Sundar Katha. Very smart and natural. Anek anek dhanyabad respected brother. Actually Producer and Director mane bhabuchhanti ame jaha karuchu ekdam perfect. But no , apana mane bujhiba darker je Paisa dei jou audience mane pakhapakhi 3 hours hall re bandhi hei basuchhanti semananku sei 3 hours time waste ra return darker. Semananka time waste ra jadi calculation karajae tahele apananka cinema budget ra 1000 times heba. Hele jadi semananku semananka valuable time paein sufficient entertainment namiliba ta semane asibe kahinki. Sasta manasikta ra manisha mananka sankshya matra 20%. Apana semananka paein cinema tiari karuchhanti. Anya mane kan nian re mutichhanti. Be carefull. Odia cinema stop hei sangrahalaya ku jiba purbaru apanamane jou mane Odia cinema ra bhagyabidhata ,tk sudhurijaantu. Jay Jagannath 🙏
@@friendshiprocks8673 acting nasile Tanku hero karantiki Acting thae boli taku hero sujaga diyanti ehasahita sixpeck Nihati Darkar and bodie Darkar esabu nahin boli loke south movie and action movie loke dekhuchanti and odia movie dekhunahanti ok
Vijay mohanty and Rai mohan has to reborn to earn money for producer and save odia producers. Lastly he said one fact that todays viewers are much aware, informed and not fools.
@@chinmayanayak5209 hmm..Se Arindam, Sabyasachi , Amlan aau Aau ae pila ra nama kan jie besi danta dekhauchi Tu mo love story ra hero ...emane nua nua pila asi ollywood ku nasta kale ..nahile ବାବୁଶାନ୍ ଆଉ ଅନୁଭବ ଦୁଇ ଜଣ mast ରେ ollywood କୁ ଆଗକୁ neuthile
*ଓଡ଼ିଶାରେ films ସେତେବେଳେ ବହୁତ୍ ଧୁମ୍ ଚାଲୁଥିଲା ଯେତେବେଳେ ସିଦ୍ଧାନ୍ତ ରଚନା ଙ୍କ ଭଳି super talented actor actress ଥିଲେ... ❤️ Miss them so much !! 😭*
ଭାଇ ପୁରା ୧୦୦% ସତ କଥା କହିଛନ୍ତି।
ଜୟ ଜଗନ୍ନାଥ।
JAI SHREE JAGANNATHA.
🕉️🕉️🕉️🕉️🙏🙏🙏🙏
Right
Ha Ha Ha
Right 👍👍👍👍
କି କହିଲେ ଭାଇ ଆମର !👍👍🙏🙏
Thik kahile bhai amara
@@chocoboyakash ko koi up up up í in
ସିଦ୍ଧାନ୍ତ, ମିହିର ଯୋଡ଼ି ବହୁତ ଭଲ 🙏
👍
ଭାଇ ଆପଣ ଯଉ କଥା କହିଲେ।ମୋ ମନ କିଣି ନେଲା😃😃😃😃
Hmm ki
Hn bhai kasam se
Mana pura santi aha kn lagila
Pura ghanti dele
Only vfx
ସିଦ୍ଧାନ୍ତ ମହାପାତ୍ର ମିହିର ଦାସ ଙ୍କ ଭଳି ହିରୋ ଆଉ ଆସିବେନି
ଧନ୍ୟବାଦ୍ ଆଜ୍ଞା 100%ଠିକ୍ କହିଛନ୍ତି 🙏🙏🙏
ଓଡ଼ିଆ ଚଳଚ୍ଚିତ୍ର ଆଉ ଆଗକୁ ବଢ଼ିବନି ଲାଗୁଛି,
ଏଇନେ ଖାଲି ଚକୁଳି ପିଠାର କଣା,ସମୁଦ୍ର ମଝିରେ କେତେ ପାଣି, India ମଝୀରେ କ'ଣ ଅଛି,ଏମିତି ହିସାବ କରୁଥିବା ହିରୋ ସବୁ ଅଛନ୍ତି,ତ ଓଡ଼ିଆ ଚଳଚ୍ଚିତ୍ର ଆଉ କେମିତି ଆଗକୁ ବଢ଼ିବ।ସିଦ୍ଧାନ୍ତ ଆଉ ରଚନାଙ୍କ ଯୋଡ଼ି ଭାଙ୍ଗିଗଲା ପରେ ଆଉ ଓଡ଼ିଆ ଚଳଚ୍ଚିତ୍ର ଭଲଲାଗୁନି।
ଏଠି ଅଭିନୟକୁ ନୁହେଁ ମୁହଁ ବା ଚେହେରା ଦେଖି ହିରୋ ହିରୋଇନ୍ ନିଆ ଯାଇଥାଏ, ଝିଅଙ୍କ ପାଇଁ "କିଏ ହବ ହିରୋଇନ୍ ?" କରିବେ କିନ୍ତୁ ପୁଅଙ୍କ ସେଇ ପଚା ଦଦରା ସମ୍ବିତ,ଜ୍ୟୋତି,ବାବୁଶାନ୍,ଅନୁଭବ ଇତ୍ୟାଦି କୁ ନେଇ ଯିବେ ।
💯💯💯💯 right 👍👍👍
ସିର ,ସିଦ୍ଧାନ୍ତ ମହାପାତ୍ରଙ୍କ ଭଳିଆ ହିରୋ କେହିବି ନାହାନ୍ତି ଏବଂ ରଚନା ବାନାର୍ଜୀଙ୍କ ଭଳିଆ ହିରୋଇନ ନାହାନ୍ତି, ସେ କି ସିନେମା, କଉଠୁ ସୁପରହିଟ ହବ I ସିର ଗାଁ ରେ ଆଗରୁ ସିନେମା ଦେଖିବା ପାଇଁ ଘର ର କାମ ଛାଡି ଦେଖୁଥିଲେ, ହେଲେ ଆଜିର ଦୁନିଆ ରେ ଏବେ ଯାଉ ସିନେମା ହଉଚି ଗାଁ ଥିବା ଲୋକ ଛେପ ଫୋପଡ଼ୁଛନ୍ତି I ସିର ଦୟାକରି ଏଭଳି ସିନେମା ସମାଜକୁ ଆଣନ୍ତୁନି 🙏🙏🙏🙏
Right
Tq
Absolutely right
Pura thik
Right
ଭାଇ ଏଇ କଥା ଜୋଉ କହିଲ ନିହାତି ହିରୋ ଏବଂ ପ୍ରଯୋଜକ ନିଁର୍ଧେଶକ ହୃଦୟ କୁ ଛୁଇଁବ
This guy is fully next level roaster 😀😀😄👌👌👌💯💯💯
ହିରୋ ଯିଏ ବି ହଉ। ଭାଈ ଆମର ଭିଲିଆନ୍ ହବ।
😅
Khali rampiba 🤣🤣🤣
Baala naa.
