେକେ ଅନେକେ ଧନ୍ୟବାଦ ଭାଇ ଓ ଭଉଣୀ ମାନଙ୍କୁ ଓ ମଉସା ମାଉସୀ ମାନଙ୍କୁ 🙏🙏🙏
ମୋତେ ଲାଗୁଛି ଆପଣ ଦେଖି ନାହାନ୍ତି ଆଗରୁ ଯାତ୍ରା,ଏଇଟା ବୋଧେ ପ୍ରଥମେ ଦେଖୁଛନ୍ତି,କଣ ହୋଇଛି ଏ ବହି ଟା,ପୁରା ବେକାର,ଆପଣ ଦେଖିଛନ୍ତି ଶିବାନୀ ର ରାଜଧାନୀ ଝିଅ rajanandini,ଆଉ ବାଘା ର ଆଜିର ବନ୍ଧନ କଳା ଚନ୍ଦନ, ଏ ସବୁ ବହି ଦେଖିଛନ୍ତି ନା ନାହିଁ,ମୋତେ ଲାଗୁଛି ଏ ଦୁଇ ଟି ନାଟକ ପାଞ୍ଚ ବର୍ଷ ଉପରେ ହେବନି,କିନ୍ତୁ ଏ ପର୍ଯ୍ୟନ୍ତ RUclips ଆସିନାହିଁ,ଏହାର କାରଣ କଣ କହି ପାରିବେ କି,ଆଉ ଗୋଟେ ନାଟକ ସିନ୍ଦୂର hatare ନାହିଁ ସିନ୍ଦୂର
ଲରେନ୍ସ ଆଜ୍ଞାଙ୍କ ଅଭିନୟ ବହୁତ ସୁନ୍ଦର
ଦୟା ଓ ଜିନା ଙ୍କ ଅଭିନୟ ଅତି ସୁନ୍ଦର,.🙏🙏🙏🙏🙏🙏🙏
ନାଟର ର ପ୍ରଥମ ସୀନ ଦୟା ଭାଇ ଯେତେବେଳେ ସେ ତାଙ୍କ ସ୍ତ୍ରୀ କୁ ବିଭାହ କଲେ
ବହୁତ କଷ୍ଟ ଲାଗିଲା
Nataka bahut bhala heichi ati sundar damodar nataka
ବହୁତ ସୁନ୍ଦର ଯାତ୍ରା ❤️
ଅତି ଉଚ୍ଚକୋଟୀର ନାଟକ ଆଉ ହୃଦୟସ୍ପର୍ଶୀ 👍👍
Nirdeshaku bahut bahut dhanya bada bahut Sundar heichi
😭😭😭😭😭 ଲୁହ ଭରା କାହାଣୀ ଟିଏ ସତରେ ବହୁତ ସୁନ୍ଦର ଆଉ ସମାଜ ପାଇଁ ଶିକ୍ଷା ଭରି ଦେଇଛ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Sundar Abhinay
ବହୁତ ସୁନ୍ଦର ନାଟକ 💐💐👌👌👌👌
Niranjondas
Bahur sundar heichi, hele maa ku pachhakari bou ku aga Kariba thik helani
ବହୁତ ଭଲ ଲାଗୁଛି ଅପେରା ଟି👍👍
ବହୁତ ଭଲ ଯାତ୍ରା 😊
କିଛି ବି ଯାତ୍ରା ଭଲ ହୋଇ ନାହିଁ,ବହି ର କିଛି ବି story ନାହି
Thanks for uploading
ସମାଜ ପାଇଁ ସତର୍କ ବାର୍ତ୍ତା ....ଭବିଷ୍ୟ ଅନ୍ଧାର ....ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହା ଉପରେ ରୋକ ଲଗାନ୍ତୁ ।ଯାହା ଆମ ସଂସ୍କୃତି ବିରୋଧୀ ଅଟେ ।ଏହା ପାଇଁ ଦେଶ ବିପତ ଗାମୀ ହେଇହିବ ।
ଲଷ୍ମୀଧର, ଲରେନ୍ସ, ଦୟା, ଜିନା ଯୋଉ କାହାଣୀରେ ଚରିତ୍ର କରିବେ. ସେ ଯାତ୍ରା ସୁପରହିଟ ହେଲା ବୋଲି ଜାଣ 🌹🌹🌹🌹🌹
ଯାତ୍ରା ଟି ବହୁତ ସୁନ୍ଦର ଲାଗିଲା
ତା ଠୁ ସୁନ୍ଦର ଲାଗିଲା ଦୟା ଓ ଜୀନା ଙ୍କ ର ଅଭିନୟ 😂😂❤❤❤❤❤👌👌👌👌🌹🌹🌹🌹
ସବୁ କଳାକାର ଙ୍କ ଅଭିନୟ ହୁଦୟ କୁ ଛୁଇଲା
ଜୟ ଜଗନ୍ନାଥ 🙏🙏🙏
ଦୟା ଓ ଜିନା ଙ୍କ ଅଭିନୟ ଅତି ଉଚ୍ଚ କୋଟିର
Amiti jatra karile vala lagiba
