Apana motharu bada ki Sana mu janeni kintu mu pranam paibara jogya nuhen se jogyata kebala mu Prabhu(mo Swami) nkara, au mu kebala Mora Stri dharma au mo kartavya nistha re karichi bas
Pranam🙏 gurujii... Jai jagannath🙏... Apana ama samasta anku rasta dekhantu.. Apana anka aakhir luha dekhi laguchi jagannath Maha pravu anka jemiti luha aakhiri baharuchi😭.
Jai shree jagannath
🙏🙏🌹ପ୍ରଣାମ. ଜୟଜଗନ୍ନାଥ
ଜୟ ଜଗନ୍ନାଥ 🙏🙏🙏
Jay.jaganntha.swami.nayan.pathagami.bhwtume🙏🙏guruji.charnre.koti.koti.prnam🙏🏻🙏🏻
ଜୟ ଜଗନ୍ନାଥ ବଡ ପଣ୍ଡା ଙ୍କୁ କୋଟି କୋଟି ପ୍ରଣାମ
Jay sree jaganath❤❤❤❤
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Jay Jagannath 🙏🙏🙏🙏
ଶତକୋଟି ପ୍ରଣାମ ହେ ସତୀ ମୁଁ ନିଜକୁ ଧନ୍ୟ ଧନ୍ୟ ମଣିଲି ଏ ସାକ୍ଷାତକାର ଟିକୁ ଦେଖି। ଏ ଯୁଗରେ ବିରଳ 🙏
😢Jay Jagannath Swami ❤❤❤❤
Jay jagganath swami nayana pathagami bhabatume prabhu 🙌🙌🙌🙏🏻🙏🏻🙏🏻🙏🏻🌺🌺🌺
ତୁମକୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସହାୟ ହୁଅନ୍ତୁ ଏ ଭଳି ସ୍ୱାଧୀ ଆଜିର ଦୁନିଆଁରେ ଏ ଭଳି ନାରୀ ବିରଳ 🌹🙏🌹
ଜୟ ଜଗନ୍ନାଥ ପ୍ରଣାମ କରୁଛି ଗୁରୁଜୀ, ମୁଁ ଟିକିଏ ଆପଣ ସାନ୍ନିଧ୍ୟ ଲାଭ କରିବାକୁ ଚାହୁଁଛି, ଜୟ ଜଗନ୍ନାଥ
Welcome
@@PuriBadapanda ଗୁରୁଜୀ କୋଉ ଠିକଣା ରେ ଗଲେ ଆପଣଙ୍କ ସାନ୍ନିଧ୍ୟ ପାଇପାରିବି
Waoo so nice
Really mirakkel 😮😮❤❤👏👏👏
Madhusmita ର କାହାଣୀ ହ୍ରୁଦୟ ବିଦାରକ। କିନ୍ତୁ ଆଜିକାଲି ର ସମାଜ ପରିସ୍ଥିତି କୁ ଦେଖିଲେ ପ୍ରକୃତରେ ସେ ଏକ ସତୀ ନାରୀ। ସେ ଝିଅ କୁ ମୁଁ ଅତି ଛୋଟ ରୁ ଜାଣିଛି , ସେ ପିଲାଦିନୁ ଖୁବ୍ ତେଜମୟୀ। ମୁଁ ହୃଦୟ ରୁ ତାକୁ ମୋ ଝିଅ ବୋଲି ଗ୍ରହଣ କରିଛି। ଆଜି ସେ ଜଣେ ତପସ୍ଵିନୀ , ତା ସ୍ବାମୀ ହିଁ ତାର ଜଗନ୍ନାଥ। ଜଗନ୍ନାଥ ତାର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତୁ
Right
Jai Jagannath
ଜୟ ଜଗନ୍ନାଥ🙏 ମହାସତୀ ନାରୀ👍🏻
He mahaprabhu e jhia tiku sahahua🙏🏻🙏🏻🙏🏻
Joy jagannatha
ମହାପ୍ରଭୁଙ୍କର ଜୟ ହେଉ ❤
God bless you didi❤
ବଡ଼ପଣ୍ଡା ମହୋଦୟ ପ୍ରଣାମ ଜୟ ଜଗନ୍ନାଥ ❤🎉🎉🎉🎉🎉❤
ଜୟ ଜଗନ୍ନାଥ, ଭୂମିଷ୍ଠ ପ୍ରଣାମ ଆଜ୍ଞା 🙏❤
.Jay shree jaganatha
ଜୟ ଶ୍ରୀ ଜଗନ୍ନାଥ 🙇🏻♂️🙇🏻♂️
