ଡାକିଲି ଆରେ ବାପ ବସାଇଲି ମୋହରି କାଖ ପିଏଇଲି ଚପ ଚପ ଖୋଜୁଛନ୍ତି ଗାଁଟା ଜାକ //maa banjaren danda nrutya

Поделиться
HTML-код
  • Опубликовано: 26 янв 2025
  • ଡାକିଲି ଆରେ ବାପ ବସାଇଲି ମୋହରି କାଖ ପିଏଇଲି ଚପ ଚପ ଖୋଜୁଛନ୍ତି ଗାଁଟା ଜାକ
    maa banjaren danda nrutya
    Ramakant Radha danda nrutya
    Ramakant radha new prashnna utar
    ବେଞ୍ଜାରେନ ଦଣ୍ଡ ପାଇଁ ଯୋଗାଯୋଗ କରନ୍ତୁ 7894014538

Комментарии • 44

  • @tularamgond3819
    @tularamgond3819 6 дней назад +1

    ବହୁତ ବହୁତ ଧନ୍ୟବାଦ ରମା କାନ୍ତ ବାବୁ🎉🎉🎉

  • @omshrichakrabhairaba588
    @omshrichakrabhairaba588 Месяц назад +5

    ଅତି ଉତ୍ତମ କେବଳ ଶାସ୍ତ୍ରୀୟ ଆଧାରିତ ହେଉଥିବା ହେତୁ ବହୁତ ବହୁତ ଧନ୍ୟବାଦ

  • @uddhaba.k-
    @uddhaba.k- 29 дней назад +2

    ରମାକାନ୍ତ ଦାଦା ଫ୍ୟାଶନ ଆଉ ଗୀତ ସବୁ କିଛି 👌 ❤

  • @pitabasabagarty6570
    @pitabasabagarty6570 Месяц назад +1

    ରମା କାନ୍ତ ଦାଦା ତୁମେ ଯେତେ ବି ପ୍ରଣ୍ନ୍ କଲେ ବୀ ତୁମେ ଉତର ଦେବତା ବହୁତ୍ ବଢିଆ ସେତିର୍ଲାଗି ଧନ୍ୟବାଦ

  • @UmanUman-gj2ps
    @UmanUman-gj2ps 17 дней назад

    ବହୁତ ବଢିଆ ଗା ଉ ଛ ❤️🙏👍

  • @mahondas1165
    @mahondas1165 Месяц назад +1

    रामाकांत बाबू का दंड येक धारावाहिक और ज्ञान भीतिक हे स परिवार लोक और समाज सब लोक देखेगा तो मन और मानसिक स्तर में नया ज्ञान उत्पन हो ता, साहित्य ऊपर रामायण को अनुकरण किया हे आप का लक्ष्य ठीक है समाज को सलीनता में रखा हे,

  • @sandhyamahananda4963
    @sandhyamahananda4963 Месяц назад +3

    ଧନ୍ୟବାଦ ରମାକାନ୍ତ ବେଟା ମଆ ଶାରଲା ଙ୍କର ବହୁତ କଲ୍ୟାଣ କରୁ

  • @nilimabhosagar7270
    @nilimabhosagar7270 26 дней назад

    Ramakant babu performance very nice 👍👍👍👍👍👍👍👍👍👍

  • @sahumidia2131
    @sahumidia2131 Месяц назад +2

    Bahut sundar lagla tamar danda dekhikari ❤❤

  • @amarmajhi2250
    @amarmajhi2250 Месяц назад +2

    ରମାକାନ୍ତdanda❤

  • @kailashdandasena1995
    @kailashdandasena1995 17 дней назад

    Very nice 🎉

  • @amarmajhi2250
    @amarmajhi2250 Месяц назад +2

    Superhit❤❤

  • @KhageswarJagat-vo7ro
    @KhageswarJagat-vo7ro Месяц назад +3

    Mai ko Radha Vasudev jasoda Golu khele AVN Krishna Golu khele Vasudev kaise le

  • @KarunaBagh-h4s
    @KarunaBagh-h4s Месяц назад +2

    ରମାକାନ୍ତ ଭା ଇ,, ତମର ବହୁତ୍ ବଢିଆ ଗୀତ ରଚନା କରି ରଖି ଚ, ବହୁତ୍ ବଢିଆ ଲାଗୁଛି

  • @NareshBag-w4j
    @NareshBag-w4j Месяц назад +2

    Love you so much for❤❤❤❤

  • @MadhabaBishi
    @MadhabaBishi Месяц назад +1

    ଧନ୍ୟବାଦ ରମାକାନ୍ତ 🙏🙏🙏❤️❤️❤️

  • @1992madhu
    @1992madhu Месяц назад +3

    Bijuli kanya sehi 8m re bahari thile

  • @radheshyamdeep886
    @radheshyamdeep886 Месяц назад +12

    ରମା କାନ୍ତ ବାବୁ ତୁମର ପରିବେଷନ ବହୁତ ସୁନ୍ଦର ଲାଗୁଛି ତେଣୁ ଅଲେଖ 🌹❤️🌹ମହିମା ତୁମ କୁ ଆଗେଇ ନିଅନ୍ତୁ 🎉❤️❤️

