।। ବେଲପାହାଡ଼ ରେ ମା ମାନେ ପାଳିଲେ ପୁଅ ଜିଉନ୍ତିଆ ଓଷା ।।

Поделиться
HTML-код
  • Опубликовано: 7 окт 2024
  • ।। ବେଲପାହାଡ଼ ରେ ମା ମାନେ ପାଳିଲେ ପୁଅ ଜିଉନ୍ତିଆ ଓଷା ।।
    ଗତ ମଙ୍ଗଳବାର ଦିନ ପବିତ୍ର ପୁଅ ଜିଉନ୍ତିଆ ଓଷା ଅବସରରେ ବେଲପାହାଡ଼ ର ଶ୍ରଦ୍ଧାଳୁ ମା ମାନେ ସ୍ଥାନୀୟ ପ୍ରାଚୀନ କ୍ଷେତ୍ର ସମଡ଼ା ଜଗନ୍ନାଥ ମନ୍ଦିରରେ ନିଜ ପୁଅ ମାନଙ୍କ ମଙ୍ଗଳ କାମନା କରି ପୂଜା କରିଥିଲେ । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ସୁବିଧା ଏବଂ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିର ମୁଖ୍ୟ ପୂଜକ ଡମ୍ବରୁଧର ମିଶ୍ର ପୌରହିତ୍ୟ କରିଥିଲେ ଓ ପୂଜକ ରାଜେନ୍ଦ୍ର ମିଶ୍ର ସାହାଯ୍ୟ କରିଥିଲେ । ଏହି ଅବସରରେ ଶହ ଶହ ମା ମାନେ ଉପାସ କରି ପୁଅ ଜୀଉନ୍ତିଆ ପୂଜା କରିଥିଲେ ।

Комментарии •