E acting sikhu aaga, only munha futaani, acting ra naa gandha jaanini.only bahaduri maruchi.
ଯେଉଁ ପ୍ରେକ୍ଷାଳୟରେ ଓଡ଼ିଆ ସିନେମା ଚଲାଇବା ମନାକରୁହାନ୍ତି ତାକୁ ତୁରନ୍ତ ବନ୍ଦ କରାଯାଉ।ସେଉଁ ମାନେ ଓଡ଼ିଆ ଫିଲ୍ମ କୁ ବିରଧ କରୁଛି ତାକୁ ତୁରନ୍ତ ସଙ୍ଘ ରୁ ବହିଷ୍କାର କରାଯାଉ ପ୍ରଥମ ଦିଲୀପ ହାଲିକୁ କାହିଁକିନା ସିଏ ସବୁବେଳେ ଓଡ଼ିଆ ସିନେମା ର ସମୀକ୍ଷକ ରହି ଓଡ଼ିଆ ସିନେମା କୁ ହି ବିରୋଧ କରୁଛି ।ଏଠି ଅନୁଭବ,ସିଦ୍ଧାନ୍ତ,ପ୍ରଶାନ୍ତ ନନ୍ଦ ଏଡେବଡ଼ ମହାରଥୀ ରହି କୋଣ କରୁଛନ୍ତି।ଓଡ଼ିଶାର ପ୍ରତେକ ହୋଲ ରେ ଅତି କମ ରେ ଓଡ଼ିଆ ସିନେମା 3ମାସ ଚଲେଇବା ବାଧ୍ୟତାମୂଳକ ନଚେତ ପ୍ରେକ୍ଷାଳୟ ବନ୍ଦ
ଆପଣ ଜାହାବି କହିଲେ ଠିକ୍। ଆଜି କାଲି ଯୁଗରେ କେହି କାହାକୁ ଦେଖି ସହି ପାରୁ ନାହାନ୍ତି। ଖାଲି ଇଗୋ😡 😃😃😃
😅
ବାବୁସାନ୍ କୁ ଭଲସେ ଚାଲିବା ଆସେନି ସିଏ ତାଙ୍କ ମା ବାପା ପାଇଁ ଆଜି ହିରୋ ଆଉ ତମେ କହୁଚ ବାବୁସାନ୍ ହିରୋ ଶଳା ଲାଜ ଲାଗୁନି ତତେ 2000ରେ ଆମେ ଦାଣ୍ଡରେ ବସି ଭିଡିଓ ଦେଖୁଥିଲୁ କେତେ ମଜା ଥିଲା ଦିନ ସିଦ୍ଧାନ୍ତ ସାର ଆଜି ବି ତାଙ୍କର ମୁଭି ଲଗେଇ ଦେଖ ବାହାରେ ସମସ୍ତେ ଜାଣନ୍ତି ତାଙ୍କ ମୁଭି ଭଲ ଥିବ ଏ ବାବୁସାନ୍ ଏମାନ ଙ୍କ ମହତ୍ତ୍ଵ ବୋଲି କିଛି ନାହି hero ଦେଖିବ ତ sidhanta sir ପିଲା ଠୁ ବୁଢ଼ା ସମସ୍ତେ ଜାଣନ୍ତି ଏବଂ ତାଙ୍କୁ ଭଲ ପାଆନ୍ତି
👍👍👍👍👍👍
ବାବୁସାନ୍ ର ବାଳ କୁ ବି ସରି ହେବେନି କେହି ହିରୋ
@@krushnanaik944ଚୁପ୍ କର ରେ,
Nyc joke 😂😂😂aji ra date re only babushan movie hiin chalichii super duper bumber hit karuchii
Sidhanta is super acoter
Unique କଳାକାର ସିଦ୍ଧାନ୍ତ ମହାପାତ୍ର, ତାଙ୍କର look, body fitness, ଫାଇଟ, pathos, dance, voice ସବୁଥିରେ No-1,ଆଉ କେହି ତାଙ୍କ ପରି ହୋଇପାରିବେନି
💯💯💯 agree with you
ଭାଇ ଆପଣ ଏମିତି କଥା କହିଲେ ମନ ପୁରା ଖୁସ୍ ହୋଇଗଲା... ସତ କଥା ପଦେ କହିଲେ ।
I Love My ଇଣ୍ଡିଆ🇨🇮
ବହୁତ ସୁନ୍ଦର କଥା କହିଲ ଭାଇ ଡବଲ ହିରୋ ହେଲେ ଭୋଲ ଲାଗିବ ଫିଲ୍ମମ