ନାଟକ ଭଲ ଲାଗିଲା କିନ୍ତୁ ବହୁତ ଅଡ଼ୁଆ ଲାଗିଲା।ବିଶେଷ ଭାବେ ଲରେନସ ଭାଇ, ପ୍ରମିଳା ମାଆ,ଦୟା ନନା,ଜିନା ଙ୍କ ଅଭିନୟ ଉଚ୍ଚକୋଟୀର ଥିଲା।
Beautiful apera story. Kichi dina tale supreme Court jeun nisppti sunei thila live in relation thik boli Sehi judge mane ehi apera dekhla pare nischya puni thare nisppti ku badalei baku badhy hebe. Ta hele samajra mangala heba. Beautiful message for society. 🙏🙏🙏.
Daya Bhai auu jina Didi nka abhinayare mu bahut emotional Hoigali and jabardsta abhinaya
So Beautiful Jatra 👌👌👌👌👌👌👌
hii
tama sangra katha aachi
Hello
Kn Katha aachi ki
Gote Gote Jatra Amiti Heart ku touch kare Bahut Bhala lage ❤️❤️
Gote alaga story
Sabu Charitra bahut bhala laguchi
All artst bahut bhala acting kale,nice story
Wow ki jatra be ... mind blowing
Jatra ra samasta kalakar nku Mora asesa asesa dhanyawad 🙏🙏
All the best ସ୍ୱପ୍ନ ମହଲ 👌👌👌👌
ସତରେ ଏଇ ଯାତ୍ରା ଦେଖିଲା ପର ଠାରୁ ମୁଁ ବହୁତ୍ କନ୍ଦିଛି,ଅତି ସୁନ୍ଦର ଯାତ୍ରା
Mu bi kandichhi really
😢😢😢😢
@@chintamanibehera6039 $
@@chintamanibehera60391 aw
Bahut mana chua o bahut kichi sikhibar achi actor mana ku Jagannath bhalare rakhi thantu
Jatra is the way to show the original inner acting.👍
ସମସ୍ତଙ୍କ ଅଭିନୟ ଅତି ଉଚ୍ଚକୋଟୀର ଥିଲା ବିଶେଷ କରି ଜୀନା ଓ ଦୟାଙ୍କ ଅଭିନୟ ବହୁତ ଜୀବନ୍ତ ଥିଲା, ହୃଦୟକୁ ଛୁଇଁଲା।
Super Natak continue
ସୁପରହିଟ ଓପେରା 🌹🌹🌹
Barsha rani Gita ta sabu Thun niyara Gita bhali lagila super duper song and acting 👍
Bahut sundar
Bhuta sunder jatra o m g
ସ୍ବପ୍ନ ମହଲ ର ସୁପରହିଟ ନାଟଜ
5 ***** All actor & actor's ମାନଙ୍କୁ 🙏🙏🙏🙏 ନମସ୍କାର
So Nice Video
ଆଖିରୁ ଲୁହ ବାହାରିଲି ଆସିଲା 👍👍👍
ବହୁତ ବଡ଼ିଆ ଯାତ୍ରା ♥️♥️♥️
Bahut sundar laguchi jatra 💯💯
Excellent story having beautiful words. Jeena u r unbelievable. Comedy is superb without any non-veg jokes.