🙏🏻ଜୟ ଜଗନ୍ନାଥ 🙏🏻ॐ ନମଃ ଭଗବତେ ବାସୁଦେବାୟ🙏🏻
Jai shree jagannath ❤
Koti pranam gurudev 🙏🏻🙏🏻
Jay Jagannath
🙏🙏🪔😊😢😂
Jay Jagannath ❤
Jay jagannath🙏🙏🙏
❤️🌹❤️🌹❤️🌹❤️🌹❤️🌹କୋଟି କୋଟି ପ୍ରଣାମ ପ୍ରଭୁ ❤️🌹❤️🌹❤️🌹❤️🌹❤️🌹
ଅପଣଂକୁ ଶତକୋଟି ପ୍ରଣାମ 🙏ଅପଣଂକର ନମ୍ବର ପାଇଲି ବହୁତ ବହୁତ ଧନ୍ୟବାଦ। ମା ସିନା ଠାକୁର ମାନଙ୍କୁ ଭାଙ୍ଗି ଦେଲେ ତାଙ୍କ ନିଜ ଭିତରେ ଥିବା ଠାକୁରଙ୍କୁ ପ୍ରେମୟ କରିଦେଇଛନ୍ତି ଏବଂ ସେ ତାଙ୍କ ଅଲକ୍ଷରେ ତାଙ୍କର ପୂଜାରିଣୀ ସାଜିଛନ୍ତି। ଆନ୍ତରରେ ପାଇବାଟାହିଁ ଅସଲ ପାଇବା।
Right
ଜୟ ଜଗନ୍ନାଥ
Ascharya may God bless you jhia
Jay jagannath Swami Nayan patha gami bhaba tume subha Sandhya radhey radhey krishna saranam mamah 🌹🙏👏🌷
ଜୟ ମୋ ମଣିମା ମହାବାହୁ ଙ୍କର ଜୟ ହେଉ 🙏❤️🙏..ପରମ ପୂଜ୍ୟ ବଡ଼ପଣ୍ଡା ମହାଶୟ ଙ୍କୁ ମୋର ଭୁମିଷ୍ଟ ଦଣ୍ଡବତ 🙏
ମଣିମାଙ୍କ ର ଜୟ ହେଉ। ପ୍ରଣାମ ଗୁରୁ ଦେବ
Pranam guruswami
Apanka katha bahut bhala laguchi sabubele bhala laguchi pranam
ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ତାଙ୍କ ଚରଣ ତଳେ ଶରଣ ଦିଅନ୍ତୁ ଜୟ ମହାପ୍ରଭୁ
Mo prabhuji jai jagannath
Jai Sri Jagannatha Mahaprabhu ❤
Very heart touching one❤
Charan sparsh Guruji ❤
Jay jagannath
Pranam guruji apanka tharu bahut kichhi sikhuchhi jai mahapravu 🛐🛐🛐🛐🙏🙏🙏🙏
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜି ନନା ❤️🙏
Apana Jane kalijugara Sita 🙏 apana Sita boli apanku ramachandranka bhali Swami paile🥰 dhanya tume au dhanyawad tuma sahasikata
Jay jagannath baba pranam
Maa apnka charana re koti koti pranam..
Apana motharu bada ki Sana mu janeni kintu mu pranam paibara jogya nuhen se jogyata kebala mu Prabhu(mo Swami) nkara, au mu kebala Mora Stri dharma au mo kartavya nistha re karichi bas
Saantenku mora bhumista pranam. Jay jagannath❤
Jai jagannath 🙏
ଜୟ ଜଗନ୍ନାଥ 🙏🪷🙏
ଜୟ ଜଗନ୍ନାଥ। ଆଜ୍ଞା,ମା ବିମଳାଙ୍କ ବିଷୟରେ କିଛି କୁହନ୍ତୁ।
Jay Jagannath prabhu🙏
🚩🚩🚩ଜୟ ଜଗନ୍ନାଥ 🚩🚩🚩🚩🚩🚩🙏🙏🙏🙏🙏🚩🚩🪷🪷🪷🪷🪷🪷
Jay sri jagannath sir🌹🙏🙏🙏🙏🙏🙏🙏🙏🙏🙏.........