ଓଡିଆ ସିନେମା ନିର୍ମାଣ କରି ମାନେ ଓଡ଼ିଆ ଦର୍ଶକ ଙ୍କ ମଧ୍ୟରେ ନାହାନ୍ତି, ସେମାନେ ଅନ୍ୟାନ୍ୟ ସିନେମା ଜଗତର ଅନୁକରଣ କରୁଛନ୍ତି। ଓଡ଼ିଶା ରେ ଅନେକ ସାମାଜିକ ସମସ୍ୟା ସବୁ ଅଛି । ଯେପରି ଦାଦନ, ଯୌତୁକ ନିର୍ଯାତନା, ଶିକ୍ଷା ରେ ଅସମାନତା ଏ ସବୁ କୁ ନେଇ ଚଳଚ୍ଚିତ୍ର କଲେ ନିହାତି ଚଳିବ ।
ଯଦି ଅନୁଭବ ଆଉ ବାବୁଶାନ୍ ସୁପର ଷ୍ଟାର ତ୍ତାହେଲେ ସିଦ୍ଧାନ୍ତ କଣ।
ତେଲୁଗୁ ଫିଲ୍ମ ଭଳିଆ ଓଡିଆ ଫିଲ୍ମ କରିପାରିବନି, only ସିଦ୍ଧାନ୍ତ sir ଫିଲ୍ମ କରିବେ ଆମେ ଦେଖିବୁ ନହେଲେ ଦେଖିବା ନି, ଯଦି ଦେଖିବା ତେଲୁଗୁ ହିରୋ ଯେମିତି denace କରୁଛନ୍ତି, ସେମିତି ଓଡ଼ିଆ ହିରୋ ସେମିତି dance କରନ୍ତୁ
Right
ସେଭଳି କରିବାକୁ ହେଲେ ପରିଶ୍ରମ ଏବଂ ପ୍ରକଟିସ ଦରକାର ,ଯେଉଁଟା ଆମ ଓଡ଼ିଶାର କୁଳାଙ୍ଗାର ଲୋକ କରିପାରିବେନି । ଏମାନେ ଖାଲି ମୁହଁ ବା ଚେହରା ଦେଖି ହିରୋ ହିରୋଇନ୍ ବାଛିବେ,ତ କେହି ବାଳରେ ପଚାରି ବେନି।
ଆଉ କପି କରୁଛ ପୁଣି ସେଥିରେ ଓଡ଼ିଆ ଛୁଙ୍କ ବି ରଖୁନାହା। ଖାଲି ପ୍ରେମ ଇତ୍ୟାଦି। କିନ୍ତୁ ସାଉଥ୍ ଇଣ୍ଡଷ୍ଟ୍ରି ବହୁତ୍ ଆଗରେ ସେମାନେ ମୌଳିକ କାହାଣୀ ଉପରେ ଫିଲ୍ମ୍ ବାନାନ୍ତି ଉଦାହରଣ ସ୍ୱରୂପ - ଦ୍ରିଶ୍ୟମ୍ ,ରାତ୍ ଶାସନ, ଜୟ ଭିମ୍,ସୋରରାଇ ପୋଟୁରୁ,ଆସୁରାନ୍,୯୬ ଇତ୍ୟାଦି ।ସେମାନେ ଫିଲ୍ମରେ ସେଇ ଭଳିଆ ପଇସା, ଭି ଏଫ ଏକ୍ସ ,ସି ଜି ଆଇ ,ବ୍ୟବହାର କରୁଛନ୍ତି। ସେମାନେ ଅକ୍ସନ୍,ଡ୍ରାମା,କମେଡି,ସ୍କାଇ - ଫାଇ , ଖେଳ ,ଥ୍ରିଲର,ହରର, ଫାନ୍ତାସି, ଆଡ଼ଭେଞ୍ଚରସ୍ ଇତ୍ୟାଦି ପ୍ରକାର ମୁଭି ତିଆରି କରିଛନ୍ତି ,ଆଉ ତୁମେ କୁଳାଙ୍ଗାର ଖାଲି ପ୍ରେମ ଉପରେ ବନାଉ ଥାଅ। ଓଡ଼ିଶା ରେ ମୌଳିକ କାହାଣୀ କଣ୍ ନାହିଁ ? କପି କରୁଛ । ଆଉ ଓଡ଼ିଶା ର ଜନତା ତ ଖାଲି ପ୍ରେମ ,ଆଇଟମ ଗୀତ ଇତ୍ୟାଦି ଦେଖିବାରେ ବ୍ୟସ୍ତ ମୌଳିକ କାହାଣୀ,କିମ୍ବା ଆତ୍ମଜୀବନୀ ,ଜୀବନୀ ,ଭଳିଆ ଫିଲ୍ମ୍ ଭଲ ଲାଗିବନି। ଉଭୟ ଫିଲ୍ମ୍ ବାଲା ଆଉ ଓଡ଼ିଶାର ଜନତା ଏଥିପାଇଁ ସମାନ ଭାବରେ ଦାୟୀ । ତୁମ ଫିଲ୍ମ୍ ର ଯଦି ଦାମ ଥିବ ତ ଲୋକ ମାନେ ଆପେ ଦୌଡ଼ିବେ ସିନେମା ହଲ। ସୁଧୁରି ଯା ଅ।
Pendu parika heleni sabu
Wow କି କୋଇଲେ ଭାଇ super
କାହାର ନାଁ କୁ ନେଲୁ ଭାଇ ତୁ ବାବୁ ସାନ ମହାନ୍ତି କୋଉ ଗୁଟେ ହିରୋ ରେ ଗଣିତ କରାଯାଏ 😄😄😄😄 ଶଳା ମାଇଚିଆ ହିରୋ ଝିଅ ମାନଙ୍କ ପଛରେ ଗୋଡ଼ାଇବ