Wow mind blowing jatara ❤️❤️❤️❤️
Puaa jiba sasu ghare full jatra upload Kara plzzzzzz 🙏
ଜିନା ଆଉ ଦୟା ଙ୍କ ଅଭିନୟ ଅତି ସୁନ୍ଦର so beautiful ❤️❤️❤️💐💐 💐❤️❤️❤️👏👍👍👍
Fantastic acting by Lawrence bro
Wow mind blowing 👌🥰❤️🥰
Bapa Bau lekhek bahut sundar lekhaka
Super hit jatra... amiti nua jatra upload karuthibaru bahut bahut dhanyabad...
Thanks.. To u
Konark ra andha muka badhira.. Jatra upload kara. 🙏🙏🙏🙏🙏
ସମସ୍ତଙ୍କ ଅଭିନୟ ଭଲ ଲାଗିଲା କିନ୍ତୁ ଲରେନ୍ସ ଭାଇ ଙ୍କ ଅଭିନୟ ବହୁତ ଭଲ ଲାଗିଲା,ସେ ଜଣେ ଉଚ୍ଚ କୋଟିର ଅଭିନେତା
Really it's nice story..... what's happening in society.......
ବହୁତ ସୁନ୍ଦର ନାଟକ
Bahuta sundar jatra
Bahut vala lagila nataka ti..
Besi Sundar thila Jina didi o Daya Bhai nka role
Samaja pain bahut bhalla message
Tulasi Gananatya ra super hit Jatra hasuchhi kebal kandiba pai full Jatra update Karibe jaldi plz plz me bhai update kar Dekhibu bhai hela.
ବହୁତ ସୁନ୍ଦର ନାଟକ ଏମିତି ନୁଆ ନାଟକ ଦେଇଥିବାରୁ ଧନ୍ୟବାଦ
ଯାତ୍ରା song but ଭଲ ହେଇଛି. 👍👍
Excellent story in my opinion. Title song and its singer is super. All actors acting are duper. But comedy acting of prabhakar, Daya and Jina are super super. Jina's looking is excellent beauty. I like her acting as well as beauty.
Laxmidhara sir exilant acting
Ati sundar story
Super jatara 👌 👍
Pura jabardasta
Osm Jtra
Bahut Sundar Jatra 👌👌👌👌👌
sabuthu mast story 👌👌👌👌👌👌👌🥰
Best Righter and actor nice 👍👍👍👍👍👏👏👏👏👏
Aadhunika samaajaku ehi naatakati eka bahut bada shikshaa deichhi l
Daya ND Jina nka Avinaya Bahut Sundar Lagila
Writer - Best, All actors performance is very nice
super super jatra
Nataka re bahut kichhi sikhibara achhi
Super Righting
Daya is the real actor..sange sange tradgedy sange sange comedy 💥
Beautiful jatra
Viree viree nice good 👍👍👍👍
ବହୁତ ବହୁତ ଭଲ ହେଇଛି ନାଟକଟି ।
Super 👌👌👌👌👌👌👌👌👌
Lovely jatra beautiful
Wow very interesting jatra
ଆଜିର ପାପୀ ଦୁନିଆର ଲୋକ ୟାକୁ ଥରେ ନିଶ୍ଚୟ ଦେଖିଵା କଥା ଓ ଏ କାହାଣୀ ରୁ କିଛି ଶିକ୍ଷା ଲାଭ କରି ଗୋଟେ ସୁନ୍ଦର ଜୀବନ ଅତିବାହିତ କର 👍
👍🏽👍🏽👍🏽👍🏽👍🏽👍🏽👍🏽
Call
F AC
.. c" @@mandakinibehera5252 .d.
What A Acting Larence ଭାଇ
pua haba ta emiti 👌😘😘😘
All ar super star
Mayabini Mousumi natak upload karantu
ଏଠି ଟିକେ ଭୁଲ ହେଇଗଲା, ଜୋଶଧା ଦୁତୀୟ ଥର ଧର୍ଷଣ ହେଲାବେଳେ ସେଠି ପୋଲିସ ବଞ୍ଚେଇବା ଦରକାର, କାରଣ ସେଇ ପୋଲିସ କହିଥିଲା ତୁମେ ପ୍ରମାଣ ରେଡ଼ି କର, ମୁଁ ତୁମର କିଛି ହବାକୁ ଦେବିନି,,,, ଠିକ କହିଲିନା,,,,,,
ସତକଥା