🙏🙏🙏🙏🙏
ମୋ ବାବାଙ୍କ ର ଜୟ ହେଉ
Jay shri jagannath🙏 pranam mahoday nku🙏❤
Mo mahaprabhu mo jeevan mo jagannath
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🙏କର୍ମ ଜଦୀ ୦ିକ୍ ଅଛିତ ସବୁକୀଛି ୦ିକ୍ ହବ ପରିବାରର ଜେକୋଉଣସି ବ୍ଯକ୍ତି ଭୁଲ୍ କର୍ମ କଲେବି ପରିବାର କୁଭୋଗିବାକୁ ପଡେ ଜଉଁ ବ୍ଯକ୍ତି ଭୁଲ୍ କରେ ନାହିଁ ସେ ବ୍ଯକ୍ତି କର୍ମର ଫଳ ଭୋଗିବାକୁପଡେ
Jay Jagannath mahaprabhu 🙏🙏
Jay Jagannath Swami
Jay jagannath swami nayana pathagami bhabatume 🙏🙏🙏🌹🌹🌹
Mahasaya pranam 🙏 aapana nka tharu asima dharjya mile sethi pain a situation re aapana nka pakha ku samste asanti . Satare aapna bi mo bandhu bhali kaha dukha sunile nije luha jharanti.
ମଣିମା ମହାବାହୁ ପାଦ ପଦ୍ମରେ ଅନନ୍ତ କୋଟି ଦଣ୍ଡବତ🙌 ବତପଣ୍ଡା ସାମନ୍ତ ମହାଶୟ କୋଟି ପ୍ରଣାମ🙏
Jay Jagannath 🙏🌹🙏 manimankara Jay hau🙏🙏
🌹💐🌹
Pranam🙏 gurujii... Jai jagannath🙏... Apana ama samasta anku rasta dekhantu.. Apana anka aakhir luha dekhi laguchi jagannath Maha pravu anka jemiti luha aakhiri baharuchi😭.
ମହାପ୍ରଭୁ ତୁମେ କେତେ ମହାନ, ପ୍ରଣାମ ଗ୍ରୁରୁ ଦେବ, ଜୟ ମହାପ୍ରଭୁ
JAY JAGANNATH🙏❤🙏❤
Sir plz mate tike apanank n dau
🙏🙏🙏🙏🙏ok
Jaya jaganatha. Mahaashaya koti koti pranaam grahan karantu. Kete kete punyabati shati Pratibrata naari achhanti.
ଭଉଣୀ ତୁମ ସ୍ବାମୀ ଏବେବି ଅଛନ୍ତି ଆହୁରି ଶକ୍ତିଶାଳୀ ହୋଇ ଅଛନ୍ତି, କିନ୍ତୁ ସେ ଏକ ହାଡ଼ ମାଂଶର ଶରୀର ଭିତରେ ସୀମା ବଦ୍ଧ ନୁହନ୍ତି । ଆତ୍ମା ପରମାତ୍ମଙ୍କ ଅଂଶ । ଆତ୍ମା ଅଛି ମାନେ ପରମାତ୍ମା ଅଛନ୍ତି। ଆଉ ସେଇ ପରମାତ୍ମା ଆପଣଙ୍କ ପାଖେ ପାଖେ ଅଛନ୍ତି । ଖାଲି ଦୁଃଖ ଏତିକି ଯେ ଚାହିଁଲେ ଆପଣ ସେଇ ସ୍ଥୂଳ ଶରୀର ଟିକୁ ଦେଖି ପାରୁନାହାନ୍ତି କି ଛୁଇଁ ପାରୁ ନାହାନ୍ତି ପଦେ କଥା ହୋଇ ପାରୁନାହାନ୍ତି ,ଯାହାକି ତାଙ୍କର ଅସ୍ତିତ୍ୱର ପରିଚୟ ଥିଲା ଆଜିବି ଅଟେ । ଯାହା ପାଇଁ ଆପଣ ଆଜି ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଯାଉଛନ୍ତି । ତେଣୁ ଆପଣକୁ କୋଟି କୋଟି ପ୍ରଣାମ ।