ବେ ହିର ଦେଖିବ ତ ଓଡ଼ିଆ ରେ ସିଦ୍ଧାନ୍ତ ଭାଇ ଭଳିଆ ହିରୋ ଦେଖ one men army 👍👍
Welcome. Jena. Babu. Allright. Advaice. Sa. Khan
ସେତେବେଳେ ଫିଲ୍ମ ଥିଲା...... ହର ପଟ୍ଟନାୟକ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ତନ୍ଦ୍ରା ରାୟ ଜୟୀରାମ ସାମଲ ଦେବୁ ବୋଷ...ରଚନା ସିଦ୍ଧାନ୍ତ ମହାପାତ୍ର ମିହିର ଦାସ ଶ୍ରୀତମ ଦାସ ମୀନ କେତନ ରୁନୁ ପରିଜା ବୀଣା ମହାରଣା ... A hele sabu big actor. 🙏🙏🙏🙏🙏🙏
ଭାଇ ବହୁତ୍ ବଢ଼ିଆ ସୁନ୍ଦର ଭାବରେ ବୁଝେଇଲ ବହୁତ୍ ବହୁତ୍ ଧନ୍ୟବାଦ୍ ।
Your version is absolutely authentic.That is why oriya film is suffering.
I Like ଓଡ଼ିଆ ସିନେମା Prem କୁମାର.
Only anubhav best hero
ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ ଏଇମାନେ ଓଡ଼ିଆ ଫିଲ୍ମ ର ନାମ ରଖିଥିଲେ ଆଉ ଏବେ ଓଡ଼ିଆ ଫିଲ୍ମ କେହି ଦେଖୁ ନାହାନ୍ତି।
ବାଳ ଅନୁଭବ ଏମିତି ରାଜନୀତି କଲା ଯେ ବିଜେଡି ବାଲା ବାଳରେ ପଚାରୁ ନାହାନ୍ତି ପୁଣି ଏପଟେ ମାଇକିନା ର ଦାଉ ସେଥିରେ ଫିଲ୍ମ୍ କରିବେ 😂😂😂।
ଅରିନ୍ଦମ କେଉଁ ଦିନ ଭଲ Hero ହେଲା
Balo anubhav, Arindam
Arimdam best
ଅରିନ୍ଦମ ଟା ଏତେ ଭଲ ଲାଗେନି ମ
ବଢ଼ିଆ କହିଲ ମ ଭାଇ l ପୁରା ଜବରଦସ୍ତ l
କିଛି ନାହିଁ ତମେ ଯଦି ତେଲୁଗୁ ହେରୋ ପରି ଅରିନ୍ଦମ ଭାଇକୁ ଦେଲେ ଫିଲ୍ମ ଚାଲିବ ବାବୁସାନ୍ କୁ ନୁହେଁ ( ବାବୁସାନ୍ ) ଙ୍କୁ ଫିଲ୍ମ ଦେଲେ ହଲ ଚଳିବନି
Sidhant sir bholi au hero nahi ❤❤❤❤❤❤
@existftw1512 tu sala setiki kari paribu
ହିରୋ ତୋ ସିନ୍ଧ୍ୟାନ୍ତ ଭଲ ଲାଗେ ତାଙ୍କର କଳା ଏ ସଳା ଦୂଦ୍ଧ ଖିଆ ବାବୂସାନ୍ ଅନୂଭବ ଏମାନଙ୍କୁ ପଚାରେ କିଏ।କଣ ଦେଖିକି ଡିରେକ୍ଟର୍ ଫିଲିମ୍ କରୁଚନ୍ତି ଏ ସଳା ସବୂ ମୋଦି ନିଶାରେ ଫିଲ୍ମ କରୁଛନ୍ତି ।
Sidhanta sir nka bhali hero odia industry ku ashiba darkar
ମିହିର ଦାସ, ବିଜୟ ମହାନ୍ତି, ଦେବୁ ବୋଷ, ହର, ରାଇ, ମୀନକେତନ etc main ଲୋକ ଥିଲେ, ଆଙ୍କ ବିନା ଓଡିଆ ସିନେମା ପୁରା କଙ୍ଗଲ ହୋଈ ଯାଉଛି।
ଅଙ୍ଗାର ସବୁ ବେଳେ କଳା
ସିଏ କେବେ ଧଳା ହବ ନେଇ
କଣ ଅଛି ଏ ମାଗଣା ଓଡ଼ିଆ ଚଳଚ୍ଚିତ୍ର ରେ
