Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
କୁଆଁର ପୁନେଇଁ ଜହ୍ନ୍ନ ଗୋ ଫୁଲ ବଉଳ ବେନି 👏
କୁମର ପୂର୍ଣ୍ଣମୀ ଜହ୍ନ ରାତିରେ କଉଡ଼ି ଖେଳନ୍ତି ବଡ ଭୋଳରେ , ପୂର୍ଣ୍ଣମୀ ଜହ୍ନଙ୍କୁ ଦିଅନ୍ତି ଖଇ ଆସରା ସପନ କେତେ ଯେ କାହିଁ , ଆଉଥରେ ମୁହିଁ ହୁଅନ୍ତି ପିଲା କୁମାର ଉତ୍ସବ ପାଳନ୍ତି ଭଲା , ଆସନ୍ତା କି ଫେରି ମୋ ପିଲାଦିନ ବାରବାର କେତେ ପଡଇ ମନ ,
❤❤❤❤ବହୁତ ଭଲ ଗୀତ
ବହୁତ୍ ସୁନ୍ଦର ହୋଇଛି । କୁମାର ପୂର୍ଣ୍ଣିମା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉🎉🎉
Nice song and beautiful voice mam 🎉
ଖୁବ୍ ସୁନ୍ଦରକୁମାର ପୂର୍ଣ୍ଣିମା ର ହାର୍ଦିକ ଅଭିନନ୍ଦନ 💐🙏
❤
ଫୁଲ ବଉଳ ବେଣୀ ଆମ ପରମ୍ପରାର ନିଚ୍ଛକ ପ୍ରତିଛବି, ଖୁବ ସୁନ୍ଦର ହୋଇଛି ଗୀତଟି 👌🙏💐
ମନେ ପଡେ ସେଇ ସୁନ୍ଦର ଦିନ ଗୁଡିକ
👍👍👍
ଅତ୍ୟନ୍ତ ଲାଳିତ୍ୟପୁର୍ଣ୍ଣ ଶବ୍ଦ ବିନ୍ୟାସରେ ଗୀତଟିର ସୃଷ୍ଟି ସାଙ୍ଗକୁ ମଧୁର କଣ୍ଠ ସ୍ବର 🌹🌹🌹🌹🌹
ଅଶେଷ ଧନ୍ୟବାଦ
Khub sundar 👌👌👌👌
Voice Tune ଟା ମତେ କାହିଁକି ଅନୁସୟା ନାଥ ଙ୍କ ଭଳି ଲାଗୁଚି
Happy kumar purnima🎉
ଅତି ସୁନ୍ଦର ,,
ପ୍ରାକୃତିକ ଛଟା ଶଶୀରଜ୍ଯୋତ୍ସାରେ ଭିଜନ୍ତିକୁଆଁରୀମନଗୋ ସ୍ଵରସଙ୍ଗେଶଵ୍ଦମାଧୂର୍ଯ୍ଯପସରା ଆହାଃ ସତେକେତେ ଚାରୁଲୋ
So beautiful song
Very nice song
କୁମାର ପୂର୍ଣ୍ଣିମା ଅବସରରେ subhechha ❤
ଷଡମାତୃକାକୁ ପୂଜିଲେ କୁମାର ଦିଅନ୍ତିଵରକୁ, ମାରିଲେ ପାଇବୁ ଐଶ୍ୱର୍ଯ୍ୟ ଧନଅପାର।
ଅଲିଭା ମାମଙ୍କ ସ୍ୱର ସରଞ୍ଜନା ଉଚ୍ଚକୋଟୀର, କୁଆଁର ପୁନେଇଁ ଜହ୍ନ ପାଇଁ ଶୁଭେଛା ଓ ଅଭିନନ୍ଦନ 🙏👍🔥🧡🌹❤️🙏🙏🙏🕉️🚩🇮🇳✡️🛐🙏
Very nice
Nice song n sweet voice
Kete sundar Gita laguchhi🎉🎉🎉🎉🎉😊😊😊😊😊😊😊
❤❤❤❤❤❤
Very good writting.. But rhythm was changed.
Bahut sundar 👌
କୁଆଁର ପୁନେଇଁ ଜହ୍ନ୍ନ ଗୋ ଫୁଲ ବଉଳ ବେନି 👏
କୁମର ପୂର୍ଣ୍ଣମୀ ଜହ୍ନ ରାତିରେ
କଉଡ଼ି ଖେଳନ୍ତି ବଡ ଭୋଳରେ ,
ପୂର୍ଣ୍ଣମୀ ଜହ୍ନଙ୍କୁ ଦିଅନ୍ତି ଖଇ
ଆସରା ସପନ କେତେ ଯେ କାହିଁ ,
ଆଉଥରେ ମୁହିଁ ହୁଅନ୍ତି ପିଲା
କୁମାର ଉତ୍ସବ ପାଳନ୍ତି ଭଲା ,
ଆସନ୍ତା କି ଫେରି ମୋ ପିଲାଦିନ
ବାରବାର କେତେ ପଡଇ ମନ ,
❤❤❤❤ବହୁତ ଭଲ ଗୀତ
ବହୁତ୍ ସୁନ୍ଦର ହୋଇଛି । କୁମାର ପୂର୍ଣ୍ଣିମା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉🎉🎉
Nice song and beautiful voice mam 🎉
ଖୁବ୍ ସୁନ୍ଦର
କୁମାର ପୂର୍ଣ୍ଣିମା ର ହାର୍ଦିକ ଅଭିନନ୍ଦନ 💐🙏
❤
ଫୁଲ ବଉଳ ବେଣୀ ଆମ ପରମ୍ପରାର ନିଚ୍ଛକ ପ୍ରତିଛବି, ଖୁବ ସୁନ୍ଦର ହୋଇଛି ଗୀତଟି 👌🙏💐
ମନେ ପଡେ ସେଇ ସୁନ୍ଦର ଦିନ ଗୁଡିକ
👍👍👍
ଅତ୍ୟନ୍ତ ଲାଳିତ୍ୟପୁର୍ଣ୍ଣ ଶବ୍ଦ ବିନ୍ୟାସରେ ଗୀତଟିର ସୃଷ୍ଟି ସାଙ୍ଗକୁ ମଧୁର କଣ୍ଠ ସ୍ବର 🌹🌹🌹🌹🌹
ଅଶେଷ ଧନ୍ୟବାଦ
Khub sundar 👌👌👌👌
Voice Tune ଟା ମତେ କାହିଁକି ଅନୁସୟା ନାଥ ଙ୍କ ଭଳି ଲାଗୁଚି
Happy kumar purnima🎉
ଅତି ସୁନ୍ଦର ,,
ପ୍ରାକୃତିକ ଛଟା ଶଶୀରଜ୍ଯୋତ୍ସାରେ ଭିଜନ୍ତିକୁଆଁରୀମନଗୋ
ସ୍ଵରସଙ୍ଗେଶଵ୍ଦମାଧୂର୍ଯ୍ଯପସରା ଆହାଃ ସତେକେତେ ଚାରୁଲୋ
So beautiful song
Very nice song
କୁମାର ପୂର୍ଣ୍ଣିମା ଅବସରରେ subhechha ❤
ଷଡମାତୃକାକୁ ପୂଜିଲେ କୁମାର ଦିଅନ୍ତିଵର
କୁ, ମାରିଲେ ପାଇବୁ ଐଶ୍ୱର୍ଯ୍ୟ ଧନଅପାର।