    • @amarmajhi2250
      @amarmajhi2250 Месяц назад +1

      youtube.com/@amarmajhi2250?si=1KRdOp3Z-B26Dqsi

  • @rameshchhatria3587
    @rameshchhatria3587 Месяц назад +2

    ❤❤❤❤❤❤❤❤❤❤

  • @tankadharmajhi8713
    @tankadharmajhi8713 Месяц назад

    କଲାହାଣ୍ଡି ରୁ ବହୁତ ବହୁତ ଧନ୍ୟବାଦ୍ 92,

  • @Bhubaneswar-x2h
    @Bhubaneswar-x2h Месяц назад +2

    ରମାକାନ୍ତ ଦାଦା ବହୁତ ବହୁତ ଧନ୍ୟବାଦ.. ତୁମ ଭିତରେ ଏତେ କଲା ଅଛି ଆଉ ଦର୍ଶକ ମାନଙ୍କର ଏତେ ପ୍ରଶ୍ନ କରୁଛନ୍ତି ତୁମେ ସଠିକ ଉତ୍ତର ଦେଉଛନ୍ତି ସେଥିପାଇ ଅନେକ ଅନେକ ଧନ୍ୟବାଦ... ତମକୁ ଅନୁରୋଧ ରହିଲା ଧର୍ମଗଡ କିମ୍ବା କୋକସରା ଅଞ୍ଚଳରେ ତମର ଦଣ୍ଡ ନୣତ୍ୟ ହେଲେ ନିଶ୍ଚୟ କହିବ.. ଆମେ ଦେଖିବାକୁ ଚାହୁଛୁ

  • @angadnaik7744
    @angadnaik7744 Месяц назад

    Would no 1 radha

  • @NareshBag-w4j
    @NareshBag-w4j Месяц назад +3

    Hii

  • @NareshBag-w4j
    @NareshBag-w4j Месяц назад +2

    Ga to get a chance

  • @brajamohansha3641
    @brajamohansha3641 Месяц назад +2

    କହିବାକୁ ଗଲେ , ତମର ଭଳିଆ ଦଣ୍ଡ ନୃତ୍ୟ କେହି ବି ନେଇ କାରବାର । ତମର ଦଣ୍ଡ ନୃତ୍ୟ ବହୁତ୍ ଉଚ୍ଚକୋଟୀର ଓ ସିକ୍ଷଣୀୟ ତଥା ପ୍ରଶଂସନୀୟ।
    ଯେମିତି ପୌରାଣିକ କଥା ବସ୍ତୁ ଅତି ସୁନ୍ଦର୍ ହେବା ସହିତ , ଜେନ ଢ଼ୁଲିଆ ଭାଇ ଟା ମଝି ମଝି ଗୁଟେ କମିଡି କରୁଛନ,ମାନବାକେ ପଡବା, କମିଡି ବି ତମର ଦଣ୍ଡ ନୃତ୍ୟରେ
    ଚାରଚାନ୍ଦ ଲଗେଇ ଦଉଛେ।
    ଜୟ ରାଧେ 🙏🙏

    • @brajamohansha3641
      @brajamohansha3641 Месяц назад

      Specially ରାଧା ଆଜ୍ଞା ଙ୍କୁ ଅନୁରୋଧ ତାଙ୍କର fbook id କିମ୍ବା whatsaap number tk ଦେଲେ,ଆମର ଗାଁ ରେ କୌଣସି ପର୍ବ ପର୍ବାଣୀ ରେ ଯୋଗାଯୋଗ କରି କରି ଆପଣଙ୍କର ଦଣ୍ଡନୃତ୍ୟ ଦେଖି ନିଜକୁ ଧନ୍ୟ ମନେ କର୍ତୁ ଓ ପୌରାଣିକ କଥା ବସ୍ତୁ ଶୁଣି ଜୀବନ ଧନ୍ୟ କର୍ତ୍ତୁ ।🙏🙏🙏

    • @sahutv
      @sahutv  Месяц назад

      ଧନ୍ୟବାଦ

  • @bhabanishankargahir
    @bhabanishankargahir 13 дней назад

    Answer ଫଟ କରିଦେଉଛ ରମା ଭାଇ 🙏 ତମର କଳା କେ

  • @dileswarnag2123
    @dileswarnag2123 Месяц назад +1

    Samlpuri ni chale.bali kahu6 je tume ken Bhasa kaha je

  • @1992madhu
    @1992madhu Месяц назад +1

    Bhul kahel

  • @chhabilabag5238
    @chhabilabag5238 Месяц назад

    ❤❤❤❤