ଓଡ଼ିଆ ରେ କିଏ ଗୋଟେ ଭଲ ହିରୋ ଅଛି ନାଁ
ଭଲ ଡାଇରେକ୍ଟର ଅଛନ୍ତି
Only Anubhav
ସେମାନଙ୍କୁ ଓପୋରେସନ୍ କରି ଛୁଆ ବାହାର୍ କରି ଦିଅ ତେବେ ସେମାନେ ଠିକ୍ ଚାଲି ପାରିବେ 😁😁😁😁
100% ସତକଥା କହିଲ ଭାଇ
ଶୁନା ପଞ୍ଜୁରୀ ଭାଇ ହେଲା ଭଗାରି କି ହେବ ଶୁଆ ପୋଶିଲେ ଏ ଭଳିଆ ସିନେମା ତମ ମାନଙ୍କୁ ଆଶିନି ରବି କିନାକି ଭଳି ନିର୍ଦ୍ଧେଶକ ତମେ ମାନେ ହୋଇ ପାରିବନି ଖାଲି ତେଲୁଗୁ ତାମିଲ ବଙ୍ଗଳା ହିନ୍ଦୀ କନ୍ନଡ଼ କପି କରି ଆଶିଚି
ସତ କଥା କହିଲେ Sir 🙏 But ଖାଲି ସୁଦର୍ ଆଉ ଗୋରା ହେଲେ ହବନି ଏମିତି ପୁଅ ଆଉଁ ଝିଅ ଖେଯ ଯିଏକି ଗୋଟେ କଳାକାର ର ଗୁଣ ଥିବ ଆଉଁ ଲୋକ ମାନକୁ ମନ ମଧ୍ୟରେ ଗୋଟେ ଭଲ ଲାଗୁଥିଲା ଅଭିନେତା ଭାବେ ପରି ଛିତ ହବ
ଓଡ଼ିଆ ଫିଲ୍ମ ର ତୋ ବଜେଟ୍ ବହୁତ୍ କମ୍ ରେ କରୁଛନ୍ତି ସେଥିରେ best action,best choreography,best movie ଆସିବା କେମିତି
Right Bhai ଆପଣ ଯାହା କହିଲେ.... ଆଗ ଭଳି ପାରିବାରିକ ଦୃଶ୍ୟ ନାହିଁ। ତେଲଗୁ movie ରେ ଆଜି ଭି ପାରିବାରିକ ରହୁଛି। ଆମ ପୁରୁଣା ଓଡ଼ିଆ movie ଦେଖିଲେ ଆଖି ଲାଖି ଯାଏ। plzz ପରିବାର କୁ ନେଇ କରନ୍ତୁ ଆମେ ସମସ୍ତେ ଦେଖିବୁ।
ଓଡ଼ିଆ film ର ଲୋକ ହିରୋ ହେରୋଇନ କର୍ମୀ ମାନେ କିଛି ଭଲ ମନ୍ଦ କିଛି ଜାଣିନାହାନ୍ତି ଓଡ଼ିଆ ଲୋକ ଜାତି ଛଡା କିଛି ଜାଣି ନାହାନ୍ତି ଅଶିକ୍ଷୟିତ ଗୁଡାକ କେବେ ଆଗକୁ ଯିବ ନାହିଁ ସେଥିପାଇଁ ମହାଲକ୍ଷ୍ମୀ ଙ୍କ ଅଭିଶାପ ପାଇଥିଲେ ଓଡ଼ିଆ ଲୋକ ଓଡ଼ିଆ ଲୋକ ସବୁଥିରେ ନୀଚ ଯେତେ କହିଲେ ଲାଭ ନାହିଁ
ଭାଇ ଆମର ଠିକ କଥା କହିଲେ , ମୁଁ ଗୋଟିଏ କଥା କହୁଛି ଆପଣ ଦେଖନ୍ତୁ ତେଲୁଗୁ ଫିଲ୍ମ ରେ ଫିଲ୍ମ ଏଣ୍ଡ ହବାକୁ ହେବଣି କିନ୍ତୁ ଫିଲ୍ମ ସସପେସ ଥିବ ଆପଣ କିଛି ଯାଣିପାରିବେନି ସେହି ଯିନିଷ ଓଡ଼ିଆ ଚଳଚ୍ଚିତ୍ର ରେ ନାହିଁ
ଆଗ ଫିଲ୍ମ ସହିତରେ ଆଜିକାଲି ଫିଲ୍ମ କୁ ତୁଳନା କରି ହେବନି ଭାଇ...
ଭାଇ ଠିକ କଥା କହିଛନ୍ତି 😍😍😍
ଓଡ଼ିଆ ଫିଲ୍ମ ଆଉ ଚାଲୀବନି କାରଣ କପି ଷ୍ଟାମ୍ପ ବାଜିସାରିଛି। ଏବେ ଦର୍ଶକ କୁ ପୁଣି ଧରିବାକୁ ହେଲେ ଅନେକ କ୍ଷତି ସହିବା ପରେ ଆଶା କରାଯାଇପାରେ
ବହୁତ୍ ସୁନ୍ଦର୍ କଥା କହିଲ ଭାଇ
Very good sar
ଓଡିଆ ହିର Harindam
ଏ ଭାଇ ସଂପୂର୍ଣ୍ଣ ସତ୍ୟ କଥା କହୁଛନ୍ତି.ଭାଇ ବହୁତ ବହୁତ ଧନ୍ୟବାଦ.
