Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
😊 ଆଜ୍ଞା ଆମ ଓଡ଼ିଶା ରେ ଆଉ ଛୁଆପିଲା ଜନ୍ମ ହେଉନାହାନ୍ତି ଆଉ ନୂଆଁ ଯୁବକ ବାହା ହେଉନାନ୍ତିକି? ଯଦି ଜନ୍ମ ହେଉଛନ୍ତି ଆଉ ବାହା ହେଉଛନ୍ତି ତା'ହେଲେ ରାସନ୍ କାର୍ଡ ରେ ଯୋଡା ଯାଉନାହିଁ କାହିଁକି ତାଙ୍କ ନାମ।
ଓଡ଼ିଶାର ଯେଉଁମାନେ ବିଦ୍ୟାଳୟରେ କାର୍ଯ୍ୟରତ ରୁଷିଆ ବା ପାଚିକା ମାନଙ୍କର ମାସିକ ଦରମା 16000 ଟଙ୍କା ସହିତ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ, କାରଣ ସେମାନେ ଗରିବ ଶ୍ରେଣୀର ଲୋକେ ସେମାନେ ବିଧବା ସ୍ବାମୀ ପରିତ୍ୟାଗ ଅଛନ୍ତି, ସେମାନଙ୍କର ପିଲାଛୁଆଙ୍କୁ ଖାଇବାକୁ ଦେବା, ସହିତ ପାଠପଢ଼ାଇବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ, ତାଙ୍କ ପରିବାରର ପରିଚାଳନା କରିପାରୁନାହାନ୍ତି, ଏହିଭଳି ଓଡ଼ିଶାର ହଜାର ହଜାର ଲୋକ ହଇରାଣ ହେଉଛନ୍ତି, ସେମାନଙ୍କ କଥା ସରକାର ବିଚାର କରି ଦେଖନ୍ତୁ, ଓଡ଼ିଶାର ଯେଉଁମାନେ ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କର ନୁଆ ଭତା ଆବେଦନ କରିଛନ୍ତି କିନ୍ତୁ ସେମାନଙ୍କୁ ନୁଆ ଭତା ବି ଦେଉନାହାନ୍ତି ଓଡ଼ିଶା ସରକାର, ତାକୁ ପେଣ୍ତିଙ୍ଗି ରଖୁଛନ୍ତି ଓଡ଼ିଶା ସରକାର, ସେମାନେ ଚଳିବେ କେମିତି ଏବଂ ବଞିବେ କେମିତି ସେଥିପାଇଁ ସରକାର ବ୍ୟବସ୍ଥା କରନ୍ତୁ, ଯେଉଁମାନେ ବେକାରୀ ସମସ୍ୟାର ସମାଧାନ କରୁନାହାଁନ୍ତି ଓଡ଼ିଶାର ସରକାର କ'ଣ କରିବେ ସେମାନେ ଚଳିବେ କେମିତି ଏବଂ ବଞିବେ କେମିତି ଓଡ଼ିଶାର କୋୖଣସି କାମ ନାହିଁ ସେମାନଙ୍କର ପରିବାର ଚଳାଇବେ କେମିତି, ବାତ୍ୟା ଠାରୁ ଆଜି ପର୍ଯ୍ୟନ୍ତ ଏମିତି କି ଗୋଟିଏ ପାଲ ମଧ୍ୟ ମିଳିନାହିଁ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଗୋଟିଏ ପାଲ ମଧ୍ୟ ମିଳିନାହିଁ , ସରକାର ଖାଲି କଥା କହୁଛନ୍ତି କିନ୍ତୁ କାମ ନାହିଁ
Eamane sabu khaie jibe
Prakruta gariba mananku chinhata Kari tanku rasan kard madhyamara thaithan karajau .....bhumihinanku magna jami pata diajau....pura kama heu sampurna rupe....
E kyc janaseba Kendra re free karantu
BalatA kahuchhi
BalatA bikasheba