ଭୂମିଷ୍ଟ ପ୍ରଣାମ ବଡ଼ପଣ୍ଡା ନନା, ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ମଧ୍ୟ । କଥାରେ ଅଛି ନା ମହାପ୍ରଭୁ କେତେବେଳେ କୋଉ ରୂପରେ ଆସି ବା କାହା ମାଧ୍ୟମରେ ଆସି କୋଉ କଥା କହି ଦେଇ ଯିବେ ବୁଝିବା ମୁସ୍କିଲ । ସତରେ ନନା! ଏଇ କାଳିଆ ଟା ବହୁତ୍ ଅବୁଝା, କେତେବେଳେ ଲାଗେ କେତେ ସରଳ ସେ , ପୁଣି କେତେବେଳେ ତାକୁ ଆଦୌ ବୁଝି ହୁଏ ନାହିଁ । ତଥାପି ମନଟା ତାପାଇଁ ଗୋଡେଇ ହୁଏ ।
Thanks
ଭଉଣୀଙ୍କ ଜୀବନର ଦୁଃଖପୁର୍ଣ୍ଣ ସତ୍ୟ କଥା ଆଖିରୁ ଲୁହ ଗଡାଇ ଦେଲା/କିନ୍ତୁ ବଡ଼ପଣ୍ଡା ଆଜ୍ଞା ଯେଉଁ କଥା କହିଲେ ପ୍ରଭୁ ଜଗନ୍ନାଥ ତାଙ୍କ ପାଖେ ପାଖେ ଅଛନ୍ତି ଏ କଥା ସତ୍ୟ ଲୀଳା ମୟ ସେ କିଛି ବି ତାଙ୍କ ପାଖରେ ଅସମ୍ଭବ ନୁହେଁ/ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ କୋଟି କୋଟି ଦଣ୍ଡବତ ପ୍ରଭୁ
Gurujii anku mora bhumista pranam🙏.. Jai jagannath🙏... Gurujii eai video to bada hrudayasapshi.... 😢
ଜୟ ଜୟ ଶ୍ରୀ ଜଗନ୍ନାଥ 🌿🌼🙏🏽🛐❤️🫁🫁
ଜୟ ମହୋଦୟ ବଡ଼ ପଣ୍ଡା 🌺🌼❤️🙏🏽🛐🫁🫁
ମୁଁ ଜଣେ ସେହି ପରି ଆଜ୍ଞା, ବହୁତ କଷ୍ଟ ସହି ସହି ଆସି 68ବର୍ଷ ହେଲାଣି, ଏତେ ଦୁଃଖ ରେ ବି ପ୍ରଭୁ ଙ୍କୁ ଦୋଷ ଦିଏନି, ମୋର ପ୍ରାରବଧ କର୍ମର ଦାନ ବୋଲି ଜାଣେ, ଗୀତା ଭାଗବତ ପଢିବା ଦ୍ଵାରା କିଛି ଉପଲବଧି କରୁଛି, ଜୟ ମହାପ୍ରଭୁ 🙏🏽🛐🛐🛐
🙏🙏
Aji ra duniya re emiti loka bhi achanti.... She is a true devotee 🙏🏻🙏🏻🙏🏻
Jay jagarnath bahut hrudayasparsi vidio badalanda mohodaya nkara
ଗୁରୁଜୀ ଭୂମିଷ୍ଠ ପ୍ରଣାମ ।ଜଗତପିତା ଜଗନ୍ନାଥ ଙ୍କ ଶ୍ରୀ ଚରଣ ତଳେ କୋଟି ପ୍ରଣାମ ।ଗୁରୁଜୀ ଭଉଣୀଙ୍କ ସହିତ ସାକ୍ଷାତକାର ଟି ହୃଦୟକୁ ଛୁଇଁଲା ।ଭଉଣୀଙ୍କର ଭଲପାଇବା ଆତ୍ମିକ ଯାହାକୁ ସଂସାରର କେଉଁ ଶକ୍ତି ମଧ୍ୟ ଦୂର କରିପାରିବ ନାହିଁ ।ଭଉଣୀ ସେବାରେ ହିଁ ଭଗବାନ ଥାଆନ୍ତି ଯାହା ଆପଣ କରୁଛନ୍ତି ଭାଇ। ପୁଣ୍ୟାତ୍ମା ଥିଲେ ଆପଣବି ତାଙ୍କପଥର ଅନୁଗାମୀ ଏହାଠାରୁ ବଡ଼ କଥା ଆଉ କିଛି ନାହିଁ ।ପ୍ରଭୁ ଅଦୃଶ୍ୟ ଭାବରେ ଅପନଙ୍କୁ ସହାୟ ହେଉଛନ୍ତି ପ୍ରତିମୁହୁର୍ତରେ ସହାୟ ମଧ୍ୟ ହେବେ ଏହାହିଁ ପ୍ରଥନା । ଜୟ ଜଗନ୍ନାଥ ।
Jai jaganath jhia to swami tora jaganath love you nd bless you PRANAM gurudeb
hallucination...