ruclips.net/channel/UCjvpGgPBpP0VniQ-ZaLGuIw
ଓଡ଼ିଶା ରେ ଓଡ଼ିଆ ଭାଷା ପ୍ରତି ଭଲପାଇବା ହି ଆଗଭଳି ନାହିଁ। ତୋ ଓଡ଼ିଆ ଫିଲ୍ମ ଭଲ ଚାଲିବା କେମିତି।
ଆମର ଭାଇ ଅନୁଭବ best
ସିଦ୍ଧାନ୍ତ ଥିଲା ଅଛି ଆଉ ରହିବ ।।।
Right
King of look anuvabh mohanty
It's Not About 6pac , ଏବେ ଲୋକ ଆଉ 6pac ଦେଖିବାପାଇଁ ଯାଉନାହାନ୍ତି , ଗଳି ଗଳିରେ ଏବେ 6pac ପିଲା ଅଛନ୍ତି ,, acting skills darkar , like DHANUSH
Abhaya Film and Agastya film is very good Film
And maha Sangram
Copy cat Anubhab
ଆମ ଓଡ଼ିଶା ର ମୁଣ୍ଡ ପିଛା ଆୟ ୧୦୦୦ ଟଙ୍କା
South state ର ମୁଣ୍ଡ ପିଛା ଆୟ ୧୦୦୦୦ ଟଙ୍କା
ଯେଉଁ ହିସାବରେ ଆୟ ଖର୍ଚ୍ଚ ବି ସେହିପରି
ତାଙ୍କ movie tickets ର cost 200 to 500 hundred ତ ସେ sokada re ଆସିଲେ।
ଆମ movie tickets ର cost 50 to 250 hundred ତ ଆମେ Maruti ରେ ଆସିଲୁ।
ଭାଇ ଭଲ ଖାଇବା, ପିନ୍ଧାବା ଓ Better Life style କିଏ ନ ଚାହେଁ , Depend on income.
odisha govt କୁହ ମୁଣ୍ଡ ପିଛା ଆୟ ବଢେଇବେ ମାଗଣା ଡ଼ାଲି ଚାଉଳ ନୁହେଁ।
ତା ପରେ ଦେଖିବ odia movie କୁ ସମସ୍ତେ copy କରିବେ odisha ନୁହେଁ।
ଯେମିତି income ସେମିତି ଖର୍ଚ୍ଚ।
100% right vai
ଆଛା ଏ ଯୋଉ ମହିଳାଙ୍କ ବିଷୟରେ କହିଲେ,ତୁମର ଭାଷା ଜ୍ଞାନ ଯାହା ଜଣା ପଡ଼ୁଛି
Sidhanta,arimdam&Anubhab 👌👌👌
ବିଜେଡ଼ିର ନଵୀନ ହିଞ୍ଜିଡା ର ଗୋଟିଏ ଫିଲ୍ମ୍ ତିଆରି କରାଯତ୍ତ
Perfect katha kahile 👍
Pura right
Sata kotha sir 🙏🙏🙏🙏🙏🙏
ଆଗରୁ ସିନେମାରେ ହସ କାନ୍ଦଲୁହ ଭରା ଷ୍ଟୋରୀ ଥିଲା, ଏବେ ହସଟା କଟି ଗଲାଣି। ପ୍ରେମଭରା ହେଇଗଲାଣି। କାହାଣି ଗୋଟେପଟେ ଗୀତ ଗୋଟେପଟେ ହଉଛି। ସିନେମା ଦେଖିଲେ ପ୍ରେମ ଛଡା ସଂସ୍କାର ଶିଖିପାରିବ ନାହିଁ। ଆଉ ଗୋଟିଏ କଥା ହେଲା ୟୁଟୁବ୍ ରେ ନୁଆଁ ନୁଆଁ ସିନେମା ଦେଖିଲେ ସେଥିପାଇଁ ଓଡ଼ିଆ ସିନେମା ଚାଲୁନି।
ଯିଏ ପାଇଲା ସିଏ ହିରୋ, ପ୍ରଡ୍ୟୁସରଙ୍କ ସହିତ
ଯିଏ ଖାପ ଖାଇଲା ସିଏ ହିରୋଇନ। ସିନେମା କେମିତି ଚାଲିବ ।🤣🤣🤣🤣🤣🤣🤣
Right
ଏମାନେ ଚେହେରା ଦେଖିକି ଯେତେଦିନ ଯାଏ ଫିଲ୍ମ୍ କରୁଥିବେ କେହି ବାଳ ରେ ବି ପଚାରିବେ ନାହିଁ, ଅଡିସନ୍ କର ଆଉ ଭଲ ଅଭିନୟ କରୁଥିବା କଳାକାରଙ୍କୁ ନିଅ ,ସେଇ ସମ୍ବିତ,ବାବୁଶାନ୍,ଜ୍ୟୋତି,ଅନୁଭବ ଇତ୍ୟାଦି । ଆଉ ଯଦି ଅଡିସନ କରୁଛ ବରିଷ୍ଠ କଳାକାରଙ୍କୁ ନିଅ ,ସେଇୟା ବି ନୁହଁ ଆମେ ରୀୟା,ପପୁ ,ସୂର୍ୟମୟୀ,ଶୀତଳ,ଶ୍ରୀତମ,ଜ୍ୟୋତି, ସମ୍ବିତ କୁ ବସାଆ ଖାଲି ଫିଲ୍ମ୍ ହିରୋଇନ୍ ବାହାରିବେ । କିନ୍ତୁ ହିରୋ କେମିତି ବାହାରିବେ ?
ଆଉ ଏଥିରେ ତରଙ୍ଗ ,ସାର୍ଥକ,ଅଳଙ୍କାର,କିରଣ ଇତ୍ୟାଦି TV ଚ୍ୟାନେଲ ବି ସାମିଲ ଅଛନ୍ତି ଓଡ଼ିଆ ସିନେମା କୁ ତଳକୁ ନବାରେ ।
@@SoumyaRMohanty2003 thik katha bhai....
Right
You are absolutely right
Good speech 💬 👏 👍
Every one please watch' Gangs of Puri' on Kanchalanka , ତା ପରେ କହିବେ ଓଡ଼ିଆ ସିନେମା ର ଲେଭେଲ କଣ l The best odia series ever । please watch it
ଅନୁଭବ + ବାବୁସାନ୍ ଗୋଟେ ଚଳଚ୍ଚିତ୍ର ଆସିବା ଦରକାର !
Telugu movies ki copy koruchanti
Rightly said.
Absolutely right sir 🙏🏻
Sundar Katha. Very smart and natural. Anek anek dhanyabad respected brother.
Actually Producer and Director mane bhabuchhanti ame jaha karuchu ekdam perfect. But no , apana mane bujhiba darker je Paisa dei jou audience mane pakhapakhi 3 hours hall re bandhi hei basuchhanti semananku sei 3 hours time waste ra return darker. Semananka time waste ra jadi calculation karajae tahele apananka cinema budget ra 1000 times heba. Hele jadi semananku semananka valuable time paein sufficient entertainment namiliba ta semane asibe kahinki. Sasta manasikta ra manisha mananka sankshya matra 20%. Apana semananka paein cinema tiari karuchhanti. Anya mane kan nian re mutichhanti. Be carefull. Odia cinema stop hei sangrahalaya ku jiba purbaru apanamane jou mane Odia cinema ra bhagyabidhata ,tk sudhurijaantu. Jay Jagannath 🙏
ଓଡ଼ିଆ ହିରୋ ମାନଙ୍କର କହାରବି sixpeck କାହାର ବି ନାହିଁ 🙏🙏
Sixpack kichi darkar nahi, acting asiba darkar
@@friendshiprocks8673 acting nasile Tanku hero karantiki Acting thae boli taku hero sujaga diyanti ehasahita sixpeck Nihati Darkar and bodie Darkar esabu nahin boli loke south movie and action movie loke dekhuchanti and odia movie dekhunahanti ok
Babu bhai Anubhav bhai sreyan ra Chhi
Tor achhi ki tote hero korba 🤣🤣
@@bikashsahu206 yes ase nubu mate
ଓଡ଼ିଶାରେ ଓଡ଼ିଆ ସିନେମାକୁ ସିନେମା ହଲଲ ର ମାଲିକ ମାନେ ଚଳେଇବାକୁ ଚାଁହୁ ନାହାନ୍ତି କାରଣ କଣ ?
ଏହାର ଉତ୍ତର କଣ ଆମ ଓଡ଼ିଶାର କଳାକାର ମାନେ କହିବେ, ନା ନିର୍ଦେଶକ କହିବେ, ନା ସିନେମାର ପ୍ରଯୋଜକ କହିବେ, ନା ଡୀସ୍ଟିବୁଟର କହିବେ, ନା ଫିଲ୍ମ ଆସୋସିଏସନ କହିବେ ? କଣ କଲେ ଆମ ଓଡ଼ିଆ ସିନେମାକୁ ଓଡ଼ିଶାରେ ପ୍ରଥମ ପ୍ରାଧାନ୍ୟ ମିଳିବ
Sidhanta Mahapatra top 1hero thila Odisha ra Au kehi paribeni , character pura hero 100 🙏🙏🙏🙏🙏
ଏଇ ସବୁ ଚିନ୍ତା ଧାରା ଗଲାନି ସେଇ ମୁଁହ,ଚେହେରା handsome ଦେଖିକି ସବୁ ହିରୋ ହୁଅନ୍ତି ?
ରଜନୀକାନ୍ତ ,ମୋହନ ଲାଲ୍ ଇତ୍ୟାଦି ସାଉଥ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍, ଓ ହୋ ସେମାନେ ବହୁତ୍ handsome , Hiro। ହେବାକୁ ହେଲେ ଅଭିନୟ ଦରକାର
Confident hero stylish & Danjorous looking
Right bhai ତମେ ଠିକ୍ କହିଲ
Right 👍
ନବିନ ପଟନାୟକ ତ ସବୁ ହିରୋ ମାନଙ୍କୁ କିଣି ନେଇଛି ଆଉ ଫିଲ୍ମ୍ ହବ କୁଆଡ଼୍ ରୁ ସବୁ ହିରୋ ତ ନେତା ଗିରି ଚୋର ଗିରି ହେଲେ ପ୍ରଥମେ ସିଧାନ୍ତ ମହାପାତ୍ର ଯେବେଠୁ ରାଜନିତିରେ ପାଦ ପକାଇଲେ ସେବେଠୁ ଓଡ଼ିଆ ଫିଲ୍ମ୍ ଇଣ୍ଡ୍ ଷ୍ଟି୍ର ତଳକୁ ଖସିବାର ଲାଗିଛି ଠିକ୍ କି ଭୂଲ୍ ଲେଖିଲି ଭଲ ଭବରେ ଚିନ୍ତା କରନ୍ତୁ
Right
Thikh Katha bilkul 💯 Percent correct
Vijay mohanty and Rai mohan has to reborn to earn money for producer and save odia producers. Lastly he said one fact that todays viewers are much aware, informed and not fools.