ଆଜ୍ଞା ଆପଣଙ୍କୁ ପୁରୀ ଗଲେ କେମିତି ଭେଟୀହେବ
Guru dev bhagwan ki jay hou
ମହାପ୍ରଭୁ କହୁଛନ୍ତି ମୁଁ ଯଦି ଖାଏ ନି ପୃଥିବିକୁ ଦିଏ ନି ପୃଥିବୀକୁ ମୁଁ ସୃଷ୍ଟି କରିଛି ମତେ ପୃଥିବୀ ସୁଷ୍ଟି କରିନି
ଝିଅ ତୁମେ ଯାହା କହୁଛ ତାହା ଠିକ୍।ସତୀନାରୀ ତୁମେ ହୋଇ ଥିବାରୁ ଭଗବାନ ସ୍ବାମୀ ରୂପ ରେ ତୁମକୁ ସାହାଯ୍ୟ କରୁଛନ୍ତି। ସ୍ଵାମୀ ହରାଇ ଜଗନ୍ନାଥ ପାଇଲେ। ତୁମ ଠାରୁ ଶିଖିବାର ଅଛି।ପୂଜ୍ୟ ଗୁରୁଜୀ ଯାହା କହୁଛନ୍ତି ଠିକ୍।
ତୁମେ କନ୍ଦେଇ ଦେଲ ଭଉଣୀ
Maa apananku bahut aashirbad.Bhagaban tumaku sabubele khusire rakhantu.
Sir mote lagila ki part 2 asila boli hele apanank new chenel post kole Jay Jagannath 🙏
ଅନନ୍ତ କୋଟି ପ୍ରଣାମ ମହାପ୍ରଭୁ ।ପ୍ରଭୁଙ୍କ ବଡପଣ୍ଡା ଙ୍କୁ ଭୂମିଷ୍ଠ ପ୍ରଣାମ।
ଗୁରୁଜୀ ପ୍ରଣାମ 🙏, ଗୁରୁଜୀ ଆପଣ ତ କୁହନ୍ତି ଯାହା ଯେତେବେଳେ ଘଟେ ଆପଣଙ୍କୁ 3 ଦିନ ପୂର୍ବରୁ ଜଣା ପଡ଼ିଯାଏ ଥାଏ, ଏବେ ବହୁ ଆଲୋଚନା ଚାଲିଛି ଗଣମାଧ୍ୟମ ରେ ଜୁନ୍ 29 ରେ ବିଶ୍ଵଯୁଦ୍ଧ ହେବବୋଲି। କିଛି ସେ ବିଷୟ ରେ କହିବେ ଦୟାକରି ।
Guruji aparnaku koti koti pranam mu aparnaku ahi channel madhyamare drasana kari dhanya hali apana mo pani soyna jagannath
😭😭😭😭
ଆଞ୍ଚା ମୁ କେବେ ଯିବି ପୁରୀ କହିଲନି 😅 ଜଗା କୁ କହିବେ kanhei ଆସିବ କହୁଛି ନ ହେଲେ DJ song bajiba😳😜🙏🙏🙏😁👌
😄
ଗୁରୁଜୀ ପ୍ରଣାମ. ଜୟ ଜଗନ୍ନାଥ. ମୁଁ ବାଙଗାଲୋର ରେ ରହୁଚି. ଆପଣଙ୍କ ଫୋନ୍ ନମୱର୍ ମିଳିପାରିବ?
Pati hni parame swar
Ate abhiman karani bhauni..mo Jagannath nku kasta haba..