Right katha Bhai
*Imagine a movie with Anubhav and Babushaan and Siddhant !!*
*Sure Every Odia People Will Go To Theatres !!*
Right Bro 👉
Akdam thik katha Bhai 👍
One and only sidhhant mahapatra Hero
ଗର୍ଭବତୀ ମହିଳା ନେଇ ତମ ମନରେ କ'ଣ ଭାବନା ଅଛି ତାହା ତ ଜଣା ପଡ଼ିଲା
ଠିକ୍ କଥା କହି ଲେ ଭାଇ। ଏ ଫିଲ୍ମ ଵାଲାଙକୁ ହଉ ଵା ମେଗାଧାରାବାହିକ, କାହାଣୀ ଏମାନଙକୁ ମିଳୁନି
ମୌଳିକ କାହାଣୀ ର ଅଭାବ ,ନିଜ ଓଡ଼ିଶା ପ୍ରଦେଶରେ କଣ୍ କିଛି ଘଟି ନଥିଲା ଯେ ସେ ଫିଲ୍ମ୍ ଲେଖକ ଖାଲି କପି କରୁଛି । ଓଡ଼ିଶାର କେତେ ଲେଖକ ଉପନ୍ୟାସ ,ଗପ ଇତ୍ୟାଦି ଲେଖି ପୁରସ୍କାର,କେନ୍ଦ୍ର ସାହିତ୍ୟ ଏକାଡେମୀ ,ରାଜ୍ୟ ସାହିତ୍ୟ ଏକାଡେମୀ ପାଇଛନ୍ତି। ସେସବୁ ପଢ଼ିବା କଥା ,ଆଉ ମୌଳିକ ଜିନିଷ କୁ ନେଇ ଫିଲ୍ମ୍ କରିବା କଥା କିନ୍ତୁ ଏମାନେ ଅନ୍ୟ ରାଜ୍ୟ ର ଷ୍ଟୋରି କୁ କପି ମାରି ହିରୋ ହିରୋଇନ୍ ଚେଞ୍ଜ କରି ଗୋଟେ ପାଲା ଲଗେଇଚନ୍ତି।
Ek dam Right bhai
Very good sir 👍👍👍👍👍👍
ମାଘିହା ବାବୁଶାନ୍ ମହାନ୍ତି ଗୋଟେ ହିରୋ କି ବେ,ସେ ମାଗିହା କୁ କିଏ ହିରୋ କରୁଛି ବେ ,ସେଥି ପାଇଁ ମୋଭୀ ଫ୍ଲପ ହଉଛି, ୟେହ ସଲା ମାଗି ହା ବେକାର କୁ ରଡ଼ି ଛାଡୁଚି
Bhai biswakarma puja re apnku subhhecha. Kn kahile ma 👌👌👌👌👌
ଏଇଟି ସବୁ hero ଆସୁଛନ୍ତି ନେତା ହେବ ପାଇଁ "!!!! ଏବେ ପ୍ରତମେ ଭଲ hero ଟେ ଆଣ ..!! କାହାରି ଘରକ କଳୀ ତ ସରୁନି ...
Arimdham herooo❤️❤️❤️❤️
Arindam b pregnant hei hei galani
Arindam bila ku gala
@@saulapattamajhicreation6962 arindam ku katha kahi asuni..sala gote script padhidela parika padhidie .
Acting nija bhitaru bahare jaha abhinaya ku real baneithae
ଅରିନ୍ଦମ ର କୀର୍ଣର ଦାଇଲଗ୍
@@chinmayanayak5209 hmm..Se Arindam, Sabyasachi , Amlan aau Aau ae pila ra nama kan jie besi danta dekhauchi Tu mo love story ra hero ...emane nua nua pila asi ollywood ku nasta kale ..nahile ବାବୁଶାନ୍ ଆଉ ଅନୁଭବ ଦୁଇ ଜଣ mast ରେ ollywood କୁ ଆଗକୁ neuthile
କ'ଣ ଶିର ଭାଇ ଓଡ଼ିଆ ହିରୋମାନଙ୍କ ଏଣ୍ଟ୍ରିର ମଜାକ ଉଡ଼ାଉଛନ୍ତି🤣🤣🤣🤣
ପଦେ କହିଲ ,ସେମାନେ ନଇଁ ପାରିବେନି ସମସ୍ତଙ୍କୁ ବାବୁସାନ୍ ଭଳି ପତଳା ହବାକୁ ଚେଷ୍ଟା କର ତାପରେ ଫିଲ୍ମ୍ କଥା ଚିନ୍ତା କର ।
Garvabati babusan nalua
Bhai ekdam thik katha kahile
Anubhav is back bro 🤜 good body looks good
Thank You Sir
Best example swaraj...sala ku acting ra A letter Jana nai... Taku nele film kn chaliba. Anubhav , sidhanta, always best.
Hmm
Swaraj childhood ru acting koruchhi he is best actor
@@Somanath-j1l childhood acting au hero bhitere bahut farak bhai
Dedha futia nata hero 😁😁😁 se swaraja gote faltu actoe
He is best dancer
🙏ଓଡ଼ିଆ ଫିଲ୍ମ କାହିଁକି ଯିବୁ ଦେଖିବାକୁ
ସବୁ ଫିଲ୍ମ କପି ହେଉଛି.200ଟଙ୍କା ର
ପରିବା ଆଣିଲେ, ପରିବାର ଖୁସିରେ
ଖାଇବେ.